ନବୀନ ସରକାର ବେଳେ କିଛି ଅସୁବିଧା ହେଉନଥିଲା, ଏଇ ସରକାର ହଇରାଣ କରୁଛି | Nandighosha TV

  Рет қаралды 59,237

Nandighosha TV

Nandighosha TV

Күн бұрын

Пікірлер: 236
@bibekpatra6925
@bibekpatra6925 Ай бұрын
ବଞ୍ଚି ଜିଁ କି ରୁହ ମା ମାନେ ପୁଣି ସେ ନବୀନ ସରକାର କୁ ଫେରେଇ ଆଣିବାକୁ ❤
@BidyadharKanhar-l8i
@BidyadharKanhar-l8i Ай бұрын
ଏଇ ମାଆ ମାନେ ହିଁ ତ BJD କୁ ହରେଇଛନ୍ତି.. ମହିଳା ଟଙ୍କା ଯୁଆଡ଼େ ସେମାନେ ସିଆଡେ....ନିଜେ ବୁଝିବେନି...କାହାକୁ ବୁଝାଇ ଦେବନି.
@bapibalesore7554
@bapibalesore7554 Ай бұрын
Right
@Cricketmystery24
@Cricketmystery24 Ай бұрын
Bro..sei maa mane kahithile bjd against re ki bjp sarkar asu..sei maa mane ebe kahuchanti bjd bhala thila..katha hela sabu politician party gote type...au paisa jou ade loka nka vote sei ade..Puni bjd asile loka kahibe nai bjp actually bhala thila 😂😂.. Odisha loka nka thu ganda murkh kehi nahanti
@BidyadharKanhar-l8i
@BidyadharKanhar-l8i Ай бұрын
You are right bro...
@ajitmohanty2810
@ajitmohanty2810 Ай бұрын
Emananka hatare kichi nahi Naveen harila kebala 18+new voters nka paini 😂
@maheshpadhan4462
@maheshpadhan4462 Ай бұрын
ସତ କଥା ଲୋକେ ବହୁତ ହଇରାଣ ହେଉଛନ
@Nabadhavhakti13
@Nabadhavhakti13 Ай бұрын
Jay jagannath ଏହା ପୂର୍ବୁରୁ ନିର୍ଦ୍ଧାରିତ ସରିଛି ଦୁଃଖ ସମସ୍ତେ ଭୋଗିବେ ତ୍ରାହି ତ୍ରାହି ତ୍ରାହି ଜଗନ୍ନାଥ
@chandan_dalei6610
@chandan_dalei6610 Ай бұрын
ସତ କଥା କହିଲ ହଇରାଣ ହେଉଛନ୍ତି ମହିଳା
@Cricketmystery24
@Cricketmystery24 Ай бұрын
Kia kahuchi ki hairan hebaku..au agaru jadi sarkar kahithante asabu karibaku kn bhida heinathanta ki... First kahiba govt 50k deba declare karithila kain douni..au jetebele deba start kariba kahiba sabu hairan houchanti..Au kn govt ghara ghara buli paisa deba ki ete loka nku...Loka hin bhida karauchanti sabuthi..jouthi govt kahichi last date kichhi nahi ta loka kain ete bikalia houchanti..
