No video

'ନବୀନ ପଟ୍ଟନାୟକ ମୋ ହୃଦୟରେ ସବୁବେଳେ ମୁଖ୍ୟମନ୍ତ୍ରୀ ହୋଇ ରହିବେ, ତାଙ୍କ ସ୍ଥାନ କେହି ନେଇ ପାରିବେନି' |

  Рет қаралды 151,249

Nandighosha TV

Nandighosha TV

Күн бұрын

#naveenpatnaik #odisha #nandighoshatv
ନବୀନ ପଟ୍ଟନାୟକ ମୋ ହୃଦୟରେ ସବୁବେଳେ ମୁଖ୍ୟମନ୍ତ୍ରୀ ହୋଇ ରହିବେ, ତାଙ୍କ ସ୍ଥାନ କେହି ନେଇ ପାରିବେନି: ଐଶ୍ଚର୍ଯ୍ୟା ପାଣ୍ଡେ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 296
@ranajitjena4668
@ranajitjena4668 2 ай бұрын
ଗୋଟେ ଛୋଟ ଦେଖିପାରୁନଥିବା ଝିଅଟିର ଅଙ୍ଗେ ଲିଭାଇ ଥିବା କଥାରୁ ଜଣା ପଡୁଛି ନବୀନ ପଟ୍ଟନାୟକ ଓଡିଶା ଜନସାଧାରଣଙ୍କ ପାଇଁ ତାଙ୍କ ହୃଦୟରେ କଣ ଥିଲା
@commonman5937
@commonman5937 2 ай бұрын
ହଁ ସେଥିପାଇଁ ପାଣ୍ଡୁ ହାତରେ ପରିଚାଳନା କରୁଥିଲେ ସବୁକିଛି...ଏତେ ଯଦି ଭଲ ଥିଲେ ଭୟରେ IAS IPS କାହିଁକି ସରକାର ନ ଆସୁ ନୁ resignation ଦେଉଛନ୍ତି
@PureTraditionalLife
@PureTraditionalLife 2 ай бұрын
​ଜୀବନର ମାନେ କଣ ଯାନି ଛ ​@@commonman5937
@Dilkhusodia
@Dilkhusodia 2 ай бұрын
ମୋଦୀ ସବୁ ବାଳ କିରିଛି😮@@commonman5937
@JagabandhuMalik-ck5fj
@JagabandhuMalik-ck5fj 2 ай бұрын
କିରେ ମାନବିକତାର କଥା ଶିଖିନୁ,ଲୁଜ କ୍ୟାରେକ୍ଟର।
@sysam5648
@sysam5648 2 ай бұрын
Tu bedha chhua kie ​@@JagabandhuMalik-ck5fj
@user-uw4fs6px5b
@user-uw4fs6px5b 2 ай бұрын
ଜୟ ଜଗନ୍ନାଥ ଭଉଣୀ ତମ ତୁଣ୍ଡ ସୁତୁଣ୍ଡ ହେଉ ଜୟ ଜଗନ୍ନାଥ ହରେ 🙏🙏🙏🙏🙏
@user-df6xg1lt3v
@user-df6xg1lt3v 2 ай бұрын
ଜୟ ନବୀନ ବାବୁ 🙏🏿
@happyBhai143
@happyBhai143 2 ай бұрын
ଲଭ ୟୁ ନବୀନ ସାର ଆପଣ ସାରା ଓଡିଶା ର cm ଥିଲେ ସବୁ ଦିନ ପାଇଁ cm ହେଇକି ରହିବେ love u sir♥️
@ANYTIMEMONEY
