ନବୀନଙ୍କ ଆଗରେ କାନ୍ଦ, ସତ ନା ଅଭିନୟ ? Farmer Prasant Parija | Naveen Patnaik Met Farmer | Asala Katha

  Рет қаралды 157,238

News18 Odia

News18 Odia

Күн бұрын

Пікірлер: 803
@pradiptakumarsahoo8589
@pradiptakumarsahoo8589 Ай бұрын
ଧନ୍ୟ ବାଦ news 18ଙ୍କୁ। ସତଟା କଣ ବାହାର କରିଥିବାରୁ
@BadalJena-f7c
@BadalJena-f7c Ай бұрын
Thanks 🙏🙏🙏. New s 18
@BikramonFaith
@BikramonFaith 29 күн бұрын
Prabhu Jisu Christa hauchanti Satya parameshwar 🙏 proof bhi kari dei pariki 🙏
@Tihiditoka
@Tihiditoka Ай бұрын
ଅଭିନୟ ବହୁତ ଭଲ ଥିଲା ବିଜେଡି ର ନୂଆ ଚାଲ
@Balubhai-xm8mh
@Balubhai-xm8mh Ай бұрын
bjp nid bhangiba pain
@jaymuduli4583
@jaymuduli4583 Ай бұрын
Right
@bishalkumarpradhan8112
@bishalkumarpradhan8112 Ай бұрын
🤪
@birakishoreswain4765
@birakishoreswain4765 Ай бұрын
ଅଭିନୟ ଥିଲା
@sumantabehera7642
@sumantabehera7642 Ай бұрын
ତୁ kire
@satyasaifilms10bhubaneswar57
@satyasaifilms10bhubaneswar57 Ай бұрын
ଚାଷୀ କେବେ କଦୁଆକୁ ଦରିବନି କାରଣ ଚାଷୀ ହେଉଛି ମାଟିର ମଣିଷ ଏ ଭାଇ ହେଉଛନ୍ତି ଜଣେ ଚାଷୀ ଅଭିନୟ କଳାକାର
@BadalJena-f7c
@BadalJena-f7c Ай бұрын
Bhi. A. Cuttack Orissa. Jatra. Parati
@BarshaSahoo-w4r
@BarshaSahoo-w4r 28 күн бұрын
Thik katha
@ratna5612
@ratna5612 Ай бұрын
ଓଡ଼ିଶା ର ପ୍ରକୃତ ଚାଷୀ ନୀରବରେ ଲୁହ ପିଇ ଜାଣିଛି, ଆତ୍ମହତ୍ୟା କରିଦେବ ପଛେ ଏତେ ବିକଳିଆ କାନ୍ଦ ଦେଖେଇ ହେବାକୁ କାନ୍ଦିବ ନାହିଁ। ସତ କୁ ସାମ୍ନା କୁ ଆନନ୍ତୁ
@Balubhai-xm8mh
@Balubhai-xm8mh Ай бұрын
Sethipain mohan chupchap basichhi
@sushantakumarbarik
@sushantakumarbarik Ай бұрын
Right comment
@Rukdharcreation
@Rukdharcreation Ай бұрын
Absolutely right 👍
@babulsabu9557
@babulsabu9557 28 күн бұрын
କିଛି ବର୍ଷ ପୂର୍ବରୁ ଆପଣ ଦେଖିଥିବେ ସମ୍ବଲପୁର ବରଗଡ଼ରେ ଅନେକ ଚାଷୀ ଆତ୍ମହତ୍ୟା ଓ ଧାନ ବିଲରେ ନିଆଁ ଲଗେଇ ଦେଇଛନ୍ତି ସେତେ ବେଳେ ନବୀନ ବାବୁ କେତେଟା ଧାନ ବିଲରେ ପହଞ୍ଚି ଥିଲେ ଓ ଆତ୍ମହତ୍ୟା କରିଥିବା କେତେଟା ଚାଷୀ ଘରେ ଯାଇକି ତାଙ୍କ ପରିବାର କୁ ଦେଖା କରିଥିଲେ କି ସେତବେଳେ ଚୁପ୍ ବସିନଥିଲେ ବୋଧେ ନବୀନ ବାବୁ
@rkswain3055
@rkswain3055 Ай бұрын
24 year ନବୀନ କିଛି କଲେନି ଏବେ କଣ କରିବ.... ଓଡ଼ିଶାରେ ଆଉ ବିଜେଡି ଆସିବ ନାହିଁ
@GaluRamMajhi
@GaluRamMajhi Ай бұрын
ବିଜେଡି ସାତ ପଞ୍ଜିରୁ ଗଲା ଶୁନୁ ପାପୁଡ଼ି​@ManasNayak-52717
@kanhuram5603
@kanhuram5603 Ай бұрын
Sapna dekha​@ManasNayak-52717
@sudhirbiswal5562
@sudhirbiswal5562 Ай бұрын
ଫୁଣି ତୁମର କଚେ ପୁଅ ବାର ହେବ ଓଡ଼ିଆ ମାନଙ୍କ ର ହେଉ ବା ନହେଉ ​@ManasNayak-52717
@pravatkumarpanda9053
@pravatkumarpanda9053 Ай бұрын
Jay Nabin
@kishorkumarkalta2391
@kishorkumarkalta2391 Ай бұрын
Pandu ku cm banai ba
@sumanta2366
@sumanta2366 Ай бұрын
