No video

ନ୍ୟାୟ ମାଗୁଥିବା ASOଙ୍କୁ 'ବଦଳି' ଗିଫ୍ଟ ! କାହାକୁ ଡରୁଛନ୍ତି ମୁଖ୍ୟମନ୍ତ୍ରୀ ?

  Рет қаралды 147,353

Dinanka Tv

Dinanka Tv

Күн бұрын

ନ୍ୟାୟ ମାଗୁଥିବା ASOଙ୍କୁ 'ବଦଳି' ଗିଫ୍ଟ ! କାହାକୁ ଡରୁଛନ୍ତି ମୁଖ୍ୟମନ୍ତ୍ରୀ ? ବିଜେପିକୁ ବିନ୍ଧିଲାଣି
ଓଡ଼ିଆ ଅସ୍ମିତା କଣ୍ଟା !#lekhasrisamantsinghar #yasirnawaz #bjdpressmeet #raghubardas #lalitdas #alligation #aso #assuaulting #governmentstaff #baikunthpradhan #attack #puri #bjdodisha #odishacongress #protest #bjpgovt #bjpcm #mohanmajhi #odishapolitics #odishapoliticalupdate #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Пікірлер: 244
@yoyotapash2689
@yoyotapash2689 Ай бұрын
ବିଜେପି ସରକାର ଭୁଲୀଗଲାଣୀ ଆଉ5ବରଷ ତାପରେ ଜୀବ ଆସିବ ନବୀନ
@user-sj6vw5kw7h
@user-sj6vw5kw7h Ай бұрын
ମୋହନ ବାବୁ ତୁରନ୍ତ ଗିରଫ କରିବାକୁ ଅନୁରୋଧ ଓଡ଼ିଶା ବାସୀ ତା'ର ଜବାବ ଦେବେ ଜୟ ଜଗନ୍ନାଥ ଓଡ଼ିଶା
@vijoybaliarsingh8050
@vijoybaliarsingh8050 Ай бұрын
ଏ ସବୁ ଶୁଣି ଶୁଣି BJP ବାଲା ଙ୍କ ର ଚୈତନ୍ୟ ଉଦୟ ହେଲାଣି ନା ନାହିଁ ଦେଖି ବାକୁ ବାକି ରହିଲା ।
@upamanyujena8751
@upamanyujena8751 Ай бұрын
ସେ ଅଭିଯୋଗ ନା କୁ ମାତ୍ର.... BJP ପାଇ ଓଡ଼ିଆ ଅସ୍ମିତା ହେଲା ଅଣଓଡ଼ିଆଠୁ ମାଡ଼ ଖାଅ ଆଉ ଚୁପ୍ ରୁହ
@Dillip-dm1hh
@Dillip-dm1hh Ай бұрын
ମୋହୋନ ମାଝୀ କଣ ରାଜ୍ୟପାଳଙ୍କ ପୁଅଙ୍କୁ ଡରିଲେକି BJP ସରକାର ମୋଦିକଣ ଏହାଜାଣୁନାହାନ୍ତିକି ବୈକୁଣ୍ଠକୁ ମାଡ ବୈକୁଣ୍ଠ ପୁର ଜଗନ୍ନାଥ ଧାମରେ
@bbsr4185
@bbsr4185 Ай бұрын
ଶାଳଗ୍ରାମ କାହା ହାତରେ ରହିଲେ ମର୍ଯ୍ୟଦା ରହେ ? ଆଉ କିଛି କହୁନି .....
@user-fb8fb5qc2n
@user-fb8fb5qc2n Ай бұрын
ମୋହନ ନାମକୁ ମାତ୍ର ମୁଖ୍ୟ ମନ୍ତ୍ରୀ।ତାଙ୍କୁ ଆଉ କିଏ ଚଳାଉଛି।ସେ କଣ କରି ପାରିବେ।
@prasantanayak7513
@prasantanayak7513 Ай бұрын
ବଦଳି ASO ଙ୍କୁ ନୁହେଁ, Governor ଙ୍କୁ କରାଯାଉ।
@steminarani5803
@steminarani5803 Ай бұрын
ଆମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ବେଷ୍ଟ ଜୟ ଜୟ ନବୀନ ବାବୁ ❤🎉🎉
@ramakantasahoo5597
@ramakantasahoo5597 Ай бұрын
ମୋହନ ବାବୁ କହୁଥିଲେ ଯେ ସେ ବିରୋଧୀ ଦଳ ନେତା ଥିବା ସମୟରେ ସରକାରଙ୍କୁ ଥରହର କରୁଥିଲେ। ଏବେ ମୁଖ୍ୟମନ୍ତ୍ରୀ ହେବାପରେ ଶକ୍ତିହୀନ ହୋଇଗଲେ କି ?
