‘‘ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ’’ | Life Story of Sundargarh Tribal Woman Jayanti Ekka

  Рет қаралды 236,476

OdishaLIVE

OdishaLIVE

Күн бұрын

#MakeInOdisha2018 #IAmOdisha #MIO #MakeInOdisha
୨୦୧୮ରେ ମେକ୍‌-ଇନ୍‌-ଓଡ଼ିଶା କନକ୍ଲେଭରେ ନିଜ ସଫଳତା ଓ ସଂଘ‌ର୍ଷର କାହାଣୀ କହି ସମସ୍ତଙ୍କ ମନ କିଣିଥିଲେ ସୁନ୍ଦରଗଡ଼ର ଜଣେ ଆଦିବାସୀ ମହିଳା ଜୟନ୍ତୀ ଏକ୍କା।
‘‘ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ। ସ୍ୱୟଂ ସହାୟକ ଗୋଷ୍ଠୀ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ’’, ଏ କଥା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କର। ୨୦୧୮ରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ମଞ୍ଚ ଉପରେ ଏମିତି କହି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ସେହି ଆଦିବାସୀ ମହିଳା ଓଡ଼ିଶାର ଘରେ ଘରେ ପରିଚିତ। ଜଣେ ସାଧାରଣ ମହିଳା ହୋଇ ମଧ୍ୟ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ।
ସୁନ୍ଦରଗଡ଼ରେ ଏସ୍‌ଏଚ୍‌ଜି ଆରମ୍ଭ ହେବା ସମୟରେ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା। ସେ ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ। ଏଥିସହ ତାଙ୍କ ମନୋବଳକୁ କେବେ ଭାଙ୍ଗି ପାରିନାହିଁ। ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ କାର୍ଯ୍ୟକ୍ରମରେ ପାଖାପାଖି ୨୦ ମିନିଟ୍ ଧରି କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ। ନିଜର ସଂଘର୍ଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ।
ଜୟନ୍ତୀ ଏକ୍କା ହେଲେ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ବ୍ଲକର ଜଣେ ଆଦିବାସୀ ମହିଳା। ଜନ୍ମରୁ ସେ ଦିବ୍ୟାଙ୍ଗ। ଆର୍ଥିକ ଅଭାବ ଅନଟନ ଭିତରେ ତାଙ୍କର ଦିନ କଟିଥିଲା। ବହୁ କଷ୍ଟରେ ଜୟନ୍ତୀ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିଲେ। ତା’ପରେ ଛୋଟ ଚାକିରିଟିଏ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ଗୋଟିଏ ଝିଅକୁ କେଉଁଠି ବା ଚାକିରି ମିଳିଥାଆନ୍ତା। ଏଥିପାଇଁ ସେ ସେତେବେଳେ ରୋଜଗାର ପାଇଁ ଏକ ଏସଏସଜି ଗ୍ରୁପ୍‌ କରିଥିଲେ। ପ୍ରଥମେ ୧୦ ଜଣ ମହିଳା ତାଙ୍କ ଗ୍ରୁପରେ ଥିଲେ।
ଏସ୍‌ଏଚଜି ଗଢ଼ିବା ବେଳେ ପ୍ରଥମେ ପ୍ରଥମେ ଜୟନ୍ତୀ ଓ ତାଙ୍କ ଗ୍ରୁପର ସଦସ୍ୟ ମିଶି ମଜୁରିଭିତ୍ତିକ କାମ କରୁଥିଲେ। ଯାହା ପଇସା ମିଳୁଥିଲା ସେଥିରୁ କିଛି ନିଜ ପାଇଁ ରଖି ବାକି ବ୍ୟାଙ୍କରେ ରଖୁଥିଲେ। ସଞ୍ଚୟ ବଢ଼ିବା ପରେ ବ୍ୟାଙ୍କ ତାଙ୍କୁ ୠଣ ଦେଲା। ବ୍ୟାଙ୍କରୁ ୠଣ ନେଇ ଜୟନ୍ତୀ ପ୍ରଥମେ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କଲେ। ଧୀରେ ଧୀରେ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ କାମ ଦେବା ଆରମ୍ଭ କଲା। ଏହା ମଧ୍ୟରେ ସେ ଆଗକୁ ବଢ଼ି ଚାଲିଲେ । ବ୍ଲକର ୩ଟି ଗୋଷ୍ଠୀ କଲ୍ୟାଣୀ, ଜାଗୃତି, ଶୁଭଶ୍ରୀକୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ କଲେ। ଏଥିରେ ୪୧ ଜଣ ସଦସ୍ୟ ଥିଲେ।
