କଣ୍ ପାଇଁ ଯାଉଛି ମୁଁ ନାଗାଲାଣ୍ଡ୍ || TRAVEL TO NAGALAND 

  Рет қаралды 167,347

ମୁଁ TRAVELLER

ମୁଁ TRAVELLER

Күн бұрын

Пікірлер: 634
@GUDDUNAIKODIAVLOGS
@GUDDUNAIKODIAVLOGS Ай бұрын
କିଏ କିଏ ଲବ ଭାଇ କର ଭିଡ଼ିଓ କୁ ଦେଖିବା ପାଇଁ ଅପେକ୍ଷା କରି ଥିଲେ ଲାଇକ କରନ୍ତୁ 👍
@hoknowledgeodisha
@hoknowledgeodisha Ай бұрын
ମୟୂରଭଞ୍ଜ ରୁ କିଏ କିଏ ଅଛନ୍ତି ଦିଲ୍ ସେ ଲାଇକ ଗୋଟେ ହୋଇଯାଉ ❤❤👍👍
@dkcreation6848
@dkcreation6848 Ай бұрын
❤❤❤❤❤
@Babu77-d8m
@Babu77-d8m Ай бұрын
Mu
@GUDDUNAIKODIAVLOGS
@GUDDUNAIKODIAVLOGS Ай бұрын
କେନ୍ଦୁଝର ଜିଲ୍ଲା ରୁ କିଏ କିଏ ଦେଖୁଛ ଲାଇକ କର 👍
@Manojmahakud-c8q
@Manojmahakud-c8q Ай бұрын
ଲବ୍ ଭଲଲାଗୁଚି
@Karaputia92
@Karaputia92 Ай бұрын
Bhai mu bi nabarangpur sabu like karuchi nabarangpur bali tike kao
@golmal420-l2v
@golmal420-l2v Ай бұрын
Jhumpura
@pintumahanta4960
@pintumahanta4960 Ай бұрын
Champua
@PrabinPK-xh2xm
@PrabinPK-xh2xm Ай бұрын
Hatadihi
@darasinghpradhan4841
@darasinghpradhan4841 Ай бұрын
ବହୁତ ସୁନ୍ଦର ଭିଡିଓ ଭାଇ. From କନ୍ଧମାଳ ଦାରିଙ୍ଗବାଡି
@nahasonlofi8728
@nahasonlofi8728 Ай бұрын
Love From Sujamaju😍
@bhagirathinayak191
@bhagirathinayak191 Ай бұрын
Mu tikabali
@BramhanandaKanhar-tn5eh
@BramhanandaKanhar-tn5eh Ай бұрын
ମୁଁ ଫିରିଙ୍ଗିଆ
@DeepakMallick-b9n
@DeepakMallick-b9n Ай бұрын
❤❤❤
@Bulubeero
@Bulubeero Ай бұрын
Bhai Tama number send kar mu Gajapati ru
@naikdd8311
@naikdd8311 Ай бұрын
କେନ୍ଦୁଝର ସଦର ରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
@SatyaBlogs547
@SatyaBlogs547 Ай бұрын
କାହାକୁ କହିବି କେମିତି କହିବି ଭାବି ପାରୁନି ନାହିଁ ମୁଁ ସବୁ ଚ୍ୟାନେଲ ପଛରେ ପକାଇ ଆଗକୁ ଆଗକୁ ଚାଲିଛୁ ତୁ ପ୍ରେମ ପାଇଁ ଆଜି ଦିନିଆ ବଦଲେ ତୁ ବି ବଦଳି ଥାଉ ଏତିକି ମାଗୁଛି ଏ ଶୁଭ ବେଳରେ ଜଗନ୍ନାଥଙ୍କୁ ଭକ୍ତି ଭରେ❤❤❤
@sushilchakisushil557
@sushilchakisushil557 Ай бұрын
😊😊😊❤❤
@duryodhannayak9087
@duryodhannayak9087 Ай бұрын
ସୁବର୍ଣ୍ଣପୁର ରୁ ଯେଉଁ ମାନେ ଅଛନ ଦିଲ ସେ ଲାଇକ 🎉🎉
@dambrumahala2564
@dambrumahala2564 Ай бұрын
Tame Ken ghan ra daa❤❤
@hrudanandasankhua5824
@hrudanandasankhua5824 Ай бұрын
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@SantoshPradhan-t4k
@SantoshPradhan-t4k Ай бұрын
ବହୁତ ଭଲ ଲାଗିଲା ଭିଡ଼ିଓ. ସମୟ ମିଳିଲେ ଆମ କନ୍ଧମାଳ କୁ ଆସ...... କନ୍ଧମାଳ ରେ ବହୁତ ଭଲ ଭଲ ଜାଗା ଅଛି...।କାଶ୍ମୀର......?
