No video

ମୁଖ୍ୟମନ୍ତ୍ରୀ ଆସିଲେ ବି ଭାଇକୁ ଉଠେଇବିନି, ତାପଙ୍ଗ ଘଟଣାରେ ଗର୍ଜିଲା ଓମ୍ ର ଭଉଣୀ । Tapang lake student case.

  Рет қаралды 388,242

Pratidin TV

Pratidin TV

Күн бұрын

ମୁଖ୍ୟମନ୍ତ୍ରୀ ଆସିଲେ ବି ଭାଇକୁ ଉଠେଇବିନି, ତାପଙ୍ଗ ଘଟଣାରେ ଗର୍ଜିଲା ଓମ୍ ର ଭଉଣୀ । Tapang lake student case.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 849
@RK-xe4qq
@RK-xe4qq Ай бұрын
ଦୁଃଖରେ ଭାଂଗିପଡିଛନ୍ତି ପରିବାର, ସେଥିପାଇଁ ସନ୍ଦେହ କରୁଛନ୍ତି କିଛି ଖରାପ କମେଣ୍ଟ କରନ୍ତୁ ନାହିଁ. ଭଗବାନ ସାହା ହୁଅନ୍ତୁ ଆପଣଙ୍କ ପରିବାର ପାଇଁ 🙏🏿.
@jitendeep6939
@jitendeep6939 Ай бұрын
Sata katha janch kara jau
@pragyanparimita..6152
@pragyanparimita..6152 Ай бұрын
Thik kahile .. kintu kharap comments kari chalichhanti emane .. ..
@RK-xe4qq
@RK-xe4qq Ай бұрын
@@pragyanparimita..6152 everyone has their own opinion, God is there 🙏🏿.
@renubalamohapatra7437
@renubalamohapatra7437 Ай бұрын
ଖରାପ କମେଣ୍ଟ କେହି କରୁନାହାଁନ୍ତି କିନ୍ତୁ ସେ ଝିଅ ଯେମିତି ପାଟି କରି କହୁଛି ଲୋକ ବାଧ୍ୟ ହୋଇ କହିବେ।
@royalkinganshuman4236
@royalkinganshuman4236 Ай бұрын
​@@renubalamohapatra7437jadi tuma bhai ki tuma ghara ra kaha saha emt heithanta kn karithanta?
@soumyapallisamohapatra4858
@soumyapallisamohapatra4858 Ай бұрын
ଯାହା ଘରୁ ପୁଅ ଯାଇଛି ସେ ଜାଣିବ ଦୁଃଖ ଅନ୍ୟମାନେ ଜାଣିବେ ନାହିଁ ..ଦୟା କରି ଖରାପ କମେଣ୍ଟ ଦିଅ ନ୍ତୁ ନାହିଁ..ଘଟଣା ର ସଠିକ ତଦନ୍ତ ହେଉ..
@Bharatiblog
@Bharatiblog Ай бұрын
Right
@fake_smaile_manoj
@fake_smaile_manoj Ай бұрын
To bou bia ta pua ku CM kahithile ja budiki maribu boli
@santoshthatoi8286
@santoshthatoi8286 Ай бұрын
Are bhai ebhai kaan Katha kahuchha se kahile mohan mjhi marichhanti bhala heu ki balunga heu pua na​@@fake_smaile_manoj
@guddenguddu2347
@guddenguddu2347 Ай бұрын
Kou banda tadanta haba pua gm jiba tapang mg mala pare sanga ra bhul police ra bhul chi mg .. common sense boli jinsa achi na nahi
@deepakjena5188
@deepakjena5188 Ай бұрын
​@@guddenguddu2347 jaha hela ta puo jaichhi . support karuna .kahiki emiti gali karibe .
@prananathpati9976
@prananathpati9976 Ай бұрын
ଯାହା ଘର ପିଲା ଯାଇଛି ତାର କେତେ ଦୁଃଖ ଅନ୍ୟମାନେ ବୁଝି ପାରିବେ ନାହିଁ। ଦୁଃଖରେ ଭାଙ୍ଗି ପଡିଥିବା ଲୋକଙ୍କ ବିରୁଦ୍ଧରେ ଫାଲତୁ କମେଣ୍ଟ ଦିଅନ୍ତୁ ନାହିଁ। ବରଂ ଘଟଣାର ତଦନ୍ତ ହେଉ।
@Bharatiblog
@Bharatiblog Ай бұрын
Right
@ankitadas6860
@ankitadas6860 Ай бұрын
Right
@user-hd3pf7li2m
@user-hd3pf7li2m Ай бұрын
Right
@abinashmanasingh9447
@abinashmanasingh9447 Ай бұрын
Right
@ashokkumarsenapati7764
@ashokkumarsenapati7764 Ай бұрын
Tu tadanta karunu. Nija bhul ku dekhani.
@sumantakubehera5135
@sumantakubehera5135 Ай бұрын
ମୁଖ୍ୟ ମନ୍ତ୍ରୀ କହିଥିଲେ ତୋ ଭାଇ କୁ ସେଠାକୁ ଯିବାପାଇଁ ?
@satyajitswain6994
@satyajitswain6994 Ай бұрын
ବାଣ୍ଡ ପାଇଁ ମୁକ୍ଷ୍ୟ ମନ୍ତ୍ରୀ ହେଉଛି ଖାଲି Ac ରୁମ୍ ରେ ବସିକି ବାଣ୍ଡ କୁ ହଲେଇବ
@swetapadma7550
@swetapadma7550 Ай бұрын
Hmm tk katha 😂😂
@user-gg3ub6lq3m
@user-gg3ub6lq3m Ай бұрын
Suna Gori chamadi aau lipstick Bali toki sabu pagal karuchanti ....😢😢😢Daya Kari samaste Gori nka story tharu durei ruha ......esabu sei toki pain Yara jiban jaichi
@rudra52423
@rudra52423 Ай бұрын
​​@@user-gg3ub6lq3mତୋ ଭଉଣୀ ସେଇଆ କରୁଥିବ ବୋଲି ତୁ ଏମିତି କହୁଚୁ ରେ ଚୋର
@jagyaseniparida5264
@jagyaseniparida5264 Ай бұрын
Tu gote Bala katha kahuchu
@dibyakumar885
@dibyakumar885 Ай бұрын
ଏ ଘଟଣାର ଯେ ଆଉ କୋୖଣସି ଦିଗ ଥିବ, ଏହାକୁ ଅସ୍ବୀକାର କରାଯାଇ ନପାରେ। ପ୍ରଶାସନ ଏହାର ଉପଯୁକ୍ତ ତଦନ୍ତ କରାଇ ସତ୍ୟକୁ ଉଜାଗର କରିବା ଉଚିତ୍। ସେ ଭାଇ ଏବଂ ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳିବା ଉଚିତ୍।
@prananathpati9976
@prananathpati9976 Ай бұрын
