Mun Mayurabhanjia / Mayurbhanj Theme Song / Gautam Mohanta & Upasana / Raja Mishra / New Odia Song

  Рет қаралды 57,928

MUSIC MASTI ODIA

MUSIC MASTI ODIA

Күн бұрын

Пікірлер: 556
@RadhikaRadhika-t3e
@RadhikaRadhika-t3e 10 күн бұрын
ବହୁତ ସୁନ୍ଦର ଗୀତ ଅମୋ ମୟୂରଭଞ୍ଜ ବାସୀ ଙ୍କ ପାଇଁ ❤❤ଗୋଟେ like ହଉ ମାଆ ଭାଇ ମାନେ🎤🎤🎤🎵🎵🎵🎶🎶 🥰🥰🥰🥰🥰🥰🥰😍😍😍😍😍
@Lipunproduction782
@Lipunproduction782 10 күн бұрын
ମୁଁ ମୟୂରଭଞ୍ଜ ରେ ଜନ୍ମ ହେଇଛି ବୋଲି ମୁଁ ବହୁତ ଖୁସି ❤
@ritiksamal4780
@ritiksamal4780 2 күн бұрын
ବହୁତ ସୁନ୍ଦର ❤ମୁଁ ବି ମୟୂରଭଞ୍ଜିଆ । ଏହା ପାଇଁ ମୁଁ ଗର୍ବିତ ।ଏଇ ଗୀତ ରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବିଷୟରେ ଆଲୋଚନା କରି ଥିଲେ ,ଆହୁରି ଭଲ ହେଇ ଥାନ୍ତା। ଜୟ ଜଗନ୍ନାଥ ❤
@ChittaDas-g7b
@ChittaDas-g7b 9 күн бұрын
ମୁଁ ମୟୂରଭଞ୍ଜ ଖିଟିଂ ରୁ ଗୀତଟିକୁ ଦେଖୁଛି ବହୁତ ସୁନ୍ଦର ହେଇଛି
@durgacharanmohanta435
@durgacharanmohanta435 10 күн бұрын
ଦିଲ ସେ ମୟୁରଭଞ୍ଜିଆ ❤
@sdsarojdas6205
@sdsarojdas6205 10 күн бұрын
Nature's gift our mayurbhanj ❤ always master peace ❤
@Smart_Surubali
@Smart_Surubali 4 күн бұрын
ମୁଁ ରାଇରଙ୍ଗପୁର ପିଲା ! ରାଇରଙ୍ଗପୁର ପିଲା ସମସ୍ତେ ଲାଇକ୍ 👍👍👍 କର
@Dhansda15
@Dhansda15 10 күн бұрын
Mu ବି mayurbhanjia...❤❤ ଅତି ସୁନ୍ଦର ଗୀତ
@sangrambehera8874
@sangrambehera8874 10 күн бұрын
ଆମ ମୟୂରଭଞ୍ଜିଆ ମାନ ଙ୍କ ପାଈଁ ବହୁତ୍ ସୁନ୍ଦର୍ ଗୀତ ଟିଏ thank you Raja misra sir ❤
@SHARPMIND-g2l
@SHARPMIND-g2l 10 күн бұрын
ମୁଁ ମୟୂରଭଞ୍ଜିଆ ❤️❤️❤️ ଗୀତ ଶୁଣିଲେ ହୃଦୟରେ ଖୁସିର ଲହରୀ ଖେଳି ଯାଉଛି 💞💞💞
@ramhembram8875
@ramhembram8875 10 күн бұрын
ଆମ ମୟୂରଭଞ୍ଜ ଦ ଦିଲ୍ ସେ ❤❤❤❤❤❤
@sanjaymohapatra762
@sanjaymohapatra762 9 күн бұрын
ଖୁବ୍ ସୁନ୍ଦର ଗୀତ
@kiskuofficial1361
@kiskuofficial1361 6 күн бұрын
ମନକୁ ଛଈ ଗଲା❤❤❤❤❤❤❤❤❤❤❤ ସେ ମୟୂରଭଞ୍ଜଆ
@murmukola4818
@murmukola4818 10 күн бұрын
ଅତି ସୁନ୍ଦର ହୋଇଛି i love mayurbhanj
@madhusudanmohanta
@madhusudanmohanta 10 күн бұрын
One of the best diamond of mayurbhanj is Rajabhai....
