ବିବାହ ବେଳେ ଜାତକ ମେଳକ ଜରୁରୀ କି ? NandighoshaTV

  Рет қаралды 77,564

Nandighosha TV

Nandighosha TV

Күн бұрын

#NandighoshaTV #Odisha #Covid19
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219

Пікірлер: 167
@geetanjalidevi5179
@geetanjalidevi5179 5 күн бұрын
Thank you
@sanatanbehera8053
@sanatanbehera8053 9 күн бұрын
ମୋ ଜାତକମେଳକ ହୋଇ ବିବାହ ହୋଇ ନାହଁ🎉 କିନ୍ତୁ ଦୁଇ ଜଣଙ୍କ ର ସବୁ ସମୟରେ ଝଗଡ଼ା ଲାଗି ରହୁଛି,ଏଣୁ ଜାତକ ମେଳକ ନିହାତି ଦରକାର
@puspalatasahoo9967
@puspalatasahoo9967 3 ай бұрын
ପ୍ରତାପ ରଥ କିଛି ଜାଣିନି
@pratapkumarpratapanayak3487
@pratapkumarpratapanayak3487 10 ай бұрын
୨୪ ଘଣ୍ଟା କହିବାକୁ ହେଲେ ଭବାନୀ ବାବୁ ଅଟକି ବେ ନାହିଁ।କାରଣ ବେପାର ଚାଲିବ ନାହିଁ।ଗୋଟେ ଜାତକ ଦେଖିଲେ ୧୦୦୦ ନେଉ ଛନ୍ତି।
@SunitaSutar-yn8sr
@SunitaSutar-yn8sr 4 ай бұрын
4000ନେଉଛନ୍ତି
@SunitaSutar-yn8sr
@SunitaSutar-yn8sr 4 ай бұрын
ଏ ଜାତକ ପାଇଁ ମୋ ଭଲ ପାଇବା ମୋତେ ମିଳିଲାନି. 😭
@Mus215
@Mus215 Ай бұрын
😢😢😢😢
@salilkumar9703
@salilkumar9703 10 ай бұрын
ସବୁ ବେକାର କଥା ଜାତକ ନମିଳାଇ କ'ଣ ଲୋକମାନେ ଭଲରେ ରହୁନାହାନ୍ତି କିମ୍ବା ମିଳାଇକି ଲୋକମାନଙ୍କର ବିବାହ ବିଚ୍ଛେଦ ହେଉନାହାନ୍ତି କି ? ସବୁ ଭାଣ୍ଡାମି ଓ ଟଙ୍କା ଲୁଟିବା କଥା ଜାତକରେ ଯାହା ହେବାର ଥିବ ସେଇୟା ହେବ ଓ ଏହାକୁ କେହି ବଦଳାଇ ପାରିବେ ନାହିଁ
@suryasadhika4157
@suryasadhika4157 Жыл бұрын
ଜାତକ ରାଜଜୋଟକ ହେଲେମଧ୍ୟଁ ନିଜର କର୍ତ୍ତବ୍ୟ କର୍ମ ଠିକ୍ ନରଖିଲେ ଜୀବନ ବିଗିଡି ଯିବ ।
@RankandhiJena-iq2sg
@RankandhiJena-iq2sg 10 ай бұрын
ତାହେଲେ କର୍ତ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଜାତକ ନୁହେଁ।
@DurgaSingh-d2n
@DurgaSingh-d2n 9 ай бұрын
ଟାଉଟର୍ ଜ୍ୟୋତିର୍ବିଦ କୁ ଟିକେ ଚୁପ୍ କରାନ୍ତୁ ସାର୍
@gourishankarmishra929
@gourishankarmishra929 8 ай бұрын
ଆଲୋଚନା ସ୍ୱାଗତଯୋଗ୍ୟ ତର୍କ ବି କରାଯିବା ଉଚିତ। ମାତ୍ର ଜଣେ କହିଲା ପରେ ଆଉଜନେ କହିବା ଦରକାର। ଏ ଥିପାଇଁ ଦୀର୍ଘ ସମୟ ର ଆଲୋଚନା ଆବଶ୍ୟକ। ତାପରେ ଏ ଅଘରି ମାନଙ୍କୁ ଯୋଉଠି ପୁରାଯାଏ ଏମାନେ ତାକୁ ପଣ୍ଡ କରିଦିଅନ୍ତି। ସମସ୍ତେ ସମସ୍ତଙ୍କ ମତ କୁ ସ୍ନମ୍ମାନ ଦେବା କରକାର କିନ୍ତୁ ଏମାନେ ସେୟା କରିଛନ୍ତି କି ?