୨୦୦୮ ବେଳକୁ ଜୟନ୍ତୀଙ୍କ ଏସଏଚଜିକୁ ସରକାର ଚାଷୀଙ୍କଠାରୁ ଧାନ କିଣିବାକୁ ଅନୁମତି ଦେଇଥିଲେ। ସେତେବେଳେ ଏସ୍‌ଏଚ୍‌ଜିକୁ ଚେକ୍‌ ବହି ମିଳୁନଥିଲା। ତେଣୁ ବିକ୍ରି ବାବଦ ତାଙ୍କୁ ବ୍ୟାଙ୍କରୁ ଟଙ୍କା ମିଳୁଥିଲା। ସେଇ ସମ୍ପର୍କରେ ଜୟନ୍ତୀ ଏକ୍କା କହିଥିଲେ, “ଆମ ଆକାଉଣ୍ଟରେ ଜମା ହୋଇଗଲା ୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେବେଳେ ବ୍ୟାଙ୍କ ଗଲୁ, ଆମକୁ ଏକ ବସ୍ତାରେ ଟଙ୍କା ଭର୍ତ୍ତି କରି ଧରାଇ ଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା।”
ସେହିପରି ୨୦୦୪ରେ ଜୟନ୍ତୀଙ୍କ ଗ୍ରୁପ୍‌ ବିଭିନ୍ନ ସ୍କୁଲ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ କରିଥିଲେ। କରୋନା ସମୟରେ ସେ ସମସ୍ତେ ୪୧ ହଜାର ମାସ୍କ ତିଆରି କରି ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ ପ୍ରଶଂସା କରିଥିଲା।
L I K E || S H A R E || S U B S C R I B E
Iron Lady of Mission Shakti, Jayanti Ekka, SHG President from Sundargarh, Odisha narrates her life story of starting with no money to managing mid-day meals for more than four schools and supplying eggs and more to nearby schools and colleges under 'Mission Shakti'
Inspiring Video Must Watch
News Website: www.odisha.live
Facebook: / odishalive
KZbin: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
For always being informed, and entertained find us here:
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).
Email: rath.nilambar@gmail.com
Tel: +91-674-2303311
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.

Пікірлер: 118
@purnaparida1260
@purnaparida1260 5 жыл бұрын
Madam bahut badhia speech. Suniki bahut khusi lagila🙏🙏🙏
@iasdashamimahananda5771
@iasdashamimahananda5771 5 жыл бұрын
Atki upar k jaikari bi nijar language re speech debar lagi bahut bahut thanks🙏
@nilambarrath
@nilambarrath Жыл бұрын
Good to hear the life story of Jayanti Ekka the Tribal woman from Sundargarh. Interesting and Powerful story.
