'ନବୀନ ପଟ୍ଟନାୟକଙ୍କୁ ଗିରଫ କର’ । ବିଧାନସଭାରେ ଉଠିଲା ଗିରଫଦାରି ଦାବି..ଜବାବ ରଖିଲା ବିଜେଡି Naveen Arrest Demand

  Рет қаралды 296,368

Odisha Bhaskar

Odisha Bhaskar

Күн бұрын

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Пікірлер: 1 000
@NakulNayak-v6x
@NakulNayak-v6x 2 ай бұрын
ନବୀନବାବୁ 🙏🙏🙏🙏ଯିଏ ଗିରଫ କରିବ ଓଡ଼ିଶାରେ ନିଆଁ ଜଳିବ
@Ambassador_Christ
@Ambassador_Christ 2 ай бұрын
Right
@IndraGouda-j6d
@IndraGouda-j6d 2 ай бұрын
ତୁ ଛୋଡିଵୁ ଘରେ ଖାଇବା ଫାଇ ଅଛି କି ନାହିଁ ସେଇ ଚିନ୍ତା କରେ
@debabratanayak5045
@debabratanayak5045 2 ай бұрын
Odisha govt asila mu dadan khatiba ku gali
@SasmitaMajhi-143
@SasmitaMajhi-143 2 ай бұрын
Ate sahasa nai kahara Naveen sir ku arrest kariba pai
@SinuDasOdiaVlogs
@SinuDasOdiaVlogs 2 ай бұрын
ଠିକ୍ କଥା ଭାଇ
@Shree_910
@Shree_910 2 ай бұрын
କଣ ନବୀନ ପଟ୍ଟନାୟକ ପୁଣି ଗିରଫ କରାହବ😂ଯିଏ ଏଇ କଥା କହିଛି ତାକୁ ଆଗ ଗିରଫ କର😏ଲଜ୍ଜା ଲଜ୍ଜା ମୂର୍ଖ ଦଳ 😂
@birendrabag6775
@birendrabag6775 2 ай бұрын
Nabin ra bala ra sari habani jie kahi6i
@mrutyunjayarout1107
@mrutyunjayarout1107 2 ай бұрын
Murkhta na mantri modi bhali ajogya😮
@stylestar486
@stylestar486 2 ай бұрын
ଠିକ କଥା
@Ambassador_Christ
@Ambassador_Christ 2 ай бұрын
Right 😊
@sureshbapun3977
@sureshbapun3977 2 ай бұрын
Tk lajya nahi
@saratkumarsahoo1595
@saratkumarsahoo1595 2 ай бұрын
ଆଗେ ରାଜ୍ୟପାଳ ପୁଅକୁ ଗିରଫ କର
@bntofficial8871
@bntofficial8871 2 ай бұрын
First governor ଙ୍କ ପୁଅ କୁ ଗିରଫ କର
@userskmohanty87
@userskmohanty87 2 ай бұрын
Right
@Ranjankumar-fz8xj
@Ranjankumar-fz8xj 2 ай бұрын
ଯାଉନୁ କରିବୁ
@ashwinisahu6584
@ashwinisahu6584 2 ай бұрын
PARI BEBINA MAMITA MEHER HATYA KARINKU ...GIRAF KARANTU
@ashwinisahu6584
@ashwinisahu6584 2 ай бұрын
Nabin pattanaik chorata pandu chorata
@nirmalchandrasingh3051
@nirmalchandrasingh3051 2 ай бұрын
ଗିରଫ କରି ଦେଖ ଓଡିଶା ରେ କିପରି ନିଆଁ ଜଳିବ
@ManoranjanPatra-j6g
@ManoranjanPatra-j6g 2 ай бұрын
Odisa asmita kohi lokonku bhokua baneichho
@sameerkumarodiamusicvideoo
@sameerkumarodiamusicvideoo 2 ай бұрын
All rights bhai
@Ambassador_Christ
@Ambassador_Christ 2 ай бұрын
Right
@saratkumarsahoo1595
@saratkumarsahoo1595 2 ай бұрын
Right
@baikunthamajhi3416
@baikunthamajhi3416 2 ай бұрын
ବାଳ ଟା ହେବ
@kanaklataswain3806
@kanaklataswain3806 2 ай бұрын
ନବୀନ କି ଗିରଫ କରିକି ଦେଖ ରାଜ୍ୟ ରେ ନିଆଁ ଜଳିବ ତମେ ନବୀନ ର ପାଦ ଧୂଳି କି ସମାନ ହବ ନା । ତମେ ମାନେ ହେଲ ବାମନ ଆଉ ସିଏ ଆକାଶ ର ଚାନ୍ଦ। ଯଦି ଛୁଇଁବ ତେବେ ଜଳିଯିବ।
@Ambassador_Christ
@Ambassador_Christ 2 ай бұрын
Right
@tofanmohanty-eq5fd
@tofanmohanty-eq5fd 2 ай бұрын
Right
@pramodapradhan9257
@pramodapradhan9257 2 ай бұрын
ନବୀନ ପାଣ୍ଡୁ ମିଶି ଓଡ଼ିଆ ଲୋକଙ୍କୁ କ୍ରୀତଦାସ କରି ଥିଲେ ତେଣୁ ବାମନ ହେବେନି କେମିତି ନିଁଲ୍ଲଜ
@Ambassador_Christ
@Ambassador_Christ 2 ай бұрын
@@pramodapradhan9257 bhul kahilu ethara Pandian jaiki BJP misilani kichhi janinu bodhe
@MahimaniTudu
@MahimaniTudu 2 ай бұрын
Right
@madhusudandasdas5715
@madhusudandasdas5715 2 ай бұрын
ଓଡିଶାବାସି ଦୋଷ ଦେବେ କାହାକୁ । ନିଜ ଗୋଡକୁ ନିଜେ ଚୋଟ ମାରିଛନ୍ତି । ଖାଲି....... ବିଜେପି ସରକାରର ଅସଲ ରୂପ ଦେଖିବାକୁ ବାକି ଅଛି ..... !!!