@sandhyaraninayak7561
@sandhyaraninayak7561 9 ай бұрын
Good argument
@ଓଡ଼ିଆପୁଅ-ଠ7ମ
@ଓଡ଼ିଆପୁଅ-ଠ7ମ 11 ай бұрын
ଭାଇରେ ଯାହାର ଯାହା ଇଛା ତାହା କରୁ l ଯିଏ ଜ୍ୟୋତିଷ କୁ ବିଶ୍ୱାସ କରିବା କଥା କରୁ l ଯିଏ ନ ବିଶ୍ୱାସ କରୁଛି ନକରୁ l ଅସୁବିଧା କଣ??
@JyotshnamayeePrusty
@JyotshnamayeePrusty 3 ай бұрын
Jotisa bidya achi ahamu abamananaa karihebani
@suryasadhika4157
@suryasadhika4157 Жыл бұрын
କେତେ ଜାତକ ମିଳେଇଲେ ମଧ୍ୟଁ ଉଭୟଙ୍କୁ ନୀତି ନିୟମରେ ରହିବାକୁ ପଡିବ ନିଜେ କର୍ମ ନକରି ଜ୍ୟୋତିଷ ଶାସ୍ତ୍ର କୁ ଦୋଷ ଦେବା ଠିକ୍ ନୁହେଁ। ଶାସ୍ତ୍ରି ଭୁଲ କରିପାରେ କିଛି ଶାସ୍ତ୍ର ଭୁଲ ନୁହେଁ । ପାଣ୍ଠି ଲୋକମାନେ ଶାସ୍ତ୍ରରେ ବିବାଦ ପୁରାଇ ଶାସ୍ତ୍ରକୁ ଭୁଲ ପ୍ରମାଣିତ କରନ୍ତି ସମୟରେ ବ୍ରହ୍ମତତ୍ତ୍ୱ ସାଧକ ଏବଂ ସାଧିକା ଆସି ଶାସ୍ତ୍ରକୁ ଶଂସୋଧନ କରନ୍ତି ।
@iswarchandrabarik7210
@iswarchandrabarik7210 14 күн бұрын
Mr.Bhabani Mohapatra is not atall ready to know the scientific existence of astrology.
@nadadursrinivas9427
@nadadursrinivas9427 Жыл бұрын
ରାମଚନ୍ଦ୍ରାବାବୁ ଙ୍କ ଭଳି ଜଣେ କହିବେ ଓ ସମସ୍ତେ ତାଙ୍କ କଥାକୁ କେତେ ଦୂର ଗ୍ରହଣ କରନ୍ତି ଦେଖିବା କଥା। ତେଣୁ ଏପରି ତର୍କ ଅଯଥା ଓ ମିଡିଆ ବାବୁଙ୍କ କିଛି କାର୍ଯ୍ୟକ୍ରମ ନଥିଲେ ଏମିତି ସବୁ ଉପସ୍ଥାନନା କରି ଲୋକଙ୍କ ଟାଇମ୍ ପାସ୍ କରିବା କରିବା କାମ ଚାଲୁ।
@nadadursrinivas9427
@nadadursrinivas9427 Жыл бұрын
ମିଡିଆ ଵାଲାଙ୍କୁ ପ୍ରତାପ ବାବୁ ଓ ରାମଚନ୍ଦ୍ରାବାବୁ ଙ୍କ ବ୍ୟତୀତ ଆଉ କାହାକୁ ଆଣି ଏ ଇ ଲଢେ଼ଇ କରାଉ ନାହାନ୍ତି କାହିଁକି? ନୂଆ ଲୋକଙ୍କୁ ଆଣିଲେ ଲଢେ଼ଇ ଆହୁରି ଯମକ ହୋଇଥାନ୍ତା।
@patrapuraulcreativitys7716
@patrapuraulcreativitys7716 Жыл бұрын
ବିବାହ ପାଇଁ ଜାତକ ମେଳକ ଜରୁରୀ ,ମୁ ଏଥିରେ ସହମତ ,compatibility dekhantu. କିନ୍ତୁ ଜାତକ ଦେଖିଲେ ଝିହ କିମ୍ବା ପୁଅ ମିଳିବ ଭାରି କଷ୍ଟ ।
@nadadursrinivas9427
@nadadursrinivas9427 Жыл бұрын
ପୁରୁଷ ରୋଜଗାର କରି ସ୍ତ୍ରୀକୁ ଦେଇଦେଲେ ସବୁ ସମାଧାନ। ବାଃ କି ବିଚିତ୍ର ବୁଦ୍ଧି।
@KumarDilip-d5f
@KumarDilip-d5f Жыл бұрын
ସେଇଆ ନୁହଁକି ଆଜି ରୋଜଗାର ପଇସା କମେଇବ ପରିବାର ପୋଷଣ କରୁଛନ୍ତି ତ ଭଲ ଯଦି ପଇସା ନାହିଁ କି ପୁଅ କି ଝିଅ କି ସ୍ତ୍ରୀ କେହି ପଚାରି ବେନି ମୋ ମାୟା ସଂସାର କେହି ନୁହଁ କାହାର