8 ଏକର ଜମି ଚାଷ କରିକି ମାତ୍ର 50 ହଜାର income କରୁଛ, ମତେ ଲାଗୁଚି ଏ ଲୋକ ଟା ପୁରା ମିଛ କହୁଛି
@swaineventserasamajagatsin1448
@swaineventserasamajagatsin1448 Ай бұрын
Pura galua taa
@DPphotography707
@DPphotography707 Ай бұрын
😂😂 2 ru 3 Acer re loke 60 hajar kamei deuchanti
@Bayarbabu-r8i
@Bayarbabu-r8i Ай бұрын
1ଏକର ରେ25ରୁ30କୁଇଁଟାଲ ଧାନ ହୁଏ! 25କୁଇଁଟାଲ ଧାନ ସରକାରୀ ଦରରେ 3000 !70000 ପାଖାପାଖି ସେଇଥିରୁ ଖରଚ ହିସାବ କଲେ 30000ହଜାର ତାହା ହେଲେ 8ଏକର କେତେ ଇଏ କହୁଛି 8ଏକର କୁ 50000ହଜାର ପୁରା ମିଛ କହୁଛି
@amprakashnaik768
@amprakashnaik768 Ай бұрын
👍💐​@@DPphotography707
@niranjannayak2630
@niranjannayak2630 Ай бұрын
ସାମ୍ବାଦିକ ବାବୁଙ୍କୁ ଅନୁରୋଧ ଆଉ ଟିକେ ଅନୁଧ୍ୟାନ କଲେ ଜାଣି ହୁଅନ୍ତା ଇଏ କୋଉ ଯାତରା ପାର୍ଟିର
@kumarlipu4370
@kumarlipu4370 Ай бұрын
ଦୈତାରୀ ପଣ୍ଡା କୁ କାଟିଦେବ 😂
@MANOJKUMAR-l6q4e
@MANOJKUMAR-l6q4e Ай бұрын
ଲାଗୁଛି ଆପଣ ଭାରତୀୟ ଯାତ୍ରା ପାର୍ଟିର ହାସ୍ୟ ଅଭିନେତା ପ୍ରାୟ
@tukunakar6530
@tukunakar6530 Ай бұрын
ଆଉ ସେ ଚାଷୀ କଣ ବିଜୁ ଜାରଜ ପାର୍ଟିର😂​@@MANOJKUMAR-l6q4e
@prasantapadhan6192
@prasantapadhan6192 29 күн бұрын
ଯାତ୍ରା ନବୀନମହଲ
@santanukumaramishra
@santanukumaramishra Ай бұрын
ପ୍ରସାନ୍ତ ବାବୁ ଆପଣ ଙ୍କ ଅଭିନୟ ପାଇଁ ବହୁତ ଧନ୍ୟବାଦ୍
@srikanta671
@srikanta671 Ай бұрын
ଅଭିନୟ ଜବରଦସ୍ତ ହେଇଛି ପୁଷ୍ପା 3 ଚାନସ ଦିଆଯାଉ
@bijayakumarmishra2964
@bijayakumarmishra2964 Ай бұрын
😡 ଏହାର ଅଭିନୟ ଜଦି ସତ ହୁଏ ଆକୁ ଗିରଫ କରାଯାଉ. ଭବିଷ୍ୟତ ରେ ମିଛ ଅଭିନୟ କରିବା ପୂର୍ବରୁ ଥରେ ଭାବିବେ
@MrSrinath-d6z
@MrSrinath-d6z Ай бұрын
ଏ ସଳାର ଘର କୋଉ ଯାଗା ଏଇଟା ସବୁ ଠାରୁ ୧ ନଂ ମିଛୁଆ
@Godeepak
@Godeepak Ай бұрын
ଅତି ସୁନ୍ଦର ଅଭିନୟ,,,,😅😅😅
@Satyapriya4040
@Satyapriya4040 Ай бұрын
ଅଭିନୟ ପାଇଁ ପଇସା ନେଇଛନ୍ତି । ସହଜରେ ମାନିଯିବେ ନା କଣ? ତୁମେ ତ ଚାଳକ ଅଛ ଆଉ।
@kumarlipu4370
@kumarlipu4370 Ай бұрын
ମିଛ କହିବାର ଗୋଟେ ସୀମା ଥାଏ, ଏଇ ଗୋଟେ ବିଜେଡି ନେତା 😂😂😂
@sushantakumarbarik
@sushantakumarbarik Ай бұрын
Right bhai
@alekhachandramalika8155
@alekhachandramalika8155 Ай бұрын
ଦୈତାରି ପଣ୍ଡା ଭଳି ଭଲ ଅଭିନୟ କଲେ ଭାଇ ଜଣକ
@BadalJena-f7c
@BadalJena-f7c Ай бұрын
Right 👍👍
@ranjankumarbiswal6022
@ranjankumarbiswal6022 Ай бұрын
ସୁନ୍ଦର ଅଭିନୟ ନବୀନ ତାଙ୍କ ଦରମାରୁ ଗୋଟେ ମାସର ଦରମା ଦେବାର ମିଡ଼ିଆ ସାମ୍ନାରେ ଘୋଷଣା କରିଦେ ବେକି
@AnjanSwain-qj6qc
@AnjanSwain-qj6qc Ай бұрын
ସମ୍ପୂର୍ଣ ମିଛ କହୁଚୁ ୮ଏକର ଜମି ରୁ ୫୦ _୬୦ହଜାର ସମ୍ପୂର୍ଣ ମିଛ କହନା ଆମର ୧ଏକର ଜମି ରୁ ଖାଇବାକୁ ରଖି ୩୦ ହଜାର ବିକ୍ରି କରୁଛୁ
@Lucky-sk3lo
@Lucky-sk3lo Ай бұрын
ତମର ବିଆଳୀ ବିଲ ନା ପାଟ
@sanjayasethi5324
@sanjayasethi5324 Ай бұрын
Sata katha
@jalandharmaharna1737
@jalandharmaharna1737 Ай бұрын
ଅଭିନୟ ଭଲ ହେଲା , ଆଉ ଟିକିଏ ଭଲ ହେଇ ପାରିଥାନ୍ତା ତେଣୁ 😊ମୋ ତରଫରୁ ୧୦ ନମ୍ବରରୁ ୮ ନମ୍ବର .
