ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ଆସିଲା ମହିଳାଙ୍କ ସାଙ୍ଘାତିକ ଅଭିଯୋଗ ||

  Рет қаралды 358,546

Konark Live

Konark Live

4 күн бұрын

For latest Odisha News Follow us:
LIKE | COMMENT | SHARE | SUBSCRIBE
Visit:
KZbin: / konarklive
Facebook: / konarklive24x7
Twitter: / konarklive
#KONARKLIVE #BALASORE NEWS
Contact - 7978697833

Пікірлер: 871
@Kalamkatha
@Kalamkatha 2 күн бұрын
ଆଗରୁ କଣ ଶୋଇ ପଡିଥିଲ ଏମାନେ ସବୁ ବିଜେଡି ଚାମଚା
@bmcreation1302
@bmcreation1302 Күн бұрын
ପଲଙ୍କ ସେବାରେ ବ୍ୟସ୍ତ ଥିଲେ 😂😂
@rabinarayanpradhan3965
@rabinarayanpradhan3965 16 сағат бұрын
Right
@kastabhue8389
@kastabhue8389 2 күн бұрын
ମାଡାମ ଠିକ କହିଲେ କିନ୍ତୁ ବି ଜେ ଡି ସରକାର ଥିଲାବେଳେ କେତେଥର ଧର୍ମଘଟ କରିଛନ୍ତି ମାଡାମଙ୍କର ଏବେନିଦ ଭାଙ୍ଗିଲା
@Stutee24
@Stutee24 2 күн бұрын
Setebele upuri heijauthila,chalijauthile.😅😅
@KhachuNayak
@KhachuNayak 2 күн бұрын
Right
@Oneplayer123
@Oneplayer123 2 күн бұрын
Sabu pagal
@kanhugouda1478
@kanhugouda1478 2 күн бұрын
Bjd pakharu kete tanka khaethila agaru pacara
@kanhugouda1478
@kanhugouda1478 2 күн бұрын
Laguchi sethikara loke abe 1 month hela rojagara pau nahanti agaru sabu bhala job karuthile
@minutesaboutShantikunjbyDSLenk
@minutesaboutShantikunjbyDSLenk 2 күн бұрын
ମାସେ ହେଇନି, କୁଆଡେ ଥିଲ ଆଗରୁ 20 ବର୍ଷ ହେଲା ଶୋଇଥିଲ, ନା ଡରୁଥିଲ ନା news ରେ ମୁହଁ ଦେଖାଇବାକୁ
@bulletpatra6517
@bulletpatra6517 2 күн бұрын
ଆଗରୁ BJD ସରକାର ଥିଲା ସେତେ ବେଳେ କୁଆଡେ଼ ହଜିଯାଇଥିଲ
@chinmaykumargiri9837
@chinmaykumargiri9837 2 күн бұрын
Mission Shakti Group. May be hired by BJD
@Akasdeep-uc6td
@Akasdeep-uc6td 2 күн бұрын
Thik kotha
@user-vk2jg6lq2y
@user-vk2jg6lq2y 2 күн бұрын
ସେତେବେଲେ ଏମାନଂକୁ ବହୁତ୍ ଗୀହା ଖାଇବା ମିଳୁଥିଲା...
@modernentertainmentchannel7322
@modernentertainmentchannel7322 2 күн бұрын
Ta mane kohuchhu amiti hin rohu na maigiha 😂😂.......
@bijyakumarshaoo6887
@bijyakumarshaoo6887 2 күн бұрын
BJD dei thila abhe paruni
@user-jb7or1yb3o
@user-jb7or1yb3o 2 күн бұрын
ଆଜି ପର୍ଯ୍ୟନ୍ତ ତୁ କେଉଁ ଠାରେ ମାରାଉ ଥିଲୁ
@rajkumarpanda3864
@rajkumarpanda3864 13 сағат бұрын
Remark dela beley topic uoarey na kahi ladies ku abhadra comment daucha.Sick mentality to ladies.
@BabuMaharana-zv1bn
@BabuMaharana-zv1bn 2 күн бұрын
ଆଗରୁ ମାଗଣା ଖାଇ ଶୋଇଥିଲ ନୂଆ ସରକାର ଗୋଟିଏ ମାସ ହୋଇ ନାହଁ ରାସ୍ତାକୁ ବାହାରି ପଡିଲ ।
@champamalik2033
@champamalik2033 2 күн бұрын
ସେ କଥା କୁହାଳି ସୁନ୍ଦରୀ 2 , 4 ମାସ ଆଗରୁ କୋଉଠି ଥିଲା , ନବୀନ ପଟ୍ଟନାୟକଙ୍କୁ କହିପାରୁ ନ ଥିଲା କି ?
@yashobantanarayandas3680
@yashobantanarayandas3680 2 күн бұрын
han bhai thik ,
@rkiranaparida
@rkiranaparida 23 сағат бұрын
pandian maikina
@gorasingh5464
@gorasingh5464 2 күн бұрын
ଇଏ କାହା ଶିଖା ଶିଖିରେ ଅସ୍ଥିର ହୋଇ ଧାରଣାରେ ମାଡି ବସିଛି, ଟିକେ ସମୟ ଦିଅ ଅଧର୍ଯ୍ୟ ହୁଅ ନାହିଁ, ପ୍ରସ୍ତାବ ରଖ ମଙ୍ଗଳ ହେବ.