@jagannathpradhan3473
@jagannathpradhan3473 5 ай бұрын
Ramchandra babu apana. Bapa Kia. Janichanti
@DhaarnieBabu-hp6tg
@DhaarnieBabu-hp6tg 4 ай бұрын
Hetu bad nku apan dakantu nahi asaskar karidebe
@pratapkumarpratapanayak3487
@pratapkumarpratapanayak3487 10 ай бұрын
ଗାୟାଲ ଭଳି ଗର୍ଜନ କରୁ ଛନ୍ତି
@ninjagaming-ky3zh
@ninjagaming-ky3zh 9 ай бұрын
Ramachandra balua
@pankajgahir2018
@pankajgahir2018 9 ай бұрын
Biswasemilanti Hari tarkebahudura
@nadadursrinivas9427
@nadadursrinivas9427 Жыл бұрын
ଯାହା ବାଟରେ ସିଏ ଯାଅ ହେ।ଏତେ ସମୟ ବରବାଦ କାହିଁକି। ଖାଇବା ହଜମ ହେଉନି ବୋଧ ହୁଏ।
@KumarDilip-d5f
@KumarDilip-d5f Жыл бұрын
ତା ମାନେ ଆପଣ କୋହୁଛନ୍ତି ଯେ ଯିଏ ଚୋରିକରି ଖାଉଛି ଖାଉ ଯିଏ ଲୁଟିକି ଖାଉଛି ଖାଉ ଆମେ କେହି କିଛି କହିବା ନାହିଁ ଦେଶରେ ଆଇନ୍ କାନୁନ୍ କନ୍ ଦରକାର ଉଠେଇ ଦିଅ
@nadadursrinivas9427
@nadadursrinivas9427 Жыл бұрын
ଜାତକ ଉପରେ ବିଶ୍ୱାସ ନ ଥିବା ଲୋକ ମାନଙ୍କ ସଂଖ୍ୟା କେତେ ଯେ ସେମାନଙ୍କ ମତ ସାର୍ବଜନୀନ ହୋଇଯିବ। ପ୍ରଥମ ବିଷୟ ହେଉଛି ଜାତକ ସହିତ ଉଭୟ ପରିବାର ପରସ୍ପରକୁ ଠିକ୍ ଚିନ୍ହିବା ଆବଶ୍ୟକ। ମିଛ ସତ ଠକାମି ପ୍ରତି ମଧ୍ୟ ଦୃଷ୍ଟି ରହିବା ଆବଶ୍ୟକ।
@pratapkumarpratapanayak3487
@pratapkumarpratapanayak3487 10 ай бұрын
ଭବାନୀ ବାବୁ ଙ୍କୁ ଆୟତ କରନ୍ତୁ।ଗାୟକ ପରି ଗା ଇ ଚାଲିଛି
@chakadolafashion5205
@chakadolafashion5205 8 ай бұрын
Rama Chandra babu right katha karuchanti sab bakwas
@saratmuduli8294
@saratmuduli8294 Жыл бұрын
ଭବାନୀର ଧର୍ଯ୍ୟ ର ଅଭାବ। ସେ ହିଂସା ଆଚରଣ କରୁଛନ୍ତି।
@vlogs-ep2ig
@vlogs-ep2ig 9 ай бұрын
😂
@MohanSwain-f9m
@MohanSwain-f9m 7 ай бұрын
Pratap ratha bajiya loke taa
@SumitaChoudhury-bh3qh
@SumitaChoudhury-bh3qh 5 ай бұрын
Jataka anek jarure.anek loka achhante jeunmane jataka re biswas karante nhi,tennu jataka teare kare na thante.jaha dwara jataka mela karajae na tha a.
