No video

ନବୀନଙ୍କ ଇସ୍ତଫା ପରେ କାନ୍ଦୁଛନ୍ତି ମା’ | NandighoshaTV

  Рет қаралды 461,732

Nandighosha TV

Nandighosha TV

Күн бұрын

#NaveenPatnaik #Resign #cyclone #odisha #nandighoshatv
ନବୀନ ଶାସନକୁ ମନେ ପକାଇ କାନ୍ଦୁଛନ୍ତି ମା’ । ମହାବାତ୍ୟାର ପରାବର୍ତ୍ତି ସମୟରେ ଦୁଃଖର ପାହାଡ଼କୁ ଛାତି ଦେଖାଇଥିଲେ ନବୀନ ପଟ୍ଟନାୟକ ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 1 000
@user-tu9wh8mi5u
@user-tu9wh8mi5u 2 ай бұрын
ଦିର୍ଘ ୨୫ ବର୍ଷ ମଧ୍ୟରେ ଆପଣ ଜେତିକି କରିଛନ୍ତି ସାରା ଓଡ଼ିଶା ବାସି ତାହା ନିଶ୍ଚିନ୍ତ ଅନୁଭବ କରିବେ... ଏ ଯେଉଁ ଦୃଶ୍ୟ ମନକୁ ବହୁତ କଷ୍ଟ ଦଉଛି...we wil miss you Mr CM❤❤❤❤
@user-sz5qu3se2s
@user-sz5qu3se2s 2 ай бұрын
Bhagwan karanthu Navin sir au thare cm haba dharkar Jay jagannath 🙏🙏🙏
@santoshswain9686
@santoshswain9686 2 ай бұрын
Nabina.the.end
@premanandathakur4980
@premanandathakur4980 2 ай бұрын
ମା ତମକୁ କୋଟି କୋଟି ପ୍ରଣାମ🙏
@RNNANDU95
@RNNANDU95 2 ай бұрын
ସତରେ ମୋତେ ମଧ୍ୟ ଦୁଃଖ ଲାଗିଲା ମାଆ ମାନଙ୍କର ଦୁଃଖ ଭରା ସ୍ୱର ଶୁଣିକି 😢 ଭଗବାନ ଆଶୀର୍ବାଦ କରନ୍ତୁ ମାଆ ମାନେ ସବୁ ଖୁସିରେ ରୁହନ୍ତୁ 🙏 Jay jagannath
@Cuty_reena758
@Cuty_reena758 2 ай бұрын
ସତରେ ଏସବୁ ଦେଖିକି ଆଖି ଛଳ ଛଳ ହେଇ ଯାଉଛି 😢😢😢 miss u ନବୀନ ସାର ଜୟ ଜଗନ୍ନାଥ 🙏🙏
@sarojkumarsahoo9268
@sarojkumarsahoo9268 2 ай бұрын
Odia ku chhadi jetebele tamil dharuthila....setebele akhi bhala laguthila nai😂😂😂😂
@user-ee4ry5rg4b
@user-ee4ry5rg4b 2 ай бұрын
ନବୀନ ପଟ୍ଟନାୟକ ଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିଦିଅନ୍ତୁ 😭🙏🏻
@rsvillageodia
@rsvillageodia 2 ай бұрын
ତ ବାପ କଥା ରେ
@tripatibehera9298
@tripatibehera9298 2 ай бұрын
Haba Bhai
@chandrakantabehera6550
@chandrakantabehera6550 2 ай бұрын
​@@rsvillageodiaନାଇ ବେ ତୋ ବାପା କଥାରେ
@BindasRaazz
@BindasRaazz 2 ай бұрын
ଏବେ ଜୟ ଶ୍ରୀ ରାମ ଯୁଗ 👍👍👍 ଜୋର୍ ଜାର ମୁଲକ୍ ତାର ।।। ଆଗେ ନବୀନ ପଟ୍ଟନାୟକ guarantee ଥିଲା ଏବେ ମୋଦି gurantee ଆଉ 25 yr ମୋଦି କୁ ଦିଅ 😂😂😂😂 ସମସ୍ତଙ୍କର ଆକାଉଣ୍ଟ କୁ ଲକ୍ଷ୍ ଲକ୍ଷ୍ୟ ଟଙ୍କା ଯିବ 😂😂😂
@hrushikesh6075
@hrushikesh6075 2 ай бұрын
🙏🙏🙏🙏
@saraswatcreation617
@saraswatcreation617 2 ай бұрын
ପ୍ରକୃତରେ ସତ ଆଜ୍ଞା ଏହି ନବିନ୍ ସାର୍ ହାରିବା ଦୁଃଖଟି ସମସ୍ତଙ୍କଠାରେ ବ୍ୟାପୁଛି ।🙏😭😭🙏
@VIKASH_55972
@VIKASH_55972 2 ай бұрын
ଭୋଗିବୋ ରେ ଓଡ଼ିଆ ଭୋଗିବୋ। ନିଜ ବାପା ପିଠିରେ ଛୁରି ମାରିଛ। ନିଜ ଦୁର୍ଦ୍ଦିନ କୁ ତାଳି ମାରି ଡାକିଛ। ଜଗନ୍ନାଥ ସାକ୍ଷୀ ରହିଲେ ଭୋଗିଁବୋ 😢😢😢😢😢😢
@subashani
@subashani 2 ай бұрын
Pandin lagi ata sabu hala
@rajkishorepradhan88
@rajkishorepradhan88 2 ай бұрын
Right kahila Bhai bht jaldi durdino asuchi
@VIKASH_55972
@VIKASH_55972 2 ай бұрын
@@rajkishorepradhan88 au kn baki acchi Bhai june 4 re ru amra start hei jaichi. Garibo au middle class loka ra bharsa thile navin sir.
