ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଚ୍ୟାଲେଞ୍ଜ ଦେଉଛି

  Рет қаралды 220,333

Reo News

Reo News

Күн бұрын

ଓଡିଶାକୁ ମାତ୍ର ୩ ଜଣ ଚଳାଉଛନ୍ତି #latestnews #latestupdates #politicalupdates #politicalnews #news #politicalleaders #trendingnews #trending #cmodisha #odisha #mohanmajji #mohancharanmajhi #bjp #odishabjp #bhartiyajanataparty #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory #reonews #odishanews #Odianews #livenews #odishanews #Odiasamachar
REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
✅ Visit us Our Website: reonews.in/
Connect with us at our social media handles:
➡ KZbin:
/ @reonews
➡ Facebook: / reo-n. .
➡ Instagram: / reonews24

Пікірлер: 1 000
@debabratadas4307
@debabratadas4307 3 ай бұрын
ଭାଇ! ଆପଣ ଜଦି ଏତେ କଥା ଜାଣିଥିଲେ ୨୫ ବର୍ଷ ର ସରକାରଙ୍କୁ ଏ ବିଷୟରେ ପ୍ରେସମିଟ କରି ଜଣେଇ ପାରିଲେ ନାହିଁ, ୧୫ ଦିନର ସରକାର ଉପରେ ଦୋଷ କରୁଛନ୍ତି । ଆପଣଙ୍କ ଅନେକ ଗୁଡ଼ିଏ ମନ୍ତବ୍ୟରୁ ଯାହା ବୁଝାପଡ଼େ ଆପଣଙ୍କର ଟିକେ କଂଗ୍ରେସ୍ ର ରାହୁଲାଂଶ ରହୁଛି।
@Rockstar-s1p
@Rockstar-s1p 3 ай бұрын
ଅନ୍ଧ ଭକ୍ତଙ୍କ କି ଗୁଣ ଗାଇଵି ମୂଳରୁ ପାହାଚ ପାହାଚ 😂😂😂😂😂
@prakashswain7601
@prakashswain7601 3 ай бұрын
କଂଗ୍ରେସ କଣ କରେ ଆମେ ଜାଣିଛୁ, ବେସି କୁହନ୍ତୁନି,
@sanjayachandrasahoo169
@sanjayachandrasahoo169 3 ай бұрын
Ok all Right
@TapanMallick-m7s
@TapanMallick-m7s 3 ай бұрын
ଭାଈ ଠିକ୍ କଥା କହିଛ ।
@alokkumardas5236
@alokkumardas5236 3 ай бұрын
ଇୟେ ଲୋକ ଟା youtube ରେ ଖାଲି ମିଛ news ପ୍ରଚାର କରେ
@bulbul1994
@bulbul1994 3 ай бұрын
Eita gote ghodagehi.... Re...
@jullysamal6626
@jullysamal6626 3 ай бұрын
Sat କହେ ପ୍ରମାଣ ସହ
@alokkumardas5236
@alokkumardas5236 3 ай бұрын
@@jullysamal6626 ବବି ଦାସ ର ଘର ସିଏ ନିଜେ ଭାଙ୍ଗୁଛି ଆଉ ଇୟେ video ବନୋଉଛି କି ସରକାର ତା ଘର ଭାଙ୍ଗି ଦେଲେ ବୋଲି.... ମତେ ଗୋଟେ youtube channel ଖୋଲିବାକୁ ପଡ଼ିବ ତମ ମାନଂକର ମିଛ ପ୍ରଚାର ରୋକିବାକୁ
@debenmahal
@debenmahal 3 ай бұрын
​@@jullysamal6626 to gandi mare praman saha
@debenmahal
@debenmahal 3 ай бұрын
​@@bulbul1994to vauniku gehun thili
@bimalranjit1940
@bimalranjit1940 3 ай бұрын
ୟାର ମୁଣ୍ଡ ମାଡ଼ ହେଇ ଯାଇଛି।। ଏ ଗୋଟେ କାଣି ଅସରପା ଏ ପୁଣି ଚାଲେଞ୍ଜ କରୁଛି ଜଣେ cm କୁ।।
@yudhistirapanda3874
@yudhistirapanda3874 3 ай бұрын
Right 👍
@rajeshkumarbehera6434
@rajeshkumarbehera6434 3 ай бұрын
ଆପଣ ନିଜ image କୁ ଦିନ କୁ ଦିନ ଖରାପ୍ କରୁଛନ୍ତି।ଯଦି ରାଜନୀତି କରିବାକୁ ଇଚ୍ଛା ତେବେ mla/mp ହୁଅନ୍ତୁ ତାପରେ ଜଣାପଡ଼ିବ😂😂😂
@rajendramajhi769
@rajendramajhi769 3 ай бұрын
ତମେ ବାଳ କହିବ ତମେ କହୁ ବାଳ ଲୋକ ମୁଖ୍ୟମନ୍ତ୍ରୀ ଆଉ ତମେ ଜୟ ବିଜେପି
@akshayabehera8566
@akshayabehera8566 3 ай бұрын
Shankar bhai right
@SSTripathy-m6y
@SSTripathy-m6y 3 ай бұрын
BJP ସଦୁ କରିପାରିବ, ବିରୋଧୀଙ୍କୁ ମିର୍ଚା ଲାଗୁଛି,ଧୀର ପାଣି ପଥର କାଟେ
@TrinathMajhi-ob4vf
@TrinathMajhi-ob4vf 3 ай бұрын
ଏ ତ ପ୍ରକୃତ ଚୋର ଚାକିରୀ ଦେବା ନାଁରେ ଲୋକଙ୍କଠାରୁ ହଜାର ହଜାର ଟଙ୍କା ନେଇଛି ଆଉ କହୁଛି କଣ ନା ମୁଁ ତ ଗୋଟିଏ ସାଧାରଣ ଲୋକ l
@TunaDas-tt7xj
@TunaDas-tt7xj 3 ай бұрын
8500 ଖଟା ଖଟ୍ ବର୍ଷ୍କୁ 100000 କଚା ଖଚ ଶଙ୍କର ତମୁହୋତ ପୁରା ଶଙ୍କର।
@sarojnayak7137
