ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିବାକୁ ବିରୋଧୀଙ୍କ ସଜବାଜ | NandighoshaTV

  Рет қаралды 359,692

Nandighosha TV

Nandighosha TV

Күн бұрын

#mohanmajhi #odishaassembly #nandighoshatv
ସୋମବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିବାକୁ ବିରୋଧୀଙ୍କ ପ୍ରସ୍ତୁତି । ବିଧାନସଭା ଚାଲିଥିବା ସମୟରେ ଗୃହ ବାହାରରେ ନୀତିଗତ ନିଷ୍ପତ୍ତି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ଅସାମ୍ବିଧାନିକ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଗୃହରେ ଦୁଃଖ ପ୍ରକାଶ କରିବା ନେଇ ଦାବି ଜୋର ଧରିଛି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 518
@biswamberbhutia3280
@biswamberbhutia3280 Ай бұрын
ଦେଶର ପିଏମ ଓ ସିଏମ ବହୁତ ଶିଖିତ ଆମ ଗାଁ ସ୍କୁଲରେ ଗୋଟିଏ ଗୋଟିଏ ଦିନ ପାଠ ପଢାଅ
@srabantireddy6690
@srabantireddy6690 Ай бұрын
Mohan majhi English subject padheibe aau modi odia subject padheibe 😂😂😂😂
@pritampolei7087
@pritampolei7087 Ай бұрын
Au Naveen odia😂😂😂
@monojghose4823
@monojghose4823 Ай бұрын
ଏଇଟା ମୂର୍ଖ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ କହି ଅପମାନ୍ କରିବା କଥା ନୁହେଁ ମୋହନ ଖରାପ୍ ଭାବିବ
@devmadhual2816
@devmadhual2816 Ай бұрын
You are absolutely right sir
@rabindrakumarmohanty9415
@rabindrakumarmohanty9415 Ай бұрын
@@monojghose4823 କି ବିଚାର ଧାରା ରାଜ୍ୟ ର ମୁଖ୍ୟମନ୍ତ୍ରୀ ନିହାତି ମୁର୍ଖ ନ ହେଲେ ଏପରି ଭାଷା ବାହାରିବ ନାହିଁ।ମନେ ରଖ ଵାକ୍ ସ୍ଵାଧୀନତା ଅଛି ବୋଲି ଯାହାକୁ ମନ ଇଚ୍ଛା ଗାଳି ଦେଇ ପାରିବ ନାହିଁ, ସେଥିପାଇଁ ଆଇନ୍ ର ବ୍ୟବସ୍ଥା ଅଛି। କାହିଁକି ତମ ବିରୋଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିଵ ଏହା ତୁମକୁ ଚେତାବନୀ ବୋଲି ଭାବି ନିଅ।
@ManasDas-rv4mc
@ManasDas-rv4mc Ай бұрын
Pandian pela ku ja dharibu
@user-xi7jj8ci4q
@user-xi7jj8ci4q Ай бұрын
🙏🙏❤️❤️🙏🙏
@BinodMahhi
@BinodMahhi 16 күн бұрын
ନବୀନ ସରକାର 24ବର୍ଷ କେତେ ଗାଣ୍ଡି ମାରିଛି ଆମେ ହାଣିଛୁ ହେଲା ତୁମକୁ ପ୍ରମାଣ ଦରକାର କି
@FastFuture24
@FastFuture24 Ай бұрын
Powrr of Remote.... control
@DaitariJena-up7gd
@DaitariJena-up7gd Ай бұрын
ଅଜ୍ଞାନୀ।
@Bibhutibhusanrout-bc4zy
@Bibhutibhusanrout-bc4zy Ай бұрын
ଧର୍ମେନ୍ଦ୍ର କହିଲେ ଵାଳମୁଖମନ୍ତିଏପରିଯିଏଲେଖୁଛିତାକ଼ପାଇ଼କଣ୍ଆଇନିନାହି🎉ଏହାଠିକ୍ହହେଉନାହି🎉 ଜୟଜଗନାଥଜୟ ଜୟ 🎉🎉🎉🎉🎉🎉🎉🎉
@user-mm5fp4pr9k
@user-mm5fp4pr9k Ай бұрын
ବିଚରା, ମୋ ଜାତି ଭାଇ ମୁଖ୍ୟମନ୍ତ୍ରୀ 😢 ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ କାଇଁ ମାରୁଛି 🥸
@dilippadhan6027
@dilippadhan6027 Ай бұрын
ହଇ ବୋ ତାରା ଆଉ ପ୍ରମିଳା ତମେ ସଵୁ କଲେ ଭଲ + ଶଳେ 25 ବର୍ଷ ଭଲ ଭଲ କାମ କାଲି ବୋଲି ହାରଲ ଲାଜ଼ ସରମ ଟିକେ ଲାଗୁ.......👌👌👌👌
@sssstudio2538
@sssstudio2538 Ай бұрын
​@@dilippadhan6027କଣ ପାଇଁ ରେ ଲାଜ ଲାଗିବ ବିଜେପି କୁକୁର
@KeertyGagarai
@KeertyGagarai Ай бұрын
ଏ ପ୍ରମିଳା ମଲ୍ଲିକ ମାଇ ଗୋଲି ଭଳି ଲାଗୁଚି। ​@@dilippadhan6027
@user-wt5rt5st8s
@user-wt5rt5st8s Ай бұрын
Right bhai
@jitendrakumarswain23
@jitendrakumarswain23 Ай бұрын
@@dilippadhan602725 barsha tahale kharap kama kari kari jituthile ?
