‘ମୁଁ କଟକ ଝିଅ ବୋଲି...’ | Actor Manoj Mishra Wife's Reaction On Ollywood Controversy | Odia News

  Рет қаралды 517,258

News18 Odia

News18 Odia

Күн бұрын

Пікірлер: 381
@saratranjanbehera6661
@saratranjanbehera6661 Жыл бұрын
ଭୁଲ ଟା କଟକ ର ଝିଅ ବୋଲି ନୁହେଁ ମାଡାମ..🙏 ଭୁଲ ଟା ତୁମ ନିଜର ମାଡାମ.. ଯାହା ତୁମ କଥା ରୁ ସ୍ପଷ୍ଟ ଜାଣି ହଉଛି, ସ୍ୱାମୀ ଯେତେ ଖରାପ ବି ହଉ, ଯେଉଁ ସ୍ତ୍ରୀ ଟା ସ୍ୱାମୀ କୁ ନିଜ ହୃଦୟ ର ସହ ଟିକେ ବି ଭଲ ପାଉଥିବ ନାଁ ଏମିତି ଦୁଃସମୟରେ ମେଡ଼ିଆ ଆଗକୁ ଆସି ସ୍ୱାମୀ ର ଦୁର୍ବଳତା କୁ କେବେ ମେଡ଼ିଆ ଆଗକୁ ଆଣି ସ୍ୱାମୀ କୁ ଦୁର୍ବଳ କରିବାକୁ ଚାହିଁବ ନାହିଁ... ହଁ ହୁଏତ ସ୍ୱାମୀ ଲମ୍ପଟ, କାମତୁର, ନଷ୍ଟ ଚରିତ୍ର ବି ହେଇଥାଉ ପ୍ରକୃତ ସ୍ତ୍ରୀ ସବୁବେଳେ ନିଜର ସ୍ତ୍ରୀ ଧର୍ମ କୁ ପାଳନ କରିଥାଏ.....କେବେ ସେ ମୁମ୍ବାଇ ରୁ ତଡା ଖାଇଲା, କେମିତି ମୁମ୍ବାଇ ରେ ରହି ପାରିଲାନି କେବେ ସିଏ 10/10 ଫୁଟ ର ଘର ଭିତରେ ରହୁଥିଲା ସେ ସବୁ ସ୍ୱାମୀକୁ ଲୋକ ହସା କରିବାକୁ ଆସି ମେଡ଼ିଆ ଆଗରେ କହି କେବେବି ବାହାଦୁରି ନେବାକୁ ଚାହିଁ ନ ଥାନ୍ତ ! ତୁମେ, ବରଂ support କରିବାକୁ ମେଡ଼ିଆ କୁ ଅସିଥାନ୍ତ..... ବାବୁସାନ ସ୍ତ୍ରୀ ପାଖରୁ କିଛି ଶିଖ ମାଡାମ, ଏତେ ସବୁ ପରେ ବି ପୂର୍ବ ପରି ନିଜ ସ୍ୱାମୀ କୁ ଭଲ ପାଇବା ଦେଉଛି ସ୍ୱାମୀ ର ଯତ୍ନ ଆଜିବି ନେଉଛି....👌. ମନୋଜ ପଶ୍ଚିମ ଓଡିଶା ର ବୋଲି ତୁମେ କେତେ ଘୃଣା କର ତାହା ତୁମ କଥାରୁ ସ୍ପଷ୍ଟ ବାରି ହେଇ ପଡୁଛି.... କଣ ମନୋଜ ମଣିଷ ଆଉ ପୁରୁଷ ବୋଲି ତାର ମନ ବୋଲି କିଛି ନାହିଁ କି.....? ତୁମେ କଣ ସତୀ ଆଉ ଶୁଦ୍ଧ ଅରୁଆ ଚାଉଳ ଦୁବ...?
@Mr-ishann
@Mr-ishann Жыл бұрын
Right
@RajaRaja-tq9rw
@RajaRaja-tq9rw Жыл бұрын
Mo bala asiki samadhan na kari Sethi jai choduchi....divorce heini kahuchi ex
@PrasantaSethi-u8i
@PrasantaSethi-u8i Жыл бұрын
I respect as a actor but listen his wife's words I think he is not good human. If it's true.
@RajaRaja-tq9rw
@RajaRaja-tq9rw Жыл бұрын
@@PrasantaSethi-u8i right murkha bhabe log support
@sudhirdash1265
@sudhirdash1265 Жыл бұрын
Ai kana tume tuma husband nkara bipada samayara bandhu .kuade thila abe asila .