@prafullasir0
@prafullasir0 Ай бұрын
Seta maichia, Jatra Pati re rahile vala. Bjp ra pet dog.
@user-ee4ry5rg4b
@user-ee4ry5rg4b Ай бұрын
ଭାଷଣ ଦେଇ ଦେଇ କାର୍ଯ୍ୟ କରିବା ଶକ୍ତି କମିଯାଇଛି ଆଉ 😂
@sadhudas2758
@sadhudas2758 Ай бұрын
ରଙ୍ଗ ବଦଳାଇ ଏଣ୍ଡୁଅ ବିଜେପି
@shankarshanasahoo9331
@shankarshanasahoo9331 Ай бұрын
ଏ ମାଆଘିଆଁ ମୋହନ ମାଝୀ,ତୋ ମାଇକିନିଆକୁ ଝାରକଣ୍ଡଙ୍କୁ ଦେଇଦେ ବେ ତୁ ଶଳା ଓଡ଼ିଆ ଅସ୍ମିତା ବଣ୍ଡ ବି ଯାଇନାହିଁ ,ତୁ ଶଳା ଇସ୍ତଫା ଦେଇ ମୁ ଜଣେ ଭୋଟର କହୁଛି
@santoshkumarthamb5445
@santoshkumarthamb5445 Ай бұрын
Right
@premanandamashi9222
@premanandamashi9222 Ай бұрын
Thick bhi ❤❤❤
@nakulapradhan5575
@nakulapradhan5575 Ай бұрын
Tu. Genda
@BecketEdit
@BecketEdit Ай бұрын
​@@nakulapradhan5575jali na 😅
@ranajitjena4668
@ranajitjena4668 Ай бұрын
ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲାଉଥିବା ମୋହନ ସରକାର ଅଭିଯୋଗ ପ୍ରକୋଷ୍ଠରେ ଯୋଉ ଅଭିଯୋଗ ଶୁଣୁଛନ୍ତି ଏହା କେତେଦୂର କାର୍ଯ୍ୟକାରୀ ହେବ ଏବେ ସନ୍ଧେହ ଘେରରେ. ଜଣେ ସରକାରୀ କର୍ମଚାରୀଙ୍କ ଅଭିଯୋଗ ଏପ୍ରଯ୍ୟନ୍ତ କୌଣସି ପଦକ୍ଷେପ ନେଉନାହାନ୍ତି ସାଧାରଣ ଲୋକଙ୍କର ଅଭିଯୋଗର କଣ ପଦକ୍ଷେପ ନେବେ. ତେଣୁ ସବୁ ବରୋଧୀ ଦଳ ଏକାଠି ହୋଇ ବିଧାନସଭାରେ ରାଜ୍ୟପାଳଙ୍କୁ ତାଙ୍କର ଅଭିବାଷଣ ଦେବାକୁ ଆସିବା ବେଳେ ବିରୋଧ କରାଯାଉ, ଆଗେ ଗୁଣ୍ଡା ରାଜ୍ୟପାଳଙ୍କୁ ବହିଷ୍କାର କରାଯାଉ ତାପରେ ବିଧାନସଭା ଆରମ୍ଭ କରାଯାଉ
@HrushikeshSamantaray-tb5xn
@HrushikeshSamantaray-tb5xn Ай бұрын
Good
@user-iy7ge2tz9u
@user-iy7ge2tz9u Ай бұрын
Very good 👍
@sadhudas2758
@sadhudas2758 Ай бұрын
ବିଜେପି ସରକାର ଅମଳରେ ସବୁ ବିରଳ ଘଟଣାଗୁଡ଼ିକ ଘଟୁଛି
@BasantaBehera-gl3li
@BasantaBehera-gl3li Ай бұрын
ମୋହନ ସରକାର ନୁହଁ ଏ ହଉଚି remote ସରକାର
@sekjawed9373
@sekjawed9373 Ай бұрын
Waha ky baat bole 😂😂
@premanandamashi9222
@premanandamashi9222 Ай бұрын
Thick katha
@user-hh8qv3gk6y
@user-hh8qv3gk6y Ай бұрын
Right said
@BabuliMajhi-binjha
@BabuliMajhi-binjha Ай бұрын
👍
@user-gv4mh8xh2t