@JanaMunda-s8p
@JanaMunda-s8p 2 ай бұрын
Agoru ba kete bholo houthila ki
@SumantaBiswal-k5v
@SumantaBiswal-k5v 2 ай бұрын
Kaun hai Mike Lal Navin Sarkar ko jail Karega
@tusharbiswash68
@tusharbiswash68 2 ай бұрын
ବିନାଶ କାଳେ ବିପରୀତ ବୁଦ୍ଧି ନବୀନ ସାର ଙ୍କୁ ଗିରଫ କରିଦେଖ ଦିର୍ଘ 24 ବର୍ଷ ର ମୁଖ୍ୟମନ୍ତ୍ରୀ ଙ୍କ ବୟସ ହେଲାପରେ ଏପରି ଦଣ୍ଡ ନିଅ ନିଷ୍ପତି ଛି ଛି 😭ନବୀନ ବାବୁ ଜିନ୍ଦା ବାଦ ଅଛି ଆଉ ରହିବ ଜୟ ହିନ୍ଦ ଜୟ ଭାରତ 🙏
@gourangasahoo276
@gourangasahoo276 2 ай бұрын
ତୁ କିଏ ଵେ ?ନବୀନ ସରକାରଙ୍କ ବାଳ ଟେ ଵଙ୍କା କରିପାରି ଵନି
@susantatandia4539
@susantatandia4539 2 ай бұрын
Nejaku kana bhabuchha HARI JAICHHE BJD AAU ACHHA MUHA DEKHAUCHHA LAZA LAGIBA KATHHA
@sureshbehera1010
@sureshbehera1010 2 ай бұрын
Bala na
@SidhantaMalik-tm6xh
@SidhantaMalik-tm6xh 2 ай бұрын
​@@susantatandia4539tame ta 25 Barsha hela haruthila marigalani amku jadi laj lagiba tame ta marijiba katha
@jiteshkumardash7035
@jiteshkumardash7035 2 ай бұрын
​@@susantatandia4539ଓଡିଆ ଅସ୍ମିତା ଜିନ୍ଦାବାଦ
@jitendranaik2222
@jitendranaik2222 2 ай бұрын
ତୁ ଟେ କି ବୁ
@malikabichhara8835
@malikabichhara8835 2 ай бұрын
ନବୀନ ଙ୍କୁ ବାନ୍ଧ ଓ ଦଙ୍ଗା ଆରମ୍ଭ କର ଏହା ପ୍ରଭୁ କହିଛନ୍ତି ତେବେ କଣ ସେ ସମୟ ଆସିଯାଇଛି ଏବେଠୁ??? ଆମେ ଭାବୁଥିଲୁ ଆଉ କିଛି ଦିନ ଡେରି ହେବ କିନ୍ତୁ ଏ ଯାହା କହୁଛନ୍ତି ଯଦି କରନ୍ତି ସବୁ ଲୀଳା ଏ ଓଡ଼ିଶାରୁ ଆରମ୍ଭ ହେବ। ଜୟ ଅଚ୍ୟୁତ, ଜୟ କଳଙ୍କି ରାମ।
@pusparani4987
@pusparani4987 2 ай бұрын
ବିଜେପି ଙ୍କୁ ମାଡ ଦରକାର
@Narayan-ov8tv
@Narayan-ov8tv 2 ай бұрын
ବିଜେଡ଼ି କୁ ମାଡ ଦରକାର
@sumitramahanty7588
@sumitramahanty7588 2 ай бұрын
Right
@trinathnaik578
@trinathnaik578 2 ай бұрын
ଚିନ୍ତା କରନି 2029 ରେ ଭାରତରୁ ବିଜେପି ପୁରା ସଫା ହେବ,
@Narayan-ov8tv
@Narayan-ov8tv 2 ай бұрын
@@trinathnaik578 ୨୦୨୯ରେ ବିଜେଡି ଓଡିଶା ରୁ ସଫା
@biswajitnayak1694
@biswajitnayak1694 2 ай бұрын
To bopa ba😂😂😂​@@Narayan-ov8tv
@RahulNayak-ob3yb
@RahulNayak-ob3yb 2 ай бұрын
ଯେ ନିଜ ପୁଅର ଭୁଲକୁ ଢାଙ୍କି ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପରୁନି ସେ କି ରାଜ୍ୟପାଳ ଯେ ବିଧାନ ସଭାରେ ତାର କଥା ଶୁଣିବେ ସେ ବିଧାନ ସଭାରେ ଠିଆ ହୋଇ ଭାଷଣ କରିବାକୁ ଅଯୋଗ୍ୟ ଅଟନ୍ତି
@binialpha6607
@binialpha6607 2 ай бұрын
ରାଜ୍ୟ ପାଳ ପୁଅ କୁ ଆରେଷ୍ଟ କରିବା ସମ୍ବିଧାନ ରେ ନାହିଁ କି. ଅଣ ଓଡ଼ିଆ ଜଣେ ମାରିବ ଓଡ଼ିଆ କୁ. ଏ ପଯ୍ୟନ୍ତ ତାକୁ ନାୟ ମିଳି ପାରିଲାନି
@DebarajBariha-c9z
@DebarajBariha-c9z 2 ай бұрын
Sabu sarkar saman agya mamita bele BJD soi thila
@DebarajBariha-c9z
@DebarajBariha-c9z 2 ай бұрын
Kidni chora tu bala bhasana dau chhu
@subhransudalai8360
@subhransudalai8360 2 ай бұрын
​@user-bk1qh7ji3qସେ କଲେଜ ଓନର। ଆରେଷ୍ଟ ହୋଇଥିଲା, ଆଉ ଏଥିରେ ସାମ୍ବିଧାନିକ ପଦବୀ ରେ ଥିବା ରାଜ୍ୟପାଳ ଙ୍କ ପୁଅ ସଂପୃକ୍ତ, ହଉ ତୁମ କଥା ହେଲା ସେତେବେଳେ ହଉ ନଥିଲା ବୋଲି ଏବେ ନୀତି ନୈତିକତା ର ପାଠ ପଢ଼ାଉଥିବା ବିଜେପି ସରକାର କଣ ସେଇଭଳି କରିବ, ଆଉ ସମ୍ବିଧାନ ରେ ଲେଖା ଅଛି ପାର୍ଲିଆମେଣ୍ଟ ରେ ଜୟ ସମ୍ବିଧାନ ନ କହି ଧାର୍ମିକ ନାରା ଦେବା
@poornimakumari4584
@poornimakumari4584 2 ай бұрын
​@@DebarajBariha-c9zଗୋବିନ୍ଦ ସାହୁ ଗିରଫ ହେବା ପରେ ବିଜେପି ଓକିଲ ଦେଇଥିଲା ଆସାମୀ କୁ ବାହାର କରିବା ପାଇଁ 😂ଏବେ କୁମ୍ଭୀର କାନ୍ଦିବା ନାଟକ ଭଲ ଆଉ😂😂
@sujitsahu5058
@sujitsahu5058 2 ай бұрын
Eaisasala besi gapuchi
@subashshrambutika5030
@subashshrambutika5030 2 ай бұрын
Governer ପୁଅ ku arrest koro, ନବୀନ ପଟ୍ଟନାୟକ ଙ୍କୁ arrest କଲେ କଣ ହେବ ଦେଖିବ.......
