ନବୀନ ବାବୁ ଚିଠି ନାଟକ କର ବନ୍ଦ୍ । Supply Minister Krushna Patra on LOP Naveen Patnaik letter.

  Рет қаралды 156,227

Pratidin TV

Pratidin TV

Күн бұрын

ନବୀନ ବାବୁ ଚିଠି ନାଟକ କର ବନ୍ଦ୍ , ତୁମ ଆଳୁ ପିଆଜ ସବୁ ଫେଲ। Supply Minister Krushna Patra on LOP Naveen Patnaik letter. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our KZbin Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Пікірлер: 2 900
@CreationOdia1234
@CreationOdia1234 2 ай бұрын
ଏକୁ ଜୋତା ରେ ମାଡ ହେବ ଶାଲା ର ଦମ୍ ଅଛି ଖାଦ୍ୟ ର ମୂଲ୍ୟ କୁ ନିୟନ୍ତ୍ରଣ କରିପାରୁନି ମା ଘିଆ କୁ ଜୋତା ମାଡ ହେବ
@SuryaKanta-jx3vv
@SuryaKanta-jx3vv 2 ай бұрын
Yes
@ranjanpradhan8101
@ranjanpradhan8101 2 ай бұрын
Right Right....
@PintunSahu
@PintunSahu 2 ай бұрын
Yes
@amarjit7x
@amarjit7x 2 ай бұрын
ଆଗରୁ କୋଉଠି ଥିଲେ ବାବୁ
@prakashbiswal7967
@prakashbiswal7967 2 ай бұрын
Yes
@silkcity470
@silkcity470 2 ай бұрын
ତୋର ଦମ୍ ଅଛି ତ ପନିପରିବା ଦର ନିୟନ୍ତ୍ରଣ କରୁନୁ ଫୁଟଣି ମାରୁଚୁ ଫ୍ରି ଖାଦ୍ୟ ଖାଇ
@Gdytujyyyg
@Gdytujyyyg 2 ай бұрын
Bjd 24 years ra kn pariba Kami thila ki
@satyapandaofficial4844
@satyapandaofficial4844 2 ай бұрын
​@@GdytujyyygBapa ku pachare tu janma hei nathilu nabin Kia se kahibe.
@sibusahu7876
@sibusahu7876 2 ай бұрын
Dhana all adisha tikia buli asa dekhipariba adisha develop hoichi ki nhi tame jani pariba gata 24 barsa
@sunilpattnaik3291
@sunilpattnaik3291 2 ай бұрын
​@@Gdytujyyygଆରେ ବାବା ୨୪ ବର୍ଷରୁ ୯ବର୍ଷ ତମ ସାଙ୍ଗରେ ଥିଲ।
@sriballavmohanty4822
@sriballavmohanty4822 2 ай бұрын
Tu maghia janibu kemiti ​@@Gdytujyyyg
@sumantananda2651
@sumantananda2651 2 ай бұрын
ତୁ ଶଳା କେଇଦିନର ମନ୍ତ୍ରୀ ତୋର କଣ ଅଭିଜ୍ଞତା ଅଛି ତୁମେ ହିନ ରାଜନୀତି ବନ୍ଦ କର
@chitaranjanbehera7569
@chitaranjanbehera7569 2 ай бұрын
ନବୀନ ପଟ୍ଟନାୟକ ଙ୍କ ପାଖରୁ ରାଜ୍ୟ ଶାସନ ଶିଖ ଭାଷଣ ବାଜି ବନ୍ଦକର
@kamalakantabarik8549
@kamalakantabarik8549 2 ай бұрын
ନବୀନ ନୁହେଁ ପାଣ୍ଡିଆନ ପାଖରୁ 😂😂😂
@safetyashish7738
@safetyashish7738 2 ай бұрын
Nabeen waste bin
@userskmohanty87
@userskmohanty87 2 ай бұрын
Right Bhai
@sigma00000E
@sigma00000E 2 ай бұрын
Right
@pradeepkumarpanda7626
@pradeepkumarpanda7626 2 ай бұрын
Kana Bala sashan karithila Nabina? Alu mission kuade gala? Ta bele kana 100/- heinsthila.
@explorwithtushar0204
@explorwithtushar0204 2 ай бұрын
ମାନନିଆ ଶ୍ରୀ ମମତା ବାନାର୍ଜୀ ମୁଁ ରଙ୍ଗ ମିସ୍ତ୍ରୀ ମୋହନ ମାଝୀ ଓଡ଼ିଶା ରେ ଆଳୁ ନାହିଁ ଦୟା କରି ଆପଣ ଆଳୁ ଦେଲେ ଆମେ ରଙ୍ଗ ସରକାର ଆପଣଙ୍କ ପାଖେରେ ଚିରପୋକୃତ ହେବୁ ଇତି ଆପଣଙ୍କ ରଙ୍ଗ ମିସ୍ତ୍ରୀ ସରକାର
@Back.bencherrr
@Back.bencherrr 2 ай бұрын
😂gajab bejati hey 😅🎉👌 👍
@smstudycircle5061
@smstudycircle5061 2 ай бұрын
ନବୀନ ହିଁ ଓଡ଼ିଶା ର ସୁଖଦୁଃଖ ରେ ସବୁବେଳେ ଲୋକମାନଙ୍କ ସହ ରହିଛନ୍ତି ଆଉ ଆଗକୁ ମଧ୍ୟ ରହିବେ
@SukurHasdah
@SukurHasdah 2 ай бұрын
Right bro
@sunadhangond6007
@sunadhangond6007 2 ай бұрын
Sabu bekar
@ranjanbaral9351
@ranjanbaral9351 2 ай бұрын
ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ।ସେ ମଧ୍ୟ ବିରୋଧୀ ଦଳ ନେତା।ସେ ଜଣେ ଜନପ୍ରତିନିଧି।ଯଦି ସେ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରନ୍ତି ତାହେଲେ ଭୁଲ କେଉଁଠି ରହିଲା ବୁଝି ହେଉନି।ଜଣେ ସାଧାରଣ ନାଗରିକ ମଧ୍ୟ ଏ ଦିଗରେ ଚେଷ୍ଟା କଲେ କୈାଣସି କ୍ଷତି ନାହିଁ।
@ଶାନ୍ତିଦ୍ଧୁତ
@ଶାନ୍ତିଦ୍ଧୁତ 2 ай бұрын
@@ranjanbaral9351 ଗତ 24 ବର୍ଷ ଯୋଉ ସରକାର ନିଜେ ରାଜ୍ୟ କୁ ଆଳୁ ଚାଷ ରେ ସ୍ୱୟଂ ସମ୍ପୂର୍ଣ କରି ପାରିଲା ନାହିଁ ସେ ଆଜି ବେଙ୍ଗଲ କୁ ବିରୋଧୀ ଦଳ ରେ ଥାଇ ଚିଠି ଲେଖୁଛି, ଏହାଠାରୁ ଆଶ୍ଚଯ୍ୟ ଆଉ ହାସ୍ୟାସ୍ପଦ କଥା କିଛି ନାହିଁ.