@user-gv4mh8xh2t Ай бұрын
ରାଜ୍ୟପାଳ କୁ ବହିସ୍କାର କରାଯାଉ
@LiLi-5h
@LiLi-5h Ай бұрын
ମୋହନ ବାବୁ କୁ ଶ୍ରୀ ଜଗନ୍ନାଥ ଅଗ୍ନି ପରୀକ୍ଷା କରୁଛନ୍ତି l ମୋହନ ବାବୁ 24 ଘଣ୍ଟା ଅଭିଯଗ୍ ଶୁଣୁ ଛନ୍ତି,କିନ୍ତୁ ASO ର ଅଭିଜଗ୍ କାହିକି ଶୁଣୁ ନାହିଁ ?
@SnShine-ul7uc
@SnShine-ul7uc Ай бұрын
Kete din chup rehebe mohan sarkar se niya dei paribani nahi karan je Kendra sarkar pai mohan babu jane sadharan karama karata se odisha cm hei paranti kintu Kendra kichi nahi
@user-bk1qh7ji3q
@user-bk1qh7ji3q Ай бұрын
​@@SnShine-ul7uc Jana padu chhi bhai BJD BJP saman hei galeni
@SnShine-ul7uc
@SnShine-ul7uc Ай бұрын
@@user-bk1qh7ji3q kichi bada nahi haei pare
@ratikantasahoo4729
@ratikantasahoo4729 Ай бұрын
Bala Loka Odia Lokako Mada Haochi Kintu Ethi CM Shupot karochi Lava Kana
@ratikantasahoo4729
@ratikantasahoo4729 Ай бұрын
Bala Police Sabu Duty Band kara
@mihirkumarbarik6867
@mihirkumarbarik6867 Ай бұрын
Rubber stamp kan. Nyaya daba
@s.a.jhumarsong5996
@s.a.jhumarsong5996 Ай бұрын
ଆମ ମୁଖ୍ୟମନ୍ତ୍ରୀ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଲୋକଙ୍କୁ ପଚାରି ନ୍ୟାୟ ଦେବେ । ସେଇଥିପାଇଁ ଡେରି ହେଉଛି । ଜଣେ ସାଧାରଣ ଜନତା ହେଇଥିଲେ ବର୍ତମାନ ଜେଲରେ ...
@bapuncreationab
@bapuncreationab Ай бұрын
Right 👍
@NarayanaMatia
@NarayanaMatia Ай бұрын
ମୋହନ ସରକାର କଣ କରିବେ ଶୁଖିଲାକୁ ଡାଇଲାକ୍ମାରୁଛି ମୁଁ ଦିର୍ଘଦିନ ହେଲା ଛୋତୁଥିଲି ଏବେ ଛୋଡିପକେଇବି
@rameshchandrapatra9730
@rameshchandrapatra9730 Ай бұрын
ଜାଗି ରୁହ ସମସ୍ତ ବିରୋଧୀ ଦଳ, ଅନଶନ କର ।
@basantasinghmajhi209
@basantasinghmajhi209 Ай бұрын
ବି ଜେ ପି ସରକାର ବାଳ କରିବ,,,
@manojmohanty9477
@manojmohanty9477 Ай бұрын
ଲଲିତ କୁମାର ବେଧ ଛୁଆଟା ତା ନାଆଁରେ ୨୯ଟା କେଶ୍ କୁଆଡେ ଅଛି।
@santilatapanda1386
@santilatapanda1386 Ай бұрын
Bala uthini
@ramakantasahoo5597
@ramakantasahoo5597 Ай бұрын
Like father like son or like son like father.