@ANYTIMEMONEY 2 ай бұрын
ଆଉ ଥରେ ବିଜେଡି ସରକାର ୨୦୨୯ ଆଣିବାକୁ ଚାହାନ୍ତି ? ସେହି ବନ୍ଧୁଗଣ ମାନେ ଲାଇକ କରନ୍ତୁ।
@mamatamishra4474
@mamatamishra4474 2 ай бұрын
Best cm nabin pattnayak sir
@tejrajchoudhury8516
@tejrajchoudhury8516 2 ай бұрын
ଓଡ଼ିଶାର ସଡେ ଚରିକୋଟି ଜନତାଙ୍କ ହୃଦୟସ୍ପର୍ଶି ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗର ଅବସାନ ଘଟିଛି। ଓଡିଶାର ରୁପନ୍ତିକରଣରେ ଆପଣଙ୍କ ଅବଦାନ ଅତୁଳନୀୟ। ଯେଉଁ ରାଜ୍ୟ ଦିନେ ଗରିବ ର ଉଦାହରଣ ହୋଇଥିଲା ତାକୁ ଆଜି ସାରା ବିଶ୍ବ ମାନଚିତ୍ରରେ ସଶକ୍ତ ଓଡ଼ିଶା କରିଛ। ସବୁ କାମ ସିନା ଭୁଲିଯିବେ କିନ୍ତୁ ଯେତେବଳେ ଗୋଟେ ପ୍ରାକୃତିକ ଦୈବିପାକ ଆସିବ ସେ ସମୟରେ ଆପଣଙ୍କ ଯେଉଁ zero casualties , ବିପର୍ଯ୍ୟୟ ପରିଚାଳନା ନୀତିକୁ କେମତି ଭୂଳିପରିବେ। ଯେଉଁ ରାଜ୍ୟ ରେ ଦିନେ ଉତ୍ତମ ଧରଣର ଖେଳ ପଡିଆ ନଥିଲା ସେ ରାଜ୍ୟ ଆଜି sports capital ରେ ପରିଣତ ହୋଇଛି। କୃଷକମାନଙ୍କୁ ସଶକ୍ତ କରିବାପାଇଁ "କାଳିଆ" ଯୋଜନା ଆଜି ଦେଶ ପାଇଁ ଉଦାହରଣ। ଗରିବ ଖଟିଖିଆ ଦିନେ ଉତ୍ତମ ସ୍ବାସ୍ଥ୍ୟସେବା ନିମନ୍ତେ ବେସରକାରୀ ଚିକିତ୍ସାଳୟ ଯିବା ସ୍ବପ୍ନ ଥିଲା ତାକୁ ବାସ୍ତବରେ ପରିଣତ କଲ "ବିଜୁ ସ୍ବାସ୍ଥ୍ୟ କଲ୍ୟାଣ" ଦ୍ଵାରା। ମା ପେଟରେ ଛୁଆ ଜନ୍ମ ହେବାଠୁ ମାର ଶରୀର ମଶାଣି କୁ ଗଲା ପର୍ଯ୍ୟନ୍ତ ଆପଣଙ୍କର ଯୋଜନାକୁ କିଏ ବା ଭୁଲିବ । ଆପଣଙ୍କୁ ଅନେକ ନେତା ମାନେ କଟୁ ମନ୍ତବ୍ୟ ଦିଅନ୍ତି କିନ୍ତୁ ତାର ଉତ୍ତର ଆପଣ ଆପଣଙ୍କ ଶାଲିନତ ଦେଇଥାଏ। ଧଳା ପାୟିଜମା ଓ କୋଲାପୁରି ଚପଲ , ସାଧାରଣ ଜୀବନଯାପନ ଓ ଆପଣଙ୍କ ସ୍ୱଚ୍ଛ, ଦଙ୍ଗମୁକ୍ତ, zero tolerance ଶାସନ ପାଇଁ ଆପଣ ସବୁ ଓଡ଼ିଶାବସୀଙ୍କ ହୃଦୟରେ ଚିରଦିନ ପାଇଁ ରହିବେ। ଜୟ ନବୀନ ଜୟ ଜଗନ୍ନାଥ।🙏
@commonman5937
@commonman5937 2 ай бұрын
ସେଥିପାଇଁ ମଦୁଆ ମାନଙ୍କୁ ମଞ୍ଚରେ ସମ୍ମାନିତ କରୁଥିଲ ....