@mahefujkhan304
@mahefujkhan304 2 ай бұрын
VIKASH Babu 💯 Satya katha lekhicha, Odisha Loko jati dharma Veda Kari Modi/ Jogi centre kete BJP neta nka budhi re padi kichhi swarth ra asa rakhi vul karjya karichhanti, Nabin Babu nku dhoka dele , Jaha fala re kebal Odisha re nuhe pura Bharat re dukha,asanti,Anaya durdin. Dina asiba ku jauchi, Odisha ra Malika Vabisyabani Purna hebaku jauchi, 22 Pahache kheliba Mina, Jagarnath Chhatia jibe , Laguchi a sabu sata hebaku jauchi
@monalisajena4924
@monalisajena4924 2 ай бұрын
Pura nirata satya kathha kahichanti Bhai..salute Bhai aapananku ....kintu bahut dukha laguchi ...we all miss you Naveen sir ❤❤
@reetap4008
@reetap4008 2 ай бұрын
ବାପ ଛେଉଣ୍ଡ ହୋଇଯାଇଛି ଆଜି ଓଡ଼ିଆ 😭😭🙏🙏
@kalingasendha
@kalingasendha 2 ай бұрын
ତୁ ଅନାଥ ହେଉଥିବୁ କାରଣ ନବୀନ ତୋ ବଉକୁ ଗେହିଁଥିବ ଷଳା କର୍ମକୋଢିଆ ମାଗଣା ଖିଆ
@krushnadeepsonu3552
@krushnadeepsonu3552 2 ай бұрын
Correct Bhai . E bedhei budhi guraku magana khaiba habit heiglani. Maghia khaibe , piebe, rasta re hagibe au maribe 😂😂😂​@@kalingasendha
@factsunloaded4808
@factsunloaded4808 2 ай бұрын
Nabin ama bapa kebe hela...😂..
@pintusatapathy4530
@pintusatapathy4530 2 ай бұрын
ତୁ ଯେମିତି ଓଡ଼ିଶା ର ସର୍ବେ ସର୍ବା କହିଲା କଣ ନା ଓଡ଼ିଶା ବାପ ଛେଉଣ୍ଡ ହେଇଗଲା
@Rameshminyaja
@Rameshminyaja 2 ай бұрын
Aa uo tore😂😂😂😂 Novin 😢😢😢 Babhu nku uo tore Anu Moti diyajauo 😂😂😂😂😂A Norendra char kon lok nku kondei jodi A norendr modi sashon korile Aam poliga manti Aasu se Gorku ketuchinadekiba
@jaishwaryapatro3670
@jaishwaryapatro3670 2 ай бұрын
Bjp କେବଳ ଧନୀ ଲୋକଙ୍କ ପାଇଁ ଠିକ୍ କିନ୍ତୁ BJD ଗରିବ ଲୋକଙ୍କ ଗୋଟେ emotion Bjp ଏବେ ଆସିଲା ଧନୀ ଆଉରି ଧନୀ ହେଇକି ଯିବ ଓ ଗରିବ ଆଉରି ଗରିବ ହେଇକି ପଳେଇବ 😢😢😢 ସବୁ ରାଜ୍ୟ ଅପେକ୍ଷା ଓଡ଼ିଶା ରେ ଗରିବଙ୍କ ପାଇଁ ଅନେକ ସୁବିଧା ରହିଥିଲା 😢 ଗରିବଙ୍କ ସୁବିଧା ସହ ରାଜ୍ୟ ରେ ମଧ୍ୟ ଅନେକ ବିକାଶ କରିଛନ୍ତି ନବୀନ ପଟ୍ଟନାୟକ 😭😭😭 ଆମକୁ ନବୀନ ବାବୁଙ୍କ ପରି ସରକାର ଆଉ ମିଳିବେନି 😭 ଦୟାକରି ସବୁ ଯୋଜନା ପୁଣି ଥରେ ଜାରି ରହିବା ଦରକାର 🙏🏻। Love You Naveen Sir 💚🐚
@subashani
@subashani 2 ай бұрын
Pandine ku kahu na kana amati kari ba.
@monalisajena4924
@monalisajena4924 2 ай бұрын
Absolutely Right kathha kahichanti Bhai...salute Bhai ..mana khusi heigala Aapanka yei msg ti padhiki❤❤
@manoranjandas1438MunnaGelhi
@manoranjandas1438MunnaGelhi 2 ай бұрын
ହଁ ରହିବ ତୁ ସଳା କାମ ନୋ କରି ମଦ ଖାଇକୀ ମାଇକେନିଆକୁ ମାରିବୁ ବୁଡ଼ା ବାପା ମାଁ ଙ୍କୁ ବାଡ଼େବୁ ଆଉ ଗାଁ ରେ ମାରପିଟ କରିବୁ ସଳା ଲାଜ୍ଜ ଲାଗୁନି ମାଗଣିଖିଆ...😃😃ବାଳ ନବୁ....ତୁ
@user-ii9bp6iz7c
@user-ii9bp6iz7c 2 ай бұрын
Thik kohilo
@ranjitsahoo164
@ranjitsahoo164 2 ай бұрын
Sata katha
@user-ee4ry5rg4b
@user-ee4ry5rg4b 2 ай бұрын
ମୋ ଓଡ଼ିଶା ନବୀନ ଓଡ଼ିଶା ❤❤😭😭😭😭😭
@laxmidharanayak9640
@laxmidharanayak9640 2 ай бұрын
ସାଇରାମ। ସତରେ ଆମ ନବୀନଙ୍କ ସହ କେହି ମହାନ ସହୢଦୟବାନ ଦେବ ତୁଲ ନାହିଁ।
@trilochanmajhi3154
@trilochanmajhi3154 2 ай бұрын
ପୁଣି ଆଉଥରେ ତାଙ୍କୁ ମୁଖ୍ୟ ମନ୍ତ୍ରୀ କରାଯାଉ ନବୀନ ପଟ୍ଟନାୟକ ସାର୍ ବହୁତ ଭଲ all' odisha Miss you sir
@krushnadeepsonu3552
@krushnadeepsonu3552 2 ай бұрын
To bou run d 😂😂 ja bedha chhua nabin pua😂
@geetanjaliswain2141
@geetanjaliswain2141 2 ай бұрын
Hn all, odisha miss you sir I love you sir🙏🙏🙏🙏🙏😭😭😭😭😭
@facegameplay2769