@santilatapanda1386
@santilatapanda1386 Ай бұрын
Bala uthini hau
@user-iy7ge2tz9u
@user-iy7ge2tz9u Ай бұрын
Time odia nuhan bodhe
@basantakumarpanda9022
@basantakumarpanda9022 Ай бұрын
ଅଳପଲୋକେ ଅଧିକାର କିମ୍ପାଇଁ ଦେଲେ ଦାମୋଦର।କି ଅଲାଜୁକ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ମିଳିଛି।
@tirthagaminaik8009
@tirthagaminaik8009 Ай бұрын
ଦୁର୍ବଳ ସରକାର ରିମୋଟରେ ଚାଲୁଛି ଛି ଛି । ବିଜେପି ଡାଉନ୍ ଡାଉନ୍, ମୋହନ ମାଝି ଡାଉନ୍।
@gurudattasamal1678
@gurudattasamal1678 Ай бұрын
ଓଡ଼ିଆ ଲୋକ ଙ୍କୁ ଡବଲ ଇଞ୍ଜିନ ର ପ୍ରଥମ ନ୍ୟାୟ ଓଡିଶା ଲୋକ ଓ ଓଡିଶା ସରକାରୀ କର୍ମଚାରୀ ଙ୍କୁ ଯେପରି ନ୍ୟାୟ କରିଛି ତାହା ଏକ ଓଡ଼ିଆ ଅଶ୍ମିତା ର ପ୍ରଥମ ପାହାଚ, କୁଆଡେ ଗଲେ ସେ ବାହାପିଆ ବକ୍ତୃତା ବାଦୀ ନେତା.
@vvvv7604
@vvvv7604 Ай бұрын
ତା ହାତରେ କିଛି ନାହିଁ, ସେ, ପଙ୍ଗୁ, ଖାଲି ଗପ କହୁଛି
@simapradhan6437
@simapradhan6437 Ай бұрын
ହିଂସା wadi BJP ସରକାର କୁ ଆଜି ଜଣୁଛନ୍ତି ଏହା ତାର ରକ୍ତ ସମ୍ପର୍କ ।
@BasantaBehera-gl3li
@BasantaBehera-gl3li Ай бұрын
ଅସ୍ମିତା ର ମା ଭଉଣୀ ଏକ କରି ଦେଲେ ଚୋର ସରକାର
@himansudash9149
@himansudash9149 Ай бұрын
ମୋଦି ର ଚାକର ମୋହନ ମାଝି। ମୁଖ୍ଯ ମନ୍ତ୍ରୀ ର ଚାକିରି କୁ ମୋହନ ବାବୁ ର ଡର।
@Chandrasoren7
@Chandrasoren7 Ай бұрын
ମାଙ୍କଡ଼ ହାତରେ ଶାଳଗ୍ରାମ
@achutanandarout5374
@achutanandarout5374 Ай бұрын
ଧନ୍ୟ ତୁମେ ମୋହନ ତୁମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା. ମୂର୍ଖମନ୍ତ୍ରୀ ତାହା Aso ଙ୍କ ଉପରେ ହୋଇଥିବା ଘଟଣାରୁ ସ୍ପଷ୍ଟ ଅନୁମେୟ 'କାରଣ ସେ ତୁମ ଅଭିଯୋଗ ପ୍ରକୋଷ୍ଠକୁ ଯାଇନାହାନ୍ତି :ରହୁଛି
@SanatanNayak-hi5ut
@SanatanNayak-hi5ut Ай бұрын
ଏ ସରକାର କାଠ ପୁତୁଳି କିଛି କରି ପାରିବ ନାହିଁ ଓଡ଼ିଆ ମାନଙ୍କୁ ଏହି ପରି ହଇରାଣ କରିବେ ଅନ୍ଧ ଭକ୍ତ ଭୋଟ ଦେଇଛ 5 ବର୍ଷ କାନ୍ଦ
