ମୁଁ କାଳିଆ ସାଆନ୍ତର ଲୋକ .. ନାଟକବାଜି କରେନି ..| Servitor Surya Narayan Rathsharma | Nandighosha Diary

  Рет қаралды 458,153

Nandighosha TV

Nandighosha TV

Күн бұрын

Пікірлер: 949
@hrushikeshsahoo22
@hrushikeshsahoo22 11 ай бұрын
ସୂର୍ଯ୍ୟ ନାରାୟଣ ରଥଶର୍ମା, ପଣ୍ଡିତ ଙ୍କୁ କୋଟି କୋଟି ପ୍ରଣାମ 🙏🙏❤️🙏🙏
@hemantapradhan6776
@hemantapradhan6776 11 ай бұрын
ପଣ୍ଡିତ କଥା ବହୁତ ସୁନ୍ଦର କିନ୍ତୁ କେଵେ ରତ୍ନ ଭଣ୍ଡାର ଖୋଲା ହେବ
@pratapbiswal6837
@pratapbiswal6837 11 ай бұрын
Ratna bhandar kholiba katha kehi kahunahenti. Karan emannaku jana ki ratnavhandarare kichi nahi sabu looti sarichanti bjd neta,pandian and mandira prasasan.
@VarotKundu
@VarotKundu 5 ай бұрын
I ul No V ​@@pratapbiswal6837
@ODISHABHAI-eq8jq
@ODISHABHAI-eq8jq 11 ай бұрын
ଜୟ ଜଗନ୍ନାଥ 🙏🏻 🙏🏻🙏🏻ଜୟ ପଣ୍ଡିତେ 🙏🏻🙏🏻 ମଠ ବିଷୟ ରେ ସମ୍ପୃଣ ସତ କଥା କହିଛନ୍ତି , ମଠ ଆଉ ମଠ ହୋଇ ନ ଥିଲା, ଦଲାଲ ମାନେ ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ସୂତ୍ର ରେ ,ଖାଉଥିଲେ, ଆଗରୁ ମନ୍ଦିର,ପାଖରେ ବସିବାକୁ ଜାଗା ନ ଥିଲା 🙏🏻🙏🏻🙏🏻ଏବେ ଲକ୍ଷ ଲକ୍ଷ ଭକ୍ତ ବିଶ୍ରାମ ନେଇ ପାରିବେ
@soumyaranjansahoo6214
@soumyaranjansahoo6214 11 ай бұрын
ଭାଈ ତୁମ ଘର ଯଦି ବିକଟ ଅବସ୍ଥା ରେ ଥିବା ତୁମେ ତାକୁ ସଜାଡ଼ିବ ନା ମୂଳରୁ ଭାଙ୍ଗିଦେବା, ଚୈତ୍ୟନ୍ ମହାପ୍ରଭୁ ସନାତନ ଧର୍ମ ର କେତେ ବଡ଼ ପୁରୁଖା ଜାଣିଛ,ହେଲେ ରାଜନୀତି ପାଇଁ ତାଙ୍କ ସ୍ମୁତି ଆଜି ଜଗନ୍ନାଥ ପୁରୀ ରେ ନାହିଁ,ଖରାପ ଲାଗୁନି ଟିକେ ଆପଣଙ୍କୁ
@soumyaranjansahoo6214
@soumyaranjansahoo6214 11 ай бұрын
ସେ ଜାଗା ରେ ଲୋକ ବିଶ୍ରାମ ନଉଛନ୍ତି କି insta reels hauchhi seguta bi ଟିକେ ଚେକ୍ କରିବେ
@JayGopinathtvNarisho
@JayGopinathtvNarisho 11 ай бұрын
ନବକଳେବର ଦେଖିଥିଲୁ ମହାପ୍ରଭୁ ଙ୍କର କିନ୍ତୁ ବର୍ତ୍ତମାନ ଯେଉଁ ନବକଳେବର ହେଉଛି ଶ୍ରୀମନ୍ଦିରର ଏବଂ ଚତୁଃପାର୍ଶ୍ଵର ଅତି ସୁନ୍ଦର ଚମତ୍କାର/ମନ୍ଦିର ଭିତରକୁ ପାନ, ଗୁଟୁକା, ଚୋବାଇ ଜିବାଟା ପ୍ରକୁତରେ ବନ୍ଦ୍ ହୋଇପାରିଲେ ଏହା ଏକ ସ୍ୱାଗତ ଯୋଗ୍ୟ, ଏବଂ ପ୍ରଶଂସାର ବାର୍ତ୍ତା ହେବ ଜୟ ଜଗନ୍ନାଥ ସ୍ଵାମୀ 🙏🙏
@Jugbalgond7777
@Jugbalgond7777 11 ай бұрын
🌅ଜୟ ଜଗନ୍ନାଥ 🙏 ବାବା ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@santoshkumarmishra2620
@santoshkumarmishra2620 11 ай бұрын
ଅତି ସୁନ୍ଦର ଡ୍ରାମା ଭଳି ଲାଗିଲା. ନାଟକବାଜି. ଚାଲୁ ଚାଲୁ. ସଂସ୍ଥା ଚାଲୁ.
@souravrout1603
@souravrout1603 8 ай бұрын
Tu ta nije drama karuchu bodhe , film line re entry kare award paibu
@prakashchrout8926
@prakashchrout8926 11 ай бұрын
ସାରଥୀ ର ବଡ଼ ଭକ୍ତ ସେ ରଥ ବାବୁ
@lokanathsethi7649
@lokanathsethi7649 11 ай бұрын
sarathi ra ye teki ki dharu thila.