ଏ ଝିଅର କଥା ମୁଖ୍ୟମନ୍ତ୍ରୀ ଶୁଣିବା ଉଚିତ୍। ଏ ଘଟଣାର ତଦନ୍ତ ହେବା ଦରକାର। ହତ୍ୟା ମଧ୍ୟ ହୋଇପାରେ। ତା ସାଙ୍ଗ ଦୁଇଜଣ କୁ ଧରି ଭଲ କରି ଟ୍ୟୁସନ୍ କଲେ ସତ ଜଣା ପଡ଼ିବ।
@rashmitahota5329
@rashmitahota5329 Ай бұрын
Bhai sabu jaga re senior maane junior nku hairan karanti. So athi bhi seya hei Thai paare
@lipsapradhan9721
@lipsapradhan9721 Ай бұрын
Exactly kichi foul play laguchi incident para thu se 3 jna nka dekha nhi
@SHIBARAMMURMU-s9j
@SHIBARAMMURMU-s9j Ай бұрын
Very good
@SubhasreeGouda-cx6zc
@SubhasreeGouda-cx6zc Ай бұрын
Hm thik kotha ....tadanta heba darkar ...odisha besi students Mane amiti ka case re hi marichhanti...🥹🥹
@priyam-c3l
@priyam-c3l Ай бұрын
Right
@kabulinayak7212
@kabulinayak7212 Ай бұрын
ତୋ ଭାଇ କଣ ସ୍ଵାଧୀନତା ସଂଗ୍ରାମ ଲଢେଇ କରିବାକୁ ଯାଇଥିଲା ବୋଧେ ।
@priyam-c3l
@priyam-c3l Ай бұрын
Chal
@jirimiyakarji6736
@jirimiyakarji6736 Ай бұрын
Hmmm tk
@Mr-ishan123
@Mr-ishan123 Ай бұрын
Reels karuthila 😅😅😊
@prashantamohapatra631
@prashantamohapatra631 Ай бұрын
Thiki kahil bhai😊
@mrsubham3517
@mrsubham3517 Ай бұрын
Right bhai 😅😅 reels karuthila
@chittaranjanojha9439
@chittaranjanojha9439 Ай бұрын
ଷ୍ଟାଇଲ ମାରୁଥିଲା ବୋଲି ତ ତିନି ପାଞ୍ଜିରୁ ଗଲା ମୁଖ୍ୟମନ୍ତ୍ରୀ କଣ ପାଇଁ ଆସିବେ ମୁଖ୍ୟମନ୍ତ୍ରୀ କହିଥିଲେ କି ଷ୍ଟାଇଲ ମାରିକି ମସ୍ତାନୀ କରିବୁ ଆଉ ମରିବୁ ତୁମ ଭାଇ ମୃତ୍ୟୁ ରେ ଆମେ ବି ଗଭୀର ମର୍ମାହତ ତାମାନେ ନୁହେଁ ଯେ ତୁମ ଭାଇ ପାଇଁ ଓଡ଼ିଶା ଉଠି ଆସିବ ତମ ପାଖକୁ ଏତେ ଦିନରେ କେତେ ଟଙ୍କା ରାଜକୋଷ ର ଖର୍ଚ୍ଚ ହେଲା ଏଇ ଜ୍ଞାନ ବି ଟିକେ ରଖ
@dillippatra3467
@dillippatra3467 Ай бұрын
A time ae Vali coment.....thnku..thnku...
@user-gg3ub6lq3m
@user-gg3ub6lq3m Ай бұрын
Style se nuhan Gori chamadi toki gaan ru asi town re Rahi Oyo hotel jauchanti
@chittaranjanojha9439
@chittaranjanojha9439 Ай бұрын
@@dillippatra3467 ଆଜ୍ଞା ଆମେ ବି ଦୁଃଖିତ ତାର ଭଉଣୀ କେମିତି ମୁହଁ ଫୁଟାଣି ରେ କହୁଛି ଟିକେ ଦେଖନ୍ତୁ ତ ମୁଖ୍ୟମନ୍ତ୍ରୀ କଣ କହିଥିଲେ କି ଷ୍ଟାଇଲ ମାରିବାକୁ ପଥର ଖଣିକୁ ଯାଇକି ଇଏ ସବୁ ଦେଖେଇ ହେବାକୁ ଯାଉଛନ୍ତି ପ୍ରେମିକା ଆଗରେ ବାହାଦୁରି ସେମିତି ଜୀବନ ଗଲା ଏବେ
@PinkuSahoo-t2m
@PinkuSahoo-t2m Ай бұрын
Tu magiha to hataru deithili bodhe besi chukuchu nai re chodi pua
@PinkuSahoo-t2m
@PinkuSahoo-t2m Ай бұрын
​@@chittaranjanojha9439tu mo Banda dukhita to family bhita ru jadi kiye marithanta tu chadideithantu bodhe bedha pila
@renubalamohapatra7437
@renubalamohapatra7437 Ай бұрын
ତୋ ଭାଇ କୁ କିଏ କହୁଥିଲେ ଯିବା ପାଇଁ ମୂଖ୍ୟ ମନ୍ତ୍ରୀ କ'ଣ ପାଇଁ ସେଠାକୁ ଆସିବେ ତୋ ହଳିଆ ତ ମୂଖ୍ୟ ମନ୍ତ୍ରୀ।
@priyam-c3l
@priyam-c3l Ай бұрын
Hm janinu ki
@LAXMU-vl6gn
@LAXMU-vl6gn Ай бұрын
Cm ta bujibe Odisha ra kata
@LAXMU-vl6gn
@LAXMU-vl6gn Ай бұрын
Kn pain cm dai nue
@dillippatra3467
@dillippatra3467 Ай бұрын
Aasibe na aasibe ...saeta tame final kemiti k dela tame kn tanka ... security
@dillippatra3467
@dillippatra3467 Ай бұрын
Gote gote pH paichha coment dauchha aau .....
@amitakar948
@amitakar948 Ай бұрын
କଣ ପାଇଁ ତୁମ ଭାଇ ଯାଉଥିଲା ସାଙ୍ଗ ହେବା ଦରକାର ନାହିଁ ଏଇଟା ଭୁଲ
@sagarsahoo4394
@sagarsahoo4394 Ай бұрын
ନିହାତି.....!! ୟା ଭାଇ ସାଙ୍ଗେ ନହେଇ ଆଉ କାହା ସାଥୀରେ ଏମିତି ହେଇ ଥାନ୍ତା ଇଏ ତା ଭାଇକୁ ତ ଜେଲ୍ ରେ ପୁରେଇଥାନ୍ତା......??!! ଛତରଖାଇ ବେଶୀ ଡ୍ରାମା କରୁଛି.....!!
@dushmantapradhan6516
@dushmantapradhan6516 Ай бұрын
ମୁଖ୍ୟମନ୍ତ୍ରୀ କଣ ଏତେ ଶସ୍ତା
@vickykaushalactor
@vickykaushalactor Ай бұрын
Bohut sasta Chief Minister..u should also believe that.
@sagarsahoo4394
@sagarsahoo4394 Ай бұрын
​@@vickykaushalactorହଇରେ ଭାଡୁଆ ବୁକୁଚାବୁହା କୀଟଦାସ ତୋ ଭଡ଼ାଟିଆ ବୋପା ଲବୀନ ହଡ଼ାନାୟକ ହାତ ଥରା ହଡ଼ା ବୋଧେ ବେଶୀ ଦାମିକା.....??!! କାରଣ ତୁ ଗେଣ୍ଡା ମାନଙ୍କୁ ନୂଆ ଭଡ଼ାଟିଆ ବୋପା କରିଛୁ ତ.....??!!