@minatisahoo355
@minatisahoo355 Күн бұрын
Pandura chatuthila ebe pauni dharana re Basile kie hele kolei nei aha pade kariba 😊😊😊😊
@bhagirathijena3366
@bhagirathijena3366 2 күн бұрын
୨୫ ବର୍ଷ ଯାଏ ଚୁପ୍ ଚାପ୍ ସବୁ ଚାଲି ଥିଲା, କେହି ଧାରଣା ଦେଇ ନଥିଲେ ଏବେ ଅନ୍ତତଃ ୨୫ ଦିନ ଦିଅ ମଦମ୍ !!!
@Oneplayer123
@Oneplayer123 2 күн бұрын
Sabu Chhodipakeiba
@anandamohakuda4943
@anandamohakuda4943 Күн бұрын
Double engine mane kn
@JITENDRAPATEL-vn3fv
@JITENDRAPATEL-vn3fv 2 күн бұрын
ଆଗରୁ କାହିଁକି ବିଜେଡି ସରକାରଙ୍କୁ କହି ପାରିଲ ନାହିଁ ଆଜି ଆଖି ଖୋଲି ଗଲା କି।ଏଥର ଓଡ଼ିଶା ଦେଖିବ ପରିବର୍ତ୍ତନ
@KalaKhan-ch2xl
@KalaKhan-ch2xl 2 күн бұрын
5 ବର୍ଷ ପୂର୍ବରୁ କହିବାର ଥିଲା ମାଡାମ ହଉ ଠିକ ହେଇଯିବ ସବୁ ମୋହନ ସାର ସବୁ କିଛି ସମାଧାନ ହେଇଯିବ 🥰
@kshirodchandrabehera6838
@kshirodchandrabehera6838 2 күн бұрын
କୋଉଠି ଥିଲ ବିର୍ଘ 24ବର୍ଷ
@kforkhana6692
@kforkhana6692 2 күн бұрын
Tume kouti thilo
@prafullamaharana1672
@prafullamaharana1672 2 күн бұрын
ସୁନ୍ଦର କଥା ଯେ କିନ୍ତୁ ଟିକେ ରହିଯାଆ ସବୁ ପିଲା ପରା ନିଜ ଜାଗାରେ ରୋଜଗାର କରିବେ ।କେହି ବି ଜଣେ ଦାଦନ ଯିବେନି ।
@Oneplayer123
@Oneplayer123 2 күн бұрын
Ok ame kuade jaunu dekhiba. Kn taduchha sabu
@balabantasing613
@balabantasing613 Күн бұрын
Ok
@LaxmiHembram-pd5xb
@LaxmiHembram-pd5xb 2 күн бұрын
ହେ ଅଳସୁଆମନେ, ନିଜ ଜାଗାରୁ ନିଜେ ଉତ୍ପାଦନ କରିବା ପାଇଁ ଚେ଼ଷ୍ଟା କର, ସରକାରଙ୍କ ଉପରେ ନିର୍ଭର କର ନାହଁ,
@santilatanayak8427
@santilatanayak8427 2 күн бұрын
ତମେ BJD ର ଜଣେ ଜଣାଶୁଣା
@rajanisingh8493
@rajanisingh8493 2 күн бұрын
ଯେତେବେଳେ ବିଜେଡି ଘ ଈତା ଥିଲା ସେତେବେଳେ ତା'ର ସବୁ ଚାଟୁଥିଲ ମଜା ଲାଗୁଥିଲା ଏବେ ମୋହନ ସର୍କିଟ ହେଲିକି ତା'ର ଗନ୍ଧ ଈଲା ।ସରମଟିକେ ନାହିଁ।
@SukantaRout-xw5dx
@SukantaRout-xw5dx 2 күн бұрын
To ghare keahi nahanti chalunu kariba
@minatisahoo355
@minatisahoo355 Күн бұрын
Mohan majhi kalalokata sadha sidha lokata budha helani pandu jabana thila panduku vuli paruni Sethi pain gahali karuchi
@sambalpuriartistzone2576
@sambalpuriartistzone2576 2 күн бұрын
ସରକାର କୁ ଟିକେ ସମୟ ଦିଅ, ସିଟ ରେ ବସିବାର ମାସେ ପୁରିନି, କେମିତି ସମସ୍ତ ପ୍ରକାର ବ୍ୟବସ୍ଥା କରିବ
@Stutee24
@Stutee24 2 күн бұрын
Janisuni prahasana chaleichanti
@Krushna-9040
@Krushna-9040 2 күн бұрын
Aji 16 days heichi laja laguni
@AjayKumar-pg9sg
@AjayKumar-pg9sg 2 күн бұрын
କେନ୍ଦୁଝର ଜିଲାରୁ ଅଣ ଓଡ଼ିଆ ହଟାଓ
@chaitanyabariki810
@chaitanyabariki810 2 күн бұрын
ଏ ଜଣେ ବିଜେଡି ର ଆଗତ କୁହା ନେତ୍ରୀ