@krushnachandrauttarkabat6811
@krushnachandrauttarkabat6811 11 ай бұрын
Hn
@Akshayam2020
@Akshayam2020 11 ай бұрын
Right 👍
@arajunmaharana6147
@arajunmaharana6147 11 ай бұрын
ଧନ୍ୟ ଆମ ମହାପ୍ରଭୁ ହେ ଧନ୍ୟ ପୁଣ୍ୟ ଉତ୍କଳ.. ଧନ୍ୟ ଶଙ୍ଖ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମ ଶ୍ରୀନୀଳାଚଳ ll ଧନ୍ୟ ହେ ପରମ ଭକତ ରଥ ଶର୍ମା ପଣ୍ଡିତ... ଶୁଣି ଚିର ସୁଖ ଲଭିଲି ପ୍ରଭୁଙ୍କ କଥାମୃତ ll ହୃଦୟସ୍ପର୍ଶୀ ସେ ବର୍ଣ୍ଣନା ହୃଦ ଉଠେ ଶୀହରି... କାଳିଆ ସାଆନ୍ତ ସଭିଙ୍କୁ ଥା'ନ୍ତୁ କରୁଣା କରି ll ନନ୍ଦିଘୋଷ ଟିଭିର ଏହା ଅନବଦ୍ୟ ପ୍ରୟାସ.... ଏହି କାର୍ଯ୍ୟକ୍ରମ ପାଇଁକି ଧନ୍ୟବାଦ ଅଶେଷ ll ପୁରୀ ପରିବେଶ ସମ୍ପ୍ରତି ଦିଶେ କି ମନୋହର.... ଧନ୍ୟ ନବୀନ ସରକାର ମୋର କୋଟି ଜୁହାର ll 🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏 🙏ବନ୍ଦେ ଉତ୍କଳ ଜନନୀ 🙏
@RohankumarSahoo-fz7wu
@RohankumarSahoo-fz7wu 11 ай бұрын
ଧନ୍ୟ ହୋ ତମେ ଭକୁଆବର....!! ଧନ୍ୟ ତାମିଲି କଳାପାହାଡ଼ର ଚାଟୁକାର....!!
@manaskumarpadhy6659
@manaskumarpadhy6659 7 ай бұрын
@@RohankumarSahoo-fz7wubhai kabita ta salara gandi kana re pasithiba au kichi reply kalani 🤣🤣🤣🤦‍♂️🤦‍♂️🤣🤣
@srmmohapatra3386
@srmmohapatra3386 11 ай бұрын
ପ୍ରକୃତ ସବୁ ଘଟଣା ଘଟାଉଛନ୍ତି ସେ, ଥରେ ହୃଦୟ ରୁ ସବୁକିଛି ସମର୍ପଣ କରନ୍ତୁ. ଜୟ ଜଗନ୍ନାଥ...
@Tripathy07
@Tripathy07 11 ай бұрын
ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ 🚩 ଏଇ ଭାବ ଟି ସୂର୍ଯ୍ୟ ନନା ଙ୍କ ମୁଁହ ରୁ ହିଁ ଶୁଣିବା କୁ ବେଶୀ ଭଲ ଲାଗେ
@bhabanishankar4362
@bhabanishankar4362 11 ай бұрын
Jai jagannath swami 🙏🙏🙏🙏🙏🙏
@padmini_barik
@padmini_barik 11 ай бұрын
Jay jagannath
@PinkuDas-ms8ck
@PinkuDas-ms8ck 11 ай бұрын
Thik kahila bhai
@Saroj-i9s
@Saroj-i9s 11 ай бұрын
ଇଏ ସେଇ ଲୋକ ଜିଏ ସାରଥୀଙ୍କୁ ଭଗବାନ କହୁଥିଲେ ପୁରୀ ରେ କଣ ଜଗନ୍ନାଥ ମନ୍ଦିର ଆଉ ଗୋଟେ ତିଆରି ହୋଇଛି
@Umadbehera
@Umadbehera 11 ай бұрын
😂 R8 ଏଇ ସେଇ ଲୋକ
@nrupatiniharsial3286
@nrupatiniharsial3286 11 ай бұрын
Exactly, ଇଏ ସେଇ। ଆଉ ଇଏ ବି ସେଇ ଦଳର tv ଯିଏ ନନ୍ଦିଘୋଷ ନ ଚାଲିବାକୁ ଯଥାସମ୍ଭବ ପ୍ରଚେଷ୍ଟା କରେଇଥିଲା।
@RohankumarSahoo-fz7wu
@RohankumarSahoo-fz7wu 11 ай бұрын
@@nrupatiniharsial3286 ଠିକ୍
@akhandalbhol5650
@akhandalbhol5650 11 ай бұрын
Right ଏ ଟାଉଟର
@krushnachandrauttarkabat6811
@krushnachandrauttarkabat6811 11 ай бұрын
Hnn😅😅
@manojsatapathy3865
@manojsatapathy3865 11 ай бұрын
ପରିକ୍ରମା ବେଷ୍ଟନୀ ଖୁବ୍ ଭଲ କିନ୍ତୁ ଏହାକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରହିବା ଉଚିତ୍ । ଅନଧିକାର ପ୍ରବେଶ ସର୍ବଥ। ବର୍ଜନୀୟ । ନଚେତ ଲିଙ୍ଗରାଜ ମନ୍ଦିର ପରି ହେବ । ଆଶାକରେ ମନ୍ଦିର ପ୍ରଶାସନ ଦୃଷ୍ଟି ଦେବେ।
@laxmidharsahoo2431
@laxmidharsahoo2431 11 ай бұрын
❤ଜଗତରନାଥ ଜଗନ୍ନାଥଙ୍କ ଶ୍ରୀପଦେ ଶରଣମ୍, ଜୟ ଜଗନ୍ନାଥ...