@RamakantaMalik-fw3xs
@RamakantaMalik-fw3xs Ай бұрын
ସୁପର ମିଛୁଆ ଚାଷୀ ନରେ ଏ ଲୋକ ବିଜେଡ଼ି ର ଚମ୍ମଚା
@susantanayak551
@susantanayak551 Ай бұрын
ଗିନିଜ ରେକଡ୍ ରେ ସ୍ଥାନ ପାଇବ😂😂😂😂😂😂😂😂😂😂
@prasantapadhan6192
@prasantapadhan6192 29 күн бұрын
ଦାଦାସାହେବ ଫାଲକେ ରେ ପୁରସ୍କୃତ କରାଯିବ
@ratnakarmantry7671
@ratnakarmantry7671 Ай бұрын
ଏ ଚାଷୀ ସମ୍ପୂର୍ଣ୍ଣ ମିଛ କହୁଛି,ଜଣେ ଚାଷୀ kn 8ଏକର ଜମିରେ ମାତ୍ର 50 ରୁ 60 ହଜାର କମାଇଥାଏ,ଏହା ସମ୍ପୂର୍ଣ୍ଣ ଅଭିନୟ,ଗୋଟେ ଚାଷୀ ବର୍ଷକୁ 50ରୁ 60ହଜାର କମାଇ କେବେବି 4 wheeler ଗାଡ଼ି ହୁଏତ କିଣି ନପାରେ।😂😂😂
@dayanidhl1067
@dayanidhl1067 Ай бұрын
ହାରାମି
@kamalineemajhee
@kamalineemajhee Ай бұрын
ଆଉ କିଛି ଦିନ ପରେ ଏମାନେ ଚାଷୀ ଙ୍କ ଆତ୍ମହତ୍ୟା କୁ ଭି politics କରିବେ ଶସ୍ତା ରାଜନୀତି ଅନ୍ଧ ଭକ୍ତ ପାଇଲ କଣ 😂😂😂
@bijupradhan4393
@bijupradhan4393 Ай бұрын
ଅଭିନୟ ଉଚ୍ଚକୋଟୀର
@Tikibiswal-xl7kr
@Tikibiswal-xl7kr Ай бұрын
ଛି ପ୍ରଭୁଙ୍କ ନାଁରେ ମିଛ
@krishnahembram2585
@krishnahembram2585 Ай бұрын
Jagnnath name re chaula magu thile
@rajanikantanayak4545
@rajanikantanayak4545 Ай бұрын
ଏଇ ଲୋକର ଅଭିନୟ ଗୌର ଦାସ କଂ ଠାରୁ ଭଲ ଅଭିନେତା ଏଥର ତୁଳସୀ ଅପେରାରେ ଆସିବ
@shib1514
@shib1514 Ай бұрын
Pura 100%ra
@MaheswarNayak-f4x
@MaheswarNayak-f4x Ай бұрын
Thhik kahil news 18 sir apanku thank you
@GajindraNag-fo8gs
@GajindraNag-fo8gs Ай бұрын
ଜଦି ଚାଷୀ ହୋଇଥାନ୍ତ ଜାଣିଥାନ୍ତ ଧନ୍ଯବାଦ।
@debendranarayandash9040
@debendranarayandash9040 Ай бұрын
ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଭଦ୍ର ଡକାୟତ ନବୀନ ବାବୁଙ୍କୁ ଧାନ ବିଲକୁ ନେଇ ଆସିଲେ
@miss-anjlijaypuria7427
@miss-anjlijaypuria7427 Ай бұрын
ଚାଷିମାନଙ୍କୁ ବଦଳାମକରୁଛନ୍ତି ଏହି ପ୍ରକାର ଲୋକମାନେ
@jugeswarbhue4980
@jugeswarbhue4980 Ай бұрын
News last tak dekhantu janibe real chasi ki nuhe je 8 acer jami re 50000 tanka mile ki
@jugeswarbhue4980
@jugeswarbhue4980 Ай бұрын
1.5 acer jami re kharcha chhadiki 50000 paichhu Ethara
@kuanrtudu9960
@kuanrtudu9960 Ай бұрын
ଏଇ ଲୋକଟା ନମ୍ୱର -୧ ବେହିଆ । ମହାପ୍ରଭୁ ଙ୍କ ନିୟମ ନେଉଛି ,ଜଗନ୍ନାଥ ମହାପ୍ରଭୁ ତାଙ୍କୁ କ୍ଷମା କରିବେନି । "ଜୟ ଜଗନ୍ନାଥ ମହାପ୍ରଭୁ" ।
@harekrushnahotta2072
@harekrushnahotta2072 Ай бұрын
ସେହି ଲୋକର ଚେହେରା ଟା ଦେଖିଲେ ହିଁ ସେ ଚାଷୀ ଭଳି ଲାଗୁନଥିଲା।
@satyajeetmatia6172
@satyajeetmatia6172 Ай бұрын
ଏହି ଲୋକ ଟିକୁ ଜାତୀୟ ପୁରସ୍କାର ଦିଆଯିବ ଦରକାର
@parameswarpatra3209
@parameswarpatra3209 25 күн бұрын
Right 👍👍 ଏଇ ଲୋକଟି ଚାଷୀ ନୁହଁ ବରଂ ଏଟା ଗୋଟେ ଟାଉଟର
@piyushrajkumar15
@piyushrajkumar15 Ай бұрын
ଏଟାକୁ ଧରି ଭଲକି ଉତ୍ତମ ମଧ୍ୟମ ଦେଇଦେଲେ ସବୁ ସତ କହିବ. ଏକ ନମ୍ବର ଡକାୟତ
@kanhapandit3366
@kanhapandit3366 27 күн бұрын
ନବୀନ ସାର AC କାର ଛାଡ଼ି ସିଧା କାଦୁଆ ବିଲ ରେ କି ଦିନ ଦେଖିବା କୁ ମିଳୁଛି 😅😅😅
@ChandanKumarLamai
@ChandanKumarLamai Ай бұрын
ଜଣେ ଚାଷୀ ଯଦି ତା ଧାନ ନଷ୍ଟ ହୁଇଛି ତେବେ ସେ ଖୁସି ରେ କେମିତି ହସିବ। ଏହି ମୋହନ ବ୍ୟକ୍ତି ତ ଅତି ସୁନ୍ଦର ଅଭିନୟ କରୁଛନ୍ତି। ତାଙ୍କୁ ପୁରସ୍କାର ଦେବା କଥା। ଚାଷୀ କଷ୍ଟ କଣ ସେ ଜାଣିନି।
@totagudavlogs