@santoshpadhykumar9418
@santoshpadhykumar9418 2 ай бұрын
ମୁକେଶ ମହାଲିଙ୍ଗ ର କଥାର ଯଦି ଦମ ଅଛି ନବୀନ ପଟ୍ଟନାୟକଙ୍କୁ ଗିରଫ କରି ଦେଖାଅ
@RakeshSahoo-l6o
@RakeshSahoo-l6o 2 ай бұрын
Thik kahucha bhai
@Nitish86858
@Nitish86858 2 ай бұрын
Nabeen pattnayak best👍
@info.agnostsolutions
@info.agnostsolutions 2 ай бұрын
Baad
@rupaymarandi8326
@rupaymarandi8326 2 ай бұрын
@@Nitish86858 super best pandian 😂😂😂😂
@dayasagarkisan5730
@dayasagarkisan5730 2 ай бұрын
ମୁକେଶ ମହାଲିଙ୍ଗ ନବିନ ପଟ୍ଟନାୟକଙ୍କର ବାଲ ବାଙ୍କା କରିପାରିବନି
@userskmohanty87
@userskmohanty87 2 ай бұрын
Right
@BharatChandraJena-yp2vx
@BharatChandraJena-yp2vx 2 ай бұрын
Chorankamuhatana
@stylishmuna5500
@stylishmuna5500 2 ай бұрын
​@@BharatChandraJena-yp2vx tora kai phatuchi
@drsentertainment36
@drsentertainment36 2 ай бұрын
ତୁ ନା ତୋ ବୋପା.... ତୋ ଟୋଟାଲ family ନବୀନ ବାବୁଙ୍କ ପାଦକୁ ସରି ନୁହଁ ତୁ ପୁଣି କହୁଚୁ ଆରେଷ୍ଟ କରିବାକୁ... ନିର୍ଲଜ ଲାଜ ନାହିଁ ତୋତେ
@dharmasahu365
@dharmasahu365 2 ай бұрын
ଜିଏ କହୁଛି ତାକୁ ଆଗ ଗିରପ କର ମୁକେଶ ମହାଳି କୁ ଫାଷ୍ଟ ଗିରପ କର
@Ranjankumar-fz8xj
@Ranjankumar-fz8xj 2 ай бұрын
ବାଳ ନାଁ ବୁକାଚୁଦା
@ashwinisahu6584
@ashwinisahu6584 2 ай бұрын
Nabin chora ku giraf karantu
@thenatkhatkiaan
@thenatkhatkiaan 2 ай бұрын
ଆଗ ରାଜ୍ୟପାଳ ଆଉ ତା ପୁଅ କୁ ଗିରଫ୍ କରାଯାଉ
@AswiniKumar-nd3kh
@AswiniKumar-nd3kh 2 ай бұрын
ମୋଦି କୁ ଲାଜ ଲାଗୁନି ନିର୍ବାଚନ ସମୟ ରେ କହୁଥିଲା ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ କରିବ।ହେଲେ ବିହାର କୁ ସେଇଟା ଦେଲା ।ବିଜେପି ଯୋଉ କଥା କହିବା ତାର ଓଲଟା କାମ କରିବା 😅
@allodiatech1913
@allodiatech1913 2 ай бұрын
ତମେ ସଳେ ନବୀନ ର ବାଳ ସରି ହେବ ନାହିଁ ! ଶଳା ନବୀନ ବାବୁ ମୁତି ଦେଲେ ସବୁ ଭାସିଯିବ, ନବୀନଙ୍କୁ ଗିରଫ କରିବା କଥା ତୁମ ମୁହଁରୁ କେମିତି ବାହାରୁଛି ବେ !!!!
@pravasranjannayak2144
@pravasranjannayak2144 2 ай бұрын
Naveen sir is RAJA of odisha.
@PitabasBiswal-z8d
@PitabasBiswal-z8d 2 ай бұрын
ରାଜ୍ୟପାଳଙ୍କ ସହିତ ତୁମ ସରକାରଙ୍କୁ ଆଗ ଗିରଫ କର l ନବୀନ ପଟନାୟକଙ୍କୁ ଗିରଫ କରି ଦେଖ!!
