'ନେତା ହେବାପାଇଁ କେହି ରାଜି ନୁହନ୍ତି..ସମସ୍ତେ ଯଦି ଡାକ୍ତର, ଇଂଜିନିୟର ହେବେ ତାହେଲେ ନେତା କିଏ ହେବ?':Mohan Majhi

  Рет қаралды 19,418

Satyapatha

Satyapatha

Күн бұрын

'ନେତା ହେବାପାଇଁ କେହି ରାଜି ନୁହନ୍ତି.. ସମସ୍ତେ ଯଦି ଡାକ୍ତର, ଇଂଜିନିୟର ହେବେ ତାହେଲେ ନେତା କିଏ ହେବ?': ମୋହନ ମାଝୀ
#satyapatha #mohanmajhi #teachersday #odishapolitics #bjpodisha #odishakhabar
Click on the playlist 'Satyapatha With Satyaprakash' & watch all the editorial episodes.
Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
For Latest Updates Follow us:
Web: www.satyapatha...
KZbin: / @satyapatha
Facebook: / satyapatha.in
Instagram: / satyapatha.media
Twitter(X): / satyapathalive

Пікірлер: 115
@aryabhuminewspaper1851
@aryabhuminewspaper1851 11 күн бұрын
ମୁଁ ନେତା ହେବି, ଜାତୀୟ ସମ୍ପତି ଲୁଟିବି ଏହାହିଁ ମୂଳ ଲକ୍ଷ୍ୟ
@chandandehury8356
@chandandehury8356 9 күн бұрын
BJD Mane hin emiti CMT karanti 😢😢😢😢😢😢😅😅😅
@prafullanayak9729
@prafullanayak9729 5 күн бұрын
​@@chandandehury8356ତୋମାଆକୁ ସବୁ ବିଜେପି ନେତାମାନେ ଗେହିଁକିପେଟରେ କଲାପରେ, ତୋମାଆ ତୋତେବିଜେପି କରିକି ଜନ୍ମକରିଛି 😂😂😂😂😂😂
@ranajitjena4668
@ranajitjena4668 10 күн бұрын
ନିଶ୍ଚିତ ତମ ଭଳି ମୂର୍ଖ ମାନେ କେବଳ ରାଜନୀତି କରିବେ ଏବଂ ମାଲିକର ପାଦ ଧରି ଶାସନ ଉପଭୋଗ କରିବେ.ଯୋଉମାନେ ପରମ ଟାଉଟର ସେମାନେ କେବଳ ଏହିଭଳି ଗାଲୁଆମୀ ମନ୍ତବ୍ୟ ଗଣମାଧ୍ୟମ ଆଗରେ ରଖନ୍ତି.
@chandandehury8356
@chandandehury8356 9 күн бұрын
BJD Mane hin emiti CMT karanti😢😢😢😢😅😅
@prafullanayak9729
@prafullanayak9729 5 күн бұрын
​@@chandandehury8356ତୋମାଆକୁ ସବୁବିଜେପିନେତାମାନେ ଗେହିଁକି ପେଟରେ କଲାପରେ ତୋ ମାଆ ତୋତେ ବିଜେପି କରିକି ଜନ୍ମ କରିଛି 😂😂😂😂😂😂😂
@satishchandrabehera7291
@satishchandrabehera7291 11 күн бұрын
ଅତି ସାଧାରଣ ଅଥଚ ଅନ୍ତରଙ୍ଗ ଅଭିଭାଷଣ। ଧନ୍ୟ ଆମ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ।।
@jamasumandal8151
@jamasumandal8151 10 күн бұрын