@facegameplay2769 2 ай бұрын
ଯଉ ଲକ ମାନେ କହୁଥିଲେ ନବୀନ ମର ପୁଅ ନବୀନ ମର ବାପା ସେମାନେ କେମିତି ଶାନ୍ତିରେ ରହିବେ sir😢
@monalisajena4924
@monalisajena4924 2 ай бұрын
Kou bhi Odisha basi shanti re rahiparibeni...yeita hi satya ..kiye Manu ki na ..manu
@kalingasendha
@kalingasendha 2 ай бұрын
ନବୀନା ଥିଲା ଯେ କଉ ବାଳ ଶାନ୍ତିରେ ଥିଲେ ମାଗିହା ତାମିଲ ଆସି ଓଡ଼ିଶାରେ ଛୋଡ ଦେଖଉଥିଲେ
@factsunloaded4808
@factsunloaded4808 2 ай бұрын
Bas free re khao, no work...aur tax payer paisa re aish kara
@rajibkumar5117
@rajibkumar5117 2 ай бұрын
​@@monalisajena4924sata kahichanti😂😂😂😂😂
@user-pf8it2gg1p
@user-pf8it2gg1p 2 ай бұрын
ନବୀନ ପଟ୍ଟନାୟକ ନେତା ମନ୍ତ୍ରୀ ମାନେ ଗୁଣ୍ଡା ରାଜ କରୁଥିଲେ ଓଡ଼ିଶାରେ ସେତେ ବେଳେ ନବୀନ ପଟ୍ଟନାୟକ କୁ ଦେଖା ଯାଉନଥିଲା କି ନବୀନ ପଟ୍ଟନାୟକ ଭଲ ଏଲା ହାରିଲା
@NarayanVlog
@NarayanVlog 2 ай бұрын
ନବୀନ ବାବୁ ସତରେ ଆପଣ ବହୁତ ମହାନ 😭ମା ଙ୍କ ଆଖିର ଲୁହ ଦେଖି... ଆଖି ଚଳଚଳ ହେଇଗଲା 😭ନବୀନ ପାଇଁ ଓଡି଼ଶା ର ମା ମାନେ ଆଜି କାନ୍ଦୁ ଛନ୍ତି ଝୁରୁଛନ୍ତି ❤🙏
@sushantimahakud6208
@sushantimahakud6208 2 ай бұрын
Please nabina bapa come back 😢😢😢😢😢😢 Miss you please God nei asontu puni
@jaanudidi107
@jaanudidi107 2 ай бұрын
ନବୀନ ପଟ୍ଟନାୟକଙ୍କୁ ଆଉ ଥରେ ମୁଖ୍ୟ ମନ୍ତ୍ରୀ କରିଦିଅନ୍ତୁ 🙏🙏🙏🙏 please 🙏🙏🙏
@Ttyilojg
@Ttyilojg 2 ай бұрын
ନlଈ ଗୋ ଦିଦି Not possible
@Cuty_reena758
@Cuty_reena758 2 ай бұрын
କଲା ପାହାଡ଼ ଚକ୍ରାନ୍ତ ପାଇଁ ଜଣେ ସରଳ ମଣିଷ ବଳି ପଡ଼ି ଗଲେ 😢ଶେଷ ପର୍ଯ୍ୟନ୍ତ ଆମେ ଆପଣ ଙ୍କୁ କେବେ ଭୁଲି ବୁନି ନବୀନ ସାର 😢😢 ଆପଣ ଆମ ଓଡ଼ିଶାବାସୀ ଙ୍କ ହୃଦୟ ରେ ଥିଲେ ଆଉ ରହିବେ ନବୀନ ସାର ଙ୍କ ପାଇଁ ଆପଣଙ୍କ ମତା ମାତା କଣ Comment କର ଆପଣ ଙ୍କ ଭଳି CM ଆଉ କେହି ବି ହେଇ ପରିବେନି ❤❤
@bikashnayak9794
@bikashnayak9794 2 ай бұрын
Apananka bujhiba dharana bhul
@reetap4008
@reetap4008 2 ай бұрын
Really, NABIN PATNAYAK 🙏🙏❤️❤️❤️❤️❤️
@sksahoo10
@sksahoo10 2 ай бұрын
Pandian sir ru kala pahada ବଡ଼ ଅଜବ 😮
@Cuty_reena758
@Cuty_reena758 2 ай бұрын
​@@sksahoo10 ଅଜବ କଣ ମୋ ସେ ପଣ୍ଡିଆନ ପାଇଁ ତୋ ଆଜି ନବୀନ ହାରିଛି
@user-to9vw9sl4r
@user-to9vw9sl4r 2 ай бұрын
Right 👍
@SpramodNahak-yr9cw
@SpramodNahak-yr9cw 2 ай бұрын
He ନବୀନ ବାବୁ ଆମେ ❤ତୁମବିନା ଅଧୁରା
@TUKUOFFICIAL3205
@TUKUOFFICIAL3205 2 ай бұрын
ବହୁତ୍ ବହୁତ୍ ଧନ୍ୟବାଦ୍ ଯାଉ ଲୋକ ମାନେ କି ମାଇକିନା ମାନେ BJD ରେ ଥାଇ କି BJP କୁ VOTE ଦେଇ ଜିତେଇଲ ଏବେ ଭୋଗ ସବୁ ....😢😢 ଏବେ କାନ୍ଦିଲେ କଣ ହେବ.... ହେ ନବୀନ ସାର୍ ଆମେ ତମେ ଫେନ୍.....ଜୟ ନବିନ ଜୟ BJD ଅଛୁ ସାଙ୍ଗ ରେ ଥିବୁ ସବୁଦିନ 💚🐚✊
@parikshitamajhi6160
@parikshitamajhi6160 2 ай бұрын
ସତ କଥା କହୁଛି ଭାଇ ମୁଁ ମଧ୍ୟ ବହୁତ କାନ୍ଦିଛି ମୋର ହ୍ରୁଦୟ ରେ ନବୀନ ପ୍ରଭୁ ଜଗନ୍ନାଥ ତମକୁ ସୁସ୍ଥ ରଖନ୍ତୁ
@debadattamohanty8902
@debadattamohanty8902 2 ай бұрын
ପ୍ରକୃତ ରେ ରାଜ୍ୟର ସମସ୍ତ ଲୋକ ନବୀନ ପଟ୍ଟନାୟକଙ୍କ ପାଇ କାନ୍ଦୁଥିବାର ଦୃଶ୍ଯମାନ ହେଉ ଛି
@monalisajena4924
@monalisajena4924 2 ай бұрын
Yebe upalabdhi karuchanti...we all miss you Naveen sir ❤❤
@jyosnarout
@jyosnarout 2 ай бұрын
Right
@omm6324
@omm6324 2 ай бұрын
😂😂😂
@srikantabarik8545
@srikantabarik8545 2 ай бұрын
ଏଇଟା ଟେଲର ଆଗକୁ ସିନେମା ବାକି ଅଛି
@monalisajena4924
@monalisajena4924 2 ай бұрын
Pura right kathha kahichanti Bhai...kintu dukha bahut laguchi ..satare. We all miss you Naveen sir
@user-dv3fs3sx7s
@user-dv3fs3sx7s 2 ай бұрын
Jay jagannath 😢
@kalingasendha
@kalingasendha 2 ай бұрын
କିଛି ଅସୁବିଧା ହବନି ନବୀନ କଣ୍ଟା ଛୋଡୁଥିଲା ଯେ ରେପ୍ ମର୍ଡର
@kanhumalik2485
@kanhumalik2485 2 ай бұрын
ସମସ୍ତେ ଥାଇଁକି ମଧ୍ୟ କିଏ ମାରିଗଲାପରି ଲାଗୁଚି ନବୀନ ବିନା ଏ କାହାଣୀ ଅଧା 2029 ପୁଣି ଦେଖା ହେବେ ଆମ ପରିବାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାକ
@ankieR155
@ankieR155 2 ай бұрын
May God bless him with good health and long life
@omm6324
@omm6324 2 ай бұрын
Au habani
@mahapatrajyoti3908
@mahapatrajyoti3908 2 ай бұрын
ଆଜି ଯାଏଁ ସତରେ ଲୁହ ସୁଖୁନି Miss you Sir Love you ❤
@godabarimangaraj5027
@godabarimangaraj5027 2 ай бұрын
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏🙏🙏🙏🙏
@RinuGarnayak
@RinuGarnayak 2 ай бұрын
ନବୀନ ପପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟ ମନ୍ତ୍ରୀ କରିଦିଅନ୍ତୁ😭😭🙏🙏
@manoranjandas1438MunnaGelhi
@manoranjandas1438MunnaGelhi 2 ай бұрын
କାହିଁ ତୁ ସଳା ମଦ ପିଇବୁ ନା ମାଗଣାରେ
@ankit8059
@ankit8059 2 ай бұрын
​@@manoranjandas1438MunnaGelhito maa ku ______*
@sumantadash2345
@sumantadash2345 2 ай бұрын
Great Nabini sir❤
@user-ww7zf1yn8h
@user-ww7zf1yn8h 2 ай бұрын
ନବୀନ ସାର୍ ଆପଣଙ୍କ ପାଦତଳେ 🙏🙏🙏🙏 କୋଟି ପ୍ରଣାମ 😭😭😭😭
@MaheshHantal-qh2nk
@MaheshHantal-qh2nk 2 ай бұрын
I love you Naveen Patnaik sir
@sagarika_art
@sagarika_art 2 ай бұрын
ଏବେ ଯେମିତି ଲୋକ ଦୁଃଖ ପ୍ରକାଶ କରୁଛନ୍ତି ଭୋଟ ଦେବା ବେଳେ ଯଦି ଏ କଥା ଭାବି ଥାନ୍ତେ ତାହାଲେ ଭଲ ହେଇଥାନ୍ତା
@mousumijayasingh9320
@mousumijayasingh9320 2 ай бұрын
Bilkul thik...sete bele Modi kimia karithila.Ebe kandiki Kan labha..
@monalisajena4924
@monalisajena4924 2 ай бұрын
Yeita ta satya. ..kintu kichhi ta ghopala heichi....kada tadanta karajau ..yeita sabu Odisha basi kahuchanti aau kanduchanti....
@ajubehera5810
@ajubehera5810 2 ай бұрын
Right
@Rimatrl78
@Rimatrl78 2 ай бұрын
Jetiki loke kanduchandi semane vote deichanti hele kichhi Loka bjp katha re bhasigale
@diptimayeedailylifevlog
@diptimayeedailylifevlog 2 ай бұрын
କିଛି ନୁହେଁ ସବୁ କିଛି ghopla ହେଇଛି ନିର୍ବାଚନ ଫଳାଫଳ କୁ ଭଲ କି study କର ଜାଣିପାରିବ ପୁରା evm ghopla ହେଇଛି
@manoranjanmullick3487
@manoranjanmullick3487 2 ай бұрын
💚🐚💚ସତରେ ଏ ମା ମାନଙ୍କ ର ଲୁହ ପ୍ରମାଣ କରିଦଉଚି କି ନବୀନ କୁ ଓଡିଶା ବାସି ଠକିଦେଲେ, ହେ ମହାପ୍ରଭୁ 🙏ହେ ଜଗତର ନାଥ ଜଗନ୍ନାଥ ଓଡିଶା ବାସି ଙ୍କ ପ୍ରତି ଅବିଚାର କାଇଁ କରିଲେ 🙏ଏ ମାଆର ଲୁହ ନିହାତି ଆପଣଙ୍କ ଉପରେ ପଡିବ ପ୍ରଭୁ
@monalisajena4924
@monalisajena4924 2 ай бұрын
Odisha basi kanduchanti aaji...yeita kana bujhiaasuni ...mausi sadabela paie dharmaraj jay heba .khali aashirwad karantu...puni aama Naveen sir aama pakhaku pheriaasibey
@monalisajena4924
@monalisajena4924 2 ай бұрын
We all love Naveen sir❤❤❤
@omm6324
@omm6324 2 ай бұрын
Nabeen mahaprabhu nku rastare bhika magile
@adityamusicproduction8445
@adityamusicproduction8445 2 ай бұрын
ପୃଥିବୀରେ ମିଳିବନି ନବୀନ ପଟ୍ଟନାୟକ ଙ୍କ ପରି ଜଣେ
@monalishapradhan4182
@monalishapradhan4182 2 ай бұрын
Pruthi bire nuh Chandra prutha ru asichhi
@ODISHABHAI-eq8jq
@ODISHABHAI-eq8jq 2 ай бұрын
ଜୟ ନବୀନ 🙏🏻🙏🏻🙏🏻🙏🏻🙏🏻
@Infoprenueur-ug2wz
@Infoprenueur-ug2wz 2 ай бұрын
ନବୀନ ବାବୁ ଭଲରେ ଥାନ୍ତୁ 🥲🥲🥲🥲🙏🙏🙏🙏🙏
@rajkumarsethi5893
@rajkumarsethi5893 2 ай бұрын
Au thara vote heu.nabini sir karantu.❤❤❤
@ankieR155
@ankieR155 2 ай бұрын
Kash emti hei paranta but not possible.
