ଟଙ୍କିକିଆ କଏନ୍ ଆପଣଙ୍କୁ କରିବ ଲକ୍ଷପତି | NandighoshaTV

  Рет қаралды 1,405,097

Nandighosha TV

Nandighosha TV

2 жыл бұрын

#Odisha
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
KZbin: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Пікірлер: 3 300
@jagannathabadatya6513
@jagannathabadatya6513 2 жыл бұрын
କେବେ କାହାଠୁ ଏକ ଟଙ୍କିଆ କଇନି ନେଇକି ଏକ ଲକ୍ଷ୍ୟ ଟଙ୍କା ଦେଇଛନ୍ତି ସେଇ ଭିଡିଓ ପୋଷ୍ଟ କରନ୍ତୁ ତାହା ହେଲେ ଆମେ ତୁମ କଥାକୁ ବିଶ୍ୱାସ କରିବୁ ଏମିତି ଖାଲି ଖାଲି ଭିଡିଓ କାହିଁକି ପୋଷ୍ଟ କରିକି ଗରିବ ମାନଙ୍କୁ ଲୋଭ ଦେଖୋଉଛନ୍ତି
@minatihonhaga1080
@minatihonhaga1080 2 жыл бұрын
Right
@AshokKumar-sl3od
@AshokKumar-sl3od 2 жыл бұрын
Mohabbatein
@manoranjanbehera5940
@manoranjanbehera5940 2 жыл бұрын
Yes right
@sadanandasahu7224
@sadanandasahu7224 2 жыл бұрын
Good
@sudhansuking7849
@sudhansuking7849 2 жыл бұрын
Your right
@papunkumar7104
@papunkumar7104 2 жыл бұрын
ଆପଣ 100/-ହିସାବରେ ଦେବେ କି ମୋ ପାଖରେ ଅଛି, ଆପଣ ଯୁବ ପିଢ଼ିକୁ ଭୁଲ୍ ରାସ୍ତା ଦେଖାଉଛନ୍ତି, ଦୟାକରି ଏଭଳି ଭିଡିଓ ଦେଖାନ୍ତୁ ନାହିଁ 🙏
@artofvillagerk9948
@artofvillagerk9948 11 ай бұрын
ପ୍ରକୃତରେ media ହିଁ ମିଛ ।
@niyatibehera2069
@niyatibehera2069 11 ай бұрын
ଏହି ଟଙ୍କା ମାଧ୍ୟମରେ ଆମକୁ କିଛି ଅଧିକ ଟଙ୍କା ମିଳିବ ସହି ଆସାରେ ଆମେ ରହିଛୁ, ହେଲେ କାହା ମାଧ୍ୟମରେ ବିକ୍ରି କରିବା କୁହନ୍ତୁ
@balabhadra4671
@balabhadra4671 2 жыл бұрын
Media Bala ଜନସାଧାରଣ ଲୋକ ଙ୍କ ବିଶ୍ୱାସ ସହ ଖେଳୁଛନ୍ତି ଆଉ କନ କିଛି ନିଉଜ ଅଛି ଯେ ପୋଷ୍ଟ କରିବେ
@crazyxyzranjan8141
@crazyxyzranjan8141 2 жыл бұрын
ସବୁ ମିଛ କଥା ଭାଇମାନେ କେହି ସତ ଭବାନୀ ନହଲେ ଥକାମିର ଶିକାର ହେବେ
@chhabibrana9341
@chhabibrana9341 2 ай бұрын
ଆମ ଘରେ ମଧ୍ୟ ଅଛି ଏହି ଟଙ୍କା
@user-nv6fe7fn3f
@user-nv6fe7fn3f Ай бұрын
Jai Shreeram 🙏
@rbssvideoall6706
@rbssvideoall6706 2 жыл бұрын
ଆଉ କିଛି nesw ମିଲିଲାନିକି ଫାଲତୁ ଖବର ଦେଖାଉଛୁ ।।
@rahulsahoo9520