@dipesh1868
@dipesh1868 Ай бұрын
Nabin sir best sarkar
@ganeshpradhan7091
@ganeshpradhan7091 Ай бұрын
Miss you Naveen sir 🙏🙏🙏🙏🙏
@Ambassador_Christ
@Ambassador_Christ Ай бұрын
ନବୀନ ପଟ୍ଟନାୟକ ❤️🙏
@ajayaonlinevideo
@ajayaonlinevideo Ай бұрын
Jay nabeen pattnaik
@felusaina.pattanaik3005
@felusaina.pattanaik3005 Ай бұрын
ଏବେ ସବୁ ବୁଝୁଛନା ଠିକ୍ କଥା କିନ୍ତୁ ଲେଟ ହେଇଯାଉଚି ଜୟ ଜଗନ୍ନାଥ 🙏
@jyotirmayeeharichandan7552
@jyotirmayeeharichandan7552 Ай бұрын
ହଁ ସତର।
@gayatribindhani6195
@gayatribindhani6195 Ай бұрын
ସତ କଥା ଭଉଣୀ
@samulumandal2387
@samulumandal2387 Ай бұрын
Good news madam
@BANTYSUNA-j8h
@BANTYSUNA-j8h Ай бұрын
Naveen babu I miss you ❤❤❤❤❤❤
@SridharKumar-f7v
@SridharKumar-f7v Ай бұрын
ଶ୍ରୀ ନବୀନ ପଟ୍ଟନାୟକ ଶାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@sanjibkanhar7164
@sanjibkanhar7164 Ай бұрын
ଜୟ ନବୀନ ସାର
@ganeshpradhan7091
@ganeshpradhan7091 Ай бұрын
Good 👍👍👍👍👍
@gobindasahoo3222
@gobindasahoo3222 Ай бұрын
ଇଏ ବୁଝି ସୁଝି ସୁଭଦ୍ରା ନାଟକ ବାଜି କରାଯାଇଛି
@kanhudas3308
@kanhudas3308 Ай бұрын
ଓଡିଶା ରେ ନମ୍ବର 1 ନବୀନ ବାବୁ 🙏🙏 ଜୟ ନବୀନ ❤️❤️
@priyaranjandas252
@priyaranjandas252 Ай бұрын
Very good
@satyabratajena3327
@satyabratajena3327 Ай бұрын
Right Jay jagannath Jay Naveen Jay bjd
@satyaranjanbehera9904
@satyaranjanbehera9904 Ай бұрын
Right👍
@sanjay23172
@sanjay23172 Ай бұрын
Jai BJD Party Zindabad, Our Favourite Superb Memorable An Unique Political Leader Ex-CM Of Odisha Mr. Naveen Babu...Jai Jagannath
@salmontudu9152
@salmontudu9152 Ай бұрын
Nabin Pattnaik CM sarkar thik🎉
@purusottamsouria9699
@purusottamsouria9699 Ай бұрын
100%right kath
@DeepakkumarMohantyDipu
@DeepakkumarMohantyDipu Ай бұрын
Right
@PrativaParamanik-mj4yz
@PrativaParamanik-mj4yz Ай бұрын
❤️jay❤️nabin babu❤️
@kunumajhi6027
@kunumajhi6027 Ай бұрын
ବହୁତ ଭଲ ପଦକ୍ଷେପ ନେଇଛନ୍ତି ମୋହନ ସରକାର/ନବିନ ସରକାର ଥିଲାବେଳେ ସବୁ ମୁର୍ଖ ହଇ ଥିଲ/ଏବେ ମୋହନ ସରକାର ରେ ସେସବୁ ଚଳିବ ନାହିଁ I love ମୋହନ ସରକାର
@AKSHAYBEHERA-yu6kl
@AKSHAYBEHERA-yu6kl Ай бұрын
Yes.
@PRAKASHMOHANTY-x1x
@PRAKASHMOHANTY-x1x Ай бұрын
ଅତି ବେଶୀରେ ଯେତେ ଫର୍ମ କଟିଯିବ ବିଜେପି ସରକାରର ସେତେ ଭଲ।ସେଇ ପ୍ଲାନ କରିବାରେ ବ୍ୟସ୍ତ। ତେଣୁ ଥରକୁ ଥର ନିୟମ ବଦଳାଉଛନ୍ତି।
@sudiptanayak300
@sudiptanayak300 Ай бұрын
Satare bhahutu hairana loka heouchhanti
@jaydebmajhi236
@jaydebmajhi236 Ай бұрын
Like video 🎉🎉🎉🎉🎉🎉
@suryanshucrazyindia
@suryanshucrazyindia Ай бұрын
ନବୀନ ସର ଦି ନ୍ଦା ବା ଦ
@BijyalaxmiBhol
@BijyalaxmiBhol Ай бұрын
true
@mr.sankar4690
@mr.sankar4690 Ай бұрын
Sir janithile....sethi pain ta sapatha time re muruki hasa maruthile...