@surubabupadhan1346
@surubabupadhan1346 Жыл бұрын
ଆପଣ ଯଦି ଡିଭୋର୍ସ ନନେଲେ ଏତେ ଖରାପ କେମିତି ଲୋକ କେମିତି ରହିପାରବେ ତ ଖରାପ କହୁଛନ୍ତି ପୁଣି ତା ସାତିରେ ରହିବି କହୁଛନ୍ତି. ଗୋଟେ ତୁଣ୍ଡ ଉଆ ଉଷୁନା ଆପଣ କଥା ରୁ କିଛିବି ବୁଝି ହେଉନି. କାହା କଥା ରେ କହୁଛନ୍ତି ବଧେ
@starmohapatra
@starmohapatra Жыл бұрын
ଶାନ୍ତିରେ ରହିବା ପାଇଁ ନିଜକୁ ଶାନ୍ତ ରଖିବା ପାଇଁ ଚେଷ୍ଟା କରନ୍ତୁ।
@user-TRADE-WITH-ADK
@user-TRADE-WITH-ADK Жыл бұрын
Tu kn Manoj ghare Latin safa karu ki😂😂
@mahendramurmu4503
@mahendramurmu4503 Жыл бұрын
@@user-TRADE-WITH-ADK aah aamo latin sofa koribu
@cricketmania1523
@cricketmania1523 Жыл бұрын
Eire A mggg saram kar tike 😠😠😠😠😠😠 jane Stree loka nijara mana ra bedana ku chhati tale chapi hasuchhi tu ethi bhandami karuchhu, mg ei Tama sanskara kosala na...
@cricketmania1523
@cricketmania1523 Жыл бұрын
Murkha mggg 😠😠😠
@rahulhansdah6639
@rahulhansdah6639 Жыл бұрын
Manoj mishra sepote bholo santi re rahuthiba.... Wife pila ku chadiki...
@everything4you25
@everything4you25 Жыл бұрын
ଧନ୍ଯ ରେ ସ୍ତ୍ରୀ
@pushpasahu10
@pushpasahu10 Жыл бұрын
Jaha laguchi Manoj ru besi vul yara achi
@KamalPaikaray-u3s
@KamalPaikaray-u3s Жыл бұрын
Great madam.thanks for dedication.
@biswalashis123
@biswalashis123 3 ай бұрын
ଭାଇ ମୁଁ ବରଗଡ଼ ସହରର ବାସିନ୍ଦା ‌। ଅଯଥାରେ ପୂର୍ବ, ପଶ୍ଚିମ ଓଡ଼ିଶା କହି , କନ୍ଟ୍ରୋଭର୍ସି ସୃଷ୍ଟି କରା ହଉଛି । ଏଇଟା ମନୋଜଙ୍କର ବ୍ୟକ୍ତିଗତ ସମସ୍ୟା
@bilasinipradhan4997
@bilasinipradhan4997 Жыл бұрын
ଏ ମାକିନା ର କାମ କିଛିନାହିଁ ଆଗରୁ କାହିଁ ଯାଇଥିଲା ଏବଂ କହୁଛି
@googleentertainment5156
@googleentertainment5156 3 ай бұрын
A jadi Tama vauni Saha hoithanta tahale???
@bhimsensahu4710
@bhimsensahu4710 Жыл бұрын
Se jadi bhala nuha tahele kain divorce daunu bedei
@user-TRADE-WITH-ADK
@user-TRADE-WITH-ADK Жыл бұрын
To bhauni ku bahaa haba to manoj😂😂
@AllhaSuarwala
@AllhaSuarwala Жыл бұрын
​@@user-TRADE-WITH-ADK ତୋ ମାଆକୁ ବାହା ହେବ ସେ... 😂
@LoopsCr7
@LoopsCr7 Жыл бұрын
ମୋର ଓଡ଼ିଆ ଭାଇ ଓ ଭଉଣୀ ମାନେ ଯଥାଶୀଘ୍ର ଯାଗ ନହେଲେ ବାଲେଶ୍ବର ଫକୀର ମୋହନ ସେନାପତି ଏବଂ ଭଦ୍ରକ ମଧୁସୂଦନ ଦାସ ଏବଂ ଅନେକ ଓଡ଼ିଆ ଙ୍କ ରକ୍ତ ର ସଂଘର୍ଷ ଏବଂ ଓଡ଼ିଆ ଜାତି ପ୍ରତି ଥିବା ଅସହନୀୟ ପ୍ରେମ, ଉଦାର ଭାବ ଏବଂ ସମର୍ପଣ ସବୁ ମାଟିରେ ମିଶି ଜୀବ, ମୋର ଓଡ଼ିଆ ଭାଇ ମାନେ ଟିକେ ବୁଝିବାକୁ ଚେଷ୍ଟା କର, ଏ ମନୋଜ ମିଶ୍ର ର ଚକ୍ରାନ୍ତ କୁ ବୁଝିବାକୁ ଚେଷ୍ଟା କର ସିଏ ଓଡ଼ିଶା କୁ ଭାଗ କରିବାକୁ ଚାହୁଚି, ଯିଏ ବୁଝିବା ଲୋକ ଠିକ୍ ବୁଝିବେ, ଜୟ ଜଗନ୍ନାଥ 🙏🙏🙏 ଜୟ କଳିଙ୍ଗ 🚩🚩🚩