@gurudevmuduli265
@gurudevmuduli265 11 ай бұрын
ହେ ପ୍ରଭୁ ଜଗନ୍ନାଥ କୋଟି କୋଟି ପ୍ରଣାମ 🙏🙏🙏
@rahulsethi690
@rahulsethi690 11 ай бұрын
ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏 ପ୍ରଭୁ କଳିଆସନ୍ତ ଙ୍କ ସେବକ ଆମର ପ୍ରିୟ
@bhagbansethi336
@bhagbansethi336 11 ай бұрын
ଦୁଇ ପ୍ରଭୁ ଙ୍କୁ କୋଟି କୋଟି ପ୍ରଣାମ ପ୍ରଭୁ ❤❤❤❤❤
@trilochanpatnaik6321
@trilochanpatnaik6321 11 ай бұрын
କହି ଜାଣିଲେ କଥା ସୁନ୍ଦର। ଚାଲି ଜାଣିଲେ ବାଟ ସୁନ୍ଦର।
@prasananayak4848
@prasananayak4848 11 ай бұрын
ଜୟ ଜୟ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନମୋ ନମଃ।
@amitabhijeetchandan
@amitabhijeetchandan 11 ай бұрын
ଜୟ ଜଗନ୍ନାଥ⭕❕⭕ ସ୍ବାମୀ ନୟନପଥ ଗାମୀ ଭବୋ ତୁମେ ।🙏🙏🙏
@pranaya3971
@pranaya3971 11 ай бұрын
Development ହେଉଛି ଭଲ କଥା କିନ୍ତୁ ଏଠାରେ ତ ଏବେ ଜଗନ୍ନାଥ ଙ୍କୁ ନେଇ ଓଡିଶା ରେ ନବୀନ ବାବୁ politics କରୁଅଛନ୍ତି।ଜୟ ଜଗନ୍ନାଥ
@anantaprasadpraharaj559
@anantaprasadpraharaj559 11 ай бұрын
ଆପଣଙ୍କ ମାଧ୍ୟମରେ ଶ୍ରୀ ପଣ୍ଡିତ ମହୋଦୟ ଙ୍କୁ ଶତ ଶତ ପ୍ରଣାମ 💐🙏🙏❤️। ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
@ritapanda2295
@ritapanda2295 11 ай бұрын
ଜୟ ଜଗନ୍ନାଥ କିନ୍ତୁ ଚାରି ଦ୍ଵାର ଖୋଲି ଗଲେ ଭଲ ହୁଅନ୍ତା ଲୋକ ମାନେ ବହୁତ ହଇରାଣ ହେଉଛନ୍ତି
@unionics
@unionics 11 ай бұрын
🙏🙏 ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା ତୁମ୍ଭେ ନ ରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା 🙏🙏
@chiranjibijena8216
@chiranjibijena8216 11 ай бұрын
ଜୟ ଜଗନ୍ନାଥ 🙏 କିନ୍ତୁ ଏ ଲୋକ ସାରଥି ସହିତ ମିଶୁଥିବାରୁ ୟାକୁ ବିଶ୍ବାସ କରନି
@santoshdash870
@santoshdash870 11 ай бұрын
🙏ଜୟ ଶ୍ରୀଜଗନ୍ନାଥ ଶରଣଂ 🙏
@HareKrushna-f3d
@HareKrushna-f3d 11 ай бұрын
ଆଡ଼ମ୍ବର ଯେଉଁ ଅନୁସାରେ ବୃଦ୍ଧି ହୁଏ ଧର୍ମ ସେହି ଅନୁପାତରେ କ୍ଷୟ ହୋଇଯାଏ ।
@rinaraniroutaray7596
@rinaraniroutaray7596 11 ай бұрын
ଅନ୍ୟାନ୍ୟ ପ୍ରୟାସ, ବହୁତ ବଢ଼ିଆ, ଚାଲୁରହେ.
@panditpratapsatapathy8543
@panditpratapsatapathy8543 11 ай бұрын
ଶଙ୍କର ବାବୁ ଶର୍ମା ଜୀ କଙ୍କୁ ପ୍ରଶ୍ନ ପର୍ଭୁ ଜଗରଥ ସେବା ରେ ବଳରାମ ଦାସ ବିଦିଆ ପାନ ର ସେବା ରହି ଥିଲା ଏବେ ସରକାର କାହିଁକି ବନ୍ଦ ରହିଲା
@ipsitabehera3936
@ipsitabehera3936 11 ай бұрын
ବିଡ଼ିଆ ପାନ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ କିନ୍ତ ତୁମେ କଣ ଖାଉଛ ଗୁତୁଖା, dilux ପାନ, ଖାଇକି ଲୁଚେଇ ଛେପ ପକେଇବ
@MANOJDAS-vl7zw
@MANOJDAS-vl7zw 11 ай бұрын
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
@nrupatiniharsial3286