@SumitraSahoo-dt123sumitra
@SumitraSahoo-dt123sumitra 2 күн бұрын
ନବିନ ବିଜେଡି ସରକାର ସମୟରେ ସୋଇଥିଲ କଣ ପାଇଁ ଏବେ ଦେଖାଗଲା
@anandamohakuda4943
@anandamohakuda4943 Күн бұрын
Nabin babu phutani Maru nathile
@samaruhernna4118
@samaruhernna4118 2 күн бұрын
25 ବର୍ଷ କୋଉଠି ଥିଲ ଭଳ ଆଗରୁ ତ କେବେ ହେଲେ ଆନ୍ଦୋଲନ କରିନଥିଳ ମୁତ ଭାବୁଛି କୋଉ ପାଟୀ ର ଅଭିନେତ୍ରୀ ଟେ ହୋଇ ଥିବ ତୁମେ ଲୋ ମା
@santoshkumarkarjee128
@santoshkumarkarjee128 2 күн бұрын
24ବର୍ଷ, କେଉଁ ଠି, ଥିଲା,ତମର ଧାରଣା, ତୁମକୁ,ଲାଜ, ଲାଗିବା କଥା,କାରଣ, ସରକାର,ଗଢିବାର,24,ଦିନ,ହେଇନି,କରୁଛି,ଧାରଣା, ଧନ୍ୟବାଦ, ତୁମକୁ,ଜଗତର,ନାଥ, ଜଗନ୍ନାଥ, ସଦବୁଦ୍ଧି,ଦିଅନ୍ତୁ,
@anandamohakuda4943
@anandamohakuda4943 Күн бұрын
Election istahar sunina ki
@minatisahoo355
@minatisahoo355 Күн бұрын
Ala bedhei gandi marei 24year helani kou ghaita pakhare gandi marauthilu ebe asi bada bada Vasan maruchu sati dekhauchu
@ranjitkumarpradhan2546
@ranjitkumarpradhan2546 Күн бұрын
୨୪ ବର୍ଷ ହେଲା madam ତମେ କୋଉଠି ଥିଲ କେତେ ଥର ଧାରଣା କରିଛ o ସେତେବେଳର ସରକାର ତମକୁ କିଛି ଦେଲନାହାନ୍ତି ନା ଏବେ ଧାରଣା ପାଇଁ ତାଙ୍କର ପ୍ରରଚନାରେ ଏଠି ଦେଖେଇ ହେଉଛ ୨୦ ଦିନର ସରକାରଙ୍କୁ l ବାହା ହୋଇ ଚଉଠି ହୋଇନି ପିଲା ମାଗିଲେ କୋଉଠୁ ଦେବେ ଆପଣଙ୍କୁ l
@hansbabu532
@hansbabu532 2 күн бұрын
ସବୁ ଖଣି ରଦାୟିତ୍ଵ କେନ୍ଦ୍ର ସରକାର ସେମାନଙ୍କ ଉପରେ ସବୁରହିଲା
@jagabandhusing3101
@jagabandhusing3101 2 күн бұрын
24 years BJD sarkar thilabele kuade jaithila
@skjena5530
@skjena5530 2 күн бұрын
ସୁନ୍ଦର କଥା ଉଠେଇ ଛନ୍ତି ମାଡାମ
@dipikadhal5322
@dipikadhal5322 2 күн бұрын
Pala khaucu
@rajeshkumarsahu4884
@rajeshkumarsahu4884 2 күн бұрын
24 ବର୍ଷ ହେଲା କେଉଁଠି ଥିଲେ, ଆଗରୁ କେବେ ମିଡ଼ିଆ ଆଗରେ କହୁନଥିଲ, ସମୟ କୁ ଅପେକ୍ଷା କରନ୍ତୁ ସବୁ ସମାଧାନ ହେବ
@sharatmallik636
@sharatmallik636 2 күн бұрын
Right 👍
@user-op6qo9gk6v
@user-op6qo9gk6v 4 сағат бұрын
Ethara parivartan Nara BJP deithila Sethi lagi basichanti
@dingdongkuna143
@dingdongkuna143 Күн бұрын
ବହୁତ୍ ବଢିଆ ଆଜି ପର୍ଯ୍ୟନ୍ତ କରୁଥିଲେ କଣ ମୁଖ୍ୟମନ୍ତ୍ରୀ ଅଭିଯୋଗ କାର୍ଯ୍ୟଲୟ ଖୋଲାହେଲ ପରେ ମନେପଡିଲା
@JyotsnaNaik-qg2cc
@JyotsnaNaik-qg2cc 2 күн бұрын
25 borso hela kouthi thilo aaji mone podila
@gvramani4995
@gvramani4995 2 күн бұрын
25 barsha kona karuthilo
@dukuruhansdah6967
@dukuruhansdah6967 2 күн бұрын
Hoin ....Ebe Kohuchu😢😂😢😂😢😂😢😂🎉
@Stutee24
@Stutee24 2 күн бұрын
​@@dukuruhansdah6967 Waiting re ruha Alia safa chalichi tapare tuma mananka katha bhjhajiba.