@graftingsoma6439
@graftingsoma6439 8 күн бұрын
କେତେ ଆନନ୍ଦ ଲାଗୁଛି ଏଇ ଗୀତ ଶୁଣିଲେ ❤❤❤❤ love you all ମୟୂରଭଞ୍ଜ ଜିଲ୍ଲା ବାସୀ ❤❤
@MGL_Creation
@MGL_Creation 5 күн бұрын
ମୟୁରଭଞ୍ଜ ଏବଂ ସାନ୍ତାଳି ସିନେମା ଇଣ୍ଡଷ୍ଟ୍ରିକୁ ବଞ୍ଚେଇ ରଖିବାରେ ରଜା ମିଶ୍ର Sir ଙ୍କ ବହୁତ୍ ବଡ ଯୋଗଦାନ ଅଛି ❤❤❤Thank you very much Raja Mishra Sir for keeping the Santali film industry alive till now.❤❤❤
@suravikavita
@suravikavita 9 күн бұрын
ବହୁତ ବହୁତ ସୁନ୍ଦର...ମୁଁ ବାରିପଦାରୁ 🙏🙏
@shantanupadhi5809
@shantanupadhi5809 9 күн бұрын
ସୁନ୍ଦର composition, ଗାୟକି ବି ସୁନ୍ଦର, ଆଉ photography ଭି ଭଲ ହେଇଚି. ପୁରା ଟିମ କୁ ଆନ୍ତରିକ ଧନ୍ୟବାଦ ଓ ଶୁଭେଚ୍ଛା.❤
@amirkumar9428
@amirkumar9428 9 күн бұрын
ଅତି ସୁନ୍ଦର ❤❤❤❤ ଦିଲ୍ ସେ MAYURBHANJIA
@mayurikaproductions7443
@mayurikaproductions7443 10 күн бұрын
ବହୁତ ସୁନ୍ଦର ହେଇଛି, ଭିଡିଓଟିରେ କାର୍ଯ୍ୟ କରିଥିବା ସମସ୍ତ କଳାକାର,ଟେକନିସିଆନ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଅଶେଷ ଧନ୍ୟବାଦ 🙏🙏🙏🙏🙏🙏🙏
@umeshjitsingh3065
@umeshjitsingh3065 7 күн бұрын
ଆମ ଓଡ଼ିଶାର ସଂସ୍କୃତିକୁ ଅଛୁଆଁ ଆକାଶରେ ରଖିଥିବା ମୟୂରଭଞ୍ଜ ଶୈଳି କୁ ଅତି ଉତ୍ତମ ଭାବରେ ଓଡ଼ିଶା ଲୋକଙ୍କ ଆଗରେ ଉପସ୍ଥାପନ କରିଥିବାରୁ ଧନ୍ୟବାଦ ,କଟକ ରୁ❤
@niranjanpatra499
@niranjanpatra499 10 күн бұрын
Mu v Mayurbhanjia. Bahut sundar Heichhi emiti Video baneithiba sabu bandhu mananku bahut bahut dhanyawad
@NikhilNaik-kt5oe
@NikhilNaik-kt5oe 10 күн бұрын
ଅତି ସୁନ୍ଦର ହୋଇଛି ଗୀତ
@rajumohanta9146
@rajumohanta9146 9 күн бұрын
ଆମେ ମୟୂରଭଞ୍ଜିଆ ଭାରି ବଢିଆ
@2du_Beta_Creation
@2du_Beta_Creation 10 күн бұрын
Bohuto sundaro heichi ❤❤❤
@rspuchishorts
@rspuchishorts 10 күн бұрын
ଅଲଗାପ୍ରକାର 😊
@wemad4volleyball317
@wemad4volleyball317 10 күн бұрын