@totagudavlogs Ай бұрын
ସିୟେ ଯଦି ଚାଷୀ ତେବେ ସବୁ ସତ respect farmer 🙏
@rajeshkumareswar1234
@rajeshkumareswar1234 29 күн бұрын
8 acre jami ru yearly 50000 income karuchi mane se kemitia sata kahuchi au kemitia chasi Jana paduchi.
@bipinmajhii6671
@bipinmajhii6671 Ай бұрын
ଧନ୍ୟବାଦ ସତ କଥା ବାହାର କରି ଥିବାରୁ
@cuty_mama9801
@cuty_mama9801 Ай бұрын
୨୪ବଷ ନାଟକ କଲ କିଳା ଖାଇଲ ଜୟଶ୍ରୀ ରାମ ପାପିକୁ ବିନାଶ କର
@MANOJKUMAR-l6q4e
@MANOJKUMAR-l6q4e Ай бұрын
ଏଥର ତମେ ବିନାଶ ହବ,, ଜୟ ଶ୍ରୀରାମ
@sitaramsahoo811
@sitaramsahoo811 Ай бұрын
BJD juga gala. NP can't come back.
@MANOJKUMAR-l6q4e
@MANOJKUMAR-l6q4e Ай бұрын
@@sitaramsahoo811 Conspiracy ଭିତରେ ଆପଣ ଛନ୍ଦି ହୋଇଯାଇଛନ୍ତି । ଜଣେ ସାଧାରଣ ଶିଶୁମନ୍ଦିର ଗୁରୁଜୀଙ୍କ ଦରମା କେତେ? 2000/3000? ଜଣେ ସରପଞ୍ଚ କିମ୍ବା ବିଧାୟକଙ୍କର ଦରମା କେତେ?? ଦଶ ବର୍ଷ ଭିତରେ ଯଦି ଉକ୍ତ ଗୁରୁଜୀଙ୍କ ସ୍ଥାବର ଆସ୍ଥାବର ମୂଲ୍ୟ କେତେ ଜାଣନ୍ତି 2CR। ତେବେ ଆପଣ କୁହନ୍ତୁ ଆପଣ ଅନ୍ଧ ଭକ୍ତ,, ନା ଜଣେ ସଚେତନ ନାଗରିକ।
@sushantakumarbarik
@sushantakumarbarik Ай бұрын
Mohan babu jindabad
@UttamMohanty-pe2wv
@UttamMohanty-pe2wv Ай бұрын
ତୁରନ୍ତ ରେ ଲୋକକୁ arrest କରାଯାଉ , ଆଗକୁ ଏମିତି କେହି କରିବାକୁ ସାହସ କରିବେନି , ୟେ ଆଉ ସେ ବିଜେଡି ସରକାର ନୁହଁ ସରକାର ପରିବର୍ତ୍ତନ ହୋଇସାରିଛି
@puspanjalimohanty2623
@puspanjalimohanty2623 Ай бұрын
Se kan karichi ki taku arrest kariba? To ghare buldozer chalei deichi ki?
@sushantakumarbarik
@sushantakumarbarik Ай бұрын
Right, arrest heba darkar.odia samaj pain bado bipod
@UttamMohanty-pe2wv
@UttamMohanty-pe2wv Ай бұрын
@@puspanjalimohanty2623 ତମ ଘର କଣ ଗୋଚର ଜମିରେ ହେଇଚି କି , ନା waqf properties under ରେ ଯାଉଚି bulldozer ଚାଲିଗଲା ,
@puspanjalimohanty2623
@puspanjalimohanty2623 Ай бұрын
@@sushantakumarbarik Tame tara arrest pain jou demand karuchu. Se tahele tama birudha re gote manahani makadama kari kahiba sushata Barika ku arrest kara boli. Eita bhala lagiba ta? Ajatha re bastard BJP govt ku support kari andha vakta hei chasi ku target kariba chhada. Nahele parinati bahut kharap haba Odisha ra. Sei na-anka durvikhya pari hei jiba Odisha aakhi nkholile. Alert public hisab re vul-thik gote judgemental power rakhiba darkar nija vitare. Setiki atleast jigyata arjana kara.Aau chasi mane nije aklanta parishrama kari jaaga, ghara,gadi sabu karuchanti aau karibe bi. Kaha bapa ra kan jauchi sethire mun ta kain bujhi paruni? Yeh haramjada news channel wala na haramjada govt ahara kan jauchi?Olta magena re public tax ru sabu prakara subidha-sujog upavog karuchanti magena re emane.Yeh MLA,MP nkara standard nahin gadi kiniba pain semane chori kari gadi kinibe public tanka ku. Aau chasi kinile emanankara bahut problem. Ajatha re chasi nku blame kariba chhada.Nahele pita khaiba jou politician gaan gahaliku asiba vote magibaku.
