ନବୀନଙ୍କ କଥା ଧୂଳିସାତ କଲା ପାଣ୍ଡିଆନଙ୍କ ନିଶା ? || Naveen Patnaik || BJD's 28th Foundation Day || OR

  Рет қаралды 3,662

Odisha Reporter

Odisha Reporter

Күн бұрын

Пікірлер: 15
@SureshPusti
@SureshPusti 19 сағат бұрын
ପାଣ୍ଡିୟାନ୍ ପ୍ରେମପାଇଁ ନବିନ୍ ବାବୁ ଆଗକୁଆହୂରି ହିନସ୍ତା ହେବେ ,
@golimarff4401
@golimarff4401 19 сағат бұрын
Pandiyan good person
@kishorchsrichandan307
@kishorchsrichandan307 19 сағат бұрын
ଲୋକ ଚଡ଼ିଖୋଲ୍ ବଡ଼ିପଡ଼ା ମୁଖ୍ୟମନ୍ତ୍ରୀ ଭାବେ ମନେ ରଖିବେ ।
@NakulNayak-v6x
@NakulNayak-v6x 19 сағат бұрын
ପାଣ୍ଡିଆନ sirଙ୍କୁ ଆମେ ଭୁଲ ବୁଝିଥିଲୁ ବୋଲି ଆଳୁ 60ଟଙ୍କାରେ କିଣିବାକୁ ପଡୁଛି i am sorry sir 🙏🙏🙏🙏
@sudhakarsahu333
@sudhakarsahu333 17 сағат бұрын
Dhamendra Pradhan most powerful political Leader in Odisha .
@kamalakantadas6050
@kamalakantadas6050 16 сағат бұрын
Suspense over successor 😊😊😂
@hatakishoresahoo1984
@hatakishoresahoo1984 18 сағат бұрын
Pandiyan best man 👍
@soubhagyasahoo3218
@soubhagyasahoo3218 19 сағат бұрын
Janata janichanti pandu ku karibu
@BiduutaravaSahoo
@BiduutaravaSahoo 19 сағат бұрын
Boycutt Pandiyan
@sudhakarsahu333
@sudhakarsahu333 17 сағат бұрын
Ebe bi pandu prema !
@Odia798
@Odia798 18 сағат бұрын
ଧର୍ମେନ୍ଦ୍ର କଣ କହିବ ସେ ବା ଆଜି ଇଲେକ୍ସନ ହେଲେ ତା ନିଜ seat ବଞ୍ଚାଇ ପାରିବନି (guaranteed ) , କାହିଁକିନା ୩୦୦ ୟୁନିଟ ମାଗଣା ବିଜୁଳି କଥା ଇଲେକ୍ସନ ସମୟ ରେ ସେହିଁ କହିଥିଲା, ହେଲେ ଇଲେକ୍ସନ ଜିତିବା ପରେ ସବୁ ଫୁର କରିଦେଲା ଆଉ ଲୋକଙ୍କୁ ଭଣ୍ଡେଇ ଇଲେକ୍ସନ ଜିତିଲା ବୋଲି ସମସ୍ତେ କହିଲେ .. ସେଠି ପାଇଁ ସେ ଚାରିଆଡେ ଓଡ଼ିଶାର ଟାଣୁଆ ଟାଉଟର ନାମ ରେ ପରିଚିତ ...