@OdishaLIVE
@OdishaLIVE Жыл бұрын
Thanks for listening
@priyankaekka3876
@priyankaekka3876 Жыл бұрын
God bless you and your family and team
@srimz
@srimz 5 жыл бұрын
You can almost define the essence of Odisha and the emerging bright future of Odisha through the words, emotions and aspirations of this marvelous lady's narration! Proudly Odiya! : -)
@rutvirukminikuanr8279
@rutvirukminikuanr8279 Жыл бұрын
,
@OdishaLIVE
@OdishaLIVE Жыл бұрын
ଜୟନ୍ତୀ ଏକ୍କା ହେଲେ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ବ୍ଲକର ଜଣେ ଆଦିବାସୀ ମହିଳା। ଜନ୍ମରୁ ସେ ଦିବ୍ୟାଙ୍ଗ। ଆର୍ଥିକ ଅଭାବ ଅନଟନ ଭିତରେ ତାଙ୍କର ଦିନ କଟିଥିଲା। ବହୁ କଷ୍ଟରେ ଜୟନ୍ତୀ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିଲେ। ତା’ପରେ ଛୋଟ ଚାକିରିଟିଏ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ଗୋଟିଏ ଝିଅକୁ କେଉଁଠି ବା ଚାକିରି ମିଳିଥାଆନ୍ତା। ଏଥିପାଇଁ ସେ ସେତେବେଳେ ରୋଜଗାର ପାଇଁ ଏକ ଏସଏସଜି ଗ୍ରୁପ୍‌ କରିଥିଲେ। ପ୍ରଥମେ ୧୦ ଜଣ ମହିଳା ତାଙ୍କ ଗ୍ରୁପରେ ଥିଲେ। - The Story of Tribal Woman #SHG leader from Sundargarh Jayanti Ekka
@tejkumarmajhi9384
@tejkumarmajhi9384 Жыл бұрын
Good Nani
@OdishaLIVE
@OdishaLIVE Жыл бұрын
“ଆମ ଆକାଉଣ୍ଟରେ ଜମା ହୋଇଗଲା ୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେବେଳେ ବ୍ୟାଙ୍କ ଗଲୁ, ଆମକୁ ଏକ ବସ୍ତାରେ ଟଙ୍କା ଭର୍ତ୍ତି କରି ଧରାଇ ଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା।” - ଜୟନ୍ତୀ ଏକ୍କା
@khirdharputel3784
@khirdharputel3784 5 жыл бұрын
Very nice speech
@jogendraargal3717
@jogendraargal3717 5 жыл бұрын
ସୁନ୍ଦରଗଡ଼ ର ଇଜ୍ଜତ ରଖଲ ଧନ୍ୟବାଦ ତମକେ
@pankajnayak8920
@pankajnayak8920 2 жыл бұрын
What a confidence. Salute
@TapanLifestyle1997
@TapanLifestyle1997 5 жыл бұрын
Very good
@sutamdhurua280
@sutamdhurua280 5 жыл бұрын
No 1
@ajaynaik3413
@ajaynaik3413 5 жыл бұрын
Respect iron lady.🙏🙏
@sankarjilakara4619
@sankarjilakara4619 Жыл бұрын
ଯାହା ହେଉ ଛତିଶଗଡ଼ ମେଡିକାଲ ରେ ଭଲ ହେଲା ପରେ ଓଡିଶା ପାଇଁ ଏକ ଆଦର୍ଶ ଦିଦି ହାଇଗଲ, very good ଦିଦି,
@pareswarnaik1173
@pareswarnaik1173 5 жыл бұрын
Nice speach jayanti mam .....
@swarnalatapradhan1781
@swarnalatapradhan1781 5 жыл бұрын
Nice shpich
@OdishaLIVE
@OdishaLIVE Жыл бұрын
‘‘ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ। ସ୍ୱୟଂ ସହାୟକ ଗୋଷ୍ଠୀ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ’’, ଏ କଥା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କର। ୨୦୧୮ରେ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ମଞ୍ଚ ଉପରେ ଏମିତି କହି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ସେହି ଆଦିବାସୀ ମହିଳା ଓଡ଼ିଶାର ଘରେ ଘରେ ପରିଚିତ। ଜଣେ ସାଧାରଣ ମହିଳା ହୋଇ ମଧ୍ୟ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ।
@prabindeep6560
@prabindeep6560 5 жыл бұрын
Emity speech to mba student b dei pariboni very atrective voice mam superb
@Gobinda4you
@Gobinda4you 5 жыл бұрын
Really Iron lady 🙏🙏🙏
@pravuprasadroutray6019
@pravuprasadroutray6019 5 жыл бұрын
good
@dilliprout1706
@dilliprout1706 5 жыл бұрын
Encourage speech not political
@padmanayak6539
@padmanayak6539 3 жыл бұрын
Very nice speaking ❤️❤️❤️🙏🙏🙏
@arunnages6701
@arunnages6701 5 жыл бұрын
Best speach
@binayakpujari929
@binayakpujari929 5 жыл бұрын
Real iron lady
@ersantoshkumar4875
@ersantoshkumar4875 5 жыл бұрын
U should make president of our India for next
@Rhom18
@Rhom18 2 жыл бұрын
Proud of u aunty❤😘
@atalpradhan372
@atalpradhan372 4 жыл бұрын
I proud bhuni
@BinodOraon-s6d
@BinodOraon-s6d Жыл бұрын
Jai bhim jai johar
@dilliprout1706
@dilliprout1706 5 жыл бұрын
Nabina Babu bujhuchi ki?