@debadattamohanty8902
@debadattamohanty8902 2 ай бұрын
ଯେଉ ଗରିବ ଲୋକଙ୍କ ଛୁଆ କଲେଜ ରେ ପାଠ ପଢୁଥିଲେ ସେମାନେ ନିଶ୍ଚିନ୍ତ ଥିଲେ ଯେ ଆମ ଝିଅର 14000 ହଜାର ଟଙ୍କା ରେ ନାମ ଲେଖା ଓ ବହି ପତ୍ର ହୋଇପାରିବ ଆଉ କାହା ପାଖ ରୂ ଉଧାର ଆଣିବିକୁ ପଡିବ ନାହିଁ ସେଥିପାଇ ମଧ୍ଯ ଦୁଃଖିତ ଅଛନ୍ତି
@satyabanjani9850
@satyabanjani9850 2 ай бұрын
I love ନବୀନ ପଟ୍ଟନାୟକ
@meerapattnaik2634
@meerapattnaik2634 2 ай бұрын
You are great nabinpattaniak
@suryamanibehera6226
@suryamanibehera6226 2 ай бұрын
ନବିନ ବାବୁ 🙏🙏🙏♥️♥️♥️
@user-di8zb3rz8k
@user-di8zb3rz8k 2 ай бұрын
ବାସ୍ତବରେ ସାରା ଓଡିଶାବାସୀଙ୍କ ହୁଦୟକୁ ବହୁତ କଷ୍ଟ ହେଉଛି ନବିନ୍ ବାବୁଙ୍କ, ପଦବି ଚାଲିଯିବା ପରେ,। ଦୁରନିତି ଚେର ଗୁଡାକୁ କାଟୁ କାଟୁ ଅସାବଧାନ ବସତ,ମୁଳ ପଡିଗଲା, କିଏ ବା କଣ କରିବ,। ମଣିଷ ସମୟର ଦାସ,। ଆମ ଇଛା ରେ ସସାଂର ଚାଲିପାରିବ ନାହିଁ,। ସବୁ ପରେମେଶ୍ଵରକଂ ଇଛା,। ଭଗବାନଙ୍କ ଇଛାକୁ ସନମାନ ଦେବା ଉଚିତ, । ନବିନବାବୁ ଆମ ହୁଦୟରେ ସବୁବେଳେ ସେମିତି ରହିଛନ୍ତି, ରହିଥିବେ,।
@kushabehera7169
@kushabehera7169 2 ай бұрын
ସତରେ, ଯେମିିକି ଲାଗୁଚି ସକାଳ ପାଇଲେ ରାମ ରାଜା ହୋଇଥାନ୍ତେ କିନ୍ତୁ ସଙ୍କୁନି ପାଣ୍ଡୁ ପାଇ ଆଜି ଆମ ନବୀନ ରାଜା, ରାଜ୍ୟ ଛାଡି ,ନିଜର ସିଂହାସନ ଛାଡି, ରାଜ୍ୟ ବାସୀଙ୍କୁ ଛାଡି,ଦୁଃଖ ଭରା ବିଦାୟ ନେଉଛନ୍ତି,ଥରେ ତାଙ୍କର ନିରୀହ ମୁଁହକୁ କେହି ଭାବି ବୁଝି ପାରିଲେନାଇ,ଏବେ ଯେତେ ଚାହିଁ ଲେବି, ଆମେ ଆଉ ତାଙ୍କୁ ପାଇ ପାରିବନି,କି ଭୁଲି ବି ପରିବା ନାଇ,ସବୁ ବଦଳି ଗଲା,I really miss Naveen Raja,
@ballavcharanpradhan3532
@ballavcharanpradhan3532 2 ай бұрын
ହେ ନବିନ୍୍ ବାବୁ ତୁମେ ଚିରସ୍ମରଣୀୟ🙏🙏🙏👋
@suraimurmu7355
@suraimurmu7355 2 ай бұрын
Nabin patnayek goribo pain buhut kichi korichonti I miss him Love u sir
@lipianshuvlogs
@lipianshuvlogs 2 ай бұрын
ପଣ୍ଡିଆଁ ଲାଗି ହାରିଲେ କିନ୍ତୁ ନବୀନ ବାବୁ ଭଲ ଲୋକ ସେଇ ମୋଦି ସରକାର ଦିନ ଥିଲା ଘୋଷଣା କରିଥିଲା ସବୁ ରାଜ୍ୟ ଅପେକ୍ଷା ଓଡ଼ିଶା ରାଜ୍ୟ 1 number development କରିଛି,ନବୀନ ସରକାର ଙ୍କୁ ସେଥିପାଇଁ ପୁରସ୍କୃତ କରାଯାଇଥିଲା,ଆଜି ଭୋଟ ପାଇବା ପାଇଁ ଲୋଭ ରେ ବିଭିନ୍ନ ପ୍ରକାର କଥା କହୁଛନ୍ତି ତାଙ୍କ ବିରୋଧରେ🙏
@purnapradhan9553
@purnapradhan9553 2 ай бұрын
❤ ବାସ୍ତବରେ ଉପକୃତ ହୋଇଥିବା ଜନସାଧାରଣ ନବୀନ ବାବୁଙ୍କୁ ଝୁ୍ରୁଛନ୍ତି❤ ଗରିବଙ୍କ ର ସାହାରା ବର୍ତ୍ତମାନ ଆଉ ସାହାରା ଦେବା ପାଇଁ ଶାସନ ରେ ନାହାନ୍ତି ❤ଜୟ ନବୀନ ବାବୁ❤ ଜୟ ଜଗନ୍ନାଥ ❤
@maheswarkumar4907
@maheswarkumar4907 2 ай бұрын
Great 👍 Nabinpatanayak❤❤❤❤🎉🎉
@suchismitasamal3375
@suchismitasamal3375 2 ай бұрын
Aama nabin sir nka pari kehinahanti
@Jhili.-3biki.3-.
