Future Of Odia: The Language Has Lost It's Originality | NandighoshaTV

  Рет қаралды 12,985

Nandighosha TV

Nandighosha TV

Күн бұрын

Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
#NandighoshaTV #Odisha #OdiaNews
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 728
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Пікірлер: 19
@abhijitsatapathy2898
@abhijitsatapathy2898 7 ай бұрын
ଜଯ ଜଗନ୍ନାଥ
@kabitaranidas3079
@kabitaranidas3079 8 ай бұрын
ଭାଷା ହେଉ ଆବେଗିକ ଭାଷା ହେଉ ଅବଦିତ ଭାଷା ହେଉ ସୃଜନୀଶୀଳ ଭାଷା ହେଉ ଚୀର ଆଦୃତ ପୁଣି ବିଶ୍ୱପ୍ରସିଦ୍ଧ
@kabitaranidas3079
@kabitaranidas3079 8 ай бұрын
ଭାଷା ହେଉ ଚିର ମୃଦୁଳ ଭାଷା ଭାବଧାରେ ବହୁମଳୟ ଭାଷା ସିଏ ଚିର ସବୁଜ ନହେଉ ସେ ଚୀରଆଦୃତ ହେଉସେ ଚିରଆଦୃତ ହେଉ ସେ ଚିର ମସୃଣ
@mamatasamal5351
@mamatasamal5351 8 ай бұрын
ଜାପାନ , ଜର୍ମାନ, ଚୀନ, ୟୁକ୍ରେନ,ଓ ଆହୁରି ଅନେକ ଦେଶ ମାନେ ତାଙ୍କ ଦେଶ ରେ ଇଂରାଜୀ ଭାଷା ପ୍ରୟୋଗ କରନ୍ତି ନାହିଁ କିନ୍ତୁ ଶ୍ରେଷ୍ଟ ରାଷ୍ଟ୍ର ଭାବେ ପରିଚିତ କେଉଁ ଗୁଣରେ କମ୍ ନୁହନ୍ତି। ଆମେ ତ ଆମ ଓଡ଼ିଆ ଭାଷା କହିବାକୁ ଲଜ୍ୟା ବୋଧ କରୁଛେ ଏଥିରୁ ଅଧିକା କ'ଣ ଆଶା କରିବା ?
@SurendranathPanda
@SurendranathPanda 8 ай бұрын
ମୁଁ ମୋ ମାତୃଭାଷାକୁ ଭଲପାଏ l ମୁଁ ମୋ ମାଆ, ମୋ ମାତୃଭୂମିକୁ ମଧ୍ୟ ପ୍ରାଣଠାରୁ ଅଧିକ ଭଲପାଏ l ମୁଁ ସାରସ୍ୱତ ସାଧକ ନୁହେଁ, ନ ହେଲେ ମଧ୍ୟ ଭାଷା ପ୍ରତି ମୋର ମମତା ଅନେକ ତାହା ସାରସ୍ୱତ ସାଧକ ମାନଙ୍କ ସମକକ୍ଷ ନ ହେଲେ ମଧ୍ୟ କମ ନୁହେଁ l ଓଡ଼ିଆ ଭାଷାର ଆଜି ଯେଉଁ ସ୍ଥିତି ତାହା ଆମର ସାରସ୍ୱତ ସାଧକ ମାନଙ୍କୁ କିପରି ପ୍ରଭାବିତ କରୁଛି ମୁଁ କହିବା ନିଶ୍ଚୟ କଠିନ l ମାତ୍ର ମୋ ମାତୃଭାଷାର ପ୍ରକୃତ ଅବକ୍ଷୟ କେବେଠୁ ଆରମ୍ଭ ହୋଇସାରିଛି ତାହା ସମ୍ମାନୀୟ ସାଧକ ମନେ ଜାଣିଲେ ମଧ୍ୟ କୌଣସି ପ୍ରତିକ୍ରିୟା ହେଲାନାହିଁ l ସରକାରରେ ଥିବା ବ୍ୟକ୍ତି ମାନେ ଓଡ଼ିଆ ଭାଷାଭାଷୀ ହୋଇଥିଲେ ମଧ୍ୟ ସେମାନେ ଯେପରି ଆଖିବୁଜା ଇଂରାଜୀ ଭାଷାର ଉନ୍ନତି ପାଇଁ ଆନ୍ତରିକତା ଦେଖାଇଲେ ତାହା କଳ୍ପନାତିତ l ଏ ଜାତିର ମୌଳିକତା ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠା ହେବାର ସୁଯୋଗ ଆସିଯାଉଥିବା ବେଳେ , ରାଜ୍ୟର ସାଧାରଣ ପରିବାରର ମାଆ ବାପା ମାନେ ନିଜ ନିଜ ସନ୍ତାନ ମାନଙ୍କର ଭାଷାକୁ ସମୃଦ୍ଧି କରିବା ପାଇଁ ଚେଷ୍ଟା କରିବା ପରିବର୍ତ୍ତେ ଇଂରାଜୀ ଭାଷା ଶିଖାଇବାକୁ ଲାଗିପଡିଲେ l ଏପରି କି ନିଜର ସବୁ ମଧୁର ସମ୍ପର୍କ ସବୁ ଲୋପ ପାଇଗଲାଣି l ବାପା, ମାଆ, କକା, ଦାଦା, ଖୁଡି, ନନା, ବୋଉ, ନାନୀ, ଅପା, ମଉସା, ମାଉସୀ, ପିଉସା, ପିଉସୀ ଇତ୍ୟାଦି ସମ୍ବୋଧନ କଲେ ଯେଉଁ ଆନ୍ତରିକତା ଥିଲା ତାହା ବଦଳରେ କେବଳ "ଅଙ୍କଲ " ଏବଂ "ଆଣ୍ଟି " ଦୁଇଟି ଶବ୍ଦ ବିତରେ ସୀମିତ କରାଇ ସାରିଲୁଣି l ଆମ ଭାଷାର ବହୁ ଅନବଦ୍ୟ ସୃଷ୍ଟି ଉପନ୍ୟାସ, ଗଳ୍ପ,, କବିତା, ପ୍ରବନ୍ଧ ମାନ କେହି ଖୋଜୁ ନାହାନ୍ତି l ଓଡ଼ିଆ ମହାପୁରୁଷ ମାନଙ୍କର ଜୀବନୀ ନ ପଢିବା ଦ୍ୱାରା ଆମର ମହାପୁରୁଷ ମାନଙ୍କର ତ୍ୟାଗ, ତାଙ୍କ ଇତିହାସ ସମ୍ପର୍କରେ ଆମେ ଅଜ୍ଞ ହୋଇ ରହିଛୁ l ଏ ଅବସ୍ଥାର ପରିବର୍ତ୍ତନ ଯଦି ଆମେ ନ ଚାହିଁବା ତେବେ ଆମ ମାତୃଭାଷା କୁ କେହି ବଞ୍ଚାଇ ପାରିବେ ନାହିଁ l ଜଣେ ସାଧାରଣ ଓଡ଼ିଆ ଭାବରେ ମୁଁ ଦାବି କରିଛି ଆମେ ସମସ୍ତେ ପ୍ରାଥମିକ ସ୍ତରରେ ଅନ୍ତତଃ ପଞ୍ଚମ ଶ୍ରେଣୀ କୁହନ୍ତୁ ବା ଷ୍ଟାଣ୍ଡାର୍ଡ କୁହନ୍ତୁ କେବଳ ଓଡ଼ିଆରେ ଶିକ୍ଷାଦାନ କରାଯାଉ l ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରାଯାଉଥିବା ନର୍ସରୀ, ଏଲ. କେ. ଜି, ୟୁ. କେ. ଜି. ଷ୍ଟାଣ୍ଡାଡ଼ ଅଣେ ଟୁ ଫାଇଭ ପର୍ଯ୍ୟନ୍ତ ସ୍କୁଲ ଗୁଡିକ ପାଇଁ ପରିବର୍ତ୍ତିତ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ କରାଯାଉ l
@kabitaranidas3079
@kabitaranidas3079 8 ай бұрын
ଭାଷା ଓଡ଼ିଆ ହେଉ ସମୃଦ୍ଧ
@SouviknandanMahanta
@SouviknandanMahanta 8 ай бұрын
କଣ ମଧୁସୂଦନ ରାୟ ଲଜ୍ଜା
@RR-wp8jt
@RR-wp8jt 7 ай бұрын
ଆଲୋଚନା ସଭା ରେ କେବଳ ହଡ଼ା ବୁଢ଼ା ହିଁ ବସିଚନ୍ତି ଗୋଟିଏ ଯୁବ ଓଡ଼ିଆ ପ୍ରେମୀ ମିଳିଲେନି
@pdlite4101
@pdlite4101 Жыл бұрын
ତମେ ଗଣମାଧ୍ୟମ ମାନେ ହିଁ ସବୁଠାରୁ ଅଧିକ ଦାୟୀ। ଯେଉଁ ଉପସ୍ଥାପକ/ ଉପସ୍ଥାପିକା ମାନେ ରହୁଛନ୍ତି ସେମାନଙ୍କ ଭାଷା ଜ୍ଞାନ ନାହିଁ। ବାରମ୍ବାର ଭୁଲ୍ ଓଡ଼ିଆ ଆପଣ ମାନଙ୍କ ଦ୍ଵାରା ହିଁ ପରିବେଷଣ କରାଯାଉଛି। ମନୋରଞ୍ଜନଧାର୍ମୀ ଅନ୍ୟ ଚ୍ୟାନେଲ ଗୁଡିକରେ ମଧ୍ୟ ଅନେକ ହିନ୍ଦୀ /ଉର୍ଦ୍ଦୁ ଦେଖିବାକୁ ମିଳୁଛି।
@bhagabanpradhan7500
@bhagabanpradhan7500 7 ай бұрын
Thanks sir your analisis
@laxmidharsahu9755
@laxmidharsahu9755 5 ай бұрын