@yashtvdigital1761
@yashtvdigital1761 Ай бұрын
ଏ ସରକାର କୁ ଲାଜ ନାହିଁ ବେଲଜ୍ୟା ସରକାର ଛି ଛି
@pratapkumarsahoo8595
@pratapkumarsahoo8595 Ай бұрын
ସାମାନ୍ୟ ସ୍କୁଲ୍ ଛୁଟି ବଢିବ କି ନାହିଁ ତାର ନିସ୍ପତି ନେଇପାରୁନି ଏ ସରକାର, ଆଉ ଏତେବଡ ଘଟଣାର ନିସ୍ପତି କେମିତି ନବ? ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇଚ୍ଛାରେ କିଛି ବି କରିବାକୁ ଅନୁମତି ନାହିଁ, ତେଣୁ ସେ କିଛି କହୁନାହାନ୍ତି। ଉପରୁ ନିର୍ଦ୍ଦେଶ ଆସିଲେ, ସେମାନେ ଲେଖିକି ଦେଲେ ମୋହନ ବାବୁ ତାକୁ ଦେଖିକି ପଢିଦେବେ। ଏତିକି କେବଳ ତାଙ୍କ କାମ। ଆମେ ଭୋଟ୍ ଦେଇ ଏ ସରକାର କୁ ଆଣିଛେ, ଅପେକ୍ଷା କରିବାରେ ଅସୁବିଧା କଣ ହଉଛି ଏବେ? ଇଏ ତ ଆରମ୍ଭ ମାତ୍ର, ଆଗକୁ 5ବର୍ଷ ଅଛି। ତେଣୁ ଅପେକ୍ଷା କରନ୍ତୁ ଆଉ ଦେଖନ୍ତୁ, କିଛି କୁହନ୍ତୁ ନାହିଁ।
@pramodmalik7917
@pramodmalik7917 Ай бұрын
Arbhai mohanmajhi hatare kana achi remot cm
@dushadusha2402
@dushadusha2402 Ай бұрын
ମୋହନ ସରକାର ନୁହେଁ ଏଇ ମାଇଁଛଆ ସରକାର
@baidyabiharigiri9439
@baidyabiharigiri9439 Ай бұрын
ମୋଦି ଗେରନଟି ଓଡିଶା ରେ କାମ କରି ବ ନାହିଁ ଦିଲ୍ଲୀ ରୁ ନିର୍ଦେଶ ଡେରି ହେଉଛି
@Taaucreation
@Taaucreation Ай бұрын
ମୋଦି ରିମୋଟ ର ବ୍ୟାଟେରୀ କlଢ଼ିଦେଇଛି ,
@truptiranjan863
@truptiranjan863 Ай бұрын
ଓଡ଼ିଆ ଅସ୍ମିତା ଆଜି ମାଡ଼ ଖାଇଛି 😅ଦେଖେୟୀ ଦିଅ ଓଡ଼ିଶା ବାସୀ, ଜଗୋ ଜଗୋରେ ଓଡ଼ିଶା ବାସୀ ... ଏହା ପରେ କାହା ପାଳି ଦେଖାଯାଉ
@abhimanyumajhi5277
@abhimanyumajhi5277 Ай бұрын
Expecting justice from BJP is a bigger crime
@sambitmandal6767
@sambitmandal6767 Ай бұрын
ଏ Double engine କ'ଣ? ଏ ତ ଡବଲ୍ remote control ସରକାର।।। ଆରେ ହେୟ ଅପରାଜିତା ଷଡଙ୍ଗୀ, ପ୍ରଦୀପ କୁମାର ପାଣିଗ୍ରାହୀ ସବୁ କୁଆଡେ ଗଲେ, ମନ୍ତ୍ରୀ ପଦ ନ ପାଇବାରୁ ବୋଧେ ଆଜି ପର୍ଯ୍ୟନ୍ତ ଦେଖା ନାହିଁ। ମୁର୍ଖ ଗୁଡାକ....