@sarojnayak7137 3 ай бұрын
ଶଙ୍କର ର ବବି ଭୁତଳ କୁଟୀର ରେ ପ୍ରବେଶ ପାଇଁ ପରମିଟ ପାଇଥିଲା
@chaturamahanta013
@chaturamahanta013 3 ай бұрын
ଯେକୌଣସି ସରକାର ଏତେ ଦିନ ଥିଲେ କିଛି ନା କିଛି ଯୋଜନା କରିଥାନ୍ତି। ଚୁପକେ ବସିଥିଲେ ନବୀନ ସରକାର ହାରି ଥାନତା। ତେଣୁ ନବୀନ କୁ ଏକ ନଂ ମୁଖ୍ଯ ମନତରି କହିବା ଭୁଲ। ତାକ ଶାସନ ରେ ନାୟ ଅବସ୍ଥା ରସାତଳଗାମୀ ହୋଇଥିଲା।
@starmohapatra
@starmohapatra 3 ай бұрын
ବିଜେପି ସରକାର ଆହୁରି ଖଣି ଲୁଟ୍ କରିବ।
@simiyanbhuyan9605
@simiyanbhuyan9605 3 ай бұрын
Right bhai
@papun8454
@papun8454 3 ай бұрын
ଏ କି ଲାଳୁଆ ବିଜେଡି ସରକାର ଥିବା ବେଳେ କୁଆଡେ଼ ଥିଲ😅😅😅
@niranjanpradhan405
@niranjanpradhan405 3 ай бұрын
Tu Tu Kalua
@bijaykumarjena6331
@bijaykumarjena6331 3 ай бұрын
Bhai aeta mg ta para
@niranjanpradhan405
@niranjanpradhan405 3 ай бұрын
@@bijaykumarjena6331 Tu kana
@RinkuSeth-h4u
@RinkuSeth-h4u 3 ай бұрын
Tar maa sane selping 🏠
@Ranipadhial
@Ranipadhial 2 ай бұрын
ସେତେ ବେଳେ ବାଣ୍ଡିଆ କୁ ଦେଖି ତାର ଗା.. ଫାଟୁ ଥିଲା. ମୋ ପାଟି ଖରାପ ଏବେ ଆସି ଭୁକୁଛି
@bibhutibhusanbehera5464
@bibhutibhusanbehera5464 3 ай бұрын
ଇଏ କିଛି କରିପାରିବେ ନାହିଁ ଖାଲି ବକଵାସ.
@budhiasoren3536
@budhiasoren3536 3 ай бұрын
Toh gandi ta thik se mariparibe.
@debenmahal
@debenmahal 3 ай бұрын
To gandi mariba raha
@RinkuSeth-h4u
@RinkuSeth-h4u 3 ай бұрын
Emg kee gute fight marmi sida juba AMRI hospital iCU
@biprasideaexecutionsuccess4795
@biprasideaexecutionsuccess4795 3 ай бұрын
Ta munda aau na thibo comment bhalare kare​@@RinkuSeth-h4u
@2139dj
@2139dj 3 ай бұрын
ତୋ ଝିଅକୁ ତା ପାଖରେ ଛାଡିକି ଦେଖ କିଛି କରିପାରିବ କି ନାଇଁ
@Official_B.kanhar
@Official_B.kanhar 3 ай бұрын
ନାହିଁ ତମକୁ ମୁଖ୍ୟ ମନ୍ତ୍ରୀ କରିଥିଲେ ଭଲ ହୋଇଥାନ୍ତା।😂😂😂😂😂
@crazyvlog879
@crazyvlog879 3 ай бұрын
Thik kahicha bhai 💯
@ChittaRanjanbaral-h5i
@ChittaRanjanbaral-h5i 3 ай бұрын
ଏଇଟା ଖାଣ୍ଟି ଗେଣ୍ଡା
@jeeradarpresents6263
@jeeradarpresents6263 3 ай бұрын
Mo bando jani6
@tiudibakar-gp3fj
@tiudibakar-gp3fj 3 ай бұрын
Democracy means people.....ta hele okata kn pai apan kahu chanti..
@Gaichand-l2o
@Gaichand-l2o 3 ай бұрын
Pagala ta
@MSGauluTimepass
@MSGauluTimepass 3 ай бұрын
ଶଙ୍କର ଭାଇ ଭଲ ଥିଲେ । କିନ୍ତୁ ମୋତେ ଲାଗୁଛି ଏବେ ତା' ର ମୁଣ୍ଡ ଦୋଷ ବାହାରି ଗଲା । କାରଣ ୧୨ଦିନର ସରକାରକୁ ସେ ସମାଲୋଚନା କରିବାରେ ଲାଗିପଡ଼ିଛନ୍ତି। ଏହା ତାଙ୍କର ପାଗଳାମି ଉଦାହରଣ। ଛୁଆ କ'ଣ ଜନ୍ମ ହେଲାକ୍ଷଣି ଦୌଡେ କି ? । ତେଣୁ tk ଭାବି ଚିନ୍ତି କଥା କୁହ ଭାଇ। ନା ୩୦ ବର୍ଷର ଶାସନ ଦରକାର ଥିଲା।
@basantajena5502
@basantajena5502 3 ай бұрын
YEA.MURKHAMANTRI.SABU.TADHIKI.BAALA.OPADIPAKEIBA.SALA.GANDIRE.JADI.BAATHA.HUYE.SE.LOKANKU.KAHIBA.AUU.SE.BA.CHAAI.PADICHI.TIVI.CHALICHI.ODISARE.REMONT.MODI.HATARE.SIGNAL.AANTINA.DHARAMAPAKHARE.👹👹👹👹MAALO.HE.MAA.ODISARA.VABISYATA.AAGAKU.KANA.HABA.MAAGANGEIKU.JANA.😅😅😅😅😅
@madanbag3358
@madanbag3358 3 ай бұрын
ଓ ହୋ ତାହେଲେ 5 ବର୍ଷ ରାଜନୀତି ଶିଖିବ ପୁଣି ଆସିଲେ ସବୁ ପୁରଣ କରିବ
@badalchattar2603
@badalchattar2603 3 ай бұрын
Tara gote histiria roga achhi sethi pai bauli chauli heuchhi
@dibyaranjan3454
