No video

ନବୀନ ଥରେ ଆସି ଦେଖିଯାଅ.. | CM Naveen Patnaik's Brother Dilip Patnaik | Odisha Reporter

  Рет қаралды 402,130

Odisha Reporter

Odisha Reporter

Күн бұрын

ଆନନ୍ଦ ଭବନରେ ଅବସାଦର ପାଚେରୀ। ଜୀର୍ଣ୍ଣଶୀର୍ଣ୍ଣ କଣ୍ଠରେ ଏ ଅଭିମାନର କଥା ସେଇ ଭାଇ ପାଇଁ। ପିଲାବେଳେ ଯେଉଁ ଭାଇ ପାଖରେ ବଢିଛି, ସାଥିରେ ଖାଇଛି ଆଉ ଏକାଠି ଶୋଇଛି। ଆଜି ସେହି ଭାଇ ମୁଖ୍ୟମନ୍ତ୍ରୀ । ଅଭିମାନର ଆଖି, ଲୁହ ଭିଜା ହୃଦୟ, ରୋଗାଗ୍ରସ୍ତ ସ୍ୱର କହୁଛି। ନବୀନ ଥରେ ଆସି ଦେଖିଯାଅ...
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
KZbin: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Odisha #Cuttack #NaveenPatnaik #dillippatnaik #naveensbrother #ORSpecial

Пікірлер: 226
@SudhirDas-zm5hq
@SudhirDas-zm5hq 2 ай бұрын
ଯିଏ ସଂସାର କଲେ ନାହିଁ, ଆଉ ଭାଇ, ଭଉଣୀ, ବାପା, ଦାଦି , ସମସ୍ତ ଙ୍କୁ ଛାଡ଼ି , ଓଡ଼ିଶା ଲୋକ ମାନ ଙ୍କୁ ଭାଇ , ଭଉଣୀ, ବାପା ମା ସବୁ ଭାବିକି ବଞ୍ଚି ଥିଲେ , ସେମାନେ ଆଗେ ଧୋକା ଦେଲେ , ଏତେ ସ୍ବାର୍ଥ ପର ଓଡ଼ିଶା ଲୋକ
@weighbridge6120
@weighbridge6120 2 ай бұрын
AU JOU NABIN NAA RE KHAILE SABU ODISHA KU SETA KAN
@chinmayadhal7082
@chinmayadhal7082 Жыл бұрын
ବହୁତ ଦୁଃଖ ଲାଗିଲା ନବୀନ ପଟ୍ଟନାୟକ ଙ୍କ ନିଜ ଭାଇ ଙ୍କ ଅବସ୍ଥା ଏମିତି
@RDdeepti2017
@RDdeepti2017 2 ай бұрын
A ghara banaethile Naveen paesa khae ghara banaethile kahithanta sabu Sabu kharap Bhala kalebi Na kale b
@sudhaldevsunani2817
@sudhaldevsunani2817 Жыл бұрын
ନବୀନ ବାବୁ ତାଙ୍କ ନିଜ ଭାଇ ର କଥା ଶୁଣୁ ନାହାନ୍ତି ତ ଜଣା ସାଧାରଣ ଙ୍କ କଥା କଣ ଶୁଣିବେ ଧନ୍ୟ ରେ ନବୀନ ବାବୁ ଧିକ ତୁମର ଜୀବନ
@kishorkumarbhitiria323
@kishorkumarbhitiria323 Жыл бұрын
ଆଜି କାଲି କିଏ କେଉଁ ଭାଇକୁ ଟେକି ଦେଇଛି???କିଏ ଅଛି ଏଇ କମେଣ୍ଟ ବକ୍ସ ରେ ଯିଏ ନିଜ ଭାଇ ପାଇଁ ନିଜକୁ ସମର୍ପି ଦେଇଛି..ଏ ଭଳିଆ ଭାଷଣ ମୁଁ ଵହୁ ଯାତ୍ରା ପାର୍ଟି ରେ ଦେଖିଛି!!👍👍👍
@ParidaPlumberCreation
@ParidaPlumberCreation Жыл бұрын
sa lokanka seba karanti nijara nuha
@secretchannel3466
@secretchannel3466 Жыл бұрын
Pati chup kar My father is an Indian Army officer Se deshara seba karichhanti Kintu nija bapa maa nka seba karibara sujoga paileni Abe kah mo father nka kn bhul Mo bapa desha seba karichhanti Sehi pari nahin babu rajya seba karuchhanti
@mdevid7637
@mdevid7637 2 ай бұрын