@MurlidharBehera-g3v
@MurlidharBehera-g3v 2 ай бұрын
sota kotha bhai
@uttambaba6800
@uttambaba6800 2 ай бұрын
Bjp wala parom magiha😅😢😂
@altosmamavlog143
@altosmamavlog143 2 ай бұрын
U r right
@rajatswain6322
@rajatswain6322 2 ай бұрын
Tu gote kukura
@swapnasundarswain5211
@swapnasundarswain5211 2 ай бұрын
ଆଳୁ ତ ଆସିବ ।।।।।।ଆପଣଙ୍କ ଦ୍ଵାରା ହେବନି ଆଜ୍ଞା ।।।।।।।ନବୀନ ତ ନବୀନ ଆଉ ଶେଷକୁ ନବୀନ ଆଶା ଆଉ ନବୀନ ହିଁ ଭରସା
@TukuNaik-hj6cf
@TukuNaik-hj6cf 2 ай бұрын
Balana😂😂😂😂
@gouttamnayak3497
@gouttamnayak3497 2 ай бұрын
​@@TukuNaik-hj6cfପେଳନା 🤣🤣🤣🤣
@SanjayaBahuka143
@SanjayaBahuka143 2 ай бұрын
naveen kan mamata ghaita
@binaygiri-yn8vb
@binaygiri-yn8vb 2 ай бұрын
Bala na
@AshokkumarNaik-hh5tm
@AshokkumarNaik-hh5tm 2 ай бұрын
Nabin ❤
@soumyaranjandas8641
@soumyaranjandas8641 2 ай бұрын
ଆରେ ଯାହା ହଉଚି ଆଉ ଯାହା ହବ କେବଳ ନବୀନ ପଟ୍ଟନାୟକ ପାଈଁ ହବ। ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏🙏🙏🙏💚💚💚💚💚💚
@ItishreeRout123
@ItishreeRout123 2 ай бұрын
ନବୀନ ପଟ୍ଟନାୟକ ତ ଖରାପ ହେଲେ ତମେ ମାନେ ଯେବେଠୁଁ ଶାସନ କଲଣି ସେବେଠୁ ସବୁ ରେଟ ବଢ଼ି ଚାଲିଛି କିନ୍ତୁ ଏହି ପରିସ୍ଥିତି ଆମେ ଆମ ନବୀନ ସାର ଙ୍କ ବେଳେ ଦେଖି ନଥିଲୁ.....ତମେ କଣ କହୁଛ ନବୀନ ଶସ୍ତା ରାଜନୀତି କରୁଛନ୍ତି ତମେ ସବୁ ପୂର୍ବତନ ସରକାର ଙ୍କ କାମକୁ ନାମ ପରିବର୍ତନ କରୁଛ ଆଉ ରଙ୍ଗ ବଦଳାଉଛ ଏଇ ତମର ଦାମିକିଆ ରାଜନୀତି...... 😡
@Back.bencherrr
@Back.bencherrr 2 ай бұрын
Ranga mistri se 😅😂
@PurnachandraBehera-g2s
@PurnachandraBehera-g2s 2 ай бұрын
ଏଇଟା ଶଳା କଥା ବାର୍ତ୍ତା ଠିକ୍ ନାହିଁ ,
@ashoksend1717
@ashoksend1717 2 ай бұрын
Thik katha kahile badhuchi
@Dilkhusodia
@Dilkhusodia 2 ай бұрын
​@@ashoksend1717BJD jindabaad 💚
@Abhishek-bs1uz
@Abhishek-bs1uz 2 ай бұрын
Abey tu kahibu jadi asunu media ku
@somanathsing7000
@somanathsing7000 2 ай бұрын
ବିଜେପି ଚାଉଳ ଏବଂ ଘର ଦଉଚି ଚାଷ ପାଇଁ ଟଙ୍କା ଦଉଚି ଆମେ ଗରିବ ଲୋକମାନେ ଖୁସିରେ ଅଛୁ
@RajeshNayak-sd4tj
@RajeshNayak-sd4tj 2 ай бұрын
Right
@sadanandasahoo3707
@sadanandasahoo3707 2 ай бұрын
ଶସ୍ତା ରାଜନୀତି ନବୀନ କରନ୍ତି ନାହିଁ।କିଛୀ ସମୟ ପୂର୍ବରୁ କହୁଥିଲ ପଶ୍ଚିମବଙ୍ଗ ଆଳୁ ନ ଦେଲେ, ଉତ୍ତର ପ୍ରଦେଶ ରୁ ଆଣିବ। ନବୀନ ଚିଠି ଲେଖି ସାରିବା ପରେ ଏବେ କହୁଛ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି। କେଉଁଟା ସତ୍ୟ? ମିଛର ଗନ୍ତାଘର ବିଜେପି
@silkcity470
@silkcity470 2 ай бұрын
Chor Loko nku Odisha Loko vote dei bhul କରିଛନ୍ତି
@umeshsenapati7602
@umeshsenapati7602 2 ай бұрын
Perfect kahicha..a sala kahuthila up ru anibu😅😅
@barunbarik5963
@barunbarik5963 2 ай бұрын
Westbengal mana kale uttarpradesh ru anibaku kahithile...bhala se news jana ntu tapare .... BJD bele kn kichi rate badhini...Khali govt ku dosha dele hebani..nua sarkar asichi time dia...mu kau party ku support karuni....
@ranavlogs6756
@ranavlogs6756 2 ай бұрын
ଶଳା ବିଜେପି ଵାଲା ତମେ ଶସ୍ତା ରାଜନୀତି କରୁଛ
@ଶାନ୍ତିଦ୍ଧୁତ
@ଶାନ୍ତିଦ୍ଧୁତ 2 ай бұрын
ଗତ 24 ବର୍ଷ ଯୋଉ ସରକାର ନିଜେ ରାଜ୍ୟ କୁ ଆଳୁ ଚାଷ ରେ ସ୍ୱୟଂ ସମ୍ପୂର୍ଣ କରି ପାରିଲା ନାହିଁ ସେ ଆଜି ବେଙ୍ଗଲ କୁ ବିରୋଧୀ ଦଳ ରେ ଥାଇ ଚିଠି ଲେଖୁଛି, ଏହାଠାରୁ ଆଶ୍ଚଯ୍ୟ ଆଉ ହାସ୍ୟାସ୍ପଦ କଥା କିଛି ନାହିଁ.
@gulu5494
@gulu5494 2 ай бұрын
Bjp Pura fail 😂😂😂😂tme state au center ru bi bida heba wait kara
@silunayak6482
@silunayak6482 2 ай бұрын
Bhai chhodiheiijibe magihe next thara ku..