@nirmalkumarbehuria6411
@nirmalkumarbehuria6411 Ай бұрын
ତାଙ୍କ କଥାରୁ ସେ ନିଜେ ଧରା ପଡିଯାଉଛନ୍ତି ଏଇଟା ସମ୍ପୂର୍ଣ୍ଣ preplan କ୍ୱିନ୍ତୁ ଭଲ ଅଭିନୟ କରୁଛନ୍ତି ଯାତ୍ରା ଓ filim ରେ ସ୍ଥାନ ପାଇବା ଦରକାର
@samraytudu
@samraytudu Ай бұрын
ଆପଣଙ୍କ ସାମ୍ନାରେ ଚାଷୀ ଜଣଙ୍କ କହିଲେ ତାଙ୍କର 8ଏକର ଜମି,ରୁ ମାତ୍ର 50,60ହଜାର ଟଙ୍କା ଏଇଟା ପୁରା ମିଛ
@jugeswarbhue4980
@jugeswarbhue4980 Ай бұрын
1.5 acer re 50000 paichhu ame 😊
@StKolaOfficial-i2w
@StKolaOfficial-i2w Ай бұрын
ଏହି ଭଳି ଲୁକମାନଙ୍କ ଦ୍ୱାରା ଚାଷୀଙ୍କ ଉପରେ ବହୁତ ପ୍ରଭାବ ପଡିବ 😢😢😢😢😢
@pravasmajhi2776
@pravasmajhi2776 Ай бұрын
ଅଭିନୟଟି ମସ୍ତ ଲାଗିଲା । ନବିନର ମୁଖିଆ ରୁଲଟା ମସ୍ତ ଥିଲା😊
@diptiranjansingh3896
@diptiranjansingh3896 Ай бұрын
ବଢିଆ ଲାଗିଲା ଅଭିନୟ 👏👏👏👏
@brajakishorepadhi4022
@brajakishorepadhi4022 Ай бұрын
ଯାତ୍ରା କରୁଥିଲା ସଳା। ନବୀନ ପଟ୍ଟନାୟକ ଏକ ଟାଉଟର।
@dalumahakud2723
@dalumahakud2723 Ай бұрын
ଏ ଲୋକର ଜମି କୁ ଜାଇ ଦେଖିଲେ ସବୁ ଠିକ ହୋଇ ଜିବ😂😂😂😂
@Godeepak
@Godeepak Ай бұрын
ବିଜେଡ଼ି ଚ୍ୟାନେଲ ବୋଲି ପୁର୍ବତନ ଭୁଲି ଯାଉଛନ୍ତି 😅
@pinkysethi7537
@pinkysethi7537 Ай бұрын
ଆଜିର ପାଠ ପଢୁଆ ଚାଷୀ ପୁଅ କଣ ପେନ୍ଟ ଆଉ ସାର୍ଟ୍ ପିନ୍ଧି ପାରିବ ନାହିଁ
@viraltube4876
@viraltube4876 Ай бұрын
Chasi pindhipariba Kintu eta pa touter ta eta chasi nuha
@pratapkumarjena1310
@pratapkumarjena1310 Ай бұрын
ଯଦି ଜଣେ ମିଛରେ ହଉ କିମ୍ବା ସତହେଉ ନବୀନ ପଟନାୟକଙ୍କୁ ଦୁଃଖ ଜଣେଇଲା ତୁମ bjp ଚ୍ୟାନେଲ otv,Argus tv, news 18 tv ର କଣ ଅସୁବିଧା ହଉଛି, bjp ସରକାର କରିବାଠାରୁ ଅତି ଆବଶ୍ୟକ ସାମଗ୍ରୀ ଦିନକୁ ଦିନ ବଢିଚାଲିଛି ଏକଥାକୁ କାହିଁକି ବାରମ୍ବାର ନିୟୁଜ କରୁନା କେବଳ bjd ବିରୋଧୀ ପାଇଁ ତୁମ ମାନଙ୍କ ଚ୍ୟାନେଲ,
@kishorkumarkalta2391
@kishorkumarkalta2391 Ай бұрын
Western Odisha re marudi hauchhi kahin news channel mane ta dekhau nahi ....khali costal area loka drama kari janichhanti ki
@Rishiofficial7305
@Rishiofficial7305 Ай бұрын
ଏହାର କଥା ରୁ ସଫା ସଫା ଜଣା ପଡୁଛି ଇଏ ମିଛ କହୁଛି
@gstravel96
@gstravel96 Ай бұрын
No 1 ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ, ଜୟ ନବୀନ ଜୟ ଜୟ 🙏
@sushantakumarbarik
@sushantakumarbarik Ай бұрын
Nabin Pattnaik pradhan mantri nuha,se loka ta mukshya mantri thila
@Debashish330
@Debashish330 Ай бұрын
Beda ta kire😂😂😂😂
@Debashish330
@Debashish330 Ай бұрын
Beda ta kire
@sanjaykumarmohanty3513
@sanjaykumarmohanty3513 Ай бұрын
Diha😂 ମିଛୁଆ
@laxmidharwadaka1955
