ନିଜ ଜିଭ ଉପରେ ନାହିଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ କଣ୍ଟ୍ରୋଲ, ‘ସୁଭଦ୍ରା’କୁ ନେଇ କରୁଛନ୍ତି ବିତଣ୍ଡା ଯୁକ୍ତି

  Рет қаралды 40,810

Nandighosha TV

Nandighosha TV

Күн бұрын

#subhadrayojana #jualoram #bjp
ସାଧାରଣ ମହିଳାମାନେ ସୁଭଦ୍ରା ଯୋଜନା ପାଇବେ କି ନାହିଁ ତାକୁ ନେଇ ସନ୍ଦେହ ଲାଗି ରହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବିତଣ୍ଡା ଯୁକ୍ତି । କହୁଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ, ନେତା ଓ ବରିଷ୍ଠ ଅଧିକାରୀଙ୍କ ପତ୍ନୀ ଆବେଦନ କଲେ ତାଙ୍କୁ ବି ମିଳିବ ସୁଭଦ୍ରା ସହାୟତା । ଜୁଏଲଙ୍କ ଶସ୍ତା ରାଜନୈତିକ ବିବୃତିକୁ ସବୁ ମହଲରୁ ସମାଲୋଚନା
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 208
@ODISHABHAI-eq8jq
@ODISHABHAI-eq8jq 5 күн бұрын
ମହା ମୂର୍ଖ ଜୁଏଲ, ଲଜ୍ଜ୍ୟା ଲାଗୁନି
@kailashnayak7643
@kailashnayak7643 5 күн бұрын
Right
@santoshkumarswain6547
@santoshkumarswain6547 5 күн бұрын
ପାଞ୍ଚ ବର୍ଷ ରହିପାରିବନି ତ ପୁଣି ଜୀବନରେ ଆଉ ଶାସନ କୁ ଆସି ପାରି ବନି
@BasantaBehera-gl3li
@BasantaBehera-gl3li 5 күн бұрын
ଏବେ ଓଡ଼ିଶା ରେ ନୂଆ ଯାତ୍ରା ପାର୍ଟି ଆସି ଯାତ୍ରା କରୁଚି
@Deva5577-i3c
@Deva5577-i3c 5 күн бұрын
ମୂର୍ଖମାନେ ବିନା ଯୋଗ୍ୟତା ଦକ୍ଷତାରେ କ୍ଷମତାରେ ରହିଲେ ଏଭଳି ଲୋକ ହସା ହୁଅନ୍ତି 😂😂😂😂 ଜୟ 🔥🔥💖🙏🏻💖ନବୀନ୍ 💖🙏🏻💖🔥🔥💚💚💚💚💚👍🏻✌🏻👍🏻✌🏻👍🏻✌🏻👍🏻✌🏻⭐⭐⭐⭐⭐⭐⭐
@rabindralakra7812
@rabindralakra7812 5 күн бұрын
ତୋ ସ୍ତ୍ରୀ କୁ ଉପରେ ଦେବୁ
@friend9449
@friend9449 5 күн бұрын
ବେଲଜ୍ୟା କଥା କହି ଲୋକ ହସା ହେଉଛ
@santoshkumarswain6547
@santoshkumarswain6547 5 күн бұрын
କେମିତି ଦେଖା ଯାଉଛି ଏ ଶଳାଟା ଭୁତ ଭଳିଆ ଦେଖା ଯାଉଛି
@BishwanathSethiBishwa
@BishwanathSethiBishwa 5 күн бұрын
😂😂
@rajibparida999
@rajibparida999 5 күн бұрын
ଶଳା ସବୁ ପାଗଳ ଗୁଡାକ bjp ରେ ଅଛନ୍ତି
@santoshkumarswain6547
@santoshkumarswain6547 5 күн бұрын
ଏମାନଂକୁ ରାସ୍ତାରେ ଠିଆ କରି ଲଙ୍ଗଳା କର ଏ ଭୁତ ମାନଙ୍କୁ ପାଗଳ ଚୋଦ ଗୁଡାକ