@deepakjena5188
@deepakjena5188 Ай бұрын
Chief minister kane ki ama tanku vote daichhu .se asibe kane problem bujhibaku aau kahaku pathaibe.
@RameshKumarDas-ng5he
@RameshKumarDas-ng5he Ай бұрын
Hmm kahinki nuhe
@prasantkumarrath3018
@prasantkumarrath3018 Ай бұрын
ଯୋଉ ମାନେ ଖରାପ କମେଣ୍ଟ କରୁଚ ଜାଣିଛ ସେ Reels କରି ମରିଛି କୁଳରେ ଯଦି Reels କରୁଥିଲା ପେଣ୍ଟ କୁ ଆଣ୍ଠୁ ପର୍ଯନ୍ତ ଟେକିଚି ତାହାଲେ ସେତିକିରେ ପଡ଼ୀଥାନ୍ତା ଗୋଡ ଖସିଲେ ଏତେ ଗଭିର କୁ ଗଲା କେମିତି ସ୍ତୀର ପାଣିରେ ମୁର୍ଖ ଙ୍କ ଭଳିଆ କମେଣ୍ଟ କରୁଚ Phone ଧରିଚ ବୋଲିକୀ ତାକୁ 100% ମାରିଛନ୍ତି । ତମର କଣ ହେଇଥିଲେ ଘର ଲୋକ କହିବେ କୀ ନାଇ ସତ ଟା କଣ ପୋଲିସ ତଦନ୍ତ କରିବ ଡା଼କିକି ପିଲାଙ୍କୁ ଯୋଉ ମାନେ ଡା଼କିକି ଆଣିଥିଲେ ଜଣା ପଡ଼ିବ ତମେ କେତେଟା ବାଣ୍ଡ ପିଲା ଅଛ ଖରାପ କମେଣ୍ଟ କରୁଚ ତମ ମା କୀ ବୋପ କୀ ଭାଇ ଭଉଣି କୀ କିଛି ବି ପରିସ୍ଥିରେ କଣ କଣ କହି ଦଉଚ କୀ ନାଇ ସରକାର ଙ୍କୁ ମୁର୍ଖ ଲୋକଙ୍କର ମାଘିଆ ମୁର୍ଖ ଚିନ୍ତା ଧରା 😡👿ଜାଣିନ ଠିକ୍ ସେ କଣ ହେଇଛି ସୁଣିକି Reels କରୁ କରୁ ବୁଡି ଗଲା ଖାଲି ବାଣ୍ଡ କମେଣ୍ଟ କରୁଚ ସଳେ 😠 ପେଣ୍ଟ କେତିକୀ ଟେକିଚି ସେ ସେଇ ଜାଗାରେ କଣ 300 ପୁଟୁ ଖାଲ ଜେ ସମସ୍ତେ ଖୋଯିକି ପାଇଲେନି ଯିଏ ବୁଢିବ କୂଳକୁ ଆସିବାକୁ ଚେଷ୍ଟା କରିବ ଗଭୀର କୁ ନୁହଁ ଏଥିରୁ ବୁଝି ପାରୁନ ପାଠ ପଢିଛ ନ ତମ ବୋପ ଡ଼୍ୟାସ୍ ପଡୁଚ
@KonarkExplorers
@KonarkExplorers Ай бұрын
ସତ କଣ ଜଣା ପଡିବା ଉଚିତ୍। ତା ଭଉଣୀ କଥା ଶୁଣାଯାଉ ।
@arajunmaharana6147
@arajunmaharana6147 Ай бұрын
"ଆପଣା ଦୋଷେ ପ୍ରାଣୀ ମରେ " ପାନ ପତ୍ରର ଲୋଭ ଓ ଆଇଁଷିଣିଆ ଦୋଷ ପାଇଁ ଭାଇ ବୁଡ଼ିକି ମୃତ୍ୟୁବରଣ କଲା l ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କାହିଁକି ଦାୟୀ ରହିବେ ? ମୁଖ୍ୟମନ୍ତ୍ରୀ କହିଥିଲେ କି ସେଠାକୁ ଯିବା ପାଇଁ l
@chandrasekhar01
@chandrasekhar01 Ай бұрын
Tuma ପରିବାର ସର୍ବଦା ସୁଖୀ ରୁହନ୍ତୁ
@PinkuSahoo-t2m
@PinkuSahoo-t2m Ай бұрын
Se kou Banda ku mukhya mantri heichi j
@143...7
@143...7 Ай бұрын
କାରଣ ଯାହାବି ହଉ ଜଣେ ତାଙ୍କ ପୁଅ କୁ ହରେଇ ଦେଇଛନ୍ତି କେହି ବି ଖରାପ୍ comment କରନ୍ତୁନି 🙏
@dillippatra3467
@dillippatra3467 Ай бұрын
Rt bro.
@Laxmipirya-fy3dz
@Laxmipirya-fy3dz Ай бұрын
@@143...7 ତାର ମୁଁହରେ ଟିକେ ଦୁଃଖ ଅଛି କି
@jagyaseniparida5264
@jagyaseniparida5264 Ай бұрын
Se style Mari reels kai karibaku asithila
@rudra52423
@rudra52423 Ай бұрын
@@Laxmipirya-fy3dz ଏଇ ଝିଅ କିଏ ତାହେଲେ ଯୋଉ ID କୁ tag ଦେଇଛ
@rudra52423
@rudra52423 Ай бұрын
@@Laxmipirya-fy3dz ତାହେଲେ ତମେ କିଛି ଜାଣିଛ , ହଉ ତୁମ ଏକାଉଣ୍ଟ୍ ନାମ ଟି କେସ ଟେ ଦେଉଛୁ ok
@chandrabhanubiswal1777
@chandrabhanubiswal1777 Ай бұрын
ଆରେ ଝିଅ ତୁମର ଯଦି ସନ୍ଦେହ ହେଉଛି ତେବେ ପୋଲିସ ପାଖରେ ଅଭିଯୋଗ କର, ତଦନ୍ତ ପାଇଁ ଦାବି କର ଏଠି ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ପରି ବଡ଼ ବଡ଼ ଳୋକଙ୍କୁ ଏହି ଭିତରକୁ ଆଣୁଛ କାହିଁକି? ଆମେ ମାନୁଛି ତୁମେ ତୁମର ସବୁଠାରୁ ମୂଲ୍ୟବାନ ଭାଇ କୁହରାଇଛ ଏ ଦୁଃଖଦ ମୂହୁର୍ତ୍ତ ରେ ସମଗ୍ର ଓଡ଼ିଶା ତୁମ ସାଥେ ସାଥେ ଅଛି ତେଣୁ ତୁମେ ଭାଷା ଉପରେ ସଞ୍ଜମତା ରଖ
@chandrasekhar01
@chandrasekhar01 Ай бұрын
Ebe କିଛି କାମ ବିନା highlight ରେ ହେଉନାହିଁ। E b ସେମିତି ଦବିଯିବ file ତଳେ ଯଦି highlight ହବନି
@RasmitaSwain-ke4tt
@RasmitaSwain-ke4tt Ай бұрын
ମା ଙ୍କ କଥା ଶୁଣି ବହୁତ୍ କଷ୍ଟ ଲାଗୁଛି ସହି ହେଉନି , ପ୍ରଭୁ ଜଗନ୍ନାଥ ସେ ପରିବାରକୁ ସହିବା ପାଇଁ ଶକ୍ତି ଦିଅ 😢
@amiatking1131
@amiatking1131 Ай бұрын
Really sad story
@Mrpapun124
@Mrpapun124 Ай бұрын
ବିଜେଡି ସରକାର ଥିଲା ବେଳେ ଏମିତି ଭୁକିଲନି ମୁଖ୍ୟ ମନ୍ତ୍ରୀ ଶପଥ ନେବାର ବର୍ଷେ ନ ପୁରୁଣୁ ତୁମେ ଭୂକିବା ଆରମ୍ଭ କରିଦେଲ
@socialtalkbychiku9992
@socialtalkbychiku9992 Ай бұрын
ପାଗଳ ଭଳି କାଇଁ କଥା କହୁଛୁ ଭଉଣୀ
@royalsoumya1949
@royalsoumya1949 Ай бұрын
bhai se jaha kahuchi thik kahuchi