@laxmidharwadaka1955 Ай бұрын
ଅଭିନୟ ଭଲ ଥିଲା, କିନ୍ତୁ ଅଭିନୟ ଟିକିଏ ଅଧିକ ହୋଇ ଗଲା😊😊😊।
@NarayanaPalia
@NarayanaPalia Ай бұрын
ବିଜେଡ଼ ର ଭଲ ଅଭିନୟ
@jibanbikash8699
@jibanbikash8699 Ай бұрын
ଏବେ ବି ତୋ ପାଟିରୁ ମୁଖ୍ୟମନ୍ତ୍ରୀ ନବୀନ ଉଚ୍ଚାରଣ ହେଉଛି। ଖାଲି ଚାକିରୀ ପାଇଁ ଅଭିନୟ କରୁଛୁ।
@purnanayak5383
@purnanayak5383 Ай бұрын
ଏ ପ୍ରସନ୍ନ ଚାଷୀ ଙ୍କ ହସ ର ଅସଲ କଥା ସେ ଡ୍ରାମା କରିବା ପାଇଁ ଠିକା ନେଇଛି ,ତେଣୁ ସେ ଡ୍ରାମା କଲା ।
@arucharanpradhan5502
@arucharanpradhan5502 Ай бұрын
କୃଷକ କାର୍ଡ ଦେଲା ସମୟରେ ଯେଉଁ ମାନେ ପଟା ଟିଏ ଦେଖାଇଲା ତାକୁ ମିଳିଲା। ଅଧିକାଂଶ ଘର ବାଡ଼ି ପଟାନକରି ଘର ତିଆରି କରିଛନ୍ତି। ସେହି ପଟା ଦେଖାଇ କେତେକ ଦୁର୍ନୀତି କାରୀ କୃଷକ କାର୍ଡ ହାତେଇ ଛନ୍ତି। ପ୍ରକୃତ ଚାଷୀ ନୁହନ୍ତି।
@PurusottamSahu-m2g
@PurusottamSahu-m2g Ай бұрын
ଜଣେ ଚାଷୀ ଯଉଁଦିନ ଚାଷ ନଷ୍ଟ ହଇ ଯାଏ ସେଦିନଠାରୁ ଆଉଥରେ ଚାଷ କରିବା ପର୍ଯ୍ୟନ୍ତ କେମିତି ଚଳିବି ବଳି କାନ୍ଦେ ତାମାନେ ନୁହେଁ ଯେ ସଧ୍ୟାବେଳେ କାନ୍ଧୁଥିବ ତାହାର ଯିଏ କି କଥା ଶୁଣିବ ତାଆଗରେ କାନ୍ଧି ବାକୁ ପଡେ ଆଉ ଯେତେ ମୂର୍ଖ ମିଡ଼ିଆ ମୂର୍ଖ ସାମ୍ବାଦିକ ମାନେ ଏହାକୁ ବି କୃତକରୁଛନ୍ତି
@parameswarpatra3209
@parameswarpatra3209 25 күн бұрын
Eaeita ନବୀନ ର ଚାଲ ନିରାଟ ସତ୍ୟ
@prafullakumarpradhan8129
@prafullakumarpradhan8129 Ай бұрын
ମିଛିକା ସତକଥା ଜେ ଅସଲ ଓଡ଼ିଆ ଖୁସି ସକାଶେ............. ଆପଣ ମାନେ ଖୁସିତ. ଚାଲ ମାଡିଚାଲ.
@pravashmishra1178
@pravashmishra1178 Ай бұрын
ଅତି ରଞ୍ଜିତ କରି କଣ ଲାଭମିଳିପାରୁଛି ସେ କ୍ୟାମେରା ମ୍ୟାନ୍ କୁ ସେ ଶୋଇ ପଡ଼ିବା ଟା ନବିନ ବାବୁ ଆସିବା ବିଳମ୍ୱ ହେବାକୁ ନେଇ ଅପେକ୍ଷାରେ ଥିବା ସମୟର ହୋଇ ଥିବ ଆଉ ସ୍ୱଚ୍ଛଳ ବର୍ଗ ର ଚାଷୀ ଟିଏ ନିଶ୍ଚୟ ଆଉ ଅଭିନୟ ନୁହେଁ ସତ ନିଶ୍ଚୟ ନହେଲେ ଜଗନ୍ନାଥ ଙ୍କ ନାଁ ରେ ଶପଥ କରନ୍ତା ନାହିଁ
@myfamilystyle2864
@myfamilystyle2864 29 күн бұрын
ବାବୁ ମିଛ ଟାକୁ ସତ କହି ପାରୁନାହାନ୍ତି କି ସତ ଟିକୁ ମିଛ କହି ପାରୁନାହାନ୍ତି ଅଭିନୟ ତ କରିଲା ହେଲେ ଆଗକୁ କଣ ହେବ ଜାଣି ନୋ ଥିଲା 😂😂😂😂😂😂😂
@titubehera4684
@titubehera4684 Ай бұрын
ଅଭିନୟ ବହୁତ ଭଲ ଲାଗିଲା ବିଜେଡ଼ି ନେତା ମାନଙ୍କ
@santoshmohanty5101
@santoshmohanty5101 Ай бұрын
ଆଜି ଦେଶ ର କି ଅବସ୍ଥା ଦେଖ ମିଡିଆ ର b ରାଜନୀତି ।ଯୋଉଠି ଚାଷୀ ର ଦୁଃଖ କୁ ମିଡିଆ highlight କରିବା କଥା ସେଠାରେ ଚାଷୀ ଅଭିନୟ କରୁଚି କି ସତ କହୁଚି ସେଇଟା important ହେଇଯାଉଚି ଏ ତ ଦେଶ ର ଚତୁର୍ଥ ସ୍ତମ୍ଭ
@ghiwallaumesh161
@ghiwallaumesh161 Ай бұрын
👌🏻👌🏻କି ଅଭିନୟ ଭାଇ 🙏🏻🙏🏻ଧନ୍ୟବାଦ
@SatyamebaJayate-ml8qx
@SatyamebaJayate-ml8qx Ай бұрын
ଓଡ଼ିଶାର ଅପେରା ମାଲିକ ନିର୍ଦ୍ଦେଶକ ମାନେ ଏଇ ନୂଆ ଆବିଷ୍କୃତ ପ୍ରତିଭା ର ସଠିକ ବିନିଯୋଗ କରନ୍ତୁ...