@madhabchandrahansdah-fe2iz
@madhabchandrahansdah-fe2iz 2 күн бұрын
ଏଥର ତୁମ ଜିଲ୍ଲା ର ନେତା ମୁଖ୍ୟ ମନ୍ତ୍ରୀ ଅଛନ୍ତି । ଅପେକ୍ଷା କର ଧିରେ ଧିରେ ସବୁ ସମସ୍ୟା ଦୂର ହୋଇ ଯିବ।
@rajunaikraju5763
@rajunaikraju5763 2 күн бұрын
Labin ଥିଲା ବେଳେ ମରି ଯାଉଥିଲ 😊😊😊
@raghumaninayak9593
@raghumaninayak9593 2 күн бұрын
ମାମ ଙ୍କୁ ଧନ୍ୟବାଦ
@krutibashmohanta968
@krutibashmohanta968 2 күн бұрын
ଭଉଣୀ ଦୀର୍ଘ ୨୫ବର୍ଷ କେମିତି ଘର ପାଣି ବିନା ବଞ୍ଚିଲ କେତେ ଥର ଧାରଣାରେ ବସିଥିଲ ସବୁ ସମସ୍ୟା ସମାଧାନ ହେବ ଧୋର୍ଯୋ ଧରନ୍ତୁ
@TapankumarKisan-fd5qs
@TapankumarKisan-fd5qs 2 күн бұрын
Agaru kouthi thilo
@sukrutapradhan6893
@sukrutapradhan6893 2 күн бұрын
ତାମିଲ ବାବୁ ସିନା ଓଡିଶା ବାହାରେ ପଠାଉଥିଲେ ଏବେ ଓଡିଶାରେ ହିଁ ତମକୁ ସବୁ ମିଳିବ। ଟିକିଏ ଶାନ୍ତ ରୁହ। ତମେ ଟିକିଏ ଜଗିଲେ ସିନା ହେବ ।
@biratdutta34
@biratdutta34 2 күн бұрын
ସବୁ ଏକାବେଳେ ,ଆଜି ବାହାଘର କାଲି କି ଛୁଆ ଦରକାର 😂 ଲୋକଙ୍କୁ
@yashhh07
@yashhh07 2 күн бұрын
Wa bhai happy karidelo
@narayanswain3948
@narayanswain3948 Күн бұрын
Sundar katha tae kahila..dhanyabad
@JogeswarMajhi-lt7hj
@JogeswarMajhi-lt7hj Күн бұрын
ପୂର୍ବ ସରକାର ୨୪ବର୍ଷ ଶାସନ କାଳ ରେ ବୋଧେ ପାତାଳ ରେ ଲୁଚି ଥିଲ,,,୨୪ ଦିନ ଭିତରେ ଏତେ ଅଭାବ ଆସିଗଲା,,,
@bhagabatabehera332
@bhagabatabehera332 2 күн бұрын
Pandu ku koho.
@Apriya1
@Apriya1 2 күн бұрын
BJD କୁ କହିପାରୁନଥିଲ କିନ୍ତୁ bjp ku କହିପାରୁଚ୍ଛ ସ୍ପଷ୍ଟ ଯେ bjp jane ଦାୱିତ୍ୱବାନ ସତ୍ତା ❤
@user-bv7en9wc4s
@user-bv7en9wc4s 2 күн бұрын
ମାଁ ଗୀଆ ତମେ BJP ବାଲା ପେପର ଲିକ୍ ମାଷ୍ଟର
@santoshmallick8782
@santoshmallick8782 2 күн бұрын
Tu hin karichu be
@Apriya1
@Apriya1 2 күн бұрын
@@user-bv7en9wc4s right କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ପରା ପାଣ୍ଡୁ ର ରୋଲ କରୁଛି,ଭଲ କଲେ ତ ଭଲ ନହେଲେ no bjp, ଆମେ bjp ki bjd ନୁହ ସାଧାରଣ ଜନତା ସେ bjd hou bjp jaha ଭଲ ତାହା ନ ହେଲେ boy cuttttttt
@bandanaeducation877
@bandanaeducation877 2 күн бұрын
BJD chamcha Asigola MG ​@@user-bv7en9wc4s
@smohanty3507
@smohanty3507 2 күн бұрын
​@@user-bv7en9wc4s😂😂😂
@sumantasingh43
@sumantasingh43 2 күн бұрын
Sister education achhi jadi cm heija
@SatrughanNayak-qf1rt
@SatrughanNayak-qf1rt Күн бұрын
ପଚିଶ ବର୍ଷ ହେଲା କୋଉଠି ଥିଲେ ମାଡ଼ାମ, ନୂଆ ମୂଖ୍ୟ ମନ୍ତ୍ରୀ ଙ୍କୁ ଟିକେ ସମୟ ଦିଅ, ବିଜେଡ଼ି ଦଳୀୟ କର୍ମୀ ହୋଇ ହୋ ହାଲ୍ଲା କରି ଲାଭ ନାହିଁ
@satyaprakashpanda4540
@satyaprakashpanda4540 2 күн бұрын
Bjd sarkar thilabele kenu thila hetebele dharananu nai basla ehade kain kari basuchha.