@sdcreation4960
@sdcreation4960 2 ай бұрын
ଲାଜ ଲାଗିବା କଥା parliament role କଥା କହୁଛ । ରାଜ୍ୟପାଳ ପୁଅ ଗୋଟେ ଅଫିସର କୁ ମାଡ ମାରିବା ସେଇଟା ତୁମ ପାଇ ଠିକ୍ ତୁରନ୍ତ ପ୍ରଥମେ ଗିରଫ କର ରାଜ୍ୟପାଳ ପୁଅ କୁ ।
@bijoykumardas4173
@bijoykumardas4173 2 ай бұрын
collector enquiry କରୁଛନ୍ତି ନୁଆ ନିୟମ ରେ । Bidhaansabha case RDC enqriry କଲେ ଭଲ । ନିଲଜ୍ mohaalinga
@CreationOdia1234
@CreationOdia1234 2 ай бұрын
ରାଜ୍ୟ ପାଳ ନା ବାଳ ପାଳ ଜଉ ରାଜ୍ୟପାଳ ଓଡ଼ିଶା ରେ ବିଶୃଙ୍ଖଳା ସୃଷ୍ଟି କରୁଛି ଜଉ ରାଜ୍ୟପାଳ ଗୁଣ୍ଡା ରାଜ ଓଡ଼ିଶା ରେ ସୃଷ୍ଟି କରୁଛି ସେଇ ରାଜ୍ୟପାଳ ର କୌଣସି ଅଧିକାର ନାହିଁ ବାଳ ଭାଷଣ ଦବାର ତୁମ ଭାଷଣ ତୁମ pocket ରେ ରଖ ତୁରନ୍ତ ଓଡ଼ିଶା ଛାଡ ନଚେତ୍ ଅଣ୍ଡା ମାଡ ହେବ ମା ଘିଆ କୁ
@pravatbehera1863
@pravatbehera1863 2 ай бұрын
Seita gote bala rajya pala
@JYOTIKA4488
@JYOTIKA4488 2 ай бұрын
ଠିକ୍ କଥା ଭାଇ
@dharanidharasahoo7014
@dharanidharasahoo7014 2 ай бұрын
ଵିଜେପି ନିଜ ଗୋଡରେ ନିଜେ କୁରାଢୀ ମାରୁଛି
@SudhakarKabi-k2o
@SudhakarKabi-k2o 2 ай бұрын
ନବୀନ ଗିରଫ କରି ଦେଖ ତୁ ବାଳ ମତ୍ରୀ ତୋ ର ଅବସ୍ଥା କଣ ହବ ଜାଣିପାରିବ
@funnytravel1991
@funnytravel1991 2 ай бұрын
Governor ପୁଅକୁ କଣପାଇଁ ଆରେଷ୍ଟ କରୁନ କୁହ ଓହୋ ଯିଏ ବିରୋଧ କରିବ ତାକୁ ଆରେଷ୍ଟ
@bijoykumardas4173
@bijoykumardas4173 2 ай бұрын
Case false କରିବା ପାଇ Collector ଙ୍କୁ ତଦନ୍ତ ଦାୟିତ୍ଵ କୋଉ ନିୟମ ରେ ଦେଇଛନ୍ତି
@SriHariRadhaKrishna
@SriHariRadhaKrishna 2 ай бұрын
ଅସରପା ଗୋଟେ ଚଢେଇ ଆଉ ସୁରୁଜା ଗୋଟେ ନେତା 😂😂
@Opretorlifestyle
@Opretorlifestyle 2 ай бұрын
Right ଏଇଟା ଗୋଟେ ଗୁଣ୍ଡା ବଦମାସ୍ ଟେ ମଦୁଆ ବି ମୋ ଘର ତାଙ୍କ ଘର ପାଖରେ ଭାଇ
@smrutismitaparida56
@smrutismitaparida56 2 ай бұрын
Vote kie dela tahele😮
@shaktiprasadmahalik1177
@shaktiprasadmahalik1177 2 ай бұрын
ପାଗଳ ଲିଙ୍ଗା । ମାଡ଼ ଖିଆ କଥା କହନା । ନହେଲେ ମହଲିଙ୍ଗ ବିନା ଲିଙ୍ଗ ହେଇଯିବ 😂
@dasofficial229
@dasofficial229 2 ай бұрын
ମୋଦି ଦେଲେ pakege ଆନ୍ଧ୍ର ଆଉ ବିହାର କୁ ଓଡିଶା କୁ ଲୋଲି ପୋପ ମିଳିଛି ହୋ ଆପଣ ମାନେ ଖୁସୀ ତୋ
@JanaMunda-s8p
@JanaMunda-s8p 2 ай бұрын
Bohut khusi
@ashwinisahu6584
@ashwinisahu6584 2 ай бұрын
NABIN 5T LUTERA KU GIRAF KARANTU
@dasofficial229
@dasofficial229 2 ай бұрын
@@ashwinisahu6584 bjp sarkar Naveen patanayak nku girafa karipariba to dam achhi to
@DebasishNayak-h3m
@DebasishNayak-h3m 2 ай бұрын
ରାଜ୍ୟପାଳ ଙ୍କ ପୁଅ ଦୋଷୀ କିନ୍ତୁ ତାକୁ କୁଆଡେ଼ ଉଚିତ୍ ସମୟରେ ଆରେଷ୍ଟ କରାଯିବ 😂 ଆଉ ନବୀନ ପଟ୍ଟନାୟକ ଯଦି ଦୋଷୀକୁ ଦୋଷୀ କହିବା ଦୋଷ ରେ ଆରେଷ୍ଟ ହେବେ 😂😂😂 ଛି ଛି ଛି
@lipanmandal3239
@lipanmandal3239 2 ай бұрын
Bjp odisha re danga kariba bodhe
@rashmiswain3190
@rashmiswain3190 2 ай бұрын
Danga haba darkar. Laxmananand Saraswati nku jepari bhabe murder karagala au Nabin babu chup rahile semiti danga haba nihati darkar
@stylestar486
