Nabin Nka charcha With Ex-MP Rabi Narayan Pani

  Рет қаралды 75,459

Nirbhay

Nirbhay

Күн бұрын

Пікірлер: 227
@RanjanBehera-ge1kf
@RanjanBehera-ge1kf 2 ай бұрын
☀️ Respected Sir...🙏 God bless you for your Truth journalism 🏵️💐💐🌹🌹❣️ ସତ୍ୟର ସ୍ଵର... "ନିର୍ଭୟ ଗୁମର କଥା" କୁ ଅନେକ ଅନେକ ଶୁଭେଚ୍ଛା 🌸🌸🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋🌋
@pramoddash5937
@pramoddash5937 2 ай бұрын
ସୁନ୍ଦର ଉପସ୍ଥାପନା, ଗୁପ୍ତ ତଥ୍ୟ ର ଉନ୍ମୋଚନ। ଧନ୍ୟ ନବୀନ ଦାସଜୀ। ଜୟ ଜଗନ୍ନାଥ।
@rajanikantapattanayak9702
@rajanikantapattanayak9702 2 ай бұрын
ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବଞ୍ଚନାର ପାହାଡ଼ , ତେବେ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଆମ୍ଭେ ଲକ୍ଷ୍ୟ କରିଛୁ । ସମୟ ଚକ୍ରରେ ତାଙ୍କର କିଛି ପୂର୍ଣ୍ଣକାଳିନ ନିନ୍ଦୁକ ବା ସାମୟିକ ବିରୋଧୀଙ୍କ ପୁତ୍ର ମାନଙ୍କୁ ଦଳୀୟ ରାଜନୀତିରେ ଥଇଥାନ କରିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଅଶୋକ ଦାସଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ , ଦାମ ବାବୁଙ୍କ ପୁଅ ,ବିଜୟ ମହାପାତ୍ରଙ୍କ ପୁଅ ଆଦି , ସୁର ରାଉତରାୟଙ୍କ ପୁଅ ଆଦି । କହିବାରେ ଦ୍ୱିଧା ନାହିଁ ଏ ମାନଙ୍କ ପୁତ୍ରମୋହ କେତେ ଅଧିକ । ସୁଧୀ ବର୍ଗ ବିଚାର କରିବା ହେବେ ଏହି ବରିଷ୍ଠ ନେତାମାନଙ୍କ ଦେଶ ପୀରତି ଅଧିକ ନା ପୁତ୍ର ମୋହ ଅଧିକ । ପୁତ୍ର୍ମାମ
@nirasahoo284
@nirasahoo284 2 ай бұрын
Good prsonality Pani Babu. Old leaders had morality and personality which is now not seen in todays politician.
@kishorkumarbeherakishor1405
@kishorkumarbeherakishor1405 2 ай бұрын
ନିର୍ଭୟ ର ନବୀନ ଭାଇନା ଙ୍କ ସହିତ ବଡଭାଇ ରବି ପାଣି ଭାଇଙ୍କ ନବୀନ ଙ୍କ ଚର୍ଚ୍ଚା ରେ ଯାହା ଆଲୋକପାତ କରିଛନ୍ତି ତାହା ବାସ୍ତବ ଅଙ୍ଗେ ଲିଭା ରାଜନୈତିକ ବେକ୍ତି ବିଶେଷଙ୍କୁ ପ୍ରଭାବିତ କରିବ ଏବଂ ଆଗାମି ଦିନରେ ନୁତନ ସୁର୍ଯୋଦୟର ସମ୍ଭାବନାର ସୁଚନା ରହୁଛି ।। ଜନତାଦଳ ବନ୍ଧୁ ଗ୍ରୁପ ଓଡ଼ିଶା ❤
@trilochanpatnaik6321
@trilochanpatnaik6321 2 ай бұрын
ଚର୍ଚ୍ଚା ହେଲା, ଭଲ ଲାଗିଲା। ତଥାପି ପାଣି ମହାଶୟ ବହୁତ ଗୁପ୍ତ କଥା ଲୁଚେଇ ରଖିଲେ।। ଏହାହିଁ ଦୁଃଖ ଲାଗିଲା।
@jayantakumarmohapatra9534
@jayantakumarmohapatra9534 2 ай бұрын
Thanks Rabi Babu for your description.