@CreationOdia1234
@CreationOdia1234 Ай бұрын
ଏ ଲୋକ ମୁଖ୍ୟମନ୍ତ୍ରୀ ନୁହ ମୂର୍ଖମନ୍ତ୍ରୀ ଏକୁ କିଏ ମୁଖ୍ୟମନ୍ତ୍ରୀ କଲା 😂😂😂😂😂
@ajupatra9526
@ajupatra9526 Ай бұрын
BJP Narendra modi
@anilkumarsahoo794
@anilkumarsahoo794 Ай бұрын
Dharmendra pradhan and modi
@jaymaaadishakti6714
@jaymaaadishakti6714 Ай бұрын
Pm boht gyani samaste jananty au baki rahila cm amara jaha apana mane janithibe hau jaen handi rate kete hele dekhe😂😂😂😂
@user-xi7jj8ci4q
@user-xi7jj8ci4q Ай бұрын
ଲୋକ ମାନେ ଶିକ୍ଷା ର ଅଭାବ ରୁ ସମସ୍ତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଓ ବିଜୁ ଜନତା ଦଳ ର କମ ନେତା ନିର୍ବାଚିତ ହୋଇ ଓଡ଼ିଶା ବିଧାନ ସଭାକୁ ଯାଇଛନ୍ତି ତେଣୁ ଇ ଏ ମୂର୍ଖ ମନ୍ତ୍ରୀ ନା ମୂଖ୍ୟ ମନ୍ତ୍ରୀ
@Jotrimay
@Jotrimay Ай бұрын
😄😄
@jitendrasahu9073
@jitendrasahu9073 Ай бұрын
ଅଜ୍ଞାନ ମୁଖ୍ୟ ମନ୍ତ୍ରୀ କିଛି ଜାଣିପାରୁନାହାନ୍ତି ,ମୋଦୀ ଫସାଇ ଦେଇଛି, କଣ୍ଢେଇ କରି ଦେଇଛି, ନୂଆଁ ନୂଆଁ କେରାଣ୍ଡି ମାଛ ପରି ଫୋକୋ ଫୋକୋ ଡେଉଁଛନ୍ତି
@GaneswarBehera-df6ik
@GaneswarBehera-df6ik Ай бұрын
aau ta nabin aja gandhi Mari dechi odisha ku
@dilippadhan6027
@dilippadhan6027 Ай бұрын
ହଇ ବୋ ତାରା ଆଉ ପ୍ରମିଳା ତମେ ସଵୁ କଲେ ଭଲ + ଶଳେ 25 ବର୍ଷ ଭଲ ଭଲ କାମ କାଲି ବୋଲି ହାରଲ ଲାଜ଼ ସରମ ଟିକେ ଲାଗୁ.......👊👊👊👊
@anilkumarsahoo794
@anilkumarsahoo794 Ай бұрын
Dharmendra pradhan coal chora neet chora
@user-vl3rv7cd8z
@user-vl3rv7cd8z Ай бұрын
ମୂଖ୍ୟ ମନ୍ତ୍ରୀମୋହନ ମାଝୀ ପାଇଁ ଓଡିଶାଆଜି ଅସମ୍ମାନ, ଅନାଭିଜ୍ଞମୁଖ୍ୟମନ୍ତ୍ରୀ ଙ୍କୁ ପରିବର୍ତ୍ତନ କରି ଓଡ଼ିଶାର ସମ୍ମାନ ଦୃଷ୍ଟିରୁ ପାର୍ଟି ର ସଭାପତି କିମ୍ବା ରାଷ୍ଟ୍ରୀୟ ଶିକ୍ଷା ମନ୍ତ୍ରୀ ଙ୍କ ଉପରେ ନେସ୍ତ କରାଯାଉ. ଜୟ ବିଜେପି, ଜୟ ଓଡିଶା.
@anilkumarsahoo794
@anilkumarsahoo794 Ай бұрын
Manmohan samal best for cm
@sagarmunda5372
@sagarmunda5372 Ай бұрын
Dharmendra Pradhan cm hele Odisha ବିକ୍ରି ହୋଇଯିବ
@neilninjas5663
@neilninjas5663 Ай бұрын
❤4à❤5​@@anilkumarsahoo794
@MsQueena1
@MsQueena1 Ай бұрын
ଏଇ ଆମ ନୂଆ ରଙ୍ଗ ଲଗା ନାଁ ବଦଳା ଡବଲ୍ ଇଞ୍ଜିନ ମୋହନ ସରକାର 😅😅
@rakeshkumarswain8852
@rakeshkumarswain8852 Ай бұрын
ମୋହନ୍ ମାଝୀ ର ସରପଂଚ ହେବା ଯୋଗ୍ୟ ନୁହେଁ ଶଳା ବାଳ ମନ୍ତ୍ରୀ ମାଧିଆ
@Dep_Tripathy
@Dep_Tripathy Ай бұрын
Tu madhia manisa heba jogya nuha, hele v manisa heiki janma neichu na. Se uparbala ku prathame gali kare.
