ଆମଦେଶର ମହାମହିମ ରାଷ୍ଟ୍ରପତିଙ୍କ ସହ ଭେଟିଲି || Meet with President of Bharat Smt Droupadi Murmu

  Рет қаралды 829,604

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 1 400
@UniqueboyAshish143
@UniqueboyAshish143 Жыл бұрын
ଲବ ଭାଇ ଙ୍କୁ ଯିଏ India ର no 1 traveller ଭାଵୁଚ ସିଏ like କର
@Ameshpradhan143
@Ameshpradhan143 Жыл бұрын
👍👍
@hiteshcreationdas3615
@hiteshcreationdas3615 Жыл бұрын
🎉🎉🎉🎉❤
@ArunaKumar-ju5cl
@ArunaKumar-ju5cl Жыл бұрын
❤❤❤❤
@Bhagaan.....
@Bhagaan..... Жыл бұрын
Nijoku bhauchoki bhai seithipaín like magucho😅
@Funny_interesting_videos
@Funny_interesting_videos 8 ай бұрын
No 1 nuhan, top-1 king traveller
@CR_DHAL_ENTERTAINMENT
@CR_DHAL_ENTERTAINMENT Жыл бұрын
ଦେଶର ପ୍ରଥମ ନାଗରିକ ଙ୍କୁ ଭେଟି ଆସିଥିବାରୁ ବହୁତ ବହୁତ ଅଭିନନ୍ଦନ 😊 ତୁମେ ବହୁତ ଭାଗ୍ୟବାନ ଭାଇ 😊 ଆମ ରାଷ୍ଟ୍ରପତି ଆମ ଆମ ଗର୍ବ ❤
@sisirakantatripathy4546
@sisirakantatripathy4546 Жыл бұрын
ବହୁତ ବହୁତ ଧନ୍ୟବାଦ ଆପଣ ବହୁତ୍ ଭାଗ୍ୟବାନ ମହାମହିମ ରାଷ୍ଟ୍ରପତିଙ୍କ ଦର୍ଶନ ପାଇଲେ
@rebati971
@rebati971 9 күн бұрын
Bhut bhut dhanybada bhai ରାଷ୍ଟ୍ରପତି ଙ୍କୁ ଭେଟି ତାଙ୍କ ବିଷୟରେ ଏବଂ ସେହି ଜାଗା ବିଷୟରେ କହିଲ 🙏🙏🙏❤️❤️❤️💚💚💚super hiro u r👌👌👌👌👌👌👌👌👌👌
@DJDibya34
@DJDibya34 Жыл бұрын
❤❤❤You are great❤❤❤ ମୟୁରଭଞ୍ଜ ର ଦୁଃଖ ଟିକେ ଜଣେଇବ ମହାମହିମ ରାଷ୍ଟ୍ରପତି ଙ୍କୁ🙏
@mohancharanmajhi-x4d
@mohancharanmajhi-x4d Жыл бұрын
❤❤❤❤❤
@mrchanunayak2701
@mrchanunayak2701 Жыл бұрын
​@@mohancharanmajhi-x4d❤❤
@kartikasenapati3047
@kartikasenapati3047 Жыл бұрын
ଯେତେବେଳେ ଆମ ୟୁନିଭରସିଟି କୁ ଆସିଥିଲେ, ସେତେବେଳେ ତୁମେ ଜଣେଇଲନି
@Jitu00500
@Jitu00500 Жыл бұрын
khali kn mayurvanj au ki6e nai
@starindiadigitalcreation8644
@starindiadigitalcreation8644 Жыл бұрын
​@@kartikasenapati3047bhitoro ku posibaku deuno thile
@hiramotikanhar609
@hiramotikanhar609 Жыл бұрын