@PrasantaSethi-u8i
@PrasantaSethi-u8i Жыл бұрын
Right
@SubasMda
@SubasMda Жыл бұрын
ତୁ କଣ ବୁଝେଇବୁ ଆମେ ଭଲକରି ବୁଝିଛୁ ଆଉ ଆମେ ଚାହୁଛୁ ଓଡ଼ିଶା ଦୁଇଭାଗ ହେଉ ଆମକୁ କୋଶଳ ରାଜ୍ୟ ଦରକାର ଆଉ କୋଶଳ ରାଜ୍ୟ ହେଲେ ତମ ପୂର୍ବ ଓଡ଼ିଶାର କାଇଁ ଫଟୁଛି କହ ତମେ ତମ ରାଜ୍ୟ ଉନ୍ନତି ଦେଖିବ ଆମେ ଆମ ରାଜ୍ୟ ର
@tsamantaray6541
@tsamantaray6541 3 ай бұрын
Absolutely right
@AntaryamiSamal-nc6uo
@AntaryamiSamal-nc6uo 3 ай бұрын
କୋସଳ ରାଜ୍ୟ କରିକି ସବୁ ଛୋଡ଼ି ପକେଇବ ଆମେ ଜାଣିଛୁ
@anjananath2158
@anjananath2158 Жыл бұрын
Swami jete kharap hele b.tame kemitika stree Swami ra kharap samaya re ahuri kharap karuchha samna ku asi.. Swami ra ahuri sanman saruchha.amiti kale Tama Swami nk manare Tama pai ghruna badhiba..puni kahuchha Swami Tama pakhare rahibe...
@amritkumar2224
@amritkumar2224 10 ай бұрын
She indirectly said western odisha people are lower standard 😮 !! Wow!!
@Schoolbag910
@Schoolbag910 Жыл бұрын
Manoj Mishra is r8........ husband r problem time re asi amiti kahiba wife r duty nuhn....bhala heichhi manoj Mishra divorce deichhi ..
@jyotsnaraul1364
@jyotsnaraul1364 Жыл бұрын
ଏଠି ମନୋଜ ବାବୁଙ୍କ ର ବହୁତ ଭୁଲ ରହିଛି। ଏତେ ଆଞ୍ଚ ଳିକ feelings ରହିଛି ପୁରା ଜଣାପଡୁଛି।
@simranSimu08
@simranSimu08 Ай бұрын
Eamiti sabu ସମ୍ପର୍କ ଭିତରେ ଗୋଟେ ଗୋଟେ କୁଆଡୁ ଆସୁଛନ୍ତି ହରି ଜୀ ସବୁ କିଛି barbad kari dauchanti 🥺🥺
@ManasDas-rv4mc
@ManasDas-rv4mc Жыл бұрын
Agaru kouthi soithilu
@lipusingh5931
@lipusingh5931 Жыл бұрын
Bhala fhaida uthaucha waw waw kete tanka lancha deichi odia industry bala
@deepaksahoo6211
@deepaksahoo6211 Жыл бұрын
To bapa na re kahiibaku to bou jete neithia sethiki tanka
@rahulhansdah6639
@rahulhansdah6639 Жыл бұрын
Ta jhia au wife ku chadiki sie rohuchi seithu ru jona poduchi Manoj kou prokaro loko...
@bn5172
@bn5172 3 ай бұрын
Abe mg bhakkua abika kaha ja dekhi bu gote jhia thau Manoj maghia au gote toki ki baha hei sarilani
@Gudiya-up3mt
@Gudiya-up3mt Жыл бұрын
Manoj ra wife viral heba pain emiti hauchi
@tsamantaray6541
@tsamantaray6541 3 ай бұрын
Tame semiti Kara viral heijiba
@benudharpradhan4323
@benudharpradhan4323 Жыл бұрын
ମାନ ମେଡାମ, ଆପଣ ମିଡ଼ିଆ ରେ କହିଲେ ଆପଣ ଙ୍କୁ କଥା ସମାଧାନ କରି ଦେବ କି.