@amarendrapalai3238
@amarendrapalai3238 Ай бұрын
ମୋ ମତରେ ମୋହନ ବାବୁ ପୂର୍ବରୁ ବିଧାୟକ ହୋଇ କ'ଣ ଶିକ୍ଷା ଲାଭ କରୁଥିଲେ?
@Ambassador_Christ
@Ambassador_Christ Ай бұрын
Kichhi nahin.. taro nija district re kana development karjya karichhi seita chhada. Taku pacharila lokanka payin kana karichhi??
@user-cq6sv5nw5s
@user-cq6sv5nw5s Ай бұрын
se balo koribo bjp cm hotaooo
@rabindrakumarmohanty9415
@rabindrakumarmohanty9415 Ай бұрын
ଏ ଚାନେଲ ହେଉଛି ବିଜେଡି ର ମାର୍କ ମାରା ଲୋକର ଯେତେ ଭୁକିବ ସେତେ ଲୋକମାନେ ସଂଗଠିତ ହେଵେ।ହିନ ରାଜନୀତି କରିବା ପାଇଁ ଲାଜ ଲାଗିବା ଦରକାର।
@dilippadhan6027
@dilippadhan6027 Ай бұрын
ହଇ ବୋ ତାରା ଆଉ ପ୍ରମିଳା ତମେ ସଵୁ କଲେ ଭଲ + ଶଳେ 25 ବର୍ଷ ଭଲ ଭଲ କାମ କାଲି ବୋଲି ହାରଲ ଲାଜ଼ ସରମ ଟିକେ ଲାଗୁ.......
@nandansahu3832
@nandansahu3832 Ай бұрын
Au kana nabinku cm karibe​@@user-cq6sv5nw5s
@saritamaharana4151
@saritamaharana4151 Ай бұрын
ମୋହନ ମାଝି ଗରିବ ରୁ ବଡ ହୋଇଛନ୍ତି ।ଧିରେ ଧିରେ ଶିକ୍ଷିବେ।କିନ୍ତୁ ବି.ଜ.ଡି ଘେରାଉ କରୁଛି ।ନବୀନ ର ବସି ଖାଇ ଲେ ଅର୍ଥ ସରିବନି ।ଧନି ଲୋକ ଯେତେ ଖରାପ କାମ କରନ୍ତୁ ସେମାନେ ଅର୍ଥ ବଳ ରେ ଖରାପ ଲୁଚୀ ଯାଏ। ଭଗବାନ ମୋହନ ମାଝିଙ୍କୁ ରକ୍ଷା କରନ୍ତୁ ।
@birenkumar1321
@birenkumar1321 Ай бұрын
ଶଳା କହିଲା ଭତା 3000 ଦେଲା ବେଳକୁ 1000ମାଡ଼ ଖାଇବ
@aloksamal7948
@aloksamal7948 Ай бұрын
ବିଜେଡି ଯେତେବେଳେ ଶାସନ କରୁଥିଲା ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ଥାଉ ଥାଉ ପାଣ୍ଡିଆନ ବିଭିନ୍ନ ସଭା, ସମିତି ରେ ଯେଉଁ ସବୁ ଘୋଷଣା କରୁଥିଲେ ତାହା କଣ ସାମ୍ବିଧାନିକ ଥିଲା କି?