ବହୁତ ସୁନ୍ଦର ତଥ୍ୟ (ଭବନ)ଓ ଶାଳ ବୃକ୍ଷ ଉପହାର ପ୍ରଦାନ କଥା ମୋତେ ଖୁବ୍ ଆନନ୍ଦ ପ୍ରଦାନ କଲା । ଇତି। ମାଆ, କନ୍ଧମାଳ ।
@OdiaSumanVlogs
@OdiaSumanVlogs Жыл бұрын
ଭିଡ଼ିଓ ଦେଖି ବହୁତ ଖୁସି ଲାଗିଲା ଏମିତି ଆଗକୁ ବଢ଼ିଚାଲ ଭାଇ ଆପଣଙ୍କ ସାଥିରେ ସାରା ଓଡ଼ିଶାବାସୀ ଅଛୁ, ଜୟ ଜଗନ୍ନାଥ 🛕⭕❕⭕ ❤🙏
@DayaramBhatra-bv9tm
@DayaramBhatra-bv9tm 7 ай бұрын
ଆପଣଙ୍କର ଭିଡିଓ ଆମକୁ ଭଲ ଳାଗେ❤❤❤❤❤❤❤ ଆଉ ସଭୁବେଲେ ଦେଖୁ💞💞💞💞💗💗💗💗💗💗
@baskeybrothersofficial...9638
@baskeybrothersofficial...9638 Жыл бұрын
ରାଷ୍ଟ୍ରପତି ଭବନ ଦେଖାଇବା ରୁ ବହୁତ ବହୁତ ଧନ୍ୟବାଦ ଭାଇ 👍
@hsingh2614
@hsingh2614 Жыл бұрын
ବହୁତ ବହୁତ ଧନ୍ୟବାଦ ଲବ ଭାଇ,ଆମକୁ ରାଷ୍ଟ୍ରପତିଭବନ ସଂପୃକ୍ତ କିଛି ନୂଆ ତଥ୍ୟ ଦେଇ ଥିବାରୁ ଆଉ ଶୁଭେଚ୍ଛା ମଧ୍ୟ ଜଣାଉଛୁ ରାଷ୍ଟ୍ରପତି ଙ୍କୁ ଦେଖା କରିବାର ସୁଯୋଗ ପାଇଥିବାରୁ । ଏପରି ଭାବରେ ଆଗକୁ ବଢିଚାଲ ଆଉ ଆମକୁ ନୂଆ ତଥ୍ୟ ମାନ ଦେଉଥାଅ‌‌‍‌..... ଧନ୍ୟବାଦ।❤❤❤
@Adityafoodandvlogs
@Adityafoodandvlogs Жыл бұрын
ବହୁତ ବହୁତ ଶୁଭେଚ୍ଛା ଦେଶ ର୍ ମହମାହିମ୍ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିଥିବାରୁ ❤❤❤❤❤❤
@BadboyYouTube952
@BadboyYouTube952 Жыл бұрын
See our village video
@thabira4160
@thabira4160 Жыл бұрын
ପ୍ରଥମ,ଥର, ପା ଇଁ, ରାଷ୍ଟ୍ର ପତି,କୁ ଦେଖାକରିଥିବାରୁ ଧନ୍ୟ, ବାଦ୍ ଲବଭା ଇ ❤❤❤❤
@ayushnayaktukunu6787
@ayushnayaktukunu6787 Жыл бұрын
କିଏ କିଏ ଚାଁହୁଛ ଲବ ଭାଇ Next Time ଆମ PM ନରେନ୍ଦ୍ର ମୋଦି ଜୀ ଙ୍କୁ ଦେଖା କରନ୍ତୁ ବୋଲି ❤
@mrnaik11
@mrnaik11 Жыл бұрын
ମୋ ମନ କଥା କହିଦେଲ ହୋ ❤️
@mohancharanmajhi-x4d
@mohancharanmajhi-x4d Жыл бұрын
❤❤
@sangramkundu746
@sangramkundu746 Жыл бұрын
Me
@Babubhaya653
@Babubhaya653 Жыл бұрын
ସିଏ କ'ଣ ତମ ଗାଁ ସରପଞ୍ଚ 😂😂😂😂😂😂
@vmbrother5085
@vmbrother5085 Жыл бұрын
@@Babubhaya653 Achha 🤣🤣🤣🤣
@prabhatpattanayak8926
@prabhatpattanayak8926 Жыл бұрын
Awesome Awesome Visit - Meet to President of Bharat...Thanks Laba Babu.. TULASI Duee PATRA ru BAASE..... Go ahead...You are also unique & awesome...