@deepaksahoo6211
@deepaksahoo6211 Жыл бұрын
Monoj misra ra supporter Mane dekhantu😂
@BishnuVlog898
@BishnuVlog898 Жыл бұрын
Midia pain ete katha
@tamannabehera6501
@tamannabehera6501 Жыл бұрын
To vali wife kahaku na milu..🙏
@SandhyaraniDas-yb4fq
@SandhyaraniDas-yb4fq 3 ай бұрын
​@@tamannabehera6501😂😂😂😂
@chaitanyamurmu8138
@chaitanyamurmu8138 Жыл бұрын
ସ୍ୱାମୀ ସାଙ୍ଗରେ ଶାନ୍ତିରେ ବି ରହିବାକୁ ଚାହୁଁଛନ୍ତି କିନ୍ତୁ ସ୍ୱାମୀର ଅସୁବିଧା ବେଳେ ସ୍ୱାମୀର ଦୁର୍ଗୁଣ ମିଡିଆରେ ଗାଇବା ଉଚିତ ନୁହେଁ ଯେହେତୁ ଛାଡ଼ ପତ୍ର ହେଇନି ଆପଣ ମଧ୍ୟ ଆଶା ରଖିଛନ୍ତି ଯେ ସାଙ୍ଗରେ ରହିବେ ବୋଲି l ସିନେମା ର କଳି ହେଇଛି !! ଆପଣ କିନ୍ତୁ ଘର ର ବ୍ୟକ୍ତିଗତ କଥା ବାହାରେ ପ୍ରଘଟ କରିଲେ ଆପଣ ଙ୍କ ବି ସଂମାନ ହାନି ହେଉଛି l
@Gudiya-up3mt
@Gudiya-up3mt Жыл бұрын
Right
@robin2630
@robin2630 Жыл бұрын
Au media seba galani jebe sia dukhare thile...aji media gala sia nija mana katha kahile
@bedhua
@bedhua Жыл бұрын
ସେଟା ଭଡୁଆ ଟା
@SRSUSHANT
@SRSUSHANT Жыл бұрын
Are medam ra katha suni kari jana paduche j bhul kahar a6e nijar husband ra ejat nai rakhi kari midia re takar ijat neuchan Au medam ra katha kahebar style nu sabu jana paduchu che Monoj sir you r right 👍
@youthforactionodisha3214
@youthforactionodisha3214 Жыл бұрын
ଅନୁଭବ ଡାକିଛି ବୋଧେ
@rahulhansdah6639
@rahulhansdah6639 Жыл бұрын
Balo na 😂
@meenakshipurohit1708
@meenakshipurohit1708 Жыл бұрын
This is not the right time as a wife you reply on media
@chaitanyakumar7452
@chaitanyakumar7452 Жыл бұрын
ଧନ୍ୟ ରେ ମାଇକିନା ଆପଣଙ୍କ ଭଳି ମାଇକିନା ମିଳିବା କଷ୍ଟ ।
@maninibehera2387
@maninibehera2387 Жыл бұрын
Prakrutare se kharap nuhe tu kharap swami jadi abatku jauchi tu stree hoiki tu bataku aniparulini tu ki stree tupti maddamnka tharu kichhi sikha
@sudhirdash1265
@sudhirdash1265 Жыл бұрын
Correct sister babusan wife tharu kichhi sikhiba darakara
@sirshadevi4179
@sirshadevi4179 3 ай бұрын
Hnn stree tw khaki thika neichanti thik bataku anibaku swami guda ate amanisha kainki kii semane kn thik bhul janinahanti ,,, abe kou stree loka jadi swami jhadiki au gote toka ku dhariki rahithanta tw sabu abe ra*di be*hi kahiki sodhithante au swami karichi jadi taku bataku aniba katha
@jyotirmayeemeher4103
@jyotirmayeemeher4103 3 ай бұрын
Toh stree kete jana saha soichi aau tu kana kari taku bataku anilu??Belajya bhali kahi kahuchu Trupti jane highly educated aau dabang lady tenu se prakruti aau Babushan ku rasta re jaiki BADEIKI thik rasta ku anila ..sabu stree kana emiti kariparibe?? Belajya mane hin emiti kuhanti.. Jie bhul karichi tara kichi bhul nahi jie kichi na karuchi se bhul..wah ki chintadhara lokanka
@tsamantaray6541
@tsamantaray6541 3 ай бұрын
Thik kahicha Didi
@sambalpuri5010
@sambalpuri5010 Жыл бұрын
Manoj sir pain tui gute kalang
@bibhubibhu28
@bibhubibhu28 Жыл бұрын
Sie bhala ki
@bapunilifestyle8242
@bapunilifestyle8242 3 ай бұрын
Manoj bhai always best ​@@bibhubibhu28
@subham94bgh
@subham94bgh Жыл бұрын
Mem apan silent ruhantu... tuma family matter pare dekheiba
@dhamirona8662
@dhamirona8662 Жыл бұрын
ଜୟ ପଶ୍ଚିମ ଦକ୍ଷିଣ ଓଡ଼ିଶା କୁ ଜୟ
@chiranjibibiswal5507
@chiranjibibiswal5507 Жыл бұрын
Not sure what happened with her and possibly she could be right but the way she is putting her husband in a spot is horrible. These are the aspects for which we guys don't want to commit with anyone.. Definitely she would be a chaotic and unsupportive partner. And here she is saying not ready to leave him as well . Horrible
@robin2630
@robin2630 Жыл бұрын
Best mother and wife...here Manoj bhai did the mistake
@debasisdhal7193
@debasisdhal7193 Жыл бұрын
Bhauja tutu nayak pakharu kete neicha paisa .
@robin2630
@robin2630 Жыл бұрын
Abeyy ta wife sia kn to bhalia heichi...ta stree sia jaha kahiba na..ki katha😂😂😂
@saubhagyalaxmisingh9253
@saubhagyalaxmisingh9253 Жыл бұрын
Tamavali stree thile bahara satrura abasyakata nahi.
@bn5172
@bn5172 3 ай бұрын
Au tuma pari Stree kna pai kuha jauchhi Stree hi Stree ra satru
@srilaxmimohapatra5624
@srilaxmimohapatra5624 3 ай бұрын
Nija bhali bhabantuni madam....
@priyaranjanmaharaj8805
@priyaranjanmaharaj8805 Жыл бұрын
💯 percent right 👍
@niharranjanbiswal7607
@niharranjanbiswal7607 Жыл бұрын
ନାରୀ, ଅର୍ଥ ଓ ନିଶା ପାନୀୟ ପ୍ରତି ଆକ୍ରୁଷ୍ଟ/ଆସକ୍ତି ଥିବା ବ୍ଯକ୍ତି ମାନଙ୍କର ଚରିତ୍ର ବିଷୟ ରେ କହିବା ଠିକ୍ ହେବନି, କାରଣ ସମସ୍ତଙ୍କୁ ଜଣା। ନିଜ ସ୍ତ୍ରୀ ଓ ଝିଅ କୁ ଛାଡି ଅନ୍ୟତ୍ର ରହିବାର କାରଣ ଜାଣିଗଲେ ବ୍ଯକ୍ତି ଜଣକୁ ଚିହ୍ନିବାରେ ଅସୁବିଧା ହେବନି। ଜୟ ଶ୍ରୀକୃଷ୍ଣ
@a.debasis9279
@a.debasis9279 Жыл бұрын
Court re jaha disaid heiche taha heba...
@NiranjanBehera-p1s
@NiranjanBehera-p1s Жыл бұрын
ate dina kouthi thila madam ନିଆଁ ରେ ଘିଅ ପକାନ୍ତୁ ନାହିଁ
@jyotsnaraul1364
@jyotsnaraul1364 Жыл бұрын
ନହେଲେ ଏତେ ସବୁ ତାମସା ହେଇ ନଥାନ୍ତା। ବ୍ୟାନ ର କିଛି ପ୍ରମାଣ ନାହିଁ , କିନ୍ତୁ strike start କରିଦେଲେଣି
@bhagabandakua3211
@bhagabandakua3211 3 ай бұрын
Apan pura saral madam 😊
@liveAicamera
@liveAicamera Жыл бұрын
ଧନ୍ୟ ତୁ ନାରୀ ଏପଟେ ସ୍ୱୀମି କହୁଛୁ ତାପରେ ମିଡ଼ିଆ ଆଗରେ ନିନ୍ଦା କରୁଛୁ ଏଇଠୁ ଜଣାପଡୁଛି ତୁମେ କେମିତିକା । ତୁମ ଭଳିଆ ନାରୀ କେବେ କାହାର ହେଇପରିବେନି । ବାହାଘର ହବ ତାପରେ divorce ଦେବ ଆଉ ଟଙ୍କା ନେଇ ଏକ ଏକ ରହିବ । ଏଟା ହେଲା ତୁମ ର ମୁଟିବ । ସଂସାର ଭିତରେ ଏମିତିକା ନାରୀ କେବେ ରହିପରିବନି ।ଯିଏ ଠିକ୍ ସ୍ତ୍ରୀ ସିଏ ତା ସ୍ୱୀମି ପଦରେ କଣ୍ଟା ଫୁଟିବା ପାଇଁ କେବେ ଦବନି ଆଉ ତୁମେ ମିଡ଼ିଆ ଆଗରେ ଆସି ମୋଜାକ ଉଡଉଛ ତୁମକୁ ଟିକେ ଲାଜ ଲାଗୁନି ।ଆଉ କହୁଛ ମୁଁ ତାଙ୍କର ସ୍ତ୍ରୀ ।ସ୍ତ୍ରୀ ଟା ଯେତେ ବେଳେ ପୁରୁଷ କୁ ରାଜା କରେ ସେ ନିଯେ ସେଠୀ ରାଣୀ ହେଇ ରହେ । ବୁଜିବା ଲକ ଠିକ୍ ବୁଜିବେ (ଆଜି ତୁମର କଣ ପାଇଁ ଏଇ ଅବସ୍ଥା)🙏
@Gudiya-up3mt
@Gudiya-up3mt Жыл бұрын
Right
@pritishmohapatra1161
@pritishmohapatra1161 3 ай бұрын
Se ଝିଅ second hand ପାଇ ବହୁତ ଖୁସି....... ଯା ହଉ ଅନେକ ଲୋକ ଙ୍କୁ ଦେଇସାରିଲା ପରେ... ଲାଷ୍ଟ କୁ manoj mishra.....