@KeertyGagarai
@KeertyGagarai Ай бұрын
ଗେଣ୍ଡା ଦଳ ମାନେ ଆଉ ଖାଇପାରୁ ନାହାନ୍ତି ସେଥିପାଇଁ ସବୁ କଥାରେ ଆଇନ୍ କଥା କହୁଛନ୍ତି
@user-bh8xl6tk1j
@user-bh8xl6tk1j Ай бұрын
Michha katha
@lipun1531
@lipun1531 Ай бұрын
Ebe ta kai kehi pandu naa re case karu nahanti😂😂
@biswamberbhutia3280
@biswamberbhutia3280 Ай бұрын
କୁହ କଣ ସେ କରିଥିଲା ଚାକିରୀ ଵଢେଇଵ ଵୋଲି ତା ପୁଣି କେନ୍ଦ୍ର ସରକାର ଚାକିରି କୁ ରାଜ୍ୟ ସରକାର କେମିତି ଵଢେଇଵ ଵୋଲି ତମ ଟିଭିରେ ମୋବାଇଲ ରେ ପାଣ୍ଡୁ କହିଥୀଲା ଭିଡିଓ ଦେଖାଅ ଉଚ ଶିଖିତା
@dhananjayanaga1515
@dhananjayanaga1515 Ай бұрын
Pandian kiea ke
@user-xi7jj8ci4q
@user-xi7jj8ci4q Ай бұрын
ତାରା ପ୍ରସାଦ ବାହିନୀପତି ଭାଇ ପ୍ରଣାମ ,🙏🙏 ଏ ଇ ଟା ଆମ ଓଡ଼ିଶା ରାଜ୍ୟ ର ଦୁର୍ଭାଗ୍ୟ ଏ ଇ ମିଡ଼ିଆ ପ୍ରଭାବରେ ଆମ ଓଡ଼ିଶା ରାଜ୍ୟ ର ଅବସ୍ଥା ପୂର୍ବତନ ଆଇନ ମନ୍ତ୍ରୀ ଆଜ୍ଞା ନମସ୍କାର, କୁଆଡେ ଗଲା ପେଟ୍ରୋଲ ତେଲ ଡିଜେଲ ଲିଟର କମ ରେ ଲୋକ ଙ୍କୁ ଦେବା, ପ୍ରତି ପାଞ୍ଚ ବର୍ଷ ରେ ସରକାର ପରିବର୍ତ୍ତନ କରନ୍ତୁ
@ktccreation9722
@ktccreation9722 Ай бұрын
ଓଡ଼ିଶାର ସ୍ୱାର୍ଥକୁ ପ୍ରାଥମିକତା ଦେବା ଆଶାରେ ବିଜେପିକୁ ଭୋଟଦେଇଥିଲେ ଓଡ଼ିଶାବାସୀ | କିନ୍ତୁ ବିଜେପି କରିଲା କଣ ...❓ ବଜେଟରେ ଓଡିଶାକୁ ଅଣଦେଖା କରି କୋଟି କୋଟି ଓଡ଼ିଶାବାସୀଙ୍କ ସ୍ୱପ୍ନକୁ ମାରି ଚୁରମାର କରିଦେଇଛି ଏ ଦୋଗଲ ସରକାର ❕#BJPAntiOdisha #FakeBJP #FraudBJP
@kartikgouda8136
@kartikgouda8136 Ай бұрын
Right Bhai
@budhiramnahak3209
@budhiramnahak3209 Ай бұрын
ମୁଖ୍ୟମନ୍ତ୍ରୀ ଯଥା ଆସିକା ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଦୁହେଁ ଏକୁ ଆରେକ
@sudhansusekhardash9010
@sudhansusekhardash9010 Ай бұрын
ଲଜ୍ୟା, ଲଜ୍ୟା, ଏ ଦଳ ଆଉ ଚାଳିଶ ବର୍ଷ ଚଲେଇବ।
@kartickgond8863
@kartickgond8863 Ай бұрын
ମନ୍ତ୍ରୀ ଙ୍କୁ କିଛି ଜଣା ନାହିଁ ।
@prasantarout5315
@prasantarout5315 Ай бұрын
ମାଙ୍କଡ ବେକରେ ମୁକ୍ତା ମାଳ ପକାଇଛନ୍ତି ବିଜେପି ସରକାର
@laxmidharbarik5867
@laxmidharbarik5867 Ай бұрын
Sabu ଏ ଭଳି କହିବେ କାରଣ ସେମାନଙ୍କୁ କୁହାଯାଏ ବିରୋଧୀ ଦଳ ସବୁ କାମ ସେ ବିରୋଧ କରିବେ
@rjsomyavlogs2697
@rjsomyavlogs2697 Ай бұрын
❤❤❤
@spstarvlog797
@spstarvlog797 Ай бұрын
Birodhi Bina kaunsi sasan sambhaba...birodhi sasak dalara bhu dhariba tanka kama
@spstarvlog797
@spstarvlog797 Ай бұрын
Sambindha Bina birodhi dalare jibita rahiba sambhaba nuhe
@Sunitakumarimisra-si8kh
@Sunitakumarimisra-si8kh Ай бұрын
ନୀଳ ବର୍ଣ୍ଣ ଶୃଗାଳ
@rjsomyavlogs2697
@rjsomyavlogs2697 Ай бұрын
ସବୁ ଆଇନ ପାଠ ବିରୋଧୀ ବୋଧେ ପ୍ରାଜଳ ଭାବେ ପଢି ଲେନି କିନ୍ତୁ ସରକାର ଥିବା ବେଳେ ଏ ସବୁ ଫୁ କରି ଉଡେଇ ଦଉଥିଲେ 😂
@santoshbadatya5797
@santoshbadatya5797 Ай бұрын
ଆ ଇନ୍ ଲାଗୁ ହେଲା ଆଇନ୍ କିଏ ତୀୟାରୀ କରିଚି ସେଇ ଲୋକ କିଏ
@sanjaykumarpatra465
@sanjaykumarpatra465 Ай бұрын
Right
@mithunabhoi8732
@mithunabhoi8732 Ай бұрын
😂😂😂❤❤ ବହୁତ ସୁନ୍ଦର ❤❤❤🙏🙏🙏🌹🌹🌹
@bikramnayak8341
@bikramnayak8341 Ай бұрын
ଭାଲୁ କୁ ଜଙ୍ଗଲ ର ରାଜା କରିଦେଲେ ଏହା ହୁଏ
@KeertyGagarai
@KeertyGagarai Ай бұрын
ତୁ kn kire
@bapinisahoo5009
@bapinisahoo5009 Ай бұрын
@@bikramnayak8341 अपनी गली में कुत्ता भी शेर होता है । 😀
@PurnachandraBehera-el4xq
@PurnachandraBehera-el4xq Ай бұрын
Nabin
@SekharsambhitDhal
@SekharsambhitDhal Ай бұрын
Ati sundar Mohan Majhi jell re rahile odisha bashi nku banchiba paini thik rashta milijiba
@NarottamSahu-k8g
@NarottamSahu-k8g Ай бұрын
Right katha kichi Jani parunati
@raghunarhkarjee947
@raghunarhkarjee947 Ай бұрын
ଯେତେକ ସବୁ ଲୋକ କମେଣ୍ଟ ରେ ଲେଖୁଛନ୍ତି ସେମାନେ କୌଣସି ନା କୌଣସି ଦଳ ର କୁଜିନେତା ହୋଇଥିବେ!
