Nachibi Mun Joudina To Bahaghara Re | Full Video | Humane Sagar | Omm & Aishwarya | OdiaNews 24

  Рет қаралды 4,564,119

OdiaNews 24

OdiaNews 24

Күн бұрын

Пікірлер: 1 000
@abdchakra
@abdchakra Жыл бұрын
ଭାଇ ଟଙ୍କା ଆଗରେ ପ୍ରେମ ହାରି ଯାଉଛି ଆଜି କାଲି 😢... ହୃଦୟ ଭାଙ୍ଗିଲେ ଏତେ ଯନ୍ତ୍ରଣା ହୁଏ ବୋଲି ଆଜି ଅନୁଭବ କଲି 😢💔😓
@mpgamingmp1638
@mpgamingmp1638 2 ай бұрын
@@abdchakra ନାଇଁ ଭାଇ ପ୍ରେମ ଆଗରେ ଟଙ୍କା ହାରିଯାଉଛି ଯଦି ପ୍ରେମ କୁ ଟଙ୍କା ଦ୍ୱାରା କିଣାଯାଇଥାନ୍ତା ତାହାଲେ କିଏ ମରିନଥାନ୍ତେ
@anilcreation9248
@anilcreation9248 19 күн бұрын
Right Bro 🤝
@RanjitTarai
@RanjitTarai Жыл бұрын
💖ପ୍ରେମ ଗୋଟେ ଏମିତି ଜିନିଷ ଯାହା ଜୀବନରେ ଥରେ ହୋଇଥାଏ 😊 କାହାକୁ କାନ୍ଦିବା ଶିଖେଇ ଦେଇଥାଏ ଓ କାହାକୁ ହସିବା।😔
@mamuni_933
@mamuni_933 Жыл бұрын
Right
@jyotiguddu6667
@jyotiguddu6667 Жыл бұрын
Hasa nuha khali luha die
@BabudhanTach
@BabudhanTach Жыл бұрын
Super
@barshajena6064
@barshajena6064 Жыл бұрын
Right
@BabudhanTach
@BabudhanTach Жыл бұрын
@@barshajena6064 Hellow
@Tunatarai
@Tunatarai Жыл бұрын
ପ୍ରେମ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ କିଏ ହସୁଛି ତ କିଏ କାନ୍ଦୁଚି ଯଦି ଏମିତି ପ୍ରେମ ସମସ୍ତଙ୍କୁ ମିଳନ୍ତା ଆଜି କେତେ ପ୍ରେମିକ ରାତିରେ କାନ୍ଦୁ ନ ଥାନ୍ତେ😢
@jyotipatel5618
@jyotipatel5618 Жыл бұрын
Right 👍
@nazarpurprogram
@nazarpurprogram Жыл бұрын
Thik kahila mo premika ta mate anauni but mu taku bahut bhala pae taku na dekhile mo Munda kharap heijae i love you s❤
@beherasanjay5790
@beherasanjay5790 Жыл бұрын
Right
@souravbhoi6420
@souravbhoi6420 Жыл бұрын
Nice line😮
@mrsubhamparida2001
@mrsubhamparida2001 Жыл бұрын
R8 bhai❤
@sumantasahu143s
@sumantasahu143s Жыл бұрын
ଜୀବନ ରେ ଥିରେ ପ୍ରେମ କରିବା ଉଚିତ ❤❤❤ ତା ପରେ ଜାଣିହୁଏ କାହିଁକି ମଣିଷ ରାତିରେ କାନ୍ଦେ 😢😢😢😢
@sadboynibashaoffical6209
@sadboynibashaoffical6209 Жыл бұрын
Right bro
@Gunanidhilife
@Gunanidhilife Жыл бұрын
Bhai Prema karajaeni Heijaye samstanka jibanare Thare heithaye
@Kumarjitu009
@Kumarjitu009 Жыл бұрын
Right 😢😢
@monsterpinu4368
@monsterpinu4368 Жыл бұрын
Mu kandeni bro hele ta katha mane pade......... Bahut
@himanshucreation7647