@stylestar486 2 ай бұрын
ହଇରେ ପେଳ ବଂଶୀ ଗୋଟେ ରାଜ୍ୟପେଳ ର ପୁଅ ମାଡ଼ ମାରିବା ଟା ଶୋଭନିୟ ଅଟେ
@himansudash9149
@himansudash9149 2 ай бұрын
ମାଗିଆ ଧୋବା ଗବା ତୁ କି ଜାଣିବୁ ଠାକୁର ସେବା।
@hemantadash6520
@hemantadash6520 2 ай бұрын
Salut bhai ❤
@liliptamohanty8405
@liliptamohanty8405 2 ай бұрын
Rockford classic sethi
@gourangapattanayak
@gourangapattanayak 2 ай бұрын
ବିଜେପି ସରକାର ଓଡ଼ିଆ ଲୋକ ଙ୍କୁ ମାଡ଼ ହେବ ହୋ ବିଜେପି ବାଲା ଓଡ଼ିଆ ଅସିମିତା କଥା କହୁଛ ଭୁଲିଜାଉଛ,2029ରେ ମାଟି କାମୁଡି
@pareshkhuntia1
@pareshkhuntia1 2 ай бұрын
First governor pua ku dhara
@DebasishNayak-h3m
@DebasishNayak-h3m 2 ай бұрын
କାହାର ଏତେ ଦୁଃସାହସ 😡
@sipramaharana670
@sipramaharana670 2 ай бұрын
Naveen babu🙏🙏🙏
@RabindrachandraSahu
@RabindrachandraSahu 2 ай бұрын
ସମୟକୁ ଅପେକ୍ଷା କର, କଣ ଆଗକୁ ହେଉଛି ଦେଖ
@BSANANDAVLOG
@BSANANDAVLOG 2 ай бұрын
Mike and camera band kari ନିଜକୁ କଣ ଭାବୁଛନ୍ତି ମହଲିଙ୍ଗ nabin Pattnaik ଉପରେ ଆଞ୍ଚ ଆସିଲେ ଓଡ଼ିଶା ଜଳିବ ଏଥିରେ କେନ୍ଦ୍ର କିଛି କରିପାରିବ ନାହିଁ
@lilianaik5756
@lilianaik5756 2 ай бұрын
ଆଗ ସେ ରାଜ୍ୟ ପାଳ ଙ୍କୁ ଇଣ୍ଡିଆ ରୁ ବାହାର କରାଯାଉ ଦେଶ ଦ୍ରହୀ ଅନ୍ୟାୟ ବିଚାର କରୁଛନ୍ତି ଲଜ୍ୟା ନାହିଁ ଜାଗ ଓଡିଶା ବାସି ଏମିତି ପାପୀ ମାନଙ୍କୁ ଦଣ୍ଡ ଦିଅ ନ ହେଲେ ଆଜି ଯଦି ଗଟେ ଅଫିସର କୁ ମାଡ଼ ହେଲା କିଛି ଆକସନ ନା ରିଆକସନ କିଛି ନାହିଁ ଆମ ପରି ସାଧାରଣ ମଣିଷ ର କଣ ହେବ ଏଠି କେହି ସୁରକ୍ଷୀତ ନୁହେଁ 😩🙏
@Jiban13989
@Jiban13989 2 ай бұрын
ସେଠି sir ଆପଣ କେତେ ଦିନ ହେଲା ରାଜନୀତି କରୁଛ ଆଉ କି ବାଳ ରାଜନୀତି କରୁଛ ନବୀନ ବାବୁ ଙ୍କୁ ଗିରଫ କରିକି ଦେଖାଅ
@srikantarauta8200
@srikantarauta8200 2 ай бұрын
କଣ ସତଟା କହିଦେଲାକୁ ଗିରଫ କରିବାକୁକହୁଛ ଓଡ଼ିଆ ଅସ୍ମିତା କଥା ଆଗରୁ କେଡେ ଟେକୁଥିଲ ଏବେ କଣ ହେଇଗଲାକି ବଜେଟ ପାସହେଇପାରୁନିକି ପ୍ରକୃତ ଦୋଷୀ କୁ ଗିରଫ ହୋଇ ପାରୁନି ଏବେତ ପରିବତନ ହୋଇଛି କାମ କରିକିଦେଖାଅ ସୁକିଲା ରାଜନୀତି କଣ ପାଇଁ ଆଉ ନବୀନ ପଟନାୟକଙ୍କୁ ଗିରଫ ଯଦି ବିନା ଦୋଷରେ ଗିରଫ କରାଯିବ ପୁରା ଓଡିଶାରେ ବହି ଜଳିବ
@KirstenYoup
@KirstenYoup 2 ай бұрын
ସଂସଦୀୟ ବ୍ୟାପାର ମନ୍ତ୍ରୀ ର ତ ଜ୍ଞାନ କିଛି ନାହିଁ। ତୋର ଦମ୍ ଅଛିତ ଗିରଫକରି ଦେଖାଇ ଦେ। ଆରେ ତୋ ଠାରୁ Naveen Pattnaik ଙ୍କର ବେଶୀ ସମ୍ବିଧାନ ବିଷୟରେ ଜ୍ଞାନ ଅଛି।
@PradiptaDas-sy4jn
@PradiptaDas-sy4jn 2 ай бұрын
ତମ ମାନକ ଜାହାର ଵାନରେ ଵାଳଉଠିଛି ନବୀନ ପଟ୍ଟନାୟକକୁ ଗିରଫ କରିକି ଦେଖାଅ ଓଡ଼ିଶାରେ ନିଆଁ ଜଳିବ
@ଅଭୟ
@ଅଭୟ 2 ай бұрын
ନବୀନ ପଟ୍ଟନାୟକ ଓଡ଼ିଶା ରେ 25ବର୍ଷ ଶାସନ କରିଛନ୍ତି ନବୀନ ପଟ୍ଟନାୟକ ଭାରତ ବାହାର ଲୋକ ବି ଜାଣିଛନ୍ତି bjp ରେ ଯେତେ ବି ମନ୍ତ୍ରୀ ଅଛନ୍ତି fast time ସେ କଣ ଜାଣିବ ତମକୁ କିଏ ଚିନିଛି 😅😅😅 bjp ମନ୍ତ୍ରୀ boom ଆଗକୁ ନ ଆସି ଘରେ ଯାଇକି ଶୋଇପଡ଼
@kabitapradhan-pj7kq
@kabitapradhan-pj7kq 2 ай бұрын
ରାଜ୍ୟ ପାଳଙ୍କ ପୁଅ ଓଡ଼ିଆ ଲୋକଙ୍କୁ ଅଣ ଓଡ଼ିଆ ହୋଇ ଗୋଡେଇ ଗୋଡେଇ ମାରିବ. ତମେ ମାନେ ଖୁସି ରେ ତାଳି ମାରିବ ଓ ନାଚିବ. ଭଲ ଆଇନି ତମ ପାଇଁ ଗୋଟିଏ ଆଉ ଗରିବ ଲୋକ ଙ୍କ ପାଇଁ ଆଉ ଗୋଟିଏ ଆଇନି.