ଏଇଟା ଗୋଟେ ହେଲା ଭାଇ... Maa kasam dil garden garden ହେଇ ଗଲା. Proud to be Mayurbhanjia
@GS_Music_Production
@GS_Music_Production 10 күн бұрын
Mu Mayurbhanjia pain garbita Outstanding song Outstanding lyrics Outstanding Upasona❤
@SunilKumar-ck4xb
@SunilKumar-ck4xb 8 күн бұрын
Mu mayurbhanjia pain garbita I love you mayurbhnjia
@shyamlalsardar1619
@shyamlalsardar1619 10 күн бұрын
Love you Mayurbhanj ❤❤❤ (FROM TIRING )
@SuperHitsOdia
@SuperHitsOdia 8 күн бұрын
*ସୁନ୍ଦର ଆମ ମୟୂରଭଞ୍ଜ ଆଉ ଆମେ ବି ସୁନ୍ଦର*
@AKBioflcFishFarming
@AKBioflcFishFarming 4 күн бұрын
ମୁଁ ମୟୂରଭଞ୍ଜଆ❤❤❤❤❤
@SitaMurmu-k7r
@SitaMurmu-k7r 10 күн бұрын
Bahut sundar ❤️❤️❤️❤️❤️
@Lipunproduction782
@Lipunproduction782 10 күн бұрын
ଜୟ ମା କିଚକେଶ୍ବରୀ 🙏
@Druvanmahato6655
@Druvanmahato6655 10 күн бұрын
Superb 🙏🙏🙏
@Ommsairam143
@Ommsairam143 9 күн бұрын
ବହୁତ ସୁନ୍ଦର ❤❤❤
@tophan96
@tophan96 9 күн бұрын
ସୁନ୍ଦର ମୋ ଭାଷା ସୁନ୍ଦର ମୋ ମୟୂରଭଞ୍ଜ❤❤....
@DebashisBeheraDebashisBehera
@DebashisBeheraDebashisBehera 10 күн бұрын
ମୁ ମୟୂରଭଞ୍ଜିଆ ଗୀତ ଟି ବହୁତ ସୁନ୍ଦର ହେଇଛି ❤❤❤
@RakeshSahoo-u1y
@RakeshSahoo-u1y 8 күн бұрын
ଜୟ ଜୟ ଶ୍ରୀ ଜଗନ୍ନାଥ ଖାଲି ମୟୂରଭଞ୍ଜ ଭଲ ଆଉ ସବୁ ଜିଲ୍ଲା ଖରାପ ତା ନୁହଁ । ସବୁ ଜିଲ୍ଲା ଟିକେ ଟିକେ ନିଆରା କାରଣ ,ଜଉ ରାଜ୍ୟରେ ପ୍ରଭୁ ଜଗନ୍ନାଥ ସାକ୍ଷାତ୍ ନିଜେ ବିଜେ କରିଛନ୍ତି । ତ ନିଶ୍ଚିତ ସାରା ଓଡିଶା ବହୁତ ସୁନ୍ଦର । ଆମେ ଓଡ଼ିଆ ,,,, ଭରି ବଢିଆ ,,,,
@Littlesingerprabhupada
@Littlesingerprabhupada 10 күн бұрын
Tremendous Editing.....So beautiful....I proud to be a Mayurbhanji....
@arjunpurohit6499
@arjunpurohit6499 10 күн бұрын
Wonderful.
@sarojkumargiri593
@sarojkumargiri593 10 күн бұрын
Mu Mayurbhanjia hoi thibaru bahut khusi. Jai Mayurbhanj.