@dhanirambeg7820
@dhanirambeg7820 Жыл бұрын
ଯୁହାର ଲବ ଭାଇ 🎉🎉🎉 nice to meet the president of India this is the biggest achievement of your.ଭାଇ ବହୁତ ଖୁସି ଲାଗିଲା ତମର ସାଖ୍ୟାତ କାର ରାଷ୍ଟ୍ରପତି ଙ୍କର ସଙ୍ଗରେ ଆଉ ଆମର ଆଦିବାସୀ ର କସଟ୍ୟୁମ ପିନ୍ଧି ଥିଲ ବହୁତ ସୁନ୍ଦର ଦେଖା ଯାଉଥିଲା ଆଉ ଗେଟ୍ ନେ ସାହାଯ୍ୟ ଭି ହେଲା ଆମର ଆଦିବାସୀ ମାନଙ୍କର ମାନ ଭି ରହିଲା ଯଶ ଭି ଟେକ ରଖିଲ ରେ ଭାଇ ଏବେ ଆମେ ଳବ ଭାଇ ର ଲାଗି ଆଉ ଅଧିକ ଗର୍ବୀତ ଆଉ ଲବ ଭାଇ ବା଼ଃ ଲବ ଭାଇ ବା଼ଃ
@sureshmajhi4280
@sureshmajhi4280 Жыл бұрын
ଲଵ ଭାଇ ରାଷ୍ଟ୍ରପତି ଭବନ ର ଦୃଶ୍ୟ କୁ ଦେଖାଇଥିଵାରୁ ବହୁତ ଖୁସି ,,🙏🎉
@OPSC.ASPIRANT123
@OPSC.ASPIRANT123 Жыл бұрын
Laba bhai ଆପଣ ଆମ ଦେଶ ପାଇଁ ମହାନ୍ ଯୁବକ 🙏🙏🙏... ଯାହା ହେଉ ଆପଣଙ୍କ ପାଇଁ ମୁଁ ରାଷ୍ଟ୍ରପତି ଭବନ ଦେଖିପାରିଲି 🙏🙏
@sanjanamishra4579
@sanjanamishra4579 10 ай бұрын
ରାଷ୍ଟ୍ରପତି ଭବନ ରେ ପ୍ରତ୍ୟେକ ବସ୍ତୁରେ ଅଶୋକ ସ୍ତମ୍ଭ symbol ଶୁଣିକି ଭଲ ଲାଗିଲା.. 😊🙏
@hrjhumarproduction633
@hrjhumarproduction633 Жыл бұрын
ଆଜି ଆମ ମୟୁରଭଞ୍ଜ ନା ଟେକି ଦେଲ ଜୟ ମୟୁରଭଞ୍ଜ ❤❤❤❤
@mohancharanmajhi-x4d
@mohancharanmajhi-x4d Жыл бұрын
@sushantakumarbarik
@sushantakumarbarik 3 ай бұрын
Jai mayurbhanj, from thakurmunda
@rashmirashmi8330
@rashmirashmi8330 Жыл бұрын
Odisha mati ra garba au gauraba 💐Maha mahima Rastrapati 💐💐 Draupadi Murmu nka pai Gotia like 💐💐Laba Bhai gotia like 👍 👇👇
@kiskusouth9371
@kiskusouth9371 Жыл бұрын
Johar Marang buru jaher ayo...Hirla Marang Buru❤❤❤ Asah Purau aa Rastrapati bhaban re nitong Marang Buru honn jaher ayo ko thaon ko nama...nowa khon raska r ched honn bang huy koh aaa..❤
@amitmk403
@amitmk403 Жыл бұрын
Thank you so much dear my labha Bhai ଆମ ଓଡ଼ିଶା ବାସୀ ସମସ୍ତେ like କର କାରଣ ଆମ ଓଡ଼ିଶା ର ମହାମହିମ୍ ରାଷ୍ଟ୍ରପତି ଅଛି ଦିଲ୍ଲୀ
@mrnaik11
@mrnaik11 Жыл бұрын
ମୁଁ ପ୍ରଥମ ଲାଇକ କରିଲି ଭାଇ ❤️
@mohancharanmajhi-x4d
@mohancharanmajhi-x4d Жыл бұрын
👌
@Krishina-v4r
@Krishina-v4r Жыл бұрын
Hmm
@alone_tdr
@alone_tdr Жыл бұрын
100 tanka paibu😂
@ShikharMarndi-jl3qs
@ShikharMarndi-jl3qs Жыл бұрын
Tume nuhe mu karichi
@ranjankanhar682
@ranjankanhar682 Жыл бұрын
Welcome 🎉
@suryamishra4153
@suryamishra4153 Жыл бұрын
ବହୁତ୍ ଭଲ ଲାଗିଲା ଭାଇ ଆପଣଙ୍କ ଭାଗ୍ୟ ଯେ ରାଷ୍ଟ୍ରପତି ଙ୍କୁ ଦେଖା କରି ପାରିଲ ଆଉ ଆମମାନଙ୍କୁ ଦେଖେଇଲ ଧନ୍ୟବାଦ୍ ଭାଇ❤👍🙏
@SAMUELL-m4u
@SAMUELL-m4u Жыл бұрын
You are so lucky Laba bhai ....You are first vlogger to meet President Draupadi Murmu ❤❤❤❤
@chandanadas5914
@chandanadas5914 Жыл бұрын
Mahaamahim nku dekha kariba bht bada sauvagya ra katha, se vagya samasta nku mile nhi.. Bt tumaku milila bht garva ra katha.. Bht khusi lagila...au dukha b je se vagya au sujog ama ku milini....God bless u....
