KZ
bin
Негізгі бет
Қазірдің өзінде танымал
Тікелей эфир
Ұнаған бейнелер
Қайтадан қараңыз
Жазылымдар
Кіру
Тіркелу
Ең жақсы KZbin
Фильм және анимация
Автокөліктер мен көлік құралдары
Музыка
Үй жануарлары мен аңдар
Спорт
Ойындар
Комедия
Ойын-сауық
Тәжірибелік нұсқаулар және стиль
Ғылым және технология
ଖର୍ଚ୍ଚ କଲେ ପ୍ରବଳ ଗୋଲ ହୋଇଗଲା ଫଳ-ଏବେ ସଁ ସଁ | Naba Das' Daughter Dipali Das | Jharsuguda Politics | OR
5:56
ବିଜେଡିର ରୁଦ୍ଧଦ୍ବାର ବୈଠକ | Odisha Reporter
5:12
ҚАДІР ТҮНІ БЕЛГІЛЕРІ | Нұрлан имам | #қадіртүні
38:33
Непосредственно Каха: сумка
0:53
Wednesday Shot by country - Ohio in real life #trending #funny #wednesday
0:23
Wednesday VS Enid: Who is The Best Mommy? #shorts
0:14
ନବୀନଙ୍କ ପରେ କିଏ? | Odisha Reporter
Рет қаралды 182,198
Facebook
Twitter
Жүктеу
1
Жазылу 2,6 МЛН
Odisha Reporter
Күн бұрын
Пікірлер: 201
@babulasabar9098
2 жыл бұрын
ପ୍ରଥମେ ଆମ ଶିକ୍ଷା ମନ୍ତ୍ରୀଙ୍କୁ ବଦଳାନ୍ତୁ , ତାହା ହେଲେ ଆମ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ ।
@bharatchandrabehera8554
2 жыл бұрын
ନବୀନ ପରେ ଦଳ ଆଉ ନଥିବ
@kuidinakandhamal7070
2 жыл бұрын
ସରକାର ବଦଳିବା ଆବଶ୍ୟକ ନହେଲେ ମନମୁଖୀ ଶାସନ ହେବ
@prasantapadhan6192
2 жыл бұрын
ଯିଏ ହଉଛ ହୁଅ. ସୁରାଟ ତାମିଲନାଡୁ ବେଙ୍ଗଲୋର ପାଇଁ ଟ୍ରେନ ସଂଖ୍ୟା ବଢ଼ାଅ ଲୋକ ଦାଦନ ଖଟି ଯିବେ.
@chandrapanda7222
2 жыл бұрын
Right ଭାଇ
@raja6410
2 жыл бұрын
ha ha ha...🤣🤣🤣🤣
@tnda2
2 жыл бұрын
Haha
@deshabagh7504
2 жыл бұрын
Right right right right right 👌💯💯💯💯👌
@rameshmohanty1211
2 жыл бұрын
ନବୀନ ପରେ ବିଜେପି
@adityamallick7881
2 жыл бұрын
ଆଜି ପର୍ଯ୍ୟନ୍ତ ବାପା ନା ରେ ଯେମିତି ନବୀନ ପଟ୍ଟନାୟକ ଚାଲିଛି ସେ ଗଲା ପରେ ବବି ଦାସ ଓ ପାଣ୍ଡୁ ନବୀନ ଫୋଟ ଧରି ଦଳ ହାତେଇ ନେବେ...... ତୁମେ କିଏ କଣ କହିଲେ ଚୋପା ହେବ
@rajeshbiswal6358
2 жыл бұрын
2024 ରେ ସରକାର ହଟୁଛି, ବି.ଜେ.ଡି ରେ ଯେତେ ଅଦଳ ବଦଳ କଲେ କଣ ହେବ, 2024 ରେ ବା ଅପରାଜିତା ମ୍ୟାଡାମ ହିଁ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ.