@himanshucreation7647 Жыл бұрын
Satare
@jkcreations399
@jkcreations399 Жыл бұрын
ଓମ୍ ଭାଇ ଙ୍କ ଆକ୍ଟିଂ ଓ ହ୍ୟୁମାନ ସାଗର ଭାଇ ଙ୍କ ସ୍ଵର ଉଭୟ ହୃଦୟ ସ୍ପର୍ଶି ହୋଇଛି।
@dasarathisutar660
@dasarathisutar660 Жыл бұрын
😢
@ajili3886
@ajili3886 Жыл бұрын
Thika kahicha bhai
@SwrasathiKhodal-xm4oe
@SwrasathiKhodal-xm4oe 11 ай бұрын
@@dasarathisutar660 😤😤😤😤😤😤😤😤😤😤💙😤😤😤😤
@SwrasathiKhodal-xm4oe
@SwrasathiKhodal-xm4oe 11 ай бұрын
😤😤😤😤😤😤😤😤😤😤😤😤😤😤😤😤😤😤😤😤😤😤😤😤😤
@dasarathisutar660
@dasarathisutar660 11 ай бұрын
@@SwrasathiKhodal-xm4oe kn pain 🔥
@dmitun01editing66
@dmitun01editing66 Жыл бұрын
ପ୍ରେମ ଯେତେବେଳେ ଯାଏ ଦୁଃଖ କଷ୍ଟ ଦେଇ ଯାଏକିନ୍ତୁ କିଛି ଟା ଶିଖେଇ ଦେଇ ଯାଏ ଯାହା ମାରିବା ଯାଏ ମାନେ ରହେ😭 କାହାକୁ ବଦନାମ କରିବା ଅପେକ୍ଷା ନିଜେ ବଦଳି ଯିବା ଭଲ କାହିଁକି ନା ବଦନାମ କଲେ ଖୁସି ମିଳେ ନାହିଁ ବଦଳିଗଲେ ଖୁସି ମିଳେ ❤
@jhillibehera9759
@jhillibehera9759 Жыл бұрын
Right 👍 bro🙏
@sadboynibashaoffical6209
@sadboynibashaoffical6209 Жыл бұрын
Right bro 😂😂😂😂😂
@ranjitapalei4317
@ranjitapalei4317 Жыл бұрын
Right
@manasimallick8359
@manasimallick8359 Жыл бұрын
Right 👍👍👍👍 Right 👍👍👍👍 bro...
@Kumarjitu009
@Kumarjitu009 Жыл бұрын
Right
@djs1kdp
@djs1kdp Жыл бұрын
ଦିନେ ଏଇ ଗୀତ ଶୁଣିଲେ ଯିଏ ରାଗୁଥିଲା ଆଜି ପୁଣି ତା ପାଇଁ ଏଇ ଗୀତ ଶୁଣୁଛି କାହିଁକିନା ତାର ବାହାଘର ଠିକ ହେଇ ସାରିଛି ଆଉ ସିଏ ମୋଠାରୁ ଦୁରେଇ ବି ଯାଇଛି 😭😭
@mrtapasnayak
@mrtapasnayak 3 ай бұрын
❤❤❤
@GopinathJena-zx4cr
@GopinathJena-zx4cr 3 ай бұрын
My love sam
@minaketansahu5959
@minaketansahu5959 Жыл бұрын
ସତରେ ଭାଇ ଆଖୀ ରୁ ଲୁହ ବାହାରିଆସିଲା😢 hart touching ❤
@biswaranjannayak2532
@biswaranjannayak2532 Жыл бұрын
So sad song 😢 ଭଲ ପାଇବା ରେ ଏମିତି କଣ ପାଇଁ ହୁଏ କେଜାଣି😢 ମନ କଥା କହି ହୁଏନି କି ପ୍ରତାରଣା କୁ ସହି ହୁଏନି😢
@babuladehury548
@babuladehury548 Жыл бұрын
Right bro
@sadboynibashaoffical6209
@sadboynibashaoffical6209 Жыл бұрын
Really sad bro 😂😂😂😂😂
@rabindradehury5913
@rabindradehury5913 Жыл бұрын
କିଏ ଯଦି ଭଲ ପାଇ ଥିବ ନା ତାହେଲେ ସେ ହିଁ ପ୍ରେମ ର ମୂଲ୍ୟ ବୁଝି ପାରିବ
@mrutyunjayapatra9293
@mrutyunjayapatra9293 Жыл бұрын
‌ଜିବନ ରେ ଥରେ ପ୍ରେମ କରିବା ଦରକାର , ତାହେଲେ ଜାଣୀପାରିଵ ପ୍ରେମ କଣପାଇଁ ନକରିବା ଦରକାର😔😔😔