@TrilochanMoharana-r3p
@TrilochanMoharana-r3p Ай бұрын
Navin patanaayk Is the best ❤🎉
@AmaraBehera-qd5fo
@AmaraBehera-qd5fo Ай бұрын
Jaya Naveen Patnaik 🙏💚 BjD 💚💚
@jabetbeck792
@jabetbeck792 Ай бұрын
Tik kohilo didi
@ShreeyanBarik
@ShreeyanBarik Ай бұрын
Nabin sir best❤❤
@jharanadas4506
@jharanadas4506 Ай бұрын
Bala Katha kahila bhuni 👍
@kunujanikunujani8347
@kunujanikunujani8347 Ай бұрын
ବିଜେପି କୁ ଆଉ ଭୋଟ ଦେବା ନାହିଁ,।
@hrusikeshmallik3221
@hrusikeshmallik3221 Ай бұрын
ଏ ବିଜେପି ସରକାର ଓଡ଼ିଶାର ଚୋର ଅଯୋଗ୍ୟ ଦଳ । ଲଜ୍ଜା ଲାଗୁନାହିଁ ତ
@BinodiniRoutBinodiniRout
@BinodiniRoutBinodiniRout Ай бұрын
Jay Nabeen 🙏 🙏 🙏 Jay Jagannath 🙏 ❤❤❤
@kumarmitanofficial9631
@kumarmitanofficial9631 Ай бұрын
ଜୟ ନବୀନ୍
@explorewithsushree
@explorewithsushree Ай бұрын
ଭଉଣୀ ଜଣଙ୍କର ମୋହନ ମାଛି ଠାରୁ ଅଧିକ ଜ୍ଞାନ ଅଛି ଯୋଜନା ଆଉ କାଗଜପତ୍ର ବିଷୟରେ। ଯାହା ଦେଖି ଖୁସି ଲାଗିଲା ଯେ ଜଣେ ସାଧାରଣ ଜନତା ଆମ ମୁଖ୍ୟମନ୍ତ୍ରୀ ଠାରୁ ଅଧିକ ଶିକ୍ଷିତ ଆଉ ଜ୍ଞାନୀ। ଭଉଣୀ ଏବେ ବୁଝି ପାରୁଥିବେ ଯେ ନେତା ମାନେ କାହିଁକି ଶିକ୍ଷିତ ହେବ ଉଚିତ୍?
@NarayanGouda-mc5ne
@NarayanGouda-mc5ne Ай бұрын
ଜୟ ନବୀନ♥️♥️♥️♥️
@catmomjyotsnamaye1042
@catmomjyotsnamaye1042 Ай бұрын
Miss you nabin sir
@maapournamasitkpd1723
@maapournamasitkpd1723 Ай бұрын
Naveen govt best govt
@arifanoor5144
@arifanoor5144 Ай бұрын
Your right didi
@biswajitray37
@biswajitray37 Ай бұрын
ମୋଦି ଙ୍କ ଜନମ ଦିନ କଣ ଘୁଂଚେଇ ହବ କି?
@mr.a2z
@mr.a2z Ай бұрын
😂😂
@deepess_deepu83
@deepess_deepu83 Ай бұрын
Modi au nahi abe khan..... Narendra Modi Chai wala ❌ Narendra khan beef supplier ✅..... Narendra khan odisha ra kau bala bekti ki subhadra jojana diajiba kan amar odia CM mahon majhi nahi ki... odisha ra mukhya kia rajiya pala taha pare CM mohan majhi kan pai subhadra jojana Narendra khan birthday gift debe, sudhiri jao chamcha
@arifanoor5144
@arifanoor5144 Ай бұрын
Na mo
@jagankumar1263
@jagankumar1263 Ай бұрын
April ୧ କରି ଦେବା କି??? #April fool😃😃😃
@anantakulesika