@abinashsumanshekhar8183
@abinashsumanshekhar8183 Жыл бұрын
Jai Bharat ! Jai Odisha ! Jai Mayurbhanj ! Proud to be born in same district.
@dipankar_352
@dipankar_352 Жыл бұрын
Sir proud karantu ki amo district re born hai chanti ❤️ .na ki president district 🙏
@abinashsumanshekhar8183
@abinashsumanshekhar8183 Жыл бұрын
@@dipankar_352 Right 👍
@arundhatigiri9149
@arundhatigiri9149 Жыл бұрын
ଲବ ଭାଈ ତମେ ହୋଉଚ୍ଚ ଅମୋ ଦେଶର ଗର୍ବ ଗୌରବ ❤ କୋଣସି ସୁପର ✨ ଷ୍ଟାର ଠୁ ବି କମ୍ ନୁହେଁ
@alekhchandrabeja5578
@alekhchandrabeja5578 11 ай бұрын
ଲବ ବାବୁ ମୁଁ ଆପଣଙ୍କ ପାଇଁ ଗର୍ବିତ ।God bless you
@rahulkadeyang8979
@rahulkadeyang8979 3 күн бұрын
ଲବ,ଦାଦା,ଆମ ମୟୂରଭଞ୍ଜ ର ସମସ୍ୟା ଜଣିଇବ,❤
@sudhansughadai8990
@sudhansughadai8990 Жыл бұрын
Great brother 👏👏... hat's off to you...great things come with simplicity....ଭଲ ମଣିଷର ପ୍ରକୃତ ପରିଚୟ ସରଳତା, ଅସ୍ବାଭାବିକ ଭାବେ ସ୍ଵାଭାବିକ ହେବା।😊😊 ତୁମର ସରଳତା ,ସଚ୍ଚୋଟତା ଭଲ ମଣିଷର ପରିଚୟ ଦିଏ ଆଉ ତୁମର ଭଲ ସଂସ୍କାର ର ମଧ୍ୟ 🙏🙏 great job...good going 🎉👏🙏
@laxmanmurmu3285
@laxmanmurmu3285 Жыл бұрын
Laba vai you are really great for SANTALI community ❤🎉❤spesalla l proud for you❤
@villagevloger242Amar
@villagevloger242Amar Жыл бұрын
ଜୟ ଜଗନ୍ନାଥ ଭାଇ 🙏🙏🙏 ସବୁ ବେଳେ ଖୁସିରେ ରୁହ 😊
@dipakkumarbal8318
@dipakkumarbal8318 Жыл бұрын
ସୌଭାଗ୍ୟର ବିଷୟ l ଶୁଭେଚ୍ଛା ଓ ଅଭିନନ୍ଦନ l ଜୟ ଜଗନ୍ନାଥ।🎉🎉
@RudraOdiyaShayari3906
@RudraOdiyaShayari3906 Жыл бұрын
ଆଉ ଏକ ସ୍ବପ୍ନ ପୂରଣ ହେଇଗଲା ତମର ଭାଇ 💞
@KunuDehuri-ev8rg
@KunuDehuri-ev8rg 4 ай бұрын
ଧନ୍ୟବାଦ ଭାଇ ମା ସନ୍ତୋଷୀ ଆପଣକୁ ସାହା ହୁଅନ୍ତୁ 🌹🌹🌹🌹🌹🌹🌹🌹🌹🌹🌹
@chandramanimahanta8332
@chandramanimahanta8332 Жыл бұрын
ବହୁତ ସୁନ୍ଦର ଭିଡିଓ ର ସବୁ ପାଟ ଅତି ସୁନ୍ଦର ମୁଁ ଆଗରୁ comment' କରିଥିଲି ତାହାହିଁ ସତହେଲା
@kiskusouth9371
@kiskusouth9371 Жыл бұрын
Laba hansdah really you are doing a great job for...Santali Tribe Culture..❤
@Somnathhembram-fw1nl
@Somnathhembram-fw1nl Жыл бұрын