@ganjaminformation7809
@ganjaminformation7809 Ай бұрын
ମନକୁ ପାଇଲା ପରି କଥା ଖଣ୍ଡେ କହିଲା । ତୁମ କଥାରେ ଦମ୍ ଅଛି। I Support You Bro❤❤❤
@raghunarhkarjee947
@raghunarhkarjee947 Ай бұрын
@@ganjaminformation7809 ଧନ୍ୟବାଦ
@manojdikshit1308
@manojdikshit1308 Ай бұрын
ଯେପର୍ଯ୍ୟନ୍ତ ଦଳାଲଙ୍କୁ ଅlରେଷ୍ଟ୍ ନ କରିବା ପର୍ଯ୍ୟନ୍ତ ଏମାନେ କିଛି କରିପାରିବେ ନାହିଁ l
@odisha..816
@odisha..816 Ай бұрын
ନୁଆ ନୁଆ ଟିକେ କୁଲ୍ କୁଲ୍ ଲାଗୁଚି ସେଥିଲାଗି କହିଦେଇଚି ତା ବୋଲି ତମେ ରାଗିବ।। ଯମା ରାଗନି ନହେଲେ ପରମାତ୍ମା ଶୁନ୍ଯ ରେ ଆଦେଶ ଦେବେ ପୁଣି ଥାଳି କଂସା ବାଡେଇବା କୁ ପଡିବ😂😂
@PradiptaDas-sy4jn
@PradiptaDas-sy4jn Ай бұрын
ପେଲେଇପୁଅକୁ ହିନ୍ଦି ଜଣାନାହିଁ ଇଂରାଜୀ ଜଣାନାହିଁ ତାକୁ ମୂଖ୍ୟମନ୍ତ୍ରୀ କିଏକଲାରେ
@bijayarana8843
@bijayarana8843 Ай бұрын
ତୁଇ,ତୋମାପେଟରୁ, ହିନ୍ଦୀରେ, ଇଂରାଜୀ,ସିଖୀଥିଲୁ
@India_collaboration_1k
@India_collaboration_1k Ай бұрын
​@@bijayarana8843 ତୁ କେବେଠୁ ଜାଣିଲୁ
@RameshkumarSwain-rs1tx
@RameshkumarSwain-rs1tx Ай бұрын
BJD ଭଲ ନୁହେଁ, BJP ଭଲ ନୁହେଁ, କଗ୍ରେସ ଭଲ ?
@prakashsing98
@prakashsing98 Ай бұрын
ବିଜେପି ହୋଟାଅ ଓଡ଼ିଶା କୁ ବଞ୍ଚଅ🇮🇳🇮🇳🇮🇳🇮🇳👍👍👍👍👍
@bapinisahoo5009
@bapinisahoo5009 Ай бұрын
ଡାଲି ଚୋରଣି କେବେଠୁ ଏତେ ଜ୍ଞାନ ହେଲାଣି 😂😂
@SethyBabuthepower
@SethyBabuthepower Ай бұрын
ମୋଦି ପ୍ରେମରେ ଅନ୍ଧ ପାଗଳ ମୁକେଶ ଆଉ ମୋହନ 😂😂😂
@OtjgbpjSntbdg
@OtjgbpjSntbdg Ай бұрын
ଆମ କୁ ନବୀନ ପଣ୍ଡିଆନ ଭ ଳି ମୁଖ୍ୟ ମନ୍ତ୍ରୀ ଦରକାର ଜଣଙ୍କ କ୍ଷମତା କୁ ଆଉ ଜଣେ ରାଜା ଜୟ ବିଜେପି ମୋହନ ସରକାର
@TukuNaik-hj6cf
@TukuNaik-hj6cf Ай бұрын
Beat CM of odisha mohan majhi ❤❤❤❤
@user-sj6vw5kw7h
@user-sj6vw5kw7h Ай бұрын
ଏଇଟା ଗୋଟେ ଟାଉଟର ସରକାର ଜୟ ଜଗନ୍ନାଥ ଓଡ଼ିଶା
@kudmalisong4150
@kudmalisong4150 Ай бұрын
ପୂର୍ବରୁ ଗୃହରେ କଣ ହେଉଥିଲା ତାହା ତ ମେଡ଼ିଆ ଵାଲା ଦେଖେଇ ପାରୁନଥିଲେ ନା ସେତେବେଳେ ମିଡ଼ିଆ ଵାଲା ସଇ ପଡୁଥିଲେ
@saroj1296
@saroj1296 Ай бұрын
Bjd କହେ ଆଇନ ତା ବାଟରେ ଚାଲୁଚି ତୁମେ ପଛେ ମରି ଯାଅ
@Bibhutibhusanrout-bc4zy
@Bibhutibhusanrout-bc4zy Ай бұрын
ହାତୀ ଯାଏ ଦାଣ୍ଡ ରେକୁକୁରଭୋକେହଜାରେ🎉 ଜୟଜଗନାଥଜୟ ଜୟ 🎉🎉🎉🎉🎉
@tatahunngama7828
@tatahunngama7828 Ай бұрын
Jai Naveen Patnaik sir 🙏❤️
@sradhanjalisahoo3600
@sradhanjalisahoo3600 Ай бұрын
ଏଇଟା କଣ ଗୋଟେ ଭୁଲ୍ ?
