ନୂଆ ବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ | ମୁଖ୍ୟମନ୍ତ୍ରୀ କରିଲେ ବଡ଼ ଘୋଷଣା | ଓଡିଶା ବାସୀଙ୍କ ପାଇଁ ଖୁସି ଖବର

  Рет қаралды 73,920

Maheswar Sethi

Maheswar Sethi

Күн бұрын

Пікірлер: 78
@DiptiRout-d8y
@DiptiRout-d8y 4 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଗୃହରକ୍ଷୀ ମାନଙ୍କୁ ଆପଣଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଯେଉଁ ପ୍ରତିଶୃତି ଦେଇଥିଲେ ତାକୁ ପୂରଣ କରିବାରେ କାହିଁକି ଏତେ ବୈମାତୃକ ମନୋଭାବ ରହିଛି।ବିଧାନ ସଭା ସମ୍ମୁଖରେ ଦୁଇ ମାସ ବସିଲା ରାଜ୍ୟ ଗୃହରକ୍ଷୀ ମହାସଂଘ।ଆପଣଙ୍କ ପାଖରେ ଟିକିଏ ବି ସମୟ ହେଲାନି ଆଲୋଚନା କୁ ଡାକିବା ପାଇଁ।୨୦୧୩/୨୦୧୮ମସିହାରେ ନବୀନ ପଟ୍ଟନାୟକ ପେଟ ପାଟଣା ପାଇଁ ଆସିଥିବା ଗୃହରକ୍ଷୀ ଙ୍କୁ ବାଡେଇ ଦେଢ଼ ମାସ ଜେଲ ଦଣ୍ଡ ଦେଇ ଚାକିରିରୁ ଛଟେଇ କରିଥିଲେ ଆଜି ସେମାନେ ନିଜ ପେଟ ପାଇଁ ଆପଣଙ୍କ ନ୍ୟାୟ କୁ ଅପେକ୍ଷା କରିଥିଲେ ହେଲେ ଆପଣ କଣ କଲେ ?କଣ ବୁଝିଲେ ଗୃହରକ୍ଷୀ ଙ୍କ କଥା?ନିରାଶ କରିଛନ୍ତି ରାଜ୍ୟ ଗୃହରକ୍ଷୀ ମହାସଂଘ କୁ ।ଅନୁରୋଧ ଆପଣ ନିଶ୍ଚିନ୍ତ ବିଚାର କରି ପ୍ରଥମେ ରେଲି ରେ ଛଟେଇ ହୋଇଥିବା ଗୃହରକ୍ଷୀ ମାନଙ୍କୁ ନିଯୁକ୍ତି ଦେବେ।
@Tapasranjanmohanty-gq8ds
@Tapasranjanmohanty-gq8ds 2 күн бұрын
ମିଛୁଆ ଟା ଏଇଟା ଆଉ ୟଙ୍କ ବାପା ମୋଦି ତ ବଡ଼ ଡହରା 😂😂😂😂
@purushottamcharty2639
@purushottamcharty2639 3 күн бұрын
ଅତି ସୁନ୍ଦର ଭାଷଣ 🙏🙏
@pradeepkumarjena7106
@pradeepkumarjena7106 Күн бұрын
CM Sir bahut sundar katha kahichanti. Sir you are really know the grassroot level problems and facts. Your words are praiseworthy.