ସାନ୍ତାଳା ଏକଲା ନାହିଁ ଭାଇ ଆଦିବାସୀ ସମାଜରେ ଯେତେ ଲୋକ ଅଛନ୍ତି ସେମାନେ ଶାଳ ଗଛକୁ ପୂଜା କରନ୍ତି ।
@manoranjansingh5209
@manoranjansingh5209 Жыл бұрын
Ri8 dada
@muchirammarndi2630
@muchirammarndi2630 Жыл бұрын
right dada
@ramdastudu4980
@ramdastudu4980 7 ай бұрын
Nice bro
@sukantamallik4876
@sukantamallik4876 Жыл бұрын
ଲବ ଭାଇ ପାଇଁ ଗଟେ ଲାଇକ୍ ହଉ, 👍👍👍❤🌹❤❤🌹
@RanitaSahoo-v4y
@RanitaSahoo-v4y Жыл бұрын
ଯାହା ହଉ ତମ ସପ୍ନ ପୂରଣ ହଉ ଭାଇ 👍
@shaikhtaffiaruddin3085
@shaikhtaffiaruddin3085 8 ай бұрын
You are great and lucky person to meet the honourable president of Bharat Smt. Droupadi Murmu . You are proud of not only Mayubhanj but also Odisha n Bharat 🎉I LOVE YOU Beta.🎉
@kiskuraj1737
@kiskuraj1737 Жыл бұрын
ବହୁତ ଖୁସି ଲାଗିଲା ଆମକୁବି ତମେ ରାଷ୍ଟ୍ରପତିଙ୍କୁ ଦେଖା କରିଲ 🥰🥰🥰🥰🥰🥰🥰🥰🥰
@gadadharsahoo8577
@gadadharsahoo8577 Жыл бұрын
ଜଗନ୍ନାଥ ତୁମର ସମସ୍ତ ଇଛା ପୂରଣ କରନ୍ତୁ।
@pradeshbaral6976
@pradeshbaral6976 Жыл бұрын
ଅତି ସୁନ୍ଦର ଭାଇ ଜୟ ଜଗନ୍ନାଥ ❤❤❤
@hiramotikanhar609
@hiramotikanhar609 Жыл бұрын
ଜୟ ଜଗନ୍ନାଥ ମହାପ୍ରଭୁ,ଆମର ସଦିଚ୍ଛା ପୂରଣ କର ।
@Jb-rn4gu
@Jb-rn4gu Жыл бұрын
Congratulation.. ଭାଇ.. ♥️❤️ I ♥️ ଭାରତ..
@bilasabhisek
@bilasabhisek Жыл бұрын
Bhai you are Pride of Odisha..Thanks for showcasing our Odisha
@bharatibehera143
@bharatibehera143 Жыл бұрын
Wow. Really so NYC.... Amiti bhagya samastankara na thae... God nka asirwad tuma upare bhai all time❤😍
@SingrayHembram-n5s
@SingrayHembram-n5s Ай бұрын
All group are thank as meet our president madam murmu, thanks
@freefireofficial3817
@freefireofficial3817 Жыл бұрын
ଲବ ଭାଇ ଵହୁତ ଵହୁତ ଧନ୍ୟବାଦ ଖୁସି ରେ ରୁହ
@LWTEDDYKARAN
@LWTEDDYKARAN Жыл бұрын
କି ଭାଗ୍ୟ ଭାଇ ତୁମର ଭଗବାନ୍ ଙ୍କୁ ପାର୍ଥନା କରୁଛି ସେମିତି ଖୁସିରେ ଥାଅ ❤❤❤ love you bro
@kamulukhillo7756
@kamulukhillo7756 Ай бұрын
ବଡ଼ିଆ ଲଭ ବାଇ ଯାଗା
@pintusahoo-informative
@pintusahoo-informative Жыл бұрын
Who agree this man born to make history ?
