ଇସ୍ତାହାରରେ ନବୀନଙ୍କ ୨୪ ଗ୍ୟାରେଣ୍ଟି, ଯାହା ନୂତନ ଓଡ଼ିଶା ଗଠନ କରିବା ଦିଗରେ କାମ କରିବ | Nandighosha TV

  Рет қаралды 5,022

Nandighosha TV

Nandighosha TV

Ай бұрын

#election2024 #cmnaveenpattnaik #politics #odisha #nandighoshatv
ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାର କେବଳ ବିଜେଡିର ନୁହେଁ । ଏହା ରାଜ୍ୟବାସୀଙ୍କ ଇସ୍ତାହାର ଯାହା ଜନମତ ଉପରେ ଆଧାରିତ । ୨୦୨୪ ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ରକୁ ପ୍ରଧାନ୍ୟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪ଟି ଗ୍ୟାରେଣ୍ଟି ଦେଇଛନ୍ତି ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 24
@Jatin-587
@Jatin-587 Ай бұрын
ସୁସ୍ଥ, ଶିକ୍ଷିତ ଓ ସମୃଦ୍ଧି... ନବୀନ ସରକାରଙ୍କ ସୁଶାସନର ସୂତ୍ର । ରାଜନୀତି ନୁହେଁ ଲୋକସେବାରେ ବିଶ୍ୱାସ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।
@Rajswain-
@Rajswain- Ай бұрын
ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ... ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ
@Rangadhar-
@Rangadhar- Ай бұрын
ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ
@sweta-982
@sweta-982 Ай бұрын
ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।
@Ishasatpathy
@Ishasatpathy Ай бұрын
ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।
@Bikrampanda-
@Bikrampanda- Ай бұрын
ରାଜ୍ୟବାସୀଙ୍କ ସୁଖ ସହ ସ୍ୱାର୍ଥକୁ ଗୁରୁତ୍ୱ ଦିଏ ବିଜେଡି । ଲୋକଙ୍କ ହକ୍ ପାଇଁ ଲଢେ, ନ୍ୟାୟ ପାଇଁ ନିରନ୍ତର ପ୍ରୟାସ କରେ... ଜନତାଙ୍କ କଥା ଅହରହ ଚିନ୍ତା କରୁଥିବା ଦଳ ଏବେ ସାରା ଓଡିଶାର ବଳ
@Rangadhar-
@Rangadhar- Ай бұрын
ହସୁଛି କୃଷକ, ହସେରେ କ୍ଷେତ । ନବୀନ ବାବୁ ଚାଷୀର ମିତ...
@user-ku5on9pv6m
@user-ku5on9pv6m Ай бұрын
Jay Navin
@chandramanishaoo9695
@chandramanishaoo9695 Ай бұрын
Jay ନବୀନ
@Ishasatpathy
@Ishasatpathy Ай бұрын
ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।
@Swaraj-536
@Swaraj-536 Ай бұрын
ଶିକ୍ଷାରୁ ବଞ୍ଚିତ ହେବେନି କେହି । ପିଲାଙ୍କୁ ଶିକ୍ଷିତ ଓ ସ୍ମାର୍ଟ କରିବାକୁ ସ୍କୁଲରେ ରୂପାନ୍ତରଣର ପ୍ରକ୍ରିୟା ଚାଲିଛି, ସ୍କୁଲ କଲେଜରେ ମାରାଥନ ଶିକ୍ଷକ- ଅଧ୍ୟାପକଙ୍କ ନିଯୁକ୍ତି ହେଉଛି ।
@sweta-982
@sweta-982 Ай бұрын
ବିନାସ୍ୱାର୍ଥରେ ଜନତାଙ୍କ ସେବା କରି ଜନନେତା ପାଲଟିଛନ୍ତି ନବୀନ । ୨୦୦୦ ମସିହାରୁ ନିରନ୍ତର ଭାବେ ଓଡିଶା ମାଆର ସେବାରେ ନିଜକୁ ସମର୍ପି ଦେଇଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ । ଜନତାଙ୍କ ପାଇଁ ଭେଟି ଦେଇଛନ୍ତି ଜନକଲ୍ୟାଣକାରୀ ଯୋଜନା ।
@shashikantabehera6903
@shashikantabehera6903 Ай бұрын
ମୋଦିଙ୍କ ଗ୍ୟାରେଣ୍ଟି ର ୱାରେଣ୍ଟି ନାହିଁ😢
@Swatisamal-
@Swatisamal- Ай бұрын
ଜନଜୀବନକୁ ଯେତିକି ଗୁରୁତ୍ବ ଦିଅନ୍ତି, ଜନତାଙ୍କ ଜୀବନ ଶୈଳୀରେ ପ୍ରଗତି ଆଣିବାକୁ ସେତିକି ପ୍ରୟାସ କରନ୍ତି ସମୃଦ୍ଧିର ଶ୍ରେଷ୍ଠ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
@Swatisamal-
@Swatisamal- Ай бұрын
କୃଷି ଠାରୁ କ୍ରୀଡା । ମହିଳା ସଶକ୍ତିକରଣରୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ । ୨୫ ବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ସମର୍ପି ଦେଇଛନ୍ତି ନବୀନ ସରକାର ।
@sukantamohanty11
@sukantamohanty11 Ай бұрын
❤❤❤❤❤ jai jagannath BJD.
@Jatin-587
@Jatin-587 Ай бұрын
ମାଗଣା ଚିକିତ୍ସା, ପେଟକୁ ଭାତ । ନବୀନ ସରକାରଙ୍କ ପାଇଁ ଜୀବନ ସୁରକ୍ଷିତ । ସାରା ଓଡିଶାକୁ ନିଜ ପରିବାର ଭାବନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
@mahendraojha9198
@mahendraojha9198 Ай бұрын
Ham aagyan 24 sec jiye bina sahajya re rahi paruni se odisha ku saha haba.24 barsha helani 2 , 4 ta kou anusthana karithiba na pacharila dekhiba.Good luck.
@Ishasatpathy
@Ishasatpathy Ай бұрын
ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...
@susmita0
@susmita0 Ай бұрын
Mechha bjd
@sweta-982
@sweta-982 Ай бұрын
ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।
ИРИНА КАЙРАТОВНА - АЙДАХАР (БЕКА) [MV]
02:51
ГОСТ ENTERTAINMENT
Рет қаралды 9 МЛН
3M❤️ #thankyou #shorts
00:16
ウエスP -Mr Uekusa- Wes-P
Рет қаралды 11 МЛН