@sarojkumarpatrasoni3108
@sarojkumarpatrasoni3108 2 ай бұрын
ନବୀନ sir ବହୁତ ଭଲ କିନ୍ତୁ କିଛି ନେତା ଙ୍କ ପାଇଁ ଦଳ ହାରିଗଲା. କିନ୍ତୁ ସେ ଜିତି ଛନ୍ତି.
@MilanWorld7
@MilanWorld7 2 ай бұрын
ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ଜାଗା ଆଉ କେହି ନେଇପାରିବେନି. ବିକାଶ ର ଅନ୍ୟ ନାମ ନବୀନ ❤️
@anitadas7277
@anitadas7277 2 ай бұрын
Mo pain 25 barsa purbaru Naveen sir cm thile agami 25 barsa pain bi sei Naveen sir CM heiki rahibe... 🙏🏻🙏🏻🙏🏻🙏🏻 always love u & miss u.. 😭😭😭😭😭
@commonman5937
@commonman5937 2 ай бұрын
ଆଗାମୀ 1000 ବର୍ଷ ଯାଏ ରହିଲେ କ୍ଷତି କଣ
@user-nq8in9bw5k
@user-nq8in9bw5k 2 ай бұрын
Same here
@user-qx1pj2jg6g
@user-qx1pj2jg6g 2 ай бұрын
m with you
@moinuddinkhan5281
@moinuddinkhan5281 2 ай бұрын
Amara kichi darkar nahi bas Naveen pattanayak sarkar puni thare darkar👍💯👍💯😢😢😢😢
@prafullakumarsahu9372
@prafullakumarsahu9372 2 ай бұрын
ନବିନ ଜଣେ ଦେବ ତୁଲ୍ୟ ମଣିଷ
@sandhyaranidas783
@sandhyaranidas783 2 ай бұрын
Good 👍😊
@sujitmohanchaini201
@sujitmohanchaini201 2 ай бұрын
Jia deabata sea mada piea bani
@SahilKumar-wm3zo
@SahilKumar-wm3zo 2 ай бұрын
​@@sujitmohanchaini201Kahinki Indra kn somarasa piantini...😂😂😂😂
@sujitmohanchaini201
@sujitmohanchaini201 2 ай бұрын
@@SahilKumar-wm3zo indra au nabin to munda kama dauni.
@rajud3603
@rajud3603 2 ай бұрын
ଅନ୍ଧଭକ୍ତ ଙ୍କୁ କିଛି କହି ହେବନି ଭାଇ କିନ୍ତୁ ନବିନ ପଟ୍ଟନାୟକ ଜଣେ ଦେବ ତୁଲ୍ୟ ଲୋକ ମୋ ପାଇଁ
@Cuty_reena758
@Cuty_reena758 2 ай бұрын
ସବୁ B J P ରେ ଭୋଟ ଦେଇକି ଏ video ରେ Sad Reaction ଦଉଛ time ଆସିବ ସମସ୍ତେ B J D ସରକାର କୁ ଝୁରିବ 😊
@malatinaik5439
@malatinaik5439 2 ай бұрын
Right
@sarufkhan6099
@sarufkhan6099 2 ай бұрын
Right Bhai
@SubhalaxmiroutSubhalaxmirout
@SubhalaxmiroutSubhalaxmirout 2 ай бұрын
Thik kahicha Bhai bjp ku vote deiki pandian ku blame karuchanti
@Odia_Youth
@Odia_Youth 2 ай бұрын
ଆମେ ଝୁରିବୁନି, BJD ଚୋର ମାନଙ୍କ ଦଳ.