@suho-scorpio9471
@suho-scorpio9471 8 ай бұрын
You are the pride of every indian🎉 heart.❤❤❤❤❤
@ODIABHAJANSTUDIO1043
@ODIABHAJANSTUDIO1043 Жыл бұрын
Meri Maa ke lia ak LIKe Please 🥺🥺🥺😭😭😭👍👍👍👍👍👍 like Button ❤️
@chandansing7947
@chandansing7947 Жыл бұрын
Ramji Film City jibo Bhai
@ODIABHAJANSTUDIO1043
@ODIABHAJANSTUDIO1043 Жыл бұрын
@@chandansing7947 hmm bhai ❤️🙏
@deepakgamer2083
@deepakgamer2083 8 ай бұрын
ଭାଇ ଆପଣଙ୍କ ଜୀବନ ଧନ୍ୟ ହଇଗଳା, ଆଉ ଆପଣବି ଧନ୍ୟ ହୋଇଗଳେ, ଆଉ ଆମକୁବି ଧନ୍ୟ କରିଦେଳେ
@kilogram382
@kilogram382 Жыл бұрын
ରାଷ୍ଟ୍ରପତି ଭବନ ଦେଖାଇବା ରୁ ଅଶେଷ ଧନ୍ୟବାଦ ଭାଇ
@MurmuBayar-bu1gd
@MurmuBayar-bu1gd 6 ай бұрын
Bohut,bohut dhonyobad lobobhai jahu am rastropoti sahito dekhakolo
@Dsrrsren7184
@Dsrrsren7184 Жыл бұрын
Many many Congratulations laba Bhai 🎉 and We are really very proud so love you to,very thanks. Joharge 🙏 Bande Utkal Janani and Jai jagannath ❤❤❤ Hirla marang buru Hirla jayer Ayo ❤❤❤
@musumurmu8860
@musumurmu8860 Жыл бұрын
Bhai bahut khushi lagila rastrapati bhaban dekheithibaru ❤love u bhai
@cyclepee9682
@cyclepee9682 Жыл бұрын
Mu first time...history re Rastrapati bhaban bisoyare janili...NYC👌
@sailabalaofficialvlog9752
@sailabalaofficialvlog9752 Жыл бұрын
Rastrapati Bhawan aau rastrapati nka bisayare janiki Bahut Khushi lagila....Tuma pain ama odisha Garbita❤️
@kunamhansdah
@kunamhansdah Жыл бұрын
ଜହାର ଗେ ମାରଙ୍ଗବୁରୁ 🙏🙏🙏 Jaharge marang buru Jahar ge laba dada
@niranjannayak9827
@niranjannayak9827 8 ай бұрын
ଲବ ଭାଇ କୁ ଗିନିଜ book ରେ ସ୍ଥାନ ପାଇବା ଦରକାର
@Tikilifestyle
@Tikilifestyle Жыл бұрын
Wow great vai proud of you 👍👍👍👍ଏମିତି ଅଗକୁ ଆଗେଇଚାଲ ❤❤
@Dildaardesivlogs
@Dildaardesivlogs Жыл бұрын
ବହୁତ ବହୁତ ଶୁଭେଚ୍ଛା ଓ ଶୁଭକାମନା ମାଢି ଚାଲ
@DEVSTUDIOLIVE
@DEVSTUDIOLIVE Жыл бұрын
❤ lot's of love from Nabarangpur..... Love you Laba Dada🙏🙏🙏🙏🙏🙏
@Sillu12br
@Sillu12br 8 ай бұрын
I'm very happy for this video
@kameswarYouTubeExpress
@kameswarYouTubeExpress Жыл бұрын
Congratulations Bhai 👍🥰🤝🙏🎊🇮🇳 Jay Hind Jay Bharat Jay Jagannath Jay shree Ram 🙏🥰