କଥା ତ ବହୁତ୍ ଭଲ କିନ୍ତୁ ରଙ୍ଗ ବୋଳା ହୋଇ ଯଥାର୍ଥ କୁ ପଛରେ ଲୁଚାଇ ଦିଅ ଯାଉଅଛି। ତେଣୁ BJP ତ ଭଲ, କିନ୍ତୁ ଶାସକଙ୍କ ଦୁର୍ବଳ ମସ୍ତିସ୍କ।
@sanukusasmalfc
@sanukusasmalfc 10 күн бұрын
ଆଉ ନେତା ମାନଙ୍କର ନୈତିକତା ନାହିଁ,ନିଜକୁ ଉର୍ଦ୍ଧରେ ରଖି ମିଛ ସତରେ ବଡପଣିଆ ଦେଖାଇବାକୁ ଯଦି ନେତା କୁହନ୍ତି, ତାହେଲେ ସେମିତି ନେତା ନ ହେବା ଭଲ !❤
@arucharanpradhan5502
@arucharanpradhan5502 11 күн бұрын
ବ୍ୟକ୍ତି ମାନଙ୍କର ଇଛା ଅନୁସାରେ କିଛି ହୁଏ ନାହିଁ। ଯାହା ହୁଏ ପରମେଶ୍ବରଙ୍କ ଇଛା ଅନୁସାରେ ବ୍ୟକ୍ତି ସେହି ପଥରେ ଆଗ୍ରହ ହୋଇ ରାସ୍ତା ଧରି ଚାଲେ।ତାକୁ କେହିବି ଅଟକାଇ ପାରିବେନି।
@rameshwarbadamali4742
@rameshwarbadamali4742 6 күн бұрын
Great.. Lot of Thanks ❤❤
@AtulDash-o6r
@AtulDash-o6r 11 күн бұрын
Mohan babu is saying truth,because। Those are back benchers ,class failed students ,compartmentals stand for political leaders ,
@The_Prashant_Kumar
@The_Prashant_Kumar 11 күн бұрын
ମୋର ବହୁତ ଇଛା ନେତା ହବାକୁ ହେଲେ ଇଲେକ୍ସନ ଲଢ଼ିବାକୁ ପଇସା ନାହିଁ। ଆଉ ଚାକିରୀ ଛାଡିକି ନେତାଗିରି ରେ ମାତିଲେ ଭୋକରେ ମରିବି, ତାପରେ ଦୁନିଆ ଚୋରା ବାଟ ଖୋଜିକି ପଇସା ରୋଜଗାର କରିବି....ସେଇ ଅଭ୍ୟାସ ଯଦି ରହିଗଲା ତାହେଲେ ନେତା ହେଲା ପରେ ଚୋର ନେତାଟେ ହେଇଯିବି 😢 ତାପରେ ଲୋକେ ମତେ ବି ଦୁନିଆ ଭାଷା ଅଭାଷା ଲଗେଇକି ସୋଦିବେ। ସମାଜ ସୁଧାରକଟେ ହବା ପାଇଁ ବି ପଇସା ଦରକାର....ମୋର ପଇସା ନାହିଁ 😢
@suryanarayansahu5375
@suryanarayansahu5375 10 күн бұрын
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ସାର୍ ଆପଣଙ୍କର କହିବା ଭାଷଣରେ ବହୁତ ଆନଂଦ। କିନ୍ତୁ ଠକ ଚୋର ଟାଉଟର ଡକାୟତ ମାନଂକୁ ଧରି ଉଚିତ୍ ଦଣ୍ଡାଦେଶ ଦେବା ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ରାଜ୍ୟ ରୁ ଦୁର୍ନୀତି ମୁକ୍ତ କରି ଉଚିତ୍ ନାୟ ପ୍ରଦାନ ସହିତ ବେକାର ସମସ୍ୟା ଦୂରୀଭୂତ ଉତ୍ତମ ବ୍ୟବସ୍ଥା ସରକାର ତୁରନ୍ତ ସିଧାସଳଖ ହାତକୁ ନେବା ଆବଶ୍ୟକ।
@JanmajayaSahu-qn9vg
@JanmajayaSahu-qn9vg 11 күн бұрын
Right sir really qualification is necessary for Doctor and Enginner but it's not for politician.