@sudhaldevsuni2817 don't tell him like that he is made for serve odhisa people not for family
@DebarajKanhar-cr2se
@DebarajKanhar-cr2se 2 ай бұрын
​❤w❤❤❤❤❤❤❤❤❤❤❤❤❤❤❤❤❤❤❤@@kishorkumarbhitiria323
@Maagouri2828
@Maagouri2828 Жыл бұрын
ଭଗବାନ ଅଛନ୍ତି ବାପା ଆପଣ ଭଲରେ ରହିବେ ଆମ ପାଇଁ ଭଗବାନ୍ ହିଁ ସାହାଭରସା
@ganeshsahoo4725
@ganeshsahoo4725 Жыл бұрын
Dhanya Naveen babu Dhanya tuma rajaniti
@kalyanipradhan9141
@kalyanipradhan9141 Жыл бұрын
Satare a news suni luha asijauchi 😭😭😭😭
@bijaylaxmipanda6402
@bijaylaxmipanda6402 2 ай бұрын
Mora b
@rabindrapradhan7646
@rabindrapradhan7646 Жыл бұрын
ଆପଣଙ୍କ ଭାଇ ଓଡିଶାରେ ଡିଡିମ୍ବ ପିଟୁଛି, ସ୍ୱଛ ଶାସନ କିନ୍ତୁ ନିଜ ଭାଇଙ୍କ ଦାୟିତ୍ବ ନେଇ ପାରୁନାହିଁ।
@Dremy_Date
@Dremy_Date Жыл бұрын
ନିର୍ଲଜ ଓଡ଼ିଆ ଆମେ ଆଉ ଆମର ଥୋବଡା ନେତା.....
@raghunathmishra9241
@raghunathmishra9241 Жыл бұрын
ପ୍ରତ୍ୟେକ ଯୁଗ ରେ ସମ୍ପର୍କ ର ଭୂମିକା ଏକ ନିଆରା ପରମ୍ପରା। ମାତ୍ର ବର୍ତ୍ତମାନ ଧନ, ରାଜନୀତି, ଗର୍ବ ମଣିଷ କୁ ମଣିଷ ପଣିଆ ଭୁଲାଇ ଦେଇଛି
@timepasswithguruji3636
@timepasswithguruji3636 Жыл бұрын
ଏମିତି ଭାଇ କୋଉ ବାଳ ଥାଇ କଣ ଲାଭ ଆଜି ଜୀବନ କାଲିକି ନାହିଁ ଯିଏ ପଇସା କିଛି ପାଖରେ ହେଇଗଲେ ନିଜ ସଂପର୍କ କୁ ଭୁଲି ଯାଏ ସେ ଭାବେ ମୁଁ ଅମର ଏମତୀ ଭାଇ ଠୁ ଭାଇ ନରହିବା ଢେର୍ ଭଲ
@shubhradattasahu9070
@shubhradattasahu9070 Жыл бұрын
ଏ ନବୀନ ନିଜ ଭାଇ ଙ୍କ ଦୁଃଖ ବୁଝୁନି ଆଉ ଓଡ଼ିଶା ବାସି ଙ୍କ ଦୁଃଖ କେମିତି ବୁଝିବ ଲଜ୍ୟା ଲାଗୁନି ଏ ନବୀନ କୁ ଛି.. ଛି.. ଛି.. ଆ... ଥୁ......
@villagevlogs5682
@villagevlogs5682 Жыл бұрын
Naveen ta bahut kichhi karidela ama odisha ku thare tanka bhai nku cm kale kemiti huanta 😊
@stuluachary
@stuluachary Жыл бұрын
ଯିଏ ନିଜକୁ ଦେଖିବା ପାଇଁ ସମୟ ନାହିଁ । ସେ ପୁଣି ଭାଇକୁ ଦେଖିବ । ପାଣ୍ଡିଆ ଛଡ଼ା ତାଙ୍କର ଆଉ କିଛି ନାହିଁ । ବଡ଼ ଦୁଃଖର ବିଷୟ। ଜୟ ଜଗନ୍ନାଥ 😢😢😢😢😢
@sureshchandratripathy3957
@sureshchandratripathy3957 Жыл бұрын
😂
@shreebehera3238
@shreebehera3238 2 ай бұрын
ଓଡ଼ିଶା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ନବୀନ ବାବୁଙ୍କୁ କେହି ବୁଝିବାର ନାହିଁ । ଏବେ ତ କିଛି ନ ନେଇ ବି ଲୋକେ କହୁଛନ୍ତି ସବୁ ଖାଇଗଲା । ଆଉ ଜଦି ସେ ଭାଇଙ୍କୁ ପଚାରିଥାନ୍ତେ ସେଥିରେ ବି ଲୋକେ କହିଥାନ୍ତେ ନିଜ ଭାଇକୁ ସବୁ ଦେଲା ରାଜ୍ୟରୁ ନେଇକି । ଧନ୍ୟ ତୁମେ ବେଇମାନ୍ ଜନତା ଜନାର୍ଦ୍ଦନ ମାନେ !!