@gajendranathjena356
@gajendranathjena356 4 күн бұрын
ଧନ୍ୟବାଦ ମୋହନ ସରକାର ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କର୍ମ ନିଯୁକ୍ତି ବ୍ୟବସ୍ଥାର ଅଭିବୃଦ୍ଧି ସକାଶେ ଅଗ୍ରଣୀ ଭୂମିକା ନେଉଛନ୍ତି ତେଣୁ ଡବଲ ଇଞ୍ଜିନ ବିଜେପି ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ🎉❤😮🎉❤
@harekrshnasahu-wf1ef
@harekrshnasahu-wf1ef 5 күн бұрын
😊ଯେ ଲୋକଙ୍କ ସରକାରହୋଇଥାନ୍ତା ସେ ଆମ ଓଡିଶାସରକାର ଆମଗରିବବୁଢାବୁଢୀଙ୍କୁ୩୦୦୦ଓ୩୫୦୦ଟଙ୍କା ଭତ୍ତାନଦେଇ ସରକାର ଙ୍କୁ କିଛି ଲାଗୁନାହିଁ
@AlekhChandraDas-wh4pt
@AlekhChandraDas-wh4pt 3 күн бұрын
Thank for bikshit oodisha
@RaghunathJena-z6l
@RaghunathJena-z6l 3 күн бұрын
Very good ❤❤❤❤❤cm jay mohan sir
@BasantaPradhan-xz2zx
@BasantaPradhan-xz2zx 3 күн бұрын
Thank you sir
@yaidatripatinandu1080
@yaidatripatinandu1080 5 күн бұрын
Thanks sir
@RameshSahoo-g7t
@RameshSahoo-g7t Сағат бұрын
Mukhya mantri nku pranam,
@bhagirathidasodisha.6934
@bhagirathidasodisha.6934 2 күн бұрын
କିଛି ହେବନି ବିକାଶ ସେମିତି ପାଞ୍ଚ ବର୍ଷ ବିତିଯିବ ଭୋଟ ମାଗିବେ ଜୁମଲା ବାଜି ସରକାର
@GaneswarRout-q3t
@GaneswarRout-q3t 4 күн бұрын
Great job Sir 💕🙏
@bhubanabharasagria8560
@bhubanabharasagria8560 5 күн бұрын
Bijuli bill, bekari bhatta, kebe Kariba sabu falls katha
@SomnathaNiali
@SomnathaNiali 2 күн бұрын
ଜୟବିଜେପି
@rajanisingh8493
@rajanisingh8493 5 күн бұрын
Satya katha.
@debarajpanda3489
@debarajpanda3489 2 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ନମସ୍ତେ ଆପଣଙ୍କର ଭାଷଣ ଆମ ଓଡିଶା ପାଇଁ ଅତି ଉନ୍ନତି ମୂଳକ ଗୌରବ ପୂର୍ଣ୍ଣ ସାଧୁତା ର ପରିଚୟ.ଯାହା କହିଲେ ତାହା କାର୍ଯ୍ୟ କାରି ହେଲେ ଭଲ, ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ପରିବାର ର ସୁବିଧା ଅସୁବିଧା ବୁଝନ୍ତୁ. ସର୍ଭେ କରନ୍ତୁ, ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ, ଇଲେକ୍ସନ ପୂର୍ବରୁ କହିଲେ ପ୍ରତ୍ୟେକ ମହିଳା ଙ୍କୁ କହିଲେ 50 ହଜାର ମିଳିବ, 300 ୟୁନିଟ ବିଜିଲି ଫ୍ରୀ ବିନା କଟିଙ୍ଗ ରେ ଧାନ ଯିବ, ମଣ୍ଡିରେ ଭଲ ଧାନ କୁ ବାଧ୍ୟତା ମୂଳକ 5 କିଲୋ କାଟିନି ହେଉଛି ଓଦା ଧାନ ଛାଡ଼, ଏ ବର୍ଷ ପାଇଁ 20 ମକ୍ସଚର ଥିଲେ ବି ଉଠାଇବା ପାଇଁ ଆଦେଶ କଲେ ଭଲ ହେବ ଆମର ଭାବନା ଯେଉଁ ସରକାର ଆସିଲେ ବି ଚାଷୀ ର ଦୁରାବସ୍ଥା ( ଗୋଲ ଗଲା ) ଯିବ ନାହିଁ, ଯେତିକି ନିଯୁକ୍ତି କହୁଛନ୍ତି ଜିଲ୍ଲା ଭିତ୍ତିକ କଲେ ଜିଲ୍ଲା ର ସମସ୍ତେ ଉନ୍ନତି କରିବେ, ଯୋଗ୍ୟତା ଥାଇ ବୁଢା ବୁଢା ହେଲେଣି, ଜିଲ୍ଲା ମାନଙ୍କର ଉନ୍ନତି ହେଲେ ଓଡିଶା ର ଉନ୍ନତି ହେବ ନ ହେଲେ ସେତିକି କୁ ଏତିକି, ଏତିକି କୁ କେତେ ଭଳି ହେବ. ଯଦି ଓଡ଼ିଶାର ଉନ୍ନତି ଚାହୁଁଚ, ପ୍ରତ୍ୟେକ ଜିଲ୍ଲା ର ବେକାର ସମସ୍ୟା ର ସମାଧାନ କର ଜିଲ୍ଲା ର ପିଲା ମାନଙ୍କୁ ପଦ ପଦବୀ ରେ 😮ପୂରଣ କର, ହୃଦୟଙ୍ଗମ କରନ୍ତୁ ଯିଏ 1 ମାର୍କ ପାଇ ଚାକିରୀ ପାଉଛି ଆଉ ଜଣେ 80 ପାଇଲେ ବି ପାଉନାହିଁ. ଆଗ ନିଜେ ଠିକ ହୁଅ ପରେ ପରିବାର, ସମାଜ, ନିଜ ଗାଁ, ଅଞ୍ଚଳ ବ୍ଲକ ମଣ୍ଡଳୀ ଜିଲ୍ଲା ପରେ ରାଜ୍ୟ ପରେ ଦେଶ ପରେ ବିଶ୍ୱ କଲ୍ୟାଣ ଚିନ୍ତା କଲେ ଭଲ ହୁଅନ୍ତା, ଲୋକ ବୋଲିବେ କଣ ନା, ଆମ ଗାଁ ର ମନ୍ତ୍ରୀ ଥିଲା କଣ କଲା ଏବେ ଯେମିତି ନବୀନ ସରକାର କଥା କହିଲେ ପରେ ଆପଣ ବି ଶୁଣିବାକୁ ବାଧ୍ୟ ହେବେ.
@NiranjanRauta-c9f
@NiranjanRauta-c9f 3 күн бұрын
Thanku my dear c m
@KulamaniPatra-p7x
@KulamaniPatra-p7x 5 күн бұрын
Tq cm odisha
@bharatipanda6463
@bharatipanda6463 4 күн бұрын
Good sir 🙏
@rohitmohapatra8051
@rohitmohapatra8051 4 күн бұрын
Jay Jagannath 🎉
@subhasinibhoi1237
@subhasinibhoi1237 5 күн бұрын
ସରକାର କେତେ ସତୀୟା ଜଣା ପଡ଼ୁଛି ଆଜ୍ଞା teacher ହେବା ପାଇଁ ସପନ୍ ଦେଖିଥିଲେ ତାଙ୍କର ବୟସ ଚାଲିଯିବା ପରେ ଚାକିରି ବାହାର କଲେ କେ ହେବା ଆଜ୍ଞା ରେଯୋଲେଶନ ରେ ଲେଖୁଛ ଗୋଟେ କଥା ଚୟନ କରୁଛ ଗୋଟେ କଥା ଗୋଟେ ଇଞ୍ଜିନ ସରକାର ପିଲାମାନଙ୍କର ଜୀବନ ସହିତ ଖେଳିଲେ ନିଜର ଲେଖଳା ରେଜୋଲେସନ କେ ନିଜେ ମିଛପ୍ରମାଣ କଲେ ତୁମର ଡବଲ ଇଞ୍ଜିନ ସରକାର କଥା ପ୍ରତିଶ୍ରୁତି ଦେଉଛନ୍ ଆପଣ ମାନେ ହଜାର ହଜାର ପିଲାମାନଙ୍କର ବୟସ ଚାଲିଯିବା ବୟସ ଫେରେଇ ପାରବେ ଜେନ୍ ପିଲାମାନଙ୍କର ବୟସ teacher ରେ ପକା ବାର ପାଇଁ ଗୋଟେ ବର୍ଷ ଅଚ୍ଛେ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରି କି ଦେଖlଇଉନ
@sudhansudash2986
@sudhansudash2986 4 күн бұрын
New C.M is taking steps for making indipendent Odisha.