@adityamallick7881
2 жыл бұрын
@@rajeshbiswal6358 ଆଛା... ତୁମ ବିଚାର ରେ ପଣ୍ଡା ବାବୁ ହେଲେ କେମିତି ହେବ.... ତୁମେ ଉତ୍ତର ଦିଅ କାହିଁକି କହୁଛି ମୁଁ କହିବି
@rajeshbiswal6358
2 жыл бұрын
@@adityamallick7881 ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା, କୌଣସି ପଦବୀ ରେ ରହିବା ପାଇଁ ଚାହିଁ ନାହାନ୍ତି, ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚାହଁନ୍ତିନି, ମାଳିକା ରେ ଲେଖା ଅଛି 2024 ରେ ଓଡ଼ିଶାରେ ଜଣେ ମହିଳା ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାଇ ଗୋଟେ ଛୋଟ ଅନୁରୋଧ ରଖିବ ତମ ମୋବାଇଲ ନମ୍ବର ଦେଇଥାନ୍ତ.
@adityamallick7881
2 жыл бұрын
@@rajeshbiswal6358 ଅପରାଜିତା ମାମ୍ ବି ଖରାପ ନୁହନ୍ତି ହେଲେ ୨ ଟି କଥା ୧- ଧରମା କେବେ ବି କରେଇ ଦେବନି ସେଥି ପାଇଁ ଗୋଟେ ଗୁଜବ ବଜାର ରେ ଚାଲିଛି କି ସେ ବିହାରୀ ଟା ସେ ହେଲେ ଅଣ ଓଡ଼ିଆ ଙ୍କୁ ସାହାଯ୍ୟ କରିବ ଆହୁରି ଅନେକ କଥା ୨ - ସେ ଜଣେ ଦକ୍ଷ ପ୍ରଶାସିକା ଥିଲେ ସେ ବହୁ ଭଲ ଭାବରେ ଏମାନଙ୍କ ଟଙ୍କା ର ସୂତ୍ର ଆଉ ଆଧାର ଜାଣିଛନ୍ତି ତେଣୁ ମୁଖ୍ୟମନ୍ତ୍ରୀ ହେଲେ ତାଙ୍କ ହାତ ବାନ୍ଧି ହୋଇଯିବ ଯଦି ରାଜ୍ୟ ଗୃହ ମନ୍ତ୍ରୀ ହୁଅନ୍ତି ତେବେ ପୋଲିସ ଠୁ IB, VIGILANCE DEPARTMENT ସବୁ ତାଙ୍କ ପାଖରେ ତାପରେ ଦେଖିବା କେତେ ଟଙ୍କା କିଏ ଲୁଟି ନେଇଛନ୍ତି। ଭାଇ ମନେ ରଖ ଟଙ୍କା ସବୁ କିଛି ସେ ଦଳ ପାଇଁ ହେଉ କି ଘର ପାଇଁ ... ତା ପରେ ଦେଖିବା ଗେଣ୍ଡା ଗ୍ରୁପ୍ କେତେ ଜିତିଲା ବାଲା...
@adityamallick7881
2 жыл бұрын
@@rajeshbiswal6358 ଭାଇ ମୋତେ ଭୁଲ ବୁଝିବନି... କ୍ଷମା କରିବ ମୁଁ ଦେଇ ପାରିବି ନାହିଁ 🙏🙏😟😟😥
@stvodia073
2 жыл бұрын
ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଖାଲି ଗାଦି ଲୋଭରେ ମାତି ଛନ୍ତି ଆଉ ଏଣେ ଓଡ଼ିଶାରେ ବିଜୁଳି କଟା ହଉଛି
@rameshnag7217
2 жыл бұрын
ନବୀନ ପଟ୍ଟନାୟକଙ୍କ ପରେ ଆଉ ମୁଖ୍ୟମନ୍ତ୍ରୀ ଚେହେରା ନାହିଁ ନବୀନ ଙ୍କ ପରେ ମନମୁଖୀ ଶାସନ ଚାଲିବା।
@AjayKumar-rr2mv
2 жыл бұрын
ଧୃଷ୍ଟରାଷ୍ଟ୍ର ଭଳି ଶାସକ କେବେ ଓଡିଶା କୁ ନ ମିଳୁ ଏତିକି ଭଗବାନଙ୍କ ଠାରେ ପାର୍ଥନା
@satyabachha4072
2 жыл бұрын
̊k̊
@ratikantaparida9813
2 жыл бұрын
Aperajita sadagani new cm In odisha
@jhasaketanswain6405
2 жыл бұрын
ଓଡ଼ିଶା ପାଇଁ ଖୁସି ଖବର
@Radhagobinda539
2 жыл бұрын
ନବୀନ ଙ୍କ ପରେ ବିଜେପି
@atalpradhan6472
2 жыл бұрын
ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା, ଅନୁଭବ , ନବ ଦାସ୍ ଏମାନଙ୍କ ମଧ୍ୟରୁ ଜଣେ
@Kalinga_yodha
2 жыл бұрын
🤣
@omkarmeher9643
2 жыл бұрын
APARAAJITA MAM SURE C M. IN ODISSA
@DeepakKumar-mh2vu
2 жыл бұрын
ଓଡିଶା ର ଯେତେ ବଡ଼ ବଡ଼ ଚୋର ପୋଲିସ ଓ ଚୁତିଆ ନେତା ମନ୍ତ୍ରୀ ଅଛନ୍ତି ସମସ୍ତଙ୍କର ଚାବି କାଠି ପାଣ୍ଡିଆନ ହାତରେ ସିଏ ଯେମିତି ନଚେଇବ ଏ ଶଳେ ସେମିତି ନାଚିବେ ନବୀନ ଗଲାପରେ ପାଣ୍ଡିଆନ ହିଁ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ରହିବ
@hareshnaik1311
2 жыл бұрын
Thik katha kahuchhanti
@sujitpanda1749
2 жыл бұрын
ଆପଣଙ୍କ ଅନୁମାନ ପୁରା ଠିକ୍ ଆଜ୍ଞା ।
@indiandesifood6032
2 жыл бұрын
ନବୀନ ଙ୍କ ପରେ ମୁଁ
@p.kcreative909
2 жыл бұрын
😀😀😀
@sujitpanda1749
2 жыл бұрын
Sure bhai
@trushnatruptisinghtrushna6485
2 жыл бұрын
Aparajita mam
@jenasagar8536
2 жыл бұрын
Dharmendar pradhan next cm
@rakeshkhatua8547
2 жыл бұрын
B.J.P
@Rudra-qo8dx
2 жыл бұрын
ମୋତେ ଗୋଟେ ମନ୍ତ୍ରୀ କରନ୍ତୁ ନବୀନ ବାବୁ ତମର ସବୁ ମନ୍ତ୍ରୀଙ୍କ ଭେଜାfry କରିବି। ସବୁମନ୍ତ୍ରି ତମର ଭଡୁଆ। ଖାଲି ଖାଇବା ଜାଣିଛନ୍ତି। ମିଛୁଆ ସରକାର ନବୀନ ସରକାର।
@biswajitdash8768
2 жыл бұрын
Sikhya mantri suspend karantu
@krushnamohanprusty2728
2 жыл бұрын
ନବୀନ ବାବୁ ତ ଜୀବିତ ! ଉତ୍ତରାଧିକାରୀ ଚିନ୍ତା କିଏ ଓ କାହିଁକି କରୁଛନ୍ତି ? ବିଜେଡି ଦଳର ଉଚ୍ଚାଭିଳାସୀ ନେତାମାନଙ୍କର କିଛି ଷଡ଼ଯନ୍ତ୍ର ନୁହେଁ ତ?
@Ksrs520
2 жыл бұрын
2024 Odisha cm tara bahini pati congress jindabad
@ashokkumardas1634
2 жыл бұрын
After Naveen BJD is no where.
@daitaribag207
2 жыл бұрын
Change the govt
@mrlingaa6257
2 жыл бұрын
Bjp jindabaad.. Nabn pare mr dharmender pradhan.. Modi g amar rahe...!
@kishorsahoo4615
2 жыл бұрын
Congress
@prakashkhatua6821
2 жыл бұрын
Next CM Aparajita
@bhabagrahibehera8040
2 жыл бұрын
ପରିବାର ବାଦ୍ ଶାସନ ଓଡ଼ିଶାବାସୀଙ୍କ ଖୁବ୍ ପସନ୍ଦ। ତାହା ଆଦର୍ଶ ବାଦ୍ ର ପ୍ରତୀକ ଯେଉଁଥିପାଇଁ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନମ୍ବର ଓ୍ଵାନ। ମାଡ଼ି ଚାଲ୍,ଖେଲା ହୋବେ, ଆପଣମାନେ ଖୁସି ତ, ଆଇନ୍ ତା ବାଟରେ ଯିବ ଏସବୁ ସ୍ଲୋଗାନମାନ ଓଡ଼ିଶା ବାସୀଙ୍କ ଭବିଷ୍ୟତ ମାର୍ଗ ହେଉ,,, ଠିକ୍ ତ,,,,?