@TunaMeher-u3h
@TunaMeher-u3h Ай бұрын
Teri maa ki chud कंधमाल में इतना भी सुंदर जगह नहीं है 😅
@sushilchakisushil557
@sushilchakisushil557 Ай бұрын
😊😊❤ ଲବ ଭାଇ ସବୁଆଡ଼େ ଯିବେ tk ସମୟ ଦରକାର ଭାଇ 😊❤
@prakashpanda-811
@prakashpanda-811 Ай бұрын
Yes I know very good place
@sipumobile6252
@sipumobile6252 28 күн бұрын
Ok bro
@Odia.Jhia_Puja
@Odia.Jhia_Puja Ай бұрын
ଲବ ଭାଇଙ୍କ ପାଇଁ ଗୋଟେ ଦିଲ୍ ସେ ଲାଇକ୍ ହଉ👍👍
@tapanvlogs2740
@tapanvlogs2740 18 күн бұрын
ଭଗବାନ୍ ତୁମ କୁ ଏମିତି କା ଖୁସି ରେ ରଖନ୍ତୁ ❤🎉🎉 ଧନ୍ୟବାଦ ଭାଇ ଅତି ସୁନ୍ଦର୍
@ashokdishri3059
@ashokdishri3059 Ай бұрын
Love from Bargarh❤❤❤ Sabubele enta khush re Raha Jai jagannath Jai maa samalei
@umeshchandrapujari8131
@umeshchandrapujari8131 Ай бұрын
❤❤ ମୁଁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସବୁବେଳେ ଆପଣଙ୍କ ସବୁ ଟୁର ଦେଖେ ବହୁତ ଖୁସି ଲାଗେ ଲବ ଭାଇ ର କଥା ବାର୍ତ୍ତା ପୁରା ଯାକାସ ❤❤❤
@AbhimanyoSenapati
@AbhimanyoSenapati Ай бұрын
ଲବଭାଇ ତମ ଟ‌ଇଲେଟ୍‌ କଥାସୁଣି ମୋତେ ବହୁତ୍‌ ହସ ଲାଗିଲା ❤❤❤
@GamingwalaChintu
@GamingwalaChintu Ай бұрын
ଲବ ଭାଇ ଙ୍କୁ କିଏ ଭଲ ପାଉଚ ❤ like କର
@P.B.ODIAEXPRESS
@P.B.ODIAEXPRESS Ай бұрын
ବହୁତ ସୁନ୍ଦର ଭିଡିଓ ଭାଇ. From କନ୍ଧମାଳ ଦାରିଙ୍ଗବାଡି❤❤❤❤❤
@Panchananok
@Panchananok Ай бұрын
❤🎉🎉🎉
@Kurula-b1r
@Kurula-b1r Ай бұрын
❤❤❤❤❤❤❤❤
@PanchuPanchu-f1f
@PanchuPanchu-f1f Ай бұрын
Bahuta sundar ❤❤
@PanchuPanchu-f1f
@PanchuPanchu-f1f Ай бұрын
Bahuta sundar ❤❤❤❤❤❤❤
@PanchuPanchu-f1f
@PanchuPanchu-f1f Ай бұрын
Bahuta sundar ❤❤🎉🎉🎉🎉🎉
@AjeetMajhi-fz2zj
@AjeetMajhi-fz2zj Ай бұрын
Thank You so much Guys for 1.34k subscribers
@P.B.ODIAEXPRESS
@P.B.ODIAEXPRESS Ай бұрын
👉ବହୁତ ସୁନ୍ଦର ଭିଡିଓ ଭାଇ. From କନ୍ଧମାଳ ଦାରିଙ୍ଗବାଡି❤❤❤❤❤
@Panchananok
@Panchananok Ай бұрын
hii
@PanchuPanchu-f1f
@PanchuPanchu-f1f Ай бұрын
❤❤❤❤❤
@Devkundajamadiharu
@Devkundajamadiharu Ай бұрын