@Ashutoshsai637
@Ashutoshsai637 5 жыл бұрын
I'm very proud of you Jayanti Didi!!! May God bless and help you each and every aspect of your life. You are a great paragon for the Sundargar District.
@taranikaonar4075
@taranikaonar4075 Жыл бұрын
0ppppp00ppppp0ppaxll
@atalpradhan2956
@atalpradhan2956 Жыл бұрын
Sundar upasthapana
@ganeshbagh6884
@ganeshbagh6884 5 жыл бұрын
wah bahut sunder kya bhashan kya aawaz ar kya andaz hai, ar sabse badi baat kya bhawnayen Judi huyi hai.
@OdishaLIVE
@OdishaLIVE Жыл бұрын
ସ୍‌ଏଚଜି ଗଢ଼ିବା ବେଳେ ପ୍ରଥମେ ପ୍ରଥମେ ଜୟନ୍ତୀ ଓ ତାଙ୍କ ଗ୍ରୁପର ସଦସ୍ୟ ମିଶି ମଜୁରିଭିତ୍ତିକ କାମ କରୁଥିଲେ। ଯାହା ପଇସା ମିଳୁଥିଲା ସେଥିରୁ କିଛି ନିଜ ପାଇଁ ରଖି ବାକି ବ୍ୟାଙ୍କରେ ରଖୁଥିଲେ। ସଞ୍ଚୟ ବଢ଼ିବା ପରେ ବ୍ୟାଙ୍କ ତାଙ୍କୁ ୠଣ ଦେଲା। ବ୍ୟାଙ୍କରୁ ୠଣ ନେଇ ଜୟନ୍ତୀ ପ୍ରଥମେ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କଲେ। ଧୀରେ ଧୀରେ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ କାମ ଦେବା ଆରମ୍ଭ କଲା। ଏହା ମଧ୍ୟରେ ସେ ଆଗକୁ ବଢ଼ି ଚାଲିଲେ । ବ୍ଲକର ୩ଟି ଗୋଷ୍ଠୀ କଲ୍ୟାଣୀ, ଜାଗୃତି, ଶୁଭଶ୍ରୀକୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ କଲେ। ଏଥିରେ ୪୧ ଜଣ ସଦସ୍ୟ ଥିଲେ। - The Story of Tribal Woman #SHG leader from Sundargarh Jayanti Ekka
@fagulakra520
@fagulakra520 Жыл бұрын
Very nice super duper
@suvendugartia4486
@suvendugartia4486 5 жыл бұрын
Nice speach but the organization team not to complete the speach , women empowering salute mam.