@Subash_Murmu
@Subash_Murmu 2 күн бұрын
ବିଜେଡି ଟାଇମ୍ଏ ରେ କୁଆଡେ ଥିଲ ମାଡାମ ଏବେ cm ଦିଲ୍ଲୀ ଯାଇଛନ୍ତି ଘର, ଛାତ. ରୋଜଗାର,ପେନସନ, ସୁଭଦ୍ରା ଯୋଜନା, ଆଣିଲେ ତମେ ମାନେ ଧାରଣା କଲେ ବହୁତ ଭଲ ହୋଇ ଥାନ୍ତା. ଏତେ ବ୍ୟସ୍ତ ହୋଉ ଛ ଯେ, ଟିକେ ଅପେକ୍ଷା କର
@PrasanaMohapatra-ip5ss
@PrasanaMohapatra-ip5ss 2 күн бұрын
Aga bujhantu bhadaramahila janka Keuthi ghara.....ata Keonjhara basi Nuhanti...jadi basinda atanti 24 barasa thile keuthi. 3:18
@sKumar-kr6dy
@sKumar-kr6dy 2 күн бұрын
ନବୀନ ଙ୍କ ଠାରୁ ଛାନ୍ଦା ନେଉଥିଲେ ହେଲେ BJP ସରକାର ଆସିଲା ପରେ ଏମାନେ ସବୁ ଛାନିଆ ହୋଇଯାଇଛନ୍ତି ଭାଷା ରୁ ଜଣାପଡୁଛି କାହିଁକି ନା କମ୍ପାନୀ ଗୁଡାକ ଯାଞ୍ଚ ବି ହେବାକୁ ଯାଉଛି ଏମାନୋକୁ ନା ଚାନ୍ଦା ନା ଧନ୍ଦା ତେଣୁ ପୁରା ଛାନିଆ 😊😊😊
@Dineshparida-sh1hb
@Dineshparida-sh1hb 2 күн бұрын
Bjd sarakar 24 barsa sasana karuthila bele kuade thila nani abe sabu samasya baharuchi
@sukantkumardas9023
@sukantkumardas9023 2 күн бұрын
Pandu ku kahi thile na Paisa khauthila
@user-sg3bc6ps1b
@user-sg3bc6ps1b 2 күн бұрын
Madam jahabi hau apananka akhi mate bahut pasanda hela ❤❤❤❤❤❤
@simanchalajena4641
@simanchalajena4641 2 күн бұрын
Agaru kuade jaithilu?
@pbhatra864
@pbhatra864 2 күн бұрын
25 barsa hela Kan karuthila Hebe kaiba pain time milila
@pritampolei7087
@pritampolei7087 2 күн бұрын
25years helani pandu deithiba luga pindhi buluthile genda chinha pain sebe pratibada kari parunathile.aji alaga colour ra saree pindhi chhanti ta pratibad pain palei asile
@user-jm1zb9il9j
@user-jm1zb9il9j 2 күн бұрын
25 barsa hela kouthi thila tum aku laja nanhi
@PrasantaMarndi-o3x
@PrasantaMarndi-o3x 2 күн бұрын
Ete dino kuade thile madam
@ramaojha1074
@ramaojha1074 2 күн бұрын
ଆଗରୁ ଏସବୁ ଅଭିଯୋଗ କରିଛନ୍ତି କି
@umesh_patra
@umesh_patra Күн бұрын
Bahut thar
@srikantanayak8491
@srikantanayak8491 2 күн бұрын
ଠିକ କହିଛନ୍ତି ଏମାନଂକୁ ତୁରନ୍ତ ନିୟା ଦିଅ..
@maheswarnajj968
@maheswarnajj968 2 күн бұрын
00p
@rajanisingh8493
@rajanisingh8493 2 күн бұрын
ବିଜେଡି ସମୟରେ କ'ଣ କରୁଥିଲ?