@nrupatiniharsial3286 11 ай бұрын
ଏ ଭିଡିଓ ସଭିଙ୍କର ଥରେ ଦେଖିବା ଉଚିତ। ଲୋକଙ୍କର ରୂପ ଦେଖିବାର ଅଛି। ଓଡ଼ିଆରେ କଥା ଅଛି - " କଥା କହି ଜାଣେ ଯେ, ପଚା ଚିଙ୍ଗୁଡ଼ି ବିକେ ସେ " । ଏ କଥା ଏଇ ଲୋକଙ୍କ ପାଖେ ଠିକ ସୁହାଏ । ବଡ଼ ବୋଲା ଯିଏ ସିଏ ଲୋକଙ୍କୁ ଭଲଲାଗେ କହିଲେ କଣ ହବ। ପଣ୍ଡିତେ କହିଲେ ସେ ଜଗନ୍ନାଥଙ୍କ ଲୋକ, ନାଟକବାଜି ସେ କରନ୍ତିନି, ଜଗନ୍ନାଥ ଯାହା କରାନ୍ତି ସେ କରନ୍ତି। କିଛି ବର୍ଷତଳେ ଶୁଣିଥିବେ, ଶ୍ରୀମଦ ସାରଥୀଦେବଙ୍କୁ ପଣ୍ଡିତେ ସାକ୍ଷାତ ଜଗନ୍ନାଥ ବୋଲି ଆଖ୍ୟାୟିତ କରିଥିଲେ, ସେକଥା ବି ମହାପ୍ରଭୁ କହିଥିଲେ କରିବାକୁ। ଆଜି ମହାପ୍ରଭୁ କହିଛନ୍ତି ମଠ-ଵାଡି ଭାଙ୍ଗିବା ଉପରେ କହିବାକୁ। ଆପଣଙ୍କ ବୁଦ୍ଧି ଆଉ ପାଣ୍ଡିତ୍ୟକୁ ଶହେ ତୋପ ସଲାମି ପଣ୍ଡିତେ, ପିତାଙ୍କ ପରେ ଆପଣଙ୍କୁ ପଦ୍ମଶ୍ରୀ/ ଶଙ୍ଖଶ୍ରୀ ହୁଏତ ମିଳିପାରେ ଶଙ୍ଖଦଳ ତରଫରୁ । Point କୁ ଆସିଲେ, ମହାପ୍ରଭୁ ହେଲେ ରାଷ୍ଟ୍ର ଦେବତା, କାରଣ କଣ? କାରଣ ଏଇଆ କେବଳ ନୁହେଁ କି ସେ ପ୍ରତି ଓଡ଼ିଆର ଭାବାବେଗ କିମ୍ବା ବିଶ୍ୱାସ ସହ ଜଡିତ, ବରଂ ଏଇଆ ଯେ ଓଡ଼ିଆର ଜୀବନର ପ୍ରତ୍ୟେକ ଅଙ୍ଗ ଯଥା ତାର ସମାଜ,ଚଳଣି,ପରମ୍ପରା ତଥା ସାମାଜିକ ଏବଂ ରାଜନୈତିକ ସବୁ ପରିସ୍ଥିତିରେ ମହାପ୍ରଭୁ ଜଡିତ। ତେବେ କିପରି ସେଇଟା ବୁଝିବାକୁ ହବ। ଆମେ।ମହାପ୍ରଭୁଙ୍କ ଭଲପାଆନ୍ତି କିମ୍ବା ବିଶ୍ୱାସ କରନ୍ତି ସେଇଟା ବ୍ୟକ୍ତିଗତ ସ୍ତରରେ ଭିନ୍ନ ଭିନ୍ନ ମାତ୍ର, ଆମ ସମସ୍ତଙ୍କର ଚଳଣି ଜଗନ୍ନାଥଙ୍କ ଆଧାରରେ, ଆମ ପରମ୍ପରା ସମ୍ପୂର୍ଣ୍ଣ ଜଗନ୍ନାଥଙ୍କ ପରମ୍ପରା ସୁତରାଂ ଆମ ସଂସ୍କୃତି ଅଟେ ଜଗନ୍ନାଥ ସଂସ୍କୃତି। ତେଣୁ ଏଥିରେ ଆମେ ସମସ୍ତ ଓଡ଼ିଆ, ଯିଏ ମହାପ୍ରଭୁଙ୍କୁ ଭକ୍ତି-ବିଶ୍ୱାସ କରୁ ବା ନ କରୁ, ସମସ୍ତେ ଜଡିତ। ଵାକି ସାମାଜିକ ଏବଂ ରାଜନୈତିକ ସ୍ତରରେ ଦେଖିଲେ, ରାଷ୍ଟ୍ରର ଧର୍ମ ଅର୍ଥ ଉପରେ ପର୍ଯ୍ୟବେସିତ ହୋଇଥାଏ, ମାତ୍ର ସାମ୍ପ୍ରତିକ ପରିସ୍ଥିତିରେ ଧର୍ମ ଉପରେ ଅର୍ଥ ପର୍ଯ୍ୟବେସିତ ହୋଇ ଶାସନ ପରିଚାଳନା ହେଉଅଛି କାରଣ ଶ୍ରୀମନ୍ଦିର ତଥା ପୁରୀକୁ କେନ୍ଦ୍ରକରି ଆସୁଥିବା ଯାବତ ଅର୍ଥରେ ରାଜ୍ୟର ରାଜକୋଷ ଅର୍ଦ୍ଧାଧିକ ପୂର୍ଣ୍ଣ ହେଉଅଛି। ଏଥର ଏକଥା ନିହାତି ସ୍ପଷ୍ଟ ମହାପ୍ରଭୁ ଆମଲାଗି କିପରି ଜରୁରୀ। ତେବେ ଏସବୁ କହିବାର ତାତ୍ପର୍ଯ୍ୟ ଏହିକି ଯେ ମହାପ୍ରଭୁଙ୍କ ସମାଜ ସହ ନିବିଡ଼ତା ସମାଜର ଅନ୍ୟଦିଗ ମାନଙ୍କ ପ୍ରତି ମଧ୍ୟ ନିବିଡ଼ତା। ସେ ଦୃଷ୍ଟିରୁ ଦେଖାଗଲେ, ସାମାଜିକ ସ୍ତରରେ ମାନବକୃତ ଯେଉଁ ମହତ୍ତ୍ୱପୂର୍ଣ୍ଣ ଦିଗସବୁ ରହିଛି, ସେସବୁ ମଧ୍ୟରେ ''ଐତିହ'' ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ, ମାତ୍ର ବୋଧହେଉଅଛି ଯେ ଏ ସାଧାରଣ ଜ୍ଞାନ ଏଠି ପ୍ରବଚନ ଦେଉଥିବା ଏ ପଣ୍ଡିତଙ୍କର ନାହିଁ। ଐତିହକୁ ଭାଙ୍ଗିବାର ଅଧିକାର କାହାର ଅଛି? ଆଉଥରେ ଗଢିପାରିବ ଐତିହ? ଏକଦଶ-ଦ୍ଵାଦଶ ଶତାବ୍ଦୀରେ ଶ୍ରୀ ରାମାନୁଜାଚର୍ଯ୍ୟଙ୍କ ଦ୍ଵାରା ପ୍ରତିଷ୍ଠିତ ଉତ୍କଳର ବୃହତ୍ତମ ମଠକୁ ଭାଙ୍ଗିଦିଅଗଲା, ଆଉଥରେ କରିପାରିବ ତାକୁ? ଏମିତି ଅନେକ ଯୁକ୍ତି ରହିଛି ଯାହାର ଉତ୍ତର ଏ ମୁହଁକୁ ମୁହଁ ଯୋଡିଥିବା ଲୋକ ଦୁହେଁ ଦେଇପାରିବେ? ଯଦି ପ୍ରକୃତରେ ଏତେ ଠିକ ବୋଲି ଭାବୁଛ ନିଜକୁ, ପିକୁ ପଟ୍ଟନାୟକଙ୍କ ମନ୍ତବ୍ୟ ନିଅ ତାକୁ post କର। ମହାପ୍ରଭୁଙ୍କ ନାଁରେ ସ୍ୱାର୍ଥ ଚଳେଇବା ବ୍ୟତିରକେ ତୁମେ ଜାଣ ବା କଣ, ଦୁହେଁ ତ ସେଇଆ। ଇଏ ନନ୍ଦିଘୋଷ ନାଁ ନେଇ 2020 ରେ ନନ୍ଦିଘୋଷ ନ ଚାଲିବା ପାଇଁ ବାଟ କରୁଥିବା news channel, ଆଉ ସିଏ ତ ସହଜେ ମହାପ୍ରଭୁଙ୍କ ନାମ ବ୍ୟବସାୟୀ ଏକତ୍ର ଆଉ। ଓଡ଼ିଆ ତ ମେଣ୍ଢା, ନା ଶିକ୍ଷିତ ହେଲେ ନା ଦୀକ୍ଷିତ ହେଲେ । ନା ନିଜ ରାଇଜର ହେଲେ ନା ପର ରାଇଜର ହେଲେ। ଟଙ୍କେରେ ଚାଉଳ ଖାଇଲେ, ଘରବାଡି ବିକିକି ମଦ ପିଇଲେ, ଦାଦନ ଖଟି ସୁରଟ ଗଲେ, ପୁରୀ ଆସିଲେ ସମୁଦ୍ରରେ ଘଣ୍ଟେ ଲେଖାଏଁ ଡେଇଁ, ପେଟେ ଅବଢ଼ା ଖାଇ ପଣ୍ଡାଙ୍କୁ ସୋଧିଲେ, କିଲେ ଲେଖାଏଁ ଖଜା ନେଇକି ଘରେ ଖାଇଲେ ସରିଲା। ଜଗନ୍ନାଥ ଯାଆନ୍ତୁ ଭାସି,, ଆମର ଏତକ ହେଲେ ହେଲା।
@umakantarout1938
@umakantarout1938 11 ай бұрын
ସହମତ
@adityaudayandeosardar6649
@adityaudayandeosardar6649 11 ай бұрын
ଜୟ ଜଗନ୍ନାଥ 🙏🙏 ମହାପ୍ରଭୁ 🌼💮🌸💐
@umakantaparida8086
@umakantaparida8086 11 ай бұрын
ଆଜିମୁ ବୁଝିଗଲି ନବିନ ପଟ୍ଟନାୟକଙ୍କର ସଫଳତାର ସୁତ୍ର ଜିଏ ଜଗନ୍ନାଥଙ୍କୁ ହୁଦୟ ଦିଏ ଜଗନ୍ନାଥ ତାଙ୍କୁ ସବୁ ଦିଅନ୍ତି।
@nikunjabihariparida1038
@nikunjabihariparida1038 11 ай бұрын
ହରେକୃଷ୍ଣ 🙏🌹🙏ହରେରାମ
@jchoudhury274
@jchoudhury274 11 ай бұрын
ଜୟ ଜଗନ୍ନାଥ ମହାପ୍ରଭୁ ଜଗତ ର ମଙ୍ଗଳ କର ମହାପ୍ରଭୁ ଜଗନ୍ନାଥ ଙ୍କୁ ନେଇ BJD ରାଜ ନିତୀ କରୁଛି 2024 ଭୋଟ ପାଇଁ ଜୟ ଜଗନ୍ନାଥ
@sarojiniswain8991
@sarojiniswain8991 11 ай бұрын
Jay JAGANNATH swami Nayana patha gami bhaba tume ♥️♥️♥️🙏🙏🙏♥️♥️♥️🚩🚩🚩
@PratapMajhi-y5b
@PratapMajhi-y5b 11 ай бұрын
ଜଗନ୍ନାଥଙ୍କ ସୁନା ଗଣତି ମଣତି ହବକି ପଚାରନ୍ତୁ। ଚାବି କୁଆଡେ ଗଲା କହିବେକି। କାମିୟାଯାନି କଥା ପଚାରନ୍ତୁ। ଭିତରକୁ କେ ନେଇଥିଲେ
@nitishvlogs5467
@nitishvlogs5467 11 ай бұрын
Jay Jagannath ଆହେ ମହାପ୍ରଭୁ 🌑❗🌑🙌🙌🙏🙏🙏🙏🚩🚩🚩
@amaodia3085
@amaodia3085 11 ай бұрын
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରୀବଳଭଦ୍ର ମହାପ୍ରଭୁ ଶ୍ରୀ ଶୁଭଦ୍ରା ମହାମାୟୀ ଙ୍କର ଯେଉଁ ବିଗ୍ରହ ପୂଜାପାଉଛନ୍ତି ତାହା କେଉଁ ସମୟର ରୂପ ? ବାଲ୍ୟ‌ଅବସ୍ଥା କି କୈଶୋର/ ଯୌବନ ଅବସ୍ଥା ବା ପୌଢାବସ୍ଥା।
@iswarmahali2378
@iswarmahali2378 11 ай бұрын
Jai jagannath jai jagannath 🙏🙏🙏🙏
@SaraswatiDhal-dh3np
@SaraswatiDhal-dh3np 11 ай бұрын
ଜଗନ୍ନାଥ ସଂସ୍କୃତିର୍ gabesaka ରଥ ଶର୍ମା ମହୋଦୟ ଙ୍କୁ ପ୍ରଣାମ ଦଣ୍ଡ ବ ତ୍ ପରିକ୍ରମା ବିଷୟରେ ସୁନ୍ଦର ତଥ୍ୟ ଦେଲେ ଜୟ ଜଗନ୍ନାଥ
@Odisha4Odia
@Odisha4Odia 11 ай бұрын
ଛିଃ ଛିଃ ବେଲଜ୍ୟା | ରାଜ୍ଯ ଦୌହୀ ଗେଣ୍ଡାଦଳିଆ ଗୁଡ଼ିକ | ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!