@sunilkumarpanda1099
@sunilkumarpanda1099 Жыл бұрын
Good human being
@pgayatrirout2326
@pgayatrirout2326 Жыл бұрын
Bhauja u r right 👍
@jagannathmeher314
@jagannathmeher314 Жыл бұрын
Tame jadi khanti odia jhia hoithanta amiti kichhi kahi nathanta media samna re jadi o bhul achhi tama swami ra.. tame kahucha manoj mo husband au tanku mu divorce dabaku chahunahi ta amiti kn tahahele kahucha...tama bhitare purba paschima ghruna bhaba achhi...babusan saha anya gote jhia car thila nija akhire dekhichi jhia ky gali kari ta husband babusan ku support karithila..au tame suport nakari bejjit karucha tama swami ku jana paduchi tame kemitika jhia bodhe mubhai ru gehi haba pai cutak asithila bodhe ..babusan stree thu kichhi sikha all odisha jhia mane.....
@jyotirmayeemeher4103
@jyotirmayeemeher4103 3 ай бұрын
Mun maa samaleswari pakhare prarthana karuchi tamamku gote charitrahina stree milu dekhiba kete saman deba aau support kariba trupti madam bhali Aau Babushan stree thu toh bohut kichi sikhabara achi nari mananku...swami kharap hele taku RED HAND DHARI BADEIKI thik rasta ku aniba...ghare basi kandile ki faida
@nibasgaming4405
@nibasgaming4405 Жыл бұрын
ସବୁ ଖେଳ ନ୍ୟୁଜ୍ ଚେନାଲ ବାଲେ ସବୁକେ ଭାଇରାଲ କରୁଛ ଜେନ୍ ପ୍ରକାର Question କେରେ ବୁଆ😂😂 ଧିକ୍ ଏ ତମକୁ 😅😅
@priyank_10
@priyank_10 Жыл бұрын
Mana Mishra aame ebe vujhiparuchu aapan ka husband aapan ka sahita kn pain rahunahti ... Jeun wife husband critical situation re thile se support Kariba Katha ...kea ba rahiba tuma sahita... One man army vhali fight karuchanti .. first support tumara aasiba Katha but tume hin tanku problem re hin pakeiiba pain aanya manka sahita hata miseicha ....jete jaha hele b aame support karibu .. bcoz ete dina pare keun odia actor ehi vhali mindset dekhilu ... Jea ki odia movie pain ete loka nka sahita one man army vhali fight karuchi ... One intention ehi odia movie whole india n India bahare b tara special parichay banaei ba pain... Sorry mam. ..aapan ka prati respect thila kaha Katha re padi nije hin nijar future kharap karidele .. i support one man army
@nirupamasahoo3705
@nirupamasahoo3705 3 ай бұрын
Such a beautiful woman 😍
@sahuprashanta4056
@sahuprashanta4056 Жыл бұрын
Andra&telengana
@lipinaik1455
@lipinaik1455 2 ай бұрын
Tame bahut khusi achha katha ru jana paduchhi
@PritiraniPrusty
@PritiraniPrusty 3 ай бұрын
ମନୋଜ ଟା ଗାଲୁଆଙ୍କର ଗୁରୁ ନିଜ ସ୍ତ୍ରୀ ଛାଡି ଅନ୍ୟ ସ୍ତ୍ରୀ ପାଈଁ ମନ ହେଇଯାଉଛି
@baibhavhansdah2583
@baibhavhansdah2583 Жыл бұрын
Poschima odisa jindabad,monoj mishra jindabad
@rasmitabehera3293
@rasmitabehera3293 3 ай бұрын
Right medm❤❤
@apurbapradhan4284
@apurbapradhan4284 Жыл бұрын
Manoj bhai bhali bhala manisha bahut kam .
@phillipff1731
@phillipff1731 Жыл бұрын
Bohut kharap monis monoj bhai se gote posu bholo mukha bhitore jone soyotan monoj bhai ame tanku bholo bhabuthilu amoku chhi laguchi tenuki chhi chhi monoj bhai
@santoshbasantia3333
@santoshbasantia3333 Жыл бұрын
Bhauja tuma bahut bhala u r so open hearted lady
@sriaurobindoashram7473
@sriaurobindoashram7473 Жыл бұрын
ସ୍ବାମୀ ବିରୁଦ୍ଧରେ କହିବାକୁ ଭଲ ଲାଗୁଛି ମ୍ଯାଡାମ।
@gourangasahu-sy1jk
@gourangasahu-sy1jk 3 ай бұрын
Super news
@LazzzyLii
@LazzzyLii Жыл бұрын
Jahaku baha jua Cuttack jajpur aau bhubaneswar jhia knu baha hua na mareiba full dum bhari ispat
@atuldigal2686
@atuldigal2686 Жыл бұрын
Bhauni a bipodore tume niareghiodhalo nahi. Cinema ku nei controversy chalichi Tumoro beykogoto samasyaku tume pare ovijogo kari paribo.