@royalsoumya1949
@royalsoumya1949 Ай бұрын
se eka budigala au kahanti media kahuchi duijana budichanti hele au gote body kahin
@user-gg3ub6lq3m
@user-gg3ub6lq3m Ай бұрын
Bhai ye Gori chamadi toki guda gaan ru asi sahara re Rahi Toka nku pagal karuchanti .....mora b gote vai achhi se b pagal hei buluchi 😢😢😢😢Daya Kari Gori lipstick Bali toki tharu dureo ruha.......reels nuhan emane prama pala Kari jiban chali gala
@rudra52423
@rudra52423 Ай бұрын
ତୁ କିଏ କିରେ - ବହେ ସେକିବି ଯାଇକି , ତୁ ଦେଖୁଥିଲୁ ବେ , ସେ ତା ଭାଇ ର ନ୍ୟାୟ ମାଗୁଛି ତୁ କିଏ ବେ କଣ କହିବା କୁ ତୋ ଗାଣ୍ଡୀ ତୁ ସମ୍ଭଳେ ଆଗ
@swagatlenka7847
@swagatlenka7847 Ай бұрын
To gandi Kai puduchi re maghea......jahara dukha....se....janichi taku kete kasto hauchi
@sujitpatalsingh8917
@sujitpatalsingh8917 Ай бұрын
ଆଉ ଅତି ହୁଅନି ମ.. ପିଲା ଯାହା କର୍ମ କରୁଛନ୍ତି.. ଲାଜ ଲାଗିବା କଥା.. ଆଉ କାହାକୁ ପଛେ ସଜାଡ଼ିବ ଓ ଦୋଷ ଦେବ..ଆଗ ନିଜ ପିଲା କୁ ସଜାଡ଼ିବାକୁ ଚେଷ୍ଟା କର.. ପିଲା ତ ଛୋଟ ନଥିଲା.. ପିଲାକୁ କଣ ଟେକି କି ନେଇଗଲେ କି ? ଯେମିତି କର୍ମ ସେମିତି ଫଳ..
@rkswain5772
@rkswain5772 Ай бұрын
Right 👍
@prakashnag4361
@prakashnag4361 Ай бұрын
Phir bi bhai ta katha suni laguchhi investigation heba katha.
@sangramhembram2945
@sangramhembram2945 Ай бұрын
ପ୍ରକୃତ ଭୁଲ ବାପାମାଙ୍କର ଯେତେବେଳ ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହିତ ଭଲରେ ଥିବ ଠିକ୍ କିନ୍ତୁ କୌଣସି କାରଣ ବସତ ଯଦି କିଛି ବି ଅଘଟଣା ଘଟିଯାଏ | ତାପରେ ପରିବାର ଡ୍ରାମା ଆରମ୍ଭ ହୁଏ I
@chandansunilcreations7506
@chandansunilcreations7506 Ай бұрын
Right Mu ange libheichhi
@sasmitamohanty3035
@sasmitamohanty3035 Ай бұрын
ଖରାପ କମେଣ୍ଟ କାହିଁକି କରୁଛନ୍ତି , ଯିଏ ନିଜ ଲୋକ ଙ୍କୁ ହରେଇଛି ସେ ଜାଣି ପାରୁଚି ସେ ଦୁଃଖ କଣ , ୟେ ହୁଏତ murder ବି ହେଇପାରେ , ଦୟାକରି ତଦନ୍ତ କରନ୍ତୁ 😭😭
@NirliptaBaral
@NirliptaBaral Ай бұрын
We need JUSTICE for Omm😢
@haraprasadmahanta4657
@haraprasadmahanta4657 Ай бұрын
ତୁମେ ପ୍ରେମ କରିବ ଜେ ମୁଖ୍ୟମନ୍ତ୍ରୀ କାହିଁକି ଆସିବ , ଏମିତି ପିଲା ଓ ଭଉଣୀ ଜିଦ୍ ଠିକ୍ ନୁହଁ
@archanabarik2330
@archanabarik2330 Ай бұрын
Nabin Babu CM thiba bele puni kemiti dayi Karu thila.....😡
@arpitajena6612
@arpitajena6612 Ай бұрын
To every people In this comment section who are making fun of his family shame on you!! .... You don't even know how it feel to lose a family member.
@HoneyMohanty
@HoneyMohanty Ай бұрын
ସହିଦ ହେଲା ତୋ ଭାଈ ଦୁଇ ଜଣ କ ର ଜୀବନ ବଞ୍ଚେଇ ବସିଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଆସିବେ ମେଡାଲ ନବୁ
@REALHEROJEETRAJFITNESS
@REALHEROJEETRAJFITNESS Ай бұрын
tabhayniiku taku gehinb
@dibya63
@dibya63 Ай бұрын
😄😄😄
@AjitKumar-vlg
@AjitKumar-vlg Ай бұрын
Selibrety bhabuchhi
@safarazcecil7575
@safarazcecil7575 Ай бұрын
Tme b jaao mukhya mantri ra teki dhariba . . . . . . . (medal ku)
@bisweswarsoren6660
@bisweswarsoren6660 Ай бұрын
😂😂😂
@user-gr8se4wy2e
@user-gr8se4wy2e Ай бұрын
ଏ ଝିଅ ବେଶୀ style ମାରେ ନା ତୋ ଭାଇ କୁ ସରକାର ପଠେଇ ଥିଲେ କି। ସରକାର ଙ୍କ ର କିଛି କାମ ନାହିଁ ତ ଯେ କୋଉଠି କିଏ ଫୋଟୋ ଉଠେଇବ କିଏ କାହାକୁ love କରିବ, ସବୁ କଥା ରେ ଖାଲି ସରକାର ଦାୟୀ ରହିବେ
@user-gr8se4wy2e
@user-gr8se4wy2e Ай бұрын
ମୋ family ରେ ହେଲେ ନିଜ କଥା ନିଜେ ବୁଝିବି ତୋ ଭଳିଆ ନାଟକ create କରିବା ଵାଲା ମୁଁ ନୁହେଁ। ତୋ ର ବୋଧେ କିଛି ଅହଙ୍କାର ନାହିଁ ତୁ ମଙ୍ଗଳ ଗ୍ରହ ରୁ ଆସିଛୁ ବୋଧେ
@raydiptiranjan1358
@raydiptiranjan1358 Ай бұрын
ଭାଇ ଟୋକି ଧରି ଯାଇ ଥିଲା.