ମୟୁରଭଂଜ ଜିଲା Devakunda Jamadiha ରୁ
@sunillocalsports
@sunillocalsports Ай бұрын
Mu madhya se jagaru tama parichay tk diantu
@bhaskarnayak24
@bhaskarnayak24 Ай бұрын
Koraput pila like kara ❤
@rahulkadeyang8979
@rahulkadeyang8979 Ай бұрын
ଆମ ମୟୂରଭଞ୍ଜ ❤se ଲବ ଭାଇ
@Odia.Jhia_Puja
@Odia.Jhia_Puja Ай бұрын
ହେଇରେ ଲବ ଭାଇଙ୍କ ଭିଡିଓ ଆସିଗଲା😊🎉🎉❤❤❤
@jasenmarndi4723
@jasenmarndi4723 Ай бұрын
Ohh ooo😅😅😅
@Odia.Jhia_Puja
@Odia.Jhia_Puja Ай бұрын
@jasenmarndi4723 😁🤣
@Odiatoka-143s
@Odiatoka-143s Ай бұрын
😮😮😮
@Arun_Kumar_684
@Arun_Kumar_684 Ай бұрын
HN PA😂😂😂😂😂😂
@Odia.Jhia_Puja
@Odia.Jhia_Puja Ай бұрын
@@Arun_Kumar_684 hn pa 😁🤣
@umakantsethy5894
@umakantsethy5894 Ай бұрын
Wow bhai mo katha sata hela au Nagaland gale I am sooo happy laba bhai❤❤🥰
@KunilataBehera-qz5rm
@KunilataBehera-qz5rm Ай бұрын
ଜୟ ଜଗନ୍ନାଥ ତୁମକୁ ସାହା ହୁଅନ୍ତି ତୁମେ ନୂଆ ଚିନ୍ତାଧାରା କରି ବହୁତ ସୁନ୍ଦର video କର❤
@BhubankumarTudu
@BhubankumarTudu Ай бұрын
ବହୁତ ଭଲ ଲାଗିଲା ଲବ ଭାଇ ପାଇଁ ଲାଇକ୍ ଟେ ହଉ❤👍🏻❣️
@Bls-girl-barsha
@Bls-girl-barsha Ай бұрын
Thank for 600 subscribe ❤❤❤❤❤❤❤❤
@BhagabanBhatra-w5j
@BhagabanBhatra-w5j Ай бұрын
ବହୁତ ବଡ଼ି ଆ ଭାଇନା ଧନ୍ୟବାଦ
@Odia.Jhia_Puja
@Odia.Jhia_Puja Ай бұрын
ନାଗାଲାଣ୍ଡ କୁ କିଏ ସବୁ ଯାଇଛ ହାତ ଟେକ 🙋🤣😁
@Toripaaintopaain
@Toripaaintopaain Ай бұрын
Nai😂😂😂
@Odia.Jhia_Puja
@Odia.Jhia_Puja Ай бұрын
@Toripaaintopaain 🤣😁
@Toripaaintopaain
@Toripaaintopaain Ай бұрын
@@Odia.Jhia_Puja 😅😅😅
@Sujamaju
@Sujamaju Ай бұрын
Love From The Kashmir Of Odisha Daringbadi (Sujamaju) ❤❤❤
@panchabhue
@panchabhue Ай бұрын
ବହୁତ୍ ବହୁତ୍ ବଢିଆ ଭାଇ ❤❤👌👌
@subham1954
@subham1954 Ай бұрын
ବହୁତ୍ ସୁନ୍ଦର ଭିଡିଓ ❤❤❤❤❤ ଜୟ ଜଗନ୍ନାଥ ❤❤
@Psvlogging01
@Psvlogging01 Ай бұрын
ଭଞ୍ଜନଗର କିଏ କିଏ ଦେଖୁଛନ୍ତି ଲାକି କର 👍
@pinkypinky6274
@pinkypinky6274 Ай бұрын