@shivarampradhan8049
@shivarampradhan8049 2 ай бұрын
😅😅😅
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
ଶସ୍ତା ଚିଠି ଲେଖି ଦେଇଛି, ମୁ ମ ମାଣ୍ଡୁ କୁ - ନବୀନ
@megha4764
@megha4764 2 ай бұрын
Ha vai chora bjp
@userskmohanty87
@userskmohanty87 2 ай бұрын
Right
@juliapradhan6802
@juliapradhan6802 2 ай бұрын
ତୋ ମୁହଁକୁ ଲାଜ ନାହିଁ ରେ ଭାଡୁଆ,ଯୋଉ କଥା କହୁଛୁ,ବି ଜେ ପି ସରକାର ଆସିବା ଠାରୁ ସବୁ ପରିବା ଆକାଶ ଛୁଆଁ ଦର,ଏ ବେ କହୁଛ _୨/୪ ଦିନ ଭିତରେ ସବୁ ଠିକ୍ ହୋଇଯିବ,କଣ ଆଳୁ ପିଆଜ ୧୨/ ଟଙ୍କା ହୋଇଯିବ,ବି ଜେ ଡି ସରକାର ଥିଲାବେଳେ ଯଦି cool store କରିନାହିଁ ଏବେ ବିଜେପି ସରକାର ଅଛି ତମେ କିଛି ଟା cool store କରିଦିଅ, ତାକୁ କରିବାକୁ ଯୋଜନା ନାହିଁ, ଖାଲି ରଂଗ ବୋଳି ବା ପାଇଁ ଯୋଜନା ଅଛି,
@sikusrs
@sikusrs 2 ай бұрын
କାଇଁ ଆଗରୁ ମିଡ଼ିଆ ଵାଲା ଆଗ କହିଲନି କଣ ପାଇଁ ଆଳୁ ଗାଡି ଆସୁନଥିଲା ଏବେ ନବୀନ ସାର ଚିଠି ଲେଖିଦେଲେ ବୋଲି ଏବେ ମିଡ଼ିଆ ଆଗରେ ବାଇଟି ଦଉଛ ଏ ମିଛ ରାଜନୀତି ବନ୍ଧ ଶସ୍ତା ରାଜନୀତି ତମେ କରୁଛ
@odiadesisinger5032
@odiadesisinger5032 2 ай бұрын
@@sikusrs right👍👍👍
@imshree99
@imshree99 2 ай бұрын
ତୁମୋ ଯଦି ଗୋଟେ ଚିଠି ଲେଖିଥାନ୍ତ ଆଉ ଆସି ମାଇକ ଆଗରେ ଗପ କରିଥାନ୍ତ ତାହେଲେ ଲୋକେ ଗ୍ରହଣ କରିଥାନନ୍ତେ। ସେତିକି ଯୋଗ୍ୟତା ସିନା ଥିଲେ ତୁମ ମାନଙ୍କ ପାଖେ? ଲଜ୍ଜା ନାହିଁ ଆସିଲି ମିଡ଼ିଆ ଆଗରେ ଗପୁଛ? ଆରେ ସମ୍ବିଧାନ ଅନୁସାରେ ଯଦି ଲୋକେ ତୁମକୁ ଭୋଟ୍ ଦେଇ ସରକାର କରିଛନ୍ତି ତାହେଲେ ତାଙ୍କୁ ମଧ୍ୟ ବିରୋଧୀ ଦଳ ହିସାବରେ ବାଛିଛନ୍ତି। ମୂର୍ଖ ଦଳ ସବୁବେଳେ ନିଜର ମୂର୍ଖାମି ର ପରିଚୟ ଦେଉଛ।
@MukeshKumarSahu-gw4sq
@MukeshKumarSahu-gw4sq 2 ай бұрын
ଶସ୍ତା ରାଜନୀତି BJP କରୁଛି ନିଜେ କୌଣସି କାମ କରିବନାହି ଅନ୍ୟ କେହି କରିଲେ ସହିପାରିବ ନାହିଁ କେବଳ ନବୀନ ପଟ୍ଟନାୟକ କରିଥିବା ଯୋଜନା ର ନାମ ପରିବର୍ତ୍ତନ କରିବ😢😢😢😢😢
@lilipravamohanty707
@lilipravamohanty707 2 ай бұрын
100% right
@sushilbehera820
@sushilbehera820 2 ай бұрын
Bjd.paei aji pariba prablem heyuchi
@naturebeuty..4162
@naturebeuty..4162 2 ай бұрын
Right ✅️ bro
@NilakanthaBehera-ts6ef
@NilakanthaBehera-ts6ef 2 ай бұрын
Yes bro
@NilakanthaBehera-ts6ef
@NilakanthaBehera-ts6ef 2 ай бұрын
Bjp para boti bhdi kukur😅😅😅😅
@Deva5577-i3c
@Deva5577-i3c 2 ай бұрын
ଆରେ ଯେତେ ଚେଷ୍ଟା କଲେବି ନବୀନ୍ ସବୁବେଳେ ଆମ❤❤❤❤ ହୃଦୟରେ ରହିବେ।ମୁଖ୍ୟମନ୍ତ୍ରୀ କୁ ଇଂରାଜୀ ରେ ଚିଠି ଲେଖି ଆସେ😂😂😂😂 ଆମ ନବୀନ୍ କେବେ ଶସ୍ତା ରାଜନୀତି କରନ୍ତି ନାହିଁ, ହେଲେ ତମେ ଭେଜାଲ୍ ହିନ୍ଦୁ ଦଳ ତମ ଶସ୍ତା ରାଜନୀତି ଓଡ଼ିଆ ଲୋକ ଜାଣି ଗଲେଣି
@NrupamaniSethi
@NrupamaniSethi 2 ай бұрын
Maghia bjp dala.
@MurlidharBehera-g3v
@MurlidharBehera-g3v 2 ай бұрын
hn bhai bjp hotao
@Soubhagya_ray
@Soubhagya_ray 2 ай бұрын
😂😂😂😂 gavaskar news
@riyansh58232
@riyansh58232 2 ай бұрын
Naveen tuma pela re acchi
@Brosujit
@Brosujit 2 ай бұрын
​@@riyansh58232ଏ ଡହରା ମନ୍ତ୍ରୀ ତୋ ପେଳ ରେ ଝୁଲୁଛି,🎉
@tamannabehera6501
@tamannabehera6501 2 ай бұрын
Odissa ra king Mr Nabeen Pattanaik❤
@DipakRout-q5u
@DipakRout-q5u 2 ай бұрын
ଆରେ ବିଜେପି ସରକାର ର କୁକୁର କାମୁଡ଼ା ନେତା ତୁ କଣ ବୁଝିବୁ ଓଡ଼ିଶା ବାସୀ ଙ୍କ ମନ କଥା। ତୁ ଓଡ଼ିଆ ସତ କିନ୍ତୁ ତୋର ସେମିତି କିଛି ଦକ୍ଷତା ନାହିଁ ରାଜନୀତି ରେ। ଆମ ପାଇଁ ଆମ ନବୀନ ହିଁ ସବୁଠୁ ଭଲ। ତତେ ଯେତେବେଳେ ଦେଖିବି ତୋ ମୁହଁ କୁ ଛେପ ପକେଇବି ରେ କୁଜି ନେତା। ଆମ ପାଇଁ ଭଗବାନ୍ ହେଉଛନ୍ତି ଆମ ନବୀନ ବାବୁ। ତୁ ଶଳା ବିଜେପି ର ଭଡ଼ା ଦିଆ ପାଦ ଚଟା କୁକୁର। ତୋ ପାଟିରୁ କଥା ବାହାରିଲେ ମତେ ବାନ୍ତି ଲାଗୁଛି।
@DillipSwain-ly6hm
@DillipSwain-ly6hm 2 ай бұрын
କୋଉଠି ଲେଖା ହୋଇଛି ସମ୍ଭିଧାନରେ ଜଣେ ବିରୋଧୀ ଦଳ ନେତା ତାଙ୍କ ରାଜ୍ୟ ବାସି ପାଁଇ ଓ ରାଜ୍ୟର ହିତ ପାଁଇ ଅଲଗା ରାଜ୍ୟକୁ ଚିଠି ଲେଖିପାରିବନି
@madanmajhiofficial4170
@madanmajhiofficial4170 2 ай бұрын
❤❤
@jiki.polad8642
@jiki.polad8642 2 ай бұрын
Birodhi dala neta chithi lekhi baru BJP ra gandi fatigala
@subashmahakul4388
@subashmahakul4388 2 ай бұрын
ଧନ୍ୟବାଦ୍ 🎉
@sudhanshupattanaik3950
@sudhanshupattanaik3950 2 ай бұрын
Bhai se jete din birodhi thile dine rajya swartha pain kama Kari nahanti Janibe kuadu
@psmutiprabha
@psmutiprabha 2 ай бұрын
Bhai re a bjp sarakar bodhe se niyama ta lekhithiba .