@gopalnaik3045
@gopalnaik3045 5 жыл бұрын
we are proud of you madam
@tribenimajhi2611
@tribenimajhi2611 Жыл бұрын
ଆମେ ଜାଣିଛୁ ଜୟନ୍ତୀ ଏକ୍କା କ'ଣ ଆମେ ବି ବାଲିଶଙ୍କରା ବ୍ଳକ ର ବାକି SHG କହିପାରିବେ ସେ କଣ
@bibhutibhusan7402
@bibhutibhusan7402 5 жыл бұрын
Nabina is confused..😂😂
@bksanju3
@bksanju3 5 жыл бұрын
Right .. Bichara Bujhi Paruni Odia .. Kan Karibo
@bksanju3
@bksanju3 5 жыл бұрын
Respected Woman .. Great 👏👏
@OdishaLIVE
@OdishaLIVE Жыл бұрын
ସୁନ୍ଦରଗଡ଼ରେ ଏସ୍‌ଏଚ୍‌ଜି ଆରମ୍ଭ ହେବା ସମୟରେ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା। ସେ ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ। ଏଥିସହ ତାଙ୍କ ମନୋବଳକୁ କେବେ ଭାଙ୍ଗି ପାରିନାହିଁ। ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ କାର୍ଯ୍ୟକ୍ରମରେ ପାଖାପାଖି ୨୦ ମିନିଟ୍ ଧରି କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ। ନିଜର ସଂଘର୍ଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ। - The Story of Tribal Woman #SHG leader from Sundargarh Jayanti Ekka
@hemantamajhi890
@hemantamajhi890 5 жыл бұрын
Great of SHG group
@balasanta1221
@balasanta1221 5 жыл бұрын
Shatore Nabin bujuchi ki
@bidishanayak6894
@bidishanayak6894 4 жыл бұрын
🙏🙏🙏🙏
@babulugond3190
@babulugond3190 3 жыл бұрын
Great of SHG group
@ramyarao427
@ramyarao427 4 жыл бұрын
Wowiron lady very nice
@jyotirmayeesahoo5460
@jyotirmayeesahoo5460 5 жыл бұрын
A kono political speech ya personal people atraction ok 👌 bjd so clever
@bhusanpratapminz558
@bhusanpratapminz558 5 жыл бұрын
Bahut bhol
@drugsexpert2340
@drugsexpert2340 5 жыл бұрын
Wow superb
@kcsamal4318
@kcsamal4318 Жыл бұрын
Tamku manibaku padib tame sabu.mahilank.adars
@JayanokelPradhan
@JayanokelPradhan 5 жыл бұрын
Bohuta bhala speech from ground level, proud of you mam
@dilliprout1706
@dilliprout1706 5 жыл бұрын
Nabina Babu odia suna ?
@basantswin4343
@basantswin4343 5 жыл бұрын
Ha haaaa kela agore mula
@aswinisahu590
@aswinisahu590 5 жыл бұрын
nabin sabu bujhi paruthibe ...odia ...
@infodisha00
@infodisha00 5 жыл бұрын
Cm odia bujhi parunahanti
@amansahu529
@amansahu529 5 жыл бұрын
very good
@gyanaprakash3276
@gyanaprakash3276 5 жыл бұрын
U R great mam
@pujamallick3161
@pujamallick3161 Жыл бұрын
ବହୁତ ଭଲ ଦିଦି
@omshaktimaa5568
@omshaktimaa5568 5 жыл бұрын
ita ta amar durbhagya aye je amar cm amar bhal katha ke pura bhabe sunabar k nai chahebar. ......
@swarnalatapradhan9263
@swarnalatapradhan9263 2 жыл бұрын
ଯାଜପୁର ସୁକିନ୍ଦା ସ୍ବର୍ଣ୍ଣ toppo
@banitapradhan6550
@banitapradhan6550 5 жыл бұрын
I respect your speech
@rajubehera2273
@rajubehera2273 5 жыл бұрын
I proud of u jayanti u are great
@sisirkumardas2160
@sisirkumardas2160 Жыл бұрын
Bjd hatao odisha banchao
@PETER-rg2kt
@PETER-rg2kt Жыл бұрын
GOD BLESS YOU THANKYOU
@saswatibhoi6740
@saswatibhoi6740 5 жыл бұрын
Good speech
@KhirodJaypuria
@KhirodJaypuria 4 ай бұрын
Jay odia jhiya
@jairamsabar1485
@jairamsabar1485 Жыл бұрын
The iron adivasi lady
@ramyarao427
@ramyarao427 4 жыл бұрын
Sola nabin last uthiki Tali marila ta face ku tikia dekho kamiti rokhichi jemiti lokhye tonka hojijaichi
@dharmendrasahu6008
@dharmendrasahu6008 Жыл бұрын
Sabu adibasi mananku dei dia Aau sabu panire muta
@kalpanamahananda7207
@kalpanamahananda7207 5 жыл бұрын
I am proud off u ma'am 😊☺
@surekhamajhi-ht4ei
@surekhamajhi-ht4ei 11 ай бұрын
Lilly speech mama
@pintusahu1596
@pintusahu1596 2 жыл бұрын
Look nabin babu😆😆😆
@petermallick1677
@petermallick1677 Жыл бұрын
I am proud of you ma'am
@omshaktimaa5568
@omshaktimaa5568 5 жыл бұрын
amar ita ta dukh aye amar cm amar bhasi bujhi nai parbar. ...