ବହୁତ ସୁନ୍ଦର ଭିଡ଼ିଓ ❤️❤️
@balarammallick9372
@balarammallick9372 Ай бұрын
ଜୟ ଜଗନ୍ନାଥ happy journey bro❤❤
@Odia.Jhia_Puja
@Odia.Jhia_Puja Ай бұрын
ଆମ ଲବ ଭାଇଙ୍କୁ କିଏ କିଏ ସବୁ ଭଲ ପାଓ ଲାଇକ୍ କର👍👍
@SagarRaju-i2e
@SagarRaju-i2e Ай бұрын
❤️❤️❤️❤️❤️❤️
@Ratan_bhai_vlogs
@Ratan_bhai_vlogs Ай бұрын
Laba bhai pay gote like hau❤
@narasinghmajhi7822
@narasinghmajhi7822 Ай бұрын
ବହୁତ ସୁନ୍ଦର ହେଇଛି ଭିଡିଓ ସବୁବେଳେ ଏମିତି ହିଁ ଛାଡ ଲବ ଭାଇ ❤❤❤❤ଜୟ ଜଗନ୍ନାଥ ❤❤❤i am from Rayagada 🎉🎉🎉🎉🎉🎉
@Mr.jrtrends
@Mr.jrtrends Ай бұрын
Bhai 10th pila nka pain sabuthu best video .... ❤❤
@Dasbadanayak10k
@Dasbadanayak10k Ай бұрын
ଲଭ ଭାଇ ଙ୍କ ପାଇଁ dill ସେ like ❤️❤️❤️❤️❤️
@AbhisekSahu-pp2gs
@AbhisekSahu-pp2gs Ай бұрын
Bahut sundar laba bhai❤❤❤
@Mahakaal_love__143
@Mahakaal_love__143 Ай бұрын
Jai jagannath 🩷 Jai Shree Ram 🔱
@TareniJagat
@TareniJagat Ай бұрын
ନୂଆପଡ଼ା ଜିଲ୍ଲାରୁ ଯେଉ ଭାଇ ମନେ ଅଛ ଲାଇକ୍ କର👍🏻
@natureKing-d3f
@natureKing-d3f Ай бұрын
GANJAM LIKE 🎉🎉🎉
@KumarChandan-ji6pw
@KumarChandan-ji6pw Ай бұрын
ଆଗ ପରି ଲବ ଭାଇଙ୍କର ଭିଡ଼ିଓ ରେ ଏତେ ଭିୟୁ ଆସୁନି କଣ ପାଇଁ କେଜାଣି 1ମିଲିୟନ ହେଲା ପରେ ବହୁତ କମ୍ ଵିୟୁ
@Chandan-e1o3v
@Chandan-e1o3v 26 күн бұрын
Festival of festivals is hornbill festival..A very popular festival of naga culture in which foreign countries like uk,usa,peru will participate ..Enjoy 🎉🎉
@Souravshortsofficial-allinone
@Souravshortsofficial-allinone Ай бұрын
I am from bhadrak, charampa
@jitujani3746
@jitujani3746 Ай бұрын
Mu duidina rahithili .😊
@Radhakanta_Music_Official
@Radhakanta_Music_Official 29 күн бұрын
ଭାଈ ତମ girl' ଫ୍ରେଣ୍ଡ୍ ଙ୍କୁ ସାଙ୍ଗରେ ଆଣ ବହୁତ୍ ଭଲ ଲାଗୁଚି ଆମକୁ❤😊
@gourangasahu-sy1jk
@gourangasahu-sy1jk Ай бұрын
Jay Jagannath Jay odisha Jay bharat super hero Bhai 💪💪💪 madichala
@sumantasahoo6771
@sumantasahoo6771 Ай бұрын