@Jhili.-3biki.3-. 2 ай бұрын
ପୁଣି ନବୀନ ପଟ୍ଟନାୟକ ଙ୍କୁ ଆଣନ୍ତୁ.... କାନ୍ଦ ଲାଗୁଛି... ହେ ଓଡ଼ିଶା ବାସୀ ମରିଯିବ ରେ ସବୁ ଏତେ ଅନ୍ଧ ହୁଅନି ... ଅନଶନ କରିବା ଚାଲ ସମସ୍ତେ ଏକାଠି ହୁଅ 🙏🙏🙏🙏🙏🙏🙏
@jayantid7855
@jayantid7855 2 ай бұрын
ଆଜି ଏଇ ବୁଢି ମାଉସୀ ମାନେ ନବିନ ବାବୁଙ୍କ ପାଇଁ ଆଖିରୁ ଲୁହ ଗଡୋଉଛନ୍ତି କିଛି ଦିନ ଆଗରୁ ଏମିତି କିଛି ବୁଢି ମାଉସୀ ମାନେ ନବୀନ ବାବୁ ଙ୍କୁ ଗାଳି ଦେଉଥିଲେ ମୁଁ ଏଇ ମୋବାଇଲ ରେ ଦେଖିଚି ଆଉ ଆଜି ଏତେ ଦୁଃଖ କାଇଁ
@keshabameher1708
@keshabameher1708 2 ай бұрын
World cm nabin pattanaik
@bikashmoharna783
@bikashmoharna783 2 ай бұрын
Garibo nko Batsaha thile amo Naveen sir😢. Next term re jarur strongly come back kribe Amo Hero Naveen sir ❤. We always love U Naveen sir
@jhasaketan9846
@jhasaketan9846 2 ай бұрын
Nabin nathiba
@bikashmoharna783
@bikashmoharna783 2 ай бұрын
@@jhasaketan9846' Nabin nathibo ' Nabin kn tumo sano bhai. Respect ago deisikho ago Mr. And mrutyu ra guarantee nathae Naveen sir nko agaru tumo jibana or mo jibana bi chalijaithaipare. So kotha ago kahi sikho thn comment reply karibaku aso
@reetap4008
@reetap4008 2 ай бұрын
ଲକ୍ଷ୍ମୀ ଛଡ଼ା ହୋଇଗଲା ଓଡ଼ିଶା 😡😡
@monalishapradhan4182
@monalishapradhan4182 2 ай бұрын
Ha Nabini ra chamacha Gunda mannka gharu laxi chhadi gale😂😂
@omm6324
@omm6324 2 ай бұрын
Laxmi kn nabeen pattnaik 😂
@poojasunayana6599
@poojasunayana6599 2 ай бұрын
A man who believes in work and always speaks less and never say anything bad about any political party. Such a gem you are.Will miss you always.
@sumitlakra673
@sumitlakra673 2 ай бұрын
I agree...
@KaluSahu-zt8gn
@KaluSahu-zt8gn 2 ай бұрын
Jay Jagannath jay nabin sir❤❤❤
@pujajena7942
@pujajena7942 2 ай бұрын
East or west nabin sir is best. Miss you so much sir.