@hrudayaragita7961
@hrudayaragita7961 Ай бұрын
ଆଇନ୍ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ଗ୍ରହଣ କରିବା ଉଚିତ୍
@dilippadhan6027
@dilippadhan6027 Ай бұрын
ହଇ ବୋ ତାରା ଆଉ ପ୍ରମିଳା ତମେ ସଵୁ କଲେ ଭଲ + ଶଳେ 25 ବର୍ଷ ଭଲ ଭଲ କାମ କାଲି ବୋଲି ହାରଲ ଲାଜ଼ ସରମ ଟିକେ ଲାଗୁ.......
@kartickgond8863
@kartickgond8863 Ай бұрын
ଏତେ ବର୍ଷ ବିଦାୟକ ଥିଲାପରେ ବି କିଛି ଶିଖି ନାହାନ୍ତି ।
@ganjaminformation7809
@ganjaminformation7809 Ай бұрын
Ex Cm Nabeen Pattnaik ୨୫ ବର୍ଷରେ କଣ ଶିଖିଥିଲେ ।ତାହା ବି ଟିକେ କୁହ। ଠିକସେ ଓଡ଼ିଆ କହିପାରୁନାହାନ୍ତି ।
@khirasindhunaik5611
@khirasindhunaik5611 Ай бұрын
Right
@satyabannaik4539
@satyabannaik4539 Ай бұрын
କେହି ତା ମା ପେଟରୁ ଶିଖିକି ଆସି ନ ଥାଏ l law is for all but how it is working have to look and constitutional roles and regulations should need to acknowledge.
@SsPix23
@SsPix23 Ай бұрын
People's CM ❤ mohan sir
@amulyabarik6743
@amulyabarik6743 Ай бұрын
It will take time to change everything.All are new on the system.They will learn everything graduallyand better for people of odisha.
@hrusikeshmallik3221
@hrusikeshmallik3221 Ай бұрын
ଏସବୁ ନୀତିଗତ ନିଷ୍ପତି ଆଜିର ମୁଖ୍ୟମନ୍ତ୍ରୀ ଅସଙ୍ଗତ କାର୍ଯ୍ୟ କରନ୍ତୁ ନାହିଁ, ଲଜ୍ଜା ଲାଗୁଛି ଓଡ଼ିଶାର ନିଜସ୍ଵତା ନାହିଁ।
@ajayasahu4728
@ajayasahu4728 Ай бұрын
Jay Jagannath Jay BJD Jay Naveen Pattnaik sir loving all people for CM
@JagannathSahoo-vb4rj
@JagannathSahoo-vb4rj Ай бұрын
ମୁଖ୍ୟମନ୍ତ୍ରୀ ର ବୁଧି କମ ତାକୁ କିଏ କଲା ମୁଖ୍ୟ ମନ୍ତ୍ରୀ
@krushnachandrabehera7912
@krushnachandrabehera7912 Ай бұрын
ଏ ଚେନେଲ ମୁଖ୍ୟମନ୍ତ୍ରୀ ନାମରେ ବିରୋଧୀ ଗାଇବାକୁ ଠିକା ନେଇଛନ୍ତି
@user-ni5fr2sc1o
@user-ni5fr2sc1o Ай бұрын
Our cm nabin babu ❤
@debendrakumar5560
@debendrakumar5560 Ай бұрын
Very nice 👍 very good 👍
@janamalangproduction8458
@janamalangproduction8458 Ай бұрын
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେଉଛନ୍ତି, ମୋଦି ସରକାରଙ୍କ କୁଳପତି,ଇୟେ ହେଲା ମୋଦି ପାୱାର, ମୋଦି ସରକାର ତୋ ଦେଶ ବୁଲିବ
@PurnachandraPanda-vx2nj
@PurnachandraPanda-vx2nj Ай бұрын
ମୋହନ ବାବୁ ନିଜର ଅପାରଗତାକୁ ସିଉ କାର କରି ଖ୍ୟାମାମଗିବ। ଦରକାର ।
@user-do3fb9gc5q
@user-do3fb9gc5q Ай бұрын
ଏ ବିଷୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଣ ବିଜେପି ର ବିଧାୟକ, ମନ୍ତ୍ରୀ ମାନଙ୍କୁ ବି ଜଣାନାହିଁ ।
@naturelover4157
@naturelover4157 Ай бұрын