ଉପସ୍ଥାପନା କରୁଥିବା ଭଉଣୀ ଭୁଲ କାହିଁକି କହୁଚ୍ଛ ?
@bijayaroy9097
@bijayaroy9097 5 ай бұрын
ଉପସ୍ଥାପକ ମହାଶୟା କହୁ ଥିବା ସମୟର ଇଂରାଜୀ ଶବ୍ଦ କାହିଁକି କହୁଛନ୍ତି ନିଜେ ସଜାଡ଼ି ହୁଅନ୍ତୁ ??? ଖାଲି TV ପରଦାରେ ଆଲୋଚନା କରି କିଛି ଲାଭ ନାହିଁ ଜନ ସଚେତନତା ଆବଶ୍ୟକ
@tufanchandradas1060
@tufanchandradas1060 8 ай бұрын
ବହୁତ ଟିଭି ସମାଚାର ରେ ତ କହୁଛନ୍ତି Headlines।
@tufanchandradas1060
@tufanchandradas1060 8 ай бұрын
ଓଡ଼ିଆ ଖବରରେ Headlines ବୋଲି କୁହାଯାଏ। ପିଲାମାନଙ୍କୁ ଇଂରେଜ ମାଧ୍ୟମରେ ପଢେଉ ଥିବାରୁ, ସେମାନେ ଓଡ଼ିଆ ପଢ଼ି ପାରୁ ନାହାନ୍ତି। ଏଥି ପାଇ ବାପାମାଆଙ୍କ ଦାୟିତ୍ବ ତାଙ୍କୁ ଘରେ ଶିଖାଇବେ।
@MalayaMishra-ne8kn
@MalayaMishra-ne8kn 7 ай бұрын
ଠିକ ଠିକ କଥା କୁହ ।
@ବିନୋଦକୁମାରବିଶ୍ଵାଳ
@ବିନୋଦକୁମାରବିଶ୍ଵାଳ 3 жыл бұрын
Ei show ra abashyaka ta kichi nanhi kanhiki na tuma media mananka dwara sabuthu adhika odia language g mareichi
@pddjsp
@pddjsp 3 жыл бұрын
Colonel question pacharile de bi English re ... eia hauchi odia bhasha ra abastha
@SudhakarMajhi-zq6dl
@SudhakarMajhi-zq6dl 5 ай бұрын
Bhilkahtakhucanti
@SoumyaRanjanSahoo-fv6ll
@SoumyaRanjanSahoo-fv6ll 3 жыл бұрын
Tame channel mane odia pian kan karucha,lokanku dosa dei lava kan Education pare odishare job nai,jib pain Odisha baharku gala bhasa ku bhala paiba thyle kan sabu ta ana odia heigala
Un coup venu de l’espace 😂😂😂
00:19
Nicocapone
Рет қаралды 10 МЛН
Сюрприз для Златы на день рождения
00:10
Victoria Portfolio
Рет қаралды 1,4 МЛН
规则,在门里生存,出来~死亡
00:33
落魄的王子
Рет қаралды 31 МЛН
🕊️Valera🕊️
00:34
DO$HIK
Рет қаралды 4,1 МЛН
ରଙ୍ଗସାଳା ହଠାତ୍‌ ହେଲା ରାଜଉଆସ | bjd bindhani bobi bhai | BJD | Odisha
6:27
ବିଜେଡି ବିନ୍ଧାଣୀ ବବି ଭାଇ
Рет қаралды 2,5 М.
Abolakara Kahani Part 8 Short Story with Moral Odia Gapa
10:48
Panthashala
Рет қаралды 113 М.
Un coup venu de l’espace 😂😂😂
00:19
Nicocapone
Рет қаралды 10 МЛН