ଭୁବନେଶ୍ବରରେ OSSSC ପରୀକ୍ଷା ବିଭ୍ରାଟକୁ ନେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ | Nandighosha TV

  Рет қаралды 2,816

Nandighosha TV

Nandighosha TV

Күн бұрын

ଭୁବନେଶ୍ବରରେ OSSSC ପରୀକ୍ଷା ବିଭ୍ରାଟକୁ ନେଇ ହଜାର ହଜାର ଛାତ୍ରଛାତ୍ରୀଙ୍କ ବିକ୍ଷୋଭ | Nandighosha TV
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Пікірлер
@smrutiranjansamal3953
@smrutiranjansamal3953 2 сағат бұрын
🔥🔥🔥
@purnimaparidachandini7406
@purnimaparidachandini7406 3 сағат бұрын
Exam batil karajau
@କଳ୍କୀ
@କଳ୍କୀ 2 сағат бұрын
ଚିଟଫଣ୍ଡ ଜମାକାରୀ ମାନେ ଆପଣ ମାନଙ୍କୁ ଆପଣଙ୍କ ପଇସା ଫେରସ୍ତ ପାଇଲେ କି ନାଁ ୨୪ ଘଣ୍ଟା ହୋଇ ନାହିଁ ନାଁ ଏବି ଗୋଟେ ଜୁମୁଲା ଥିଲା
@sasadharjena5135
@sasadharjena5135 Сағат бұрын
Sea mg kichhi sunilana
@madhusmitaparida7555
@madhusmitaparida7555 2 сағат бұрын
Bjp ku odisha ru student Mane hatantu
@SANJIBKUMARJENA-l2r
@SANJIBKUMARJENA-l2r 53 минут бұрын
To, The Chief Minister of Odisha, Sj. Mohan Charan Majhi. ବିଷୟ - ( କୁ ଚକ୍ରିଙ୍କ ଚକ୍ରାନ୍ତ ରେ ରାଜ୍ୟର ନିଯୁକ୍ତି ବ୍ୟବସ୍ଥା ) ମହାଶୟ, ଚଳିତ RI/ICDS/ARI/Amin/SFC ପରୀକ୍ଷା ରେ ଅନିୟମିତତା ହୋଇଥିବା କିଛି ଅଣ ଛାତ୍ର ଏବଂ ରାଜନୈତିକ ଛାତ୍ର ସଂଗଠନ ଦାବି କରି, ରାଜ୍ୟର ଲକ୍ଷ୍ୟ ଲକ୍ଷ୍ୟ ଛାତ୍ର-ଛାତ୍ରୀ ଙ୍କ ଭବିଷ୍ୟତ କୁ ଅନ୍ଧକାରକୁ ଠେଲି ଦେଉଥୁବା ଅଭିଯୋଗ ହେଉଛି। ଏଠାରେ ପ୍ରଶ୍ନ ଉଠେ ଯେଉଁମାନେ ଏହି ଆନ୍ଦୋଳନର ମୁଖ୍ୟ, ସେମାନେ ଖୋଦ୍ ରାଜ୍ୟର ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନିତି ମଧ୍ୟରେ ସାମିଲ ଥିବା ଚିତ୍ର ପଦାକୁ ଆସୁଛି। RI ପରୀକ୍ଷା ବାତିଲ କରିବା ପାଇଁ ଦାବି କରୁଥିବା ବିଭୂତି ଭୂଷଣ ମହାପାତ୍ର ନିଜେ ରାଜ୍ୟର JOB Racket ରେ ସଂପୃକ୍ତି ଥିବା ସୁତ୍ରରୁ ଜାଣିବାକୁ ମିଳୁଛି, ଜୟନ୍ତ କୁମାର, ଘର - ଯାହାନା ବାଦ୍, ବିହାର ର ଜଣେ ଦଲାଲ୍, ଯିଏକି ପୂର୍ବରୁ ଏକାଧୂକ ରାଜ୍ୟରେ ପ୍ରଶ୍ନ ପତ୍ର ଲିକ୍ କରି ପିଲାଙ୍କ ଠାରୁ କୋଟି କୋଟି ଟଙ୍କା ଠକି ଏହି Job Racket ଚଳାଉଥିଲେ । ସେ ଏବେ ଓଡ଼ିଶାର ଭୂବନେଶ୍ବରରେ ରହୁଛନ୍ତି | ତେବେ ଏହି ଜୟନ୍ତ କୁମାରଙ୍କ ସହ ବିଭୂତି ଭୂଷଣ ମହାପାତ୍ରଙ୍କ ଘନିଷ୍ଠ ସମ୍ପର୍କ ରହିଥିେବା ଜଣାପଡିଛି। ଜୟନ୍ତ କୁମାର ଏବଂ ବିଭୂତି ଭୂଷଣ ମହାପାତ୍ରଙ୍କ ଏକ ଫଟୋ ଏହି କଥାକୁ ଏବେ ପଦାରେ ପକାଇଛି। ତେବେ ଜୟନ୍ତ କୁମାରଙ୍କ ନାମରେ ଏହି Job Racket କୁ ନେଇ ଏବଂ ପ୍ରଶ୍ନ ପତ୍ର ଲିକ୍ କୁ ନେଇ ଏକାଧିକ ମାମଲା ରୁଜୁ ହୋଇଥିବା ଜାଣିବାକୁ ମିଳୁଛି। ଏହାର ସବିଶେଷ ତଥ୍ୟ ରାଜ୍ୟ ପୋଲିସ କୁ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦେବାର ବ୍ୟବସ୍ଥା ଖୁବ୍ ଶୀଘ୍ର କରାଯାଉଥିବା ସୁତ୍ରରୁ ପ୍ରକାଶ। ତେବେ ପ୍ରତ୍ୟେକ ପରୀକ୍ଷାରେ ଦୁର୍ନିତି ହେଉଥିଦବା କଥା - ବିଭୂତି ଭୂଷଣ ମହାପାତ୍ର ଅଭ୍ୟାସ ଗତ ଭାବରେ ଦାବି କରି ସରକାରଙ୍କୁ ଏବଂ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷ(OSSSC) ଙ୍କୁ ଦାୟୀ କରି ରାଜ୍ୟର ଛାତ୍ର- ଛାତ୍ରୀ ମାନଙ୍କୁ ପ୍ରବର୍ତ୍ତାଉଛନ୍ତି ଏବଂ ଆନ୍ଦୋଳନ କରିବାକୁ ଯୋଜନା କରି ଆସୁଛନ୍ତି । ବିଭୂତି ଭୂଷଣଙ୍କ ସମେତ ପ୍ରଜ୍ଞା (PRAGYAN) KZbinR ଏବଂ ଅନ୍ୟକିଛି KZbinR ପ୍ରତ୍ୟେକ ପରୀକ୍ଷାରେ ଦୁର୍ନିତି ହେଉଥିବା ମିଥ୍ୟା ଖବର ପ୍ରକାଶ କରି ଛାତ୍ର- ଛାତ୍ରୀ ମାନଙ୍କୁ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି । ଯଦି ପରୀକ୍ଷାରେ ଦୁର୍ନିତି ହେଉଛି ତେବେ ଉପଯୁକ୍ତ ପ୍ରମାଣ ସହିତ ଆଇନର ଆଶ୍ରୟ ନେଲେ ଦୋଷୀ ଦଣ୍ଡ ପାଇବାରେ କୌଣସି ଅସୁବିଧା ନାହିଁ। ମାତ୍ର ଏମାନେ ଏହା ନକରି ଅଯଥାରେ ପ୍ରତ୍ୟେକ ପରୀକ୍ଷାକୁ ଦୁର୍ନିତି ହେଉଥିବା ଅଭ୍ୟାସ ଗତ ଭାବରେ କହି ରାଜ୍ୟର ନିଯୁକ୍ତି ବ୍ୟବସ୍ଥାକୁ ପ୍ରଭାବିତ କରିବା ସହ ସରକାରଙ୍କୁ ବଦନାମ କରିଚାଲିଛନ୍ତି। ଏମାନଙ୍କର ଏଭଳି କାର୍ଯ୍ୟକଳାପକୁ ସରକାର ଦୃଢ଼ ହସ୍ତରେ ଦମନ କରିବାକୁ ଦାବି ହେଉଛି । ଯଦି ପ୍ରତ୍ୟେକ ପରୀକ୍ଷାରେ ଏମାନେ ଏଭଳି ଭାବରେ ଆନ୍ଦୋଳନ କରି ଚାଲିବେ ଏବଂ ସରକାର ଯଦି ଏମାଙ୍କ କଥା ରେ କିଛି ପଦକ୍ଷେପ ନିଅନ୍ତି । ତେବେ ରାଜ୍ୟରେ ପରୀକ୍ଷା ଦେଇଥିବା ଲକ୍ଷ୍ୟ ଲକ୍ଷ୍ୟ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାରକୁ ଚାଲିଯିବ। ବର୍ଷ ବର୍ଷ ପରିଶ୍ରମ କରି ପରୀକ୍ଷାରେ ଭଲ ପ୍ରଦର୍ଶନ କରୁଥିବା ଛାତ୍ର ଛାତ୍ରୀ ଏହି କୁଚକ୍ରି ମାନଙ୍କ ପାଇଁ ଏବେ ଚିନ୍ତାରେ ପଡିଛନ୍ତି । ଚଳିତ ପରୀକ୍ଷାରେ ଯେଉଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି ଏବଂ ସେହି ପରୀକ୍ଷା କେନ୍ଦ୍ରର ପରୀକ୍ଷାର୍ଥୀଙ୍କୁ ପୁନଃ ପରୀକ୍ଷା କରାଇ ଘଟଣାର ସମାଧାନ କରିବା ଦାବି ନକରି ସମ୍ପୂର୍ଣ୍ଣ ପରୀକ୍ଷା ବାତିଲ କରିବା କେତେ ଯୁକ୍ତି ଯୁକ୍ତ ଏହା ଆପଣ ବିଚାର କରନ୍ତୁ । ପ୍ରତି ପରୀକ୍ଷାରେ ଆନ୍ଦୋଳନ ଚଳାଇଥିବା ବିଭୂତି ଭୂଷଣ ମହାପାତ୍ର ଏବଂ Pragyan (KZbinr) ଙ୍କୁ ଅର୍ଥ କେଉଁ ସୂତ୍ରରୁ ଆସୁଛି ତାହା ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ଯେଉଁମାନେ ବାରମ୍ବାର ଆନ୍ଦୋଳନ କରି ଲକ୍ଷ୍ୟ ଲକ୍ଷ୍ୟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସେମାନଙ୍କୁ ରାଜ୍ୟର ସମସ୍ତ ପରୀକ୍ଷାରୁ ବାଦ୍ ଦିଆଯାଉ । ଜୟନ୍ତ କୁମାରଙ୍କ ନାମରେ :- ମହାରାଷ୍ଟ୍ର , ବିହାର, ଝାରଖଣ୍ଡ ଏବଂ ଓଡିଶାରେ ପେପର ଲିକ୍ କେଶ ରହିଛି ଏବଂ Railway Department ଏକ ପରୀକ୍ଷାର ପେପର ଲିକ୍ କେଶ ରହିଛି ।
@KiranKumarnayak-gr4fk
@KiranKumarnayak-gr4fk Сағат бұрын
Bjp delaa naa dhoka
@KumarRaj75-k
@KumarRaj75-k 2 сағат бұрын
ଯାହାର ପ୍ରିଲିମ ପରୀକ୍ଷା ଭଲ ହୋଇଛି ମୁଖ୍ୟ ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତୁ ଅଯଥାରେ ସମୟ ନଷ୍ଟ କରନ୍ତୁ ନାହିଁ....
@satyanarayanbehera9189
@satyanarayanbehera9189 2 сағат бұрын
Reexam ta haba sure,,,dekh aji rati 7:00 re dekh kn hauchhi
@entertainmentbyheart7679
@entertainmentbyheart7679 2 сағат бұрын
Tame kn RI exam paii 18 lakh deicha... Laaguchi 😂
@JAGAMAMALIJS
@JAGAMAMALIJS 2 сағат бұрын
Tme paisa deich ki
@KumarRaj75-k
@KumarRaj75-k 2 сағат бұрын
@@entertainmentbyheart7679 କାଇଁ ତମେ ଘରେ ମନା କରିଦେଲେ କି?? ନାଁ ତମ ସେଣ୍ଟର ଲିଷ୍ଟରେ ନଥିଲା....କିଛି ଟେନସନ ନିଅନ୍ତୁନି Offline ହେଲେ ବିଭୁତି ଭାଇ ଙ୍କୁ କହିକି ଜୟନ୍ତ ଅଛି ତମ ସହିତ Ques Leak କରିନେବେ...
@KumarRaj75-k
@KumarRaj75-k 2 сағат бұрын
@@JAGAMAMALIJS କାଇଁ ତମ ଘରେ ମନା କରିଦେଲେ କି?? ନାଁ ତମ ସେଣ୍ଟର ଲିଷ୍ଟରେ ନଥିଲା....କିଛି ଟେନସନ ନିଅନ୍ତୁନି Offline ହେଲେ ବିଭୁତି ଭାଇ ଙ୍କୁ କହିକି ଜୟନ୍ତ ଅଛି ତମ ସହିତ Ques Leak କରିନେବେ...
@basantajena3220
@basantajena3220 46 минут бұрын
Bjp gote tautor party
@Sam-j3j9r
@Sam-j3j9r 41 минут бұрын
Tu antinational . Bjp sabu thik karuchi..Aeta BJD ra karnama sabu
Help Me Celebrate! 😍🙏
00:35
Alan Chikin Chow
Рет қаралды 71 МЛН
Как мы играем в игры 😂
00:20
МЯТНАЯ ФАНТА
Рет қаралды 3,4 МЛН
Men Will Be Men | Imperial Blue Music CD | Ads Collection
6:04
Ads Forum
Рет қаралды 2,3 МЛН
Headlines @7PM | 7th October 2024 | NandighoshaTV
3:45
Nandighosha TV
Рет қаралды 2 М.