@PrasantaMohapatra-yg8fo
@PrasantaMohapatra-yg8fo 2 ай бұрын
ବହୁତ ସୁନ୍ଦର ଜୀଵନି...... ଆଜି କିନ୍ତୁ ନବିନ ବାବୁ ରାଜନିତୀର ସଜ୍ଞା ବଦଳାଇ ଦେଇଛନ୍ତି।ରାଜନିତୀର ଆଦର୍ଶ ମାନଙ୍କୁ ସେ ଦୂରେଇ ଦେଇ ଚୋର ଚଣ୍ଡାଳ ମାନଙ୍କୁ ପୁରାଇ ରାଜନିତୀକୁ କଳୁଷିତ କରିଛନ୍ତି।..............ଏହା ଯେତିକି ଦୁଃଖ ଦାୟକ, ସେତିକି ଲଜ୍ଯାକର.......!
@banambardas8504
@banambardas8504 2 ай бұрын
Mo
@jagannathpatnaik8409
@jagannathpatnaik8409 Ай бұрын
ନବୀନ ପଟ୍ଟନାୟକ ସମୋୟପଯୋଗୀ ପଦକ୍ଷେପ ନିଅନ୍ତି।ଏବେ ଯାହା ଦରକାର ତାହା କରନ୍ତି।
@Baral7179
@Baral7179 2 ай бұрын
Nice represention 🙏🙏
@laxmidharapanda6086
@laxmidharapanda6086 2 ай бұрын
ଛଳନାରେ ଭରପୁର ନବୀନ ପଟନାୟକ କୁ ଭଗବାନ ଉଚିତ ଦଣ୍ଡ ଦେଇଛନ୍ତି ! ତେଣୁ ବହୁତ ଖୁସି ଲାଗୁଛି ! ବେଈମାନ ନବୀନ ପଟନାୟକ !
@RanjanBehera-ge1kf
@RanjanBehera-ge1kf 2 ай бұрын
☀️ Absolutely Correct 💯 Sir....👍
@samirnayak3768
@samirnayak3768 2 ай бұрын
Absolutely right
@chandipadapanda4707
@chandipadapanda4707 2 ай бұрын
ଏଭଳି ଗୂଢ କଥା ଆଜିଯାଏ କାହାଠାରୁ ଶୁଣାଯାଇ ନାହିଁ ,କେବଳ ରବି ବାବୁ ଭଳି ନୀରବ ଦ୍ରଷ୍ଟା ଓ ସତ୍ଯନିଷ୍ଠ ବ୍ଯକ୍ତିଙ୍କ ନିକଟରୁ ଆପଣଙ୍କ ଭଳି ଦକ୍ଷ ଓ ଚତୁର ସାମ୍ବାଦିକ ଆଦାୟ କରିପାରିଛନ୍ତି ,ସେଥିପାଇଁ ଆପଣଙ୍କୁ ଶତ ଧନ୍ଯବାଦ।
@kishorchsrichandan307
@kishorchsrichandan307 2 ай бұрын
ନବୀନ ବାବୁ ତାଙ୍କର ଦୁର୍ନୀତି ଓ କଳୁଷିତ ଶାସନ ପାଇଁ ମନେ ରହିବେ।
@pratapchandrasamal2396
@pratapchandrasamal2396 2 ай бұрын
ଆମେ ଆଉ କେତେ ଗାଲୁ ଗପ ଶୁଣିବୁ, 6 ମାସ ହେଲା ନୀତି ଦିନ ନୂଆ ନୂଆ କାହାଣୀ। ସତରେ, ନବୀନ କ୍ଷମତାରୁ ଗଲା ପରେ ଆମ ବିଧାୟକ, ନେତା ମାନେ ଜଣେ ଜଣେ କାହାଣୀକାର ହୋଇ ଯାଇ ଛନ୍ତି। ଆଉ ଜଣେ ଭଲ publisher ନିର୍ଭୟ ମିଳି ଯାଇଛି।
@sankarnathmaharana7859
@sankarnathmaharana7859 2 ай бұрын
ସେତେବେଳେ ଶାସନରେ ପାଣ୍ଡୁ ବାବୁ ଥିଲେ ତେଣୁ କିଛି କହିପାରୁନଥିଲେ ଆଉ ଯିଏ କହୁଥିଲେ ସେମାନଙ୍କର ଅବସ୍ଥା କଣ କରୁଥିଲେ ଆପଣ କିଛି ଦେଖୁନଥିଲେ କି ନା ଦେଖିକି ନଦେଖିବାର ଅଭିନୟ କରୁଛନ୍ତି ଚୋର ବିଜେଡ଼ି ଆଗକୁ ଭସ୍ମ ହେଇଯିବ ସତ ଶୁଣିବାକୁ ଟିକେ ଧର୍ଯ୍ୟ ରଖନ୍ତୁ ଏମିତି ଅଧର୍ଯ୍ୟ ହେଲେ କେମିତି ହବ