@dibyaranjan3454 3 ай бұрын
ସେ ବିଜେଡି ଓ କଂଗ୍ରସ୍ ର ଦଲାଲ ଭଳି କାର୍ଯ୍ୟ କରୁଛି।
@Saudamima
@Saudamima 3 ай бұрын
​@@madanbag3358tama 25 Barsha sarkar thi ahuri bhala ae sarkar hela
@fatefaith5147
@fatefaith5147 3 ай бұрын
କି ଗୁଣ ଗାଇବିି ଲୋ ଖଜୁରି ଗଛର ମୂଳରୁ ପାହାଚ ପାହାଚ
@KGAKNityaNanda
@KGAKNityaNanda 3 ай бұрын
ଆରେ ବେହିଆ, କଂଗ୍ରେସର ଗୁହଖିଆ କୁକୁର, ଏତେ ଯଦି ଭୁକିବାକୁ ଇଛା ଡାଇରେକ୍ଟ ଅଭିଯୋଗ ପ୍ରକୋଷ୍ଠ ଖୋଲା ଅଛି ସେଇଠି ଯାଇ ଚ୍ୟାଲେଞ୍ଜ କର । ଏଇ ଶସ୍ତା ନ୍ୟୁଜ ଚ୍ୟାନେଲ ରେ କ'ଣ ବାଇଟ୍ ଦେଉଛୁ ।
@RaghunathGamango
@RaghunathGamango 3 ай бұрын
Tick Katha bhai
@entertentment7840
@entertentment7840 3 ай бұрын
Supper comment bro ନାଳୁଆ ଶଙ୍କରାଙ୍କୁ ଓଡ଼ିଶାରେ ବିଜେପି ସରକାର ଆସିବା ଦିନଠୁ ବିଲୁଆ କାମୁଡ଼ିଛି ସେହି ଦିନୁଁ ବାୟା ବାୟା ପାଗଳରେ media ଆଗରେ ବିଲୁଆର ରଢି ଛାଡୁଛି
@ajayakumarmahalik5855
@ajayakumarmahalik5855 3 ай бұрын
ଲାଜ ନାହିଁ ତା ମୁଁହରେ, ନିଜକୁ ବହୁତ smart ଭାବୁଛି, ଶଳା ବକରା
@taranisenpatra5902
@taranisenpatra5902 3 ай бұрын
Jiye nije thik nahi ,kar laja nahi se deuchi challenge,to sala jibu
@balaramjhankar9002
@balaramjhankar9002 3 ай бұрын
Oh Bhai kana na kahila ma...👏👏👏👏
@ManojBehera-rg5sc
@ManojBehera-rg5sc 3 ай бұрын
ଆରେ ପାଗଳ ତୋର ଔକାତ କେତେ ତୁ ଗୋଟିଏ cm କୁ ଚ୍ୟାଲେଞ୍ଜ କରିବୁ
@balaramjhankar9002
@balaramjhankar9002 3 ай бұрын
Right
@anandamohakuda4943
@anandamohakuda4943 3 ай бұрын
Oukat achi boli ta se kahuchi
@priyabrata-jd9gz
@priyabrata-jd9gz 3 ай бұрын
Hm bala cm kmti jana pduchi...au tu khana sala modi ja khuchi a seya kruchi nijra ojana nahi
@sanghamitrabarik3706
@sanghamitrabarik3706 3 ай бұрын
Odisha ra ei gote problem. e bhai jananka tanka nija pain kahu nahanti.samastanka pain se kahuchanti
@badalchattar2603
@badalchattar2603 3 ай бұрын
ଶଙ୍କର ପାଗଳ ହେଇଯାଇଛି ୧୫ ଦିନ ହେଲା
@PushpaRaj-jo2hf
@PushpaRaj-jo2hf 3 ай бұрын
Congress kamudi deichhi
@budhiasoren3536
@budhiasoren3536 3 ай бұрын
Ta gandire bhala mara heichi se pain
@chaitanyaprasad6541
@chaitanyaprasad6541 3 ай бұрын
ଶଙ୍କରା ର ଏବେ ଗାଣ୍ଡୀ ପୁଡୁଚି
@debenmahal
@debenmahal 3 ай бұрын
Se maa ghia prabal mada khaiba
@entertentment7840
@entertentment7840 3 ай бұрын
Nice
@aloksundaray2050
@aloksundaray2050 3 ай бұрын
ଶଙ୍କର କୁ ପେଲା କମିଯାଉଛି
@NareshkumarParida-n2s
@NareshkumarParida-n2s 3 ай бұрын
Mohan majhi janapadiba tuma aukaat. Kahiba. Kari dekhaeba hele tuma bahaduri ta jana padiba
@KuberSahu-nu4xt
@KuberSahu-nu4xt 3 ай бұрын
ବିଜେପି ଫେଲ ସରକାର
@PriyabrataDas-uk8gh
@PriyabrataDas-uk8gh 3 ай бұрын
Tu muslim Rahul Gandhi sarkar
@budhiasoren3536
@budhiasoren3536 3 ай бұрын
Au toh sarkar bahut gandu thila.
@srikantadakua439
@srikantadakua439 3 ай бұрын
Right ​@@PriyabrataDas-uk8gh
@natkirtanparibar1368
@natkirtanparibar1368 3 ай бұрын
Bjp jindabat
@hembramonam4250
@hembramonam4250 3 ай бұрын
Samaya darkar
@bibhutijena3383
@bibhutijena3383 3 ай бұрын
ତୁ ଶଳା ଟା କିଏବେ ? ମୂଖ୍ୟ ମନ୍ତ୍ରୀ ଙ୍କୁ ଚ୍ୟାଲେଞ୍ଜ କରୁଛୁ ?