@shivasingh4522
@shivasingh4522 5 күн бұрын
ଏଇ ଗାଲୁଆଟାର ମାଈପ ମରିଗଲାପରେ ଏ ପାଗଳ ହେଇଯାଇଛି
@manojkumarsingh6285
@manojkumarsingh6285 5 күн бұрын
Yes 💯 thik katha bhai
@aloksahu5659
@aloksahu5659 5 күн бұрын
ଏ ମହାସୟ ଙ୍କୁ ସୁନ୍ଦରଗଡ଼ ଜିଲ୍ଲାରେ କେତେ ପଂଚାୟତ ଜଣା ନାହିଁ । ଧନ୍ୟବାଦ ହୋ ଜୁଏଲ ବାବୁ। କଣ କହୁଛ ଲାଜ ଲାଗୁନି ତମ ସ୍ତ୍ରୀ ଥିଲେ କଣ ସୁଭଦ୍ରା ଦେଇ ଥାନ୍ତ
@subhransudalai8360
@subhransudalai8360 5 күн бұрын
ତୁମେ ଆଉ ଗୋଟେ ବିବାହ କର ତୁମେ ବି ନିଅ
@dibakarjena502
@dibakarjena502 5 күн бұрын
ବିଜେଡି କୁ ଆକ୍ଷେପ କରି କହୁଛନ୍ତି
@bikashchandrakhatuakhatuab7630
@bikashchandrakhatuakhatuab7630 5 күн бұрын
ଛି ଛି ଲଜ୍ଜ୍ୟା ହୀନ ମନ୍ତବ୍ୟ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଏପରି ଉକ୍ତି ନିଜର ଅଜ୍ଞତା, ମୁର୍ଖାମୀ ର ପରିଚୟ। ଅସହ୍ୟ, ଅଶୋଭନୀୟ। କେନ୍ଦ୍ରମନ୍ତ୍ରୀ ହେବାକୁ ଅଯୋଗ୍ୟ
@RadheshyamBag-m4h
@RadheshyamBag-m4h 5 күн бұрын
Nabinbabu jindabad cm ❤❤❤❤❤❤
@santoshkumarswain6547
@santoshkumarswain6547 5 күн бұрын
ଏମାନଂକୁ ମନ୍ତ୍ରୀ କିଏ କଲା
@mundariipilproduction1376
@mundariipilproduction1376 5 күн бұрын
ଆମ ଭଳିଆ ବୋକା ଚୋଦା ମାନେ ମିଶିକି କରିଛୁ 👎👎👎👎😆😆😆
@jitendrasahu9073
@jitendrasahu9073 5 күн бұрын
ଏମିତି ମଦୁଆ , ମୂର୍ଖ, ନିର୍ବୁଧିଆ ଲୋକ ପାଖରେ ଶାସନ ଭାର ରହିଲେ ଏମିତି ସବୁ ଶୁଣିବାକୁ ମିଳିବ,ଆକୁ କିଏ କେନ୍ଦ୍ରମନ୍ତ୍ରୀ କଲା ସେବୀ ମୂର୍ଖ
@rajibparida999
@rajibparida999 5 күн бұрын
ଭାରତୀୟ ଯତ୍ରପର୍ଟୀ ର ନାଟ୍ୟକାର ସବୁ ।
@kalpatarubhal8685
@kalpatarubhal8685 5 күн бұрын
ସୁନ୍ଦରଗଡ଼ଵାସୀ ଏଭଳି ମନ୍ତବ୍ୟ ଦେଇଥିବା ଲୋକକୁ କିପରି ବାରମ୍ବାର ଭୋଟ ଦେଇଆସୁଛନ୍ତି l👌👌👌
@santoshpadhykumar9418
@santoshpadhykumar9418 5 күн бұрын
ଜୁଏଲ ଓରାମ ତା ମାଇପ ନାଁରେ ମଧ୍ୟ ସୁଭଦ୍ରା ଯୋଜନା ପାଇବେ ସୁନ୍ଦରଗଡ଼ ବାସି ଏପରି ଅଭଦ୍ର ଅଯୋଗ୍ୟ କୁ କିପରି ଭୋଟ ଦେଇ ସଂସଦ କୁ ପଠାଇଲେ ଆମେ ଦୁଃଖିତ
@rajibparida999
@rajibparida999 5 күн бұрын