@sairamsadangi3368
2 жыл бұрын
Bahut hele Navin Odisha need change
@kesabapradhan1903
2 жыл бұрын
ସବୁ ନେତା ମନ୍ତ୍ରୀ
@sanatandas5160
2 жыл бұрын
Situation Will be like AIDMK in Tamilnadu after Nabin sir our honorable CM.
@chandikaprasadmohanty9313
2 жыл бұрын
Prasana Acharya may be nominated as the next CM.
@suchitrabeheratingadha
2 жыл бұрын
ଶୁର ରାଉତ ଆସୁ
@suchitrabeheratingadha
2 жыл бұрын
@KZbinr thik katha baa
@suchitrabeheratingadha
2 жыл бұрын
@KZbinr 👻👻👻👻
@sibakritibehera8142
2 жыл бұрын
Next Babi bhai 🙏
@bijaykumarrout4161
2 жыл бұрын
Next cm woman
@angular_dotnet_web_api_ful1231
2 жыл бұрын
ନବୀନ ପଟ୍ଟନାୟକ କଣ ଏଡ଼େ ମୂର୍ଖ ... ତମ ମୋଦି ଭଳିଆ ???? ନିର୍ବାଚନ ସମୟ ରେ ସିଧା ପଇସା ଦେଇ ଭୋଟ କାହିଁ ନ ଆଣିବୁ ???? ଏସବୁ କାରଖାନା - skill development - ନିଯୁକ୍ତି ର କଣ ଆବଶ୍ୟକତା ଅଛି? କୁହନ୍ତୁ ଶୋଭା ଭଉଣୀ ... ନିର୍ବାଚନ ର ୨ ଦିନ ପୂର୍ବ ରୁ ଭୋଟର ପିଛା ୪-୫ ହଜାର + କୁକୁଡ଼ା ଝୋଲା + whyski - ଦେଶୀ ମଦ ଦେଲେ ଭୋଟ ପକ୍କା ... କାହିଁକି ୟେ ସବୁ କାରଖାନା - skill development - ନିଯୁକ୍ତି ରେ ସମୟ ନଷ୍ଟ କରୁଛ ? ନବୀନ ପଟ୍ଟନାୟକ ଠାରୁ time management ଶିଖ | ଘରେ ଆରାମ ରେ ବସି ୩୦ ବର୍ଷ ଯଦି ଶାସନ କରିବାକୁ ଚାହୁଁଛି ତମ ମୋଦି ତେବେ ଆସି ଭୁବନେଶ୍ୱର ରେ ଟ୍ରେନିଂ ନେଇ ଯାଉ ....
@adityamallick7881
2 жыл бұрын
ଠିକ୍ ଭାଇ ... ଓଃ କେତେ ଉଚ୍ଚ ବିଚାର ତୁମର ... କେତେ ତେଜସ୍ଵୀ ନଂ ୧ ମୂର୍ଖ ମନ୍ତ୍ରୀ ହେଲେ ଓଡ଼ିଶା ତଳ ଆଡୁ ପ୍ରଥମ…..
@sujitpanda1749
2 жыл бұрын
୧୦୦ ରୁ ୧୦୦ ସତ କଥା
@padmalochansethi6335
2 жыл бұрын
ମତେ କରୁନ ☺️🙏🙏
@doniswar9579
2 жыл бұрын
Welcome
@sudhasispatanayak968
2 жыл бұрын
ନବୀନଙ୍କ ଉତ୍ତର ଅଧିକାରୀ ପାଣ୍ଡିଆନ ହୋଇପାରନ୍ତି ସବୁବେଳେ ପାଣ୍ଡିଆନ ଆସନ୍ତି
@gulapbehera4727
2 жыл бұрын
🚩🚩🚩🚩🚩🚩🚩
@prasantkumarsahoo1054
2 жыл бұрын
Navin parey surjya udaya Odisha rey heba ey parjyanta andhakar rey odishacalichinew surjya udaya dakar
@rupaksamantara1019
2 жыл бұрын
Aam aadami party sure 💯
@geetarani_.panua123
2 жыл бұрын
Dogla kejiruddin not allowed in odisha . Dhruv rathee aam Aadmi party ka dalla hai use sunkar pagal mat bano.
