Рет қаралды 6,977
ପରମ ପୂଜ୍ୟ ବାବା ଶ୍ରୀ ଶ୍ରୀ ବୁଦ୍ଧନାଥ ଦାସଙ୍କ ଅମୃତ ବଚନ । ଅମୂଲ୍ୟ ତାଙ୍କର କଥା ସେ ବିଶାଳ ସାଗର ରୁ ଆମର ଏକ ଗୁଣ୍ଡୁଚି ମୂଷା ପରି ପ୍ରୟାସ ତାଙ୍କର ବାଣୀ କୁ ଏ ଜନ ସମାଜକୁ ଆଣିବାକୁ ।
ବୁଦ୍ଧିଆ ବାଣୀ ।। ପ୍ରତ୍ୟେକ ଗୁରୁବାର ସନ୍ଧ୍ୟା ୭ଘଟିକା ରେ ।। ଗାରୋଇ ଆଶ୍ରମ ।। ଉପସ୍ଥାପନା ଶ୍ରୀ ସୁକାନ୍ତ କୁମାର ଲେଙ୍କା।।
ବୁଦ୍ଧିଆ ବାଣୀ ଯାହା କେବଳ ଗୋଟିଏ ବାଣୀ କିମ୍ବା କିଛି ଶବ୍ଦର ସମାହାର ତାହା ନୁହେଁ । ବୁଦ୍ଧିଆ ବାଣୀ ମଣିଷ ଜୀବନରେ ଚେତନା ର ଆଲୋକ ସଦୃଶ । ଯାହାକି ଅନ୍ଧକାର ରୂପୀ ଅସତ୍ୟ ରାଇଜରୁ ସତ୍ୟ ସ୍ବରୂପକ ଅଲୋକ ଆଡ଼କୁ ନେଇଯାଇଥାଏ ।
ଆସନ୍ତୁ ଆମେ ସମସ୍ତେ ମିଶି ସେହି ଅମୂଲ୍ୟ ବାଣୀର ମର୍ମ କୁ ବୁଝିବା ତା ସହିତ ନିଜ ଜୀବନରେ ପରିବର୍ତ୍ତନ ଆଣିବା। କାରଣ ପରିବର୍ତ୍ତନ ଜୀବନରେ ଭରିଦିଏ ନୂତନ ସକାଳ ।।
if you wish to know more about Param Pujya Baba Shree Shree Buddhanath Das .
please click here ---
www.garoiashram...
#ବୁଦ୍ଧିଆବାଣୀ
#ଗାରୋଇଆଶ୍ରମ
Speech is silver and silence is gold, but not always. The words spoken by a Siddha are golden-words, or even more worthy. Why are the words, especially of the Siddhas and Gurus important ?
_____________ ଜୟ ଶ୍ରୀ ଗୁରୁଦେବ ଶରଣମ୍ ______________