@meenapal1164
@meenapal1164 2 ай бұрын
ହାରାମି ମାନେ କାନ୍ଦୁଛ ସବୁ ମରିବ, ନବୀନ harini ଓଡ଼ିଶା ବାସୀ ପରାଜିତ ହୋଇଛନ୍ତି,,
@nabinchandraSingh-fu8pt
@nabinchandraSingh-fu8pt 2 ай бұрын
ଯାହା ବି ହେଉ କିନ୍ତୁ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ ଓଡିଶାର ମୁଖ୍ୟ ମନ୍ତ୍ରୀ କରନ୍ତୁ 🙏🙏🙏🙏
@rajeevkhura
@rajeevkhura 2 ай бұрын
BJP ନୁହଁ ଆତଙ୍କବାଦୀ ସରକାର, ନବୀନବାବୁ କ'ଣ କରି ନାହାନ୍ତି ଓଡ଼ିଶା ପାଇଁ।ସେଇଥିପାଇଁ ତୋ ସେ ଭାରତର ନଂ୧ ମୂଖ୍ୟ ମନ୍ତ୍ରୀ।ଏବେ ଭଗୀବ।
@monalishapradhan4182
@monalishapradhan4182 2 ай бұрын
Tu Pakistan ku jaunu BJP Kan janibu
@ankit8059
@ankit8059 2 ай бұрын
​@@monalishapradhan4182to maa ku ____*
@DharitreeNayak-yo1ln
@DharitreeNayak-yo1ln 2 ай бұрын
ବହୁତ କଷ୍ଟ ହେଉଛି 😢😢
@talk2jayantibag85
@talk2jayantibag85 2 ай бұрын
Naveen Pattnaik is best cm we miss u
@kanhumalik2485
@kanhumalik2485 2 ай бұрын
ଯେତେ କହିଲେ କଣ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା
@akashnayak554
@akashnayak554 2 ай бұрын
ନବୀନ ପଟ୍ଟନାୟକଙ୍କୁଆଉ ଥରେ ମୁଖ୍ୟ ମ ନ୍ତ୍ରୀ ପ୍ରଭୁ ଜଗନ୍ନାଥ କରି ଦିଅନ୍ତୁ
@gentleboypapu4607
@gentleboypapu4607 2 ай бұрын
Nabin sir odisha basinka pani kete kn kari thile hele odisha basi kn kale semane ebe 5 years jae nama nebe nua sarkarnka pani miss u nabin sir
@chandanbagodai6299
@chandanbagodai6299 2 ай бұрын
Ebe au kichi milibani.... Samaste Naveen bhalia nuhanti.. 👍👍👍👍
@monalisajena4924
@monalisajena4924 2 ай бұрын
Pura right kathha kahichanti Bhai...kintu hrudayaru bahut kasta heuchi..we all miss you Naveen sir ❤❤
@steminarani5803
@steminarani5803 2 ай бұрын
ନବୀନ ପଟ୍ଟନାୟକ ଜିଦା ବାଦ୍ ଆମର ହିର ଓଡ଼ିଆ ଶାର ଗ ଉରବ ଆମ ନବୀନ ପଟ୍ଟନାୟକ ଜିଦା ବାଦ୍ ବହୁତ ଭଲ ❤❤❤🎉🎉😢😢😢😢😢😢😢😢😢😢😢😢😢😢😢
@souvaginigarnaik3715
@souvaginigarnaik3715 2 ай бұрын
Jay nabin CM
@bishnuprasadnaik1677
@bishnuprasadnaik1677 2 ай бұрын
Miss you sir NABIN JI
@adhirswain657
@adhirswain657 2 ай бұрын
You are great Naveen
@saritabehara1334
@saritabehara1334 2 ай бұрын
ନବୀନ ବାବୁ ଜଣେ ସଚ୍ଚୋଟ ଲୋକ, ମୋଦୀଙ୍କ ସମସ୍ତ କାର୍ଯ୍ୟକୁ ସିଏ ଆଗେଇ ନେଉ ଥିଲେ । ଓଡ଼ିଶାକୁ ଖୁବ୍ ସୁନ୍ଦର ଇବଂ ସ୍ୱଚ୍ଛ କରି ସମସ୍ତଙ୍କର ପ୍ରିୟ ହୋଇ ପାରିଥିଲେ। BJP ଅସିଲେ ଓଡ଼ିଶା ଆହୁରି ଉନ୍ନତି ଓ ପ୍ରଗତି କରିବ । ଜୟ ସୀୟା ରାମ 🙏💪🚩🚩🚩🇮🇳
@kanhaguru7901
@kanhaguru7901 2 ай бұрын
Naveen Patnaik ♥️♥️♥️♥️♥️♥️♥️
@gulamrajagus475
@gulamrajagus475 2 ай бұрын
Kohinoor ku hajeidela odisha khojile au milibani miss u sir 😂😂😂
@makarugadtya1721
@makarugadtya1721 2 ай бұрын
Miss u nabin sir
@sudhakarnaik547
@sudhakarnaik547 2 ай бұрын
Miss u Naveen Patnaik sir 😢😢😢😢
@ranjankumarnayak1211
@ranjankumarnayak1211 2 ай бұрын
ଓଡ଼ିଆ ଭାଷାର ଗର୍ବ ଓ ଗୌରବ ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବlଦ ❤ । ଆଉ ଯିଏ ଆସିବ ,ବ୍ରହ୍ମାଣ୍ଡ ଗିଳା ।ଓଡିଶା କୁ ତାମିଲ କୁ କାହିଁକି ଦେବେ,ଗୁଜୁରାଟୀ ଙ୍କ ଗୋଲାମ ହୋଇ ରହିଗଲେ ।ତାମିଲ ବାବୁଙ୍କ ଯୋଗୁଁ ଏ ଟାଉଟର ମାନେ କିଛି ମାରି ଖାଇ ପାରିଲେ ନାହିଁ ।ସେଥିପାଇଁ ପlଣ୍ଡିଆନ ଆଜି ଦୋଷୀ ।ନବୀନ ଓ ପlଣ୍ଡିଆନ ଓଡ଼ିଶା କୁ ଟାଉଟର ମନ୍ତ୍ରୀ, ନେତା ଙ୍କ ପାଖରୁ ବଞ୍ଚାଇବାକୁ ଯାଇ ଆଜି ଦୋଷୀ ।ମୁଣ୍ଡ ରେ ପୁରାଅ ଗୁଜୁରାଟୀ କ୍ରୀତଦାସ ମାନେ 😢
@rashmirekhasaranghi2940
@rashmirekhasaranghi2940 2 ай бұрын
Long live Nabin Sir ji 🙏
@suranjanpradhan1971
@suranjanpradhan1971 2 ай бұрын
ନବୀନ ବାବୁଙ୍କୁ ଆମର ଜୀବନ...….