@sysam5648
@sysam5648 Ай бұрын
Bala toh Bhai gala selfie nebaku mohan majhi kn karibe😂😂😂😂
@pradeepkumarjena4162
@pradeepkumarjena4162 Ай бұрын
ମୁଖ୍ୟମନ୍ତ୍ରୀ କୁ ସସତା ଭାବୁଛ କାହିଁକି
@priyam-c3l
@priyam-c3l Ай бұрын
Hm
@dillippatra3467
@dillippatra3467 Ай бұрын
Ha ha tuma name ta mana nathila. May be..
@rudra52423
@rudra52423 Ай бұрын
ଶସ୍ତା କାରଣ ତାଙ୍କୁ ହିନ୍ଦୀ English କହି ଆସୁନି 😅😅😅😅
@kapuramarandi5199
@kapuramarandi5199 Ай бұрын
​@@rudra52423tu Mone Mone bohut pondit bhabuchu
@timepasscreative6794
@timepasscreative6794 Ай бұрын
ଆରେ ଭଉଣୀ ତମେ ମନ ଗଢା କଥା ଭାବିକି କେବଳ ଏମିତି କଥା କହୁଛ ତମ ଭାଈ ର ଆତ୍ମା କୁ ଶାନ୍ତି ଦିଅ ୟାକୁ ତାକୁ ଦୋସେଇ କଣ ମିଳିବ ହେ ପ୍ରଭୁ ଟିକେ ସଦ ବୁଦ୍ଧି , ସହିତ ଶୋକ ସନ୍ତକ ପରିବାରକୁ ଆଶ୍ଵାସନା ଦିଅ ପ୍ରଭୁ
@sherwin_titans9264
@sherwin_titans9264 Ай бұрын
Om deserves Justice and respect as well, at any cost, whatever b the situation.🙏🏻👍🏻 It's the pain in a sister's eyes fr her brother, whose worth only she can understand.
@mahadevsingh4659
@mahadevsingh4659 Ай бұрын
ବ୍ୟକ୍ତି ଗତଃ ସୁବିଧା ସରକାର ଦିଏ ନାହିଁ ଆମେ ଜନ ସାଧାରଣ ଟିକିଏ ସତର୍କ ରହିଲେ ଏପରି ଘଟଣା କେବେ ଘଟିବ ନାହିଁ ଏଥିରେ ସରକାର କୁ ଦାୟୀ କଲେ ହେବ ନାହିଁ
@dineshkanhar7297
@dineshkanhar7297 Ай бұрын
ପହଁରି ନ ଜାଣିଲେ ପାଣିକୁ ଦୋଷ...😂😂 ପହଁରା ଶିଖ dad & mom ଛୁଆ..
@saritamishra3409
@saritamishra3409 Ай бұрын
Bapa nahanti se chua ra ,se maa girls high school re gote pion Se maa ra ki dosa thila , aga swami chadi paleila tapare pua!🙂
@sewanayak945
@sewanayak945 Ай бұрын
ମୁଖ୍ୟମନ୍ତ୍ରୀ ତୋ ବୋପା ତୋ 😜
@God-cv1wb
@God-cv1wb Ай бұрын
Nai mukhyamantri tora bopa , tora bou sange misiki tote janma karithile .... chi chi bastard
@priyam-c3l
@priyam-c3l Ай бұрын
Janinu ki
@rudra52423
@rudra52423 Ай бұрын
ଆଉ କଣ ତୋ ବୋପା ହେଇଥାନ୍ତା
@RameshKumarDas-ng5he
@RameshKumarDas-ng5he Ай бұрын
ଜାଣିନୁ କି
@kamleshsahu5139
@kamleshsahu5139 Ай бұрын
Those who are commenting bad I am remembering you all that one Sister leave his heroic brother, one father leave his obideient son & one mother leave his loveliest son. So don't do anything nonsense over here.
@Laxmipirya-fy3dz
@Laxmipirya-fy3dz Ай бұрын
ତୋର ଭାଇ ଯୁଦ୍ଧ କରିବାକୁ ଯାଇଥିଲା ଲଦାଖ କୁ
@babunipradhan2729
@babunipradhan2729 Ай бұрын
😂😂👍
@RameshKumarDas-ng5he
@RameshKumarDas-ng5he Ай бұрын
Hmm janinahanti
@dolarambag8085
@dolarambag8085 Ай бұрын
Personal matter re କଣ Odisha ku ଘାଣ୍ଟିଚକଟି କରୁଛ
@bapimurmu8924
@bapimurmu8924 Ай бұрын
ଆରେ କି ସାହସ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକି ଦେଲା,,,,,ଆଳୁ ଖାଇ ବୁ ,,,ଧର୍ଯୋ ଧର ଏତେ କଣ ହଉଚୁ,,ତଦନ୍ତ ହେବ,,,,
@RameshKumarDas-ng5he
@RameshKumarDas-ng5he Ай бұрын
Hmm mukhya mantri asibe
@RameshKumarDas-ng5he
@RameshKumarDas-ng5he Ай бұрын
ଯାହା ଘର ପିଲା ଯାଇଛି ତାର କେତେ ଦୁଃଖ ଅନ୍ୟମାନେ ବୁଝି ପାରିବନାହିଁ ଦୁଃଖ ରେ ପଡ଼ିଥିବା ଲୋକଙ୍କ ବିରୁଦ୍ଧରେ ଫାଲତୁ comment ଦିଅନ୍ତୁ ନାହିଁ ପ୍ଲିଜ 😢😢😢😢
@SangramDalai128
@SangramDalai128 Ай бұрын
ତିନି ବର୍ଷ ତଳେ govt ସେ ଖଣି କୁ ବନ୍ଦ୍ କରିଥିଲା ତା ପରେ ବି ସେଠିକୁ ଯାଇ ରସିକ ହେବା କଣ ଦରକାର୍ ଥିଲା ।। ନିଜ ଛୁଆ ଙ୍କ ଭୁଲ କୁ ସ୍ବୀକାର କର ଭଉଣୀ
@Rendosena
@Rendosena Ай бұрын
Bhai abe jai heba na nahi
@simanaik6261
@simanaik6261 Ай бұрын
That's true... These types of frnds r dangerous
@lalitmohanmishra3561
@lalitmohanmishra3561 Ай бұрын
ସିନିୟର୍ ପିଲା ଜୋର୍ ଜବରଦସ୍ତ ଡାକି ନେଇଥିଲେ ତାଙ୍କ ରେକର୍ଡିଂ କରିବା ପାଇଁ, ରିଲ୍ସ କରୁ କରୁ ସିଏ ବୁଡ଼ିଗଲେ,ଉଦ୍ଧାର କରିବା କୁ ଯାଇ ଇଏ ବୁଡ଼ିଗଲl😢 ତାଙ୍କ ପରିବାର ଏବେ ଦୁଃଖ ରେ ମ୍ରିୟମାଣ,ଏଣୁ ତା ଭଉଣୀ ଯାହା କହୁଛି ତାହାର କଦର୍ଥ କରଣଯାଉ 😭😭
@santoshjagadev
@santoshjagadev Ай бұрын
Subhasmita so sad😭😭😭
@sambhunathduhudi7857
@sambhunathduhudi7857 Ай бұрын
ମା ଲୋ କୋଉ ପାର୍ଟି ରେ ତୁ ଭୋଟ ଡେଇଥିଲୁ ସତ କହ
@Twins_Lifestyle
@Twins_Lifestyle Ай бұрын
BJD/CONGRESS ସେଥିପାଇଁ ତ ଏମିତି ହଉଛି... ତା ଭାଇ ମନୋରଞ୍ଜନ କରିବାକୁ ଯିବ... ନିଜର ଧ୍ୟାନ ରଖିବନି ଏଥିରେ ସେ ମୁଖ୍ୟମନ୍ତ୍ରୀକୁ ଧମକ ଦଉଚି.... ମୁଖ୍ୟମନ୍ତ୍ରୀ ତା ଭାଇର ସର୍ଚ୍ଚ ଅପରେସନରେ ଏତେ ଟଙ୍କା ରାଜକୋଷରୁ ସାରିଲେ ସେଇଟା ତାକୁ ଦେଖାଯାଉନି
@lifelessonhindi4455
@lifelessonhindi4455 Ай бұрын
Laguchi AAP re deithiba.. nahele Kejirwal Bhalia Bhokuchi kahinki....