@anantakulesika Ай бұрын
ମୋତେ ବାଉତ ଦୁଃଖ ଲାଗିଲା ଗୋଟିଏ ମହିଳାକୁ ଦେଖି ସେ ମହିଳା ନିଜର ବର୍ଷକର ଶିଶୁକୁ ଧରି ସେ ସୁଭଦ୍ରା ଯୋଜନା ପାଇଁ ଯାଇଥିଲା ଜନସେବା କେନ୍ଦ୍ରକୁ ଏବଂ ସେଠାରେ 5 ରୁ 6 ଘଣ୍ଟା ଅପେକ୍ଷା କରିଥିଲେ ନିଜର ପଞ୍ଜିକରଣ ପାଇଁ ଏହା କଉ ଯୋଜନା କରିଛନ୍ତି କେଜାନେ ସରକାର ! ମହିଳା ମାନେ ନିଜର କାମ ଦାମୋ ଚାଡ଼ି ସୁଭଦ୍ରା ଯୋଜନା ଆବେଦନ ସରିବା ପର୍ଯ୍ୟନ୍ତ ଜନସେବା କେନ୍ଦ୍ରକୁ ଯାଉଛନ୍ତି 😂 😂
@DeepakKumar-lv4li
@DeepakKumar-lv4li Ай бұрын
ଭଉଣୀ କଷ୍ଟ କଲେ ତ କୂଷ୍ଣଙ୍କୁ ପାଇବା ଏତେ ବ୍ୟସ୍ତବିବ୍ରତ ହେବା ଦରକାର ନାହିଁ
@ArunDas-hc5zz
@ArunDas-hc5zz Ай бұрын
ଡାକି କି କିଲା ନିଅ,
@binayagirlia6748
@binayagirlia6748 Ай бұрын
ଲକ ମାନଙ୍କୁ ଗୋଟେ କାମରେ ଵ୍ୟସ୍ତ କରି ଏ ସରକାର ତା କାମକୁ ସାରୁଛି ।
@swagataodisha
@swagataodisha Ай бұрын
Miss you Naveen babu🙏
@PitbashJani-u6t
@PitbashJani-u6t Ай бұрын
B̊j̊p̊ k̊ů v̊o̊t̊e̊ d̊i̊o̊❤❤
@srikantarauta8200
@srikantarauta8200 Ай бұрын
ଯଦିଆଗରୁକହିଥାନ୍ତେ ଆଉଲୋକ ଖରାକେମିତି ଖାଇଥାନ୍ତେକେମିତି ଲୋକ ଅଧିକପଇସା ପାଇଯାଇଥାନ୍ତେ ବଜେଟ ଅଧି ଦରକାରନା ଜାଣିପାରୁନଆଉ
@Birabhue-t7s
@Birabhue-t7s Ай бұрын
ସରକାର ଜାଣିଶୁଣି କରୁଛି
@Rudransh4949
@Rudransh4949 Ай бұрын
ଯାହାକୁ ଅସୁବିଧା ହେଉଛି ସେ ସୁଭଦ୍ରା apply କରନି
@SR_SanjayCreation
@SR_SanjayCreation Ай бұрын
ଆଗାମୀ ନିର୍ବାଚନରେ ବିଜେପି ସଫା ହେଇଯିବ ସେ ସମୟକୁ ଅପେକ୍ଷା କର
@mihirsundaray6360
@mihirsundaray6360 Ай бұрын
ମା କାହାକୁ ଭୋଟ ଦେଇଛ 😂😂😂
@Kirti-d80
@Kirti-d80 Ай бұрын
BJP ku deichhanti bhai...au kahaku debe.....sabu Paisa pain vote dele BJP ku
@JagaPradhan-i1j
@JagaPradhan-i1j Ай бұрын
ଏ ସାମ୍ବାଦିକ ଭାଇ ଅସୁବିଧା, ଭାଷା ହିନ୍ଦୀ ନୁହଁ
@amasangathanakakarudrapurj9664
@amasangathanakakarudrapurj9664 Ай бұрын
Beiman odisha basi
@narayannayak5100
@narayannayak5100 Ай бұрын
Thanks🙏🌹 bhauni🎉🎉🎉🎉❤
@Nayanadeipradhan99
@Nayanadeipradhan99 Ай бұрын
ମାଉସୀ ଇଏବା ଗଣତନ୍ତ୍ର।ଗଣତନ୍ତ୍ରରେ ମାସ ମାସ ଧରି ମା ,ଭଉଣୀ ଅଙ୍ଗନୱାଡି ରୁ ଜନସେବା କେନ୍ଦ୍ର,ମୋବାଇଲ ଦୋକାନ,ଧାଇଁ ଧାଇଁ ହିନସ୍ତା ହେଉଛନ୍ତି। ଏ ସବୁ କାହାରିକୁ ଦେଖା ଯାଉନି। ଭୋଟ ଦେବାର ମୁଲ୍ୟ କଣ ଏୟା।
@GayaBehera-mc5bq
@GayaBehera-mc5bq Ай бұрын
Dekha re Gobara bhakta...