@Bhaktiwithme26
@Bhaktiwithme26 Ай бұрын
We need reporter like him
@PrahaladMandangi
@PrahaladMandangi Ай бұрын
ସବୁ ଅଭିନୟ ଥିଲା 100%
@allfoodhunterindia6719
@allfoodhunterindia6719 Ай бұрын
ସିଏ ହୁଏତ ଅଭିନୟ କରିପାରିଥାନ୍ତି କିନ୍ତୁ ଚାଷୀଙ୍କ ଦୁଃଖ ରେ ଅଛନ୍ତି ବୋଲି ସମସ୍ତେ ସ୍ୱୀକାର କରିବା ଉଚିତ...
@ଓଡିଶାଯାତ୍ରା
@ଓଡିଶାଯାତ୍ରା Ай бұрын
ମୁଁ ଏହି ରୋଲ୍ ଖୁସି ହୋଇ ୧୧ଟଙ୍କା ଦେଲି
@mynameisnew3783
@mynameisnew3783 Ай бұрын
Very good acting
@kalandinayak463
@kalandinayak463 24 күн бұрын
Urnat manar chasi.
@pinkysethi7537
@pinkysethi7537 Ай бұрын
ମାନସବାବୁ ଆଗ ତୁମେ conform ହୁଅ ସତ ନା ମିଥ୍ଯା ଚାଷୀ
@SantoshMallik-b8c
@SantoshMallik-b8c Ай бұрын
Thank you news
@India_public_riles
@India_public_riles Ай бұрын
Sata Katha ea
@Sajal-z9l
@Sajal-z9l Ай бұрын
ଯାତ୍ରା ପାର୍ଟି ଅର୍ଟିଷ୍ଟ ଧାନ ବିଲରେ ଭଲ ଅଭିନୟ କଲେ ।
@bnmcreations4670
@bnmcreations4670 Ай бұрын
ଲୋକଟି ବହୁତ ଅଭିନୟ କରୁଛି ମାନେ ଚାଷୀଙ୍କୁ ଉପହାସ କରୁଛନ୍ତି ପ୍ରକୃତ ଚାଷୀ ମାନେ କୌଣସି ସୁବିଧା ସୁଯୋଗ ପାଉନାହାନ୍ତି ହେଲେ ଏହି ପରି ବହୁରୂପୀ ଚାଷୀ ମାନେ ସବୁ ସୁବିଧା ଲୁଟି ଖାଉଛନ୍ତି
@rameswarbapulu2018
@rameswarbapulu2018 Ай бұрын
ଏ ଭାଈ ଯାତ୍ରା ରେ ଭଲ ଅଭିନୟ କଲେ ନାଟକ ମୁଁ ନବୀନ ବାବୁଙ୍କ ଫ୍ୟନ୍
@santoshnayak5355
@santoshnayak5355 27 күн бұрын
ଅଭିନୟ ଭଲ ହେଇଛି କିଏ ମନା କରୁଛି ..ସମସ୍ତେ ଜାଣିଲେ ଓଡିଶାବାସୀ ଆପଣ କେତେ ବଡ଼ କଳାକାର
@gitanjalidalabehera7114
@gitanjalidalabehera7114 Ай бұрын
ଶୁଖିଲା ଅଭିନୟ
@Subhadra-mohapatra
@Subhadra-mohapatra Ай бұрын
Jay Naveen sir ❤
@gopalbarad143
@gopalbarad143 Ай бұрын
ତାଙ୍କୁ ପଚାର ଯାଉ ସିଏ କେଉଁ ଦଳ ପାଇଁ ଏମିତି କରିଛନ୍ତି ମୋତେ ଲାଗୁଛି କି ଏ ଶାସକ ଦଳର ଚାଲ କାରଣ ନବୀନ ବାବୁ ଆସିବା ଶୁଣି ବିରୋଧି ପୁରା ଛାନିଆ ଆଉ ଏ ସବୁ ନିୟୁଜ ବାଲାଙ୍କର ଚାଲ
@rajeshbaral2540
@rajeshbaral2540 Ай бұрын
ଯେଉଁ ଗାଁ ରେ ସେ ବାବୁଙ୍କର ଘର ସେଇ ଗାଁ ଓ ଗାଁ ପାଖାପାଖି ଲୋକଙ୍କୁ ପଚାରି ବୁଝିଲେ ,ସେ ବାବୁ କଣ କରନ୍ତି ସବୁ ଜଣା ପଡିଯିବ ,କାରଣ ଗୋଟିଏ ଗାଁରେ କେବେବି ଗୋଟିଏ ଦଳର ଲୋକ ରହି ନଥିବେ,ତେଣୁ ସେ ବାବୁ କଣ କରନ୍ତି ପ୍ରକୃତ ସତ୍ୟ ସେଠାରୁ ହିଁ ଜାଣିହେବ....ଚାଷୀ....ନାଁ....କଳାକାର
@PRASANNASAHOO-o7m
@PRASANNASAHOO-o7m Ай бұрын
ଏହି ନକଲି କୃଷକଙ୍କୁ ସେମାନଙ୍କ ଅପେରା ପାର୍ଟୀରେ ଅଭିନେତା ଭାବରେ ଗ୍ରହଣ କରିବାକୁ ପାର୍ବତୀ ଗଣନାଟ୍ୟଙ୍କୁ ଅନୁରୋଧ କରାଯାଇଛି
@nagendranayak3613
@nagendranayak3613 Ай бұрын
ଟାଉଟର