@Sasmita-wt5gh
@Sasmita-wt5gh 11 ай бұрын
ହଉ ପଛେ ରାଜନୀତି କି ଆଉ କିଛି ହଉ ଆମର କଣ ଗଲା ଲାଭତ ଆମର ନା ଆମ ମୋହା ପ୍ରଭୁଙ୍କ ପାଇଁ ତ ହେଇଚିନା ସମସ୍ତେ ଧନ୍ୟ ଧନ୍ୟ ଲେଖ ଖୁସି ହୁଅ ପ୍ରଭୁ ଖୁସି ହେବେ
@satyajitpratap6535
@satyajitpratap6535 11 ай бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶରଣଂ🌷 🙏
@bipinamallik2803
@bipinamallik2803 11 ай бұрын
Jaya Sree Jagannatha Swami Jagannatha Nandi Ghosa Chanelku Dhanyabad Deuchi Pandita Ratha Sarmanka Sahita Updeya Katha Sunibaku Milila Dhanyabad
@ravilenka684
@ravilenka684 11 ай бұрын
Jay Jagannath Swami 🙏🚩😊
@Pratimasahoodurugudakoraput
@Pratimasahoodurugudakoraput 11 ай бұрын
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପ୍ରଣାମ Pravu Nana ଙ୍କୁ ମୋର କୋଟି କୋଟି ପ୍ରଣାମ Pravu ଜୟ ମା ଲକ୍ଷ୍ମୀନାରାୟଣ 🕉️🙏🙏🙏🕉️❤️🙌🌹🌹🌹🌸🌸🌸
@akashayajena2692
@akashayajena2692 11 ай бұрын
ସୂର୍ଯ୍ୟନାରାୟଣ ରଥଶର୍ମା ମହୋଦୟ ଙ୍କୁ ମୋର ହାର୍ଦ୍ଦିକ ପ୍ରଣାମ। ଜୟ ଜୟ ଜଗନ୍ନାଥ ସ୍ବାମୀ।
@gouribhaji6219
@gouribhaji6219 11 ай бұрын
Jay shree jaganath
@HareKrushna-f3d
@HareKrushna-f3d 11 ай бұрын
ଅତି ସୁନ୍ଦର କଥା
@geetanjalimishra1913
@geetanjalimishra1913 11 ай бұрын
Jay shree Jagannath 🙏🌼🙏
@smitamohanty3302
@smitamohanty3302 11 ай бұрын
Mo Bada Thakura Koti koti Pranam
@satyaprakashsahoo7630
@satyaprakashsahoo7630 11 ай бұрын
ଏ ମୂର୍ଖ ଝାବଡ ରାଜା ସ୍ବାଇଁ କୁ ହଟାଅ ଓଡିଶା ରାଜ୍ୟ ବଞ୍ଚାଅ 👍👍👍👍👍
@sangitasvlog5543
@sangitasvlog5543 11 ай бұрын
Prabhu Jagannath nku koti koti pranam 🙏aau apana nku b mora pranam🙏
@pusparout333
@pusparout333 11 ай бұрын
Jay Jagannath Swami Jay suryanarayana Rath sarma ji
@BinapaniMohanty-f8j
@BinapaniMohanty-f8j 11 ай бұрын
Jai shree jagannath 🙏🕉️🚩 Prabhu koti koti pranam ✡️
@bibhutijena2680
@bibhutijena2680 11 ай бұрын
Pandit nkara bhabana bahut bada bhabana .... Jay shree Jagannath
@SusantaKumar-tp2gh
@SusantaKumar-tp2gh 11 ай бұрын
Jay Jagannath Swami 🙏
@ashishsatpathy1664
@ashishsatpathy1664 11 ай бұрын
Jai Jaganatha Swami Nayana Pathagami Bhabatume
@parameswarbehera1321
@parameswarbehera1321 11 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁମେ 🙏🙏🙏🙏🙏
@pravatnayak8466
@pravatnayak8466 6 ай бұрын
ବହୁତ ସୁନ୍ଦର ଉପସ୍ଥାପନା, ଜୟ ଜଗନ୍ନାଥ।
@SidharthaSahoo
@SidharthaSahoo 11 ай бұрын
ଜୟ ଜଗନ୍ନାଥ 🙏🌹 ଜୟ କଳା 🙏🌹
@chiranjibijena8216
@chiranjibijena8216 11 ай бұрын
ରାମ ଜିଏ ଜଗନ୍ନାଥ ସିଏ 🙏
@krupasindhumishra3135
@krupasindhumishra3135 11 ай бұрын
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧେ ରାଧେ ଜୟ ଶ୍ରୀ କୃପାଳୁ ଜି ମହାରାଜ ଶ୍ରୀଚରଣ କୋଟି କୋଟି ନମୋ ନମୋ ସରନ୍
@anjucutack9120
@anjucutack9120 11 ай бұрын
ବହୁତ୍ ସୁନ୍ଦର୍ ବିଶ୍ଳେଷଣ । ଆପଣ ଙ୍କୁ ପ୍ରଣାମ ଜଣାଉଛି।
@skdsingerkumarsaroj655