@parsuramsahoo7509
@parsuramsahoo7509 Ай бұрын
ସତରେ ଦାସ ବାବୁନୁଆ ସରକାରରେ ଓଡ଼ିଶା ର ବିକାସ କଣ ହେଲା ବୁଝା ପଡୁନି କିନ୍ତୁ ଆପଣଙ୍କର ଓ କିଛି ଲୋକ ଙ୍କ ରବିକାସ ନିଶ୍ଚୟ ହୋଇଛି ।
@dasarathirath8333
@dasarathirath8333 2 ай бұрын
ଏକ ସୁନ୍ଦର କଥା ଜାଣିବାକୁ ମିଳିଲା ।ରବି ପାଣି ମହାଶୟ ଓ ଆପଣଙ୍କ ଖୋଲା ଆଲୋଚନା ସମସ୍ତ ଙ୍କୁ ପ୍ରଭାବିତ କରିବ ।ଆଶା କରିବି ,ଆଗକୁ ଏମିତି ଅନେକ ନେତା ବିଭିନ୍ନ ରାଜନୈତିକ ଦଳର ଆଣି ଆଲୋଚନା କଲେ ଜନସାଧାରଣ ପ୍ରକୁତ ଘଟଣା ଜାଣିବେ ।ଆପଣ ଉଭୟଙ୍କୁ ଜଗନ୍ନାଥ ସ୍ବାମୀ ଭଲରେ ରଖିଥାନ୍ତୁ ।ଓଡ଼ିଶାର ସଚେତନ କାର୍ଯ୍ୟକ୍ରମ ସଫଳ ହେଉ ।ବିନମ୍ର ନମସ୍କାର ସହିତ ।ଦାଶରଥି ରଥ ।ସୋନପୁର ।
@hareshchandramuduli9309
@hareshchandramuduli9309 Ай бұрын
ବହୁତ ଧନ୍ୟବାଦ୍, ଭଲ ଲୋକର ରାଜନୀତି ରେ ସ୍ଥାନ ନାହିଁ, ଗଣତନ୍ତ୍ର ର ପତନ ପାଇଁ କ୍ଷମତା ଲୋଭି ନେତା ଦାୟୀ , ପ୍ରସାରଣ ଭଲ ଲାଗିଲା
@arbindarout
@arbindarout 2 ай бұрын
ଏବେ କଣ ରବି ବାବୁ ନବୀନ ପଟ୍ଟନାୟକ ଙ୍କୁ ଡରୁ ଛନ୍ତି। ପକୃତ୍ ଘଟଣା ଗୁଡ଼ିକୁ ଲୁଚାଉଛନ୍ତି କାହିଁକି
@acharyaone7500
@acharyaone7500 2 ай бұрын
Hard truth♥️
@brajabandhusahoo6043
@brajabandhusahoo6043 2 ай бұрын
ଧନ୍ୟବାଦ ରବି ବାବୁ
@AkshayakumarPattnaik-v7s
@AkshayakumarPattnaik-v7s 22 күн бұрын
Very Interest and True statement
@BishnucharanRay-xy5ox
@BishnucharanRay-xy5ox 2 ай бұрын
କାର୍ତିକ ପୂର୍ଣ୍ଣିମା ପାଇଁ ଶୁଭେଚ୍ଛା
@jagabandhuparida1236
@jagabandhuparida1236 Ай бұрын
Sir apanank style au anchoring style bahut bhala lage ❤🙏🙏
@manasdas5715
@manasdas5715 2 ай бұрын
ସମ୍ମନଷ୍ପଦ ରବିବାବୁ ଅନେକ ଗୁମର ର ଅଜଣା କଥା ଓଡ଼ିଶା ବାସୀଙ୍କୁ ସମ୍ୟକ ବର୍ଣ୍ଣନା କରିଥିବାରୁ ଧନ୍ୟବାଦ କିନ୍ତୁ ଆଉ ଗୃଢ ରହସ୍ୟ ଅନ୍ତରେ ରଖିଛନ୍ତି ସେଗୁଡିକୁ ଲୋକାଲୋଚନକୁ ଆଣିଲେ ବିଜୁ ପ୍ରେମୀ ଓ‌ ଓଡ଼ିଶା ବାସୀ ଆହୁରି ସତ୍ୟାସତ୍ୟ ଜାଣିପାରନ୍ତେ , ଦଳରେ ଥିବା ଡାକୁ ମାନଙ୍କ ପ୍ରକୃତ ପରିଚୟ ଜାଣିପାରନ୍ତେ 👌🙏
@AlokPradhan-ef9zq