ଆରେ ତୋର ସ୍ତ୍ରୀ ମରିଗଲା ବୋଲି କଣ ଅନ୍ୟ ସ୍ତ୍ରୀ ମନକୁ ଶସ୍ତା ଭାବୁଚୁ ନା କଣ ବେ ,ଆଉ ବାକି ରହିଲା ଯଦି ସମସ୍ତଙ୍କୁ ଦେଉଚୁ ନିଜ ଘରେ ନିଜ ଭଉଣୀମାନକର ବା ଝିଅ ମାନକର କରିକୀ ଦେଖେଇଦେ ଜାଣିବୁ ଠିକ୍ ନୀତି ଆଉ ନିୟମ ତିଆରି କରିଚ ବୋଲି
@bijayparida8085
@bijayparida8085 5 күн бұрын
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପାଗଳ ଭଳି ଲାଗୁଛି
@Surenmishra2
@Surenmishra2 5 күн бұрын
ଆମ ନବୀନ ପଟ୍ଟନାୟକ is best
@GoraBabu-qh4cb
@GoraBabu-qh4cb 5 күн бұрын
ଜୁଏଲ୍ ମନ୍ତ୍ରୀ ବର୍ତ୍ତମାନ୍ ଚିନ୍ତାରେ ଥିବ। କାରଣ ତାର ମାଇପ୍ ବଞ୍ଚିଥିଲେ ସୁଭଦ୍ରା ଯୋଜନା ପାଇଥାନ୍ତା। ସେଥି ପାଇଁ ଚିନ୍ତା ନ କରି ଏପଟେ ସେପଟେ କଥା କହୁଛି।
@iswarpradhan3070
@iswarpradhan3070 5 күн бұрын
ମରଣ ସହିତ ସଂଗ୍ରାମ କରୁଥିବା ଏହି ଲୋକ ଜଣକ ପୁଣି କଣ ପାଇଁ ଫେରି ଆସିଲା... ହେୟ ଯମ ମହାରାଜ ଯେତେ ଶୀଘ୍ର ସମ୍ଭବ ଆପଣଙ୍କ ଯମ ପୁରକୁ ଶୀଘ୍ର ନେଇଯାଅ ଏହି ପୁରୁଷ ଜଣକୁ ଏବଂ ଟଙ୍କା ପତ୍ନୀ ଙ୍କ ସହିତ ପୁଣି ମିଳନ କରେଇଦିଅ 🙏
@mrugarajsahoo9763
@mrugarajsahoo9763 5 күн бұрын
Ea heauchhi Bharat sarkar ajogya mantri
@heartbeat8141
@heartbeat8141 5 күн бұрын
ମାଳିକା କଥା ସତ ହେଲା, ମୂର୍ଖ ଚଳାଇବେ ସରକାର
@soubhagyasamal3507
@soubhagyasamal3507 5 күн бұрын
ମାଳିକା ବଚନ ସତ ହେଲା ମୂର୍ଖ ବସିବେ ସିଂହାସନରେ ପାଠୁଆ ମାରିବେ ତାଳି। ଏମାନେ ପୁରୁଣା ଚୋର ଗୁଡା
@biswamberbhutia3280
@biswamberbhutia3280 5 күн бұрын
ଆଗରୁ ପିଏମ ଉଚ୍ଚ ଶିକ୍ଷିତ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉଚ ଶିଖିତ ।ମିନିଷ୍ଟର କେନ୍ଦ୍ର ମିନିଷ୍ଟର
@pinkysethi7537
@pinkysethi7537 5 күн бұрын
ବିଜେପି ଦଳ ରେ କାଳି ଦାସ କଂ ଭଳି ନେତା ଭର ପୁର ମାତ୍ରା ରେ ଅଛନ୍ତି। ସେ ଯେଉଁ ଡାଳ ରେ ବା ଦଳ ରେ ବସନ୍ତି ଆଗ ସେହି ଡାଳ ବା ଦଳ କୁ ବଡ ବୋଲା କଥା କହି କାଟନ୍ତି।
@satyabanlima
@satyabanlima 5 күн бұрын
କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଜଣେ ପାଗଳ ମନଷିକ
@gajendrapanda2842
@gajendrapanda2842 5 күн бұрын
Right madam 👌