@nadadursrinivas9427
@nadadursrinivas9427 Жыл бұрын
ଷାଟ୍ ଆପ୍ ଶବ୍ଦ ମଧ୍ୟ ବ୍ୟବହାର ହୋଇଗଲା। ମିଡ଼ିଆ ମଜା ନେଉଛି।
@sureshchandradwibedi6804
@sureshchandradwibedi6804 9 ай бұрын
Mo mata ee jataka na dekhi bhala behavior ,income dekhi bahaghara kara
@suryasadhika4157
@suryasadhika4157 Жыл бұрын
ପ୍ରତାପ ରଥ କଥାରେ ଦୁନିଆଁ ଚାଲିବନି ।
@KumarDilip-d5f
@KumarDilip-d5f Жыл бұрын
ଆଉ କଣ ତମ କଥାରେ ଦୁନିଆ ଚାଲିବା ମୁ ଗୋଟେ କଥା ବୁଝପାରୁନାହିଁ ତମେ ପାଠ ପଢି ଥିବା ଲୋକ ଅନ୍ଧ ବିଶ୍ବାସ କେମିତି କରୁଛ
@sunil08527
@sunil08527 3 жыл бұрын
Jibana re khusire rahibaku echa achi jadi kebe bi jyotisha upare bharasa karantu nahin.
@chandramajhi8049
@chandramajhi8049 Жыл бұрын
Right
@sumitraswain9944
@sumitraswain9944 9 ай бұрын
7:21 7:21
@laxmidharmahanta1750
@laxmidharmahanta1750 9 ай бұрын
Love marriage failure in 80% cases.Will Ratha Babu and Voltair make arrange marriage their son,daughter to S.C ,SC.
@Tapaswini-pk6nw
@Tapaswini-pk6nw 9 ай бұрын
Madam is right
@rajendradas4525
@rajendradas4525 Жыл бұрын
ରଥବାବୁଙ୍କ ବ୍ୟକ୍ତିଗତ ଉଦାହରଣ ୧୪୦ କୋଟି ଜନସାଧାରଣ ପାଇଁ ପ୍ରଯୁଯ୍ୟ ନୁହେଁ.....
@upendrakumarbiswal4682
@upendrakumarbiswal4682 9 ай бұрын
ପ୍ରତାପ ରଥ ଙ୍କ ବ୍ୟବହାର ସଂଯତ ରଖନ୍ତୁ କାରଣ ଟିଭି ରେ ସମସ୍ତେ ଦେଖୁଛନ୍ତି
@khirodkumarota2997
@khirodkumarota2997 9 ай бұрын
ଜଣଙ୍କ ପରେ ଜଣେ ବକ୍ତବ୍ୟ ରଖିଲେ ଶୁଣିବା ଠିକ ହେବ , କିନ୍ତୁ ନ ଶୁଣି ସାରି ଉତ୍ତର ଦେଉଛନ୍ତି , ଯାହାକି ଠିକ ଭାବେ ଉତ୍ତର ଆସୁ ନାହିଁ।
@dambarudharnaik4428
@dambarudharnaik4428 Жыл бұрын
ରାମଚନ୍ଦ୍ର ଟିଉବ ଟାୟାର ମୁଣ୍ଡରେ ଲାଗିଛି ମାଙ୍କଡ ଜାଲ୍
@patrapuraulcreativitys7716
@patrapuraulcreativitys7716 Жыл бұрын
ପ୍ରତାପ ବାବୁ, ଏଠି ବର୍ଣ୍ଣ ଅଲଗା ଜ୍ୟୋତିଷ ବିଦ୍ୟା ରେ ଆପଣ କଳା ଓ ଧଳା କଣ କହୁଛନ୍ତି ,ଆପଣ କିଛି ନ ବୁଝି ଯୁକ୍ତି କରନ୍ତୁ ନାହିଁ,ଆପଣ ବିଜ୍ଞନ ଛଡା ଆଉ କିଛି ଜାଣନ୍ତି ନାହିଁ,ଆମେ ବିଜ୍ଞନ କୁ ଅବମାନନା କରୁନୁ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅଛି।
@akshayakumarsahoo2225
@akshayakumarsahoo2225 3 жыл бұрын
ତା ହେଲେ ଘର କରିବା ବେଳେ ବାସୁସାସ୍ତ୍ର କାହିଁକି ଦେଖନ୍ତି।
@RankandhiJena-iq2sg
@RankandhiJena-iq2sg 10 ай бұрын
ସମସ୍ତେ ଦେଖନ୍ତି ନାହିଁ।
@manojkumarrout7017
@manojkumarrout7017 9 ай бұрын
Nandighosa tv 3jana hindu birodhi nku dakai hindu sanskruti ku nicha kahibaku kuchesta karuchi
@KumarDilip-d5f
@KumarDilip-d5f Жыл бұрын