@kmpani4685
2 жыл бұрын
Time to change.......end ...end....end
@RMalik110
2 жыл бұрын
BJD odisha ku khaigalani
@subhransubhusanroutray7569
2 жыл бұрын
Yes right
@pradeepkumarjena7295
2 жыл бұрын
ଆଉ BJP ପୁରା ଭାରତକୁ ।
@madhusudanroutray3622
2 жыл бұрын
sri baijayanta panda is the next c.m of odisha after nabin pattnaik.
@krushnachandradash4327
2 жыл бұрын
ତାଙ୍କ ଭାଇଙ୍କ ପୁଅ ବୋଲି ଲୋକେ କହୁଛନ୍ତି।
@tinkudehuri3600
2 жыл бұрын
ଓଡିଶା ରିପ ଟର୍ ଡରିଜାଉଛି ତୁକିଛି ଛାନିଆ ହନି ଖାଲି ମୁଦି ନିଉଜ୍ ଦେଖା ତମ ବିଜେପି ଜିତିବା
@pradeepkumarjena7295
2 жыл бұрын
😂😂😂😂
@rakeshkumarsethi4326
2 жыл бұрын
😢😢😢😢😮
@narayansahoo6088
2 жыл бұрын
Nahin pare Dharamendra BJD rejogadabe Tankar cm habapae echha achhi
@rafikmohammed5804
2 жыл бұрын
Emity karyba darkar Thank you
@drashutosh3520
2 жыл бұрын
Arun patnaik only
@ayush8043
2 жыл бұрын
Mu bi cm hebi next 😜😁
@banamalinayak9917
2 жыл бұрын
Badhiaa huanta.. Bt bhai mu ai CM ki PM upadhi chanheni mu chanhe. Sree ram nka pada tale rahibaku🙏🙏🙏
@ayush8043
2 жыл бұрын
@@banamalinayak9917 jai shre ram 🙏
@sujitpanda1749
2 жыл бұрын
ଭଗବାନ ଆପଣ ଙ୍କ ଇଛା ପୂରଣ କରନ୍ତୁ ତଥା ଭାରତ ଓ ଓଡ଼ିଶାର ବିକାଶ ରେ ସାହାଯ୍ୟ କରନ୍ତୁ ।
@ayush8043
2 жыл бұрын
@@sujitpanda1749 thank you bro 🥰
@banamalinayak9917
2 жыл бұрын
@@ayush8043 most welcome ji👌🙏
@jyotimayanayak6466
2 жыл бұрын
Mu hebi ....😁😁😁😁😁
@sukantakalpana3274
2 жыл бұрын
Nabini patnayak pare rudra maha Rathi cm Hebe
@nareshmaharana6786
2 жыл бұрын
ପ୍ରତାପ ଦେବ ଓ ଶ୍ରୀ କାନ୍ତ ସାହୁ କୁ ମନ୍ତ୍ରୀ ପଦ ଦିଅନ୍ତୁ
@amrjitbiswal7243
2 жыл бұрын
App sarkar2024
@trilochanbehera4636
2 жыл бұрын
ସବୁ ଶଳା ଚୋର ଗୁଡ଼ାକ କେହିଭଲ ନୁହଁ... 😜😜😜😜😜
@barenkumar4936
2 жыл бұрын
Naveen hatao
@am9519
2 жыл бұрын
କଦଳୀ ହବ.. ଦିନରାତି ଘୋଷି ହଉଥା 😡😡😡
@parvakarnayak645
2 жыл бұрын
After NIL
@shubhamranjansahoo1487
2 жыл бұрын
Kalikesh Narayan singhdeo .