@surendraprusty6694
@surendraprusty6694 2 ай бұрын
Bjd ଗୁଟେ ଚୋର ବେଈମାନ ନାରୀ କେଳେଙ୍କାରୀ ଦଳ
@bapidotcome7144
@bapidotcome7144 2 ай бұрын
ଜୟ ନବୀନ
@pramoddash7396
@pramoddash7396 2 ай бұрын
The best C.M of India Thank you...God bless you
@lipa9370
@lipa9370 2 ай бұрын
ନବୀନ ବାବୁ ଙ୍କ ଶେଷ ରାଜନୀତି ଥିଲା ବିଶ୍ଵ ରେକଡ କରିଥାନ୍ତେ ଓଡ଼ିଶାବାସୀ ବେଇମାନ କଲେ
@HemantaJena-fc2kz
@HemantaJena-fc2kz 2 ай бұрын
ନିର୍ଲଜ ପୋଷ୍ଟ ଓଡ଼ିଆ ଜନ୍ମିତ ନା ଅବୈଧ ଜନ୍ମ ପ୍ରାପ୍ତି
@RiteshkumarBehera-hs9gc
@RiteshkumarBehera-hs9gc 2 ай бұрын
ନବୀନ ପଟ୍ଟନାୟକ ହାରିନାହାଁନ୍ତି ପ୍ରକୃତ ରେ ଆଜି ଓଡ଼ିଶା ବାସି ହାରିଯାଇଛନ୍ତି
@hrushikeshbebartta4178
@hrushikeshbebartta4178 2 ай бұрын
ଏ ଲୋକ ମାନେ ବେଇମାନ ଚୋର ଗୁଡାକ ଜିଏ ବିକାଶ କରିବ ତାକୁ ଭୋଟ ଦେଲେ ନାହିଁ ଭଗବାନ ତୁମୋବିଚାର କରିବେ ଅତି ଶିଘ୍ର
@commonman5937
@commonman5937 2 ай бұрын
ଭଗବାନ ତମ ବିଚାର କରିଛନ୍ତି ସେ କଥା ମୁଣ୍ଡ କୁ ଆସୁନି କି 😂😂😂
@Zishu_877
@Zishu_877 2 ай бұрын
Bhagaban ta ajodhya re bi bichara karichanti ​@@commonman5937
@HemantaJena-fc2kz
@HemantaJena-fc2kz 2 ай бұрын
ନନ୍ଦିଘୋଷ ଆଉ ଯାତ୍ରା କରନି ଭାବାବେଗ ର ବାହାନା କରି ଆଉ ଅଭିନୟ କରନି। ସମାଜ ରେ କେତେ ଦୁଃଖୀ ଦରିଦ୍ର ଙ୍କୁ ଖୋଜ କର। ଏହା ଏକ ମାତ୍ର ଉଦାହରଣ ହୋଇ ନ ପାରେ l
@sujitmohanchaini201
@sujitmohanchaini201 2 ай бұрын
Tu aga dea😂😂
@shreedharsahu9774
@shreedharsahu9774 2 ай бұрын
Tu baba deh kharap hele BSKY mana padiba.​@@sujitmohanchaini201
@user-rb6uy9lv7i
@user-rb6uy9lv7i 2 ай бұрын
I always adore you sir please come back
@hatakishoresahoo1984
@hatakishoresahoo1984 2 ай бұрын
ଆଜି ଭୂଲ୍ କରିକି ଓଡ଼ିଶା ଆଖିରୁଲୁହ ଝରୁଛି
@TapanNaik-xt1sp
@TapanNaik-xt1sp 2 ай бұрын
ବାଣ୍ଡ ta ଝୁରୁଚି ମାଗି😂😂😂ହା
@manasranjanpattnaik6008
@manasranjanpattnaik6008 2 ай бұрын
Great person Great personality Great human being ❤NABIN ji ❤
@susantarout2174
@susantarout2174 2 ай бұрын
The Great
@saktikumbhar2727
@saktikumbhar2727 2 ай бұрын
Bect cm nabin pattnayak sir
@parshuramsatapathy9855
@parshuramsatapathy9855 2 ай бұрын
Nabin babu is true .