@bhofficial8312
@bhofficial8312 3 ай бұрын
Spoke person
@LokanathBariha-r5f
@LokanathBariha-r5f 3 ай бұрын
Chief minister is only for people or people for him
@anandamohakuda4943
@anandamohakuda4943 3 ай бұрын
Jiye b hau kn hela , Toka ra dum achi
@BiswanathJani-yy9te
@BiswanathJani-yy9te 3 ай бұрын
ଏହିଟା ସବୁ ମିଛ ବିଜେପି କେବେବି କାମ କରିବ ନାହିଁ
@debenmahal
@debenmahal 3 ай бұрын
Nai to bapa chaleiba
@raydiptiranjan1358
@raydiptiranjan1358 3 ай бұрын
ଆର ମନ ସ୍ଥିର ହେଇନି ବାଇଟି ଦେଲା ବେଳେ ଖାଲି କନ କନ ହେଉଛି 😅😅😅
@anandamohakuda4943
@anandamohakuda4943 3 ай бұрын
Right bite
@sarat1294
@sarat1294 3 ай бұрын
ଖଣି ଚୋରକୁ ଧରିବାକୁ କିଏ ଜଣେ ମରଦ ବାହାରିଛି ,ଛାତି ବାଡେଇ କହିପାରୁଛି,ଆଉ କିଛି କୁକୁର ଭଳିଆ ପଛରେ ଭୁକୁଛନ୍ତି,
@Saudamima
@Saudamima 3 ай бұрын
😂😂😂😂 Jane marada nuha Jane maghia baharichi aau desadrohi dalaru asichi congressia sala😂😂😂
@ayushbaral6067
@ayushbaral6067 3 ай бұрын
Bhai agku madi chla kichi odia re bhal hauu
@DeepaSahoo-bc5zq
@DeepaSahoo-bc5zq 3 ай бұрын
କହିବାରେ କଣ ପଇସା ପଡୁଛି କାମରେ କରିଦେଖାଅ ଦେଖିବା ସେ କୋଉ ପକାର ମରଦ 😂😂 ଚୋର ଦଳର ମୁଖିଆ କହୁଛି ଚୋରକୁ ଧରିବ କି ଯୁଗ ହେଲାରେ ନାରାୟଣ 🤣🤣
@sanjibmalik4219
@sanjibmalik4219 3 ай бұрын
Katha ta kahudele haba ni kama re kareba darak
@PankajSabar-hu7rw
@PankajSabar-hu7rw 3 ай бұрын
ଖଣି ଚୋର ମାନେ ବିଜେପିରେ ମିଶି ସାରିଲେଣି ଆଉ କାହାକୁ ଧରିବ
@sanjayachandrasahoo169
@sanjayachandrasahoo169 3 ай бұрын
Ok Right katha Mohan maji jahakahicha taha kar
@SubashPanigrahy-km4hv
@SubashPanigrahy-km4hv 3 ай бұрын
Bjp government pari bani electri 300 unit free kahi ti le kuade gala
@sradhamihir5552
@sradhamihir5552 3 ай бұрын
​@@bidyadharmallik8990ତୋତେ ମାଗଣା ଦେଲେ ତୁ ଯେମିତି tk ଛାଡ଼ିବୁକି ଖାଲି ଚାଟି ପକେଇବୁ 😂
@jashobantadigal861
@jashobantadigal861 3 ай бұрын
ଚାଲୁଣି କହୁଛି ଛୁଞ୍ଚି କୁ ତୋ ଠି କେତେ କଣା... ଭାଇ ପୂରା ସତ କହୁଛ.. ଧନ୍ୟବାଦ
@bishmagahir375
@bishmagahir375 3 ай бұрын
ଶଙ୍କର ଖରାପ ଚିନ୍ତାରେ ଅଛି
@badalchattar2603
@badalchattar2603 3 ай бұрын
😂😂😂
@badalchattar2603
@badalchattar2603 3 ай бұрын
ଶଙ୍କର ର ନିଦ ହଜିଯାଇଛି ଖାଲି କୁକୁର ପରି ଭୁକୁଛି
@MSGauluTimepass
@MSGauluTimepass 3 ай бұрын
ବାଉଳା ରୋଗ ଧରିଛି ତାକୁ ।
@santoshkumarpanda9968
@santoshkumarpanda9968 3 ай бұрын
Bilkul thik bhai 😂but e paribeni kahinki na e ba sei gang ra😂😂😂😂😂
@PushpaRaj-jo2hf
@PushpaRaj-jo2hf 3 ай бұрын
ହେ ଓଡିଶା ବାସୀ ଆପଣ ମାନେ ଏଇ ଲୋକକୁ ଦେଖିକି ମାନେ ପଡୁଥିବ କି ନାହିଁ ଜାଣିନି କିନ୍ତୁ ତମେ ମାନେ ଜାଣିଥିଲେ ବି ଆଉଥରେ ଜନେଇଦେବା ଚାହେଁ ଯେ ଏଇ ଲୋକ ଦିନେ ୩୦ଟା ଜିଲ୍ଲା ର କଉ ଜିଲ୍ଲାର କେମିତିଆ ଝିଅ କୁ ନେଇକି ଏଇ ଲୋକ ଅପମାନ କରିଦେଇଥିଲା କିନ୍ତୁ ୩୦ଟା ଜିଲ୍ଲା ର ଝିଅ ସେମିତି ହୋଇଥିବେ କି ନାହିଁ ଜାଣିନି ହେଲେବି ଝିଅଙ୍କ ନାରେ କଳଙ୍କ ଲଗେଇଥିଲା ଆଉ ଏଇ କଂଗ୍ରେସ କୁ ସପୋର୍ଟ କରୀକି ମୋଦିଙ୍କୁ ବିରୋଧ କରୁଛି। ମୁଁ ବି ରାହୁଲ୍ ଖାନ ବିଷରେ ଆପଣ ମାନଙ୍କୁ ଜନେଇଦିଏ । 1- ରାହୁଲ୍ ଖାନ ଜଣେ ଗାନ୍ଧୀ ପରିବାର ନୁହେଁ କାହିଁକି ନ ନେହେରୁ ଝିଅ ଇନ୍ଦିରା ନେହେରୁ ସେ ଫରୋଜ୍ ଖାନ କୁ ବାହା ହେଲା ତାର ୨ଟା ଛୁଆ ସଞ୍ଜୟ ଖାନ ରାଜୀବ ଖାନ,ରାଜୀବ ଖାନ ଇଟାଲୀ ଝିଅ ସୋନିଆ କୁ ବାହା ହେଲା ତାର ୨ଟା ଛୁଆ ରାହୁଲ୍ ଖାନ ଆଉ ପ୍ରିୟଙ୍କା ଖାନ କିନ୍ତୁ ଏମାନେ ଗାନ୍ଧି ପରିବାର ନାଁରେ ଭୋଟ ମାଗୁଛନ୍ତି। 