@AlokPradhan-ef9zq 2 ай бұрын
ନିଜ ସ୍ୱାର୍ଥ ପାଇଁ ମନ ଇଚ୍ଛା କାହାଣୀ ଶୁଣାଇବା ବନ୍ଦ କରନ୍ତୁ
@sankarnathmaharana7859
@sankarnathmaharana7859 2 ай бұрын
ଗେଣ୍ଡାଦଳ ଯେଉଁ କୁକର୍ମ କରିଛି ଏମିତି ସବୁ ବାହାରିବ ନିଶ୍ଚିତ କଷ୍ଟ ହେଉଥିବ
@ratankumarmohanty5121
@ratankumarmohanty5121 2 ай бұрын
ନବୀନ ପଟ୍ଟନାୟକ ଜଣେ ଵଡ ଧୋକାଵାଜ ଵେଇମାନ ନେତା।ଆଉ ଅଧିକ କିଛି ନାହିଁ।
@binayakrai9009
@binayakrai9009 2 ай бұрын
ପ୍ରଭୁ ଜଗନ୍ନାଥଙ୍କ ପ୍ରତି ନବନ ର ଶେଷ ଛଳନା
@subasnayak1510
@subasnayak1510 2 ай бұрын
କିଛି ନେତା ମାନେ କେବେ କେବେ ରୋଷେଇ କରନ୍ତି ବୋଲି ଜଣେ ବରିଷ୍ଠ ଅଭିଜ୍ଞ ନେତା ଙ୍କ ର ମତ ଥିଲା, ହୁଏତ ମତାମତ ଟି ଟିକେ ଅସଂଗତ ଲାଗିଥାଇ ପାରେ କିନ୍ତୁ କିଛି ନେତ୍ରୀ ମାନେ ନବୀନ ନିବାସ କୁ ଯିବା ଆସିବା କରନ୍ତି ସେମାନେ ରୋଷେଇରେ ସାହାଯ୍ୟ କରନ୍ତି ନା ବାସନ ମାଜନ୍ତି, ନା ଆଉ କୋଉ ପ୍ରକାର ସହଯୋଗ କରନ୍ତି
@pramodbadajena2158
@pramodbadajena2158 Ай бұрын
Rangila Ratana budha
@SabitaKhuntia-ih5yq
@SabitaKhuntia-ih5yq 2 ай бұрын
Jay Jagannath sir namaskar apana nka charcha very nice uposthapn 🙏🙏
@ashokkumarmishra6875
@ashokkumarmishra6875 2 ай бұрын
It gives great pain to here Rabi Pany . A people's leader in deed.
@subashchampati282
@subashchampati282 2 ай бұрын
Nabina khali baiman nuhe very very good baiman.
@basantapattnaik7812
@basantapattnaik7812 2 ай бұрын
ସାର ପ୍ରଣାମ 🙏🌹
@GolakBihariSahoo-o9f
@GolakBihariSahoo-o9f 2 ай бұрын
ରବି ଭାଇ ଦଳ ଡିଆଁ ଲୋକ ନୁହଁନ୍ତି କି? କିଛି କଥା ମନ ଭିତରେ ରଖି ଓଡ଼ିଆ ଲୋକଙ୍କୁ ସନ୍ଦେହରେ ରଖିଲେ କା ପାଇଁ /ନା ଡ଼ରିକି?😂😂😂
@ManmathnathSamantaray
@ManmathnathSamantaray 2 ай бұрын
ନିଚ୍ଛକ ସତ କଥା କହିଲେ, ଧନ୍ୟବାଦ
@pradyumnadas3127
@pradyumnadas3127 2 ай бұрын
Very nice open conversation
@dhaneswarsahoo3975
@dhaneswarsahoo3975 Ай бұрын
Open heart discussion
@prasannakumar3065
@prasannakumar3065 2 ай бұрын
Excellent.