@maakichakeswaridancegrup9173
@maakichakeswaridancegrup9173 10 күн бұрын
1 no Bhai song ta monaku chunigola i love mayurabhanj
@d______3174
@d______3174 8 күн бұрын
ଗର୍ବରେ କହୁଛି ମୁଁ ମୟୂରଭଞ୍ଜିଆ 🥰
@subodhnayak1657
@subodhnayak1657 10 күн бұрын
Bahut sundar.❤🎉
@lyricistgovindahansdah
@lyricistgovindahansdah 10 күн бұрын
ବହୁତ ସୁନ୍ଦର, ହୃଦୟଛୁଆଁ 👌👍
@SagarKumar-hk6ym
@SagarKumar-hk6ym 10 күн бұрын
ସବୁ arits ମାନଂକୁ ମୋର DIL💚ସେ ଜୁହାର 🙏🏼 & special thanks🥰Raja sir✨nice present🤗tation sir iam proud bea 🥁mayurbhanjia🦚
@manojkumarmohanta9771
@manojkumarmohanta9771 9 күн бұрын
ବହୁତ, ବହୁତ,ବହୁତ, ସୁନ୍ଦର ଲେଖା music 🎵🎶🎵 form Mkm production team
@funnyandfunnyvideo1737
@funnyandfunnyvideo1737 8 күн бұрын
Mu malkangiri ru kintu song suniki bahut khusi lagila Love you all
@sorenbabu6743
@sorenbabu6743 10 күн бұрын
ଅତି ସୁନ୍ଦର,ଜୟ ମୟୁରଭଞ୍ଜିଆ ❤🌹♥️
@murmuraazchhotu631
@murmuraazchhotu631 7 күн бұрын
ମୋ ମାଟି ❤
@shriiiiii......
@shriiiiii...... 8 күн бұрын
Mu angul ru hele mu Mayurbhanj Baripada re ruhe......au Mayurbhanj bahut bhala lagr.....❤️🙏
@bijaykumarmohanta9071
@bijaykumarmohanta9071 10 күн бұрын
Proud to be a mayurbhanjia❤❤❤🎉🎉🎉 Kisa aau kahimi...bejain bhal nagla geeto aau video.❤❤❤❤🎉🎉🎉🎉🎉
@sorenbabu6743
@sorenbabu6743 Күн бұрын
ବହୁତ ସୁନ୍ଦର ଏବଂ ହୃଦୟସ୍ପର୍ଶି ଗୀତ. ଧନ୍ୟବାଦ. ଆଗକୁ ଵି ଏମିତି ଗୀତ ଭେଟି ଦେବେ ବୋଲି ଆଶା ରହିଲା. 🙏🌹🌹❤
@SuriyaMarndi-u1u
@SuriyaMarndi-u1u 9 күн бұрын
ବହୁତ୍ ସୁନ୍ଦର ଗୀତ ମନ କୁ ଛୁଇଁଲା 💞❤️❤️l love Mayurbhanj
@TofanMohantaJhumar
@TofanMohantaJhumar 9 күн бұрын
ଖୁବ୍ ସୁନ୍ଦର lyrics ❤❤Jay Mayurbhanj...
@manasghosh6514
@manasghosh6514 10 күн бұрын
ଖୁବ୍ ସୁନ୍ଦର ଏବଂ ହୃଦୟସ୍ପର୍ଶୀ। ପ୍ରତିଟି ଶବ୍ଦରେ ମୟୁରଭଂଜ ମାଟିର ମହମହ ବାସନା ଭରି ରହିଛି।ଗର୍ବ ର ସହିତ କହୁଛି "ମୁଁ ମୟୂରଭଞ୍ଜିଆ" ❤❤❤
@sushantakumarhansdah7054
@sushantakumarhansdah7054 10 күн бұрын
ଆଡି napay ହୁୟୁ ଆକାନା ନୱା ସେରେଞ୍ଜ 🎉🎉🎉🎉🎉❤❤❤❤❤
@ManasMurmu-bk6zs
@ManasMurmu-bk6zs 10 күн бұрын
I love you mayurbhanj hurdoyo chhuwa gito... lyrics ku thank..