ତେଲକୋଈ କେନ୍ଦୁଝର ଜିଲ୍ଳା ରୁ କିଏ କିଏ ଦେଖୁଛ ଲାଇକ କର 🇮🇳🇮🇳🇮🇳🇮🇳 🙏🙏🙏🙏
@MUMALYAVANTAVLOGGER
@MUMALYAVANTAVLOGGER Ай бұрын
Malkangiri like 🎉🎉🎉🎉❤❤❤❤❤
@Studioreelodia
@Studioreelodia Ай бұрын
I AM for keonjhar ❤
@nagendra2003
@nagendra2003 Ай бұрын
Bhai bageshowr baba ke pas jaiye na....... Kon kon chahte ho LABA HANSDA Bageshowr baba ke pas jayega like 👍👍👍 kare
@BipinPradhan-bq9hm
@BipinPradhan-bq9hm Ай бұрын
ବହୁତ ସୁନ୍ଦର ଭିଡ଼ିଓ ଲୋବ ଭାଇ fram ଦାରିଙ୍ଗବାଡି 👍👌❤️💞
@Madhusmita787
@Madhusmita787 Ай бұрын
ଆଜିର ଭିଡ଼ିଓ ଟି ଦେଖି ବହୁତ୍ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ ଙ୍କ ଦୟାରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤
@BHIKARIDAS-z2e
@BHIKARIDAS-z2e Ай бұрын
Very interesting vedio thila sir aponako ehi bholi video pain dekhiba ku bahut bhola laguchi ehi sabu ame amo english chapter padhuchu Sethi pain bahut kichi janibaku miluchi tq so much sir😊😊❤❤❤❤😊😊❤
@sushilchakisushil557
@sushilchakisushil557 Ай бұрын
❤❤❤😊😊
@laxmanofficialsmj5478
@laxmanofficialsmj5478 Ай бұрын
ଭୁବନେଶ୍ୱର ରୁ କିଏ କିଏ ଭାଇଙ୍କ ଭିଡିଓ ଦେଖୁଛ like କର କେବଳ ଭୁବନେଶ୍ୱର ଲୋକ like କର
@n.naik8233
@n.naik8233 Ай бұрын
Bhai really we are very happy to hear that you are going to show us hornbill festival which were studied in school and we were heard and studied only books but now we are eagerly waiting for your video. Thank u❤❤❤ love from kuliana
@chandanbhuyan4393
@chandanbhuyan4393 Ай бұрын
Best of luck bro❤❤❤❤❤❤❤🎉🎉🎉🎉🎉🎉🎉🎉
@NiranjanGagaraiSing
@NiranjanGagaraiSing Ай бұрын
ମୟୂରଭଞ୍ଜ ଜିଲ୍ଲା ରୁ କେତେ ଜଣ ଦେଖୁଛନ୍ତି ଲବ ଭାଇ ଅଙ୍କ ଭିଡିଓ ଦିଲ୍ ସେ ଲାଇକ କରନ୍ତୁ ❤️❤️💓💓❤️
@avilashmohanty9071
@avilashmohanty9071 29 күн бұрын
Beautiful video bhai ❤❤❤ Super ❤❤❤❤ Great great great 🙏🙏Jay Jagannath🙏🙏
@kunalmohanta5784
@kunalmohanta5784 Ай бұрын