@sardarrajendrasinghdhingra4250
@sardarrajendrasinghdhingra4250 2 ай бұрын
Excellent episode
@KrushnaMuduli-yu6nv
@KrushnaMuduli-yu6nv Ай бұрын
Ratire.kana.khojuthile
@skaifoundation8120
@skaifoundation8120 2 ай бұрын
My mother's first job posting was Deogarh or Debgarh. Memories. Loved "Peeda ra pedi" analysis. 🙏👍❤
@maheswarpradhan4247
@maheswarpradhan4247 2 ай бұрын
Nice disclosure
@santoshkumarnayak5324
@santoshkumarnayak5324 2 ай бұрын
Very nice episode
@ramachandrapanipani7424
@ramachandrapanipani7424 2 ай бұрын
ରବି ପାଣିଙ୍କୁ ସ୍ୱାଗତ ନବୀନ ଚର୍ଚ୍ଚାକୁ ।
@AchintyaBiswal
@AchintyaBiswal 2 ай бұрын
Beautiful conversation with Rabi babu. He is a very straightforward leader and expressed his anguish over Naveen Pattnaik.
@1984sib
@1984sib 2 ай бұрын
ଆଉ ଆଶା କରନ୍ତୁନି । ସନ୍ନ୍ୟାସ ନେଇଛନ୍ତି ବୋଲି ସ୍ବୀକାର କରନ୍ତୁ । ଖାଲି ରାଜନୀତିରେ ନିଜର ସ୍ବାର୍ଥ ଦେଖିଛନ୍ତି ଅନୁଗୋଳ ତାଳଚେର ର ନେତା ମାନେ । ଏପର୍ଯନ୍ତ୍ ଯେଉଁ ଅନୁଗୋଳ ଓଡ଼ିଶାର ରାଜଧାନୀ ହେବାର ଥିଲା, ସେହି ଅନୁଗୋଳ ଜିଲ୍ଲାରେ ମେଡିକାଲ କଲେଜ୍ ଟିଏ ସ୍ଥାପିତ ହୋଇ ପାରିଲା ନାହିଁ ।
@harekrishnasahoo9741
@harekrishnasahoo9741 2 ай бұрын
Future of Odisha is very dark. Politicians don't feel the grieves of common people. We are unfortunate enough to get a strong, unbiased n impartial leader like Yogiji.
@dayanandapradhan399
@dayanandapradhan399 2 ай бұрын
Great sorrow for great leader😊😊
@anantc.h.s.kharghar457
@anantc.h.s.kharghar457 2 ай бұрын
Naveen was behaving like RAJA MAHARAJA JAMINDAR. MLAs were cooking food!
@santoshpattnayak2589
@santoshpattnayak2589 2 ай бұрын
ସ୍ବାର୍ଥ ସରିଲା ଏବେ ଦଳ ଖରାପ ହେଲା 😂
@susantabehera1994
@susantabehera1994 Ай бұрын
ରବିପାଣି ମହାଶୟ ଙ୍କୁ ଟିକେ ପଚାରନ୍ତୁ ନବୀନ ପଟ୍ଟନାୟକ ଦିନକୁ କେତେ ଥର ମଦ୍ୟ ପାନ କରନ୍ତି।
@nityanandananda1796
@nityanandananda1796 2 ай бұрын
ରବି ବାବୁଙ୍କୁ ଅନେକ ପ୍ରଣାମ, ଅନେକ ରାଜନୈତିକ ଦଳର ଭିତର କଥା କହିଲେ ଓ କିଛି ଲୁଚାଇଲେ.... ଅବଶ୍ୟ ଏହା ହୁଏ... ଉଦାର ବ୍ୟକ୍ତିର ସ୍ଵଭାବ ଅଟନ୍ତି ରବି ବାବୁ....