@_searching_you_
@_searching_you_ Жыл бұрын
Really I want that love in my life but my heart says don't live anyone😊
@manasnaik5399
@manasnaik5399 Жыл бұрын
Right 👍
@dark_side152
@dark_side152 Жыл бұрын
R8 bhai 😢
@worldwinmix7808
@worldwinmix7808 11 ай бұрын
R8
@BharatiPadhan-k4g
@BharatiPadhan-k4g 8 ай бұрын
1​@@_searching_you_
@lpcreative3711
@lpcreative3711 Жыл бұрын
ଏ ପ୍ରେମ ଆନନ୍ଦ ଦେଇ ପାରେ କିନ୍ତୁ କେବଳ ସେମାନଙ୍କୁ ଦିଏ ଯିଏ କି ସର୍ବଦା ପ୍ରତାରଣା କରିଥାଏ 😢
@Mahi_Official74
@Mahi_Official74 Жыл бұрын
ପ୍ରଥମେ ଧନ୍ୟବାଦ ହୁମାନ ଭାଇ ଅତି ସୁନ୍ଦର ସହ ଗୀତ କୁ ସ୍ୱର ଦେଇଛନ୍ତି l ଓମ ଭାଇ ସତରେ ନିଆରା ଅଭିନୟ 🙏
@ipsitapradhan8999
@ipsitapradhan8999 Жыл бұрын
କାହିଁକି ଏମିତି ହୁଏ ଯିଏ ଭାଗ୍ୟରେ ନଥାଏ ତା ସହିତ ଦେଖା ହୁଏ କାହିଁକି 😭
@jayantinaik3568
@jayantinaik3568 Жыл бұрын
Tame thik kahicha
@dipudipu8321
@dipudipu8321 Жыл бұрын
Aeta he life
@ranjitdas-eh5gp
@ranjitdas-eh5gp 10 ай бұрын
😢😢😢😢
@mrtapasnayak
@mrtapasnayak 3 ай бұрын
😂😂😂
@LIFE.748
@LIFE.748 3 ай бұрын
Right bro
@priyanshocreation
@priyanshocreation Жыл бұрын
ପ୍ରେମରେ କେହି କାହାକୁ ଧୋକା ଦେଇନଥାନ୍ତି । ବାସ୍ ଗୋଟେ ଭଲ ପୁଅକୁ ଗୋଟେ ଖରାପ । ଝିଅ ମିଳିଥାଏ ଆଉ ଆଉ ଗୋଟେ ଖରାପ ପୁଅ କୁ ଗୋଟ,ଭଲ ଝିଅ😢😭💔
@ranjitanayak5571
@ranjitanayak5571 Жыл бұрын
Right 👍
@krupanidhinaik9135
@krupanidhinaik9135 Жыл бұрын
Right bro
@BhavnaBehera-hn1kb
@BhavnaBehera-hn1kb Жыл бұрын
Super bhai 🎉 tm kathare mu ekamata 😊
@rudratandavv3603
@rudratandavv3603 Жыл бұрын
right bro mu kharap se jhia bhala 😭😭😭
@manishabehera7337
@manishabehera7337 4 ай бұрын
Right
@jeetendramajhi6881
@jeetendramajhi6881 Жыл бұрын
Omm top actor in album industry 👌super👌
@pinky78801
@pinky78801 Жыл бұрын
ପ୍ରେମ ଜୀବନ ରେ ଥରେ ହୁଏ ❤ଆଉ ଯଦି ସେଇ ଭଲ ପାଇବା ନମିଳେ ତାହେଲେ ଜୀବନ ଟା ପୁରା ନଷ୍ଟ ହେଇ ଯାଏ,କିଛୀ ଵୀ ନଥାଏ ଆଉ ଜୀବନ ରେ ♥️♥️😒😒😒
@ranjitanayak2571
@ranjitanayak2571 Жыл бұрын
Kia kahila Pinky jibanare puamane au gote jhia nku anati jibana nastahela kemiti😭
@avirambehera703
@avirambehera703 Жыл бұрын
Right
@GouraMeher-l7i
@GouraMeher-l7i Жыл бұрын
Right
@amarnath4792