Love 4 ମୟୂରଭଞ୍ଜ ❤❤❤❤❤❤❤ ବାରିପଦା ❤❤
@pijushhansdavlogs63
@pijushhansdavlogs63 Ай бұрын
Adi napai video laba dada ❤❤❤
@AkashSing-b6d
@AkashSing-b6d 23 күн бұрын
Laba bhai so cut❤❤❤❤
@BarshaMohanty-t6t
@BarshaMohanty-t6t Ай бұрын
Bhai sabu bale khushi re ruha
@SACHINOFFICIAL99-b5o
@SACHINOFFICIAL99-b5o Ай бұрын
ବହୁତ ସୁନ୍ଦର ଭିଡ଼ିଓ ଲଭ ଭାଇ 👍
@BuduruBhatra-y6u
@BuduruBhatra-y6u Ай бұрын
ନବରଙ୍ଗପୁର ଜିଲ୍ଲା ଗ୍ରାମ ନିରୁଣ୍ଡି ମୁଁ ସବୁବେଳେ ଭିଡ଼ିଓ ଦେକେ ଲବ ଭାଇ ର
@Punampujari123
@Punampujari123 Ай бұрын
Kanakat nirundi ki bhai
@MohanGouda-r5w
@MohanGouda-r5w Ай бұрын
Sampat bhatra 😢
@nsrvolg5966
@nsrvolg5966 Ай бұрын
ମୁ ବୁହାଲି
@bhagabhaga5945
@bhagabhaga5945 Ай бұрын
Bhai mu Kangra ru dekhuchi
@nsrvolg5966
@nsrvolg5966 Ай бұрын
@@bhagabhaga5945 Hmm
@ajaykumarsahoo870
@ajaykumarsahoo870 Ай бұрын
Bahut hi sundar video bhai ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@pknaik4145
@pknaik4145 Ай бұрын
Dil ସେ Like👍👍💕💕💕
@sagarmajhi6033
@sagarmajhi6033 Ай бұрын
ଲବ ଦା ମାତାଜୀ ନିର୍ମଳା ଦେଵୀ ରିନାୱା ଭିଡ଼ିଓ ମେଣ୍ଟଙ୍ଗ ବେନାୱ ବିନ ଆବ ଆଦିବାସୀ ଆଡି ଗାନ କ ଜି୍ୱିତ ଅୱା କ 🙏💞💞🥀🥀......
@GhenuPaik
@GhenuPaik Ай бұрын
ଭାଇ ମାନେ କିଏ କିଏ ନବରଙ୍ଗପୁର ରୁ ଦେଖୁଛ ଲାଇକ ଟିକେ ହେଇଯାଉ ଜୟ ଜଗନ୍ନାଥ 👍👍👍
@digantabarik1801
@digantabarik1801 29 күн бұрын
ଲବ ଭାଇ ମୁଁ ନିଜେ ରହୁଥୀଲି ନାଗାଲାଣ୍ଡ ରେ ୨୦୧୮ ରେ ମୁଁ ଏବେ ଗୁଜରାଟ ସୁରଟ୍ ରେ ଅଛି ❤
@IshaniMultiple
@IshaniMultiple Ай бұрын
God bless you Bhai tumara sabu echha purana karantu pravu Jagannatha🙏
@beherainformer7319
@beherainformer7319 Ай бұрын
New thumbnail making so attractive ❤️❤️❤️
@narayanraha4267
@narayanraha4267 Ай бұрын
ଧନ୍ୟବାଦ୍ , କୋହିମା city ର hornibalae ମହୋତ୍ସବ କୁ explore କରିବା ପାଇଁ ଏବଂ ନାଗାଲାଣ୍ଡ culture କୁ explore ପାଇଁ ଯାଉଥବାରୁ . Happy journey And ଭଗବାନ୍ ମଙ୍ଗଳ କାମନା ପୂରଣ କରନ୍ତୁ .