@SanatanNayak-hi5ut
@SanatanNayak-hi5ut 2 ай бұрын
ସୁବିଧା ବାଦୀ ସୁବିଧା ପାଇଲା ପରେ ଭୁଲିଯାନ୍ତି
@kailashbag8275
@kailashbag8275 2 ай бұрын
Aaji b kahuchhe nabin patnayak heho I love you sir
@israque1991
@israque1991 2 ай бұрын
Hamare Odisha ka Jaan he Navin sir Hamare Odisha ka hero he nabin sir Hamare Odisha ka 1numbar CM
@user-df6yu3bj2w
@user-df6yu3bj2w 2 ай бұрын
ଜୟ ନବୀନବାବୁ 🙏🙏🙏🙏🙏🙏
@ANYTIMEMONEY
@ANYTIMEMONEY 2 ай бұрын
Aau Thare 5 Barsh Pare BJD Sarkar Aanibaku Chahanty . Sehi mane like karntu
@manishmalhotra2659
@manishmalhotra2659 2 ай бұрын
Luv u nabin sir and pandiyaan sir,......we are always with you....
@kedarkumar7570
@kedarkumar7570 2 ай бұрын
Naveen Patnaik jindabad Always Naveen sir great leader in world
@sanjaybarik6752
@sanjaybarik6752 2 ай бұрын
ଲଭ ୟୁ ନବୀନ ସାର
@RolinaSingh
@RolinaSingh 2 ай бұрын
Absolutely right... Only CM Mr.Naveen patnayak No.1 c.m
@prasantisethi5310
@prasantisethi5310 2 ай бұрын
ହୃଦୟବାନ୍ ମଣିଷ ଥିଲେ ସେ 🙏🥺
@arunavlog6980
@arunavlog6980 2 ай бұрын
No 1...Nabeen Sir... Jay Jagannath 👏🏻 👏🏻 👏🏻
@user-ct6xb8jl5f
@user-ct6xb8jl5f 2 ай бұрын
I Love you ନବୀନ ବାବୁ
@sidharthMoharana-dn9ie
@sidharthMoharana-dn9ie 2 ай бұрын
Yas🎉❤❤❤ Ham Odisha Navin Odisha
@cartoonkiduniya3280
@cartoonkiduniya3280 2 ай бұрын
Naveen Pattnaik ❤
@biswaranjandas4651
@biswaranjandas4651 2 ай бұрын
Jay Naveen
@jjcreation760
@jjcreation760 2 ай бұрын
Naveen babu ame tumor fan
@nirmaljena8088
@nirmaljena8088 2 ай бұрын
ଜୟ ଜୟ ଜଗନ୍ନାଥ 🙏🏽🙏🏽🙏🏽
@anitamohanty520
@anitamohanty520 2 ай бұрын
ନାହାନ୍ତି କୁହନ୍ତୁ ନି ସିଏ ଆମ ପାଇଁ ଅଛନ୍ତି ଏବଂ ରହିବେ ରହିଛନ୍ତି🙏🙏🙏🙏😭😭😭😭❤️❤️❤️❤️❤️
@AbantiNayak-xk1br
@AbantiNayak-xk1br 2 ай бұрын
Jay nabeen
@user-kb6wr3bk5j
@user-kb6wr3bk5j 2 ай бұрын
Nabin pattnayak grate Lider
@niranjanpatra84
@niranjanpatra84 2 ай бұрын
No-one can compare with Naveen babu ❤ You will always remain in our heart ❤
@spDeepa94
@spDeepa94 2 ай бұрын
Jay Nabin Sir.... missing you lots Sir..