@rajashreepradhan9275
@rajashreepradhan9275 Ай бұрын
Very good 😂😂😂😂😂
@JittuNK
@JittuNK Ай бұрын
Nabini patanayak jinda bada
@RanjanBehera-q4d
@RanjanBehera-q4d Ай бұрын
ପୂର୍ବ ସରକାର ରେ s h g ମହିଳା ମାନେ ସୁବିଧା ପାଉଥିଲେ ଅନ୍ୟ ମହିଳା ମାନେ ପାଉନଥିଲେ କର୍ମ ନ କଲେ ଫଳ କେମିତି ମିଳିବ ଯାହେଲେ hoiran ହେବାକୁ ପଡିବ ବିଜେଡି ସରକାର ରେ କେତେ ଥର 5000.ଟଙ୍କା ପାଇଚ
@betexshyamsundar990
@betexshyamsundar990 Ай бұрын
ଏହି ଯୋଜନା ରେ ସବୁ ମହିଳା ମାନଂକୁ ବି ସୁବିଧା ମିଳୁ ନାହିଁ
@ajayaonlinevideo
@ajayaonlinevideo Ай бұрын
Jay nabeen
@pradiptamishra1441
@pradiptamishra1441 Ай бұрын
Love you Naveen sir ❤️ 🙏
@prasantapattanaik862
@prasantapattanaik862 Ай бұрын
ବାଟବଣା ହେବ ମଣିଷ ଅକଲ। ଖରାପକୁ ସର୍ଵେ ଭାବିବେ ଭଲ। ଏମିତି ଏକ ଦଳ ଆସିବ ଭାଇ। ସମସ୍ତ ଲୋକଙ୍କୁ ଲୋଭ ଦେଖାଇ। ମିଛ ସପନ ରେ ମୋହିବ ମନ। ଦେଖାଇବେ କେତେ ମିଠା ସପନ। ସବୁ ପ୍ରକାରର ସୁବିଧା କହି। ଲୋକଂକ ମନକୁ ଦେବେ ବୁଲେଇ। ଭୁଲେଇ ଭ୍ରମେଇ କଥା କହିବେ। ମିଛ କଥା କହି ଭୋଟ ଜିତିବେ।ଜିତିଗଲା ପରେ ଅସଲ ରୂପ।ଦେଖିକରି ଲୋକେ ହେବେ ଅବାକ।କିଛି କଥା ଆଉ ଶୁଣିବ ନାହିଁ। ସର୍ଵେ ଡାକିବେ ତ୍ରାହି ତ୍ରାହି। ନିଷ୍ଠୁର ହୋଇବେ ଦାନବ ଦଳ। ସବୁ ଲୋକଙ୍କର ଭାଂଗିବ ବଳ।ଧର୍ମର ହେବ ଅଧଃପତନ।ଏହିପରି ଯିବ କେତୋଟି ଦିନ। ସମସ୍ତେ ଡାକିବେ ପ୍ରଭୁ ହେ ରଖ।ନ ରଖିଲେ ପ୍ରଭୁ ହେଲୁ ନିରେଖ। ସବୁ ଲୋକଙ୍କର ଡାଳକୁ ଶୁଣି। ଧାଇଁ ଆସିବେ ସେ ଚକ୍ରପାଣି। ସବୁ ପ୍ରାଣୀ ହେବେ ଭାରି ପ୍ରସନ୍ନ। ହସି ଉଠିବ ସବୁରି ପ୍ରାଣ।ମନେ ଭରିଯିଵ ନୂତନ ଦମ୍ଭ। ନବୀନ ଯୁଗର ହେବ ଆରମ୍ଭ। ଓଁ ଶ୍ରୀ ଶୁଭମସ୍ତୁ!