2- ତମେ ମାନେ ଜାଣିଥିବେ କି ନାହିଁ ଜାଣିନି କଂଗ୍ରେସ ଯେତେବେଲେ ଶାସନ କରିଥିଲା ହିନ୍ଦୁ ମାନଙ୍କୁ ବହୁତ ହତ୍ୟା ଚାର କରାଯାଇଥିଲା ଜାମ୍ମୁ କାଶ୍ମୀର ଆଉ ଉତ୍ତର ପ୍ରଦେଶରେ ମୁଲାୟମ ସିଂ ଯାଦବ ରାମ ମନ୍ଦିର ପାଇଁ ହିନ୍ଦୁ ମାନଙ୍କ ଉପରକୁ ଗୁଳି ମାଡ କରିଥିଲା ଆଉ ୱେଷ୍ଟ ବେଙ୍ଗଲ ରେ ଏବେବି ହିନ୍ଦୁ ଲୋକଙ୍କୁ ହତ୍ୟା ଚାର କରା ଯାଉଛି ଆଉ ସମ୍ପତି ମମତା ବାନାର୍ଜୀ ନେଇଯାଉଛନ୍ତି ମୁସଲିମ ଲୋକଙ୍କୁ ଦେଇ ଦେଉଛନ୍ତି 3- ବିରୋଧୀ ଦଳ ମାନେ ତାଙ୍କ ରାଜନୀତି ପରେ ତାଙ୍କ ପିଲା ଛୁଆ ଆସିବେ ସେଇଟା ତାଙ୍କ ସପନ , ବାପା ପରେ ପୁଅ ଲୁଟିବେ 4- କଂଗ୍ରେସ ଆମ ଦେଶ କୁ ଭାଗ ଭାଗ କରିଦେଇଛି ଆଉ ଭାରତ ପାକିସ୍ତାନ କଳି ଲଗେଇଦେଇଛି , ଜବାହର ଲାଲ ନେହେରୁ ଜମ୍ମୁ ଓ କଶ୍ମୀର ର କେତେକ ଅଂଶ ଚୀନ ଆଉ ପାକିସ୍ତାନ କୁ ଦେଇଛି ଆଉ ଇନ୍ଦିରା ନେହେରୁ ବଙ୍ଗାଲ ଦେଶ କୁ ଭାଗ କରିଦେଇଛି 5- ବିରୋଧୀ ଦଳ ମାନେ ଅନ୍ୟ ଦେଶ ସହିତ ସମ୍ପର୍କ ରଖିଛନ୍ତି ଯେତେବେଳେ କେତେକ ମନ୍ତ୍ରୀ ମାନଙ୍କୁ ଜେଲ୍ ପଠାଇ ଦିଆ ଗଲା ଆମେରିକା କୁକୁର ଭଳିଆ ଭୋକୁଛି 6- କଂଗ୍ରେସ ହିଁ ଜାମ୍ମୁ ଓ କାଶ୍ମୀର ରେ ୩୭୦ ଧାରା ଲଗେଇଦେଇଥିଲା କେବଳ ମୁସଲିମ ମାନଙ୍କର ଅଧିକାର ବୋଲି ଦେଇଥିଲା
@ramanujanstudyclub
@ramanujanstudyclub 3 ай бұрын
Hoi bo mg 370 A ni hati bujhlu chor nita 65 % ST Rahesan bhal kari gyan ne fer bhasan debu 😂😂😂😂
@sanjeevpaikray977
@sanjeevpaikray977 3 ай бұрын
RaGa is future India 🇮🇳
@PushpaRaj-jo2hf
@PushpaRaj-jo2hf 3 ай бұрын
@@sanjeevpaikray977 RaGa means Rahul gandi ? 🙄🙄
@ramanujanstudyclub
@ramanujanstudyclub 3 ай бұрын
@@PushpaRaj-jo2hf kenu palai ayelu 4th fail Gyanibaba 🤣🤣🤣
@SudhakarPradhan-kc9ck
@SudhakarPradhan-kc9ck 3 ай бұрын
UGC NET, NEET ghotala, Ram mandir re pani galuchi, Manipur a bisaya re tike gyana diantu😢
@jagnyapradhan4611
@jagnyapradhan4611 3 ай бұрын
Right bhai..
@pn5100
@pn5100 3 ай бұрын
ଆରେ ଏଇ ତ ଗୋଟେଏ ବଡ଼ ନେତା
@dibyaranjan3454
@dibyaranjan3454 3 ай бұрын
ଭାଈ ରେ ଖୁସୀ ହୋ ଯାହାହେଉ ଦୀର୍ଘ ୨୫ବର୍ଷ ହେଲା ଏ ଦୁର୍ନୀତି ଭ୍ରଷ୍ଟ ନାରୀ କେଳେଙ୍କାରୀ ଓଡିଆଙ୍କ ରକ୍ତ ଶୋଷଣ କାରି ,ଓଡିଆଙ୍କୁ ଦାଦନ କରିଥିବା ଓଡିଆଙ୍କୁ ପଶୁ ଭଳି ବ୍ୟବହାର କରୁଥିବା ନବୀନ ବିଜେଡି ସରକାର କୁ ତଡି ପାର କରିଛନ୍ତି। ନେହେ ତୁ ବି ଯେଉଁ ବିଜେଡି ବାଲାଙ୍କ ବିରୋଧରେ ସଂଙ୍ଗୀତ ମାନ ପରିବେଶଣ କରିଥିଲୁନା ଆଜି ଜେଲ୍ ଭିତରେ ଥାଇ ସଢିଥାନ୍ତୁ। ତତେ ତ ଆଗ ପାଣ୍ଡୁକୁ ବବି ଘାଣ୍ଟିଥାନ୍ତେ। ବେଶି ସ୍ମାଟ୍ ହୋନିରେ ଭାଇ, ସରକାର ଏବେ ଆସିଛି, ସମୟ ଦେଇ ସମାଲୋଚନା କର ରେ ଭାଇ।ଆଉ ଯାହାତ କଂଗ୍ରେସ୍ ର ଅବସ୍ତା ଓଡିଶାରେ ସେମାନେ ସବୁ ଟଙ୍କା ପାଇଁ ପାୱାର ପାଇଁ ବିଜେଡି ଶରଣରେ ଯାଇ ସେମାନଙ୍କ ପାଦଚାଟିଲେ। ଆଉ କଂଗ୍ରେସ କଂଗ୍ରେସ ହେଲେ କଣ ଲାଭ
@budhiasoren3536
@budhiasoren3536 3 ай бұрын
Ye apaman sahi parunahanti se pain vdo pare vdo au bite dauchanti
@anandamohakuda4943
@anandamohakuda4943 3 ай бұрын
Ebe besi haba re puo
@salmontudu9152
@salmontudu9152 3 ай бұрын
ବଡ଼ ବଡ଼ ଭାଷଣ କଲେ କିଛି ଉନ୍ନତି ହେବ ନାହିଁ।କରି କି ଦେଖାଅ
@ashutoshbhoi998
@ashutoshbhoi998 3 ай бұрын
Mohan, majhi, karekideakhau, ta, pare, ame, janibu, je, sia, c, m, boli, jahakahucchanti, aga, karantu
@sudhansusekhardash9010
@sudhansusekhardash9010 3 ай бұрын
ହସ ଲାଗୁଛି, ସତ୍ୟ, ସତ୍ୟ, ସତ୍ୟ। ମିଛ ହୱା ର ସରକାର ବୋଲି ଚର୍ଚ୍ଚା।
@KuberSahu-nu4xt
@KuberSahu-nu4xt 3 ай бұрын
very nice ଧର ଧର ପାଦପାଣୀ ନାହି ଯାର ଧରିବ କିଏ
@shyamsundarmadkami2225
@shyamsundarmadkami2225 3 ай бұрын
Kichi Kari paribeni bhai A mane kete dina sarkar chalibe....