@chinmayabiswal594
@chinmayabiswal594 2 ай бұрын
Naveen sir is right
@Rbroth
@Rbroth 2 ай бұрын
Murkha loka sarakar hele jaha haba.first arrest governor 's son.
@hemantadash6520
@hemantadash6520 2 ай бұрын
Excellent 👌
@tofanmohanty-eq5fd
@tofanmohanty-eq5fd 2 ай бұрын
Right
@akjunction8727
@akjunction8727 2 ай бұрын
Mukesh mahaling କୁ ଆଗେ ଗିରଫ କର ସେ ରାଜ୍ୟପାଳ ପୁଅକୁ ସହଯୋଗ କରୁଛି |
@Skgbul470
@Skgbul470 2 ай бұрын
ନବୀନ ବାବୁ ଙ୍କୁ ମହଲିଙ୍ଗ ଅରେଷ୍ଟ କରିବା କଥା ଶୁଣି ଲୋକେ ହସି ହସି ବେଦମ୍ ହେଇଗଲାଣି,
@sdcreation4960
@sdcreation4960 2 ай бұрын
ଯାହା କରିଛନ୍ତି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଲ କରିଛନ୍ତି । କାହିଁକି ଜଣେ ନିଜ ପୁଅ ପାଇ ଅଫିସର କୁ ବଦଳି କରୁଛନ୍ତି । ନିଜ ପୁଅ ଦୋଷୀ କୁ ଗିରଫ କରୁନାହାନ୍ତି କାହିଁକି । ଓ ପୋଲିସ ମଧ୍ୟ ଡରୁଛନ୍ତି କାହିଁକି ଗିରଫ କଲେ ରାଜ୍ୟପାଳ ପୁଅକୁ ଚାକିରି ଚାଲିଯିବ ବୋଲି ।
@SWARNALATADIGAL-qw8sf
@SWARNALATADIGAL-qw8sf 2 ай бұрын
Our best cm Naveen sir
@sudhanshusekharnayak
@sudhanshusekharnayak 2 ай бұрын
ଆରେ ମୂର୍ଖ କ୍ରୀଡା ମନ୍ତ୍ରୀ ତୁମ ମୁଖ୍ୟମନ୍ତ୍ରୀ କଣ ମରିଗଲା କି ? କେତେଦିନ ହେଲାଣି ରାଜ୍ୟପାଳଙ୍କ ପୁଅ ମାରିଛି କାଇଁ ତ ଗିରଫ ହେଲାନି ଓ ଏଟା ଦଣ୍ଡ ବିଧାନ ହୁଏନି ଏଟା ତୁମର ନିୟମ
@bijoykumardas4173
@bijoykumardas4173 2 ай бұрын
ମୁଖ୍ୟମନ୍ତ୍ରୀ କିଛି କହିବେନି । କହିଲେ ଲଲିତ୍ କୁମାର୍ ଖୋବି ଦବ
@sudhanshusekharnayak
@sudhanshusekharnayak 2 ай бұрын
@@bijoykumardas4173 ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ ସାହସ ନାହିଁ ଆସିଛି କୁଆଡେ ଓଡ଼ିଶା କୁ ଆଗକୁ ନବ। ବେଲଜ୍ୟା ଦଳକୁ ବେଲଜ୍ୟା ମନ୍ତ୍ରୀ
@sidhantakhuntia5343
@sidhantakhuntia5343 2 ай бұрын
Right ❤
@Munature
@Munature 2 ай бұрын
Naveen sir is right 👍
@pabinaparida-dv1li
@pabinaparida-dv1li 2 ай бұрын
ପ୍ରଥମେ ରାଜ୍ୟପାଳ ପୁଅକୁ ଗିରଫ କର
@RubitaSahoo-k3h
@RubitaSahoo-k3h 2 ай бұрын
Governor ra pua kea ki ..??Naveen sir thik kahichanti
@baibhavlaxmisingha
@baibhavlaxmisingha 2 ай бұрын
Naveen Patnaik SIR Great CM🙏🙏🙏🙏🙏🙏🙏
@arupkumardas7632
@arupkumardas7632 2 ай бұрын
Naveen sir is great
@manojbisoi4120
@manojbisoi4120 2 ай бұрын
ରାଜ୍ୟପାଳ ପୁଅ ଓଡିଆ ଅଫିସରକୁଂ ମାଡ ମାରିବ ତମେସବୁ ନେତା ଚୁପ ରହିବ ଯିଏ କହିବ ତାକୁ ଜେଲ ଧମକ ଦେବ ଓଡିଶାରେ ବିଜେପି ନୂଆ ସରକାର ଗଢିଲା ତ କିନ୍ତୁ ଯାହାକୁ ଗିରଫ କରିବାକୁ କହୁଛ ଆଗ ଜାଣିବା ଦରକାର ସିଏ କିଏ ? ଯଦି ଠିକ୍ ବାପାଠାରୁ ଜନ୍ମ ହେଇଥିବ ତେବେ ହିଁ କରିପାରିବ
@JagabandhuParida-ld5vd
@JagabandhuParida-ld5vd 2 ай бұрын
Remote control sarakar
@tamannabehera6501
@tamannabehera6501 2 ай бұрын
King of Odissa Nabeen❤
@chagulimohapatra737
@chagulimohapatra737 2 ай бұрын
ନଵିନ ଵାଵୁ ଗିରଫ ହେଵ. ସୁରଜ. ତୋ ଗାଲ ଚିପିଲେ ଦୁଧ ବାହାରିଵ. ତୁଗପୁଛୁ ଅଧିକ.