ଯୋଉ ମାନେ କୋହୁଚନ୍ତି ଯୋତ୍ରିବିଦ୍ୟ କୁ ମାନ ପରମ୍ପରା କୁ ମାନ ସେଇମାନଙ୍କ ଘରର ପିଲାମାନେ ବିଦେଶ ରେ ପାଠ ପଢ଼ୁଛନ୍ତି ସାଇନ୍ସ ଉପରେ ବିଶ୍ୱାସ କରନ୍ତି
@srtsahoo2862
@srtsahoo2862 9 ай бұрын
Bhabani Babu katha kahiba ku diantu
@nadadursrinivas9427
@nadadursrinivas9427 Жыл бұрын
ଜଣେ ପ୍ରତାପ ବାବୁ ତାଙ୍କ ଆଦର୍ଶରେ ଦେଶକୁ ଉଦ୍ଧାର କରିଦିଅନ୍ତୁ।
@suryasadhika4157
@suryasadhika4157 Жыл бұрын
ଯଦି ସମ୍ବିଧାନ କହିପାରୁଥାନ୍ତା କାହାର ଜୀବନ ସୁଖମୟ ହେବ ତାହେଲେ ସମ୍ବିଧାନ ଦ୍ୱାରା ସବୁ ବିବାହ ହୋଇ ସମସ୍ତେ ସୁଖିି ହୋଇପାରୁଥାନ୍ତେ ଆଉ ସମ୍ବିଧାନରେ ଡାଇଭର୍ସ ବୋଲି କିଛି ନଥାନ୍ତା ଆଉ ବିବାହ ପରେ କିଏ କାହାକୁ ମର୍ଡର କଲା କିଏ କାହାକୁ ଯୌତୁକ ମାଗିଲା ଏବଂ ବିବାହ ପରେ ସମସ୍ୟା ଗୁଡିକର ବିଚାର ସମ୍ବିଧାନରରେ ନଥାନ୍ତା ।
@KumarDilip-d5f
@KumarDilip-d5f Жыл бұрын
ତାହାଲେ ଜାତକ ଦେଖି ଯୋଉମନେ ବାହା ହୋଇଛନ୍ତି ସେମାନେ ଖୁସିରେ ରୋହୁଛନ୍ତି ଆପଣ କୋହୁଚନ୍ତି କଣ୍ ସତ କଥା ଦୁନିଆରେ ବୋହୁତ ପରିବାର ଜାତକ ଦେଖି ବାହା ହେଲାପରେବି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପଡୁନି
@santoshkumarmishra2620
@santoshkumarmishra2620 Жыл бұрын
ମୋର ଜାତକ ରାଜଯୋଟକ ହୋଇଥିଲା . ମୋର ବିବାହ ୨୦ ବର୍ଷ ହୋଇଗଲା. ଆମର ଦାମ୍ପତ୍ଯ ଜୀବନ ସୁଖମୟ ହୋଇଛି. ମୋ ବାପା ଜଣେ ଭଲ ଜ୍ଯୋତିଷ.ଓ ବାସ୍ତୁ ବିଦ୍.
@abhisekhota1994
@abhisekhota1994 Жыл бұрын
Jay Jagannath 🙏
@RankandhiJena-iq2sg
@RankandhiJena-iq2sg 10 ай бұрын
ମୋର ଜାତକ ମେଳକ ସମ୍ପୂର୍ଣ ଦୋଷାବହ। କିନ୍ତୁ ବୈବାହିକ ଜୀବନ ଉତ୍ତମ।
@patrapuraulcreativitys7716
@patrapuraulcreativitys7716 Жыл бұрын
Voltair ତମେ law ଛଡା ଅଧିକା କିଛି ଜଣା ନାହିଁ।
@subhashreedas8812
@subhashreedas8812 9 ай бұрын
ବାହାଘର ରେ ପରସ୍ପର ପ୍ରତି ସମ୍ମାନ ଭରସା ଓ ସବୁଠୁ ବେଶୀ ବିଶ୍ଵାସ ରହିବା ନିହାତି ଜରୁରୀ।
@bishnuprasadnayak8469
@bishnuprasadnayak8469 9 ай бұрын
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏ଧନ୍ୟବାଦ 👍
@rojismitamohapatra9829
@rojismitamohapatra9829 Жыл бұрын
ସବୁ ମିଛ
@manjulataghadai1597
@manjulataghadai1597 9 ай бұрын
Madem tik katha kahucchanti
@suryasadhika4157
@suryasadhika4157 Жыл бұрын
ସମ୍ବିଧାନର ଧମକ ଦେଇ ପ୍ରତାପ ରଥ ଆଉ ହେତୁ ବାଦିମାନେ ଗୁଣ୍ଡେଇ କରିବାକୁ ଚାହୁଁଛନ୍ତି ପ୍ରତାପ ରଥ ଯାଇ ସମ୍ବିଧାନ ଦ୍ୱାରା ଜ୍ୟୋତିଷ ଶାସ୍ତ୍ର କୁ ବେନ କରିଦଉନି ତାହାଲେ ଜଣାପଡ଼ିବ ବଡ଼ ବୀର ପୁରୁଷଟା ହିଁ ବିବାହ ପାଇଁ ସମ୍ବିଧାନର ସୁଖିି ଗ୍ୟାରେଣ୍ଟ ମେଳକ ବି ପ୍ରତାପ ରଥ କାଢ଼ିବ ନହେଲେ ବିଜ୍ଞାନ ଦ୍ୱାରା ସୁଖିି ବିବାହ ମେଳକ ଜ୍ଞାରେଣ୍ଟ କାଢୁ । ବୁଢା ହେଲାଣି ଆଜିପର୍ଯ୍ୟନ୍ତ ଏଗୁଡାକ କରିନି କାହିଁକି ଯଦି ଏଡେ ବିଜ୍ଞଲୋକଟା ଏଗୁଡାକ ସବୁ କରିନି କାହିଁକି ମିଡ଼ିଆ ଆଗରେ ବସି ଝଗଡ଼ା କରୁଛି ମୁର୍ଖ କୋଉଠିକାର ସମ୍ବିଧାନଟା ଖାଲି କଣ ତୋ ପାଇଁ ତିଆରି ହୋଇଛି ?