@MuralidharMulia
@MuralidharMulia 3 ай бұрын
ମୋଦୀ ରାଜି ହେଲେ ସିନା।
@tilum-hu3zr
@tilum-hu3zr 3 ай бұрын
Ta pare kuon
@sureshkanhar1251
@sureshkanhar1251 3 ай бұрын
ମୋହନ ମାଝୀ ସାର ପ୍ରୟାସ କରିଛନ୍ତି ଶଙ୍କର ସାର ଆପଣ CM ହେବାର ଥିଲା
@madhusudanparida4161
@madhusudanparida4161 3 ай бұрын
Nice, correct challenge Shankar bhai. 👍
@ajoyabehera7707
@ajoyabehera7707 3 ай бұрын
👍 Right bhai
@RDXKINGBOYRRRRR
@RDXKINGBOYRRRRR 3 ай бұрын
Ta hele congress sarakar asile bi dhari pariba nahi
@deepakkumarparida832
@deepakkumarparida832 3 ай бұрын
ଏଇଟା କିଏ,ଏଇଟା ଆଗରୁ କେଉଁଠି ଥିଲା
@RabindraPradhan-x8x
@RabindraPradhan-x8x 3 ай бұрын
ତୁ ମାଗିହା କିଏ କି
@ranajitkumarmohanty9740
@ranajitkumarmohanty9740 3 ай бұрын
Aparipakwa MukhyaMantri o Mantri Mandala. Bhada Bhada heuthiba loka sasana Kari paribe nahin .
@Cutememescomedycartoons
@Cutememescomedycartoons 3 ай бұрын
ବେଧେଇ ଛୁଆ କୋରାପୁଟ ମହିଳାଙ୍କୁ ଗଂଜେଇ ମାରୁ କହୁଥିଲା
@PrakashTarai-q9u
@PrakashTarai-q9u 3 ай бұрын
Right brother 👍👍👍
@sachidanandamishra4778
@sachidanandamishra4778 3 ай бұрын
ତୁମେ ଏଇ କେତେଟା ରିଲ୍ ଭିଡ଼ିଓ କରି ଭାବୁଛୁ ସାମ୍ବାଦିକ ନଂ୧,ପୁଅ ଉଈର ଯେତେବେଳେ ପର ଲାଗେ ସେ ଭାବେ ମୁଁ ଜଗତଯିତା
@ommprakashpanda8973
@ommprakashpanda8973 3 ай бұрын
Ea kichhi kariparibeni... Khali vasana...
@BasantaPradhan-x8n
@BasantaPradhan-x8n 3 ай бұрын
Jumula party. Bala karibe
@balaramjhankar9002
@balaramjhankar9002 3 ай бұрын
Sankara ra wife asu asu chauthi rati re chhua deidela bodhe ....sethi lagi sankara sabubele mohan sarkar ku nei khali kana kana hauchhi.😂😂😂😂
@bishnuprasadbehera5350
@bishnuprasadbehera5350 3 ай бұрын
ଇଏ କିଏ ,...? ବହାଦୁରି ମାରୁଛି
@ratiranjanrout1546
@ratiranjanrout1546 3 ай бұрын
Ama odia re gote katha achi anti churi tanti kate . Mohan sir Sabuthire action niantu . kete neta mane b party change karichanti . ta nuhe je semane bhala manisa . sabu neta kharap nuhanti kete jana nka pain party badnam heipare .
@samaruhernna4118
@samaruhernna4118 3 ай бұрын
ଏ ଲୋକ ଟା 100% ମିଛୁଆ
@OmmsaiBookingcounter-n5z
@OmmsaiBookingcounter-n5z 3 ай бұрын
First chora hele aga bjp neta. A kukuraku.kie.cm kala. Mohan gote super pagal
@digitalplatform3208
@digitalplatform3208 3 ай бұрын
ଏଟା ପାଗଳ ହେଇଗଲାଣି ୟାକୁ କଳାପାଣିକୁ ନେଇକି ଛାଡ଼ିଦିଅ 😅😅😅
@purnapadhan3304
@purnapadhan3304 3 ай бұрын
50 hajar koti tanka jia chhada kari thila.ta tharu 50 hajar koti tanka adaya kale kemiti huanta.
@hakobhaivlogs9406
@hakobhaivlogs9406 3 ай бұрын
ସଂକ୍ରା ପାଗଲା ହେଇ ଯାଇଛି, ଏତେଦିନ ସୁଇ ଥିଲା, ନବୀନ କୁ ତ କିଛି କହିଲାନି, 24ବର୍ଷ ବାଳ କାମ କରିଛି, ଖାଲି ଲୋକକୁ ଭୁଆଁ ବନେଇଛି, ସେତେ ବେଳେ ସଂକ୍ରାକୁ ଦେଖାଗଲାନି, ସବୁ ଟାଉଟର ଦଳ, ଯିଏ ଭଲ କାମ କଲା ତାର ଫାଟୁଛି 🤪🤪🤪
@startutorial7
@startutorial7 3 ай бұрын
Right Right...
@dukhiramkisku6830
@dukhiramkisku6830 3 ай бұрын
Tuma ku ate kasta laguchhi kanhi ki tume bjd ପାଖରୁ କେତେ tanka neichha au baki rahila tumar akat tume to pruthibi prustha jiva nuha anya graharu aichha
@hemantaprusty9930
@hemantaprusty9930 3 ай бұрын
Right
@ManasiNaik-li2vk
@ManasiNaik-li2vk 3 ай бұрын
Jie nije chor se puni chor dhariba?