@tofanbehera8403
@tofanbehera8403 Ай бұрын
ଭଉଣୀ ଏତେ ବଡ଼ ବଡ଼ କଥା କହିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ତୋ ଭାଇ କୁ ପାହାଡ କୁ ଯିବା ପାଇଁ ପୋଲିସ ଯାଇକି ଯେତେ ବେଳେ ପିଟିବ ତୋ ରଙ୍ଗ ଛାଡି ଯିବା
@itishreesamantasinghar5219
@itishreesamantasinghar5219 Ай бұрын
କିଏ କହି ଥିଲା ଯିବା ପାଇଁ ମୁଖ୍ୟମନ୍ତ୍ରୀ
@susantanaik4486
@susantanaik4486 Ай бұрын
ତମର ପୁଣି କି ଦାବି ସରକାର ଙ୍କୁ ପଚାରି ଯାଇଥିଲା କି ତୁମ ଭାଇ
@MadhusmitaSahoo7
@MadhusmitaSahoo7 Ай бұрын
ଭାଇ reels କରି ଦେଶ କୁ ରକ୍ଷା କରିବାକୁ ଯାଇଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ କୀର୍ତ୍ତି ଚକ୍ର ଦେବେ।
@RameshKumarDas-ng5he
@RameshKumarDas-ng5he Ай бұрын
Oo achha reels karibaku jaithile bodhe
@tanujkumarsahoo2437
@tanujkumarsahoo2437 Ай бұрын
ଅତି ଗେହ୍ଲା ଆଉ ଷ୍ଟାଇଲ ମାରିବା ର ପରିଣତି ଏଭଳି ହେଉଛି ଖାଲି ଦେଖେଇ ହେବା ସ୍ୱଭାବ ଯୋଗୁଁ ହିଁ ଆଜି କାଲି ଏଭଳି ପିଲାଙ୍କର ଅକାଳ ମୃତ୍ୟୁ ଘଟୁଛି ତଥାପି ପରିବାର ଲୋକେ ଚେତୁନାହାନ୍ତି 😢
@iloveodisha6003
@iloveodisha6003 Ай бұрын
ତୋ ଭାଇ କୁ କଣ ମୁଖ୍ୟମନ୍ତ୍ରୀ କହିଥିଲେ ସେଠି ଯାଇକି selfy ନେବାକୁ
@baikunthakanhar5422
@baikunthakanhar5422 Ай бұрын
CM kn tanku reel kariba pain kahithila ki ??
@user-di4lh3mk5h
@user-di4lh3mk5h Ай бұрын
ଇଏ ଟଙ୍କା ପାଇଁ ନାଟକ କରୁଛି ଆଲୋ ମା ଭାଇ ତା ଭୁଲ ଯୋଗୁ ଜୀବନ ହରାଇଛି......
@bharatiswain4654
@bharatiswain4654 Ай бұрын
କେତେ କଥା କହୁଛି. ପାଞ୍ଚ ଦିନ ହଲାଣି ତା କାମ କର. ତାପରେ ଯାହା କରିବ
@asutosh501
@asutosh501 Ай бұрын
ମାଲୋ ତୋ ଭାଇ ସେମାନଙ୍କସହ ଆସିଲାବେଳେ କଣ ସରକାରଙ୍କୁ ସାକ୍ଷୀରଖୀ ଆସିଥିଲା. ସାଙ୍ଗସାଥି ହୋଇ ଘରେ ମିଛ କହି ଆସିଥିଲା ଦୁର୍ଘଟଣା ଘଟିଲା ସେଥିପାଇଁ ଦାୟୀ କିଏ.
@joshnajena3005
@joshnajena3005 Ай бұрын
ଇଏ ବେଶି ଭାଉ ଖାଉଛି ଟିକେ ଭାଇରାଲ୍ ହେବା ପାଇଁ
@tapasiadhikari5103
@tapasiadhikari5103 Ай бұрын
Right
@Jb-rn4gu
@Jb-rn4gu Ай бұрын
ତମ ଭାଇ କୁ କଣ ମୁଖ୍ୟମନ୍ତ୍ରୀ କହି ଥିଲେ ସେଠାକୁ ଯିବା ପାଇଁ
@priyam-c3l
@priyam-c3l Ай бұрын
Hm
@MamataSamad
@MamataSamad Ай бұрын
ତ ଭାଇକୁ ଝିଅ ନେଇଁ କି ଯା କାହିଁକି ଏଇଟି ଖାଲି ହୁହାଲା କରୁଛୁ ପଳା ସେ ତା କର୍ମ ଫଳ ପାଇଛି ବୁଝିଲୁ
@RameshKumarDas-ng5he
@RameshKumarDas-ng5he Ай бұрын
jie tanka bhauni nka stage re thanta sie amiti hin kahithanta
@malaymohanta342
@malaymohanta342 Ай бұрын
Police bhai maaney sobu gudaaku dhoriki arrest koro, size hei jibey ...!!
@bhubanajena2782
@bhubanajena2782 Ай бұрын
ନାରୀ ମାୟା , ବାବୁ ଭାଇ ...... ଏକ ଫୁଲ,୪ମାଲି ।
@User1670-zj5gg
@User1670-zj5gg Ай бұрын
ଘଟଣା ର ପ୍ରକୃତ ତଦନ୍ତ କରାଯାଉ .......
@hariharasahoo428
@hariharasahoo428 Ай бұрын
ତୁ ଏଠି ଯେତିକି ଜୋର ରେ କହୁଛୁ.. Sei କଥା ଯଦି ତୋ ଭାଇ କି ବୁଝେଇ ଥିଲେ ସେ ମରିନଥାନ୍ତା.. ତୁ ଗୋଟେ rool ଚଳେଇଛୁ
@RameshKumarDas-ng5he
@RameshKumarDas-ng5he Ай бұрын
Jie bi tanka bhauni nka stage re thanta sie amiti hin kahithanta
@Samar-papun
@Samar-papun Ай бұрын
ତୋ ଭାଇ ର କଣ୍ଡୁ ହଉ ଥିଲା ସେଥିପାଇଁ ଝିଅ ଧରି ଯାଇ ଥିଲା
@SudeshnaPattnaikMCP
@SudeshnaPattnaikMCP Ай бұрын
We need Justice.