@biswanathsitha5142
@biswanathsitha5142 2 ай бұрын
Bujhiba vula . Nabin Babu Jane swarthpar ,odia netanku chhadi tamili Prem ku adari nele .
@shreebehera3238
@shreebehera3238 2 ай бұрын
@@biswanathsitha5142 may be u r right but jete din nabin Babu thile se rahithante and Tamil wala asithile setebele vote dei na thante. Aau jadi lokanku ete prblm thila then loka mane misiki protest kariparithante but loka mane b nija odisara unnati dekhi swarthpara heigale. Se neta mane aji jae chup kanhiki thile ? Gote IAS ofcr hauchnti pandian, se b bahut kichhi karideithile setebeleoke kanhiki oppose kaleni ? Odisha neta mantri ta adhe Jani b na thibe IAS exam kmti diajae. Jane jadi bhul.karuchi taku oppose karajaipariba but rough language us epari nija sanskara kanhiki tale pakeiba Ebe kete kharap bhasa re nabin babu au pandian nku gali deuchnti samaste emti ki modi au dharmendra b but apana chinta kale nabin babu kebe bi thare b kaha against re kahichnti ki ? Eta hi dffrnc gote educated au non educated bhitare.
@rajanisahu4577
@rajanisahu4577 Жыл бұрын
ମୋ ଠୁ ଶୋଧା ଖାଇଲେ ନବୀନ ଆଜ୍ଞା ଯିବେ ଆପଣଙ୍କୁ ଦେଖିବା ପାଇଁ, କାହିଁକି ନା ସେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ରୁ ପ୍ରଥମେ ଆମ ସାହି ରେ ମୋର ମାମୁଁ ଶ୍ରୀ ହରିହର ସାହୁ ଙ୍କ ବାରଣ୍ଡାରେ ଠିଆ ହୋଇ ନିର୍ବାଚନ ଜିତି ଥିଲେ କିନ୍ତୁ ଆଜି ଚିହ୍ନି ପାରୁ ନାହାନ୍ତି, ତେଣୁ ତାଙ୍କ ଭାଇ ସାହାଯ୍ୟ, ସହଯୋଗ ଆଶା କରିବା ଅନୁଚିତ, ୟେ ନବୀନ ବାବୁ କାହାର ନୁହନ୍ତି, କାହିଁ କି ନା ତାଙ୍କର ଆଗ ପଛ କେହି ନାହିଁ, ସେ ଭୁଲରେ ଧରା ପୃଷ୍ଠରେ ଜନ୍ମ ହୋଇଗଲେ, ତେଣୁ ଭୁଲ ଏବଂ ଭଲ ଦିଟାକ ତାଙ୍କ ପାଇଁ ଏକା ଜିନିଷ।ହରି ବୋଲ ପ୍ରଭୁ😢😢😢😢😢😢
@aratiparida2736
@aratiparida2736 Жыл бұрын
Bahut sundar comment sir ❤
@user-qw5dz8ch3k
@user-qw5dz8ch3k 2 ай бұрын
Right
@chinmayapanda3490
@chinmayapanda3490 Жыл бұрын
ସ୍ୱାର୍ଥପର ନିବୀନ ଆଜି ବଡ ଲୋକ ହେଇଗଲ ବୋଲି ନିଜ ଦାଦା ପୁଅ ଭାଇ ଭଉଣୀଙ୍କୁ ଭୁଲିଗଲ, ମନେପକାଅ ସେଇ ପିଲା ଦିନ କଥା କେମିତି ଥିଲା ସେଦିନ, ଥରେ ଭାଇଙ୍କୁ ଯାଇକି ତାଙ୍କ ସୁଖ ଦୁଃଖ ପଚାରି ବୁଝ ଦେଖିବ ଭାଇଙ୍କ ଆଶ୍ରିବାଦ ରହିବ ତମ ଉପରେ ଆଉ ନିଜକୁ ବି ବହୁତ ଖୁସି ମିଳିବ
@aratiparida2736
@aratiparida2736 Жыл бұрын
Nabin jibanre ekutia bhai tara duniare kehi nahi ....bhai ta pai kan karichi...nabin ra bansa lop hoigala😂😂😢😢😢
@aratiparida2736
@aratiparida2736 Жыл бұрын
Delip bhai nabin pai jhia thik kari marriage kareileni😅
@roshangantayat5003
@roshangantayat5003 4 ай бұрын
ଆଙ୍କେ ନବୀନ‌ ପଟ୍ଟନାୟକ ଙ୍କ ବଡ଼ ଭାଇ ମତେ ଲାଗୁନି
@sarojinibehera3680
@sarojinibehera3680 Жыл бұрын
ଯେଉଁ ମାନେ ଏତେ ବ୍ୟସ୍ତ ନିଜେ ଯାଇ ଦେଖି ନିଅନ୍ତୁ ମିଡ଼ିଆ ଆଗରେ ଏତେ ନାଟକ କଣ ପାଇଁ
@aratiparida2736
@aratiparida2736 Жыл бұрын
Exactly
@user-qw5dz8ch3k
@user-qw5dz8ch3k 2 ай бұрын
Naveen babu janibeethi pain midiaa balanku dakajaichhietiki bujhi paruna?