@ashu8913
@ashu8913 2 ай бұрын
ତମକୁ ଲାଜ ଲାଗୁନି ଏତେ ଦିନ ହେଲା କଉଠି ଶୋଇଥିଲ । ତମର କଣ ଯୋଗ୍ୟତା ନାହିଁ ଚିଠି ଲେଖିବା ପାଇଁ।
@tamannabehera6501
@tamannabehera6501 2 ай бұрын
Tumara aukat kan tume Mr Nabeen Pattanaik nku mis behave kariba?
@FREElancer3412
@FREElancer3412 2 ай бұрын
Sabass Nabeen🎉🎉🎉
@KANHU10
@KANHU10 2 ай бұрын
ଶଳା ମିଛ କହି ବଡ ବଡ କଥା କହି ଓଡିଶା କୁ ବିକିବ ବାହାପିଆ କଥା ଲୋକେ ଜାଣିସାରିଲେଣି 😄
@deepakacharya3892
@deepakacharya3892 2 ай бұрын
ନବୀନ ହିଁ ଆଶା ନବୀନ ହିଁ ଏ ରାଜ୍ୟର ସଙ୍କଟମୋଚନ। ଆବେ ଗେରୁଆ ମୁର୍ଖ ଆଳୁ ୪୫ ଟଙ୍କାରେ ରାଜଧାନୀ ରେ ବିକ୍ରି ହେଉଛି। ତୋ କଥା କୁ ଦୋକାନୀ ବାଳ ରେ ବି ଖାତିର କରୁ ନାହାନ୍ତି।
@RitaraniJena-hx1lx
@RitaraniJena-hx1lx 2 ай бұрын
Correct
@sujeetkumarnayak4706
@sujeetkumarnayak4706 2 ай бұрын
Right
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
ଶସ୍ତା ଚିଠି ଲେଖି ଦେଇଛି, ମୁ ମ ମାଣ୍ଡୁ କୁ - ନବୀନ
@ମୁଁନବୀନ_ପାଣ୍ଡୁ
@ମୁଁନବୀନ_ପାଣ୍ଡୁ 2 ай бұрын
ତୋ ମୁଁହ ଦେଖିକି ସେମାନେ ୪୫ ଟଙ୍କା କହୁଛନ୍ତି , ସେମାନେ ଜାଣିଛନ୍ତି ତୁ ଗୋଟେ ଚୁଟିଆ 😂
@chandrasekhardas1311
@chandrasekhardas1311 2 ай бұрын
କଟକ ରେ ଆଳୁ ୬0 ଟଙ୍କାରେ ମିଳୁଛି।
@rajamishra2312
@rajamishra2312 2 ай бұрын
ଆଜ୍ଞା ପାଣି ବଢ଼ି ବଢ଼ି ନାକ ପର୍ଯ୍ୟନ୍ତ ଏତେ ଦିନ କଣ କରୁଥିଲେ। ଆପଣଙ୍କ ଭାଷଣ ବନ୍ଦ କରି କାମ କରନ୍ତୁ। ଆଜ୍ଞା ଏବେବି ଭୋଟ ହାର ନବୀନ ବାବୁଙ୍କ ଅଧିକ।ତେଣୁ ବାହା ବାହା ନିଅନ୍ତୁନାହିଁ। ଏବେବି ଲୋକଙ୍କ ପ୍ରିୟ ନବୀନ ବାବୁ। ତାଙ୍କର ଦମ୍ ଥିଲା 24 yrs ଶାସନ କଲେ ଆପଣ କରି ସରିଲା ପରେ ଆପଣଙ୍କ ପରିବା ପାଣିଆ ଜଣା ପଡ଼ିବ
@rupashree6515
@rupashree6515 2 ай бұрын
ଏତେ ବଡ଼ ଭାଷଣ ମାରୁଛ ପରିବା ଦର କମଉନ।ତମ ମାନଙ୍କୁ ଯେତେ ଜଣ ନ ଜାଣିଛନ୍ତି ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଜାଣିଛନ୍ତି।ଆଉ ଏଇଟା ବି ଭୁଲି ଯାଅନି ଯେ ନବୀନ ପଟ୍ଟନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ।ଆଳୁ ଦର 32ଟଙ୍କା ବି ବହୁତ ଅଧିକ ହେଇଯାଉଛି।
@ajubhaicreation
@ajubhaicreation 2 ай бұрын
ଏତେ ଖାତିର ଦରଦାମ୍ କାଇଁ ହଉଛି ରାଜରାସ୍ତାରୁ ଗାଡ଼ି କାଇଁ ଫେରେଇ ନେଲେ ମମତା ଦିଦି । ସେଟା ଜାଣିନ 😂😂
@malkangiridesiboy2428
@malkangiridesiboy2428 2 ай бұрын
ତୁ ମାଘିହା ନିଜେ ମନ୍ତ୍ରୀ ଅଧିକାରୀ କି ଦରକାର ୨୦୨୯ ରେ ଆଉଥରେ ନବିନ ସରକାର ।
@sunilbhaisal2696
@sunilbhaisal2696 2 ай бұрын
Right ଭାଇ ନିଶ୍ଚୟ 29 ରେ ନବୀନ ସରକାର
@RajibBehera-hw1tj
@RajibBehera-hw1tj 2 ай бұрын
ଆରେ a ସଲା ହାରାମି ତୁ ନବୀନ sir ବାଳ କୁ ସରି ହବୁ ଚୂତିଆ ଶଳା
@dillipcreation
@dillipcreation 2 ай бұрын
Right katha 😮😮😮😮
@_bapi___303
@_bapi___303 2 ай бұрын
କିଛି ଛୋଡ଼ି ପାରୁନ ମାସେ ହେଲା ରେଟ ଲାଗିରହିଛି
@silkcity470
@silkcity470 2 ай бұрын
Au ete sabu yojona ra naam badalrile colour badalrile tanga pakhe time Kain Bhai ...agudaku dhari chechiba katha
@MurlidharBehera-g3v
@MurlidharBehera-g3v 2 ай бұрын
hn bjp kichi kamo ku nai .bjp hotao bhai
@uttambaba6800
@uttambaba6800 2 ай бұрын
40 tokare chaluchhi e sola chhudi hoi kohuchhi😅😢😂
@ashwinimishra2715
@ashwinimishra2715 2 ай бұрын
Rate kn 25 barsha re kn kebe badhinathila ki kn bjd sasan bele sabu jinisa kn 5 tanka 10 tanka re miluthila ki are bhai gote sarakar eparynata mase purini emiti langala haijaucha sarakar ku ta time dia.hmmm jetebele 2-3 barsha re kichhi karibanin sebe kahiba ta thik haba.jou sarakar 25 barsha sasan kala setebele bi alu kg 50 tanka piaj kg 150 haichi tomato 150 haichi au ebe 1 month bhitare kai emiti haijaucha
@sweetsweeter9168
@sweetsweeter9168 2 ай бұрын
Alu 50 kebe hoinathila​@@ashwinimishra2715
@tamannabehera6501
@tamannabehera6501 2 ай бұрын
Nabeen Pattanaik hariki ki b jitichanti...ebe b samasthanka hrudayare❤
@sigma00000E
@sigma00000E 2 ай бұрын
Right 👍
@SukantaArtisan
@SukantaArtisan 2 ай бұрын
BJP ଦଳ ତମେ ଓଡିଶା କୁ ଚଳାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ . ତମେ ଖାଲି ବଡ ବଡ କଥା କହୁଛ କିନ୍ତୁ କାମ ଜିରୋ . ତମେ ସବୁ ମିଛୁଆ ।
@DillipSwain-ly6hm
@DillipSwain-ly6hm 2 ай бұрын
ବିଜେପି ସରକାର ଆସିଲା ପରେ ଓଡିଶା ଲୋକ ନାନା ପ୍ରକାର ଅସୁବିଧା ଭୋଗୁଛନ୍ତି
@Msibani-As
@Msibani-As 2 ай бұрын
odisha ru 100 % people's Navin sir nka fans ❤
@birendrasahu8282
@birendrasahu8282 2 ай бұрын
ତୁମେ ଲେଖୁନ. ମୋଦି ସାର ଓଡିଶା କୁ ବଜେଟ ରେ କଣ ମିଳିଲା ଟିକେ କୁହ.