@arungouda2896
@arungouda2896 2 ай бұрын
True hero and legend of Odisha
@user-ku8fz5wc5j
@user-ku8fz5wc5j 2 ай бұрын
Naveen babu 💚💚💚💚
@prakashmansingh4013
@prakashmansingh4013 2 ай бұрын
I love you naveen. Sir
@subratkumardas6836
@subratkumardas6836 2 ай бұрын
Jay Jagannath 🙏
@surya1998suna
@surya1998suna 2 ай бұрын
Nabin pattnayak sir cm no1❤❤❤
@A1DGodia
@A1DGodia 2 ай бұрын
ମୋ ପାଁଇ ନବୀନ ବିଜେଡି
@prabinkumardas5203
@prabinkumardas5203 2 ай бұрын
Best chief minister every time every day Shri Naveen Patnaik sir 🙏♥️❤️❤️😍🔥😍
@barendraparida9446
@barendraparida9446 2 ай бұрын
Imis you nabin sri❤❤❤😢😢😢
@user-wd7jh4yy4j
@user-wd7jh4yy4j 2 ай бұрын
Maa bhawan tama ku kusi rakhantu 🙏🙏 jay navin 🙏
@user-qb6nq1kg4e
@user-qb6nq1kg4e 2 ай бұрын
Nabin babunka pari au kehi heiparebeni❤❤🙏🙏🙏
@king-do4gr
@king-do4gr 2 ай бұрын
କ୍ଷମା କରିବେ ସାର୍ କେବଳ ସେ ମାଘିଆ ପାଣ୍ଡିଆନ ପାଇଁ ଆମେ ଆପଣଙ୍କୁ ହରାଇବାକୁ ବାଧ୍ୟ ହେଲୁ 😭 ଆଜି ଠୁ 5 ବର୍ଷ ଆମେ ନିଶ୍ଚିତ ଅନୁତାପ କରିବୁ କିନ୍ତୁ ଯଦି ପାଣ୍ଡିଆନ ବିଜେଡି ରେ ନ ରହିବ ତାହେଲେ ଆଗାମୀ 5 ବର୍ଷ ରେ ଆମେ ଆପଣକୁ ନିଶ୍ଚିତ cm କରିବୁ ଭଗବାନ ଆପଣକୁ ଦୀର୍ଘାୟୁ କରନ୍ତୁ ଜୟ ଜଗନ୍ନାଥ 🙏🙏
@satyajitmishra9281
@satyajitmishra9281 2 ай бұрын
Right.. Ame puni 2029 re puni bjd ku vote daba😢
@silupradhan9243
@silupradhan9243 2 ай бұрын
Odisha ra best no 1 cm
@bipinamallik2803
@bipinamallik2803 2 ай бұрын
Jaya Jagannatha Jaya Odisha Basi Nabeen Patnayaknkabhali Dayaban, Hrudayaban Byaktinku Harai Bahuta Bada Khyati Karichanti
@freefirelover7882
@freefirelover7882 2 ай бұрын
ଖାଲି କଣ ଓଡିଶାରୁ ଦାଦନ ଯାଉଛନ୍ତି ଅନ୍ୟ ରାଜ୍ୟରୁ ଯାଉନାହାନ୍ତି
@sanatangiri2771
@sanatangiri2771 2 ай бұрын
Hartley love U sir
@user-po6wr1yp7w
@user-po6wr1yp7w 2 ай бұрын
I miss you sir 😭😭😭😭😭😭🙏🏻🙏🏻🙏🏻🙏🏻🙏🏻
@priyadarshanisahoo5308
@priyadarshanisahoo5308 2 ай бұрын
ପୁଣି ଫେରେଇ ଆନନ୍ତୁ ଆମ ନବୀନ sir 🙏
@Wxwxwx7
@Wxwxwx7 2 ай бұрын
Navin pattnayak always be remembered all heart if fortune odisha then return this great world wide man❤
@Factswithgaming
@Factswithgaming 2 ай бұрын
NABIN SIR JINDABAD🚩
@AshokSwain-ds6pk
@AshokSwain-ds6pk 2 ай бұрын
Odisha ra diamond💎💎💎 CM Naveen sir
@user-ms4dg6tt6f
@user-ms4dg6tt6f 2 ай бұрын
Jay BJD
@sudhansudas8968
@sudhansudas8968 2 ай бұрын
Nabin Patanayak sir gote thara press meet kare odisa basi nku santana deyea ntu 🙏🙏😭😭
@sudamsamal6463
@sudamsamal6463 2 ай бұрын
Bhai sa press conference kia dekhai odisha basinku sabu media BJP ra