@skdsingerkumarsaroj655 11 ай бұрын
ଜୟ କଳ୍କୀ ଜୟ ଜୟ ଜଗନ୍ନାଥ ଜୟ ଜଗଦୀଶ ହରେ ହରି ଓମ୍ ତତ୍ ସତ୍ ହରି ଓମ୍ ଇତି
@rinaraniroutaray7596
@rinaraniroutaray7596 11 ай бұрын
ଜୟ ମୋର ପ୍ରାଣ ପ୍ରିୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ
@debadattamohanty6740
@debadattamohanty6740 11 ай бұрын
ଏ ଭିଡିଓ ଟା କଂଗ୍ରେସ ଆଉ ବିଜେପି ନେତାଙ୍କୁ ଦେଖାଅ ସେମାନେ ଯୋଉ ରାଉ ରାଉ ହେଉଛନ୍ତି ବୁଝିପାରିବେ
@SoumitSankar
@SoumitSankar 11 ай бұрын
Dhanyawad video pai Jai jagannath ❤
@dipakkumarpanda1448
@dipakkumarpanda1448 11 ай бұрын
Really inspired❤❤❤❤❤❤
@buddhadattamishra1590
@buddhadattamishra1590 11 ай бұрын
ଏହା ଅତି ସୁନ୍ଦର ପଦକ୍ଷେପ କିନ୍ତୁ ନବୀନ ବାବୁ ବହୁତ ଡେରିରେ ଚିନ୍ତାକଲେ।ହେଲେ ଏହା ସ୍ଵଗତ ଯୋଗ୍ୟ।ଏହାକୁ ଯଦି ମୁଖ୍ୟମନ୍ତ୍ରୀ ହେବାଠୁ କରିଥାନ୍ତେ ତାହାଲେ ବେଶି ଭଲ ଲଗିଥାନ୍ତା।
@ltfashioncollections6790
@ltfashioncollections6790 11 ай бұрын
ରାମ ଭକ୍ତ ମାନେ ପଦ୍ମ ଫୁଟେଇ ଅକ୍ଷତ ବାଣ୍ଟୁଛନ୍ତି ଆଉ ଜଗନ୍ନାଥ ଭକ୍ତ ମାନେ ଶଙ୍ଖ ଫୁଙ୍କି ଅକ୍ଷତ ଚାଉଳ ସହ ଗୋଟେ ଗୁଆ ନଉଛନ୍ତି 😂😂😂😂😂😅😅😅 ବାବା ରେ ରାଜନୀତି
@jayantidas8179
@jayantidas8179 11 ай бұрын
Ohh emiti katha ki,mun b seiya bhabuchhi gote gote jagare chaula dauchhanti aau gote gote jagare chaula nauchhanti j,kn heithiba aau😂😂😂
@ltfashioncollections6790
@ltfashioncollections6790 11 ай бұрын
@@jayantidas8179 hn BJP BJD
@durgasvlog2601
@durgasvlog2601 11 ай бұрын
Right 😊
@ParameswarPradhan-qi9ps
@ParameswarPradhan-qi9ps 11 ай бұрын
ବହୁତ ସୁନ୍ଦର ଉପଦେଶ ଆପଣଙ୍କ ଶତ ପ୍ରଣାମ
@sksushillifevisionstudio2867
@sksushillifevisionstudio2867 11 ай бұрын
Jay jagannath mahaprabhu sabubele samastinku bhalare rakhantu Jay jagannath mahaprabhu❤🙏⭕❗⭕🙏✨
@bhagbansethi336
@bhagbansethi336 11 ай бұрын
ଡବଲ ଡବଲ ପ୍ରଣାମ ପ୍ରଭୁ ❤❤❤❤❤ ଧ ନ୍ୟ ହୋଇଗଲି ପ୍ରଭୁ
@ilukumar579
@ilukumar579 11 ай бұрын
Jay jagannath ❤️❤️❤️🙏🙏🙏🙏🙏
@umeshchandrasahoo2685
@umeshchandrasahoo2685 11 ай бұрын
Jay Jagannath Swami
@umeshchandrasahoo2685
@umeshchandrasahoo2685 11 ай бұрын
Namaste🙏🙏🙏🙏🙏🙏
@purnachandrapanda2499
@purnachandrapanda2499 11 ай бұрын
Dhanya bhakta, dhanya Jagannath dhanya bhakta dhanya Jagannath..
@amulyamallick8569
@amulyamallick8569 11 ай бұрын
ଜୟ ଜଗନ୍ନାଥ ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ
@sbkalabikashkendrahariharm7565
@sbkalabikashkendrahariharm7565 11 ай бұрын
🕉 🕉 🕉 🕉 🕉 🕉 🕉 🕉 🕉 Jay Jagannath Swami ki Jay Service to men kind Service to God
@skrushnareddy6796
@skrushnareddy6796 11 ай бұрын
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ମହାବାହୁ 🕉️🙏🕉️🙏🕉️🙏🕉️🙏🕉️🙏🪔🌺🌷🏵️🥀🌸🚩🥥🌹🪔🌺🌷🏵️🥀🌸🚩🏳️
@bapujibandhupattnaik3119
@bapujibandhupattnaik3119 11 ай бұрын
କମିୟା ଯାନୀ ପରି କେତେ ଜଣକୁ ଆଣିଲେ ଜଗନ୍ନାଥ ଓ ଅବଢ଼ାର ବିଶ୍ୱରେ ପ୍ରସିଦ୍ଧ ହେବ. ରତ୍ନ ଭଣ୍ଡାର କଥା ପଚାରୁନାହାନ୍ତି କାହିଁକି?
