Рет қаралды 2,995
C R E D I T S
Concept- Amiya Ranjan Rout
Singer- Humane Sager
Lyric- Pramod Parida
Music- Muna Mohanty
Producer- Asween Rout
Camera- Bapi
Dubbing- MRR STUDIO(Cuttack)
Sound Engineer- Shakteswar Mahapatra
Editing- Digital Crew(Cuttack)
Banner- bidulataproductionhous
Now Streaming On:-
►Gaana:
►Jio Saavn: www.saavn.com/...
►Wynk:
►I Tunes:
►KZbin Music:
►Amazon Music:
►Spotify: open.spotify.c...
►Hungama:
►Instagram: / 964877014673099
#humanesagarnewsadsong
#humanesagernewsong
#pramodparida
#munamohanty
#bidulataproductionhouse
#humanesagermunmarijibiseidinasong
#humanesagerhits
#humanesagersadsong2023
Also You Can Follow Us At
/ bidulataproductionhouse
/ bidulataproductionhouse
Mail us- bidulataproductionhous1@gmail.com
What's app- 9937613282 / 7978484233
This is the Copyright content bidulataproductionhouse . Any re-upload (Audio or Video) is strictly prohibited of this content. Legal action will be taken against those who violate the copyright of this content !
Song Lyrical:
ତୁ ସିନ୍ଦୁର ନାଇଁ ଶାଶୁଘରକୁ ଚାଲି ଯିବୁ ଯୋଉଦିନ
ତୁ ଘରଣୀ ହେଇ ପରଘରକୁ ଘର କରିବୁ ଯୋଉଦିନ
ମୁଁ ମରିଯିବି ମରିଯିବି ମରିଯିବି ସେଇ ଦିନ ( 2)
ତୁ ପରା ମୋ ପିଲାଦିନ ପ୍ରେମ ପହିଲି ସପନ
ତୁ ଥିଲୁ ମୋ ଜିଁବାର ଆଶା ଜାଳିଲୁ ଜୀବନ
ତୁ ଅଳତାପିନ୍ଧି ଗଜରା ବାନ୍ଧି ବୋହୁ ସାଜିବୁ ଯୋଉଦିନ
ତୁ ସଜେଇ ହେଇ ଓଢଣା ଦେଇ ମତେ ଭୁଲିବୁ ଯୋଉଦିନ
ମୁଁ ମରିଯିବି ମରିଯିବି ମରିଯିବି ସେଇଦିନ (1)
ଅଭୁଲା ସେ ଅତୀତର ସ୍ମୃତି ଭୁଲିଲୁ କେମିତି
ଛାତି ଚିରି ଦେଖିଯାଲୋ ପ୍ରିୟା ରଖିଛି ସାଇତି
ତୁ ପଛ କଥାକୁ ପଛରେ ରଖି ଦୁରେଇ ଯିବୁ ଯୋଉଦିନ
ତୁ ମୋ ପ୍ରେମକୁ ପର କରିକି ପରର ହବୁ ଯୋଉଦିନ
ମୁଁ ମରିଯିବି ମରିଯିବି ସେଇଦିନ ( 3)