@rajatjena3248
@rajatjena3248 2 ай бұрын
ଭଗବାନ କାହାରି ଗର୍ବ କେବେ ସହନ୍ତିନି ଶେଷ ରେ ନବୀନ ବାବୁ ଙ୍କ ଅବସ୍ଥା ବି ସେମିତି ହେଲା ଶେଷ ସମୟ ରେ ସେ ବି ହାରିଲେ ,! ଜୟ ଜଗନ୍ନାଥ 🙏
@bijaylaxmipanda6402
@bijaylaxmipanda6402 2 ай бұрын
Right 👍👍
@dillipbhoi758
@dillipbhoi758 Жыл бұрын
ଏ ହେଉଛି ସ୍ବାଥପର ଦୁନିଆ।
@pintumeher2124
@pintumeher2124 Жыл бұрын
ଇଟା କାଉ ବାଲ ର ନବୀନ ପଟ୍ଟନାୟକ ଧିକ ରେ ତ ଜୀବନ
@snigdhamohanty6063
@snigdhamohanty6063 2 ай бұрын
Tu bapa ma nku thik se Karachi ta
@fakirmohansahoo2079
@fakirmohansahoo2079 Жыл бұрын
କୋଉ ଭାଇ ଏଠି କିଏ କାହାର, ଜୟ ଜଗନ୍ନାଥ 🙏🙏🙏🥲🥲🥲
@chakradharapati4080
@chakradharapati4080 Жыл бұрын
ନବିନ ପଟ୍ଟନାୟକ ନାମରେ କାହିଁକି ଵଞିଵାକୁ ଚାହୁଁଛନ୍ତି,,,,କଥାରେ ଯାହାକୁ ରଖିବେ ଅନନ୍ତ କେ କରିବ ବଳବନ୍ତ,,,,ସେ କାଳିଆ ଠାକୁର ସମସ୍ତ ଜଡର କାରଣ ତାଙ୍କୁ ଡାକ ସବୁ ଠିକ୍ ହୋଇଜିଵ,,,ଜଦି କର୍ମ ଫଳ ଠିକ୍ ଥିଵ ଜଗନ୍ନାଥ ରଖିବେ ଅନନ୍ତ ରଖିବେ
@santilatanayak8427
@santilatanayak8427 Жыл бұрын
ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
@abhinashpadhan8843
@abhinashpadhan8843 Жыл бұрын
Plz ଯାଆନ୍ତୁ sir ଆପଣଙ୍କ ଆସିବା ବାଟକୁ ଚାହିଁଛନ୍ତି ଭାଇ ଭଉଣୀ ବିଜୁ ବାବୁ ଆପଣଙ୍କ ବାପା ନାହାଇଥିଲେ ଆପଣଙ୍କ ଅବସ୍ଥା ମଧ୍ୟ ସଚନୀୟ ହେଇଥାନ୍ତା sir
@kapilashmajhi5106
@kapilashmajhi5106 Жыл бұрын
ଭଲରେ ରଖିବ କାଳିଆ ଜୟ ଜଗନ୍ନାଥ
@pplsyoutube
@pplsyoutube Жыл бұрын
ଏହା ଆଉ 15ବର୍ଷ ଆଗରୁ ପ୍ରସାର୍ ହେବା ଥିଲା ଏହା ହୋଇ ଥିଲେ ନବୀନ ଆଉ ଏତେ ଦିନ ରାଜୁତି କରିନ ଥାନ୍ତା
@ashishsahoo2084
@ashishsahoo2084 Жыл бұрын
Right brother
@SudhirDas-zm5hq
@SudhirDas-zm5hq 2 ай бұрын
ଯିଏ ସନ୍ୟାସୀ ହେଲେ କୋଉ ଭାଇ , ଭଉଣୀ , ବାପା , ମା, କାହାରି ପ୍ରତି ଲୋଭ ରଖନ୍ତି ନି , କି ତାଙ୍କ ଠାରୁ କିଏ ସାହାଯ୍ୟ ଆସା କରିବା ଠିକ୍ ନୁହେଁ
@BharatJena-yu7no
@BharatJena-yu7no Жыл бұрын
ସେ ଆଉ ବାଳୁରୁ ଆସିବ ନାହିଁ ? ତାଙ୍କର ମୋଗଲ୍ ସମ୍ରାଜ୍ୟର ସାଶନ ,ରୀଜ ସିଂହାଁସନ ପାଇବା ପାଇ ସେ ବାପା ଭାଇ ଭଉଣୀ ମାଆ ସମସ୍ତଙ୍କୁ ଭୁଲିଯିବେ ? ସେ ଜଣେ Heart less ମଣିଷ .