@DolamaniBagarty-dc3bw
@DolamaniBagarty-dc3bw 5 күн бұрын
ତାଙ୍କ ର ଆଏଁଖ ତୁପି ହେଇଛେ କାଣା ଦେଖା ପାଏବେ
@saraswatisahoo5171
@saraswatisahoo5171 5 күн бұрын
ଶସ୍ତା ଲୋକଟା ଶସ୍ତା କଥା କହୁଚି । ଆଗ ତା ସ୍ତ୍ରୀ କୁ ଏ ଯୋଜନା ରେ ସାମିଲ କରିଦଉ ।
@santoshmajhi2129
@santoshmajhi2129 5 күн бұрын
ନବୀନ ପଟ୍ଟନାୟକ ଙ୍କର ତ ସ୍ତ୍ରୀ ନାହିଁ କିନ୍ତୁ ମୋହନ ମାଝି ଙ୍କର ତ ସ୍ତ୍ରୀ ଅଛିନା ତାଙ୍କୁ ଏ ଯୋଜନା ରେ ପ୍ରଥମେ ଦିଅନ୍ତୁ
@SantanukumarMahapatra-uc5js
@SantanukumarMahapatra-uc5js 5 күн бұрын
ଟାଊଟର, ଜୁଏଲ
@ChittaranjanDalai-rn6hi
@ChittaranjanDalai-rn6hi 5 күн бұрын
ଇଏ ମଦ ପକାଇ ଦେଇ ଏପରି କହୁଛି। ଛାଡହୋ ଏଭଳି ସସ୍ତା କଥା କୁ ନେଇ ଆଲୋଚନା ନ କରିବା ଭଲ ।
@ramakantapenthoi3251
@ramakantapenthoi3251 5 күн бұрын
ନାରୀ ସମାଜ ପ୍ରତି ଅସମ୍ମାନ କଥା, ଛି ଛି
@babunamallick5594
@babunamallick5594 5 күн бұрын
ଏଇତ ଭାରତୀୟ ଯାତ୍ରା ପାଟି ର ଓଡ଼ିଆ ଅସ୍ମିତା, ଅଲାଜୁକ ମୂର୍ଖ ଜୁଏଲ ଓରାମ୍ ତୋ ମାଇକିନା ମରିଯାଇଛି ତୁ ଆଉ ଗୋଟେ ବାହା ହେଇଯା ତୋ ମାଇକିନା ନାଁ ରେ ଗୋଟିଏ ସୁଭଦ୍ରା ଯୋଜନା କରିଦେ ଅଲାଜୁକ ବିଜେପି ଦଳ ତମର ମିଛ କଥା ପ୍ରବଳ 🤣🤣
@ParbatiMahana-z2l
@ParbatiMahana-z2l 5 күн бұрын
ଜୁଏଲ କେନ୍ଦ୍ରମନ୍ତ୍ରୀସୁଭଦ୍ରା ରେ ମହନ ମାଝୀ ଦେଇଦେଉନି. ତାର 60ରୁ କମହେବ.
@SrrrttDas
@SrrrttDas 5 күн бұрын
ମେଣ୍ଢା ମାନଙ୍କର ମେଣ୍ଢା ମୁଣ୍ଡ ଆଉ ଅଧିକ କଥା କ'ଣ କହିଥାନ୍ତେ। ପ୍ରଥମେ ତୁମ ସ୍ତ୍ରୀ ମାନଙ୍କୁ ଆଗ ଦିଅ ସେମାନେ ସାବୁନ ସାମ୍ପୁ କିଣି ଅଧିକ ଚିକଣ ହେଲେ ତୁମକୁ ଉତ୍ସାହିତ କରିବେ
@spsvedios176
@spsvedios176 5 күн бұрын
Kain emiti loka hasa heuchanti nije nije
@sangrampatrapatra9004
@sangrampatrapatra9004 5 күн бұрын
ଯୋଉ ଦଳର ପ୍ରଧାନମନ୍ତ୍ରୀ ସଂସଦ ରେ ମୂଜରା ଭଳି ଶବ୍ଦ ବ୍ୟବହାର କରନ୍ତି,ସେ ଦଳର ଅନ୍ୟ ସଦସ୍ୟ ମାନଙ୍କ ଠାରୁ କଣ ଆସା କରା ଯାଇ ପରେ.????? In coming days people of ODISHA will reject them😊😊😊
@hardworkneverdies5679
@hardworkneverdies5679 5 күн бұрын
ମୁଣ୍ଡା କେବେ ଶିକ୍ଷିତ ହେଲେଣି କି???