@bijoykumardas4173
@bijoykumardas4173 2 ай бұрын
ନିସା ରେ କହିଦେଇଛି । ଛୁଆଟା ତା କଥା ଧରନି 😂😂
@debendrapradhan9917
@debendrapradhan9917 2 ай бұрын
ଗାଣ୍ଡି ରେ ଦମ ଅଛି ତ ନବୀନ ବାବୁ ଙ୍କୁ ହାତ ଲଗେଇ ଦେଖ.... ଓଡିଶା ଜଳିବ..... ବିଜେପି ପାଉଁଶ ହୋଇଯିବ 👍
@ajayamuduli1
@ajayamuduli1 2 ай бұрын
Governor pua kuade gala dhariki arrest kara
@JYOTIKA4488
@JYOTIKA4488 2 ай бұрын
Jay Navin sir
@arupbehera1252
@arupbehera1252 2 ай бұрын
Are vai ame bjp ku vote dei chu but ame nabin fan kia jdi nabin bisyre kahiba hartal heijiba
@Ambassador_Christ
@Ambassador_Christ 2 ай бұрын
Right
@amitkumarsahoo1362
@amitkumarsahoo1362 2 ай бұрын
ଠିକ କଥା 👌👌👌👌ଧନ୍ୟବାଦ 🙏🙏
@jagannathsabar9588
@jagannathsabar9588 2 ай бұрын
ଅରବିନ୍ଦ କେଜି୍ରିୱାଲ ପରି ମୁଖ୍ୟମନ୍ତ୍ରୀ ଜେଲରେ ଅଛନ୍ତି ଆଉ ନବୀନ କଣ ଭଗବାନ କି
@bikyghana9064
@bikyghana9064 2 ай бұрын
Naveen Patnaik nka Upare Amiti katha kahiba ku Mukesh Mahaling ro Sahas kemiti hela Se Naveen Patnaik nku bhul magu Nahele Sara Odisha re Nia jalibo (Governor puo ku Kebe Arest karibo be BJP Government)
@sagarmunda5372
@sagarmunda5372 2 ай бұрын
Jay Nabin
@Rusi-s6r
@Rusi-s6r 2 ай бұрын
ନବୀନ ବାବୁ ଙ୍କୁ ଗିରଫ କଲେ ଗାଁଣ୍ଡିମରେଇବ ବିଜେପି
@sukumarrana9091
@sukumarrana9091 2 ай бұрын
ରାଜ୍ୟପାଳ ଙ୍କ ଅଭିଭାଷଣ ସମୟରେ କେହି ପ୍ରତିବାଦ କରିପାରିବେ ନାହିଁ ।
@sagarmunda5372
@sagarmunda5372 2 ай бұрын
Hn, ରାଜ୍ୟପାଳ ଙ୍କ ପୁଅ ବି governer ki, ରାଜ୍ୟ ପାଳ ଙ୍କ ପୁଅ ନିଜ ସୀମା ଭିତରେ ରୁହନ୍ତୁ
@riteshsahu8808
@riteshsahu8808 2 ай бұрын
ଆଗ ଅରୁଣ ସାହୁ ମନ୍ତ୍ରୀ ଙ୍କୁ ଗିରଫ କର
@pravasranjannayak2144
@pravasranjannayak2144 2 ай бұрын
Please, Naveen sir ke khilaaf kuch nehi sunna chahte hain hum.
@prakashkanhar2772
@prakashkanhar2772 2 ай бұрын
ରାଜ୍ୟ ପାଳଙ୍କ ପୁଅକୁ ଏ ପର୍ଯ୍ୟନ୍ତ ଗିରଫ କରାଗଲା ନାହିଁ କାହିଁକି । ବିଧାନ ସଭା ରୁ ବିରୋଧୀ ଦଳ ନେତା ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଉଠି କି ଗଲା ବଲିକି ଗିରଫ କରାଯିବ ମୋହନ ସରକାର କେବଳ ଦଙ୍ଗା କରିବା ଓ ଆଦିବାସୀଙ୍କ ଜମି ଉଛେଦ କରିବା ଜାଣିଛନ୍ତି ରାଜନୀତି ନବୀନ ପଟ୍ଟନାୟକ ଠୁ ଶିଖନ୍ତୁ
@kishore6469
@kishore6469 2 ай бұрын
Mr u said right but now he is not a governor he should arrest his son before giving speech in house.
@prayerfutureodia6451
@prayerfutureodia6451 2 ай бұрын
କଣ କରୁଛ ଏପର୍ଯ୍ୟନ୍ତ ଗିରଫ କରୁନ ,ତମ ପାଖରେ କେତେ ଦମଅଛି , ପବନ ଜୁଆଡ଼ କଥା ସିଆଡ଼େ ତମର ସବୁ |
@golakbeharirout9940
@golakbeharirout9940 2 ай бұрын
The parlianentary affairs minister Mr Mahaling is not aware rules and procedures. So The governor is Father of accused Son . Again the Mr Suryavansi read the rules and regulations of affairs.