@DiyaMyPrincessSmile
@DiyaMyPrincessSmile Жыл бұрын
I'm in tears........O God......Bless this Uncle.❤
@khageswarmalla2073
@khageswarmalla2073 Жыл бұрын
ପାଣ୍ଡୁ ସାର୍ ଆସିଲେ ସାହାଯ୍ୟ କରିପାରିବେ, କିନ୍ତୁ ନବୀନ ବାବୁ ଚାହିଁଲେ ବି କିଛି କରିପାରିବେ ନାହିଁ।
@Jenamitansu
@Jenamitansu Жыл бұрын
ନବୀନ ମୃଦାବାଦ
@pratapnayak6021
@pratapnayak6021 Жыл бұрын
ଆରେ ନିଜ ଭାଇକୁ ଯିଏ ନଦେଖୁଛି ଓଡ଼ିଶା ବସିକି କଣ ଚାଲିବ😊
@deepaksahoo2533
@deepaksahoo2533 2 ай бұрын
Joumanisa bhaiku napacharilanahi sara Odisha ku pacharila sehouchi
@samabaral3524
@samabaral3524 Жыл бұрын
ପାଣ୍ଡୁ ଇଂରାଜୀ ରେ କହିଲେ ବୁଝି ବ ,ତମ ଓଡ଼ିଆ କଥା ସେ ବୁଝି ପାରୁନି ,ରାଜ୍ୟ ବାସି ଓଡ଼ିଆରେ ତେଇଶି ବର୍ଷ କହିଲେଣି ସେ ବୁଝୁନି
@ODIAASMITA16
@ODIAASMITA16 2 ай бұрын
Se tanka nija bhai nuhti ନୋଖା ଯୋଖା ଭାଇ..ତାଙ୍କ ଭଉଣୀ ମୃତ ଆଉ ଗୋଟେ ଭାଇ ବିଦେଶରେ 🙏
@umakantadash2650
@umakantadash2650 2 ай бұрын
ସଂପର୍କର ର ମାନେ କ'ଣ ନବୀନ ପଟ୍ଟନାୟକ ଜାଣି ଥାଆନ୍ତା , ତେବେ ଓଡ଼ିଶା ବାସୀଙ୍କ ଏମିତି ଅବସ୍ଥା ହୋଇନଥାନ୍ତା
@avhijittripathy4639
@avhijittripathy4639 2 ай бұрын
ଦ୍ଭାଇଜଦିଶାତ ଭଗାରି ହେଇଥିବ
@sanjaypanda580
@sanjaypanda580 Жыл бұрын
Jiye ta Bhai ku chinhuni se ,gariba ku chinhini ba kemiti ?