@amarnath4792 Жыл бұрын
Right
@alokbehera9896
@alokbehera9896 4 ай бұрын
Nono❤
@santilatachampati339
@santilatachampati339 Жыл бұрын
Finally 😢😢😢vdo asila bhari 😢😢sad song+hummm sir+omm bro= super combination
@crushmusical
@crushmusical Жыл бұрын
Making Bahut sundar heichi... song ra lyrics ta Bahut heart touching heichi... Bahut hit haba ...al the best team 24
@deepticreations798
@deepticreations798 Жыл бұрын
ଆଜି ବହୁତ ଦିନ ପରେ ଗୋଟେ ସୁନ୍ଦର ଭିଡ଼ିଓ ଦେଖିବାକୁ ମିଳିଲା ବହୁତ ବଡ଼ିଆ ହେଇଛି super story odia news 24 my best youtube Chanel
@bhagirathisahu6282
@bhagirathisahu6282 Жыл бұрын
ସମସ୍ତ ଙ୍କ ଭାଗ୍ୟରେ ପ୍ରେମ ନଥାଏ 😭😭😭
@maminabehera5679
@maminabehera5679 11 ай бұрын
😢
@143sridharamalik6
@143sridharamalik6 8 ай бұрын
Mu bhau
@MrSatyanarayan-g8y
@MrSatyanarayan-g8y 7 ай бұрын
Absolutely Right 👍😮
@AmitBhai-i2o
@AmitBhai-i2o 7 ай бұрын
Mor darkar bi nahi😅😅
@pravakardas9937
@pravakardas9937 6 ай бұрын
Sata katha kaha bhagre natha ay
@manaskumarnaik8048
@manaskumarnaik8048 Жыл бұрын
ପ୍ରେମ ତ ଚିରନ୍ତନ ଶାଶ୍ଵତ । ପ୍ରେମିକୁ ପାଅ କି ନପାଅ ତାକୁ ଜୀବନ ସାରା ଭଲପାଇବା ଦେବା ହିଁ ପ୍ରକୃତ ଭଲପାଇବା । ଆଉ କାହାର ହେଇଗଲେ ତୁମ ପ୍ରେମ ତା ପାଇଁ କେବେ ସରିବନି ।। ବରଂ ଆହୁରି ବଢ଼ି ଯିବ ।। ❤️❤️
@rajabhatta395
@rajabhatta395 Жыл бұрын
Omm ଭାଇ କେବଳ ଦୁଃଖ ଭାର ଗୀତ ପାଇଁ ଫିଟ୍ ଅଭିନୟ ସମସ୍ତଙ୍କର ଖୁବ୍ ସୁନ୍ଦର
@badmasjuju6646
@badmasjuju6646 10 ай бұрын
ଭାଇ ରେ ପୁରା ସାଙ୍ଘାତିକ ଭିଡ଼ିଓ...most ଲାଗିଲା..song ସାଙ୍ଗକୁ acting scrept ସବୁ କିଛି most.. ପୁରା Movie ଦେଖିଲା ଭଳି ଲାଗିଲା ❤❤❤
@Keonjharia_Dushmanta
@Keonjharia_Dushmanta Жыл бұрын
ବହୁତ୍ ବଢିଆ Sad Song 😈 😢😢😢my love Story Pari Heichhi Song😢😢😢😢😢
@santoshbehera1953
@santoshbehera1953 Жыл бұрын
ପ୍ରେମ ଏକ ଆକାଶର ଜହ୍ନ ପରି କେବେ କିଏ ହାତ ପାହାନ୍ତାରେ ପାଇଥାଏ ତ.. କେବେ କିଏ ବାମନ ଭଳି କେବଳ ଜହ୍ନ କୁ ରାତିରେ ଦେଖି କାନ୍ଦିଥାଏ।।
@litakiskuofficial8490
@litakiskuofficial8490 Жыл бұрын
Absolutely
@rozakumari6811
@rozakumari6811 Жыл бұрын
Hii
@ChandanKumar-kw9ve
@ChandanKumar-kw9ve Жыл бұрын
Seriously omm bhai ur last dance step is awesome love u brother keep it up 👍❤🤭