@manoranjanmullick3487
@manoranjanmullick3487 2 ай бұрын
💚🐚💚ଆମ ନବୀନ କୁ ଆମ ପାଖକୁ ଫେରେଇ ଦିଅ 🙏
@AmanBiswal-hd3qz
@AmanBiswal-hd3qz 2 ай бұрын
Great Naveen sir God bless you
@Pop-qt7bo
@Pop-qt7bo 2 ай бұрын
We love you sir. Naveen Pattnaik is still our CM
@saktikumbhar2727
@saktikumbhar2727 2 ай бұрын
Nabin babu raa jaga kehi nei paribe nahi odisha re
@Gyanendra-kf8ed
@Gyanendra-kf8ed 2 ай бұрын
Best cm odisha nabin sir
@lizzadhira2124
@lizzadhira2124 2 ай бұрын
My best sir nabin sir my god nabin sir my best cute 🥰🥰 sir nabin sir please sir come youer cm city my heart 😢😢😢
@freefirelover7882
@freefirelover7882 2 ай бұрын
Jay nabin sarkar
@nanditamohanty6696
@nanditamohanty6696 2 ай бұрын
Nabin Pattnaik ur great❤
@sabitakope
@sabitakope 2 ай бұрын
Jay jagannath
@krushnachandrasahoo77
@krushnachandrasahoo77 2 ай бұрын
The Man ,The Myth ,The Naveen Patnaik..The stalwart of Indian politics....
@Mithi03278
@Mithi03278 2 ай бұрын
Jai Shree Jagannath 🙏 Love you Naveen babu ❤. Will miss you. You were, you are and you will be the best CM for us forever.🙏 We lost our Kohinoor 😥.
@rashmiranjanparida7957
@rashmiranjanparida7957 2 ай бұрын
Good personality of Naveen sir ❤❤
@madhupattnaik6417
@madhupattnaik6417 2 ай бұрын
A sbu katha pura sata.. Naveen sir sbu bele grt
@kunalkumarpathak6250
@kunalkumarpathak6250 2 ай бұрын
We love Naveen Patnaik Sir ❤❤❤❤❤ no one will take his place....😢
@odishakitchendiaries3603
@odishakitchendiaries3603 2 ай бұрын
Pravu Jagannath ama cm Naveen sir nku bhala re rakhithantu🙏
@kajalpatra4465
@kajalpatra4465 2 ай бұрын
He naveen babu ame tamara fan❤❤❤
@pragyanpriyadarshiniratha2903
@pragyanpriyadarshiniratha2903 2 ай бұрын
Cm Nabin sir nka bhali hira au milibeni 🙏
@pradipjena-zx7zu
@pradipjena-zx7zu 2 ай бұрын
Jai Jagannath😢😢😢
@dharmendramahapatra9715
@dharmendramahapatra9715 2 ай бұрын
I miss you nabin sir
@satyaswarupnayak4381
@satyaswarupnayak4381 2 ай бұрын
Maa re kahaku kichhi pachariba darkar nahin kahaku Beiman namak haram nku ebe kichhi janapadibani 1/2 barsa jau thik bujhiparibe Odia always mendha aji pramanita heigala
@commonman5937
@commonman5937 2 ай бұрын
ତୁ କୋଉଠୁ ଆସିଛୁ ରେ ପୁଅ ତାମିଲ ଦାଦନ ନା
@user-nq8in9bw5k
@user-nq8in9bw5k 2 ай бұрын