@girimk8629
@girimk8629 8 күн бұрын
ଜୟ ମୟୂରଭଞ୍ଜ
@satyajitpatra4171
@satyajitpatra4171 9 күн бұрын
Mayurbhanj ro sabu culture ku dekhei thibaru bahut bahut dhanyavaad.... Mui to bahut khusi... Gan ku mone pokei thibaru❤❤❤❤
@lalmohanmurmuofficial6670
@lalmohanmurmuofficial6670 10 күн бұрын
Mu Mayurabhanjia 🎉❤
@AllWithAnjan
@AllWithAnjan 7 күн бұрын
ଦୁଃଖ ଲାଗୁଛି ମୁଁ ଆମ ବାଥୁଡି ଲୋକ ମାନଙ୍କର ଚାଙ୍ଗୁ ନାଚ tk ଏଇ ଭିଡିଓ ରେ ଦେଖିବାକୁ ପାଇଲିନାହିଁ କିନ୍ତୁ ଗୀତ ବହୁତ୍ ବଢିଆ ହେଇଛି Dil se mayurbhanjia ❤❤❤
@Laxmanbari-s6t
@Laxmanbari-s6t 10 күн бұрын
❤❤🎉 କେନ୍ଦୁଝର ଜିଲ୍ଲାରେ ହରିଚନ୍ଦନପୁର ବ୍ଲକ ମୁଁ 🥰🥰🥰🥰👍🙏✅
@bapipatra8070
@bapipatra8070 8 күн бұрын
ଭଲ ଲାଗିଲା mayurbhanjia ବଲି ମୁ
@dillipmohanta6210
@dillipmohanta6210 10 күн бұрын
ବହୁତ୍ ବଢିଆ ଲାଗୁଛି ମନ ଖୁଶି ହେଇଗଲା ❤❤❤Thanks 🙏 aii team work ❤❤❤
@CKBindhani11
@CKBindhani11 17 сағат бұрын
Bijei bhalo❤❤❤
@mr.mayurbhanj
@mr.mayurbhanj 8 күн бұрын
ବୋହୁତ ସୁନ୍ଦର ଲାଗୁଛି
@SapanPanda-ry1yb
@SapanPanda-ry1yb 10 күн бұрын
ସତରେ ବହୁତ୍ ଭଲ ଲାଗିଲା କୁନା ଭାଈ ଲେଖା ଅତି ଚମତ୍କାର
@dipusoren9117
@dipusoren9117 9 күн бұрын
ହିର୍ଲା ମାରାଙ୍ଗ୍ ବୁରୁ ,ଜୟ ମୟୂରଭଞ୍ଜ।
@debangshbehera2108
@debangshbehera2108 9 күн бұрын
ବହୁତ ସୁନ୍ଦର ହେଇଛି❤❤I Love Mayurbhanj
@bhanjakishoredas7091
@bhanjakishoredas7091 9 күн бұрын
Bahut sundar ❤❤❤❤❤❤
@Mbj_Football
@Mbj_Football 9 күн бұрын
Adi napay
@prakashkumarbehera9443
@prakashkumarbehera9443 10 күн бұрын
ବହୁତ ସୁନ୍ଦର ହେଇଛି... ହୃଦୟସ୍ପର୍ଶି ଗୀତ ଜୟ ମୟୁରଭଞ୍ଜ❤❤❤❤
@RabindraRabi-z8z
@RabindraRabi-z8z 3 күн бұрын
ଆହା କି ସୁନ୍ଦର ହେଇଛି ଗୀତଟି ❤
@Lipunproduction782
@Lipunproduction782 10 күн бұрын
ଆମ ଶିମିଳିପାଳ ପାଇଁ ଓଡ଼ିଶା ଗର୍ବ❤
@kanojkumarsahu
@kanojkumarsahu 10 күн бұрын
ଆମେ ମୟୂରଭଞ୍ଜିଅl ବହୁତ ଭଡ଼ିଆ
@premkumarmahantalyricist3522
@premkumarmahantalyricist3522 8 күн бұрын
Khub sundar heichi
@Snehaspicykitchen
@Snehaspicykitchen 10 күн бұрын
ବହୁତ ସୁନ୍ଦର ❤❤ .....ମୁଁ ମୟୂରଭଞ୍ଜିଆ.....