@Rakeshcreation031
@Rakeshcreation031 Жыл бұрын
ମୋ ଲାଇଫ ରେ ବି ଏମିତି ଚାଲିଛି 😭💔💔💔💔💔
@bablybably691
@bablybably691 Жыл бұрын
😢
@rasmiranjansahoo4053
@rasmiranjansahoo4053 Жыл бұрын
😭😭
@mayeshkumarbanchhor1374
@mayeshkumarbanchhor1374 Жыл бұрын
Bahut dukha lage bhai. But, Nija maa bapa nija family. Nija sanga mananka sanga reaw time spend kara. Bhala lagiba. Bhai
@Rakeshcreation031
@Rakeshcreation031 Жыл бұрын
@@mayeshkumarbanchhor1374 sata kahila bhai
@sanjumahapatra6134
@sanjumahapatra6134 Жыл бұрын
Kana haeche
@pratapsurvlogs1
@pratapsurvlogs1 Жыл бұрын
ଜୀବନରେ କୋଉ ଝିଅକୁ love କରିବା ଅପେକ୍ଷା ନିଜକୁ love କର ଦେଖିବ ଜୀବନରେ କେବେ କାନ୍ଦିବନି ।। ନିଜର ବାପା ମା କୁ love କର ।।
@jyotibiswal3813
@jyotibiswal3813 Жыл бұрын
Right
@soumyaranjansahoo8287
@soumyaranjansahoo8287 Жыл бұрын
Right Bhai
@pratapsurvlogs1
@pratapsurvlogs1 Жыл бұрын
@@goutamkumargiri3476 tq
@premnishad
@premnishad Жыл бұрын
But we always need a person in life to share our life moments
@pratapsurvlogs1
@pratapsurvlogs1 Жыл бұрын
@@premnishad good mind thinking but sister always ready to listen your all words
@rajapujarisiexpress6300
@rajapujarisiexpress6300 Жыл бұрын
ମୋ ହୃଦୟ କୁ ଛୁଇଁଛି ଏ ଗୀତ ଆଉ ଭାଇ ଭାଉଜ ଙ୍କ ଅଭିନୟ ଦୀଲସେ ❤❤❤ୟୁ ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🥰🥰🌹🥰🥰🌹🥰🌹🥰🌹🥰🌹🥰🌹🥰🌹🌹🥰🌹❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
@mrofficial0295
@mrofficial0295 Жыл бұрын
ମୁଁ ତ କହିବି ଆମ ସମସ୍ତଙ୍କୁ ଜୀବନ ରେ ପ୍ରେମ କରିବା ଦରକାର ଆଉ ଧୋକା ଖାଇବା ଦରକାର କାହିଁକି ନା ଆମକୁ ସେ ଧାକା ଖାଇବା ପରେ ଆମେ ଜୀବନ ରେ ବହୁତ କଥା ସୀଖିବାକୁ ମିଳିଥାଏ। ଆଉ ଧୋକା ଦେଇଥିବା ଲୋକ ଭାବିବା ଦରକାର ।
@GoutamKumarNayak
@GoutamKumarNayak 11 ай бұрын
ୟେ ସବୁ ଫିଲ୍ମ ଆଉ ରିଲ୍ସ ରେ ସମ୍ଭବ 😢
@sabitrihembram3165
@sabitrihembram3165 Жыл бұрын
So sweet om bhai & Aishwarya dii❤❤❤
@sumantasahu143s
@sumantasahu143s Жыл бұрын
ପ୍ରେମ ମାନେ ବୁଜି ହୁଏ ❤❤❤
@saminabehera3027
@saminabehera3027 Жыл бұрын
Best actor omm Bhai allways 🙏
@rajkamalkar973
@rajkamalkar973 2 ай бұрын
ଯେହେତୁ ମୁଁ ପ୍ରତିଦିନ ରାତିରେ ଶୋଇବା ସମୟରେ ଏହି ଗୀତ ଶୁଣେ, ମୁଁ ଏକ ମନ୍ତବ୍ୟ ଛାଡିଥିଲି | ଧନ୍ୟବାଦ 🙏