@sudarsankumar3165
@sudarsankumar3165 2 күн бұрын
Amananku na diajau
@babulakanhar062
@babulakanhar062 2 күн бұрын
Bjd ସମୟରେ କୁଆଡେ ଥିଲେ ଭାଇ ଦିଦି ସମୟ ଦରକାର 24 ବର୍ଷ ଗଲା ଅନ୍ତତ 25 ଦିନ ଦିଅ
@mahendrasoren456
@mahendrasoren456 2 күн бұрын
Bando diya semangku muta bando
@kalpanaparida3178
@kalpanaparida3178 2 күн бұрын
25 years hela kuade thila
@RameshdaleiRameshdalei
@RameshdaleiRameshdalei 18 сағат бұрын
ମାଡାମ ନଈ ନଦେଖି ଲଙ୍ଗଳା ହୁଅନ୍ତୁ ନାଇଁ ଆଗରୁ କୋଉଠି ଶୋଇଥିଲୁ
@ajaymurmu5981
@ajaymurmu5981 2 күн бұрын
ଏସୂରଟାଆଗରୁଉଠିଥିଲେଆଜିଏକଥାବାହାରୀନଥାନତା ସଈପଡିଥିଲ
@rasanandasethy
@rasanandasethy 2 күн бұрын
ଓଡ଼ିଶାରେ ସବୁ ଜିଲ୍ଲାରେ aana Odia lek କାମ କଲେ ରାଜ କଲେ ତାକ ମାନକୁ ଓଡ଼ିଶାରୁ ବାହାର କରାଯାଉ ଖୁସିରେ ଚଳିବେ ଓଡ଼ିଶାର lek😂
@user-ev5co9ik1z
@user-ev5co9ik1z Күн бұрын
ମା ଲୋ ବିଜେଡି ସରକାର ଥିଲା ବେଳେ କୋଉଠି ସୋଇଥିଲ ଇଏ ମାଡାମ ଆଜି ବାହାହେଲେ କାଲି ଛୁଆ ଜନ୍ମ କରିଥିଲେ ସରକାର ଆସୁ ଆସୁ ଭାରି କାଉଳା
@sridhardas8509
@sridhardas8509 19 сағат бұрын
ଆଲୋ ମାଆ ଏଥରକ ତ ତୁମ ମୋହନ ଭାଇ ମୁଖ୍ୟମନ୍ତ୍ରୀ ହୋଇଗଲେ ଆଉ ତମର କିଛି ଅସୁବିଧା ରହିବ ନାହିଁ ,ସବୁ ଠିକ୍ ହୋଇଯିବ ।
@mamataranitripathy7152
@mamataranitripathy7152 2 күн бұрын
Tu kouthi thilu aji jaen
@TapankumarKisan-fd5qs
@TapankumarKisan-fd5qs 2 күн бұрын
Pandu ku kuhoo
@santoshsethi8627
@santoshsethi8627 2 күн бұрын
Pandu acchi je kahibe
@biswaranjanacharya7542
@biswaranjanacharya7542 15 сағат бұрын
ବିଜେଡି ସରକାର ଥିଲା ବେଳେ କାଇଁକି ଆସିଲ ନି ଏହା ପୂର୍ଵ ସରକାର ର କାର୍ଯ୍ୟ ତେଣୁ ଏବେ ଧାରଣା ଦେବା ଅନୁଚିତ ଏହା ମହା ମୂର୍ଖାମୀ ତେଣୁ କିଛିଦିନ ଅପେକ୍ଷା କରନ୍ତୁ
@sudarsanmallick6250
@sudarsanmallick6250 20 сағат бұрын
ରାଇଟ୍ କଥା କହିଛନ୍ତି ଆପଣାଙ୍କୁ ବହୁତ ବହତ ଧନ୍ୟ ବାହ
@bibhutibhusannaik1245
@bibhutibhusannaik1245 2 күн бұрын
କୋଉଠି ଥିଲ ବିଜେଡି ସରକାର ଥିଲା ବେଳେ
@bichitranandatripathy3007
@bichitranandatripathy3007 2 күн бұрын
Agaru. Kaan. Karuthila. Nabinku. Pacharantu
@udaymohanta8192
@udaymohanta8192 2 күн бұрын
Ex. Govt kan karuthila
@Deva5577-i3c
@Deva5577-i3c 2 күн бұрын
ମୋହନ ବି ବିଧାୟକ ଥିଲା କାମ କାହିଁକି କଲା ନାହିଁ ?
@udaymohanta8192
@udaymohanta8192 2 күн бұрын
@@Deva5577-i3c କାମ କରିନି ନା କରିବା ପାଇଁ ଦିଆ ଯାଇନି
@Dineshparida-sh1hb
@Dineshparida-sh1hb 2 күн бұрын
@@Deva5577-i3c Bjd govt thila bele mla mantri nkara power na thila mahan ta bjp taku kie pacharu thila kama kariba
@santoshbehera1687
@santoshbehera1687 2 күн бұрын
ଏ ବିଜେପି ସରକାର ଦେବେ ବୋଲି କଣ ଭାବୁଛନ୍ତି କଦାପି ନୁହେଁ । ଏ ହେଉଚି ନିର୍ବାଚନି ଚାଲ । କେହି ନୁହେଁ । ତାହାଛଡ଼ା ସବୁ ଯାଗା ହେଉଚି ସରକାରଙ୍କର । ଆମେ ରହିବାପାଇଁ ପରା ବର୍ଷ କୁ ସେମାନଙ୍କୁ ଖଜଣା ଦେଉଚେ। ଗୋଟିଏ କଥା ଦରକାର ଜୋର ଯାହାର ମୂଲକ ତାର ।ଏହି ଅଭିନବ ଉପାୟକୁ ଆପଣାଇଲେ ସବୁଠି ସଫଳ ହେବେ ।