@JhunuPujari
@JhunuPujari 2 ай бұрын
OMG 😱 Naveen sir nka nija Bhai ku dekhiki bahut dukha laguchi 😭😭😭😭😭😭
@swapneswarpaikaray1229
@swapneswarpaikaray1229 Жыл бұрын
ବିଜୁବାବୁଙ୍କ ସ୍ବପ୍ନ ପୁରଣ କରିବା ପରେ ସମୟ ମିଳିଲେ ତ !ବାପ ପାଇଁ ପରିଚିତ କିନ୍ତୁ ଶେଷ ସମୟରେ ବାପାଙ୍କ ପାଖରେ ନବୀନ ଥିଲେ ତ ?ଭାଇ ତ ଦୁରର କଥା ।
@MOHANLOHARA-dj6je
@MOHANLOHARA-dj6je Жыл бұрын
ଆମେ କହିଥାଉ ନିଜର ଲୋକ ହିଁ ନିଜର ବୋଲି
@himansudash9149
@himansudash9149 Жыл бұрын
ଭାଇ ବନ୍ଧୁକୁ ଥଇଥାନ କରିବା ବିଜେପି ଠୁ ଶିଖିଵା କଥା
@SudhansuSwain-cm4gi
@SudhansuSwain-cm4gi 2 ай бұрын
ନବୀନ ପଟନାୟକ ବେଈମାନ, ଆପଣଙ୍କ ଆଶା ଆଶାରେ ରହିଯିବ
@PanchudasOrrisa-ih6xu
@PanchudasOrrisa-ih6xu 2 ай бұрын
ନବିନ୍ ହେଉଛି ଭାଈ ଭଗାରୀ ସେ ଓଡଶା ଲୋକଙ୍କ ଦୁଃଖ ବୁଝିବେ କଣ
@hrudanandasahuofficial
@hrudanandasahuofficial 2 ай бұрын
ନବୀନପଟନାୟକ ସ୍ୱାର୍ଥବାଦୀ ସେକିଯାଣିବ ପରଦୁଃଖ ଛି ଛି ଛି ନିଲଜ
@mantunayak8847
@mantunayak8847 Жыл бұрын
Very emosnal news
@simanchalreddy5411
@simanchalreddy5411 2 ай бұрын
Nistur nabeen😊😊😊😊😊😊😊😊
@user-ev6fg3dp1q
@user-ev6fg3dp1q Жыл бұрын
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କିବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ରାଜ୍ୟ ବାସି ଉଦ୍ଧାର ହେଉ ।
@mamakuli9175
@mamakuli9175 Жыл бұрын
Gandi Mora upokruto huontu
@trilochanpal9919
@trilochanpal9919 2 ай бұрын
ବର୍ତମାନ ର ସରକାର ତାଙ୍କର ଦାଇତ୍ୱ ନେବା ଦରକାର
@prafulasingh2267
@prafulasingh2267 Жыл бұрын
ନବୀନ ବାବୁଙ୍କ ଖାସ୍ ପାଖଲୋକ କହୁଥିଲେ କାଳେ ନବୀନ ବାବୁ ପ୍ରବଳ ଅସୁସ୍ଥ ଉଠିପାରୁ ନାହାଁନ୍ତି ବିଛଣା ଧରିଲେଣି , ସିଏ କ'ଣ ଆସିବେ ବରଂ ଆଜ୍ଞା ଆପଣ ସେଇ ଭଙ୍ଗାଗୋଡ଼ ନେଇ ଘୁସୁରୀ ଘୁସୁରୀ କାନ୍ଦି କାନ୍ଦି ଯାଇ ତାଙ୍କୁ ଟିକିଏ ଦେଖି ଆପଣଙ୍କ ତତଲା ଲୁହ ଦିଠୋପା ତାଙ୍କ ଉପରେ ଢାଳି ଦିଅନ୍ତୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରିବେ , ଶାଢେ ଚାରି କୋଟି ଓଡିଆ ଲୋକଙ୍କ ଆଶିର୍ବାଦ ଆପଣ ପାଇବେ । ଯଦି ଆପଣଙ୍କ ପାଖରେ କିଛି ବି ଅନୁଦାନ ଥାଏ ତାଙ୍କ ତକିଆ ପାଖରେ ରଖି ଆସିବେ । ନବୀନ ବାବୁ ଆପଣଙ୍କ ଠାରୁ ଆହୁରି ନିସହାୟ । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଆପଣଙ୍କ ନିରାମୟ କାମନା କରୁଛି ।
@amaresh2980
@amaresh2980 Жыл бұрын
ଦୀପ ତଳ ଅନ୍ଧାର
@kookie3583
@kookie3583 2 ай бұрын
Navin hamara Bhagwan hai hamesha vah hamare Dil mein hi rahenge marte dam Tak rahenge vah hamare pyare Hain Bhagwan se prathna hai unki lambi aayu Ho vah hamesha hamare Dil mein rahe hamara Sarkar ban ke mukhymantri Bankar hamesha rahe❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@uddhabghadia133
@uddhabghadia133 2 ай бұрын
ୟେ ନବୀନ ବାବୁଙ୍କ ମହାନତା। ଓ ମାଇଁ ଗଡ