@pareshchandragiri165
@pareshchandragiri165 4 күн бұрын
ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଦାବି କେବେ ପୁର 13:21 ଣ ହେବ
@coolshiva8957
@coolshiva8957 5 күн бұрын
Nice
@trilochanpatnaik6321
@trilochanpatnaik6321 4 күн бұрын
ସବୁ ସମ୍ବାଦ ପତ୍ର ରେ ବାହାରୁଛି। ଅଯଥା ବର୍ଣ୍ଣନା କରିବା ନିରର୍ଥକ।
@rameshgiri4978
@rameshgiri4978 4 күн бұрын
BJD jindabad Navinji jindabad vote for BJD
@mohapatrasubhranshusekhar7545
@mohapatrasubhranshusekhar7545 3 күн бұрын
GDP, GDP ! Hele GST keuthu asila?
@ParanSaren-w2n
@ParanSaren-w2n 9 сағат бұрын
ଭାରତିୟ ଜନତା ପାର୍ଟି ଯାହା ଯାହା ପ୍ରତିଶ୍ରୁତି ଦେଇଥିଲେ ସେଥି ମଧ୍ୟରୁ ବୁଢ଼ା ବୁଢି ଲୋକ ମାନଙ୍କୁ ଯେଉଁ ୬୦ ବର୍ଷ ରୁ ଉର୍ଦ୍ଧ ଲୋକ ମାନଙ୍କୁ ୩୫୦୦ ଭତ୍ତା ଦେବା ଏବଂ ୮୦ ବର୍ଷ ରୁ ଉର୍ଦ୍ଧ ଲୋକ ମାନଙ୍କୁ ୩୫୦୦ଏହି ପ୍ରତିଶ୍ରୁତି ଟିକୁ ବିଜେପି ସରକାର ପୁରା ପୁରି ଭୁଲି ଗଲେଣି ତେଣୁ ମୁଁ ମୋହନ ସରକାରଙ୍କୁ ନିବେଦନ କରୁଅଛି ଯୈ ଏହି ପ୍ରତିଶ୍ରୁତି କୁ ଅବିଳମ୍ବେ ଲାଗୁ କରନ୍ତୁ । ଏହାକୁ ପୁରଣ କରିଲେ ବିଜେପି ସରକାର ଓଡ଼ିଶା ରେ ଏକ ନମ୍ବର ଆସ୍ଥା ଭାଜନ ପାର୍ଟି ରୁପେ ଓଡ଼ିଶାରେ ପରିଗଣିତ ହେବ ।
@prashantidas4702
@prashantidas4702 3 күн бұрын
Sundar,ati sundar , bhasana
@dinabandhudhar1383
@dinabandhudhar1383 5 күн бұрын
Nicee.
@jethunaik2920
@jethunaik2920 3 күн бұрын
Old pension 3000 Kebe
@sabyasachimishra6438
@sabyasachimishra6438 4 күн бұрын
Good
@HarischandraPatel-vl3js
@HarischandraPatel-vl3js 4 күн бұрын
ଚିଟ ଫଣ୍ଚରେ ଜମାବରିଥିବା ଜନତାଙ୍ବ ପଇସା ଫେରେଇ ଦେବା ପାଇଁ ସରକାର ଚିନ୍ତା କରନ୍ତୁ
@AkshayakumarParida-k4z
@AkshayakumarParida-k4z 4 күн бұрын
ମୋହନବାବୁ ମିଛଭାଷଣଦେଇ ଲୋକକୁଂ ଠକିବାକୁ ମୋଦି ଶିକ୍ଷା ପାଇଛନ୍ତି ନିଜ ଦଳର ଗାରେଣ୍ଟି ଭତା୩୦୦୦ଦେବାକୁ କହି ଧୋକା ଦେଇ ଚାଲିଛ ଚିକଣ କହୁଛ କିଛିକରୁନା ଦରବଢିଚାଲିଚିସବୁଜିନିଷର ଭତାଧାରିକୁଂ କଂ ଦେଇ ଚାଲିଛ ଏହା ନାୟକ ବିଜେପିସରକାରର
@sugamprasaddalua4412
@sugamprasaddalua4412 3 күн бұрын