ଖାଲି ବିଜେଡି ବାଲେ ଭଲ ଥିଲ।ତୁମପରି ଆଉ କେହି ନୁହନ୍ତି । ଏଇଠି ଚବିଶ ବର୍ଷ ଶାସନ କରି ସବୁ ତ ପୁଙ୍ଗୁଳା କରି ଦେଇଛ ଦୁର୍ନୀତି ଖୋର୍ ପାର୍ଟି।
@littlequeenrakhi
@littlequeenrakhi Ай бұрын
ତୁମ ର କଣ ଜ୍ଞାନ ସବୁ କିଛି ଧୀରେ ଧୀରେ ତୁମର କିଛି କାମ ନାହିଁ ତାଙ୍କ ଗୋଡ଼କୁ ଖାଲି ଜଗୁଛ
@pratapmoharana9236
@pratapmoharana9236 Ай бұрын
Right 👍
@SatyapriyaJena-r7e
@SatyapriyaJena-r7e Ай бұрын
Chaliba
@iswarpradhan3070
@iswarpradhan3070 Ай бұрын
ମହାଶୟ ମାଝୀ LLB ରେ Degree ହାସଲ କରିକି ସମ୍ବିଧାନ ର ନିୟମାବଳୀ କୁ ଜାଣିନାହାନ୍ତି କେମିତି...?? ମୋତେ ତ ସନ୍ଦେହ ଲାଗୁଛି...🤔 ପ୍ରଧାନମନ୍ତ୍ରୀ ମୋଦୀ ପରି ମୁଖ୍ୟମନ୍ତ୍ରୀ ମାଝୀ ମଧ୍ୟ ଜାଲିଆତି କରିକି Degree Certificate Issue କାରିଛନ୍ତି...
@nabaghananaik7953
@nabaghananaik7953 Ай бұрын
Wall done 👍
@user-ws8bj1pt1c
@user-ws8bj1pt1c Ай бұрын
❤ right 👍👍👍👍👍
@maadurgabhakticreation
@maadurgabhakticreation Ай бұрын
Rights 🎉
@jalendraranasingh2242
@jalendraranasingh2242 Ай бұрын
Mhan Majhi zindabad
@user-yg7wr2kk2h
@user-yg7wr2kk2h Ай бұрын
I like Nandighosa Tv
@maamangala9583
@maamangala9583 Ай бұрын
Dont speak ill of Mr Mohan Majhi. He is an excellent human being. No politician is Perfect. But Odisha current P.M. is improving in extra version. Dont loose hope Odisha people. He will do great for Odisha.
@PanchananSethi-l3j
@PanchananSethi-l3j Ай бұрын
Very nice but full love yas ok thanks Jay har Mahadev maa kali MAA durga shakti Jay 🌹💯 ok thanks good boy and girl Love yas Jay shree Ram sita Jay 🌹💯
@baidehipagal656
@baidehipagal656 Ай бұрын
ସେ ତ ଖାଲି ରଙ୍ଗ ବଦଳେଇବା ଓ ନାମ ବଦଳେଇବା ଶିଖିଲେ। ସମ୍ବିଧାନର ବ୍ୟବସ୍ଥା ବିଷୟରେ କେଉଁଠୁ ଶିଖିବେ।
@s.haidar....................
@s.haidar.................... 16 күн бұрын
Ok
@kabisuryabehera8572
@kabisuryabehera8572 Ай бұрын
ନନ୍ଦିଘୋଷ ଟିଭି ସବୁଠାରୁ ଜାରଜ ଟିଭି
@thewecon6372
@thewecon6372 Ай бұрын
Au Argus,OTV knn...
@minaketanhans8105
@minaketanhans8105 Ай бұрын
ଯିଏ ପ୍ରଥମ କରି ଭୁଲ କରେ ସେ ପରବର୍ତ୍ତୀ ସମୟରେ ଭଲ କରେ ମହାପୁରୁଷ ମାନଙ୍କ ମତ ରହିଛି ।
@itsrajjj
@itsrajjj Ай бұрын
ଟିକେ excited ହେଇ ଯାଇଛନ୍ତି double ଇଞ୍ଜିନ ନା ସେଇ ପାଇଁ । 😂
@SkDas-e3t
@SkDas-e3t 14 күн бұрын
ଗରିବ ଲୋକଙ୍କୁ ଓକିଲ ମାନେ ବହୁତ ହୋଇ ରାଣ କରୁଛନ୍ତି ତାଙ୍କ ହପର ଏକ୍ସନ ନିଅନ୍ତୁ
@sumantabehera7642
@sumantabehera7642 Ай бұрын
I love you nabin Babu
@chaturbhujamahakuda3301
@chaturbhujamahakuda3301 Ай бұрын
Supreme court re case dia, Governor Issue.