@priya7882
@priya7882 Ай бұрын
Best luck big bother 🎉🎉🎉🎉🎉🎉
@Smart_Surubali
@Smart_Surubali Ай бұрын
ବହୁତ ସୁ୍ଦର ଭିଡ଼ିଓ ଲବ ଭାଈ 🎉🎉🎉
@nahasonb4u91
@nahasonb4u91 Ай бұрын
ଭାଇ ମୁଁ ବହୁତ ଦିନରୁ ଆପଣଙ୍କ ଏହି ଭିଡିଓ ପାଇଁ ଅପେକ୍ଷା ରେ ଥିଲି....❤ ଗୋଟିଏ କଥା କହିବି,ଆମେ ଖାଇବା ପିଇବା କୁ ନେଇ ଜଣଙ୍କୁ ବାଛ ବିଚାର କରିବା ଉଚିତ୍ ନୁହେଁ। ଏମିତି ରେ ଆମ ଓଡିଶାରେ ବିଭିନ୍ନ ଜାଗାରେ ବିଶେଷତଃ ସାନ୍ଥାଳି ଓ ଜୁଆଙ୍ଗ୍ ମାନେ ପିମ୍ପୁଡି ଅଣ୍ଡାର ମନ୍ଦା,ଉଈ ର ମନ୍ଦା, ଝରି ପୋକ ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି। ସେମାନଙ୍କ ପରମ୍ପରା ଅନୁସାରେ ପୁରୁଷ ପୁରୁଷ ଧରି ଭକ୍ଷଣ କରି ଆସୁଥିବା ଖାଦ୍ୟକୁ ନେଇ ବିଚାରିବା ଅନୁଚିତ୍। ଯଦି ଆମେ ପାନୀୟ ପେୟ ବିଷୟକୁ ଅଲଗା ରଖି ଦେଖିବା,ତେବେ ମୁଁ କହିବି ଭାରତର ସବୁଠାରୁ ପ୍ରକୃତିର ସୁନ୍ଦରତମ ରାଜ୍ୟ ମାନଙ୍କରେ Northeast ରାଜ୍ୟ ( 7 Sisters State) ପ୍ରଥମ ସ୍ଥାନରେ ରହିବ। କେବଳ ଏଥି ସକାଶେ ନୁହେଁ ସେଠିକାର ଚାଲି ଚଳନ,ପରମ୍ପରା ନିଆରା।ସେମାନେ ଜଣଙ୍କୁ କିପରି ସମ୍ମାନ ଦେବାକୁ ହୁଏ ତାହା ଭଲ ଭାବେ ଜାଣନ୍ତି।ସେମାନେ କୌଣସି କାର୍ଯ୍ୟ କିମ୍ବା ପରିଶ୍ରମ କରିବାରେ ହେଳା କରନ୍ତି ନାହିଁ। ପରିବେଶକୁ କିପରି ସଫା ରଖାଯାଏ ତାହା ସେମାନେ ଛୋଟବେଳୁ ଶିଖିଥାଆନ୍ତି।ଆମ ଭାରତ ତାଙ୍କ ଠାରୁ ଅନେକ କିଛି ଶିଖିବାର ବାକି ଅଛି....❤️
@bilambaadha6408
@bilambaadha6408 Ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଲବ ଭାଇ
@UdamsinghMajhi
@UdamsinghMajhi Ай бұрын
I am from naba rangpur 🎉🎉🎉
@Dsrrsren7184
@Dsrrsren7184 Ай бұрын
Very nice video and really so amazing ❤❤👍
@Yeppee_21
@Yeppee_21 Ай бұрын
Welcome to nagaland brother I hope you enjoyed your stay hope to see you next year 2 ❤
@AMITKUMAR-vx7bx
@AMITKUMAR-vx7bx Ай бұрын
ଲବଭାଇ ସେଠାରେ ବାଉସ ରେ ତିଆରି ବହୁତ ଜିନିସ ମିଲେ ଦେଖାଇବ
@sundarmohanmarndi7979
@sundarmohanmarndi7979 Ай бұрын
ବହୁତ ସୁନ୍ଦର ଭିଡିଓ 🎉🎉🎉🎉🎉
@AnilManahira-c6f
@AnilManahira-c6f Ай бұрын
ସମ୍ବଲପୁରୀ language bale କିଏ କିଏ ଅଛ I'm from ସୁବର୍ଣ୍ଣପୁର❤