@anvlog1851
@anvlog1851 Ай бұрын
ଆଧାର ମୋବାଇଲ ନ.ଲିଙ୍କ ଅଛି ହେଲେ ବି ହେଉନି ,ଫିଙ୍ଗର୍ ଆଶୁନି,| ବ୍ୟାଙ୍କ, PDS ଚାଉଳ ରେ ଫିଙ୍ଗର୍ ଅଷୁଛି ଶୁଭଦ୍ରା ଯୋଜନା ରେ ଆଶୁନି
@pranatisamantaray144
@pranatisamantaray144 Ай бұрын
ପୁରା ଠିକ କଥା BJP ଆସିଲା ପରେ ଓଡିଶା ନଷ୍ଟ କରିଦେଲାଣି
@jytotirmayeelily1953
@jytotirmayeelily1953 Ай бұрын
🙏🙏 All Odisha Miss You Naveen Sir 🙏🙏
@SabitaPradhan-cr5nc
@SabitaPradhan-cr5nc Ай бұрын
ଆମର ଯଦି କିଛି ଠିକ୍ ନ ଥିଲା ପୂର୍ବ ରୁ s h g group ରୁ ଲୋନ୍ ଟଙ୍କା ଆସୁଥିଲା କେମିତି । ସମସ୍ତ ଙ୍କୁ ଦେବନି ବୋଲି ଗୋଟେ ବାହାନା କରୁଛି ।A C car re ଯାଉଛି ତ କିଛି ଜଣା ପଡୁ ନି
@biswabhusannayak5807
@biswabhusannayak5807 Ай бұрын
Are maa aeta modi guarantee
@PadlamJani-u2q
@PadlamJani-u2q Ай бұрын
କାହାର କିଛି ହେଲେ ଶରକାର ଦାଇ ହେବେ ତ
@nareshbarik6880
@nareshbarik6880 Ай бұрын
Right kotha bhuni
@mohanrao7732
@mohanrao7732 Ай бұрын
Naveen sarkar odisha best sarkar
@ratikantnayak3032
@ratikantnayak3032 Ай бұрын
ସୁଭଦ୍ରା କାନ୍ଦୁଚି ଭୋ ଭୋ
@DhirendrakumarRatho
@DhirendrakumarRatho Ай бұрын
Bhot deichha g mrei hua
@GurubaruGouda-qf2ue
@GurubaruGouda-qf2ue Ай бұрын
Satakata
@kuntaladansana2998
@kuntaladansana2998 Ай бұрын
BJP ku vote dia
@santanubera3035
@santanubera3035 Ай бұрын
ଠିକ୍ କହିଛନ୍ତି
@ashisswain8499
@ashisswain8499 Ай бұрын
Jay nabin
@sureshchandra2122
@sureshchandra2122 Ай бұрын
She is telling very true process .Officers should have educated all prerequisite for Sybhadra Yojana. Officers should learn. Looks like demonirization situation.
@tiyaruhani8992
@tiyaruhani8992 Ай бұрын
👍👍👍👍👍
@suniabehera-nk1sr
@suniabehera-nk1sr 29 күн бұрын
ବିଜେପି କୁ‌ହଟାଓ
@SanjayMahanty-e2y
@SanjayMahanty-e2y Ай бұрын
Right mausi
@diptiranjanbaral4881
@diptiranjanbaral4881 Ай бұрын
You are right sidter
@lakinathmadhi9286
@lakinathmadhi9286 Ай бұрын
❤❤❤❤❤
@sudhansusekharjena806
@sudhansusekharjena806 Ай бұрын
Nabeen babu jinadabad bjd jindabad
@umakantbag4800
@umakantbag4800 Ай бұрын
Thik kahucha
@bhairabchalan3432
@bhairabchalan3432 Ай бұрын
Mohan sarkar a news dekhi ba darkar Jane mahila nija chhua ku dhari etea samaya kemeti gaji rahiba
@ganeshmoharana982
@ganeshmoharana982 Ай бұрын
Bjp hataa 😮
@SusantaNayak-ps2sx
@SusantaNayak-ps2sx Ай бұрын
ଵିଯେପିଦଳ ଟାଉଟରଦଳ ଆକୁଵେଗ ବିଧାୟକ ଯୟନଵିନ
@bapibalesore7554
@bapibalesore7554 Ай бұрын
Right sister
@saratkumardas9746
@saratkumardas9746 Ай бұрын
Jay bjd
@prasantapattanaik862
@prasantapattanaik862 Ай бұрын
ଏମିତି ବିଜେପି କରିବ ବୋଲି କିଏ କାହିଁକି ଭାବିବ ସତେ?
@mdafjal2060
@mdafjal2060 Ай бұрын
Navin sir 👍
@chitaranjanbehera7569
@chitaranjanbehera7569 Ай бұрын
Naveen sir is great
@sasmitasethi7970
@sasmitasethi7970 Ай бұрын
Naveen sir 👍👈
I tricked MrBeast into giving me his channel
00:58
Jesser
Рет қаралды 29 МЛН
PIZZA or CHICKEN // Left or Right Challenge
00:18
Hungry FAM
Рет қаралды 14 МЛН
News Fuse: Mic Malfunction Interrupts CM’s Speech
5:14
I tricked MrBeast into giving me his channel
00:58
Jesser
Рет қаралды 29 МЛН