@JibanMajhi-iu3fu
@JibanMajhi-iu3fu 11 күн бұрын
Good speech good advice cm babu
@chandraymurmuchandraymurmu3685
@chandraymurmuchandraymurmu3685 9 күн бұрын
ଓଡ଼ିଶାର ନଂ. 1 People CM ମହନ ଚରଣ ମାଝୀ sir ମହାନ ଅଟନ୍ତି ।
@gabakshyanayak5748
@gabakshyanayak5748 11 күн бұрын
ଶୀମାନ ମୁଖ୍ୟ ମନ୍ତ୍ରୀ ଙ୍କର ଖୋଲା ଖୋଲି କଥା.
@akashpradhan4160
@akashpradhan4160 11 күн бұрын
Right speech by our honorable and beloved Chief minister
@duryodhansenapati9981
@duryodhansenapati9981 8 күн бұрын
Thanks 👍
@sudeshpradhan4288
@sudeshpradhan4288 11 күн бұрын
Everyone has value ❤
@prafullachandramohanty7096
@prafullachandramohanty7096 9 күн бұрын
Sir ନେତା ବହୁତ୍ ଅଛନ୍ତି ଆସିବେ ମଧ୍ୟ କିନ୍ତୁ ଆପଣଙ୍କ metaliti ପରି ହେବା ଦରକାର୍ ।ଯଦି ଏକ୍ସ cm nka ପରି ଅଯୋଗ୍ୟ ଭାକୁ ଡ଼ା ହେଲେ ଓଡ଼ିଶା କଣ ଓଡ଼ିଶା ବାସୀଙ୍କୁ କେତେବେଳେ ବିକିଦେବେ କେହି ବି ଜାଣିବେନି।🎉🎉
@rihanmajhi9908
@rihanmajhi9908 8 күн бұрын
New CM ତାହେଲେ 3 ମାସରେ ଓଡ଼ିଶାର no 1 CM ହେଇଗଲେ। ଆଉ 5 ବର୍ଷ ପରେ ଆଉ କିଏ ତାଙ୍କ ଜାଗାରେ ମୁଖ୍ୟମନ୍ତ୍ରୀ ଥିବେ। ଯଦି ନବୀନ ପଟ୍ଟନାୟକ ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ତାହେଲେ ସେ 24 ବର୍ଷ ଓଡ଼ିଶାରେ ଶାସନ କରି ନ ଥାନ୍ତେ। ତାଙ୍କୁ ଭାରତର ଆଦର୍ଶ ମୁଖ୍ୟମନ୍ତ୍ରୀ ର ପୁରସ୍କାର ମିଳି ନ ଥାନ୍ତା। ଭାଇ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟତା ସାଙ୍ଗରେ ଦକ୍ଷତା ଥିବା ଦରକାର।
@lambodarmohanty809
@lambodarmohanty809 11 күн бұрын
Tautor mane neta huantu.
@chandandehury8356
@chandandehury8356 9 күн бұрын
BJD Mane hin emiti CMT karanti 😅😅😅😢
@prafullanayak9729
@prafullanayak9729 5 күн бұрын
​@@chandandehury8356ତୋମାଆକୁ ବୋଧେ ସବୁ ବିଜେପିନେତା ଗେହିଁକି ପେଟେରେ କଲେ ତାପରେତୋମାଆ ବିଜେପିକରିକି ତୋତେ ଜନ୍ମକରିଛି 😂😂😂😂😂😂😂😂
@PramodRam-qm9qg
@PramodRam-qm9qg 11 күн бұрын
ଗୁରୁ ଦିବସ ଅବସରରେ ଆଗାମୀ ପିଢ଼ିଙ୍କୁ ଉପଯୁକ୍ତ ପରାମର୍ଶ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ
@niranjanpalnsp509
@niranjanpalnsp509 11 күн бұрын
ମୁଁ ନେତା ହେବି ଆଉ ଲୋଟିବି
@ReyaSahu-mu3jb
@ReyaSahu-mu3jb 5 күн бұрын
Right
@subodhchandrasoren6782
@subodhchandrasoren6782 8 күн бұрын
ନେତା କିଏ ହେବ ଯାହା ନାମରେ ହଜାରେ ଅଭିଯୋଗ ଥିବ ଥାନାରେ
@Kancha_Lanka
@Kancha_Lanka 11 күн бұрын
କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଆସନକୁ ଥରେ ଜେନେରାଲ କରିକି ଦେଖ କେତେ ରାଜନେତା ବାହାରିବେ ଦେଖିବ
@sricharanmunda6927
@sricharanmunda6927 10 күн бұрын
ସେମିତି ଚିନ୍ତା କେବେ କରନ୍ତୁ ନାହିଁ, ଚମ୍ପୁଆ ନିର୍ଭାଚନ ମଣ୍ଡଳ ଅବସ୍ଥା ଆଜି general seat ହେଵା ଯୋଗୁ ସବୁ ଲୋକଙ୍କ ରୋଜଗାର ଚାଲିଗଲା l ଖଣି ଗୁଡାକୁ ମେସିନ mining କରି ଶ୍ରମିକ ଛାଟ କରିଦେଲା l dr ଫକୀର ମୋହନ ନାଏକ ପରି mla ଦରକାର ଓ ମୋହନ ମାଝୀ ପରି cm l
@Chinu-p3d
@Chinu-p3d 8 күн бұрын
Priyo cm
@satyam6619
@satyam6619 10 күн бұрын
ମୁଁ ନେତା ହେବି ଆଉ ରାସ୍ତାରେ ମାତାଲ ହେଇ ଗଡ଼ିବି...
@manasranjanmohanty3270
@manasranjanmohanty3270 9 күн бұрын
ନେତା ହେବା ପାଇଁ ସ୍କୁଲ କର ନହେଲେ ଚା ଦୋକାନ କରା 😄 ଚା ଵାଲା ଶାସନ ବିଶ୍ୱ ଗୁରୁ ନୁହଁ 😄 ବିଷ ଦିଆ ଗୁରୁ ହେବ
@sunitarout6700
@sunitarout6700 9 күн бұрын
ର, u, great sir
@GuruBaba47
@GuruBaba47 9 күн бұрын
@DebendraMajhi-t6v
@DebendraMajhi-t6v 9 күн бұрын
Mohan sakar bhut bhala ❤❤❤❤❤❤❤❤
@hiteshmajhi4132
@hiteshmajhi4132 2 күн бұрын
ନିଶ୍ଚିତ ଭାବରେ ତୋ ଭଳି ମୂର୍ଖ ମାନେ ହିଁ ନେତା ହେବେ
@arundesai3044
@arundesai3044 11 күн бұрын
True line
@umasathua2587
@umasathua2587 10 күн бұрын
Bharat mata ki jai 🙏🇮🇳🇮🇳
@ramshankarprasadbiswal5619
@ramshankarprasadbiswal5619 5 күн бұрын
PC ଖାଉ ଥିବା ଲୋକ ଭଲ ନେତା ନୁହେଁ ଛା ତିରେ ହାତଦେଇ କୁହ
@ganeshchandrabehera7510
@ganeshchandrabehera7510 11 күн бұрын
Speech ok. But what is the investment to be a leader like to be a doctor and engineer ?