@tankubehera4979
@tankubehera4979 2 ай бұрын
Nabina sarkar phunithare odisha ❤❤❤❤❤
@hindisilverscreen1
@hindisilverscreen1 2 ай бұрын
ପିଲାଦିନୁ ନବୀନ କୁ ଦେଖୁଛି ସେଥିଲାଗି ନବୀନ ଦରକାର , ନବୀନ ୨୪ ବର୍ଷ ହେଲା ଶାସନ କରୁଛନ୍ତି ସେଥିଲାଗି ମୋତେ ନବୀନ ଦରକାର, ନବୀନ ମୋତେ ଭଲ ଲାଗେ ସେଥି ଲାଗି ନବୀନ ଦରକାର । ଆମ ଓଡ଼ିଆ ଲୋକଙ୍କ ଏଇ କି ମାନସିକତା । ଭୋଟ ଦେବେ ନବୀନ କୁ କିନ୍ତୁ ଦାଦନ ଖଟି ବାକୁ ଯିବେ ବାହାର ରାଜ୍ୟ । ୨୪ ବର୍ଷରେ କେବେ ପ୍ରଶ୍ନ କଲେ ନାହିଁ ଓଡ଼ିଶା ରୁ ଦାଦନ ସମସ୍ୟା କାହିଁ କମୁନି । ଆମ ଲୋକମାନେ ମାନେ ରଖିବା ଉଚିତ୍ ରାଜ୍ୟର ସ୍ବାର୍ଥ ସର୍ବୋପରି । ରଜ୍ୟଠୁ ବଡ଼ କୋଉ ବ୍ୟକ୍ତି କି କୋଉ ରାଜନୈତିକ ଦଳ ବଡ଼ ହୋଇପାରିବେ ନାହିଁ।
@sabitamajhi5361
@sabitamajhi5361 2 ай бұрын
Miss u sir🙏🙏
@user-ko8ip9cu9l
@user-ko8ip9cu9l 2 ай бұрын
Miss you ନବୀନ sir 😭😭😭
@user-xb2ct4vb8o
@user-xb2ct4vb8o 2 ай бұрын
ଧିକ ତୁମ ଚ୍ୟାନେଲ କେହି ନୁହେଁ କେବଳ ଓଡିଶାକୁ ଲୁଟିଥିବା ତୁମ ବିଧାୟକ ଆଉ କୁଜିନେତା କାନ୍ଦୁଛନ୍ତି ଆଗକୁ ଜେଲରେ କାନ୍ଦିବେ ନବୀନ ଭଲଲୋକ ଭଦ୍ରଲୋକ
@bhubanabadatya7245
@bhubanabadatya7245 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶାର ରାଜା ଥିଲେ🙏🙏🙏🙏🙏🙏
@odiadesiblog9565
@odiadesiblog9565 2 ай бұрын
ସବୁ ଦୋଷ କୁଜି ନେତା ଓ କର୍ମୀ ମାନଙ୍କର
@AmarBehera-cu7um
@AmarBehera-cu7um 2 ай бұрын
I love you too Naveen babu
@user-cu7id5si3p
@user-cu7id5si3p 2 ай бұрын
❤️❤️❤️❤️Navin
@Bijaya8853
@Bijaya8853 2 ай бұрын
ବିଜେପି ସରକାର ଆମର ଦରକାର୍ ନବୀନ ବି ଦରକାର୍😔😥🙏🏻
@rosalinsahoo5149
@rosalinsahoo5149 2 ай бұрын
Miss u sir🙏🙏🙏🙏
@purnimapradhan3581
@purnimapradhan3581 2 ай бұрын
Miss u Naveen sir😢 please come back kanhiki ke jani mana bujhuni ..au kahaku ame C.M bhabe dekhi paribuni ... please 🥺
@sumitrasahoo9195
@sumitrasahoo9195 2 ай бұрын
ଆମ ପାଇଁ ବଡ଼ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର୍ dil se God Bless You ✝️♥️🙏
@tankubehera4979
@tankubehera4979 2 ай бұрын
Apana Mane khusi ta❤❤❤❤❤
@amarmajhi1958
@amarmajhi1958 2 ай бұрын
Jya Jagannath
@T.K1997
@T.K1997 2 ай бұрын
Miss u nabin sir 😭
@soubhagyakumarpradhan4989
@soubhagyakumarpradhan4989 2 ай бұрын
ମୋର ହୃଦୟ କାନ୍ଦୁଛି
@steminarani5803
@steminarani5803 2 ай бұрын
ସିଏକିଦେଉ ନଦେଉସେଆମର ସବୁ କିଛି ସରିଗଲା ଓଡ଼ିଆ ଶାର ଓଡ଼ିଆ ଶା ବାଶି ଝୁରୁଛି ଆମ ନବୀନ ପଟ୍ଟନାୟକ ଭଲ ଆମର ହିର ❤❤❤❤🎉🎉😭😭😭😭😭😭😭😭😭🙏🏽🙏🏽🙏🏽🙏🏽
@SinuDasOdiaVlogs
@SinuDasOdiaVlogs 2 ай бұрын
I miss you nabin sir 😢😢😢😢
@rashmirekhasaranghi2940
@rashmirekhasaranghi2940 2 ай бұрын
Great Nabin Sir ji 🙏🏻
@gagankumar764
@gagankumar764 2 ай бұрын
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ହାରି ଦିନୁ ମୁଁ 4ଦିନ ହେଲା କମ୍ପାନୀ କୁ ଯାଉନାହିଁ କାମ କରିବା ପାଇଁ I miss you ନବୀନ ପଟ୍ଟନାୟକ ଙ୍କୁ 😂😂😂😂😂😂
@user-bn5be2xl2b
@user-bn5be2xl2b 2 ай бұрын
Nabin patnaik is the best chief minister bhari dukha laguchhi nabinnka pain ireally miss you nabin bhai
@maheswarbarik9313
@maheswarbarik9313 2 ай бұрын
Jai naveen
@jogendrabehera6553
@jogendrabehera6553 2 ай бұрын
Great Nabini sir 🙏🙏🙏🙏😭😭😭
@khulananahak1618
@khulananahak1618 2 ай бұрын
I miss you nabin sir ❤
@RupeshChirgun
@RupeshChirgun 2 ай бұрын
ମା ସତ ତ
Matching Picture Challenge with Alfredo Larin's family! 👍
00:37
BigSchool
Рет қаралды 48 МЛН
Just Give me my Money!
00:18
GL Show Russian
Рет қаралды 585 М.
هذه الحلوى قد تقتلني 😱🍬
00:22
Cool Tool SHORTS Arabic
Рет қаралды 57 МЛН
Headlines @9PM | 29th August 2024 | Nandighosha TV
2:21
Nandighosha TV
Рет қаралды 1,8 М.
Matching Picture Challenge with Alfredo Larin's family! 👍
00:37
BigSchool
Рет қаралды 48 МЛН