@bharatasahu1628
@bharatasahu1628 Жыл бұрын
ଅତ୍ୟନ୍ତ ଦୁର୍ଭାଗ୍ୟଜନକ
@bharatasahu1628
@bharatasahu1628 Жыл бұрын
ଦୁଃଖ ଦାୟକ
@Angelvarsha1234
@Angelvarsha1234 Жыл бұрын
i Am in tears ..😭😭😭😭
@adv.pravatbarik1171
@adv.pravatbarik1171 Жыл бұрын
Mo nabin bhai ayenge.... କେତେ ଆଶା ରଖିଛନ୍ତି ବୟସର ଅପରାହ୍ନ ରେ।। ହିନ୍ଦି film rekha r ଡାଇଲଗ୍‌ ଭଳି---- mera karan arjun aayenge. very imotional
@odiasong539
@odiasong539 2 ай бұрын
Sar ବହୁତ ଦୁଃଖ ଲାଗୁଚି 😭😭😭😭😭😭
@TheUnknown79
@TheUnknown79 Жыл бұрын
Naveen Narayan long live
@jhasketankarna7969
@jhasketankarna7969 Жыл бұрын
Dhanya re nabina babu
@mithunurocky
@mithunurocky 2 ай бұрын
🙏🙏🙏🙏🙏🙏🙏🙏🙏 Naveen sar
@Maagouri2828
@Maagouri2828 Жыл бұрын
R8 bapa 🙏🙏🙏
@jimutamuduli6659
@jimutamuduli6659 Жыл бұрын
ନବୀନ ବାବୁ ଭାଇ ଙ୍କୁ ଟିକେ ପଚାର l
@prasantaguru5817
@prasantaguru5817 Жыл бұрын
God bless you sir
@chakradharapati4080
@chakradharapati4080 Жыл бұрын
ଭଢୁଆ ମଦୁଆ ପଙ୍ଗୁଆ କେବେ କାହାକୁ ଭଲ ପାଇନି,,,,ତା ବାପା କୁ ଯେଉଁ ମାନେ ଵଞେଇ ରଖିଥିଲେ ଓ ଟଙ୍କାର ସାହାଯ୍ୟ କରିଥିଲେ ସେମାନଙ୍କୁ ଦେଖି ଵାକୁ ଗଲା ନାହିଁ,,,, କେବଳ ନିଜେ କେମିତି ଵଞଇଵ ସେହି କଥା ଚାଲିଛି 24 ବର୍ଷ ହୋଇଗଲା
@prafulladash7115
@prafulladash7115 Жыл бұрын
Jia nija lokanka katha bujhiparunahanti. Odisha katha kan bujhibe
@tripathybanamali7858
@tripathybanamali7858 Жыл бұрын
ଗୋଟିଏ ପରିବାର ଦାନ କରିକରି ମହାନ ହୋଇଗଲେ।ଆଉ ଜଣେ ମିଡିଆକୁ ଏପରି ମନ୍ତବ୍ୟ ଦେଇ କଣ ଜଣାଇବାକୁ ଚାହୁଁଛନ୍ତି? ତାଙ୍କର ଅସୁସ୍ଥତା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଯୋଡିବା ଅସମିଚିନ।
@bhuyanmonalisha5024
@bhuyanmonalisha5024 Жыл бұрын
Navin Pattnaik khali vote jitiba jarnichhanty
@JyotishreeBehera
@JyotishreeBehera 2 ай бұрын
New cm varana karidebe
@balagopalpadhanodiatech2013
@balagopalpadhanodiatech2013 Жыл бұрын
Cm dm
@akshybehera25officialwebsi91
@akshybehera25officialwebsi91 Жыл бұрын
😮😮😮😮 ନବୀନ
@biswaranjanbehera3361
@biswaranjanbehera3361 Жыл бұрын
pls cm sir tama bada vai ku tkdekha 🙏🙏🙏🙏vagaban apana ka mangal karebee
@ekalabyagaigaria9679
@ekalabyagaigaria9679 Жыл бұрын
Ek number kahuchan
@mr.Lalitnarayan1989
@mr.Lalitnarayan1989 2 ай бұрын
Navin jete vala odia na kauch se ea kauchanty.....sabu ghare semty 😢
@rajeshmishra5847
@rajeshmishra5847 Жыл бұрын
Mo matare alga kaha help niyantu..Se Bhai ra help nihantuni Karana Ate dina Jake se Bhai kouthi thila...bahut thara ba se sethiku asichanti ...bbsr ru Cuttack ke te bata ki????