@AbinashOjha.07
@AbinashOjha.07 Жыл бұрын
🚩ଜୟ ମାଆ କଟକଚଣ୍ଡୀ ଭାଇ🥰❤️🙏 Love From Cuttack ❤️
@ankitagk
@ankitagk Жыл бұрын
Respect Button for Odisha Number 1 Vlogor ଲବ ଭାଇ ❤️❤️👍👍❤️❤️
@subratjana8563
@subratjana8563 Жыл бұрын
ବହୁତ ବହୁତ ସାଧୁବାଦ, congratulations 💐💐💐👍👍👍👍 କିଛିଦିନ ତଳେ ଯେଉଁ ଓଡିଆ ଭାଇ ଆପଣକଂୁ ଖରାପ ବ୍ଯବହାର କରିଥିଲେ ସେହି ମହାଶୟ କଂ ମୁହଁ ରେ ଟିକିଏ କଳା ବୋଳି ବାକୁ ଇଛା ହେଉଛି, ସେ ନିଜେ ଏହି vlogs ଦେଖିଲା ପରେ ନିଜକୁ ନିଜେ ମୁହଁରେ ଛେପ ପକାଉଥିବ, ଭାଇ ଭଗବାନ ଅଛନ୍ତି, ଜୟ ଜଗନ୍ନାଥ 🙏🙏🙏🙏🙏🇮🇳🇮🇳🇮🇳🇮🇳🇮🇳🇮🇳👍👍👍👍
@sandhyamarandi5592
@sandhyamarandi5592 Жыл бұрын
ଭାଇ ରାଷ୍ଟ୍ରପତି ଙ୍କୁ ଦେଖା କରିବାକୁ ହେଲେ କଣ କଣ କରିବାକୁ ପଡ଼ିବ ଆଉ କେମିତି ଯିବାକୁ ହେବ ସେ ବିଷୟ ରେ ଗୋଟିଏ video କରିବେ please
@tabiyosabar2063
@tabiyosabar2063 Ай бұрын
Jai ଭାରତ Jai ଓଡିଶା Jai ଆଦିବାସୀ
@debabrataverma8822
@debabrataverma8822 Жыл бұрын
LABAJI:CONGRATULATION FOR MEETING HONORABLE PRESIDENT OF INDIA.GOD BLESS YOU.
@debabrataverma8822
@debabrataverma8822 Жыл бұрын
THANKS FOR YOUR KIND COMPLIMENTARY.
@saathvik1342
@saathvik1342 Жыл бұрын
Bohut sunder heichi Rashtrapati bhawan... Labo BH tame bohut lucky kii Rastrapati nku misiki aasilo.. Muu b bohut khusi Lagila.. Sabu bele support rohibo tamo pain... Sabu part intresting achiii....❤❤❤
@odiashortstories3102
@odiashortstories3102 Жыл бұрын
The Rashtrapati Bhavan gardens, popularly called the Mughal Gardens, were renamed Amrit Udyan on January 28, 2023.
@BadboyYouTube952
@BadboyYouTube952 Жыл бұрын
See our village video
@llsblogger9583
@llsblogger9583 Жыл бұрын
ରାଷ୍ଟ୍ରପତି ହେଉଛନ୍ତି ଆପଣଙ୍କ ଜିଲ୍ଲାର ମୟୂରଭଞ୍ଜ ର
@prasantadashpupu7853
@prasantadashpupu7853 Жыл бұрын
It's a great experience for you to meet honourable president mam 😇😇😇... Proud of you man 🙏
@WilliamBhuyan143
@WilliamBhuyan143 10 ай бұрын
ବଡ଼ିଆ କେବେ ଦେଖି ନ ଥିଲି but photo ରେ ଦେଖିଲି ହେଲେ ରହସ୍ୟ ଜଣେଇଲ Thank you
@sundarmohanmarndi7979
@sundarmohanmarndi7979 Жыл бұрын
ବହୁତ ଭଲ ଲାଗିଲା ଏହି ଭିଡିଓ ❤❤❤❤
@brajakishorjena3431
@brajakishorjena3431 Жыл бұрын
ବହୁତ ସୁନ୍ଦର କଥା, ଯାହା ହେଉ କିଛି ନୂଆ ନୂଆ ଖବର ପାଉଛୁ.