@bishnupriyamandal5805
@bishnupriyamandal5805 5 күн бұрын
Jahara stree nahi taku pension diajau,dele tame paiba.ahankari
@kalupanda154
@kalupanda154 5 күн бұрын
ଜୁଏଲ ଓରାମଙ୍କ ସ୍ତ୍ରୀ ମରିବା ପରେ ହାଣ୍ଡିଆ ପି କହି ଦେଲେ ଇଏ ଡବଲ ଇଞ୍ଜିନି ସରକାର କୁ ମୋଦିଙ୍କ ଗ୍ୟାରେଣ୍ଟି ୟାକୁ କୁହନ୍ତି ବାଣ୍ଡ ଚୁକା ମୋଦି ଛେଳି 🐐 ଗିଁହା M P ଓ M A L ଏ ମାନଙ୍କ ବୋପା ଓ ମା ଠିକ୍ ନାହାନ୍ତି ଏମାନେ ଠିକ୍ କଥା କହିବେ କେମିତି
@akshayakurout4136
@akshayakurout4136 5 күн бұрын
Lokanku pratarana karuchi BJP sarkar
@nrusinghacharanasahoo8830
@nrusinghacharanasahoo8830 5 күн бұрын
ନରେନ୍ଦ୍ର ମୋଦୀ ଙ୍କୁ ବାହାଘର କରି ତାଙ୍କ ସ୍ତ୍ରୀ ଙ୍କୁ ଛାଡି ଦେଲେ ତାଙ୍କୁ କହିବେ ଓଡ଼ିଶା କୁ ଆସିଲେ ତାଙ୍କ ପାଇଁ ସୁଭଦ୍ରା ଯୋଜନା ର ସୁଭଦ୍ରା benifit ପାଇବେ।
@rudraprasadpanda8560
@rudraprasadpanda8560 5 күн бұрын
BJP ର ମୂର୍ଖ ବିଧାୟକ କୁ ମୂର୍ଖ ସରକାର 😂😂
@subasdehuri2290
@subasdehuri2290 5 күн бұрын
କେନ୍ଦ୍ରମନ୍ତ୍ରୀ ନ ଲେଉଡା ମନ୍ତ୍ରୀ
@KunalBarik-uv7jh
@KunalBarik-uv7jh 5 күн бұрын
ଛାଡ଼ ହୋ..... ପାଞ୍ଚ ବର୍ଷ ପରେ କେଲା ଧରିଵ ବିଜେପି ନେତା ମାନେ 🍌🍌🍌
@swayamdibyajyotiswain7759
@swayamdibyajyotiswain7759 5 күн бұрын
He gonna mad ..
@GolapMohanty-kc8kz
@GolapMohanty-kc8kz 5 күн бұрын
ବିଜେଡି ଯୋଉ ପ୍ରକାର ମିଛ ରେ ଘାରି ହେଉଛନ୍ତି ତେଣୁ କେନ୍ଦ୍ର ମନ୍ତ୍ରୀ ଉଚିତ୍ ବ୍ୟଙ୍ଗ କରିଛନ୍ତି।
@SwarnaRout-y5k
@SwarnaRout-y5k 5 күн бұрын
Right katha didi
@sanjaykisan1998
@sanjaykisan1998 5 күн бұрын
Aeita Charo ta totally kichi kamo karini sundargarh ra chado tar nijo block re tanko gaan chowk re Market complex hin gote karichi aau kichi kamo karini
@bhalanathhansdah3012
@bhalanathhansdah3012 5 күн бұрын
ସବୁ ସ୍ତ୍ରୀ ବିଜେପି ର ସ୍ତ୍ରୀ,
@satan1990
@satan1990 5 күн бұрын
E pagol ta
@kamalnayak706
@kamalnayak706 5 күн бұрын
ଅଭଦ୍ରାମୀ । କିଏ କରିଛି ଏଭଳି ଅଲଜ୍ୟା ଙ୍କୁ ମନ୍ତ୍ରୀ।
@prakashgartia719
@prakashgartia719 5 күн бұрын
ଜୁଏଲ ଓରାମ ର ମାଇଝି ମରିଯାଇଛି ତ ତାର ମୁଡ଼ ଖରାପ ହେଇଯାଇଛେ ହେତିର ଲାଗି ଯାଏଁ ତଇଁ କଥା କହୁଛେ,.