@suryasadhika4157
@suryasadhika4157 Жыл бұрын
ହରସ୍କୋପ ଇଜ୍ ଦି ଟ୍ରୁ ଆଇଡଣ୍ଟି କାର୍ଡ ଅଫ୍ ଏନିବଡି ଗିଭେନ୍ ବାଏ ଆଷ୍ଟ୍ରୋ ଗଭର୍ଣ୍ଣମେଣ୍ଟ ଲର୍ଡ ସନ୍ ।
@ganeshchandramallik8815
@ganeshchandramallik8815 9 ай бұрын
ଜାତକଟାକୁ କଣ ଭାବୁଚ
@arunmuni6918
@arunmuni6918 9 ай бұрын
Right Katha kahuchantyi rama Chandra babu
@mamatasahoo7375
@mamatasahoo7375 Жыл бұрын
Hetubadi wrong.
@maheswarbiswal9293
@maheswarbiswal9293 9 ай бұрын
Se lady kichhi jani nahin,
@LIKHIT1993
@LIKHIT1993 9 ай бұрын
These two old persons are doing wrong arguments. Definitely astrology is a science like physics and chemistry. I have done M. Phil and PhD in chemistry. Yes astrlogers due to their insfficient knowledge may not predict 100 percent accurate things. But astrology is a science like physics and chemistry. After doing M. phil and PhD and teaching in graduate and post graduate classes and acting as Prof is a great pandit His knowledge in the subject may not more than 0.001 percent in that subject. DR. BRUNDABAN PANIGRAHI
@rangaballavrout8226
@rangaballavrout8226 9 ай бұрын
Jahar.jaha.bisys.sabu.thiki
@SaraswatiKandehi
@SaraswatiKandehi Жыл бұрын
jatak melak thik
@prafullachandrasethy6222
@prafullachandrasethy6222 9 ай бұрын
Absolutly coorect ratha sir.
@hrushikeshpanigrahi3593
@hrushikeshpanigrahi3593 Жыл бұрын
ಮನಿಳೆ
@rajendraharpal1272
@rajendraharpal1272 Жыл бұрын
Andha Biswas
@suryasadhika4157
@suryasadhika4157 Жыл бұрын
ସମ୍ବିଧାନ ଦ୍ୱାରା ବରକନ୍ୟାଙ୍କର ମିଳନ ବ୍ୟବସ୍ଥା କିଛି ଅଛିକି ସମ୍ବିଧାନ କହିପାରିବ କି କୋଉ ବରକୁ କୋଉ କନ୍ୟା ବିବାହ କଲେ ଜୀବନସାରା ସୁଖରେ ଚଳିବେ ?
@bikashkumaracharya364
@bikashkumaracharya364 3 жыл бұрын
Jadi beda ra chakhyu jyotish bidhya abidya tebe beda madya micha apananka matare
@patrapuraulcreativitys7716
@patrapuraulcreativitys7716 Жыл бұрын
❤ନନ୍ଧିଘୋଷ ଟିଭି କୁ ଅନୁରୋଧ କରୁଛି ଆଇନ,ସମ୍ବିଧାନ ବିଷୟରେ ଆଲୋଚନା କରନ୍ତୁ ।ଦେଖିବ voltar କେତେ ମାତ୍ର ତାଙ୍କ ଆଇନ ରେ ଠିକ ଅଛନ୍ତି। ଜ୍ୟୋଥିସ ଶାସ୍ତ୍ର ଅଛି କିନ୍ତୁ ମତ ଭିନ୍ନ ହୋଇଛି
@suryasadhika4157
@suryasadhika4157 Жыл бұрын
ଏ ଜେଉଁ ରାମଚନ୍ଦ୍ର ୟାକୁ ତଣ୍ଟିଆ ବିଦା ଦରକାର
@mahendrabaskey337
@mahendrabaskey337 Жыл бұрын
Everything is right we should have to manage proper..