@SAIKanhaofficel
@SAIKanhaofficel Ай бұрын
Right
@PradeepDas-qp2op
@PradeepDas-qp2op Ай бұрын
Mu ମାଗିଆ ଗୋଟେ ଭୋଟର କହୁଛି ଏମାଗିଆ ମୋହନ ସରକାର ମୋ ମୁତ କୁ ପିଉ ଆସିକି କାରଣ ଏ ଶଳା ଓଡ଼ିଆ ଅସୀମତା କହି କହି ଶାସନକୁ ଆସିଲା ଆସିଲା ପରେ ଜଣେ ଝାଡାଖଣ୍ଡ ପୁଅ ହାତରେ କଣ ମାଡ ଖାଇବାକୁ ଓଡିଶା ବାସି କୁହ 🙏🙏🙏👍
@hemantkumarroutray407
@hemantkumarroutray407 Ай бұрын
ଆମେ ସାଧାରଣ ଲୋକ ପୋଲିସ୍ ପ୍ରଶାସନ ପାଖରୁ ଏବଂ ମୋହୋନ ସରକାର ପାଖରୁ ବାଳ ନ୍ୟାୟ ପାଇବୁ ବୋଲି ଯଣାପଡୁଛି,କାହିଁନା ଯେଉଁଠି ASO ନିରୂପାୟ ସେଠି ସାଧାରଣ ଜନତା କ'ଣ ଆଶା କରିବେ,ଧନ୍ଯରେ ରାଜ୍ଯ ସରକାର ସବୁ ବଳେ ଏହି ଅନ୍ୟାୟ ଅନିତି।
@pradipkumardasdas7184
@pradipkumardasdas7184 Ай бұрын
Odia asmita in danger by bjp govt
@Simanchal-ek5de
@Simanchal-ek5de Ай бұрын
ଆମ ନବୀନ ସରକାର ଥିଲେ ବେବିନା , ଇତିଶ୍ରୀ, ପରି ଏମାନଙ୍କୁ ନ୍ୟାୟ ଦେଲା ଭଳି ଏହି କେସ ରେ ବି ନ୍ୟାୟ ପ୍ରଦାନ କରି ସାରନ୍ତାଣି
@madhusudanpanda4970
@madhusudanpanda4970 Ай бұрын
ମିଛ ଓଡିଆ ଅସ୍ମିତା ପ୍ରଚାର କରିଥିଵା ପ୍ରଧାନମନ୍ତ୍ରୀ ମୋଦି, ଗ୍ରୁହମନ୍ତ୍ରୀ ଶାହା ଓ ଆସାମ ମୁଖ୍ଯ ମନ୍ତ୍ରୀ ଶର୍ମାଙ୍କୁ ଡାକନ୍ତୁ ଓଡିଆ ଅସ୍ମିତା କେତେ ଓଡିଶା ର ଵିଜେପି ସରକାର ଦୁରେଇ ପାରିଛି ।
@PRAMODBEHERA-il2mr
@PRAMODBEHERA-il2mr Ай бұрын
Our law system is in I. C. U.
@hrusikeshkhatei1441
@hrusikeshkhatei1441 Ай бұрын
Right
@hulashmajhi7571
@hulashmajhi7571 Ай бұрын
24ବର୍ଷ ଭିତରେ ଅନେକ କାହାଣୀ ଅଛି ଆପଣ ମାନେ କେଉଁଠି ଥିଲେ
@user-kt8of2jd8w
@user-kt8of2jd8w Ай бұрын
ଏହା ହେଲା ମୋହନ ସରକାରର ଓଡ଼ିଆ ଅସ୍ମିତା ।
@khabarsilva6850
@khabarsilva6850 Ай бұрын
ବିଜେପି ମୁହଁରେ ମଣ୍ଡା ପଶିଛି ଏବେ. ମାଡମାରି ଆରମରେ ବୁଲୁଛି ରାଜ୍ୟପାଳ ପୁଅ. କିଏ ଗୋଟେ କଥା କଉନାହିଁ.
@ranjitsahu4109
@ranjitsahu4109 Ай бұрын
ଏ ବେ କଉଠି ଶୋଇଛେ ଓଡ଼ିଆ ଅସ୍ମିତା
@kalpatarurout3073
@kalpatarurout3073 Ай бұрын
Very nice
@walkingalone-yy4hu
@walkingalone-yy4hu Ай бұрын
ମୋହନ ସରକାର good for nothing....