@parsuramsisa8947
@parsuramsisa8947 Ай бұрын
😢a
@RiteshkumarBehera-hs9gc
@RiteshkumarBehera-hs9gc Ай бұрын
ଅପାଠୁଆ ଙ୍କ ହାତରେ ଶାସନ କ୍ଷମତା ରହିଲେ ଯାହା ହେବ ଆଉ
@rabindrasabarrabinson8345
@rabindrasabarrabinson8345 26 күн бұрын
ନୂଆ ନଥିଲେ ନବୀନ ବୁଡା ପୁରା 24 ବର୍ଷ ଶାସନ କରିଛି କିରେ ଦରିଦ୍ର ନ୍ୟୁଜ୍ ଚାନେଲ ।
@ArabindaJena-dt4qv
@ArabindaJena-dt4qv Ай бұрын
Very same
@Jitendraaaaaaaaa
@Jitendraaaaaaaaa Ай бұрын
ଓହ ହାଣ୍ଡିଆ ଟିକେ ମାରି ଥିଲେ ଆମ ମୋହନିଆ ବାବୁ, ନିଶାରେ କହି ଦେଲେ
@user-mx1oi9gx4z
@user-mx1oi9gx4z Ай бұрын
Mora Naveen Patnaik sir sarkar
@s.jchanel8198
@s.jchanel8198 Ай бұрын
ଏମାନେ ସାତ ଜନ୍ମର ଗେରୁଆ ଦଳର ମୁଖ୍ୟମନ୍ତ୍ରୀ ହୋଇପାରି ନ ଥାନ୍ତେ।ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଗାଦିରେ ବସିଛନ୍ତି।ନାମ ନିଅ
@hemendrasingh2043
@hemendrasingh2043 Ай бұрын
ମୁଖ୍ୟ ମନ୍ତ୍ରୀ ବୁଢା ମାନଙ୍କୁ କରିବା ଦରକାର ଯେଉଁ ମାନଂକର ଅଭିଜ୍ଞ ତା ରାଜନୀତି ରେ ଥିବ 75ସେ ଉପର ବୟସ ହେବା ଦରକାର
@prabhuduttanayak6013
@prabhuduttanayak6013 Ай бұрын
Bag jojana Kan gruha re discussion karithila?
@promadkumar8956
@promadkumar8956 Ай бұрын
ଭତ୍ତା ଦେଇଥିଲେ ସରକାର ଭଲ ହେଇ ଥାନ୍ତେ
@user-kb6wr3bk5j
@user-kb6wr3bk5j Ай бұрын
Bjp chhi chhi chhi chhi chhi chhi chhi
@JichendraDas1992
@JichendraDas1992 Ай бұрын
ବାଉଳା ସରକାର ବାଉଳା ମୁଖ୍ୟମନ୍ତ୍ରୀ
@anjanpradhan5738
@anjanpradhan5738 Ай бұрын
Tame mane jete kahile bi CM sir bhla step nionti
@PadamNayak-zb4rw
@PadamNayak-zb4rw Ай бұрын
Jai navina sar🙏
@jhunumandal6864
@jhunumandal6864 Ай бұрын
jay Nabin babu🎉🎉🎉
@THE.RSS_BOY
@THE.RSS_BOY Ай бұрын
ବି,ଜେ,ଡି ବାଲାଙ୍କର ଫାଟି ଯାଉଛି😂 ଆଜି ଦେଖାଯାଉଛି ଆଇନ୍ ବି,ଜେ,ଡି ର😂😅
@Arnov389
@Arnov389 Ай бұрын
BJD ର ପରାଜିତ ଯୋଗୁଁ ଈର୍ଷା ରେ ଜଳୁଛି, 🔥
@debendrakumar5560
@debendrakumar5560 Ай бұрын
Apekhya karantu....agaku.....🙏
@santoshbadatya5797
@santoshbadatya5797 Ай бұрын
ଏବେ ନୁଆ ଆଈନ ଲାଗୁ ହେଲା ସେଇ ଆଇନ୍ କିଏ ତୀୟାରୀ ସେଇ ଲୋକ କିଏ ଆଇନ କରିଚି ତାକୁ ଖୋଜ
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 35 МЛН
АЗАРТНИК 4 |СЕЗОН 2 Серия
31:45
Inter Production
Рет қаралды 775 М.
Cute kitty gadgets 💛
00:24
TheSoul Music Family
Рет қаралды 21 МЛН
Or is Harriet Quinn good? #cosplay#joker #Harriet Quinn
00:20
佐助与鸣人
Рет қаралды 47 МЛН
BJD holds press meet at Sankha Bhawan today || Kalinga TV
6:12
Kalinga TV
Рет қаралды 352 М.
Incredible Dog Rescues Kittens from Bus - Inspiring Story #shorts
00:18
Fabiosa Best Lifehacks
Рет қаралды 35 МЛН