@dwarikanath1958
@dwarikanath1958 2 ай бұрын
ଆଜ୍ଞା ରୋକଠୋକ କହିଛନ୍ତି, ଓଡ଼ିଆ ମାନେ ଜାଣନ୍ତୁ ଲୋକ ତିଷ୍ଠି ବା ପାଇଁ କେତେ ଛଳନା।
@biswajeetbehera2753
@biswajeetbehera2753 Ай бұрын
Pranam
@TitiliChaudhury
@TitiliChaudhury 2 ай бұрын
ଭ୍ରାଷ୍ଟାଚାରି ନେତା ଗୁଡ଼ିଏ ହେଲେ ଏମାନେ। ସ୍ବାର୍ଥ ଥିଲେ ସବୁ ଭଲ । ନହେଲେ ସମସ୍ତେ ଖରାପ ।
@mmsahu1
@mmsahu1 2 ай бұрын
Nijar janata prati abadan nathibaru ehii dasa netamankar High command dayaru vote paanti nhele punah musika
@kartikbiswal5078
@kartikbiswal5078 2 ай бұрын
ଜଦି ଆପଣ କିଛି କହିବାର ଅଛି ହ୍ଵାଟସପ୍ ରେ କହିବେ।୯୪୩୮୪୬୬୫୪୫
@chittaranjanmohapatra3584
@chittaranjanmohapatra3584 2 ай бұрын
Very good podcast
@SantoshKumarpradhan-x4g
@SantoshKumarpradhan-x4g 2 ай бұрын
Ok sir
@ShubhajyotiJena
@ShubhajyotiJena 2 ай бұрын
Sir plz you make videos related to central politics also🙏
@sunitapatro3801
@sunitapatro3801 2 ай бұрын
ଟିକେଟ ନ ମିଳିଲେ ଏମିତି ସବୁ କଥା ବାହାରେ
@sankarnathmaharana7859
@sankarnathmaharana7859 2 ай бұрын
ଯିଏ ବିଜେଡିକୁ ସୋପୋର୍ଟ କରୁଥିବ ସେମାନଙ୍କୁ ସେମିତି ଲାଗିବ ସତ କହିଲେ ବାଧୁଛି କି ସତ ଟା ସବୁବେଳେ ସତ
@damayantimahanta157
@damayantimahanta157 2 ай бұрын
Jay Jagannath Jay shreeram 🙏
@soumyaranjanbhuyan9808
@soumyaranjanbhuyan9808 2 ай бұрын
ସୁନ୍ଦର
@KahnucharanPollai
@KahnucharanPollai 2 ай бұрын
ବିଜେପି କୁ ଯାଆନ୍ତୁ
@GolokSahoo
@GolokSahoo 2 ай бұрын
What Rabi pani disclosed about Naveen babu, Naveen Nivash, and BJD if the people of Odisha must have listened to it.After knowing all these hidden facts where the position of Naveen babu will be??Let the people decide.
@pradeepsamal7376
@pradeepsamal7376 2 ай бұрын
Pani babu nku aauthare charcha ku aanantu tanka bedana se pariprakash karibe
@jagannathpatnaik8409
@jagannathpatnaik8409 Ай бұрын
ରବି ପାଣି ଏବେ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲୁଗାପଟା ସଫା କରୁଛନ୍ତି!!!!!
@BishnucharanRay-xy5ox
@BishnucharanRay-xy5ox 2 ай бұрын
ଶନିବାର ଓ ରବିବାର ମଧ୍ୟ ନିର୍ଭୟ ପ୍ରକାଶ କରନ୍ତୁ
@satyatripathy6379
@satyatripathy6379 2 ай бұрын
One More Episodes of Rabi Pani must be done.
@birendrakumarnanda7328
@birendrakumarnanda7328 2 ай бұрын
@kartikbiswal5078
@kartikbiswal5078 2 ай бұрын
ଆପଣ ଦୁଇଜଣ ପରିବା ଓ ଗ୍ୟାସ ଲଗାଉଥିଲେ । ଶେଷରେ ପତର ଉଠାଇବା ନିବାସ ସଫାସଫି କାମରେ ଥିଲେ ନା ବାସନ ମଜାମଜି କରୁଥିଲେ। ଏତେ ଚୋଚିମିବା ଭଲ ନୁହେଁ। ଅତିରୁ ଇତି ହୁଏ l
@Nirashkumarnayak
@Nirashkumarnayak 2 ай бұрын
Sir ନବୀନ ର ଚର୍ଚ୍ଚା କର ନାହଁ ତୁମର ଚର୍ଚ୍ଚା କର କାହଁକି ତମର ଅକାତ ନାହିଁ ତାଙ୍କ ସହିତ ତୁଳନା କରିବାକୁ. ବେକାର ସମୟ ବର୍ବାଦ କର ନାହିଁ. କାହାକୁ କେବେ ଚାଉଳ ମୁଠାଏ ଦେଇଛନ୍ତି କି?