@chitrasendalai8545
@chitrasendalai8545 11 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ ଭବ ତୁମେ❤ ପ୍ରଣାମ
@BhushanBehera-gw8wb
@BhushanBehera-gw8wb 11 ай бұрын
ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କୁ ଗାଁ ଗଣ୍ଡା ରେ ଟାଟା ଏସି ଗାଡ଼ିରେ ବସାଇ ଭିକ ମାଗିବା କାହାର ଇଚ୍ଛାରେ କରାଗଲା 👌
@birupakhyabehera2782
@birupakhyabehera2782 11 ай бұрын
JAY Shri Jagannath mahaprabhu ki Jay 🙏🙏🙏🌺💐🌻💮🌸🏵️🌼🌹💐🌻💮💖🏵️🏵️🏵️💐🌺💐💐🌻⭕‼️⭕🌻🙏🙏🙏🙏🙏🙏🙏🙏
@rojalinsantoshmoharana3308
@rojalinsantoshmoharana3308 11 ай бұрын
Bahut sunder,bahut kichhi ଶିଖିବାର ଆଉ ଜାଣିବାର ଅଛି, ଜୟ ଜଗନ୍ନାଥ ମଣିମା 🙏
@satyajitpratap6535
@satyajitpratap6535 11 ай бұрын
ପଣ୍ଡିତ ଆଜ୍ଞା ପ୍ରଣାମ 🙏
@basantipanda7986
@basantipanda7986 11 ай бұрын
ପ୍ରଣାମ ପଣ୍ଡିତେ!ଆଜି ଆପଣଙ୍କ ସହ ସହିତ ଆପଣଙ୍କ ବାସଭବନ ଭଳି ପୂନ୍ୟ କ୍ଷେତ୍ର ଦର୍ଶନ କରି ଧନ୍ୟ ହେଲି! ଆପଣ ଙ୍କୁ ଦେଖିଲେ ସାକ୍ଷାତ ଜଗନ୍ନାଥ ଙ୍କ ଦର୍ଶନ ମିଳିଯାଏ! ଆପଣ ଙ୍କର ସର୍ବ ମଙ୍ଗଳ ହେଉ ଏବଂ ଆପଣ ନ. ଏଇ ଭଳି ବର୍ଣ୍ଣ କରୁ ଥାନ୍ତୁ ଜୟଜଗନ୍ନାଥ 🎉❤🎉🙏🎉❤🙏👍❤
@jayadebsethi9251
@jayadebsethi9251 11 ай бұрын
Bahut bahut Ananda lagila Jay Jagannath
@Subham_Kumar_Bhanja123
@Subham_Kumar_Bhanja123 11 ай бұрын
Jay jagganath mahaprabhu ❤️🙏❤️🙏❤️🙏❤️
@AnantaMahakuda-f8q
@AnantaMahakuda-f8q 11 ай бұрын
ଜୟଜଗନାଥ ଧନ୍ୟବାଦ ନନା ଆପଣଙ୍କ ଚରଣରେ ଶରଣ ଜୟଜଗନାଥ
@bratatisamal938
@bratatisamal938 11 ай бұрын
ରଥ ଶର୍ମା ହାରାମି 🙏🏾
@ManojPattanaik-y8e
@ManojPattanaik-y8e 5 ай бұрын
Jay shree Gurudev ji ki Shree Charane Satkoti Pranam...ati sundar
@jagabandhusahu2176
@jagabandhusahu2176 11 ай бұрын
ଜୟ ଜଗନ୍ନାଥ 🙏🏻✨
@9xm50
@9xm50 11 ай бұрын
Jay Shree Jagannath Swamy 📿⭕❗⭕🚩🙏 ❤Lot Of Love From PuriDhamश्रीजगन्नाथपुरी 🪷⭕❗⭕🚩🙏
@sagarexplainodia
@sagarexplainodia 11 ай бұрын
ଆପଣଙ୍କ ଚିନ୍ତାଧାରା ମହାନ୍। ଆପଣଙ୍କ ଆଶୀର୍ବାଦ ମୋର କାମ୍ୟ।
@Manjubala132
@Manjubala132 11 ай бұрын
❤Jay jagannath❤
@Sidheswar80
@Sidheswar80 11 ай бұрын
Jay Jagannath....... Dhanyawad nandighosh tv sundara upasthapana
@sanjaybehera1291
@sanjaybehera1291 11 ай бұрын
Kintu prabhu samastanku prabhu nka darsaan milu Jay jagannath
@prafullaojha8242
@prafullaojha8242 11 ай бұрын
ହଁ ରତ୍ନ ଭଣ୍ଡାର ଚୋରି ବି ଜଗନ୍ନାଥ ଙ୍କ ଇଚ୍ଛାରେ ହେଉଛି
@Umadbehera
@Umadbehera 11 ай бұрын
ଶ୍ରୀ ମନ୍ଦିର ଯଦି ପରିଷ୍କାର ହୋଉଛି ....ଗୋ ମାଂସ ଭକ୍ଷଣ କାରୀ କାମିଆ ଜାନି କୁ କାହିଁକି ପ୍ରବେଶ କରେଇଲ ମନ୍ଦିର ରେ ଭୋର 4 ଟାରୁ??? ତମେ ମାନେ କାହିଁକି ବିରୋଧ କରୁନ ଏହି ନୀଚ କର୍ମ କୁ ??? ତମେ ମାନେ କାହିଁକି ଅନ୍ୟାୟ କୁ ବିରୋଧ କରୁନ?? କାହିଁକି ଚୁପ୍ ରହୁଚ ?? ଶ୍ରୀ ମନ୍ଦିର ପ୍ରଶାସନ କାହିଁକି ଆକ୍ସନ ନେଉନି ପାପି କାମିଆ ଜାନି ଏବଂ ପାଣ୍ଡିଆଁନ ଉପରେ ?? ଖାଲି ଭାଷଣ ମାରିଲେ kn hela??? Shree ମନ୍ଦିର କୁ ସୁରକ୍ଷା ରେ ରଖ...kn କରୁଚ ମନ୍ଦିର ରେ ରହି ??? Jay Jagannath ❤️🙏
@bhupatimahanta6023
@bhupatimahanta6023 11 ай бұрын
ମଦି୍ରା ରେ ସେ ବାୟତ ମାନେ କଣ କାମିଆ ଜାନୀ କୁ ଦେଖି ବାଣ୍ଡ ହ ଲୋଥୀଲେ
@truptiranjansahoo8115
@truptiranjansahoo8115 11 ай бұрын
Odia loka kichi bhala hele aga goda tanibe a ta mu suni thili .😂
@khatitimewithdebasis5966
@khatitimewithdebasis5966 11 ай бұрын
Sabu jagannath karuchanti re bhai
@Umadbehera
@Umadbehera 11 ай бұрын
​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...
@Umadbehera
@Umadbehera 11 ай бұрын
​@@truptiranjansahoo8115 ସବୁ politics.. ସବୁ vote ପାଇଁ ନବୀନ ପଟ୍ଟନାୟକ କରୁଛି ...
@FunnyVideos-td1ug
@FunnyVideos-td1ug 11 ай бұрын
Jaya Jagannath.......🙏🙏🙏🙏🙏🙏🙏🙏🙏ଅତି ସୁନ୍ଦର .....🙏🙏🙏🙏🙏🙏
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН
小丑教训坏蛋 #小丑 #天使 #shorts
00:49
好人小丑
Рет қаралды 54 МЛН
Мясо вегана? 🧐 @Whatthefshow
01:01
История одного вокалиста
Рет қаралды 7 МЛН