@AkashDas-jf6vk
@AkashDas-jf6vk Жыл бұрын
ଏ କଳିଯୁଗ ରେ ନାଁ ସଚ୍ଚା ପ୍ରେମର ମୂଲ୍ୟ କିଛି ବି ନାଇଁ ଯିଏ ସଚ୍ଚା ପ୍ରେମ କଲା ସିଏ ଧୋକା ଖାଇଲl 😢😢😢
@excellenttutorialadityanar7600
@excellenttutorialadityanar7600 Жыл бұрын
100% ❤
@jasobantamajhi5550
@jasobantamajhi5550 Жыл бұрын
Right Katha Bhai
@sashikalanayak-uk3md
@sashikalanayak-uk3md 6 ай бұрын
Right
@manasdas2222
@manasdas2222 4 ай бұрын
Right bro 😢
@mrganulolodia1491
@mrganulolodia1491 Жыл бұрын
2nd ଅନୁଭବ ❤🔥
@suryacreationodia
@suryacreationodia Жыл бұрын
ସାଙ୍ଗୁଣା ବସିଛି ଡାଳରେ ଏ ଟୋକିଙ୍କ ପ୍ରେମ ମୋ ବାଳରେ
@kumarbabul.2241
@kumarbabul.2241 Жыл бұрын
ପ୍ରେମ ଗୋଟେ ରୋଗ ଯାହାକୁ ଥରେ ହେଲା ସିଏ ମଲା ହେଲେ ଯିଏ ସଚା ଭଲପାଇଥିବ ତା ଭଲ ପାଇବା କେବେବି ମରିବନି 😢😊❤
@bhakti.com908
@bhakti.com908 Жыл бұрын
ଏତେ ଦୁଃଖ ସହିକି କେମିତି ହସୁଛ # really heart touching story 😢
@shubhajitnayak2399
@shubhajitnayak2399 Жыл бұрын
😢😢😢😢
@lambodarbehera5019
@lambodarbehera5019 Жыл бұрын
Bhai bahuta bhala laguchi next kebe... Hero pura👌👌aau amo heroin 🙏🙏🙏❤️❤️❤️❤️💐💐💐💐💗💗💗💗nachi bi mu jaudina ta mo bahagha ra re , bhai satare so beautiful 😍❤️❤️❤️❤️❤️❤️❤️
@sonalika5642
@sonalika5642 Жыл бұрын
Hayee re e prema. Kete kasto mono bhitare dukho thae b hasite pade 😢😢😢 MO prema hni adhura rahigola😢😭😣
@dillipkumarpadhi3458
@dillipkumarpadhi3458 Жыл бұрын
ଅତି ସୁନ୍ଦର ହୋଇଛି relly 👌🏻❤️👌🏻
@oye_p___k
@oye_p___k Жыл бұрын
Wow Heart touching ❤️vdo mind blowing choreography 🙏
@rakeshkumarbiswal2623
@rakeshkumarbiswal2623 Жыл бұрын
ସମସ୍ତଙ୍କ ଜୀବନରେ ପ୍ରେମ ତ ନିହାତି ଆସିଥାଏ ହେଲେ ସମସ୍ତେ ନିଜ ପ୍ରେମ କୁ ନିଜ ଜୀବନସାଥି ରୂପେ ପାଇ ପାରନ୍ତି ନାହିଁ । କିଛି ପ୍ରେମ ତ କେବଳ ଅଧୁରା ରହିବା ପାଇଁ ତ ଆରମ୍ଭ ହେଇଥାଏ
@HarapriyaBehera-gc2fp
@HarapriyaBehera-gc2fp 5 ай бұрын
ପ୍ରେମ ସମସ୍ତଙ୍କ ଭାଗ୍ୟରେ ମିଳେ ନାହିଁ ମିଳେ ଯଦି ବହୁତ କଷ୍ଟ ସହିବାକୁ ପଡେ
@mrtapasnayak
@mrtapasnayak 3 ай бұрын
❤❤❤
@akashbiswal8347
@akashbiswal8347 3 ай бұрын
Sata bhai
@excelmuzik7538
@excelmuzik7538 Жыл бұрын
Beautiful personality 0m Dhal. Beautiful actor|| Humane & Omm jodi to be continued...