@manojbarla3810
@manojbarla3810 Жыл бұрын
Good bless you
@sandhyaluha8543
@sandhyaluha8543 5 жыл бұрын
Supar 👌
@jogeswaripradhan283
@jogeswaripradhan283 5 жыл бұрын
Tanka speach kahinki stop karagala, jadi sunibara na thila kahinki dakaheithila, its a encourage speach for all ladies
@taapipanda3768
@taapipanda3768 5 жыл бұрын
Jay iron lady jay nabeen sir
@basantswin4343
@basantswin4343 5 жыл бұрын
କେଲା ଆଘରେ ମୂଳ କି ଲାଭ
@jairamsabar1485
@jairamsabar1485 Жыл бұрын
The strong adivasi lady.
@birabarpradhan341
@birabarpradhan341 3 жыл бұрын
👌👌😄
@dungdungfulkumari1747
@dungdungfulkumari1747 5 жыл бұрын
Naveen Jii can't understand 😅😅😁😀
@dhrutisundarnayak2176
@dhrutisundarnayak2176 2 жыл бұрын
🙏🙏🙏
@ashoksuna3070
@ashoksuna3070 5 жыл бұрын
Maaaaaaaaaa 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@MANOJBABU-ku02ws
@MANOJBABU-ku02ws 5 жыл бұрын
Super
@omshaktimaa5568
@omshaktimaa5568 5 жыл бұрын
pura ta kamse kam kahi debar katha. ...
@prafullakumargochhayat7889
@prafullakumargochhayat7889 5 жыл бұрын
good speach
@phirojdungdung8350
@phirojdungdung8350 5 жыл бұрын
Jayanti madam aponkaro number diontu
@ersantoshkumar4875
@ersantoshkumar4875 5 жыл бұрын
I salute u didi u are great then our CM
@livingstoneraita
@livingstoneraita Жыл бұрын
Good didi
@sankarjilakara4619
@sankarjilakara4619 Жыл бұрын
ଓଡିଶା ରେ ମେଡିକାଲ ନ ଥିଲା କି? ଛତିଶଗଡ଼ ଗଲ,
@srikanta671
@srikanta671 3 жыл бұрын
Very good madam
@aswinisahu590
@aswinisahu590 5 жыл бұрын
jayanti bahut badia ....
@manuellakra6062
@manuellakra6062 5 жыл бұрын
Kacha sambalpuri
@barunkumar195
@barunkumar195 4 жыл бұрын
Love you maa
@sarojinipanda8151
@sarojinipanda8151 3 жыл бұрын
Great👏 ma'am
@sairinku642
@sairinku642 5 жыл бұрын
you are great women
@hemantnag7068
@hemantnag7068 5 жыл бұрын
super👌👌👌
@banitapradhan6550
@banitapradhan6550 5 жыл бұрын
Love you mam
@manojnanda1807
@manojnanda1807 5 жыл бұрын
Bjd politics tribal woman
@E-Sikhyaa
@E-Sikhyaa 5 жыл бұрын
Kan pai kahibaku deleni
@jogendraargal3717
@jogendraargal3717 5 жыл бұрын
ନବୀନକେ ଝୁମା ଲାଗୁଛେ
@mangalsoren4186
@mangalsoren4186 5 жыл бұрын
Madam mu apanko number chanhe
Interview With Iron Lady Of Mission Shakti Jayanti Ekka
26:10
Kanak News
Рет қаралды 219 М.
Офицер, я всё объясню
01:00
История одного вокалиста
Рет қаралды 5 МЛН
Please Help This Poor Boy 🙏
00:40
Alan Chikin Chow
Рет қаралды 23 МЛН
Jayanti Ekka Sundargarh Tribal Woman | Success Story
4:18
OdishaLIVE
Рет қаралды 41 М.
New SP Sagarika Nath Takes Charge In Balasore
3:39
Kanak News
Рет қаралды 1,3 М.