@nabinpramanik5293
2 жыл бұрын
ନବୀନ କପରେ Mo
@mohanbehera5138
2 жыл бұрын
🆗️
@Skstarvlog3735
2 жыл бұрын
Naveen pare aparajita hebe.tamilnadu re jayalalita mala pre party jmt bilina heigala .naveen mala pare bjd bi smt heba
@narendramodifan5643
2 жыл бұрын
Nabeen pare Aparajita na hele Dharmendra Pradhan
@RMalik110
2 жыл бұрын
Tamilnadu sabuthu best no power cut and no pay 100 unit free every month
@sarojpati7274
2 жыл бұрын
Thanks pare my self
@jayasuryarath8563
2 жыл бұрын
ଛାଡ ହୋ କି କଥା ଏ ଗୁଡାକ,,,
@MoOdiaChannelMoc
2 жыл бұрын
Mu......... 🙏
@chandrapanda7222
2 жыл бұрын
ଅରୁଣ ସାହୁ next CM of ଓଡିଶା
@prajesh1550
2 жыл бұрын
😂😂
@satyasatya-tj5ux
2 жыл бұрын
ବୈଜୟନ୍ତ ପଣ୍ଡା 😀😀😀😀😀
@deepaksethi6453
2 жыл бұрын
Nabina pare pushpa 🤭🤭🤭🤭😁🤣😂🙏
@gulapbehera4727
2 жыл бұрын
Mu cm hebi
@ajitkumarsamal7202
2 жыл бұрын
Navin nka pare aau kehi nunhe. BJD party ra situation kharap heijiba
@satyabhau69
2 жыл бұрын
ମଦୁଆ !!
@gurunaik1238
2 жыл бұрын
BJP will come next
@sushilnegi2526
2 жыл бұрын
Bjd hatao odisha banchao
@parabashmajhi8866
2 жыл бұрын
Nabin pare bjd pata rahiba nahi
@maheswarbadatyamasm9616
Жыл бұрын
ଓଡ଼ିଶା ବାସୀ ।
@abhijitdash3063
2 жыл бұрын
Mu hebi mote daka nabin babu
@tarasankarrath8120
2 жыл бұрын
Magia jogi Adityanath asiba nabin badala re
@saratsingh5712
2 жыл бұрын
After Nabin babu..saumy ranjan.a thinking.patnaik N co in orisa
@amulyaswain22
2 жыл бұрын
Regional party needs to be collapsed...... Only BJP.... Still now , odisha politics is out of national level.....
@dishaeductional
2 жыл бұрын
Laguchi eithra pratap dev mantri hebe
@arjunmoharana7157
2 жыл бұрын
VKP will be the successor of ATHARBA.
@manasmallick8989
2 жыл бұрын
Naveen pare kabina
@prayagrajmapwhere943
2 жыл бұрын
Navina nk pare mnu
@prakashghadei7189
2 жыл бұрын
😭🤣🤣😭🤣 ଛି ଛି କି କଥା
@jhilisamahandishala536
2 жыл бұрын
କିଛି ବାହାଦୁରି ନିଅ ନି
@biswajitdash8768
2 жыл бұрын
Only bjd
@byangamanbalaram5651
2 жыл бұрын
🌹ଵ୍ୟଙ୍ଗ ବାଣ 🌹 ପ୍ରତାପ ଜେନାଙ୍କୁ କିମ୍ବା???? ଦିବ୍ୟ ସଙ୍କର ଙ୍କୁ ଦାୟିତ୍ୱ ଦିଆଯାଉ 🤓🤓🤓 ଜୟ ଜଗନ୍ନାଥ 🙏🙏🙏🙏
@kailashpattanayak7535
2 жыл бұрын
Odishara duskarma badhijiba
@byangamanbalaram5651
2 жыл бұрын
@@kailashpattanayak7535 🌹ଧନ୍ୟବାଦ sir 🌹 🙏🙏🙏🙏
@pappuexpress172
2 жыл бұрын
Bobby Bhai
@bhabagrahisahoo26
2 жыл бұрын
ଅରୁଣ ପଟ୍ଟନାୟକ
@dillipswain9741
2 жыл бұрын
Naveen parey Pandian.. Note it
@ksg427
2 жыл бұрын
no chance
@adityamallick7881
2 жыл бұрын
ସତ୍ୟ ବଚନ ହେଲେ ଟିକେ change ବବି ଦାସ ସହଯୋଗ ରେ
@shreetamblogs120
2 жыл бұрын
ନବୀନ ପଟ୍ଟନାୟକଙ୍କ ପରେ ଆପ୍ ସରକାର ଆସିବା ଦରକାର।
@simanchalmallick3307
2 жыл бұрын
Naveen name ray bjd chalichi after naveen bjd is zero
@angular_dotnet_web_api_ful1231
2 жыл бұрын
Putura asiba....back door ru....kehi roki paribeni....