@santilatapanda1386
@santilatapanda1386 3 ай бұрын
Khali kabinate heu kete jana present rahibe
@santilatapanda1386
@santilatapanda1386 3 ай бұрын
Dekhiba Thick thick kahuchhanti dhanyabad satayu hua
@santoshkumarkarjee128
@santoshkumarkarjee128 3 ай бұрын
ଶଙ୍କର,ଭାଇ,ଭାବିବା କଥା,ଛୁଆ ଜନ୍ମ,ହେବାମାତ୍ରେ, କୌଣସି,କାମ,କରିଦିଅନା, ତା ପାଇଁ, ସାଧନା,ଦରକାର, ଏଣୁ, ଅନୁରୋଧ ଆପଣ,ଧର୍ଯଧରି, ଦେଖନ୍ତୁ
@raghunathpradhan7193
@raghunathpradhan7193 3 ай бұрын
You are great Sankar Bhai
@GolakhachandrajethiGolak-vk6ri
@GolakhachandrajethiGolak-vk6ri 3 ай бұрын
ସତ କହିବାକୁ ଗଲେ ତମକୁ ମୁଁ ବାହୁର ଭଲ ଭାବେ ତମର ଏଭଳି ବେବହାର ମର୍ମ ହାତ ଲାଗୁଛି ଛି 🙏
@Kandangkelbabu
@Kandangkelbabu 3 ай бұрын
Right said
@sasmitarani3453
@sasmitarani3453 3 ай бұрын
Right 💯👍
@sarojbehera4765
@sarojbehera4765 3 ай бұрын
Tu kou Bala manisata
@JagaJaga-tc9jb
@JagaJaga-tc9jb 3 ай бұрын
ଯାହାକୁ ଓଡ଼ିଶା ଜାଣିଛି ତତେ କିଏ ଜାଣିଛି
@ST.XAVIERSCHOOLRASTI
@ST.XAVIERSCHOOLRASTI 3 ай бұрын
Sankar bhai thank you
@ajitpradhan682
@ajitpradhan682 3 ай бұрын
ତୁମେ କଙ୍ଗ୍ରେସ କହି କୁକୁର ଭଳି ଭୁକୁଥିବ ହେଲା।ଏହି କଙ୍ଗ୍ରେସ ସରକାର 2005-09 ରେଳମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଓଡ଼ିଶାବାସୀଙ୍କୁ ଯବ୍ ନଦେଇ ବିହାରୀପିଲାଙ୍କୁ ଯବ୍ ଦେଇଥିଲେ ଓ ପବିତ୍ର ଜଗନ୍ନାଥ ସ୍ଥାନ ଓଡ଼ିଶାର ଖୋର୍ଦ୍ଧା,କଟକ,ଭଦ୍ରକ,ବାଲେଶ୍ବରରେ ଗୋହତ୍ୟା,ଗୋମାଫିଆ,ଗୋଚାଲାଣ ନିନ୍ଦନୀୟ ଘଟଣା ହେଉଛି ସେ ବିଷୟରେ କୁହନ୍ତୁ।
@maheshkumar-fn4gc
@maheshkumar-fn4gc 3 ай бұрын
ଏ ମା ଗିହା ମୋହନ ଖାଲି ନା କୁ ମୁଖ୍ୟମନ୍ତ୍ରୀ
@rajatkumarswain3512
@rajatkumarswain3512 3 ай бұрын
1000% thik
@indrabatimajhi7544
@indrabatimajhi7544 3 ай бұрын
ତୁ ଅସ ଲ ମୋକ୍ଷ ମନ୍ତ୍ରୀ
@maheshkumar-fn4gc
@maheshkumar-fn4gc 3 ай бұрын
@@indrabatimajhi7544 ବେଧ ପିଲା ଓଡ଼ିଆ ଠିକି ସେ ଲେଖେ ମା ଗିହା
@indrabatimajhi7544
@indrabatimajhi7544 3 ай бұрын
ତୁ କୁ କୁ ର ଛୁ ଆ, ଭୋକି ଵା ବନ୍ଦ କର କୁ କୁ ର
@indrabatimajhi7544
@indrabatimajhi7544 3 ай бұрын
ତୁ ହାରାମି ବୋଲି ୟା କୁ ତାକୁ କହୁଛି
@RaghunathMurmu-fo1sm
@RaghunathMurmu-fo1sm 3 ай бұрын
ତୁ ହେଉଛି ଓଡ଼ିଶା ର ନମ୍ବର 1 ଚର ଟାଉଟର ଗଲୁଆ ମିଛୁଆ କୁକୁର, ଥରେ ମନେ ପକା ଓଡ଼ିଶା ର ସବୁ ଜିଲ୍ଲା ର ଭୋଉଣୀ ମାନଙ୍କୁ ଗୀତ ଦ୍ବାରା ଅପମାନ କରିଥିଲ ଛିଃ ଛିଃ ଲାଜ୍ଜ ଲାଗୁନି କହିବାକୁ, ତୋମ ମୁହଁ ଥରେ ଦେଖିଛନା ଗେଣ୍ଡା ଖୋଳପା ଭଳିଆ ହେଖା ଯାଉଛି 😅😅😅😅
@p.k.mansing3447
@p.k.mansing3447 3 ай бұрын
ତୁ ଜଣେ ବାଳ ଲୋକ, ଖାଲି ବକବାସ ଛଡ଼ା କିଛି ନାହିଁ
@kameswarkilaka3605
@kameswarkilaka3605 3 ай бұрын
Tu ଭାଇ ଭାକୁୱା ଶଙ୍କର ଟା 5t ଥିଲାବେଳେ କୁୱାଡେ ଥିଲୁ photakar ଶଳା ତୁ congress ଦଳ ତୋର BJP ତୁ କୋହିଲେ କଣ ତୋ kothaa ରଖିବ ତୁପୋର ପିଁପୁଣୀ, ହାଥୀ ଗଲେ ଭୂକିବୁ !! ଆମେ ଜାଣିନୁ,,,,,
@vikaribehera3365
@vikaribehera3365 3 ай бұрын
💯🙏🙏🙏
@GolakhachandrajethiGolak-vk6ri
@GolakhachandrajethiGolak-vk6ri 3 ай бұрын
Tu କେତକର ମଣିଷ ଶଳା ହଇରେ ଭାଡୁଆ ତୁବା କିଛିଦିନ ତଳେ cangers ପଟେ ରହି ପ୍ରଚାର କରୁଥିଲୁ ତୁ କଣ calenche deuchhu to gote paka behiman to ସ୍ତ୍ରୀ ପିଲା ଜନ୍ମ କରେ ମାସକରେ ନା ଦୁଇ ମାସରେ ସମୟକୁ ଅପେକ୍ଷା କର ତୁ କଣ ଚାଲେନ୍ସ ଦେବୁ ଛି ତମ ମାନଙ୍କୁ ଲାଜ ବୋଲି କିଛି ନାହିଁ 🙏
@UttamSingh-gm7le
@UttamSingh-gm7le 3 ай бұрын
Vary good brather .good news
@lifeislove8138
@lifeislove8138 3 ай бұрын
Bhai ei Sarkar khali photo uthei au phula dhari 5 barsa saridaba
@sanjayasanjayadas3272
@sanjayasanjayadas3272 3 ай бұрын
Bhai Rightkatha kahucha.greetbrother.