@JyotishreeBehera
@JyotishreeBehera 2 ай бұрын
Kia kahiba ai tanka Bhai boli Nabeen babu ta nije ଅସୁସ୍ଥ ସେ କଣ କରିବେ
@raghunathmishra9241
@raghunathmishra9241 Жыл бұрын
ନାଁ time ନାହିଁ ଆଉ ମୁଁ ତୁମକୁ ଜାଣି ନି। ମୁଁ ମୁଖ୍ୟ ମନ୍ତ୍ରୀ ମୋର କେହି ନାହାନ୍ତି। ଅଛି କେବଳ ଆସନ। ମା ପେଟରୁ ଆସନ ନେଇ କି ଆସିଥିଲି
@PadiptaPattnik
@PadiptaPattnik Жыл бұрын
Perfect
@Asishi3379
@Asishi3379 Жыл бұрын
ଏ ନବୀନ ବାବୁ ... ଆମେ ତମ ଫ୍ୟାନ 😂😂
@udaybhanuroutray6430
@udaybhanuroutray6430 Жыл бұрын
Kali 5T sachiba asibe Naveena tanku Ka deichhi
@simanchalpatra5820
@simanchalpatra5820 Жыл бұрын
Pandian babu helps to CM s big Brother dillip patnayak and sister
@user-vp8ln4hr6t
@user-vp8ln4hr6t Жыл бұрын
Naveen babu nija paribaraku tike dekha
@PratimaMohanty-vk1pw
@PratimaMohanty-vk1pw Жыл бұрын
Mo bala mukhyamantri
@AdrushyaOfficial
@AdrushyaOfficial Жыл бұрын
ଆଜିକାଲି ତ ନିଜ ରକ୍ତର ଭାଇ ହେଉନି ଆଉ ଇଏ ତ ବଡ଼ ବାପା ପୁଅ 😂
@rameshchandradash4605
@rameshchandradash4605 Жыл бұрын
Thik bada bhai kahuchhanti,
@sanjaypanda580
@sanjaypanda580 Жыл бұрын
Kalia tanka kete din,dine antha ghatiba, kandha Dena paini bohut chamcha milibe hele parivar ba atmiya nuhe
@snehalatapradhan8821
@snehalatapradhan8821 Жыл бұрын
Nabin babu sabu kahi asichhanti Apana mane khushi ta. Kebe nija Bhai nku pachari chhanti bhai tame khushi achha. Deha bhala achi Ete bada na paigale mahan heijibe ni Manabikata b rahiba darkar navin babu
@sangramswain6460
@sangramswain6460 Жыл бұрын
CM help karibe Jay naveen Jay bjd
@rakeshkumarsethyrakeshkuma2256
@rakeshkumarsethyrakeshkuma2256 Жыл бұрын
Nabin sir please please bhi bhi 😢😢😢😢😢
@pradeepdora6946
@pradeepdora6946 Жыл бұрын
ସଳା ମା
@binayadevsingh6050
@binayadevsingh6050 Жыл бұрын
Jia bhairananhi se kahara nanhi.
@rami331
@rami331 Жыл бұрын
Nabin babu jaha kale kichhi bhala kaleni
@gaganbiharinayak2991
@gaganbiharinayak2991 2 ай бұрын
Jiye bhaira nuhen Siye Odisara Desa Drohi beiman Pandubhali Bhasmasura nkara.
@chandansahu7712
@chandansahu7712 Жыл бұрын
Bahuta dukha lagila chhi
@praveenkumarmohanta331
@praveenkumarmohanta331 2 ай бұрын
Bhuli jaa na sie tama pai kn kn karijaochanti 🥲
@TheUnknown79
@TheUnknown79 Жыл бұрын
Hi Ba hi Bhai hi ai hi Sai
@rashmiranjanmalik5147
@rashmiranjanmalik5147 Жыл бұрын
ଧିକ ରେ ସେ ଭାଇ .. ଛି ଛି
@sujitmohapatra2506
@sujitmohapatra2506 2 ай бұрын
Bsky card darkar.
@pravakarmallick1246
@pravakarmallick1246 Жыл бұрын
Navin babu kn janichhi, pandian hatare odisha ku teku deichhi,sasu Prem patnayak pakhaku jouchhi,90 percent pandian
@dillipkumardas1107
@dillipkumardas1107 2 ай бұрын
Some persons areneither 0:52 not take food nor give to anybody . Naveen Patnaik like y
@kaberibehera3343
@kaberibehera3343 2 ай бұрын
Tame mane hela tanka bhagari tanku ninda karbanita au kan kariba
OMG what happened??😳 filaretiki family✨ #social
01:00
Filaretiki
Рет қаралды 13 МЛН
白天使选错惹黑天使生气。#天使 #小丑女
00:31
天使夫妇
Рет қаралды 15 МЛН