@alokkumarmall4864
@alokkumarmall4864 2 ай бұрын
Very very sorry
@jayanarayandas4237
@jayanarayandas4237 2 ай бұрын
If BJD had not given you ticket in 2019,why you had not contested as an independent candidate? These people are doing poltics for own interest, BJD has given an opportunity to become MP/MLA but now he is blaming that party. What is his contribution for Angul didtrict? This person has no ideology. That's why he has joined in all poltical parties.
@ShyamSamal-pc5tg
@ShyamSamal-pc5tg 2 ай бұрын
A perfect man suffers much.
@birendrakumarnanda7328
@birendrakumarnanda7328 2 ай бұрын
Sir namaskar
@mituprdhan2020
@mituprdhan2020 2 ай бұрын
Jai Sita ram 🙏🏻🙏🏻🙏🏻
@BibhutiDalei-hz7xs
@BibhutiDalei-hz7xs 2 ай бұрын
କେତେ ଟା ଦଳ କୁ ଡେଇଁ ସ୍ବାର୍ଥ ପୂରଣ କରିଚ ରବି ପାଣିର ମହାଶୟ ?
@SachidanandaNayak-t5f
@SachidanandaNayak-t5f Ай бұрын
Truth of Rabi Pani reveals statesmanship of Great touring personality like Biju Pattnaik who remains in the heart of all Odias for ever and on the other hand his son is just opposite to his father. The treachery played to Rabi Pani and others is painful. May God bless Rabi Baboo to get the position he deserves in his future life
@golakbiharimohanty8816
@golakbiharimohanty8816 2 ай бұрын
Nice discussion thanks rabi babu and nabin babu.
@MohanSahoo-j1x
@MohanSahoo-j1x 2 ай бұрын
ବିଜୁ ବାବୁ ବିଜୁ ବାବୁ ।
@satishchandrabehera7291
@satishchandrabehera7291 2 ай бұрын
ରବି ନନା ଯାହା କହିଲେ କଣ ସବୁ ସତ!!! ଯଦି ସତ୍ୟ କାହିଁକି ଏଯାଏଁ ରଖିଥିଲେ ଗୁପ୍ତ?!? ନିଜସ୍ଵ ପୀଡାକୁ ରଖିଥିଲେ ଅବା ପେଡିରେ। ବାନ୍ତି କରିଦେଲେ ନବୀନ ଦାସଙ୍କ ଆଗରେ।।
@neongamerz5918
@neongamerz5918 Ай бұрын
Old is gold....Rabi babu is a good soul and clear character
@ramachandrapanipani7424
@ramachandrapanipani7424 2 ай бұрын
ଜୟ ଶ୍ରୀ ଜଗନ୍ନାଥ !
@govindab4089
@govindab4089 2 ай бұрын
Bjd mla, mp gudak Naben p, ra mulia.. Pramila bisoi , Sulata Deo bhali loka tankar neta. Saram laguchi tank bisay re kahiba ku.
@SanjibKumar-m4o
@SanjibKumar-m4o 2 ай бұрын
ସୁବିଧାବାଦୀ ନେତା ଗୁଡ଼ିକ ହେଲେ ଏମାନେ
@benudharabastia8838
@benudharabastia8838 Ай бұрын
ଆପଣ ଜଣେ ସଚେଟ ରାଜନେତା ମହାପ୍ରଭୁ ଆପଣଙ୍କୁ ଦିର୍ଘାଯୃ କରନ୍ତୁ
@NityanandaSwain-x9u
@NityanandaSwain-x9u 2 ай бұрын
😢sir,chhalanar Nayak chhalanare padichhanti .karma anusare fala.
@SusilPradhan-l6x
@SusilPradhan-l6x 2 ай бұрын
I have read some articles of Rabi Pani
@santoshkumarmishra2620
@santoshkumarmishra2620 Ай бұрын
ଅଙ୍ଗୁର ଖାଇ ନପାରିଲେ ଖଟା.
@Cricketedgeodia
@Cricketedgeodia 2 ай бұрын
Pen ରୁ politics କୁ ଆସିଥିଲେ ସବୁ ବଡ଼ ବଡ଼ ନେତାଙ୍କୁ chalana କରି ବିଦା କଲେ ଶେଷରେ chalanara ଶିକାର ହେଲେ .