@ashoksahu8404
@ashoksahu8404 16 күн бұрын
Yes
@GobindaJena-on5fo
@GobindaJena-on5fo Ай бұрын
It is the first Asmita in Odisha Good Got in odisha
@SureshChandraSahoo-qs4bp
@SureshChandraSahoo-qs4bp Ай бұрын
Right mam
@SantoshPrasad-yq7ph
@SantoshPrasad-yq7ph Ай бұрын
Cm mohan Majhi nyaya diantu
@prafullamohanty8567
@prafullamohanty8567 Ай бұрын
How many type of law in odisha
@user-cw9gp5ty9f
@user-cw9gp5ty9f Ай бұрын
There are 36 types of laws in ODISHA. One type is one for the so-called VIP's and the other for the ordinary people.
@tarunmohanty7215
@tarunmohanty7215 Ай бұрын
Amit Saha ku daruchanthi, Mohan Majhi BJP Sarkar
@bikramrekha
@bikramrekha Ай бұрын
Majhi sarkar gote pala bhuta sadrusa
@bidyadharswain54
@bidyadharswain54 Ай бұрын
Odia asmita was particularly indicate to pandian sir. Congress organization s are fight for justice. Next govt congress.
@pratapkumarpratapanayak3487
@pratapkumarpratapanayak3487 Ай бұрын
ଓଡ଼ିଆ police ପା ଉ ନା ହାନ୍ତି ତାଙ୍କ ପୁଅକୁ
@debanandasahu7298
@debanandasahu7298 Ай бұрын
Majhi sir kichi kara odia asmita ra katha
@Mohantakld
@Mohantakld Ай бұрын
Mohan babu powerless.... Dina asiba Governor pua CM ku badeiba.........Odia osmita
@user-fb8fb5qc2n
@user-fb8fb5qc2n Ай бұрын
ଏ ଘଟଣା ବିଷୟରେ ମହାମହିମ ରାଷ୍ଟ୍ରପତି ଜାଣିଥିବେ।ସେ ଜଣେ ଓଡ଼ିଆ ଝିଅ ନିଜ ଆଡୁ କିଛି ପଦକ୍ଷେପ ନେବେ କି?।
@JagabandhuMalik-ck5fj
@JagabandhuMalik-ck5fj Ай бұрын
ହିଁ ଆ ସଵ୍କା ସବ୍ ଏକାକାର୍।
@santilatapanda1386
@santilatapanda1386 Ай бұрын
Mg sarkar Andha hoi jai chhi
@PrasanRautray
@PrasanRautray Ай бұрын
Aso ku nyaya deiparu nahanti se kan odisha basinku nyaya debe
@nidhiramjena2398
@nidhiramjena2398 Ай бұрын
Jane lokaku jie nyaya deiparuni se puni odisha basinku kn nyaya deba.
@ranjansd9835
@ranjansd9835 Ай бұрын
ଅଗ୍ରସ news କୁଆଡେ ଗଲା ଭାଇ ଟିକେ କୁହ ତାକୁ news କରିବ 👍👍👍
@santilatapanda1386
@santilatapanda1386 Ай бұрын
CM nku vote dei chhu ame Raghuvar dei nahanti sarkar badalaila pore CM chupe kn pain gadi chhadi deontu CM
@ajaykumarjena8104
@ajaykumarjena8104 Ай бұрын
Lalit das ku thenga purao
@SekharsambhitDhal
@SekharsambhitDhal Ай бұрын
Odisha bashi BJP sarkar ku anurodh karuchi turanta aresta kara jau
@saratchmohanty6084
@saratchmohanty6084 Ай бұрын
Very BAD decision on change without taking action
@brahmanand7584
@brahmanand7584 Ай бұрын
Disqualified chief minister mohan majhi. Odia Asmita has already forgotten BJP government
@s....p7120
@s....p7120 Ай бұрын
ମୋହନ ବାବୁଙ୍କ ନିଜଶ୍ୟ ବୋଲି କିଛି ନାହିଁ... ଇଏ ହଉଛନ୍ତି ମୋଦି ର ରିମୋଟ ସରକାର 🤣🤣🤣🤣😂
@jitendrabehera7241
@jitendrabehera7241 Ай бұрын
ମୋହନ ତ ଗୋଟେ ଚାବି ଦିଆ କଣ୍ଡେଇ ସେଅବା କରିବ କଣ ଦିଲି ରୁ ଚାବି ଆଶିଲେ କଣ କରାଜିବ
@PrasanRautray
@PrasanRautray Ай бұрын
Nyaya nebani mohan chan majhi se gote dahara sarakar
@dandapaniswainjayamaamanga772
@dandapaniswainjayamaamanga772 Ай бұрын
Kichhi hebani ye modi sarkar
@debasishpatra1366
@debasishpatra1366 Ай бұрын
Mr Mohan CM BJP is afraiding Governor & PM.