@ମୋହନ_ମାଝୀ
@ମୋହନ_ମାଝୀ 2 ай бұрын
Aasibo 17 sep re kahibo kon milila wait
@purnapattnaik6354
@purnapattnaik6354 2 ай бұрын
ତୁମେ ଯୋଉ ଗର୍ବ କରୁଛନ୍ତି ଆଉ ଅଳ୍ପ ଦିନ ପରେ ସାରା ଭାରତ ବର୍ଷ ରୁ ତୁମେ କେମିତି ଅବସ୍ତା ହେବ ଅପେକ୍ଷା କର
@DilluDilli-g4v
@DilluDilli-g4v 2 ай бұрын
ସବୁ ତ ନବୀନ ପଟ୍ଟନାୟକ କରିଲେ ଆଉ ମୋହନ ମାଝୀ ଖାଲି ହାଣ୍ଡିଆ ପିକି ଶୋଇଛନ୍ତି
@sigma00000E
@sigma00000E 2 ай бұрын
Right 🎉
@DambaruBarik-w1y
@DambaruBarik-w1y 2 ай бұрын
ଓଡ଼ିଶାର ଲୋକ ମାନେ ଦେଖିଲେ ନବୀନ ପଟ୍ଟନାୟକ ମମତା ମ୍ୟାଡାମ ଚିଠି ଲେଖିଛନ୍ତି ପ୍ରତ୍ୟେକ ଅସୁବିଧା ରେ ଖାଲି ନବୀନ ନବୀନ।
@PurnachandraBehera-g2s
@PurnachandraBehera-g2s 2 ай бұрын
ତମେ କଣ ତାଡ଼ିବ , ଜଣା ପଡୁଛି
@jullysamal6626
@jullysamal6626 2 ай бұрын
ଆରେ ତୁ ଶସ୍ତା ଲୋକ,ଚରଣ ଚୁଟିଆ ଟା କିରେ ତୁ,24ବର୍ଷ ହେଲା ତୁ jitithilu କି ନା EVM ଖେଳ କରି jiti କି ଆସିଚୁ ବେ ମା ନିଆ,ହାରାମି bjp କୁକୁର ତୁ
@santoshthatoi8286
@santoshthatoi8286 2 ай бұрын
Lajya nabin pattanaik lagiba katha Are 24 barsha re alu bhalia sadharana pariba re ame bahara rajya ru kinibaku paduchhi aminisha mada pi pi odisha nasta Kari dela
@subratswain9433
@subratswain9433 2 ай бұрын
Tu sabu chodipakaebu
@maheshpati9309
@maheshpati9309 2 ай бұрын
Tame thik karidaba😂
@kalpanaparida3178
@kalpanaparida3178 2 ай бұрын
Sata kahile badhuchhi
@RatiSuchi123
@RatiSuchi123 2 ай бұрын
Alu West Bengal ru Andra ru macha sala belajya 24 year re kichi chodi parilani laja laguni anya rajya upare nirbhara karucha
@babusona706
@babusona706 2 ай бұрын
ଓଡିଆ ଅସ୍ମିତା କୁ ବଞ୍ଚେଇବା ପାଇଁ ଓଡିଆ ରେ ଚିଠି ଲେଖୁଥିଲେ। କିନ୍ତୁ ମମତା ଦିଦି ତ ଓଡିଆ ବୁଝି ପାରିବେନି ତେଣୁ English ରେ ଲେଖିବେ ବୋଲି ଭାବିଲେ। ହେଲେ କଣ ହେବ English ପା ଏମାନଙ୍କୁ ଜଣା ନାହିଁ। ତେଣୁ ଫୋନ call ରେ କଥା ହେଇଗଲେ ବୋଲି କହିଦେଲେ। ଠିକ ଅଛି ହେଲେ ମୋର ଗୋଟେ କଥା ପାଇଁ ଦୁଃଖ ଲାଗିଲା। କଣ ନା? ସେ call history ଟା ଦେଖେଇଲା ନାହିଁ 😢😢😢😂😂😂
@sibaramp789
@sibaramp789 2 ай бұрын
ଅତି ଗର୍ବେ ହତଲଙ୍କା | ନୂଆଁ ନୂଆଁ ସାଶନକୁ ଆସିଛ ଏତେ ଗର୍ବ ଦେଖାଅନି କୃଷ୍ଣଚନ୍ଦ୍ର ପାତ୍ରେ । କମ ଦିନରେ ତୁମ ଶାସନ ଜିବ। ନିଜେତ କରିପାରିବନି କରିବା ଲୋକ ନାମରେ ଏତେ ତର୍ଜମା କାହିଁକି? ବଜେଟରୁ ଲୋକ ଜାଣିଲେଣି Bjp କେମିତି ଶାସନ କରିବ।ଲଜ୍ୟା ରଖ |ନବୀନବାବୁ ବିରୋଧରେ କହିବା ପୂର୍ବରୁ ୧୦୦ ଥର ଭାବିବା ଉଚିତ । ବନ୍ଦେ ଉତ୍କଳ ଜନନୀ I
@SatyaprakashDas-e5r
@SatyaprakashDas-e5r 2 ай бұрын
ଅପେକ୍ଷା ତୁ କେବେ fail ହେବୁ
@Abhishek-bs1uz
@Abhishek-bs1uz 2 ай бұрын
Abey eita kana Annual exam
@padmalochanbarik4010
@padmalochanbarik4010 2 ай бұрын
ଏ କି ଵାଳ ମନ୍ତ୍ରି ଚୋର ଶଳା BJP government
@parkhitlahajal6751
@parkhitlahajal6751 2 ай бұрын
Bjd kukur thui
@jullysamal6626
@jullysamal6626 2 ай бұрын
ନବୀନ ର ଆଳୁ ବି ତାକୁ ରଙ୍ଗ ଦେଈ କଥା କହୁଚ। ଲଜ୍ଜ୍ୟା ନାହିଁ BJP
@pabitrabehera491
@pabitrabehera491 2 ай бұрын
ମନ୍ତ୍ରୀ ମହାଶୟ ଟିକେ comment ପଢ଼ିଲେ ଜାଣିବ କିଏ କାହାକୁ କେତେ ଭଲ ପାଉଛନ୍ତି ତମ ...ଅଯଥା ଖାଲି ଭାଷଣ ମାରୁଛ ରଙ୍ଗ ମରା ସରକାର ତମେ 😊
@iccsportsfirst3605
@iccsportsfirst3605 2 ай бұрын
Odisha ra best mukhya mantri naveen pattnaik
@jullysamal6626
@jullysamal6626 2 ай бұрын
ରଙ୍ଗ ମିସ୍ତ୍ରୀ ନା ବଦଳ ମନ୍ତ୍ରୀ ହାଣ୍ଡିଆ ଖିଆ ମୋହନ ମାଝୀ,
@RuihaMarndi-ml4eu
@RuihaMarndi-ml4eu 2 ай бұрын
କ'ଣ ତମେ ଦେଶୀ ମନ୍ଦ ଖିଆଟି
@sambalmurmu2752
@sambalmurmu2752 2 ай бұрын
ତୁ କିଏବେ,ସେ ଖାଇଲେ ତର ଗାଣ୍ଡି ଫାଟୁଛି ନା।।