@BalaramPradhan-wr4eu
@BalaramPradhan-wr4eu Ай бұрын
ଅଭିନୟ ଜାଣିଛନ୍ତି ବୋଲି,
@kaminikantasahu3865
@kaminikantasahu3865 Ай бұрын
ଓଡ଼ିଶାର ବିଜେପି ସରକାର ପାଖରେ ବିକ୍ରି ହୋଇଥିବା ଗୋତି ମିଡ଼ିଆ ଗୁଡ଼ିକ ସତକୁ ଲୂଚାଇ ବିଜେପି ସରକାରକୁ ବଞ୍ଚାଇବାକୁ ଚାହୁଁଛନ୍ତି।ଗୋତି ମିଡ଼ିଆ ମାନେ ଗୋଟିଏ କଥା କହନ୍ତୁ - ଅଦିନିଆ ବର୍ଷା ହେବା,ନବୀନ ପଟ୍ଟନାୟକ କ୍ଷେତକୁ ଯିବା, ବର୍ଷାରେ ଧାନ ଖରାପ ହେବା କେଉଁଟା ମିଛ ।ଜଣେ ଚାଷୀ ଅଧିକ ଜମି ଚାଷ କରିବା , ପ୍ୟାଣ୍ଟ୍ ସାର୍ଟ ପିନ୍ଧିବା,ସ୍କୂଟି ଚଳାଇବା କେଉଁଟା ଭୂଲ।
@basubhai6346
@basubhai6346 26 күн бұрын
Bhag re rum
@pinkysethi7537
@pinkysethi7537 Ай бұрын
ମୁ ଆପଣ କଂ ର ଆଉ ଚାନେଲ ର ଜଣେ ବଡ ପ୍ରଶଂସକ ମାତ୍ର ଆପଣ ଚାଷୀଟି କୁ ଏପରି ବେବହାର କରିବା ଦେଖି ମୁ ଦୁଖିତ
@GouraSethi-w9n
@GouraSethi-w9n 29 күн бұрын
ଅଭିନୟ ହଉ କିନ୍ତୁ ଏମିତି ଚାଷୀ ର କାହାଣୀ
@RajeshSahu-g1h
@RajeshSahu-g1h Ай бұрын
ଏଇ କଥା ରେ କେତେ ସତ ଜଣା ପଡିଯାଉଛି ଭାବି ଭାବି କୀ କହୁଛନ୍ତି ଏଇ ଚାଷୀ
@shubharantkumarrath4799
@shubharantkumarrath4799 Ай бұрын
ଭାଇ ଙ୍କ ଅଭିନୟ ବହୁତ୍ excelent . ଏହି ଷ୍ଟୁଡ଼ିଓରେ ମଧ୍ୟ ଜଣେ କିଏ କହୁଥିଲେ ଓ ସେ ସେପଟକୁ ବାରମ୍ବାର ଚାହୁଁଥିଲେ।
@rajeshdharua5439
@rajeshdharua5439 Ай бұрын
ନବୀନ ପଟ୍ଟନାୟକ ଆଗରୁ କେତେ ଥର ଚାଷୀ ପାଖକୁ ଯାଇ ଥିଲେ ମୋହନ ଚରଣ ମାଝୀ ଠାରୁ ଶିଖିଲ
@SisirArati
@SisirArati Ай бұрын
Supar acting
@bibhutisahu4204
@bibhutisahu4204 19 күн бұрын
ବିଜେଡି ର ଅଭିନୟ ବହୁତ, କାମ କମ
@PradeepkumarRout-qt4vc
@PradeepkumarRout-qt4vc 28 күн бұрын
ପ୍ରଶାନ୍ତ ପରିଜା ଆପଣକ ବିଚାର ଧର୍ମ କରିବ, don't worry
@MrRanjankumarsahoo
@MrRanjankumarsahoo Ай бұрын
ଆର ଲୋକ ଟା କିଏ ଯିଏ ଇଶରା ଦଉଛି
@SangramJena-j6u
@SangramJena-j6u Ай бұрын
Right😄😄😄👍🏼
@suvendranayak3161
@suvendranayak3161 28 күн бұрын
ଏଇ ଲୋକଟି ବହୁତ ସତର୍କତାର ସହିତ ମିଛ କହୁଛନ୍ତି...ଏପଟ ସେପଟ କଥା କହୁଛନ୍ତି
@prasantkudas3438
@prasantkudas3438 Ай бұрын
ଏ ମିଛୁଆ ଚାଷୀର କେହି ଆତ୍ମିୟ ଲୋକ ମଲାପରି କାନ୍ଦୁଥିଲା,ମାହାଗିହାଟା ମହାମିଛୂଆ,
Ashara Aloka: Doubt Causes Trouble Among Couples
7:41
OTV
Рет қаралды 346 М.
Cheerleader Transformation That Left Everyone Speechless! #shorts
00:27
Fabiosa Best Lifehacks
Рет қаралды 16 МЛН
coco在求救? #小丑 #天使 #shorts
00:29
好人小丑
Рет қаралды 120 МЛН
Ek tha Photographer 😂 || Chandan Biswal New Odia Comedy
24:12
Sukanti sahu
Рет қаралды 330 М.