@rojismitamohapatra9829
@rojismitamohapatra9829 Жыл бұрын
କିଛି ଜାତକ ଫାତକ କିଛି ନାହିଁ ଫାଲତୁ କଥା ମାନସିକ ସ୍ଥିତି ଖରାପ ହେବ
@mrutyunjayapanda1343
@mrutyunjayapanda1343 Жыл бұрын
Murkha ku darpan dekhaiba 😂😂
@mrutyunjayapanda1343
@mrutyunjayapanda1343 Жыл бұрын
Sabu achi janinahanti apan,nija simita gyana ku nija bhitare hi rakhantu😅
@rojismitamohapatra9829
@rojismitamohapatra9829 Жыл бұрын
Apana jadi janichhati tahele kuhantu manisara mrutu kebe haba
@rojismitamohapatra9829
@rojismitamohapatra9829 Жыл бұрын
@@mrutyunjayapanda1343 apana jadi ete sabu janichhanti apananka vitare rakhantu
@subashnayak4611
@subashnayak4611 Жыл бұрын
ଠିକ୍ କହି ଛନ୍ତି ଦିଦି,,, ଯୋଉ ଲୋକ ମାନେ ଜାତକ ଦେଖିକି ବାହା ହଉ ଛନ୍ତି,,, ତାଙ୍କର କଣ divorce ହଉନି,,, ଆଉ ଯୋଉ ମାନେ ଲୁଚି ପଳେଇକି ବାହା ହଉଛନ୍ତି,,, ସେମାନେ ଖୁସିରେ ନାହାଁନ୍ତି,,,ଜାତକ ରାଶି,,, ପଞ୍ଜିକା ଏଗୁରା ସବୁ ମିଛ,,,
@prafullachandrasethy6222
@prafullachandrasethy6222 9 ай бұрын
Medical science bina banchiba kastakar.
@AlineOp
@AlineOp Жыл бұрын
ଆଗକାଳରେ ନୀତିନୀୟମ ପରମ୍ପରା ସେତବେଳପାଈ ହୁଏତ ଠିକ୍ ଥାଇପାରେ। କିନ୍ତୁ ବର୍ତ୍ତମାନ ପାଇଁ ଏହାଭୂଲ୍କ ପ୍ରଣାମ ହେବ
@aneetamaam6535
@aneetamaam6535 9 ай бұрын
Jatak melaka daha micha..
@aneetamaam6535
@aneetamaam6535 9 ай бұрын
Jyotish mane khali bhasan maribe.. Jehetu tanka income source seithi
@subashnayak4611
@subashnayak4611 Жыл бұрын
Jataka..rashi...Agura sabu micha...jie rasi jataku dekhi baha hauchi..tankara kn divorce hauni...jie luchi ki paleiki baha hau chanti...semane kn khusi re rahu rahanti...mu support karuchi...ratha sir nku❤❤❤❤
@kanhaimajhi153
@kanhaimajhi153 9 ай бұрын
Jane kahisaribapare aujane kahantu chadhei kahantu nahi
@yagneswaracharya6687
@yagneswaracharya6687 Жыл бұрын
Govt should eradicate castisim as for example general obc st sc sebc from constitution there is one cast named man
@damn7637
@damn7637 9 ай бұрын
Property share Kara Prathamesh,sabu bramun Mane madi basi cganti
@hrushikeshpanigrahi3593
@hrushikeshpanigrahi3593 Жыл бұрын
Manilethakuranamanilekukúra😊
@sandeeprout2982
@sandeeprout2982 10 ай бұрын
Jiya pakhya aji kali thiki Jataka dauanahanti.jatka ru bhuta kichi jana padiba.but thiki time ,place,date dala halaa.