@abhihuika2682
@abhihuika2682 Жыл бұрын
As a tribal boy ur our inspiration brother ....thanks a lot
@TaniTanveerTribal
@TaniTanveerTribal Жыл бұрын
Greate bro mayurbhanj ru jai Ratrapati ଦେଖା କରିବା. Tuma bagyare thila❤❤❤❤
@jyotiprakashasethi7981
@jyotiprakashasethi7981 Жыл бұрын
ᴛʜᴇ ᴘᴏᴡᴇʀ ᴏғ ɪɴᴛᴇʀɴᴀᴛɪᴏɴᴀʟ ᴠʟᴏɢʀ❤
@sandhyaranimalik4017
@sandhyaranimalik4017 Жыл бұрын
​@@suryabhaiofficial0.10ତମେ ଭାଇଙ୍କୁ ଛି କରୁଛ ତମେ ଯେଉଁ ଭିଡିଓ ଛାଡୁଛ କେତେ view ଆସୁଛି 😏😏😏
@Itzrjstatus
@Itzrjstatus Жыл бұрын
​@@sandhyaranimalik4017Right 😊
@sandhyaranimalik4017
@sandhyaranimalik4017 Жыл бұрын
@@Itzrjstatus ସେହି ଭାଇ ସୁନାପିଲା ପରି କିଛି ନକହି ତାଙ୍କ comment delete କରିଦେଲେ 😊😊😊😊😊 ପୁରା ସୁନାପିଲା ଟା😁😁
@Itzrjstatus
@Itzrjstatus Жыл бұрын
@@sandhyaranimalik4017 hmm ta 😅
@kamakhipradhan4221
@kamakhipradhan4221 Жыл бұрын
Congratulations meet India president Drupadi madam
@bilasinipradhan4997
@bilasinipradhan4997 Жыл бұрын
ବହୁତ ସୁନ୍ଦର
@chukuludigi1257
@chukuludigi1257 Жыл бұрын
Thank you bhai amaku rastrapathi bhabana bisayare jAneithibaru
@AbKaFan
@AbKaFan Жыл бұрын
*Respect Button for Mayurbhanjia* 👍🙂✅
@barendranaik5857
@barendranaik5857 Жыл бұрын
ଜୟ.ଜଗନ୍ନାଥ
@mrmajhi8381k
@mrmajhi8381k Жыл бұрын
ଲବ ଭାଇ ରାଷ୍ଟ୍ରପତି କୁ ଭେଟିକି ବହୁତ ଖୁସିଲାଗିଲା
@sibanmurmuvlogs2285
@sibanmurmuvlogs2285 Жыл бұрын
ବହୁତ ଧନ୍ୟମନେ ଲାଗୁଚି many many thanks.
@NiranjanPradhan-fp2vu
@NiranjanPradhan-fp2vu Жыл бұрын
Iam proud of you bro, all the best bro 💪, Jay jagnnatha 🙏🙏🙏
@kapilashmajhi5106
@kapilashmajhi5106 Жыл бұрын
ଜୟ ଜଗନ୍ନାଥ
@Ama_Sunuma_Live_Express
@Ama_Sunuma_Live_Express Жыл бұрын
ଭାଇ ମୁଁ ଆସିବି ଛଉ ପଡିଆ....ଦେଖା ହେବ ଭାଇ 4 ତାରିଖରେ ❤❤❤❤ ଲଭ ୟୁ ଭାଇ❤❤❤❤
@BrundabatiPatraBrundabatiPatra
@BrundabatiPatraBrundabatiPatra 8 ай бұрын
MuDroupadi Murmunku handsek karithili se jetebele ministar thile .and ebe tanka right side re jie achhanti sir padasi ganra jhio and ama ganra bohu.❤.
@suvendupattnaik2670
@suvendupattnaik2670 Жыл бұрын
I always appreciate your videos. The way of presentation is best.
@bapirana5653
@bapirana5653 Жыл бұрын
Laba bhai tame amite bahut aaga ku jaao, jagannath nka aasirbada Tama upare sabu bele thaau👍
@ark143music
@ark143music Жыл бұрын
ଭାଈ ଆମର ସବୁ ଜାଗା ଦେଖଉଛନ୍ତୀ ଧନ୍ୟବାଦ ଲବ ଭାଈ ❤
@rabinsbhai9435
@rabinsbhai9435 Жыл бұрын
Super Laba Bhai Tama jagu sabu dekiparuchu oh jani madya paruchu youtube on kole tamar vedeo dekibaku bololage love you bro
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 105 МЛН
Миллионер | 3 - серия
36:09
Million Show
Рет қаралды 2,2 МЛН
Gyana Guru Season 4 | Ep - 9 | Full Episode | Prathana Life
46:08
How To Choose Mac N Cheese Date Night.. 🧀
00:58
Jojo Sim
Рет қаралды 105 МЛН