@MurlidharBehera-g3v
@MurlidharBehera-g3v 2 ай бұрын
sota
@bichitranayak6427
@bichitranayak6427 2 ай бұрын
Colour dia sarkar bjp chora garibanku mariki badalokonku posiba ankar kama sabuthire GST chora sarkar next term bjd
@DilluDilli-g4v
@DilluDilli-g4v 2 ай бұрын
ଭାଇ ମୋହନ ମାଝୀ ହାଣ୍ଡିଆ ପେଇ ଗଡୁଛି ତଳେ
@ManguliBehera-m3f
@ManguliBehera-m3f 2 ай бұрын
B j p pura fail
@BhagbanSwain-gr3vw
@BhagbanSwain-gr3vw 2 ай бұрын
Odisha alu missan kuade gala
@bijayajena1666
@bijayajena1666 2 ай бұрын
ଏଇଟା କଥା କୁହା କପିଳା କେବେ ଠୁ ଆଳୁ ଦରଦାମ ବଢିଛି ମନ୍ତ୍ରୀ ବାବୁ ଙ୍କ ର ଆଜି ନିଦ ଭାଙ୍ଗିଲା ଶଳା ଟାଉଟର ଏ ମାନେ ରାଜ୍ୟ ଚଳେଇବେ 🤣🤣🤣
@CaRtOoNKaHaNi-r7r
@CaRtOoNKaHaNi-r7r 2 ай бұрын
ଖରାପ୍ ଭାବିବେନି,,, ଆପଣ ଗୋଟିଏ ମନ୍ତ୍ରୀ ପରି ଦେଖା ଯାଉ ନାହାନ୍ତି ,, ଧନ୍ୟବାଦ୍ 🙏
@DeepakSingh-ju1ze
@DeepakSingh-ju1ze 2 ай бұрын
ସତ କଥା କହିଲେ କିଛି ଲୋକଙ୍କୁ ବlଧୁଚି l
@sarojpradhan7133
@sarojpradhan7133 2 ай бұрын
ଆରେ ଭାଈ ୟାକୁ କିଏ ମନ୍ତୀ କଲା କିଛି କରିପାରିଵନୀ ଇଏ ମନ୍ତ୍ରୀ ଆମର କୁଆଡେ ଶଳା ନୀଜେ ଫୋନ କଲ୍ କରିନୀ କହୁଛି ଆମ ଅଧିକାରୀ ଫୋନରେ କଥା ହୋଇଛନ୍ତି ମିଡୀଆ ଆଗରେ ଵାଇଟ ଦେଲା ବେଳେ ତା ପାଟି ଖନୀଵାଜୁଛୀ ସିଏ କଣ କରିବ ଜାହା କରିବେ ଆମ ନବୀନ ଵାଵୁ ହି କରିବେ ଶଳା ଵୀଜେପୀ ଵାଲା କୀଛୀ ଛୋଡ଼ି ପାରିବେନି
@gopabandhubehera453
@gopabandhubehera453 2 ай бұрын
ତୁଶଳା ମନ୍ତ୍ରି ହେଇକି ତଙ୍କର ଅଫିସର ମାନଙ୍କ ସହିତ କଥା ହେଉଛୁ
@brajupatra595
@brajupatra595 2 ай бұрын
BJD gunda 24 year re cold store karideichi ki se khusi re Tu anku gali karuchu
@puspanjalimohanty2623
@puspanjalimohanty2623 2 ай бұрын
​@@brajupatra595Haire tu kete chasa karuthilu je Khali maala maala cold store kari pakei thanta?
@AnandaChhualsingh-d4m
@AnandaChhualsingh-d4m 2 ай бұрын
ନିଜେ ଜାଣିଥାନ୍ତି problem କଣ ବାଳକୁ ଭାଷଣ ଦଉଚି। ଚିଠି ଲେଖିଲେ ଖାତୀ କଣ
@kartikadas2428
@kartikadas2428 2 ай бұрын
ଏଇଟା ଶଳା ସତରେ ପାଗଳ ଟା ଗାଲକୁ ଚପଲ ରେ ସେଖିବା କଥା କଣ ଆନ୍ଦୋଳନ ହେଇଥିଲା କହୁନୁ ଫୋନ ରେ କଥା ହେଇଚ ଜଣା ନାହିଁ ଶଶୁର ପେଲେଇପୁଅ ମୁହଁରେ ଟିକେ ମୁତୁ ନାହାନ୍ତି
@sasmitamohanty3035
@sasmitamohanty3035 2 ай бұрын
ତୋ ମୁଁହ କୁ ଲାଜ ନାହିଁ, kauthi ଶୋଇଥିଲୁ କି ତୁ , ଆମେ ସଧାରଣ ଲୋକ 50 ଟଙ୍କା ଦେଇକି ଆଳୁ କିଣିକି ଖାଉଚୁ , ଆମ ମୁଣ୍ଡ କାମ କରୁନି ଆଉ । ତୋର ଚିନ୍ତା ନବୀନ ସାର୍ କାହିଁକି ଚିଠି ଲେଖିଲେ ଆଉ ଶସ୍ତା ରାଜନୀତି କରୁଛନ୍ତି , ଧନ୍ୟ ତୋର ରାଜନୀତି
@romeorohit4543
@romeorohit4543 2 ай бұрын
ଏ ଗୁଡା କୁଆଡୁ କୁଆଡୁ ଚାଲି ଆସୁଛନ୍ତି କିଏ? ଶଳା ଉତ୍ତରପ୍ରଦେଶ ରୁ ଆଳୁ ମଗେଇବ କହୁଥିଲା ନବୀନ ଙ୍କ ନାଁରେ କଣ କହୁଛୁ ଅରେ
@bhismadevbag4103
@bhismadevbag4103 2 ай бұрын
ଆଉ ଜୀବନରେ ସରକାର ଗଢ଼ିବା ପାଇଁ ସପ୍ନ ଦେଖି ପାରିବ ନି ଆଉ BJP ରହିବ ନି ବିଲୋପ ହୋଇ ଯିବ l
@jitendrajenajitu7182
@jitendrajenajitu7182 2 ай бұрын
ଅଧିକାରୀ ଯଦି ବୁଝିବେ ତୁମେ ମନ୍ତ୍ରୀ କଣ ପାଇଁ ଅଛ କଣ ମିଡିଆ ଆଗରେ ଖାଲି ଭାଷଣ ଦେବା ପାଇଁ। ନବୀନ ବାବୁ ଯାହା କରିଛନ୍ତି ଠିକ୍ କରିଛନ୍ତି।
@soumyaranjandas8641
@soumyaranjandas8641 2 ай бұрын
ଆଉ ପନିପରିବା ମୂଲ୍ୟ ଟିକେ କମାଓ ଦୟାକରି। ତମର double engine ସରକାର, ସେଥିପାଇଁ ତମର କଣ ସବୁ double କଥା ଆଉ ସବୁ double ମୂଲ୍ୟ 😂😂😂😂😂😂😂😂😂😂
@angelpari7436
@angelpari7436 2 ай бұрын
ନବୀନବାବୁ,କେବେ,ଶସ୍ତା,ରାଜନୀତି,କରନ୍ତି,ନାହି,କେବଳ,ବିଜେପିବଲା,ସସ୍ତାରାଜନିତିକରନ୍ତି,
@Deva5577-i3c
@Deva5577-i3c 2 ай бұрын
ତୁ କଣ ନବୀନଙ୍କ higher authority ଯେ ସେ ତୋ ଭଳି ଅଶିଖିତର permission ନେଇ କାମ କରିବେ ?