@SatyamebaJayate-ml8qx
@SatyamebaJayate-ml8qx Ай бұрын
ଆରେ ମା ମୋବାଇଲ ଖଣ୍ଡେ ପାଇଲେ ପିଲା ବାଉଳା ହେଇ ଖାଲ ଢିପ ନମାନି ରିଲ କରି ରାତା ରାତି ତାରକା ନିଶାରେ ଆତ୍ମୀୟ ସ୍ୱଜନ ଙ୍କ ଆଖିରେ ଲୁହ ଛାତିରେ କୋହ ଦେଇ ଅପହଞ୍ଚ ଆକାଶର ତାରା ହେଉଛନ୍ତି..... ଏଥିରେ ଦୋଷ ମୁଖ୍ୟମନ୍ତ୍ରୀଙ୍କ ର ରହିଲା କେଉଁଠି... ସଚେତନ କରିବାର ଦା୍ୱିତ ସରକାରଙ୍କର ସଚେତନ ହେବାର କର୍ତ୍ତବ୍ୟ ନାଗରିକଙ୍କର.....
@LaxmidharBehera-556
@LaxmidharBehera-556 Ай бұрын
ଯେଉଁ ଭାଇ ଓ ଭଉଣୀମାନେ ଖରାପ କମେଣ୍ଟ କରୁଛନ୍ତି ଦୟାକରି ଏମିତି କରନ୍ତୁ ନାହିଁ ସେମାନେ ତାଙ୍କ ପୁଅ/ଭାଇକୁ ହରେଇଛନ୍ତି ପ୍ରକୃତ ତଥ୍ୟ ଲୋକଲୋଚନକୁ ଅଣାଯିବ ଉଚିତ୍ ସରକାର ମଧ୍ୟ ଏହାର ଉପଯୁକ୍ତ ତଦନ୍ତ କରନ୍ତୁ 🙏🙏..
@tapasiadhikari5103
@tapasiadhikari5103 Ай бұрын
ସେ କଥା ଆମେ ବି ବୁଝୁଛୁ ଭାଇ କିନ୍ତୁ ଏ ଭଉଣୀ ଜଣଙ୍କ ଯେମିତି ତାଙ୍କ କଥା କହିବାର ଶୈଳୀ ସେଥିପାଇଁ ପାଇଁ ଲୋକ ରାଗୁଛନ୍ତି
@mscl9512
@mscl9512 Ай бұрын
Band katha.kahuchi.a.toka.ra.gandi.galu.hauthila.a.jaga.ku.asithila..mohan.maji.kan.kariba.
@Rhahulnaik1449
@Rhahulnaik1449 Ай бұрын
ଭାଉଣୀ ଙ୍କୁ ନ୍ୟାୟ ମୀଳୁ ଜୟ ଜଗନ୍ନାଥ
@prakashsahoo336
@prakashsahoo336 Ай бұрын
ଭାଈ ପାଇଁ ଜଣେ ଭଉଣୀ କଣ ନକରିପାରେ।ଘଟଣା ଟି ଅତୀବ ଦୁଃଖ ପ୍ରଦ। ଭଗବାନ ଏ ପରିବାରକୁ ଧର୍ଯ୍ୟ ଓ ଭରସା ଦିଅନ୍ତୁ। ସବୁ ଭୁଲ୍ ଠିକ୍ ର ଉର୍ଦ୍ଧ ରେ ସେ ପରିବାର ଉପରେ ଯୋଉ କାଳଝଞା ର ଦୁଃଖ ବିତିଥିବା, ତାହା ଜଣେ ଅନୁଭବୀ ହିଁ ଅନୁଭବ କରିପାରିବ।
@pinku7129
@pinku7129 Ай бұрын
to pakhare jadi ete information achi to bhai ku kana pain baharaku chadu thilu???
@Bapa4207
@Bapa4207 Ай бұрын
ଆବେ ତୋ ଭାଈ ନିଜ ଇଛା ରେ ଯାଇଛି ପାଣି ରେ ଗାଧୋଇବାକୁ ସରକାର କୁ ଦୋଷ ଦେଲେ କଣ ହବ...😢
@RameshKumarDas-ng5he
@RameshKumarDas-ng5he Ай бұрын
Dosa diajiba
@TarunKumarSahoo-jb8xh
@TarunKumarSahoo-jb8xh Ай бұрын
ତୋ ଭାଇ ମାଣ୍ଡୁ ସହ ଫଟୋ ଉଠାଇବା ପାଇଁ ପାଣି ଭିତରକୁ କ'ଣ ପାଇଁ ଯାଇଥିଲା?
@jskngr
@jskngr Ай бұрын
ମୁଖ୍ୟମନ୍ତ୍ରୀ ଆପଣଙ୍କ ଭାଇ କହିଥିଲେ, ବାବୁରେ ତାପଙ୍ଗ ଗୋଟେ ପର୍ଯଟନ ସ୍ଥଳୀ, ତୁ ସେଠିକି ଯା ବହୁତ ପ୍ରଚାର ପ୍ରସାର ହେଵ, ଦୁଃଖରେ ଅଛ ସମବେଦନା ଅଛି, କାହାଣୀ କହି ପାଲା କରୁଛି
@ultratrap915
@ultratrap915 Ай бұрын
Justice for omm
@gsentertainments5174
@gsentertainments5174 Ай бұрын
CMO ରେ APPLICATION ଦେଇ ପାଣି ଭିତରକୁ ଯାଇଥିଲା କି
@priyam-c3l
@priyam-c3l Ай бұрын
Hm
@SatyabratabeheraRAKI
@SatyabratabeheraRAKI Ай бұрын
Right
@kcvai2956
@kcvai2956 Ай бұрын
ମୂଖ୍ୟ ମନ୍ତ୍ରୀ କଣ ତୋ ଘର ଚାକର, ତୋ ଭାଇ କଣ ରାମ ଚନ୍ଦ୍ର, ସବୁବେଳେ ସତ କହେ
@akb2010
@akb2010 Ай бұрын
ସବୁ ମା ବାପା କୁହନ୍ତି ମୋ ପୁଅ ସୁନା ମୁଣ୍ଡା... ପୁଅ ବାହାରେ କଣ କରୁଛି ସେଟା ତା ସାଙ୍ଗ ମାନେ ଆଉ ବାହାର ଲୋକ ଜାଣୁଥିବେ.....ପୁଅକୁ ଛୁଆ ବେଳୁ ବହୁତ ଛୁଟ ଦେବେ ଆଉ ବଡ ବେଳେ କିଛି ହେଲେ ସାଙ୍ଗସାଥି ଆଉ ବାହାର ଲୋକ କୁ ଦାୟୀ କରିବେ....
@filmytalkies4878
@filmytalkies4878 Ай бұрын
ୟେ ହେଉଛି ତୃତୀୟ ନିଶା ମହାରଣା 😂😂
@gunanidhibehera9648
@gunanidhibehera9648 Ай бұрын
ତୋ ଭାଇ ଜଳ କ୍ରୀଡା କରିବା ପ୍ରତି ବୋଧେ ଟିକେ ଭଲ ପାଏ । ହେଲେ
@F56980
@F56980 Ай бұрын
ମୁଖ୍ୟମନ୍ତ୍ରୀ ତୋ ଘର ମୂଲିଆ ତ!ତୋ ଭାଇ କ'ଣ ପାଇଁ ସେଠିକି ଯାଇଥିଲା?