୧୦୦ ବର୍ଷର ନୂଆ ଓଡ଼ିଶା ! ବିକଶିତ ଓଡ଼ିଶା। ମୁଁ ଜଣେ new GIA ଶିକ୍ଷକ। ମୁଁ OPS ରେ ପେନସନ ପାଇବା ପାଇଁ ଯୋଗ୍ୟ। ବିକଶିତ ଓଡ଼ିଶା ର ଶିକ୍ଷକ ଜାତି ଟା RETIRED ପରେ ଘାସ କାଟୁ ଥିବ , ମୂଲ ମଜୁରୀ ଖଟୁଥିବ , ରେଳ ଷ୍ଟେସନରେ ଭିକ ମାଗୁଥିବ , ଏଇଟା କଣ ଆପଣଙ୍କ ସରକାରଙ୍କୁ ଭଲ ଲାଗୁଥିବ? ଆଶା ରଖୁଛୁ ଓ ନିବେଦନ କରୁଛୁ , ଆପଣଙ୍କ ସରକାର ଓ ସରକାରଙ୍କ ହିତାକାଙ୍କ୍ଷୀ ପରାମର୍ଶଦାତା ଆମକୁ ଠିକରେ ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ବୁଝିବେ ।
@satya6825
@satya6825 4 күн бұрын
Mahaprabhu Amara chakiri ta regular karidele ame tk apanka pakhare chieapakruta hebu
@minakshipatra3917
@minakshipatra3917 3 күн бұрын
Municipality rey jaga mission. Rey pila chakir kari thiley bjp❤ sarkar. Meeting. Rey upasthit thiley pilamaney basichhanti, bjp ku vote deybu t
@abantibehera6644
@abantibehera6644 4 күн бұрын
ମୋର ସ୍ଵାମୀ ନାହାନ୍ତି ମୋତେ କଲେଜରେ କିଛିଦିଆଯାଇ
@Satya2384
@Satya2384 2 күн бұрын
Performance and no speech. Introspection needed. Job for the unemployed regulation of market rate Stopping freebie Subsidising solar installation in every household Close supervision of health service and other welfare measures should be top agenda. Hope CM would take interest in those programs.
@SantoshTripathy-b7h
@SantoshTripathy-b7h 4 күн бұрын
What about bina katani chatni?
@amulyadas9497
@amulyadas9497 Күн бұрын
Education free karo .
@KabiratnaSribatsaprakashBehera
@KabiratnaSribatsaprakashBehera 5 күн бұрын
ମୁଁ ଏକ ମତ ଅଛି
@mohapatrasubhranshusekhar7545
@mohapatrasubhranshusekhar7545 3 күн бұрын
Trahi Trahi dake janata, GST Rakhyasa kabalaru rakshya kara Chakadola !
@laxmansahoo4681
@laxmansahoo4681 4 күн бұрын
ନବୀନ କାମରେ ଦୂରରେ, କଥାରେ ପାକୁ ପାକୁରେ
@rameshchandrapatra1161
@rameshchandrapatra1161 5 күн бұрын
କଥା ବଦଳ କାମ କରିଦେଖାଅ
@gourishankarpatel7066
@gourishankarpatel7066 4 күн бұрын
Bahut candidate bartamaan parjyanta degree diploma Bed Kari service na Pai kanduchhanti daya kari solve karantu
@Maheswarkandi0
@Maheswarkandi0 5 күн бұрын
This type of voice was not being heard from Nabin patnaik . We are proud of Mohan Majhi .