@salamathafiz1888
@salamathafiz1888 14 сағат бұрын
ବର୍ତ୍ତମାନ ନିଦ ଭାଙ୍ଗିଲା ଆଗରୁ ମୁହଁ ଖୋଲୁ ନ ଥିଲା
@sankirtannaik395
@sankirtannaik395 15 сағат бұрын
ସାବାସ ମାଡାମ ତୁମ କଥା ନିରାଟ ସତ୍ୟ l ଓଡ଼ିଶାରେ ପ୍ରତ୍ୟେକ ଖଣିକାରଖାନାରେ ଏପରି ଅବସ୍ଥା ଓ ବ୍ୟବସ୍ଥା କରି ରଖିଛି ସରକାର ଏହା ବଦଳିବା ଦରକାର l
@user-nf3mk7yi9n
@user-nf3mk7yi9n 2 күн бұрын
ଆମର ନୂଆ ମୁଖ୍ୟମନ୍ତ୍ରୀ ଯେମିତି 2009 ମସିହାର ଘଟଣାକୁ ଏବେ ଉପସ୍ଥାପନା କରୁଛନ୍ତି, ଠିକ୍ ସେମିତି ତାଙ୍କ ଅଞ୍ଚଳର ଜନସାଧାରଣ ମଧ୍ୟ ପୂର୍ବଘଟଣାକୁ ଏବେ କହୁଛନ୍ତି । ସମସ୍ତେ ସମାନ ।
@prunamahantw833
@prunamahantw833 2 күн бұрын
100% Right sister .we suppot you😊
@TapankumarKisan-fd5qs
@TapankumarKisan-fd5qs 2 күн бұрын
BJD pati ro
@bahadursagar1698
@bahadursagar1698 2 күн бұрын
Kana ehi mahilaku aji mane padila ki ? Ete barsha kana karuthila ?
@sureshkumarnaik6350
@sureshkumarnaik6350 2 күн бұрын
ବହୁତ ସୁନ୍ଦର କଥା ❤
@rcmarndi5870
@rcmarndi5870 Күн бұрын
ଭାଉଜ କଥା କହୁଛନ୍ତି,,,,,ମାନେ ମାନେ ମାନେ ମାନେ ମାନେ ଅଧିକ କହୁଛନ୍ତି
@paramanandamahanta9862
@paramanandamahanta9862 2 күн бұрын
B j d bele kan karuthila
@KailashJena-bf7ev
@KailashJena-bf7ev 2 күн бұрын
To bou bia ri karutheli
@dukuruhansdah6967
@dukuruhansdah6967 2 күн бұрын
​@@KailashJena-bf7evJoluchhu😢😂😢😂😢😂
@rranjitsahu2131
@rranjitsahu2131 22 минут бұрын
ଆଲୋ ମ୍ଯାଡମ....20 ବର୍ଷ କୁ ଆଡେ ଥିଲେ😂 20 ଦିନର ସରକାର ଦାୟି କି 20 ବର୍ଷ ର ସରକାର ଦାୟି😂
@mrutyunjayajena4784
@mrutyunjayajena4784 14 сағат бұрын
ତୋ ପାଇଁ ସବୁ ଅସୁବିଧା ହେଉଛି ତୋତେ ଘିଆ ଠିକ୍ ଠାକ୍ ହେଉଚିନା ସେ କଥା କହୁନୁ ତୋ କଥା ବୁଝା ଯିବ
@bibhuprasadcreation2512
@bibhuprasadcreation2512 2 күн бұрын
Jay Jagannath,, welcome madam thanks🎉🎉🎉🎉🎉🎉
@Foodrecipes054
@Foodrecipes054 2 күн бұрын
Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻
@udechandradash6142
@udechandradash6142 Күн бұрын
ଏତେ ଦିନ ପର୍ଯ୍ୟନ୍ତ ତମ ଅଞ୍ଚଳର ନେତା ମାନେ କେଉଁଠି ଥିଲେ? ଯଦି ନିଜ ଅଞ୍ଚଳର ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳୁନି ,ତାହାହେଲେ ବାହାର ରାଜ୍ୟର ଅଣ ଓଡ଼ିଆ ଚାକିରିଆଙ୍କୁ ବିରୋଧ କଲେ,ହୁଏତ କିଛି ସମାଧାନର ବାଟ ଫିଟି ଯାଇପାରେ
@haraprasadmahanta4657
@haraprasadmahanta4657 2 күн бұрын
ଏତେ ଦିନ ଶୋଇଥିଲ ୨୪ ବର୍ଷ ପୂର୍ବ ବିଜେଡି ସରକାର କୁ ପଚାରି ଥିଲ ଏ ମୋହନ ଚରଣ ମାଝି ସରକାର କେତେ ଦିନ ହେଇଛି ସମୟକୁ ଅପେକ୍ଷା କର‌ କେନ୍ଦୁଝର ଜିଲ୍ଲା Mega Steel Plant ସହିତ Pallet Plant ଦୁଇଟା ହେବ ନିଜ ପୁଅ ବା ଝିଅ କୁ Engineering ପଢାଅ ପ୍ରଥମେ, ଓଡିଶା ରେ ମଧ୍ୟ ଅନ୍ୟ ଜିଲ୍ଲାରେ IT Company ସହିତ Textiles Company Road Map ହେବ,
@user-kn9sl5sf9p
@user-kn9sl5sf9p Күн бұрын
ମୋଦି ଗିଆରେଣ୍ଟ ଦୁଃଖ କରନି ଚାକିରୀ ଦେବ
@sureshchandrabhoi5409
@sureshchandrabhoi5409 2 күн бұрын
Within five years, Mohan Majhi will push ODISHA 24 years back.