@MKAllSportsHighlights
@MKAllSportsHighlights Жыл бұрын
Bhai acting next level 2janankara super ❤ heroine bi bahut cute 🥰
@nkedit07
@nkedit07 Жыл бұрын
Heart touching story 😊
@ShriJagannath-d4p
@ShriJagannath-d4p 2 ай бұрын
ହେ ଜଗନ୍ନାଥ କାହିଁକି ଏମିତି ହୁଏ ଯିଏ ଭାଗ୍ୟରେ ନଥାଏ ତା ସହିତ ଦେଖା ହୁଏ କାହିଁକି
@pabitrakhillar1795
@pabitrakhillar1795 Жыл бұрын
Omm bhai acting pura jabardast bhai always hero
@khagendralenka1379
@khagendralenka1379 Жыл бұрын
Bhi Dil jitinela Tama pai mo tarafaur 🙏🙏🙏♥️♥️♥️♥️♥️♥️♥️♥️♥️♥️♥️ Happy wala love anding ♥️♥️♥️♥️
@pujalinbarik8404
@pujalinbarik8404 Жыл бұрын
Meaning of love is sacrifice for your partner to see your partner is happy
@sumitgamer1061
@sumitgamer1061 Жыл бұрын
Right
@_suchitra_lifestyle
@_suchitra_lifestyle Жыл бұрын
Outstanding 😊❤
@pintucreation7428
@pintucreation7428 Жыл бұрын
Love 💕 from Kendrapara ❤️ Jay jagannath 🙏
@bijayakumarsatapathybijaya9214
@bijayakumarsatapathybijaya9214 Жыл бұрын
Pintu
@exploreduniya8442
@exploreduniya8442 Жыл бұрын
Mind-blowing 🎉🎉🎉
@desisankirtana3259
@desisankirtana3259 Жыл бұрын
Such a wanderful songs... Jia prema karicha sia janipariba.. Like kara kaha akhiru luha asi jaichi video dekhiki
@shukadebtech
@shukadebtech Жыл бұрын
Love you Omm bhai 😊
@bidya9355
@bidya9355 Жыл бұрын
Bahut sundar video ❤❤
@anilkumarlifestyle5058
@anilkumarlifestyle5058 Жыл бұрын
ଓମ ଭାଇ ଙ୍କ ଅଭିନୟ ବହୁତ ସୁନ୍ଦର ହେଛି ଏ ଗୀତ ରେ 👌👌
@laxmidharsahoo2360
@laxmidharsahoo2360 Жыл бұрын
This is my favourite love story ❤❤❤❤
@pawansahh.777
@pawansahh.777 Жыл бұрын
ଶେଷରେ ଯୋଉ ଡାନ୍ସ ହେଲା ଭାଇ ପୁରା କଟକ ଗଣେଶ ଭସାଣୀ ନାଚ । ମନ କିନିନେଲ ଭାଈ। Love from Cuttack
@homefilms9689
@homefilms9689 Жыл бұрын
Mind blowing story & song & Omm bhai acting was best for emotional videos ❤❤❤ Best album hero of 21st century Omm bhai love u ❤ Ur big fan Shakti from Bhubaneswar ❤
@MiliMalick-nt4jb
@MiliMalick-nt4jb 3 ай бұрын
Bahut.sunadr.gita❤❤❤👌👌last.sin.bahut.padhiathila
@rajabhatta395
@rajabhatta395 Жыл бұрын
Really heart touch song and acting excellent thanks again
@UpendraKumarBehera
@UpendraKumarBehera Жыл бұрын
ଓଁମ ଭାଇଙ୍କର ଶେଷ Dance Very Awesome .
@smilersworld99
@smilersworld99 Жыл бұрын
Last seen gajab love you omm bhai❤❤❤❤
@sureshnayak1708
@sureshnayak1708 Жыл бұрын
Om bhai Last dance sabse achcha hai super nice 😂😂😂😅😅
@rocky.grocky.g1587
@rocky.grocky.g1587 Жыл бұрын
Bahut bhal song te ❤️🎵
@smrutiart5133
@smrutiart5133 Жыл бұрын
Prakuta prema jana nka saha huea hajare jana nka saha nuha
@SantanuDas-861
@SantanuDas-861 Жыл бұрын
Beautiful 😍😍
@pankajdalei2192
@pankajdalei2192 Жыл бұрын
Om bhai Sabu bele no 1 hero only 4u album💕💕❤️❤️❤️❤️❤️❤️❤️💕💕🥰🥰🥰🥰🥰🥰🥰🥰
@uditnarayan6454
@uditnarayan6454 Жыл бұрын
Really heart touching 💔💔💔
@SPBshortstatus4746
@SPBshortstatus4746 Жыл бұрын
Omm actiing like Anubhav
@deepikanaik1812
@deepikanaik1812 Жыл бұрын
My favourite jodi❤❤❤❤
@kalyanidasdas2462
@kalyanidasdas2462 Жыл бұрын