@user-yy4qy5mm2k
@user-yy4qy5mm2k Ай бұрын
ମୁଖ୍ୟମନ୍ତ୍ରୀ କଣ ତୋ ଘର ହଳିଆ , ତୋ ଭାଇ ମରିଛି ଆଉ ତୁ ଏମିତି କଣ ହଉଛୁ କିଲୋ
@susantasushama1328
@susantasushama1328 Ай бұрын
ମୁଖ୍ଯମନ୍ତ୍ରୀ ତମଘର ଖେଳଣାତ ରୋଲ୍ କାହିକି କରୁଚୁ ଟଙ୍କା ପାଇ ଏତେ ସବୁ ରୋଲ
@kuanrtudu9960
@kuanrtudu9960 Ай бұрын
ମୁଖ୍ୟ ମନ୍ତ୍ରୀ ତ ଚାକର ବୋଧେ । ବେଶି ଡ୍ରାମା କରୁଛ ବେଧେଇ । ନିଜର ଭୁଲକୁ ଆଗେ ଦେଖ ।
@Sibaram12370
@Sibaram12370 Ай бұрын
🎉🎉🎉❤❤❤nice👍
@saktisethy9204
@saktisethy9204 Ай бұрын
ତୋ କଥାରେ ଆମେ ଏକମତ,ହେଲେ ତୁ ତୋ ଭାଇର ମୃତ୍ୟୁ ପାଇଁ କଣ ଟିକେ ବି ଦୁଃଖ କରୁନୁ , ତୋ ମୁହଁରେ ତ ସେଇଟା ଦେଖା ଯାଉନି, ହାତରେ ହାତ ବାଡେଇ କହୁଛୁ ସବୁ, ତୁ କିଛି ଏପଟ ସେପଟ କରିନୁ ତ 🤔🤔🤔🤔
@sipun5
@sipun5 Ай бұрын
Mukhyamantrinkara kichi kama nahi to bhali reels kari mala balanka pakhaku asibe .
@SudeshnaPattnaikMCP
@SudeshnaPattnaikMCP Ай бұрын
#justiceforom
@Banykanhar6896
@Banykanhar6896 Ай бұрын
ତ ଭାଇକୁ କଣ ମୁଖ୍ୟମନ୍ତ୍ରୀ ପଠାଇ ଥିଲା🎉🎉
@SaniaMajhi-wh5gw
@SaniaMajhi-wh5gw Ай бұрын
ତୁମ ଭାଇ କୁ ମଖ୍ୟ ମନ୍ତ୍ରୀ ସେଠାକୁ ଯିବା ପାଇ ପଠେଇଥିଲେ କି ଗିଆ ଖାଇ ଭାଇ ମରିଛି ଆଖିରେ ଲୁହ ନାହି।‌ଗୋଡା ଗେହି ଭ ଉଣୀ
@rashmitahota5329
@rashmitahota5329 Ай бұрын
Bhai emiti kuhani pls. Bhai jete kharap hele bhi bhauni aau kan Kariba. Bhauni taa bhai pain kahuchi. So pls kichi kharap kuhani
@Tusarkumarnaic
@Tusarkumarnaic Ай бұрын
Vaunira tarikha mane nahi kete tarikhare budichi😂
@akrout9778
@akrout9778 Ай бұрын
Tu ki Bala loko be...jadi to bhauni heithanta...au to saha emt heithanta...kahithantu emt???
@kunmunmallick-oi4jx
@kunmunmallick-oi4jx Ай бұрын
Right katha kahucha sister
@pabitranaik2539
@pabitranaik2539 Ай бұрын
ମୁଖ୍ୟ ମନ୍ତ୍ରୀ କାହିଁକି ଆସିବେ😅😅😅 ପହଁରିବା ଜଣା ନ ଥିଲା ଯଦି କାହିଁକି ଯାଇଥିଲା।ଶଳା ନିଜେ ଭୁଲ କରିଗ।ଯଦି ଘରୁ ଜର ଜବର ଦୋସ୍ତ ନେଇ ଗଲେ ତୁ ଘରେ କଣ କରୁଥିଲୁ।
@prajnashreemohanty4779
@prajnashreemohanty4779 Ай бұрын
Jay Jagannath
@dibyanjayanayak8202
@dibyanjayanayak8202 Ай бұрын
ମୁଖ୍ୟମନ୍ତ୍ରୀ ତୋ ଘର ଚାକର କି ଯିବେ ସେଠିକି
@leeoo123
@leeoo123 Ай бұрын
ମୁଖ୍ୟମନ୍ତ୍ରୀ କହି ଥିଲେ ବୋଧେ ସେଠିକି ଯିବ ପାଇଁ ତ ଭାଈ କୁ
@user-np6ed5me1n
@user-np6ed5me1n Ай бұрын
Jhia mukhyamantri ku sanman de ajtha jukiti karana
@ghanashyamswain4941
@ghanashyamswain4941 Ай бұрын
ତୋ ପିଲା ମୁଖ୍ୟମନ୍ତ୍ରୀ ଙ୍କୁ application ଦେଇ କି ମସ୍ତି କରିବାକୁ ଯାଇଥିଲା l ନିଜେ ନିଜ ପିଲାଙ୍କୁ ଆଗ ସମ୍ଭାଳି ପାରୁନ, stayle ମାରୁଛ
@atuduBabu
@atuduBabu Ай бұрын
ତାକୁ କିଏ କହିଥିଲା ସେଠି କି ଯିବା ପାଇଁ ଏବେ ମରେଇ ହୁଅ
@bijayjena6293
@bijayjena6293 Ай бұрын
ଶବୁଭୂଲୁ ତୋଭାଇର କଣ ପାଇଁ ଗଲା ପାହାଡପାଖକୁ
@mukeshpatra8787
@mukeshpatra8787 Ай бұрын
ମୁଖ୍ୟମନ୍ତ୍ରୀ ତୁମ ଘର ଚାକର ବୋଧେ ଅନ୍ୟର ତମେ ତ ସବୁଜାଣିଛ ତାହାଲେ ତମେ ତୁମ ଭାଇକୁ ବଂଚେଇଲ ନାହିଁ କାହିଁକି..? Reels ଗଲୁ ଅଧିକ ହେଲେ ସମାପ୍ତ ଏମିତି ହୁଏ...
Gli occhiali da sole non mi hanno coperto! 😎
00:13
Senza Limiti
Рет қаралды 22 МЛН
OMG what happened??😳 filaretiki family✨ #social
01:00
Filaretiki
Рет қаралды 13 МЛН
ରେପ ପରେ ମୋତେ ପ୍ରେମ ହେଇଗଲା
13:47
Kolkata Case | Why is India so UNSAFE For Women? | Dhruv Rathee
26:58
Dhruv Rathee
Рет қаралды 16 МЛН
Odisha Holiday on Sept 9 // NEET PG 2024 Scores Out Today
21:46
OdiaTechBulletin
Рет қаралды 19 М.