@sidheswrabehera9877
@sidheswrabehera9877 3 ай бұрын
ମୁଖ୍ୟ ମନ୍ତ୍ରୀ କୁ ଚାଲେଞ୍ଜ କରୁବୁ ତୁ ସଳା ଗୋଟିଏ ଅଳିଆ ଟା କହିଲା ଚାଲେଞ୍ଜ କରୀବି ସଳାକୁ ଭିତେରେ ନେଈ ଚାରୀ ରୁ ଦଶପାର ବଜେଈ ଦେଲେ ଭଲହବ 😃😃😃 only one bjp 🌷🌷
@MuRmu9t8
@MuRmu9t8 3 ай бұрын
😂😂😂😂😂😂thik thik
@balakrushnarath4854
@balakrushnarath4854 3 ай бұрын
ସତ କଥା ଭାଇ.. ମିଛ ସରକାର ଶସ୍ତା ରାଜନୀତି... କିଛି ହବନି ଓଡିଶା ଯୋ ଗରିବ କୁ ସେ ଗରିବ... ଖାଲି ସବୁ ମାୟାରେ ବାୟା 😄😄😄😄😄😄
@santilatapanda1386
@santilatapanda1386 3 ай бұрын
Dhanyawad Bhaina AME bi achhu tume sangare darani swara uthao
@PandaSabar-o2z
@PandaSabar-o2z 3 ай бұрын
ଶଳା ମଗିଆ ୧୮ ଦିନ ହେଲା ଆମ ଆଦିବାସୀ ମୁଖ୍ୟମନ୍ତ୍ରୀ ଙ୍କୁ ସମାଲୋଚନା କରୁଛୁ ବିଜେଡ଼ି ସରକାର ଥିଲା ବେଳେ ତୁ ଜନ୍ମ ହେଇ ନଥିଲୁ କି? ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲି ହଜମ ହେଉନି କି
@amarendra29
@amarendra29 3 ай бұрын
No one can turn a single hair of mining owner
@SimanchalChaudhuri
@SimanchalChaudhuri 3 ай бұрын
ଭାଇ ଏମାନେ କିଛି କରିପାରିବେନି ଖାଲି କହୁଛନ୍ତି ଆମ pm ତ ଏମିତିକା ଆଉ ଏମାନେ କଣ ନ ହେବେ l bjp ସର୍କାର ଯୋଉ ଭଳି ମିଛ କହି କହି ଦୁନିଆ ଜିଣିବାକୁ ଚେଷ୍ଟା କରୁଛି ଆମେ ସମସ୍ତେ ମିଶି ଏମାନଙ୍କ କଥାକୁ ପ୍ରତି ଜାଗାରେ ମିଛ ବୋଲି ପ୍ରମାଣିତ କରି ଦୃଢ଼ ଭାବେ ଏମାନଙ୍କୁ ଜବାବ ଦେବାକୁ ପଡ଼ିବ ଯେ bjp ନେତା ମାନେ ସମସ୍ତେ ଜଣେ ଜଣେ ମିଛୁଆ ବୋଲି l
@sunitapradhan3852
@sunitapradhan3852 3 ай бұрын
Correct, question
@rabindrakumarparida941
@rabindrakumarparida941 3 ай бұрын
କେଡେ ବଡ ଭାଦୂଆ।୨୫ ବର୍ଷ ହେଲା କିଛି ---- କରି ପାରୁ ନଥିଲ।କଣ କରୁଛନ୍ତି ଅପେକ୍ଷା କର।ନହେଲେ ତୁ ଭାଦୁଆ cm ହେବାର ଥିଲା।ଯେଉଁ ମାନେ କିଛି କରି ପାରନ୍ତି ନାହିଁ। ସେମାନେ ବହୁତ୍ ଭଡ ହୁଅନ୍ତି।କାଲି କାଲି ସରକାର ହେଉ ହେଉ ତମର ଭାଷଣ ବାହାରିଲା।
@tanmayeenayak803
@tanmayeenayak803 3 ай бұрын
Very nice
@kailashnaik8851
@kailashnaik8851 2 ай бұрын
ତୁ ଠିକ୍ କହୁଛୁ ହେଲେ ତର ଭି କିଛି କର୍ତ୍ତବ୍ୟ ଅଛି ତା ସହିତ ସବୁ ଯୁବ ପିଢ଼ି ମାନଙ୍କର ଭି ଅଛି ଆମ ଓଡ଼ିଶା କୁ ଆମେ ଗଢ଼ିବା ଆମ ଓଡ଼ିଶାକୁ ଗୋଟେ ସୁନା ଓଡ଼ିଶା କରିବା
@pandaabinash
@pandaabinash 3 ай бұрын
Bhai 100% right
@RentaKisku
@RentaKisku 3 ай бұрын
ଏତେ ଦିନ ବୋଧେ ସୋଇ ଥିଲେ।ଆଗରୁ ଯଦି ଚାଲଙ୍ଗେ ଦେଇ ଥିଲେ । ଏ ମହାଶୟ ଜାଣି ଛନ୍ତି ।ମାମୁ ଘର ବେଶୀ ଦୂର ନୁହେଁ। ସେଥି ପାଇଁ ଚୁପ୍ ଥିଲେ।
@subratswain9433
@subratswain9433 3 ай бұрын
Your right 👍🏾
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН
ПРИКОЛЫ НАД БРАТОМ #shorts
00:23
Паша Осадчий
Рет қаралды 6 МЛН
An Unknown Ending💪
00:49
ISSEI / いっせい
Рет қаралды 56 МЛН
Man Mocks Wife's Exercise Routine, Faces Embarrassment at Work #shorts
00:32
Fabiosa Best Lifehacks
Рет қаралды 6 МЛН