@angular_dotnet_web_api_ful1231
2 жыл бұрын
ନବୀନ ପଟ୍ଟନାୟକ କଣ ଏଡ଼େ ମୂର୍ଖ ... ତମ ମୋଦି ଭଳିଆ ???? ନିର୍ବାଚନ ସମୟ ରେ ସିଧା ପଇସା ଦେଇ ଭୋଟ କାହିଁ ନ ଆଣିବୁ ???? ଏସବୁ କାରଖାନା - skill development - ନିଯୁକ୍ତି ର କଣ ଆବଶ୍ୟକତା ଅଛି? କୁହନ୍ତୁ ଶୋଭା ଭଉଣୀ ... ନିର୍ବାଚନ ର ୨ ଦିନ ପୂର୍ବ ରୁ ଭୋଟର ପିଛା ୪-୫ ହଜାର + କୁକୁଡ଼ା ଝୋଲା + whyski - ଦେଶୀ ମଦ ଦେଲେ ଭୋଟ ପକ୍କା ... କାହିଁକି ୟେ ସବୁ କାରଖାନା - skill development - ନିଯୁକ୍ତି ରେ ସମୟ ନଷ୍ଟ କରୁଛ ? ନବୀନ ପଟ୍ଟନାୟକ ଠାରୁ time management ଶିଖ | ଘରେ ଆରାମ ରେ ବସି ୩୦ ବର୍ଷ ଯଦି ଶାସନ କରିବାକୁ ଚାହୁଁଛି ତମ ମୋଦି ତେବେ ଆସି ଭୁବନେଶ୍ୱର ରେ ଟ୍ରେନିଂ ନେଇ ଯାଉ ....
@adityamallick7881
2 жыл бұрын
ଭାଇ ତୁମେ ଜାଣି ନାହଁ ବୋଧେ ମୂର୍ଖ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଚାଲିଛି ବାପା ବିଜୁ ପଟ୍ଟନାୟକ ନାମ ରେ ନବୀନ ପଟ୍ଟନାୟକ ଗଲା ପରେ ପାଣ୍ଡୁ ଓ ବବି ଦାସ ନବୀନ ପଟ୍ଟନାୟକ ଫୋଟ ଧରି ଦଳ ହାତେଇ ନେବେ .... କୋଉ ପୁତୁରା ଭାଇ ଭଉଣୀ କେହି କିଛି କହିବେନି.... ଅନ୍ଧ ଦେଶ ରେ କଣା ହିଁ ରାଜା ହୁଏ।।
@angular_dotnet_web_api_ful1231
2 жыл бұрын
@@adityamallick7881 Nabina thila samaya re ta samna re PUtura ku basei dei jiba....pattanayak ete murkha nuhanti....BABI, PANDIAN KU ebe chahile bi naata mari bahara kari deba....jemeti samaste bhabuthele PYArimohan bisaya re.
@adityamallick7881
2 жыл бұрын
@@angular_dotnet_web_api_ful1231 🤣😂😂🤣🤣 ଭାଇ ଭଲ କମେଡି କରୁଛ ଯିଏ କିଛି କହିବା ପାଇଁ ଅନ୍ୟ କୁ ଦଶ ଥର ପଚାରୁଛି ୧୦ ବର୍ଷ ହେଲା ରବର୍ ଷ୍ଟାମ୍ପ ପରି ବ୍ୟବହାର ହେଉଛି ସିଏ ବବି ଦାସ ଓ ପାଣ୍ଡିଆନ କୁ ବାହାର କରିବ.....😀😀😂🤣🤣🤣🤣🤣🤣😂😂😂
@lovefromOdisha2001
2 жыл бұрын
NAVEEN PARE MU
@vikrantkhatai5750
2 жыл бұрын
Naveen nka poray aau gote corrupt neta asibay aau...Odisha loko nka sabu free re darkar naa...kichi kasta karibani..Free Free Free sabu diya Free
@Shreeshant-creater
2 жыл бұрын
Samaste 24 hours time mukhyamatri hoijantu odishare ias and mister, mla, samitisavya, sarapancha, wordmember samstanku 24 hours time diajau
@manasnayak750
2 жыл бұрын
Nabina pare au kia🤣🤣🤣🤣🤣
5:56
ଖର୍ଚ୍ଚ କଲେ ପ୍ରବଳ ଗୋଲ ହୋଇଗଲା ଫଳ-ଏବେ ସଁ ସଁ | Naba Das' Daughter Dipali Das | Jharsuguda Politics | OR
Odisha Reporter
Рет қаралды 158 М.