@aratiparida2736
@aratiparida2736 2 ай бұрын
ନବୀନ kou ଏଙ୍ଗେଲ୍ସ ku ଏମାନେ ସରି ....sala evm କାରବାର କରି ଜିତିଥିଲେ
@aratiparida2736
@aratiparida2736 2 ай бұрын
ତମର ସବୁ fail....bez ଲୋକ 50 ଟଙ୍କା ଦେଇ କିଣିଲେ କାହିଁକି....Tame କିଛି କରିବାର ନାହିଁ..just wait and watch 😂😂😂
@litupradhan3712
@litupradhan3712 2 ай бұрын
ବେକାର କଥା ବଦଂ କର ନବିନ ସାରକଂ କୋଉଥି ରେ ତୁ ସରି.
@PujaDas-lg4eq
@PujaDas-lg4eq 2 ай бұрын
ସେମାନେ ତମ କଥା ଶୁଣିବେନି ନବୀନ ପଟ୍ଟନାୟକ କଥା ହିଁ ଶୁଣିବେ ତମେ ମୁଖ୍ୟମନ୍ତ୍ରୀ ହେଲ କଣ ହବ
@ShashikantaMahanta-e2y
@ShashikantaMahanta-e2y 2 ай бұрын
It is Nabin 's love letter to Mamata not for patato
@Designersubha
@Designersubha 2 ай бұрын
ଜିଏ ଉତ୍କଳ ମଣି ଗୋପବନ୍ଧୁ ଦାସ୍ ଙ୍କୁ ମଧୁସୂଦନ ଦାସ୍ କହୁଛନ୍ତି ସିଏ ପୁଣି ଚିଠି ଲେଖିବ ।।
@ManaskuArukh
@ManaskuArukh 2 ай бұрын
English ରେ ଲେଖିଛି....
@cutekajal123
@cutekajal123 2 ай бұрын
ତମ ବିଜେପି କଣ ବେଶୀ ରେଟ ରାଜନୀତି କରୁଛ ବୋଲି ସବୁଥିରେ ମହଙ୍ଗା GST ଲଗେଇଛ 😂ତମର ସେ ଫାଲତୁ ରାଜନୀତି ଓଡ଼ିଶାବାସୀ ଜାଣି ସାରିଲେଣି 😊
@satyaprakashdas859
@satyaprakashdas859 2 ай бұрын
ଓଡ଼ିଶା ତ ଓଡ଼ିଶାବାସୀ କର। ତୋ ଜଗୀରି ଭଳି କ'ଣ କଥା ବାର୍ତ୍ତା କରୁଛୁ। ଆମ ରାଜ୍ୟ ପ୍ରତି ଉଭୟ ଶାସକ ଦଳ ଓ ବିରୋଧୀ ଦଳ ର କର୍ତ୍ତବ୍ୟ ରହିଛି। ତମେ ସମାଧାନ କର ଠିକ୍ ଅଛି କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନବୀନ ଯଦି ପତ୍ର ଲେଖିଲେ ତୋର କ'ଣ ପାଇଁ ପୋଡ଼ୁଛି।
@mr.samirbehera7954
@mr.samirbehera7954 2 ай бұрын
ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ପାଇଁ ତୁ ଯୋଗ୍ୟ ନୁହଁ 😊
@dasarathiparida6954
@dasarathiparida6954 2 ай бұрын
ଏଇଟା ମନ୍ତ୍ରୀ ହେବାପାଇଁ ଯୋଗ୍ୟ ନୁହଁ।ଏହାକୁ କଥାବାର୍ତ୍ତା କରି ଆସିନି।ଯଦି ଏତେ ଦମ୍ ଅଛି ପନି ପରିବା ଦରଦାମ କମ୍ କର।
@deepakpallai9307
@deepakpallai9307 2 ай бұрын
ଆରେ ମାଗିହା ମନ୍ତ୍ର ନା ତୁ ବିଜେପି ର ନେତା ସେହି ଭଲି ଭାଷା କାହୁଚୁ |. ତମ ସରକlର ଯୋଗlନ ବିଭାଗ ସମ୍ୱାଲି ପାରୁନି 🤬|. ଅାଉ ଗୋଟେ କଥା ବିରୋଧୀ ଦଳର ନେତା ଗୋଟେ ସନ୍ବିଧାନ୍ ପାଦବୀ ଏବଂ ଜନସାଧାରଣ ସ୍ୱର . ନବୀନ ସର୍ବଦା ନବୀନ ❤❤
@brajupatra595
@brajupatra595 2 ай бұрын
Are bjd gunda naveen cold store ru alu khauchu ki tu
@PurnachandraBehera-g2s
@PurnachandraBehera-g2s 2 ай бұрын
ବାଳ ମନ୍ତ୍ରୀ ହେଇଛି
@amarendrapalai3238
@amarendrapalai3238 2 ай бұрын
ଯୋଗାଣ ମନ୍ତ୍ରୀଙ୍କ ବୟାନ ଦୁଃଖ ଦେଲା କାରଣ ଗଣତନ୍ତ୍ର ରାଷ୍ଟ୍ରରେ କେହି କାହାକୁ ଅନୁରୋଧ କରିବା କ'ଣ ଭୂଲ। ମୁଁ ଭାବୁଛି ତୁମ ସରକାର ଆଜି ଦିନରେ ନବୀନ ବାବୁଙ୍କ theory ବୁଝିବାରେ ଅସଫଳ ହୋଇଛ। ସ୍ଥିତ ପ୍ରଜ୍ଞ ହୋଇ ସରକାରୀ ଦଳଭାବରେ ଓଡ଼ିଶା ବାସୀ ଙ୍କ ପାଇଁ କାର୍ଯ୍ୟ କରିବା ଦରକାର। ନବୀନ ବାବୁଙ୍କ ପଛରେ ପଡିଲେ କିଛି ଲାଭ ହେବନାହିଁ।
@melodybabycreation.odishab5468
@melodybabycreation.odishab5468 2 ай бұрын
ଏଇଟା ପୁରା ପାଗଳ ଟା ଶଳା ତୁମ ଦ୍ୱାରା ଖଡା ସିଝିବନି ଦେଶ କଣ ଚଳାଇବ.. ଶିକ୍ଷିତ ହଉ ମୂର୍ଖ ହୋଇ ruhani ଆଉ.. ନବୀନ ଙ୍କୁ ଡର ପ୍ରବଳ ତୁମର
@aloknayak4048
@aloknayak4048 2 ай бұрын
ଆରେ ବାବୁ ତୁମେ ଓଡ଼ିଶା ଚଳାଇପରୁନ ଯଦି ନବୀନ ପାଖରେ salendar ହୁଏ
@Pihumalabisayaofficial
@Pihumalabisayaofficial 2 ай бұрын
Thank you so much Navin sir 🙏
@1991Mahendra
@1991Mahendra 2 ай бұрын
ମୁଖ୍ୟମନ୍ତ୍ରୀ ଥାଉ କି ନ ଥାଉ ସେ ଜଣେ ଓଡ଼ିଆ ପୁଅ ତ ପରି ରଙ୍ଗ ମରା ନୁହେଁ
@SimanchalChaudhuri
@SimanchalChaudhuri 2 ай бұрын
କି ବେଲଜ୍ୟା କଥା ଲାଜ ଲାଗୁନି ଶଳା ତମମାନଙ୍କୁ ଏତେ ଅସହିଷ୍ଣୁ ମନଭାବ ତମେ ଶଳା bjp ବାଲା ସବୁ ଏମିତି l ତମ ଦ୍ଵାରା କାମ ହେଇପାରିଲାନି ନବୀନ ଚିଠି ଲେଖିଲେ ଜାଦ୍ଵାରା ହେଲା l ନହେଲେ ତମେ bjp ବାଲା ଜୋ ଅନ୍ୟାୟ ଅନୀତି କରୁଛ ଭୂକି ଭୂକୀ ମରିଗଲେ ବି ମମତା ବାନାର୍ଜୀ ତମମାନଙ୍କୁ ପଚାରିବନି କି ଆଳୁ ଦବନି l
@chandrakantatandi1556
@chandrakantatandi1556 2 ай бұрын
ନବୀନ ଚିଠି ଲେଖିଲେ ତୁମର କଣ ଅସୁବିଧା ହେଉଛି
@studywithnayak6590
@studywithnayak6590 2 ай бұрын
Bjp vote deithila....agga ku bahut pasteibe odisha basi...Modi,bjp sabubele dhani loka nka sarkar....Adani,Ambani ra sarkar....Recharge plan 25% badheidela...seiade modi Ambani pua marriage ku jae enjoy karuchhi....hele sadharana loka mane hi sei tanka debe....agaku petrol,diesel,Lpg bi double heba ....wait kara....Odisha re BJP election bele kahila Bhatta 3500 heba....hele only 80yrs above nku miliba.....300 unit electricity free heba....totally michha.....employment re bjp totally zero....Odisha ehi 5yrs re highest down heba.....besi ehi garib lika mane hi hinasta hebe....vote deba purbaru tike ta bhabithanta...