@niharranjan6972
@niharranjan6972 9 күн бұрын
ମୁ ଗର୍ବରେ କୁହେ ମୁ ମୟୁରଭଞ୍ଜିଆ... ରାଜା ଭାଇ ଗୀତଟି ବହୁତ ବଢ଼ିଆ ଲାଗିଲା
@SwarajBarik25
@SwarajBarik25 10 күн бұрын
ଜୟ ମୟୂରଭଞ୍ଜ ❤️🙏🏻 ଜୟ ମା ଅମ୍ବିକା ❤️🙏🏻 ଜୟ କଳା ❤🙏🏻
@manoranjandas1774
@manoranjandas1774 8 күн бұрын
What a amazing presentation,mayurbhanj culture, tradition,forest spring dance and historical are all in 5 minuits thanks to lyricists.
@SonuMohanta-wv3nn
@SonuMohanta-wv3nn 4 күн бұрын
ବୋହୁତ ସୁନ୍ଦର all singer thankyou❤
@rakeshbehera5798
@rakeshbehera5798 10 күн бұрын
ବହୁତ ସୁନ୍ଦର ହେଇଛି ଭାଇ.. ପୁରା ଟିମ କୁ ଅଭିନନ୍ଦନ 💐💐❤️❤️
@sanjuktaprusty1213
@sanjuktaprusty1213 2 күн бұрын
ଛଉ ହେଉଛି ଆମ ନୃତ୍ୟ ର ନାମ, ଅଟଇ ଭାରତ ପ୍ରସିଦ୍ଧ ଆମ ଭାଷା ଆମ ପରିଚୟ ଆମର ଗର୍ବ ।। ମୁଖ୍ୟ ଆମର ମକର ପରବ,ଟୁସୁ ମେଳା ମନଭରି ଖାଉ ଆରିଷା, କାକରା, ମଣ୍ଡା, ସେଦିନ ଆନନ୍ଦେ ଜାଳୁ ଆମେ ମକର କୁମ୍ମା ଆମେ ପରା ଖାଣ୍ଟି ମୟୂରଭଞ୍ଜିଆ ।।😊😊
@dashmatsoren693
@dashmatsoren693 15 сағат бұрын
❤❤❤
@Subha-tk5ei
@Subha-tk5ei 8 күн бұрын
Bohuti bholo heichi gito sobu cast ochonti ❤❤ love you all
@SaumyaranjanSahu-ih8nf
@SaumyaranjanSahu-ih8nf 2 күн бұрын
Best voice of odisha upasana sahu ❤
@suniljenavideos2961
@suniljenavideos2961 7 күн бұрын
ବହୁତ ବଢିଆ ହୋଇଛି, ଅଭିନନ୍ଦନ ରାଜା
@khage_swar.
@khage_swar. 8 күн бұрын
Pura super ❤❤
@DEEPAKKUMAR-qb1gy
@DEEPAKKUMAR-qb1gy 6 күн бұрын
ସୁନ୍ଦର୍ ଆମର ମୟୁରଭଞ୍ଜ, ମୟୁରଭଞ୍ଜ ସ୍ଵର, ସ୍ଵତନ୍ତ୍ରତା ଏଇ ଗୀତରେ ରହିଛି ମୁଁ କମ୍ସେକମ 17 ଥର ଶୁଣିଲି ମନ ମାନୁନି ଯେତେ ଶୁଣିଲେ କମ ଲାଗୁଛି ଆହୁରି କିଛି ଅଧିକ ଦର୍କାର ଗୀତ ଏହିଭଳୀଆ ...❤....