ସତ ଭଲ ପାଇବା ସବୁବେଳେ ଏମିତି କାନ୍ଦେ
@odiamasti4187
@odiamasti4187 Жыл бұрын
My favorite actor❤🎉🎉
@Ratnakarmohanty1998
@Ratnakarmohanty1998 11 ай бұрын
Omm bhai tu video sobu bhalo houchi mora pasanda bhai
@kalyanicreation9981
@kalyanicreation9981 Жыл бұрын
Heart touching ❤
@Margaret_635
@Margaret_635 11 ай бұрын
Aji guaranty deuchhi...ye Hero marka Toka dine Ollywood ❤re raj Kariba...No 1 hero sure upcoming ❤❤❤
@sushantbarik2642
@sushantbarik2642 Жыл бұрын
Omm is always best actor
@Introvert_said
@Introvert_said Жыл бұрын
Jhr 🔥🔥
@KumarManashProductions
@KumarManashProductions Жыл бұрын
Wow
@KingOfWhatsappstatus21
@KingOfWhatsappstatus21 Жыл бұрын
Im Speechless ଜଣେ ଏତେ ସୁନ୍ଦର ଆଲବମ୍ କେମିତି କରିପାରେ omg ଓମ୍ ଭାଇ mind blowing actor Just wow
@Bighnesh_Mohanty
@Bighnesh_Mohanty Жыл бұрын
Really Mr Omm dhal your acting is very heart touching and mind-blowing 👌🏻👌🏻👌🏻👌🏻👌🏻
@alekhmohalik6569
@alekhmohalik6569 3 ай бұрын
Omm such a beautiful and elegant album actor, who knows acting ❤❤ the way he is always acting is splendid.❤❤❤
@birendratandi8700
@birendratandi8700 Жыл бұрын
Excellent story❤
@Badal_Gaming_x06
@Badal_Gaming_x06 Жыл бұрын
Toka nachila re 😍
@ckelectrician
@ckelectrician Жыл бұрын
Beautiful heart touching song by human sagar bhai & Beautiful actings omm bhai My favourite choice odia album songs actings omm bhai
@GautamDas-bw1hq
@GautamDas-bw1hq 5 ай бұрын
Mai bengali hu but mujhe pata nahi tha udea song itna aacha hota hai.mai is song ka diwana ho gaya really so sweet language ♥️
@shaktiranjanjenaapon6174
@shaktiranjanjenaapon6174 Жыл бұрын
Mind bloing profomance outstanding song❤🔥Super 🥰🥰🥳🎆
@subhalaxmi8851
@subhalaxmi8851 Жыл бұрын
Wow wow wow wow so nice 😢❤ dilko chhu liya❤ song nd video beautiful 👏👌💃♥️
@dwibediprasadsahoo5083
@dwibediprasadsahoo5083 Жыл бұрын
Best acting ❤❤❤❤❤❤❤❤❤ super vhai❤❤❤❤❤❤❤❤❤❤❤❤❤
@ajaychelberi1196
@ajaychelberi1196 Жыл бұрын
Omm brother very beautiful 😍 movie and song 🥰
@mahendradas9537
@mahendradas9537 Жыл бұрын
Yes all over Right,lovely song &lovely acting
@Suryakantasahoo672
@Suryakantasahoo672 Жыл бұрын
Oma bhai super acting pura mana kinei naigala love u bro❤❤❤❤❤
@Lipkumar123
@Lipkumar123 Жыл бұрын
The wait is over and I say tremendous.
@monalisapatel6395
@monalisapatel6395 Жыл бұрын
Omm Bhai , ur acting is heart touching yr. With this female actress, ur jobi is ausome according to me haan
@bapunkumarsingh4748
@bapunkumarsingh4748 Жыл бұрын
What A Beautiful Story Heart'Touching 🥲🥹🥹🥹😭
@monafamilyshort
@monafamilyshort Жыл бұрын
Super ❤❤❤
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,8 МЛН
Когда отец одевает ребёнка @JaySharon
00:16
История одного вокалиста
Рет қаралды 13 МЛН
1 сквиш тебе или 2 другому? 😌 #шортс #виола
00:36
Зу-зу Күлпаш 2. Интернет мошенник
40:13
ASTANATV Movie
Рет қаралды 601 М.
РОДИТЕЛИ НА ШКОЛЬНОМ ПРАЗДНИКЕ
01:00
SIDELNIKOVVV
Рет қаралды 3,8 МЛН