@gangadhardash3430
@gangadhardash3430 2 ай бұрын
🎉🎉
@arunrout7986
@arunrout7986 Ай бұрын
ଅନ୍ୟ ନେତା ମାନେ ମାପି ଚୁପି କହନ୍ତି,କିନ୍ତୁ ରବି ବାବୁ ପୁରା ଅନ୍ତର ଖୋଲା କଥା କହିଲେ
@santoshrath-c3z
@santoshrath-c3z 2 ай бұрын
ଚର୍ଚା ହେଲା ଭଲ ଲାଗିଲା ପାଣି ସାର୍ କିଛି ଗୋପନ କଥା କହି ଲେ ଆଉ କିଛି ଗୁଢ ରହସ୍ୟ କହିଲେନି ଦୁଃଖ ଲାଗିଲା
@jagannathpatnaik8409
@jagannathpatnaik8409 Ай бұрын
ବିଜେପି ର ଚାମଚା ଗିରି କରୁଥିଲେ, ତେଣୁ ବିଜେଡି ରୁ ତଡାଖାଇଲେ।
@ramachandrapanipani7424
@ramachandrapanipani7424 2 ай бұрын
୧୯୮୯ରେ ଦେବଗଡ଼ରୁ ସାଂସଦ ଥିଲେ ରବି ନାରାୟଣ ପାଣି ।
@NimaincharanDas-in9ko
@NimaincharanDas-in9ko Ай бұрын
ବର୍ଷୀୟାନ ନେତା❤
@arunkumarmishra227
@arunkumarmishra227 16 күн бұрын
ଏରେ ମଜ୍ଞା ନବୀନ ଦାସ ତୋତେ ତ କେହିବାର ଜ୍ଞାନ ନାହିଁ ଥୁ
@bibekanandarout4931
@bibekanandarout4931 2 ай бұрын
❤🎉
@AvantikaSahoo
@AvantikaSahoo 2 ай бұрын
ଏମାନେ ହେଉଛନ୍ତି ସ୍ୱାର୍ଥପର ଲୋକ। ଅନ୍ଧଭକ୍ତ ପ୍ର
@manoranjanmishra3454
@manoranjanmishra3454 2 ай бұрын
କିନ୍ତୁ ନିର୍ଭିକ ନିଶ୍ଚିତ। ବୋକଚାବୁହା କି ଗୋବର ପୋକ ନୁହଁନ୍ତି।
@NabkishorBarik
@NabkishorBarik 2 ай бұрын
Old is Gold, all
@balakrishnasahoo3325
@balakrishnasahoo3325 2 ай бұрын
ଗଡଜାତ ଆନ୍ଦୋଳନର ପ୍ରମୁଖ ପବିତ୍ର ମୋହନ ପ୍ରଧାନ କେବଳ ତାଳଚେର ଜନସାଧାରଣ ଙ୍କ ଆଦର୍ଶ ନଥିଲେ ସେ ମହମାନବ ଓଡ଼ିଶା ର ବି ଗର୍ବ ଗୌରବ ଥିଲେ। ତାଙ୍କ ଆଦର୍ଶ ଯୁବ ପିଢୀ ଜାଣିବାକୁ ଭୁବନେଶ୍ବର ରେ କଣ କରାଯାଇଛି l ଓଡ଼ିଶାର ପବିତ୍ର ମୋହନ ପ୍ରଧାନଙ୍କ ପ୍ରେମୀ ମାନଙ୍କ ମଧ୍ୟରେ ବହୁତ ଅବଶେଷ ଅଛି l
@debasishrout6939
@debasishrout6939 2 ай бұрын
Everybody should focus on legend Dama Rout relationship with Naveen Patnaik ❤
How Strong Is Tape?
00:24
Stokes Twins
Рет қаралды 96 МЛН
Леон киллер и Оля Полякова 😹
00:42
Канал Смеха
Рет қаралды 4,7 МЛН
黑天使被操控了#short #angel #clown
00:40
Super Beauty team
Рет қаралды 61 МЛН
Nabin Nka Charcha With Kantabanji, BJP MLA Laxman Bag
55:38
Nabin Nka Charcha With Ex-MLA Sunanda Das
45:20
Nirbhay
Рет қаралды 31 М.
How Strong Is Tape?
00:24
Stokes Twins
Рет қаралды 96 МЛН