@Sumit__Lifestyles
@Sumit__Lifestyles 29 күн бұрын
I am From ସମଲପୁର୍
@SurajMajhi-j3w
@SurajMajhi-j3w Ай бұрын
Bahut badhiya vedio
@BijayKumarFFYT
@BijayKumarFFYT Ай бұрын
ବହୁତ ବଡ଼ିଆ ଭିଡ଼ିଓ ମୁଁ ମାଲକାନଗିରି 🤴
@BalaramKandiki-z3g
@BalaramKandiki-z3g Ай бұрын
Jai jagannath🙏🎉🎉labo bhai
@SukadevNaik-kx6px
@SukadevNaik-kx6px Ай бұрын
Bohut vhalo lagila bhae
@dewanimurmu822
@dewanimurmu822 Ай бұрын
Laba dada Assam ren big youtuber Dimpu Barua saw napam me love from kokrajhar Assam ❤
@Tapashofficialvlogs11
@Tapashofficialvlogs11 Ай бұрын
Pura Madi chalo ❤❤❤
@santoshkumarbehera2872
@santoshkumarbehera2872 Ай бұрын
Jay Jagannath ❤❤❤
@SipunBaitha
@SipunBaitha Ай бұрын
😊😊❤Nice bhai😇🎉❤❤❤
@rameshbesra2594
@rameshbesra2594 Ай бұрын
❤ Johar... jharkhand 🌹
@Tripati-b2v
@Tripati-b2v Ай бұрын
Koraput dist bhai mane like koro
@Madhusmita787
@Madhusmita787 Ай бұрын
ଆସ ଆଜି ଆମେ ଟିକେ କଥା ବାର୍ତ୍ତା ହେବା।ସାଙ୍ଗ ହେବା।😂😂😂
@santoshgond4281
@santoshgond4281 Ай бұрын
Laba bhai love u bro thank you and your channel go ahead bro.....
@GoutamPolai
@GoutamPolai Ай бұрын
Excellent video ❤
@babulukisan5984
@babulukisan5984 Ай бұрын
Laba bhai ko kia pasand kara like kara
@priyankanayak9543
@priyankanayak9543 Ай бұрын
Jay Jagannath bhai
@binodkumar-px7ld
@binodkumar-px7ld Ай бұрын
କନ୍ଧମାଳରୁ ଯିଏବି ଭିଡିଓ ଦେଖୁଛନ୍ତି ଦୟାକରି ଲବଭାଇ କୁ ସପଟ୍ କରନ୍ତୁ.. ଜୟ ଜଗନ୍ନାଥ 🙏...!!
Мен атып көрмегенмін ! | Qalam | 5 серия
25:41
When you have a very capricious child 😂😘👍
00:16
Like Asiya
Рет қаралды 18 МЛН
ABO SANTAL HOL SALAH NJAPAM HUY ENA ARUNACHAL PRADESH RE / NORT EAST
13:26
VLOGGER LABA HANSDA
Рет қаралды 550 М.