@Tapasranjanmohanty-gq8ds
@Tapasranjanmohanty-gq8ds 2 күн бұрын
ଘୋଡା ଡିମ୍ବ ଆଉ ସେଇଟା ବି ତମ ମୋଦି କରିବ ସବୁ ଦ୍ୟାସ କରିବ ଅଶିକି 😂😂😂
@sashisekharmishra9514
@sashisekharmishra9514 Күн бұрын
ବେକାରୀ ଆ କଥା କିଏ କାହିଁ ଶୁଣିବ।
@shyamsundarnath5181
@shyamsundarnath5181 2 күн бұрын
Show us, you have been imparted responsibilities, anything can't get at a time, ବେଙ୍ଗକହେ ବେଙ୍ଗୁଲି ଲୋ ପ୍ଋଥ୍ବୀ କ୍ଷଣ କ୍ଷଣକେ ଆନ,
@JatindraMishra-s8b
@JatindraMishra-s8b 4 күн бұрын
Gaon sathi mananku apana birodhi dala mukhya sachetaka thila bele katha deithile karantu sir 🙏
@NiranjanRauta-c9f
@NiranjanRauta-c9f 3 күн бұрын
Puni eak bath upaka o s r t c ra Katha kahantu
@kartiknath3162
@kartiknath3162 5 күн бұрын
Tama vali mukhya mantri thile sikshya niti vusudi padiba.
@Tapasranjanmohanty-gq8ds
@Tapasranjanmohanty-gq8ds 2 күн бұрын
ବିଲକୁଲ କାହାରି କୁ ଏ ଫାଲତୁ ଭାଷଣ କାହାକୁ ବି ଦେବିନି ଭାଇ 😂
@ParamanandaSahu-j4t
@ParamanandaSahu-j4t 5 күн бұрын
Gaon sathi mananka dabi kebe purana karibe sir
@niranjantudu5033
@niranjantudu5033 5 күн бұрын
Falls news
@rameshgiri4978
@rameshgiri4978 4 күн бұрын
BJP hotao desh bachao EVM hotao democracy bachao jhuti bhoga desh bachao
@AchutanadaKara
@AchutanadaKara 5 күн бұрын
Mukhya mantri kahunahanti.ttanka kahiba Bhata kuade gala.kebe debe. Tuma Sarkar kana BJD pari nuhanki
@ramchandrahota2430
@ramchandrahota2430 4 күн бұрын
Do Deeds,Stop Speaking Volumes. JAY ODISHA .
@rohitakumarswain3877
@rohitakumarswain3877 4 күн бұрын
Chit fand Arth Kebe
@mohapatrasubhranshusekhar7545
@mohapatrasubhranshusekhar7545 3 күн бұрын
Panda jogu Nabin Dash Amit jogu Modi , Muku jogu Mohan maraibe Katha deithile, Mahanga madare madyabit Janàta mariba
@krushnachandra3097
@krushnachandra3097 5 күн бұрын
Bhattamililanahi
@gobindamohanta7406
@gobindamohanta7406 2 күн бұрын
3500 tanka bhatta ga la kude
@NiruajenaJena
@NiruajenaJena 4 күн бұрын
Fake news😡😡😡😡😡😡😡😡😡😡😡😡😡😡😡😡😡
@ArunaMalla-u7b
@ArunaMalla-u7b 2 күн бұрын
Tumhen to sabko Garib ho ja
@Rameshbarikbhadrakodisha
@Rameshbarikbhadrakodisha 5 күн бұрын
Utube tawter bandh kar lutiba kila naba Bhadrak
@KhirodBarik-su7ld
@KhirodBarik-su7ld 4 күн бұрын
Mu goti a bekari
@ajayasahoo4702
@ajayasahoo4702 5 күн бұрын
Failure govmeñt
@AshokPal-ok1wm
@AshokPal-ok1wm 4 күн бұрын
Mulya hina ghoshona
@kaliashsatapaty3779
@kaliashsatapaty3779 5 күн бұрын
6:34 No labour coming land for work due to lazy Yonina of our Govt.
@coolshiva8957
@coolshiva8957 5 күн бұрын
Thanks sir
VIP ACCESS
00:47
Natan por Aí
Рет қаралды 30 МЛН
The Best Band 😅 #toshleh #viralshort
00:11
Toshleh
Рет қаралды 22 МЛН
We Attempted The Impossible 😱
00:54
Topper Guild
Рет қаралды 56 МЛН
VIP ACCESS
00:47
Natan por Aí
Рет қаралды 30 МЛН