@jiteshkumardash7035
@jiteshkumardash7035 2 ай бұрын
Rockford ବହି ରେ ଉଲ୍ଲେଖ ଅଛି। ସେ ଲୋକ ରାଜ୍ୟପାଳ ମର୍ଯ୍ୟାଦା ହରେଇ ସାରିଛି।
@stylestar486
@stylestar486 2 ай бұрын
ମଣିଷ ମାନେ ଯାହାର ଖାଇବେ ତାର ହିଁ ଆଗ ଗାଣ୍ଡି ଟା ମାରିବେ ଛି ଛି ଛି
@narayanparida5469
@narayanparida5469 2 ай бұрын
ଆବେ ଶଳା ଆଗେ ପାଳକୁ ଗିରଫ କରି ଝାଡ଼ଖଣ୍ଡ ପଠାଅ ତା ପରେ ନବୀନା କଥା ଚିନ୍ତା କରିବ।
@PranitaPradhan-xw3yl
@PranitaPradhan-xw3yl 2 ай бұрын
Arun sir is right Katha kahucha
@ashokkumardas6003
@ashokkumardas6003 2 ай бұрын
BJD ର ଗୋଟେ ବାଳ ବଙ୍କା ହେବ ନାହିଁ, ମୂର୍ଖ ଶାସକ ଦଳ ଶାଲେ ରାଜନୀତି କରୁଛ ବଜେଟ୍ ରେ ଓଡ଼ିଶା ର ନାଆଁ ନାହିଁ, ସରମ ଲାଗୁନି ଛି ଛି ଏତେ ନିନ୍ଦନୀୟ କଥା
@gayatrisima3048
@gayatrisima3048 2 ай бұрын
Yethi jiye sata kahiba ta pachhare lagibe aaji Naveen sir awaj utheile boli Naveen sir nku jel jiye kahuchi fast taku badeiba darkar
@abhimanyusethi392
@abhimanyusethi392 2 ай бұрын
ଗଭରନର ପୁଅକୁ ଗିରପ କର ମା ଗିହା ବିଜେପି
@PratapBhai-tw1mu
@PratapBhai-tw1mu 2 ай бұрын
Are super michhua pati BJP jatra Pati BJP Pati tame jaha kahucha kariki dekhao nabin Babu nku hata maele odisha re BJP Pati jatra Pati hajijib
@akshayrana5252
@akshayrana5252 2 ай бұрын
ନବିନ କୁ ଯିଏଗିରପରକଥାକହୁଛି ତାକୁପରଥମେଗିରପକରାଯାଉ
@HappyNayak-dx5qm
@HappyNayak-dx5qm 2 ай бұрын
Se maaghia kie kahuchi Naveen Patnaik arest hebe tahele governor pua kuade jiba
@Skgbul470
@Skgbul470 2 ай бұрын
ଖୁସି ରେ bjp ପାଗଳ ହେଇଯାଇଛି,
@swarnamohanty3121
@swarnamohanty3121 2 ай бұрын
Chhatisgarh toka ku Arrest karibaku kahi ba ku arrest karibaku SA has nahin!
@Smileking1997
@Smileking1997 2 ай бұрын
Achha governor puo ku ଗିରଫ କର ଆଉ ଚାଲି ଆସିଲ ନବୀନ ବାବୁ ଙ୍କୁ ଗିରଫ କରିବ ସବୁ ବୁଢ଼ା ବୁଢ଼ୀ ଠେଙ୍ଗା ଧରି baharibe kehi b ଶାନ୍ତି ରେ ରହିପାରିବନି ଖାଲି ପାଣ୍ଡିଆନ ପାଇଁ ହାରି ଯାଇଛନ୍ତି ସିନା କିନ୍ତୁ ଲୋକ ସବୁବେଳେ ନବୀନ ବାବୁ ଙ୍କ ସାଙ୍ଗରେ ଯାହା ବି ହେଇ ଯାଉ ନବୀନ ବାବୁ ଙ୍କୁ ଗିରଫ କରିପାରିବନି
@narendrasahoo1582
@narendrasahoo1582 2 ай бұрын
Right 👍 Arun sir
@MunaRout-tb9nw
@MunaRout-tb9nw 2 ай бұрын
ନରେନ୍ଦ୍ର ମୋଦୀ ମାଘିଆ ବଧେଛୁଆ ବିଜେପି ଚଟା
@amarbag5933
@amarbag5933 2 ай бұрын
ମମିତ ମେହେର ଗରିବ ଘରର ଝିଅ ବୋଲି ଆଇନ୍ ଅଲଗା ଥିଲାକି ଧନୀ ଲୋକ ଙ୍କ ପାଇଁ ଆଇନ୍ ଅଲଗା କି
@haraprasadmahanta4657
@haraprasadmahanta4657 2 ай бұрын
ବିଧାନ ସଭାରେ କୋଟି କୋଟି ଟଙ୍କା ବର୍ବାଦ ହେଉଛି ନବୀନ ପଟ୍ଟନାୟକ ଗୋଟେ ଚୋର ଟାଉଟର ଦଲାଲ
@sanjaykarjee9659
@sanjaykarjee9659 2 ай бұрын
ନବିନ ବାବୁ ମନ୍ ଇଚ୍ଛା କାମ କରୁଛି ସେ ଆରିସେଟ କର ବେ
@odiamusiccare
@odiamusiccare 2 ай бұрын
Naben best ❤❤❤❤❤❤❤❤❤
@manjulatabiswal718
@manjulatabiswal718 2 ай бұрын
ବିଜେପି ଦଳ ନବୀନ ପଟ୍ଟନାୟକ କୁ ଗିରଫ କରି ଦେଖା ତମ ଘରେ ନିଆଁ ଲଗାଇ ଦବୁ 😅😅
@DurganayakSasmita
@DurganayakSasmita 2 ай бұрын
Nabin sir thik karichhanti
规则,在门里生存,出来~死亡
00:33
落魄的王子
Рет қаралды 32 МЛН
World‘s Strongest Man VS Apple
01:00
Browney
Рет қаралды 54 МЛН
버블티로 부자 구별하는법4
00:11
진영민yeongmin
Рет қаралды 17 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
规则,在门里生存,出来~死亡
00:33
落魄的王子
Рет қаралды 32 МЛН