@prafullanayak9729
@prafullanayak9729 5 күн бұрын
ତୁମେ ପିଲାମାନଙ୍କର ପାଠପଢାଟ୍ୟାଲେଣ୍ଟ ନକହି ତୁମ ଟ୍ୟାଲେଣ୍ଟ ଟିକେକୁହନ୍ତୁ, ଆମଜାତୀୟପତାକା ତ୍ରିରଙ୍ଗାକୁ ତିରଙ୍ଗା ଲେଖିଥିଲ ପରା,, କଥା ନଆସଇ ଘରକୁ କହିହେଉଥାଇ ପରକୁ,
@jamesrinku1995
@jamesrinku1995 8 күн бұрын
କିଏ କହିଲେ ନେତା ହେବା ପାଇଁ କାହାର ଇଛା ନାହି ଆଜ୍ଞା । ଓଡ଼ିଶା ଭଳି ଗୋଟେ ରାଜ୍ୟ ରେ ନେତା ହେଲେ ଗୋଟେ ଭାଗ୍ୟ ର କଥା କାରଣ ଯେଉଁଠି ଗୋଟେ କନିଷ୍ଠ ଶିକ୍ଷକ ଙ୍କ ଦରମା 11,200 ଟଙ୍କା ବେଳେ MLA ra darama 2.5 ଲକ୍ଷ ହେଲାଣି । ତୋ ମୁହଁରେ ଲାଜ ନାହିଁ ଭାଷଣ ମାରୁଚୁ ଆଉ ନିଜକୁ ଭଲ ନେତା ବୋଲି କହୁଚୁ ।
@rakeshjally5004
@rakeshjally5004 8 күн бұрын
ଆଗ ନେତା ପୁଅ ଓ ଝିଅ ନେତା ହେବା ପ୍ରଥା ବନ୍ଦ ହେଉ ତ
@user-ft1wf2ep2p
@user-ft1wf2ep2p 11 күн бұрын
Right Sir all murkha are BJP CM.
@DhirendranathBaskey
@DhirendranathBaskey 11 күн бұрын
All bjd minister are chitfund choro, khoni choro, pc khia choro😮😮😮
@sricharanmunda6927
@sricharanmunda6927 10 күн бұрын
ମୂର୍ଖ ଥିଲା ନବୀନ ଓ ତାହାର ଚେଲା ଚାମୁଣ୍ଡା ମାନେ l ମୋହନ ମାଝୀ ଜଣେ ଉତ୍ତମ ବ୍ୟକ୍ତି l burnal plus ବ୍ୟବହାର କର l
@amarendra29
@amarendra29 11 күн бұрын
NETA MAAGIHAN MANA HABA
@soomkomar2
@soomkomar2 11 күн бұрын
🇮🇳🙏
@papun2961
@papun2961 9 күн бұрын
ନିଜ କଥା ନିଜେ କହୁଛି
@munnabhaimbbs5989
@munnabhaimbbs5989 7 күн бұрын
ଚାମଚା ଗିରି ଛାଡିକି କାମ କଲେ ଭଲ ହେବ l
@ktccreation9722
@ktccreation9722 10 күн бұрын
ଗୁରୁଙ୍କୁ ଅନୁସରଣ କରୁଛନ୍ତି ଗୁରୁଜୀ I #SubhadraYojana
@user-jo1zy9vm2f
@user-jo1zy9vm2f 9 күн бұрын
ଏକ ସୁସ୍ଥ ଗଣତନ୍ତ୍ର ର ସୃଷ୍ଟି ହେଲେ ଯାଇ ନେତା ହେବାକୁ ସମସ୍ତେ ଚାହିଁବେ।
@LunaPradhan-p5t
@LunaPradhan-p5t 9 күн бұрын
ମହାଶୟ ନେତା ହେବା ସହଜ ନୂହେ , ସଭିଏ କହିଲା ପରି କେତେ ନେତା ଜୀବନ ଲଟନ୍ତି ଆଉ କେତେ ଦେଶକୁ ଲୁଟନ୍ତି ,
@baidyanathmallick9985
@baidyanathmallick9985 11 күн бұрын
ତୁ ତେନିଜ କଥା କହୁଛୁ କିନ୍ତୁମୁଖ୍ୟମନ୍ତ୍ରୀ ନବୀନ ସାର ଦେଖ 24 ବର୍ଷ ହେଲେ
@Kalingatraveller636
@Kalingatraveller636 11 күн бұрын
ଆବେ ଅପାଠୁଆ ବିଜେଡ଼ି ମୂର୍ଖ ନବୀନ ମାଗଣା ଯୋଜନା ବଣ୍ଟନ କରି ୨୫ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲା... ନବୀନ ତା ଜୀବନ କାଳ ରେ କେବେ ଏଭଳି ଖୋଲା ଭାଷଣ ଦେଇଛି ??? 😂 କାଗଜ ଗୋଟେ ନ ଧରିଲେ ନବୀନ ର ବେଳ ଖରାପ..😂😂 ତୁ କାହାକୁ କଣ କହୁଛୁ ଅନ୍ଧ ବିଜେଡ଼ି ଚାମଚା...