@indramanisahu4595
@indramanisahu4595 2 күн бұрын
ତୁମେ ଅୟସକର। ଘରଭିତରେ ପୋଖରୀ କରି ସନ୍ତରଣକର।ଲୋକଙ୍କୁଖଣ୍ଡେ ରୁଟି ଫିଙ୍ଗି ଲୋକଙ୍କୁ ହାତକୁ।
@Babunihindistortymotivation
@Babunihindistortymotivation Күн бұрын
ସବୁ ଠିକ୍ ଅଛି ଆଗରୁ କୁଆଡେ ଥିଲେ
@dinabandhuraita3371
@dinabandhuraita3371 Күн бұрын
ମାଡାମ ତୋମର ସେମିତି କିଛି ଅସୁବିଧାରେ ଥିବା ଭଳି ଜଣାପଡ଼ୁନାହିଁ ତ ତମେ କେବଳ ପରଦାରେ ଦେଖାଣିଆରେ କହୁଛୁ l
@Samai-bx5vj
@Samai-bx5vj Күн бұрын
ଏଇନା ସବୁ ଅଭିଯୋଗ ବାହାରିବ ମାଡାମ୍ ଗତ ୨୪ ଵର୍ଷରେ ଏଇ କଥା ତ କାହିଁକି କହିନଥିଲେ ସେତେବେଳେ କ'ଣ ଏସବୁ ଦେଖାଯାଉ ନ ଥିଲା ହେଲେ ସେତେବେଳେ ଝିଅ ମାନଂକୁ pjd ର ପିଠା ଯୋଜନା ଟା ଭଲଭାବରେ ଦେଖାଯାଉ ଥିଲା କାହିଁକି ନା ଝିଅ ମାନେ ଥିଲେ pjd ର ଗୋଟେ ଗୋଟେ ଭକ୍ତ
@dhirennaik6444
@dhirennaik6444 2 күн бұрын
Agaru kauthi thila.suñdri disucha
@sahils.g7446
@sahils.g7446 2 күн бұрын
25yr kuuade jaithilu lo ma. Jhatiaa
@pranayakumardas6080
@pranayakumardas6080 2 күн бұрын
କମ୍ପାନୀ ଆସୁଛି ଗୁଜୁରାଟ ରୁ wait କର
@kalia956
@kalia956 Күн бұрын
ଭାଉଜ କଣ କହୁଚ ହସ ମାଡ଼ୁଛି ସନା କାକା କୁ ଭୁଲି ଯାଉଚ ତାଙ୍କୁ ବି ଡ଼ାକୋ
@joshuamarndi5954
@joshuamarndi5954 2 күн бұрын
Thanks
@gayatrinayak32
@gayatrinayak32 2 күн бұрын
ଆଗରୁ କୋଉଠି ଥିଲେ ଆଜି ମୋରେଇ ହୋଉଛ
@hemantakumarmohanty849
@hemantakumarmohanty849 2 күн бұрын
ବିଜେଡି ସରକାର ଥିଲା ବେଳେ ମାଡାମ ଆପଣ କଣ ପାଇଁ ଅଭିଯୋଗ କରୁନଥିଲେ କାହିଁକି
@user-oq5oj5tr6i
@user-oq5oj5tr6i Күн бұрын
Sabass tome real Odia ❤❤❤❤
@sabengejohar2101
@sabengejohar2101 2 күн бұрын
A Mane Mission Shakti thile
@hansdahexpresentertainment4381
@hansdahexpresentertainment4381 2 күн бұрын
ଦିଦି ଅପେକ୍ଷା କରନ୍ତୁ ଭାଈର ସାସନ ମାସେ ହେଉଛି ତିନି ମାସ ଅପେକ୍ଷା କରନ୍ତୁ ବିଜେଡି ସରକାର 15ଥିଲା ମୁହଁ ଖୋଲି ନ ଥିଲେ
@mithunabhoi8732
@mithunabhoi8732 2 күн бұрын
ସବୁ ହେବ ❤❤❤🙏🙏🙏
@KRISHNAMDKRISHNAMD-qc4xy
@KRISHNAMDKRISHNAMD-qc4xy 2 күн бұрын
ସତକଥା ପଦେ କହିଲ ସେଥିରୁ ବିଜେଡି ସରକାର କୁ ବି କହିବାର ଥିଲା ୨୫ ବର୍ଷ ଶାସନ କଲା ତାକୁ ବି କହିବାର ଥିଲା
MEU IRMÃO FICOU FAMOSO
00:52
Matheus Kriwat
Рет қаралды 33 МЛН
Natia Comedy Part 455 || Gupchup khia
14:15
utkal cartoonworld
Рет қаралды 2,2 МЛН
MEU IRMÃO FICOU FAMOSO
00:52
Matheus Kriwat
Рет қаралды 33 МЛН