Thik kahila, ete beiman odisha loka ete great CM nku gadari kale jaha pain ame kanduchu, mu 4 din helani khaini. Bhoka nida sabu Haji gala Khali bhagwan nku dakuchi punithare cm baneidiantu. Mote ta duniya ta berang laguchi. Chhi gadar odisha
@satyaswarupnayak4381
@satyaswarupnayak4381 2 ай бұрын
@@commonman5937 to akhire Kan ta mada heichhi ki tate dekhajauni Khanti odia mun Tori pari oukatless nku samaste dadan hin lagibe karan to chintadhara hin dadan
@satyaswarupnayak4381
@satyaswarupnayak4381 2 ай бұрын
@@user-nq8in9bw5k maribe agaku sabu Odisha ra jungle thu puri samudra jae sabu bikri heijiba adani Ambani ku
@user-cv5mv1wi5c
@user-cv5mv1wi5c 2 ай бұрын
ଭାଇ ଆଜିବି କଣ କହୁଛନ୍ତି ସେ ସବୁବେଳେ ସବୁ ଓଡିଶା ବାସୀ ଙ୍କ ମନରେ ରହିଥିବେ।
@dayanidhimishra2145
@dayanidhimishra2145 2 ай бұрын
Bsky card world best health card 🙏🙏🙏🙏🙏🙏🙏🙏🙏🙏🙏🙏🙏
@israque1991
@israque1991 2 ай бұрын
Navin sar ke jaisa Puri duniya mein CM nahin milenge agar baat Sahi hai Odisha bashi like kara
@BabuliSahoo-fh8vt
@BabuliSahoo-fh8vt 2 ай бұрын
ଆମ ଓଡିଶା ପାଇଁ ନବୀନ ସାର୍ ହେଉଛନ୍ତି no - 1 chipminister . ନଂ -1 ଅଛନ୍ତି ଆଗକୁ ମଧ୍ୟ ନଂ -1 ହୋଇ ରହିବେ ଏ ମୋର ଗ୍ୟାରେଣ୍ଟି ା ଏ ମୋର ମନ ଓ ହ୍ରୁଦୟ ର କଥା ା ଆମ ଓଡିଶା ବାସି ଙ୍କ ଯାହା କରି ଯାଇ ଛନ୍ତି ତାହା ନବୀନ ପଟ୍ଟନାଏକ ଙ୍କ ପରି କେହି ହେଇ ପାରିବେ ନାହିଁ କି ଆଗକୁ କେହି ବି ସେହିପରି କାମ କରି ପାରବେ ନାହିଁ ା
@sasmitanayak7631
@sasmitanayak7631 2 ай бұрын
Naveen sir nka pari au kehi hae paribeni ama paribar samasta vote all time bjd ju🙏
@geetanjalibahera4289
@geetanjalibahera4289 2 ай бұрын
ଇତିଶ୍ରୀ ,ବେବୀନା,କୁନ୍ଦୁଲି,ମାଧବୀଲତା,ପରୀ,ମମିତା ...ବେଳେ ସେ ଝିଅ ଏବଂ ନନ୍ଦିଘୋଷ (ବିଜେଡି ଚାନେଲ ) ଥିଲେ କେଉଁଠି. ???
@sunitakumarisahu373
@sunitakumarisahu373 2 ай бұрын
You are great CM sir
@GourishankarMajhi-do8zo
@GourishankarMajhi-do8zo 2 ай бұрын
Miss you Nabin sir 😭🇮🇳💯♥️
@universityofboys3547
@universityofboys3547 2 ай бұрын
I salute you Naveen sir you are the legend sir❤❤❤❤❤
@BidyaBehera-t9v
@BidyaBehera-t9v Ай бұрын
Naveen patnaiks heart for the people of odisha can be seen from the words of the girls who could not see
@ekramkhan988
@ekramkhan988 2 ай бұрын
Mo Navin babu mo huddayare
@nikeshnandan9918
@nikeshnandan9918 2 ай бұрын
Ame naveen sir nka jaga kahaku deiparibu nhinn.se ama pain cm thile a6nti au rahibe😢😢😢
Matching Picture Challenge with Alfredo Larin's family! 👍
00:37
BigSchool
Рет қаралды 48 МЛН
КАКУЮ ДВЕРЬ ВЫБРАТЬ? 😂 #Shorts
00:45
НУБАСТЕР
Рет қаралды 3,5 МЛН
Please Help Barry Choose His Real Son
00:23
Garri Creative
Рет қаралды 23 МЛН