@shibaprasadpattnaik5492
@shibaprasadpattnaik5492 5 күн бұрын
Bhasa thik nuha . Very Bad
@chintubhai669
@chintubhai669 5 күн бұрын
ସବୁ ମାୟା ରେ ବାୟା ରେ ଭାଇ ଏଇଟା ବା ରାଜନୀତି 😂😂😂 ବା ବା ରେ ନାରଣ 😂😂😂
@Surenmishra2
@Surenmishra2 5 күн бұрын
ଶଳା ଆଦିବାସୀ ଜୁଏଲ ଓରାମ
@durbashasahani4154
@durbashasahani4154 5 күн бұрын
ନବୀନ ସାରଙ୍କ କୋଉ କୋଣରେ ସରି ହେବୁ ରେ ମୁଣ୍ଡା...... ଅଭଦ୍ର.....
@SuprasannaNayak-pv2eq
@SuprasannaNayak-pv2eq 5 күн бұрын
Too striku aga dea to marigala pare time naija
@shibaprasadpattnaik5492
@shibaprasadpattnaik5492 5 күн бұрын
Katha Kahi ba Sikhantu Juel Oram. Jaha kahucha Odisha ra Maa Bhauni nka Pain Yojana. Kari cha kn . Zero
@HrusikeshPradhan-yt8cf
@HrusikeshPradhan-yt8cf 5 күн бұрын
ଆରେ ମାଗିଆ ଜୁଆରାମ
@jagannathgod436
@jagannathgod436 4 күн бұрын
right
@bhimasenswain8481
@bhimasenswain8481 5 күн бұрын
Pagala ta😊
@jitossa9987
@jitossa9987 5 күн бұрын
Juwel handia khai nisare ebholi kahuchi
@ବଡ଼ବାବୁ-ଛ5ଚ
@ବଡ଼ବାବୁ-ଛ5ଚ 5 күн бұрын
Joel Oram Pagal hela na
@BikashBehera-h1r
@BikashBehera-h1r 5 күн бұрын
Tama sarakar kathabarta thik nahi
@subasdehuri2290
@subasdehuri2290 2 күн бұрын
ଜୁଏଲ ଯଦି ସୁଭଦ୍ରା ଟଂକା ପାଇବୁ ତାହେଲେ ଆଉଗୋଟେ ରାଣ୍ଡକୁ ବାହାହେଇଯା
@Surenmishra2
@Surenmishra2 5 күн бұрын
ମୂର୍ଖ ଜୁଏଲ ଓରାମ କଥା କହିବା ଜାଣିନି
@FjvxfhhgHdhfbrhd
@FjvxfhhgHdhfbrhd 5 күн бұрын
Chhi
@Surenmishra2
@Surenmishra2 5 күн бұрын
ସବୁ BJP ସରକାର ଠକି ଦେଲା
@prabhudattatripathy6196
@prabhudattatripathy6196 5 күн бұрын
Jumula
@sribachharaut5445
@sribachharaut5445 3 күн бұрын
Jay Naveen sir ❤❤❤
@bishwajitbehera-k2y
@bishwajitbehera-k2y 5 күн бұрын
Chhadaho Handiaa Nisare Bhulkarichi
@baidyabiharigiri9439
@baidyabiharigiri9439 5 күн бұрын
MLA ପାଇଁ age limit ହେବା ଦରକାର
@ajayaonlinevideo
@ajayaonlinevideo 5 күн бұрын
Bjp baalaa nije nijara smarana shakti harei saarileni
@biswajitdas2680
@biswajitdas2680 5 күн бұрын
ମୋଦି ମାଈପ କୁ ଦିଅ
@Raudysha5714
@Raudysha5714 5 күн бұрын
ଏଇଟା ସତରେ ମାଆ ଭଉଣୀ ମାନେ ତମେ ମାନେ ଦିନରାତି ନହିନଥିବା ଅସୁବିଧା ର ସମ୍ମୁଖୀନ ହେଇକି ସୁଭଦ୍ରା ଯୋଜନାପାଇଁ ଆବେଦନ କରୁଛ କିନ୍ତୁ ଏଇ ପଇସା ସମସ୍ତଙ୍କୁ ମିଳିବନି କେତେ ଗୁଡ଼ାଏ ଗାଏଡଲାଇନ କେତେଗୁଡା ଭୁଲ ବାହାର କରିକି ଅନେକ ଫୋରମ ରିଜେକ୍ଟ କରିଦେବ କେବଳ ଲୋକଦେଖାଣିଆ କିଛି ମହିଳା ଙ୍କୁ ଦେଵେ ସେଇଟା ବି ତମ ହାତକୁ ସିଧାସଳଖ ପଇସା ନୁହେଁ ଭାଉଚର ଯୋଉଟା ଗାଁ ଗାଉଁଲି ଆ ଲୋକେ ବ୍ୟବହାର କରି ପାରିବେନି