@suryasadhika4157
@suryasadhika4157 Жыл бұрын
ଦଶମେଳକରୁ ପାଞ୍ଚମେଳକ ରାଜଜୋଟକ ହେଲେ ଅଟୋମେଟିକ ମେଳକ ହୋଇଯାଏ ବାକି ପାଞ୍ଚଟାରୁ କେତେମିଶୁଛି ସେଇଟା ଦେଖାଯାଏ ।
@ninjagaming-ky3zh
@ninjagaming-ky3zh 9 ай бұрын
Pratap bala janeche
@PanditAsis9026
@PanditAsis9026 3 жыл бұрын
ପ୍ରତାପ ବାବୁ ବୟସ ଅଧିକ ହେବାରୁ ମୁଣ୍ଡ କାମ କରୁନି ଭାଷାରେ ସଞ୍ଜମତା ରଖନ୍ତୁ
@nityanandasahoo9549
@nityanandasahoo9549 Жыл бұрын
ଭବାନୀ ପଣ୍ଡିତ କାହିଁକି ଚିତ୍କାର କରି କଥା ବାର୍ତ୍ତା କରୁଛି କଣ ବେପାର ବୁଡ଼ିବା ଭୟରେ ।
@prafullachandrasethy6222
@prafullachandrasethy6222 9 ай бұрын
Jane jyotisha sastra not correct.
@srtsahoo2862
@srtsahoo2862 Жыл бұрын
Mama's sugetion is NICE
@onlyray2002
@onlyray2002 9 ай бұрын
So violence why is it necessary n healthy?Nice opinion maam thank you 🙏
@srimantakumarpanda8717
@srimantakumarpanda8717 11 ай бұрын
Rath babu au ramachra babu jadi jatipratha mananti nahi tebe prathame tanka pilamanank bibhaha harijana adibasi pilanka bibaha prathame Tv re dekhantu
@Rudrakshjyotish
@Rudrakshjyotish 2 жыл бұрын
Shivaay Namah. It is for the information of the panelist that Astrology is not confined to India. There are Chinese, Mayan, Babylonian, Egyptian etc. astrology. It is not only used for personal prediction, also have been used in mundane predictions for rain, draught, war etc. As the panelist have less or wrong idea, their views are limited regarding astrology. Personal views are accepted, not wrong views. Astrology is prevalent across globe in many countries and their are practitioners of western astrology too. Any individual has full right not to follow astrological principles, but no right to negate it. There are scriptures like Parasara Hora Sastra, Bhrigu Samhita or Jaimini Upadesha Sutra etc. to evident astrology. It is not a damn superstition. Namah Shivaay.
@nimaimahapatra3744
@nimaimahapatra3744 Жыл бұрын
Bhavani's prediction is not correct and demanding high charge.
@PanditAsis9026
@PanditAsis9026 3 жыл бұрын
ମାନସିକ ବିକୃତ ଓ ସାଳିନତା ଅଭାବ ବ୍ୟକ୍ତି ଙ୍କୁ ଏମିତି ପ୍ରୋଗ୍ରାମ ରେ କାହିଁକି ଡାକୁଛନ୍ତି
@basantarout9538
@basantarout9538 Жыл бұрын
Right 👍
@srtsahoo2862
@srtsahoo2862 9 ай бұрын
Ganana bhul karuchhanti
@suryasadhika4157
@suryasadhika4157 Жыл бұрын
ଆଜିକାଲି ବିବାହ ଅର୍ଥ ହେଉଛି ବିଜ୍ଞାନ ବାହ
@legendsp5759
@legendsp5759 Жыл бұрын
A sabu jemiti charcha chaluchhi midiare jadi cota katha uthanta tahele tike bhala huanta
@MadhusmitaMishra-i8p
@MadhusmitaMishra-i8p Жыл бұрын
Jataka aau jati due ta jaka darakar
@haraharidas4907
@haraharidas4907 2 жыл бұрын
JAY JAGANNATH 🙏 🙏
@suryasadhika4157
@suryasadhika4157 Жыл бұрын
ଏଇଟାକୁ କାହିଁକି ଆଣୁଛ ଆମଫୋଇଟାକୁ ।
@abhimanyudash8360
@abhimanyudash8360 2 жыл бұрын
Good.. hetubadi ..
@chandramajhi8049
@chandramajhi8049 Жыл бұрын
Bhagabaana ram o krishna jaatakamilei baahahoinathile mana misibaa nihaatijaruri khusi jibana paain
@s_jshorts3470
@s_jshorts3470 Жыл бұрын
SC st Kota kuade jiba jati pratha uthe diantu scst uthei diantu
За кого болели?😂
00:18
МЯТНАЯ ФАНТА
Рет қаралды 3,1 МЛН
快乐总是短暂的!😂 #搞笑夫妻 #爱美食爱生活 #搞笑达人
00:14
朱大帅and依美姐
Рет қаралды 12 МЛН
Jataka ॥ Jataka Bichara ॥ Jataka Melaka ॥ #muodia
10:03
ମୁଁ ଓଡିଆ
Рет қаралды 183 М.
ବିବାହରେ ନାଗନାଡି ଦୋଷ #jyotish&naganadi
10:06