@nirupanandaswain5469
@nirupanandaswain5469 2 ай бұрын
ନବୀନ patnak କୁ କହୁଚ ତୁମକୁ ସରମ ଲାଗିବା କଥା. ନବୀନ ନବୀନ ତାଙ୍କ ଜାଗା ଆଉ କେହି ନେଇ ପାରିବେନି
@frafulanayaknayak6970
@frafulanayaknayak6970 2 ай бұрын
Fail sarkar
@biswaranjan1160
@biswaranjan1160 2 ай бұрын
Ta nali ame janichu😂only Naveen Pattnaik can handle this situation
@soumyaranjandas8641
@soumyaranjandas8641 2 ай бұрын
NABIN PATNAIK 🙏🙏🙏🙏🙏🙏🙏🙏🙏
@Oee_Broken_05
@Oee_Broken_05 2 ай бұрын
Hm Naveen Sir Odisha ra CM samste JanichantI hele tu Mg ta Kia kejani kukura parIka Kn pAI bhukuchu 😂
@BuluBehera-s3b
@BuluBehera-s3b 2 ай бұрын
ସବୁ ଚୋଡ଼ିପକେଇବା BJP ସରକାର ମମତା ମେମ୍ ଜାଣିଛି ଓଡ଼ିଶାରେ BJP ସରକାର ସେଥିପାଇଁ se daunahni
@srikantarauta8200
@srikantarauta8200 2 ай бұрын
ଯଦି ଗାଣ୍ଡିରେଦମ୍ବଅଛି ମିଡ଼ିଆ ରେ ନୁହଁ ରାଜ ରାସ୍ତାରେ ଆସି ଏମିତି କୁହ ଆଉ ନବୀନ ପଟନାୟକ ଚିଠି ଲେଖିଦେଲେ କଣ ହେଇ ଗଲା ନା ସିଏ ଭାରତର ପ୍ରତେକ ଲୋକ କହି ପାରିଵେତମେ କାହାକୁ ମନା କରି ବାର ଅଧିକାର ଦେଇନି କିଏ ସୁକିଲା ରାଜନୀତି କରୁଛି କିଏ ଲୋକ ବୁଝି ସରିଲେଣି ଯଦି ନବୀନ ପଟନାୟକ କରି ପାରିଲେନି ଏବେ ଆପଣମାନେକରନ୍ତୁ ଭଲ କଥା କିନ୍ତୁ କାହାକୁ ଆଖେପକରି ନ କହିକି କାମରେ କରିକି ଦେଖାନ୍ତୁ ଆଉ କଲର ମରା କାମ ନକରି ଲୋକ ଙ୍କ ପାଇଁ କାମ କରନ୍ତୁ
@GurucharanBehera-sf4ii
@GurucharanBehera-sf4ii 2 ай бұрын
BJP Bala kariba😊
@kishore6469
@kishore6469 2 ай бұрын
What about governor son
@Adisakti4158
@Adisakti4158 2 ай бұрын
Bjd banda chdidech ko
@lipun1531
@lipun1531 2 ай бұрын
​@@kishore6469mal pieki jharkhand re buluchi
@himanshumahapatra818
@himanshumahapatra818 2 ай бұрын
ଏଇଟା କୁଆଡୁ ଆଇଲା ପିଲା ଚୋର ଭଳି ଦେଖାଯାଉଛି
@meera2761
@meera2761 2 ай бұрын
Ooo neveena sir nka chithi sasta but ..bjp nka ra phone call damika....sata katha hela bjp dala nku chithi lekhi asena...😮
@Back.bencherrr
@Back.bencherrr 2 ай бұрын
Se para ranga mistri 😂,Tanku kouthi letter lekhi asiba 😅 Ranga au name change tanka duty lo maaa😄
@AnandaChhualsingh-d4m
@AnandaChhualsingh-d4m 2 ай бұрын
ଆରେ ତମ ଚାବି ମୋଦୀ ହାତରେ ବାଳକୁ ଗପୁଚୁ
@ramaananta2176
@ramaananta2176 2 ай бұрын
ତୁମାଘିଆ କିଏବେ କୋଉଗାଈରଗୋବର ବେସିଛୋଡିହଛୁ
@gurukrushnapanda9292
@gurukrushnapanda9292 2 ай бұрын
Next election puni bjd asiba tume jaha kriba katha kara
@biswanathpradhan7549
@biswanathpradhan7549 2 ай бұрын
Why didn't you write letter or speak to your counterpart in West Bengal ? What's the problem in writing a letter by Naveen Patnaik ? Rather than attacking him, you should have solved the problem.
@satyakipatnaik1513
@satyakipatnaik1513 2 ай бұрын
You should have maintain respect to a ex Chief Minister,I think you are a very cheap person & time will show hou much time you will be in power.
@gouttamnayak3497
@gouttamnayak3497 2 ай бұрын
ମାଗିଆ ବହୁତ କହୁଛୁ 300 ୟୁନିଟ ବିଜୁଳି ବିଲ କଉଁଦିନ ଦବୁ ଆସିକି କହ ମିଡ଼ିଆ ଆଗରେ.
@sunilbhaisal2696
@sunilbhaisal2696 2 ай бұрын
ଭାଇ Right କଥା କହିଲ 👍🏻
啊?就这么水灵灵的穿上了?
00:18
一航1
Рет қаралды 54 МЛН
She's very CREATIVE💡💦 #camping #survival #bushcraft #outdoors #lifehack
00:26
ТИПИЧНОЕ ПОВЕДЕНИЕ МАМЫ
00:21
SIDELNIKOVVV
Рет қаралды 1,6 МЛН
ରାହୁଲଙ୍କୁ ଭେଟିବେ ନବୀନ, ହେବ ବଡ଼ ଘୋଷଣା ! || Politics || DinalipiLive
3:21
DINALIPI LIVE (ସବୁ ଖବର, ସବୁ ବେଳେ)
Рет қаралды 321 М.
啊?就这么水灵灵的穿上了?
00:18
一航1
Рет қаралды 54 МЛН