@nandakatapalia5706
@nandakatapalia5706 Жыл бұрын
Madam hetedin kouthi soeithile Abe social media ku asuchanti apan sujog ra Fida nai utha
@rkcreativeworld7413
@rkcreativeworld7413 3 ай бұрын
ତମ କଥା ଶୁଣିଲା ପରେ ମୋତେ ଲାଗୁଛି କି ୧୦୦ ପ୍ରତିଶତ ଭୁଲ୍ ତୁମର
@sasmitabadajena7818
@sasmitabadajena7818 Жыл бұрын
Manoj bhai jaha hoichi family re change ta hebani but aapn paribar saha khusi re au thare ruhantu
@ratanlife
@ratanlife Жыл бұрын
କଟକିଆ ନାରୀ ଗୁଣ ଦେଖ
@RatikantaBehera-cv6zc
@RatikantaBehera-cv6zc Жыл бұрын
Bhai eita Cuttack sabuthi chale Amara Nataka😎
@raghabsahu2455
@raghabsahu2455 3 ай бұрын
ମନୋଜ ମିଶ୍ର ମୁଖ୍ୟ ଖଳନାୟକ
@sarojnag6554
@sarojnag6554 Жыл бұрын
Monoj misra bahut bhala kaam kala tate chhadi ki.....,
@OmMahanta-g9n
@OmMahanta-g9n 3 ай бұрын
Pura thik
@bijaysahoo2341
@bijaysahoo2341 Жыл бұрын
Madam ebe Anubhav mohanty pakhare rahija sie barsa madam nku chaduchanti
@durgeshpatra4498
@durgeshpatra4498 Жыл бұрын
ନେତା ଙ୍କ ପାଖରେ କାମ ନାହିଁ ସେ କଣ କରିବେ ଛୋଟ ଛୋଟ କଥାରେ ମୁଣ୍ଡ ଖେଳାଉଛନ୍ତି
@akjcreations7695
@akjcreations7695 Жыл бұрын
A stree ta bi jane beiman ta jana paduchu ya katharu khali mu Cuttack jhia Cuttack jhia hin kahuchi bar bar sethipain se manoj Mishra chadideichi
@PINTUOFFICEAL2.0
@PINTUOFFICEAL2.0 3 ай бұрын
ଆଗରୁ କୁଆଡେ ଯାଇ ଥିଲ 😮madam first ତମର ଭୁଲ୍ madam
@niranjanbarik1684
@niranjanbarik1684 Жыл бұрын
Madam hasu chanti bahuta khusi kn pa niarregia dhaluchanti odisa lok dekhuchanti kn hauchi
@MomyDidi
@MomyDidi 3 ай бұрын
Mu Jajpur jhia mo hasbent Kalahandi ra ame valare achi
@skkeyboardking4506
@skkeyboardking4506 Жыл бұрын
ଇଟା ହଉ ଛେ ସାବିତ୍ରୀ .......... ଦେଖା t😄😄😄😄😄😄
@sasmita1110
@sasmita1110 3 ай бұрын
Divorce ତ ହେଲା ଏବେ ଆଉ କଣ
@Payal-f4w
@Payal-f4w 3 ай бұрын
ନା ତମେ ବାପା ଘରେ ରହିବା ଅଉ ସେ କଣ ପାଗଳ ହୋଇ ବୁଲିବେ ନ ଛି ଛି ତମ ମୁହଁ ଟାଣ।
@MukeshkumarNayak-zd4ly
@MukeshkumarNayak-zd4ly Жыл бұрын
🙏🙏🙏🙏
@Dudu1234-n5c
@Dudu1234-n5c Жыл бұрын
Tu gote bhala stree haba pai ajogya tu gote kebe bi bhala stree heaiparibuni Swami problem time re swami na re asiki kahuchu
@DulelBaganProduction
@DulelBaganProduction Жыл бұрын
Tame kn sati jadi sati heithanta nija swami jete kharap helebi public re nija swami birodhare ebhali kahi na thanta. Swami jete kharap helebi tame baha heicha mane se tama swami. Kintu tame jau bhalia kahucha mote laguchi tamara bi kichhi dosha thiba
@a.debasis9279
@a.debasis9279 Жыл бұрын
Ihade. Kiye v katkiya manker sange riletion nai rakha.....ame kousal rajya lok...