@surajlatest9217
@surajlatest9217 11 күн бұрын
Abe nijaku lekhi aasuni cm ku murkha kahuchi😂😂
@raghunathrout6349
@raghunathrout6349 10 күн бұрын
So impressive
@JS-jp7yb
@JS-jp7yb 7 күн бұрын
ସେଥିପାଇଁ ତୁମକୁ ଦେଲେ
@PrakashNayak-d7r
@PrakashNayak-d7r 11 күн бұрын
Odisha ra comon development for comon people
@Sureshsortsd90
@Sureshsortsd90 8 күн бұрын
ଲାଜ ଲାଗିବା କଥା
@sudhirkumarmahapatra1190
@sudhirkumarmahapatra1190 11 күн бұрын
Udaharana aapana
@nrusinghcharanpalei8938
@nrusinghcharanpalei8938 10 күн бұрын
Sir eta kana apana nka manara katha je bharat heba biswaguru na copy kari kahuchhanti ?
@shyama4185
@shyama4185 10 күн бұрын
ଯେତେବେଳେ କିଛି job ମିଳିଲା ତା ପରେ ଜଣେ ନେତା ହେବା ପାଇଁ ଚେଷ୍ଟା କରେ
@ranajitsahu
@ranajitsahu 2 күн бұрын
Chakiri sarile neta hebe, after 55 years
@TimePassVlog-j7t
@TimePassVlog-j7t 10 күн бұрын
Never
@mamalimamali8893
@mamalimamali8893 11 күн бұрын
mula pocha habu
@arup9695
@arup9695 9 күн бұрын
Example: Mohan, Suryavanshi.
@arup9695
@arup9695 9 күн бұрын
Reason, Mohan throws shoes to speaker
@rudranshsekharnaik1229
@rudranshsekharnaik1229 8 күн бұрын
ହଁ ନିଶ୍ଚିତ ଯୋଉ ମାନେ ମୂର୍ଖ ସେଇ ହିଁ ମୂର୍ଖମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ହବା ପାଇଁ ଯୋଗ୍ୟ ଲୋକ ନାହାନ୍ତି।ଆପଣ ନିର୍ବାଚିତ ହେଇ ଲୋକ ଙ୍କୁ ଠକାଇବା ଆରମ୍ଭ କଲେଣି।
@rajashreepradhan9275
@rajashreepradhan9275 9 күн бұрын
Yara khali bhasana....au nijar katha kaama kichhi nahi😂😂😂😂
@mylifestyle4493
@mylifestyle4493 10 күн бұрын
Manyabar Mukhya Mantry, na dekhiki bhasan deuchhanti, kintu St loka boli kichhi sadharan barga o obc barga ra lokanka dehare jauni. St lokanku kemiti beijit karajauchhi
@RashMita-km8ug
@RashMita-km8ug 9 күн бұрын
ମୁଖ୍ୟ ମନ୍ତ୍ରୀ ଭାଷଣ ଅଣ ଓଡ଼ିଆ ବି ବୁଝି ପାରିଛି ନବୀନ ଥିଲା ବେଳେ
@Chinu-p3d
@Chinu-p3d 8 күн бұрын
Chup idiot
@MarndiAjeet
@MarndiAjeet 11 күн бұрын
Odisha C. M. Mohan Majhi is a good C. M.
@gks9572
@gks9572 8 күн бұрын
Apanka roll bhala achhi😂😂😂😂😂
@Sanand965
@Sanand965 8 күн бұрын
Hindi sir mohon majhi
@nidhiramjena2398
@nidhiramjena2398 11 күн бұрын
U r Right , samasta murkha neta huanti nahin, to vali murkha kebal neta huanti.