5:12
ବିଜେଡିର ରୁଦ୍ଧଦ୍ବାର ବୈଠକ | Odisha Reporter
Odisha Reporter
Рет қаралды 1,3 М.
38:33
ҚАДІР ТҮНІ БЕЛГІЛЕРІ | Нұрлан имам | #қадіртүні
Talim TV online
Рет қаралды 321 М.
0:53
Непосредственно Каха: сумка
К-Media
Рет қаралды 12 МЛН
0:23
Wednesday Shot by country - Ohio in real life #trending #funny #wednesday
Watch Me
Рет қаралды 22 МЛН
0:14
Wednesday VS Enid: Who is The Best Mommy? #shorts
Troom Oki Toki
Рет қаралды 50 МЛН
8:09
ଦୀପାଳି କଣ ଭାବୁଛନ୍ତି, ସମିତିସଭ୍ୟ କଣ ଛୁଆ ? No-confidence motion vote in Jharsuguda's Kirmira Block.
Pratidin TV
Рет қаралды 16 М.
59:23
Nabin Nka Charcha With Berhampur MP Pradeep Panigrahi | Nabin Nka Charcha | Nirbhay Gumara Katha
Nirbhay
Рет қаралды 52 М.
3:22
ମୁଁ ଯଦି ଓକିଲ ହିସାବରେ ମୁର୍ଖ ହେଇଥିବି ! ନରସିଂହ ମିଶ୍ର
Odisha Bhaskar
Рет қаралды 278 М.
5:49
ଏପଟେ ଧରିଦେଲେ ମନ୍ତ୍ରୀ, ସେପଟେ ପଡିଛି ଘଳିଆ | Nayagarh Illegal Sand Transport | Minister Bibhuti Jena |OR
Odisha Reporter
Рет қаралды 4,5 М.
7:12
ବିବାଦରେ ବିଜେଡି ସାଂସଦ, ଅଡୁଆରେ ପ୍ରଶାସନ ! |Conflict Between Balangir Adivasi and Yadav Communities |OR
Odisha Reporter
Рет қаралды 14 М.
47:46
Podcast With Senior Leader Bijoy Mohapatra | Exclusive Interview |Veteran Politician Bijoy Mohapatra
Odisha Reporter
Рет қаралды 161 М.
3:53
ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ବେଳେ ଶିକ୍ଷୟତ୍ରୀଙ୍କ ଉନ୍ମତ୍ତ କାଣ୍ଡ
Odisha Bhaskar
Рет қаралды 229 М.
5:52
ଯାତ୍ରା ସହିତ ମହାରଥୀଙ୍କ କଣ ରହିଛି ସମ୍ବନ୍ଧ କାହିଁକି କଳିଙ୍ଗ ଗଣନାଟ୍ୟ ଖୋଲିଥିଲେ ମହାରଥୀ
Sunstar TV
Рет қаралды 741 М.
5:13
୩୫୦୦ ଟଙ୍କାକୁ ଭତ୍ତା ବୃଦ୍ଧି | Allowance increased to Rs. 3500
Argus News
Рет қаралды 390
14:57
🔴 LIVE | ବିଜେଡିକୁ ହଟାଇବା ପାଇଁ ବିଜେଡିର ସାଂଘାତିକ ଖେଳ | Brajrajnagar | BJD | Deepali Das | OR |
Odisha Reporter
Рет қаралды 563
38:33
ҚАДІР ТҮНІ БЕЛГІЛЕРІ | Нұрлан имам | #қадіртүні
Talim TV online
Рет қаралды 321 М.