@odiavloggerLina
@odiavloggerLina 3 ай бұрын
jou mane reel life re negative roll karanti semane prayata real life re jane vala manisa thanti..but a manoj mishra reel re jaha real re v seya
@sarojkumarswain1587
@sarojkumarswain1587 Жыл бұрын
ebe nida bhangila mausie
@kumarmithun4607
@kumarmithun4607 Жыл бұрын
This woman should not come in front of such media, it is not right to give such attention at such a time, do you think it is right or wrong?
@Duorider02
@Duorider02 3 ай бұрын
Manoj mishra mg ta satare don’t worry madam be strong
@Pramodprakash12
@Pramodprakash12 Жыл бұрын
Manoj mind game karuchi bhai mane
@sarojbehera5568
@sarojbehera5568 3 ай бұрын
ଆଲୋ ମା ତୁ ସ୍ୱାମୀ ପାଖରେ ନରହି ତୁ କ'ଣ ତୋ ପାଖକୁ ଡାକୁଛୁ ଏକା ରହିବୁନି କେମିତି ହବ
@shibanipanda7959
@shibanipanda7959 Жыл бұрын
Thik kahichanti madam .
@anilsahoo3498
@anilsahoo3498 Жыл бұрын
Ete dina kauthi thilu chindali
@s.mishra9509
@s.mishra9509 3 ай бұрын
Bala ye pratham katha paschima odisha purba odisha kariba band kara. ..odisha gote ..odisha re jahara problem achhi jahara ek hei rahibaku ichha nahi se bangladesh palao ..
@_an_shu_233
@_an_shu_233 Жыл бұрын
Yaku baha hebata manoj nka prathama bhul
@sanjuktapatra9666
@sanjuktapatra9666 3 ай бұрын
ସିଏ ଗୋଟେ ଟୋକି ନାଇ ସିଏ ଗୋଟେ ଧନ୍ଦା ବାଲି
@SUkantdasSukanta-fg9nv
@SUkantdasSukanta-fg9nv 3 ай бұрын
ଭଲ wife ଥିଲେ. ଏ ମନୋଜ ବୁଢା ରହ. ସେ ପଛ ଟୋକି ତତେ ଛାଡ଼ି କି ଯିବ
@Reenabehera0
@Reenabehera0 3 ай бұрын
❤❤❤❤❤❤❤❤❤❤❤❤
@rkcreativeworld7413
@rkcreativeworld7413 3 ай бұрын
ଉତ୍ତମ ସ୍ତ୍ରୀ ମାନା ମିଶ୍ର ❌ଉଦଣ୍ଡି ସ୍ତ୍ରୀ ମାନା ମିଶ୍ର✅
@manasranjanbiswal6998
@manasranjanbiswal6998 Жыл бұрын
Apana ehi mahila ra katha barta bhala se sunatu au apana jani jibe kahinki divorce adaku katha gala.
@chandrapravakar2122
@chandrapravakar2122 Жыл бұрын
Tuma katha ru. 😂
@chandrasekharmohanta6334
@chandrasekharmohanta6334 Жыл бұрын
ଏଇଟା ଅତି ଫାଲତୁ ମାଇକିନା ଟା ନହେଲେ ନିଜ ସ୍ବାମୀଙ୍କ ନାରେ ମେଡିଆ ଆଗରେ ପୁଣି ଅସୁବିଧା ସମୟରେ ଏମିତି କହିନଥାନ୍ତା
@sabitanaik9130
@sabitanaik9130 3 ай бұрын
right mam tame jaha kahucha pura thik samaya asile manoj pasteiba kasta paiba setebele tama katha mane padiba ebe bayasa achhi ta prema karuchi chhua thai bi anya jhio saha
@rahulhansdah6639
@rahulhansdah6639 Жыл бұрын
Wife ek dom thik kohuchi....bhala paiba achi manoj siranka prati... Au manoj sir sepote nare nare koruchantiii
@subhashreenag7660
@subhashreenag7660 3 ай бұрын
CTC , sambalpur boli kuhana odisha ta gote jiila anusare kn alaga alaga karucha😡
@SRSUSHANT
@SRSUSHANT Жыл бұрын
Are bhai tume takar gharar meter kahiki pachraucha sabu ta rahela filim ra Katha tume kn monoj sir kar ghar meter Katha kahucha
번쩍번쩍 거리는 입
0:32
승비니 Seungbini
Рет қаралды 182 МЛН
How to have fun with a child 🤣 Food wrap frame! #shorts
0:21
BadaBOOM!
Рет қаралды 17 МЛН
Маусымашар-2023 / Гала-концерт / АТУ қоштасу
1:27:35
Jaidarman OFFICIAL / JCI
Рет қаралды 390 М.
Sigma girl VS Sigma Error girl 2  #shorts #sigma
0:27
Jin and Hattie
Рет қаралды 124 МЛН
Star's Secret | Actress Beena Maharana | PrameyaNews7
24:06
Prameya News7
Рет қаралды 567 М.
번쩍번쩍 거리는 입
0:32
승비니 Seungbini
Рет қаралды 182 МЛН