@BeHappy-fn6qh
@BeHappy-fn6qh 10 күн бұрын
ମହାଲ ମଣ୍ଡା ମୋହନ
@SrisubalPatel-vt9kb
@SrisubalPatel-vt9kb 3 күн бұрын
Mor katha feri nea bhab mor alga aim achhe
@MukteswarNayak-mu5ec
@MukteswarNayak-mu5ec 10 күн бұрын
B.J.D. & NABIN PATTANAYAK best example ସେମାନେ ତ ୨୫ ବର୍ଷ ଶାସନ କଲେ
@indiaruralvillegeandtheirt6252
@indiaruralvillegeandtheirt6252 8 күн бұрын
SOLA ARAMI
@sonakshiparida3832
@sonakshiparida3832 10 күн бұрын
Tame neta Kete padhicha? Kintu ias ips sabu tama goda ghasibe
@BipinaBhoi-x2r
@BipinaBhoi-x2r 11 күн бұрын
Tumaku.Hidi asuni muruka maji
@SaratMajhi-y5n
@SaratMajhi-y5n 11 күн бұрын
Nabina ku odia asuni se kan
@Kalingatraveller636
@Kalingatraveller636 11 күн бұрын
ତୁ ବିହାରୀ ଟା ଓଡ଼ିଆ channel ରେ କଣ କରୁଛୁ ?? ତୁ ହିନ୍ଦୀ କହ ତୋ ରାଜ୍ୟ ରେ.. ଓଡିଶା ରେ କେବଳ ଓଡ଼ିଆ ଚାଲିବ....
@jatinpradhan4968
@jatinpradhan4968 9 күн бұрын
ବେହିଆ କିରେ
@rahul97766
@rahul97766 9 күн бұрын
ପଳା ବେ ମାଘିଆ
@nikunjabihabyyuuhookuplplo1588
@nikunjabihabyyuuhookuplplo1588 8 күн бұрын
Sahara tanka dia dilhi re uttha AME kichhi sunibaku chhahunu
@raghunathmuduli2392
@raghunathmuduli2392 9 күн бұрын
Na na ebe ra politics bhala nuha student politics ru du ra re ruha
@iswarabrahma8156
@iswarabrahma8156 2 күн бұрын
Neta haba paien hele 1st sarkari sampati chori kariki bahut tanka rakhile jaiki Tama bhalia neta haba
@sarojkumarnayak701
@sarojkumarnayak701 7 күн бұрын
Tathapi au jetedina
@harprasadsenapati3945
@harprasadsenapati3945 11 күн бұрын
Jay Odisha Jay Mohan
@Skgbul470
@Skgbul470 11 күн бұрын
Sakta engineer hebaku hele dina rati kathina pristama kari pariksha re utirna henaku pade interview dei chakri mile Neta pain interview darkar pace nahin mada mangsa tanka dei neta hebaku Pade, lauta thik,
@pabitramohannayak1551
@pabitramohannayak1551 11 күн бұрын
Aaj mohan such bol raha hai,at first,cm is a leader of illiterates.Then do the college election!Tum jaise augar sare leaders banega Bharat Bishwa ka Vishwa Thaga banega.
@Chinu-p3d
@Chinu-p3d 8 күн бұрын
Dekho ebe nabina bhokto mane
@swarnalatasoren6540
@swarnalatasoren6540 9 күн бұрын
Good speach but neta hele bohut gudie galiguloja suni baku pode
@user-et3ts5ts2o
@user-et3ts5ts2o 7 күн бұрын
Chakri kalen Paisa herfer kalen jail neta herfer lukabe he chakria mane. M l a thare haigalen pension peba basi khailen v nesare
@YasodamahantamahantaMahanta
@YasodamahantamahantaMahanta 5 күн бұрын
Abe dekha nobin vakta mane jete sabu tautoer mohon sir nk birudhare lekhu chanti
@dibyakantasamal2280
@dibyakantasamal2280 11 күн бұрын
WORLD BEST MAGIC SECRETS
00:50
MasomkaMagic
Рет қаралды 35 МЛН
Will A Guitar Boat Hold My Weight?
00:20
MrBeast
Рет қаралды 190 МЛН
Nastya and balloon challenge
00:23
Nastya
Рет қаралды 52 МЛН