@sarojnayak9283
@sarojnayak9283 5 күн бұрын
Naveen is naveen Don't give him certificate
@SudamDharua-vs6ed
@SudamDharua-vs6ed 5 күн бұрын
ଜୁଏଲଗୁଟେ ପାଗଲ
@msmansbeher89
@msmansbeher89 5 күн бұрын
ଏ ଶଳା କଣ କହୁଛି ।ନିଜେ ଜାଣିନି😂😂😂
@user-tj5nb2gu3y
@user-tj5nb2gu3y 5 күн бұрын
Emananku mantri Kariba odishar garb
@RameshBehera-qy2ct
@RameshBehera-qy2ct 5 күн бұрын
କେନ୍ଦ୍ର ଓଡ଼ିଶାର ମନ୍ତ୍ରୀମଣ୍ଡଳ ମାଇକିନିଆ ମାନେପାଇବେତ
@tapannayak8477
@tapannayak8477 5 күн бұрын
Jumula paty bjp😂😂😂
@Ambassador_Christ
@Ambassador_Christ 5 күн бұрын
😡😡
@snehalataparida5659
@snehalataparida5659 5 күн бұрын
ଏମାନେ ଶସ୍ତା party
@katurusanta3814
@katurusanta3814 5 күн бұрын
ଏହି ବଲିୟା ନେତା କୁ ଅଣ୍ଡା ମାଡ଼ ଦରକାର
@pabitramohapatra9153
@pabitramohapatra9153 5 күн бұрын
ମୂର୍ଖ
@BishwanathSethiBishwa
@BishwanathSethiBishwa 5 күн бұрын
ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଗାଇଡ଼ଲାଇନ ବଦଳାଇବେ,ଶେଷକୁ ହାତ ଗଣତି କିଛି ଲୋକ ପାଇବେ
@hiteshkumarsunani3948
@hiteshkumarsunani3948 5 күн бұрын
Ashikshit mantri
@RanjitalltypeVideotech
@RanjitalltypeVideotech 5 күн бұрын
Mara mahaghhia
@satyabratasahoo3518
@satyabratasahoo3518 5 күн бұрын
Jau neta sundargarh ra Bikash Kari parini se ta sata janma re bi sundargarh ra Bikash hey e paribani.
@user-ol1sh6uq3g
@user-ol1sh6uq3g 5 күн бұрын
ପାଗଳ ହୋଇ ଗଲାନ ତାକୁ କରେଣ୍ଟ ସକ୍ ଦିଅ
@adyashamohapatra4663
@adyashamohapatra4663 5 күн бұрын
Let minister complain p m, it would be better
@HrusikeshPradhan-yt8cf
@HrusikeshPradhan-yt8cf 5 күн бұрын
ମାଗିଆ
@digambarbehera1022
@digambarbehera1022 5 күн бұрын
ସରକାର ଘରେ ଘରେ ଟଙ୍କା ବାଣ୍ଟନ୍ତୁ, ମାଆ ମାନଙ୍କୁ ହଇରାଣ କରନ୍ତୁ ନାହିଁ ।
@skmaksud2646
@skmaksud2646 2 күн бұрын
ମହା ମୂର୍ଖ ନେତା 😅😅😅 ଅଟେ
Teaching a Toddler Household Habits: Diaper Disposal & Potty Training #shorts
00:16
А ВЫ ЛЮБИТЕ ШКОЛУ?? #shorts
00:20
Паша Осадчий
Рет қаралды 7 МЛН
Bike Vs Tricycle Fast Challenge
00:43
Russo
Рет қаралды 16 МЛН
🔵 Exclusive Prediction Of Ruben Banerjee For BJD In Odisha
25:07
Shahrukh Khan romantic dance with Madhuri Dixit in award show
6:26
देवेश भैया जी
Рет қаралды 875 М.