@RanjedarloharLohar
@RanjedarloharLohar 8 күн бұрын
ଭୁଲିନାହିଁ ମୁଁ ମୋ ଗାଁ ମାଟି ଲଷ୍ମୀପଷୀକୁ ଠାକୁରମୁଣ୍ଡା ବଜ଼ାର କୁ ଭୁଲି ନାହିଁ ସେ ଝୁମର ନାଚ ସାନ୍ତାଳ ଗୀତକୁ ଭୁଲିନାହିଁ ଜଙ୍ଗଲ ନଦୀ କୁ ଆଜି ଆମେ କେନ୍ଦୁଝର ରେ ରହିଲେ ଭି ହୃଦୟ ମୋ ମୟୁରଭଞ୍ଜ ଲୋକ ଯିଏ ଛଳନା ଧୋକା ଜାଣିନି ସମସ୍ତଙ୍କୁ ନିଜ ପରିବାର ସଦସ୍ୟ ଭାବୁଥିବା ଶ୍ରୀରାମ ଭଞ୍ଜ ମାଟିର ଛୁଆକୁ ❤️❤️but ଜୀବନରେ ଗୋଟେ ଦୁଃଖ ଆଜି ଆମ କଳା ସଂସ୍କୃତି ଲୋପ ପାଇବାରେ ଲାଗିଛି କାହିଁକି ନା ମିସନାରୀ ମାନେ ମୟୁରଭଞ୍ଜ କୁ ଧର୍ମାନ୍ତରଣ କରିବାରେ ଲାଗିଛନ୍ତି 🙏ଏଥି ପ୍ରତି ପ୍ରଶାସନ ସହିତ ଗ୍ରାମ ମୁଖିୟା ଧ୍ୟାନ ଦେବା ନିହାତି ଜରୁରୀ 😢😢ଜୟ ମା ବାସୁଳି 🙏🚩
@rashmiphysicaleducator5512
@rashmiphysicaleducator5512 9 күн бұрын
ଅତି ସୁନ୍ଦର❤️
@RV2SPORT
@RV2SPORT 10 күн бұрын
Ame mayurbhanjia🎉❤
@SubhadraHansdah-k1r
@SubhadraHansdah-k1r 8 күн бұрын
I love Mayurbhanj ❤❤
@sahurudranarayan
@sahurudranarayan 10 күн бұрын
Bahut sundar composition ❤jay ho Mayurbhanj🎉❤
@abhijitbehera4413
@abhijitbehera4413 4 күн бұрын
Jay mayurbhanj, Jay jagannath, Jay Maa ambika🙏
@chhabimohanty2112
@chhabimohanty2112 10 күн бұрын
ଚମତ୍କାର ❤❤❤❤❤❤❤❤❤❤❤❤❤❤❤❤❤❤
@AjithKumar-zy9xj
@AjithKumar-zy9xj 10 күн бұрын
Bahut sundar hehichi ❤
@sumirtramohanta9431
@sumirtramohanta9431 7 күн бұрын
Bahut sundar heichhi geeta ta or dance vi mu Gujrat re rahi bada heichhi kintu prati barsa makara sankranti re ghar ku jaye I love Mayurbhanja ❤❤
@kanojkumarsahu
@kanojkumarsahu 10 күн бұрын
ବହୁତ ଭଲ ଲାଗିଲା
Papu Pom Pom(New Odia Comedy) || Mayurbhanj Mahotsav 2024 || Baripada
21:13
MARANG BABU PRODUCTION
Рет қаралды 53 М.
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН
OLF 2024: Poet and Writer Padma Shri Haldhar Nag on one voice of many Indians
17:09
Indulge Express (indulgexpress)
Рет қаралды 151 М.
UFC 310 : Рахмонов VS Мачадо Гэрри
05:00
Setanta Sports UFC
Рет қаралды 1,2 МЛН