@jhunumandal6864
@jhunumandal6864 Ай бұрын
jay Nabin babu🎉🎉🎉
@rubyswain5115
@rubyswain5115 Ай бұрын
Dharmendra kuade gale odia asmita taku pacharajau
@SsPix23
@SsPix23 Ай бұрын
Jai bjp,,, mohan jindabad
@Dilu-nv9yz
@Dilu-nv9yz Ай бұрын
Pagal.ta.janeparune.oddia.asameta.athe.jhadakhand.tu.mada.khaelane.athe.khauche.jay.bjp.jay.banda.munde
@LalitPadhan-w7j
@LalitPadhan-w7j Ай бұрын
Majhi babu tame Odisa khael Tamu vote de ame khrap
@hemantraj8676
@hemantraj8676 Ай бұрын
Cm change kara
@pravatpatanaik8199
@pravatpatanaik8199 Ай бұрын
3 ta khanti odia CM(1+2) Nischitata action haba
@tapannayak8477
@tapannayak8477 Ай бұрын
Bhal ea hauchhi paribtan odisha ra bjp sharkar laja laguni
@bijayasahoo2660
@bijayasahoo2660 Ай бұрын
MADAM. , PLEASE. REMEMBER. THE RVENTS OF 🎉MAMATA. MEHER
@BecketEdit
@BecketEdit Ай бұрын
Mohan sarkar❌️ remote sarkar✅️
@user-iv6bh2vt7j
@user-iv6bh2vt7j Ай бұрын
This matter which types of judgement
@jashobantamajhi9898
@jashobantamajhi9898 Ай бұрын
Nabin sarkar thila remort sarkar
@user-vy9im3jy7i
@user-vy9im3jy7i Ай бұрын
Rajyapal ko hatayo bjp ka ye gahari chal hay ye odia asmita chunav pahle janatako gumraha kartehay cm chupikiyu remot cm kim karti muddam
@srinibashpradhan6683
@srinibashpradhan6683 Ай бұрын
It is expected that two more Dy CM are required, one from south odisha and another from Central Odisha in order to keep more effective in Administration
@user-hx1bg6qh1n
@user-hx1bg6qh1n Ай бұрын
What we see now
@brahmabigbos686
@brahmabigbos686 Ай бұрын
ସେ ଶଳା କୁ କୁକୁର ଗଠି ଦରକାର
@smitaranipradhan5245
@smitaranipradhan5245 Ай бұрын
Rajyapal ra nya debar adhikar nahi se ki nya deba raghubar jaldi estapa deu
@PrasanRautray
@PrasanRautray Ай бұрын
Aparaga sarakar mohan Charan majhi
@saktirout158
@saktirout158 Ай бұрын
Jay nabin
@sunilkumarsatapathy4515
@sunilkumarsatapathy4515 Ай бұрын
CM of Odisha busted only
@Taaucreation
@Taaucreation Ай бұрын
ଓଡ଼ିଆ ଅସ୍ମିତା ଖତ୍ରେମେ ପଡ଼ିଗେୟl 😹🤣🤣🤣🤣
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 37 МЛН
Nurse's Mission: Bringing Joy to Young Lives #shorts
00:17
Fabiosa Stories
Рет қаралды 3 МЛН
Little brothers couldn't stay calm when they noticed a bin lorry #shorts
00:32
Fabiosa Best Lifehacks
Рет қаралды 20 МЛН
How I Did The SELF BENDING Spoon 😱🥄 #shorts
00:19
Wian
Рет қаралды 37 МЛН