ଏତେ ଦିନ ଧରି କେନ୍ଦ୍ର ମନ୍ତ୍ରୀ ରହିଲା ଓଡିଶା ପାଇଁ କିଛି ଆଖି ଦୃଶିଆ କାମ କରିଛି ସିଏ ?? ସିଏ ଏବେ ଯଦି ସରପଞ୍ଚ ଇଲେକ୍ସନ ରେ ବି ଛିଡା ହେବ ଅମାନତ ହାରିବ...ବାକି ରହିଲା ବିଜେପି କଥା ଇଲେକ୍ସନ ସମୟ ରେ ସମସ୍ତେ BJP କୁ ଯାହା ଭାବି ଭୋଟ କରିଥିଲେ BJP ସେଥିରେ ଗୋଟେ କିଛି ରେ ବି ଆଜି ଯାଏ କରିପାରିନି..ଲୋକେ ଛ ମାସ ରେ ତ୍ରାହି ତ୍ରାହି କଲେଣି .. ମୁ ନିଜେ 2024 ଇଲେକ୍ସନ ରେ ବିଜେପି କୁ ଭୋଟ ଦେବାକୁ ମୋର friend circle ରେ ସମସ୍ତୁକୁ କହିଥିଲି ହେଲେ ଏବେ ତାଙ୍କ କାର୍ଯ୍ୟ କଳାପ ଦେଖି ବୁଝି ଯାଇଛି ସେଇଟା ମସ୍ତ ବଡ ଭୁଲ ଥିଲା .. ... BJP ଏମିତି ଜଣକୁ ଚିଫ ମିନିଷ୍ଟ୍ର କଲା ସିଏ ଗୋଟେ village କୁ ସମ୍ଭାଳି ପାରିବନି .. ଅପରାଜିତା ସରଙ୍ଗୀ ଭଳିଆ ଯୋଗ୍ୟ ଲୋକକୁ କଣ ଠେସା କରି ରଖିଛି ସେ ଦଳ .. ସିଏ CM ହେଇଥିଲେ ଓଡିଶା ଯାକ ଲୋକ ଖୁସି ହେଇଥାନ୍ତେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀ ତାହା କରିବାକୁ ଦେଲାନି ..... ଓଡ଼ିଆ ଅସ୍ମିତା ନାରା ଦେଇ ଆସିଛି power କୁ ଆସିଛି ବିଜେପି , ହେଲେ ଦେଖିବ ଯାଅ, ସେଇ ବିଜେପି ର କେତେ ଟା ନେତାଙ୍କ ପୁଅ ଝିଅ ବା ତାଙ୍କ relatives ର ପୁଅ ଝିଅ ଓଡ଼ିଆ medium ସ୍କୁଲ ରେ ପଢ଼ିଛନ୍ତି?? ଦେଖିବ ୯୯% ଇଂଲିଶ medium ରେ ପଢ଼ିଛନ୍ତି ବା ପଢୁଛନ୍ତି , କେତେ ଟା BJP ନେତା ଙ୍କ ଘରେ ଓଡ଼ିଆ କବି ବା ଲେଖଙ୍କ ବହି ବା ସେମାଙ୍କ photo ଦେଖିବାକୁ ପାଇବ?? ଛବିଳ ବର୍ଣ୍ଣବୋଧ ୧୦ ଟଙ୍କା ରେ କିଣି ଆଗ BJP ନେତାଙ୍କୁ ଦିଆ ଯାଉ କେନ୍ଦ୍ର ଟଙ୍କା ରେ ସେଥିରୁ ଆଗ ବେଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ଆଉ ମୋହନ କୁ ଦିଆଯାଉ ଦେଲେ ଓଡ଼ିଆ ଅସ୍ମିତା ଆପେ ଠିକ ହେଇଯିବ... ବିଜେପି ମିଛୁଆ ଦଳ ଭାବ ରେ ଓଡ଼ିଶାରେ ଏବେ ସୁନାମ ଅର୍ଜନ କରି ସାରିଛି ଏଣୁ ୟୁଥ ଠୁ ବୁଢା ଯାଏ ସମସ୍ତଙ୍କ ନେକ୍ସଟ ଟାର୍ଗେଟ BJP ମୁକ୍ତ ଓଡିଶା
@Odia798
@Odia798 17 сағат бұрын

Мен атып көрмегенмін ! | Qalam | 5 серия
25:41
Арыстанның айқасы, Тәуіржанның шайқасы!
25:51
QosLike / ҚосЛайк / Косылайық
Рет қаралды 700 М.