@rahulsahoo9520 Жыл бұрын
Aloksahoo
@sanjaynahak8266
@sanjaynahak8266 2 жыл бұрын
ନନ୍ଦିଘୋଷ ଟିଭି ମାଡାମ ସତରେ ମୋ ପାଖରେ ଅଛି କିମିତି ବିକ୍ରି କରିବା ଆମକୁ କୁହ
@rahulsahoo9520
@rahulsahoo9520 Жыл бұрын
Aloksahoo
@rakeshkumarnayak2486
@rakeshkumarnayak2486 Жыл бұрын
ମୋ ପାଖରେ ଅଛି କେମିତି ବିକ୍ରି କରିବି କୁହନ୍ତୁ କିଛି ସାହାଯ୍ୟ କରନ୍ତୁ
@BMW.Lover9740
@BMW.Lover9740 Жыл бұрын
ବହୁତ ବହୁତ ଧନ୍ଯବାଦ 🙏
@Bhagyapanigrahy
@Bhagyapanigrahy 2 ай бұрын
Gajab news
@madhusudanmohapatra4177
@madhusudanmohapatra4177 2 жыл бұрын
ଏହା ଗୋଟିଏ ସମ୍ପୂର୍ଣ୍ଣ ମିଥ୍ୟା ଓ ହସ କଥା 😃🙄🙄😃
@madhusudanmohapatra4177
@madhusudanmohapatra4177 2 жыл бұрын
Mo pakhare achhi 90k dia mu deidebi😊
@bhabeshkumarsahu8972
@bhabeshkumarsahu8972 2 жыл бұрын
Hasa katha nuha Toma time barbad kariba katha
@adonissarita7439
@adonissarita7439 Жыл бұрын
Sobu mithya
@dhisem8314
@dhisem8314 10 ай бұрын
❤❤❤❤
@santoshtipiria3378
@santoshtipiria3378 2 жыл бұрын
ଏଥିରେ ପାଗଳ ହୁଅ ନାହିଁ , ନ ହେଲେ ନିଜେ ଠକାମିରେ ଶୀକାର ହେବେ।
@amardehury681
@amardehury681 2 жыл бұрын
Rupee 1990
@rajeshraut4291
@rajeshraut4291 2 жыл бұрын
Vcf
@RajivKumar-tw2vm
@RajivKumar-tw2vm 2 жыл бұрын
Mo pakhare achhi
@amardehury681
@amardehury681 2 жыл бұрын
Caii
@abpart8655
@abpart8655 Жыл бұрын
ମୋପାଖରେ ୫ ଟି ଅଛି କିଏ ନେବାକୁ ଚାହୁଁଛ ୧ଲକ୍ଷ୍ଯ ଦିଅ ବହୁତ ଲାଭ ରେ ରହିବ 😀😀😀
@minatiranidey8706
@minatiranidey8706 9 ай бұрын
Ok
@MunaBhai-qh9fl
@MunaBhai-qh9fl 2 ай бұрын
ଜୟ ଜଗନ୍ନାଥ ଶୁଭ ସକାଳ ଏଟଙ୍କିଆ କ ମୋ ପାଖରେ ଅଛି ଦଶ ଟଙ୍କିଆ କୋଡ଼ିଏ ଟଙ୍କିଆ ପଚାଶ ଟଙ୍କିଆ ମୋ ପାଖରେ ଅଛି ତ ତାହା ହେଲେ କଣ ହେବ ଏକଥା ସତ ନା ମିଛ 🙏
@sarmisthasahoo9829
@sarmisthasahoo9829 2 жыл бұрын
ଆଜ୍ଞା ମୋ ପାଖରେ ଅଛି but ନବ କିଏ ଆଉ ଲକ୍ଷେ ଟଙ୍କା ଦବ କିଏ ...... ଅନ୍ଦିଘୋଷ channel କତୃପକ୍ଷ ନେବେ କି ଆପଣ
@susantakumbharsusantakumbh8507
@susantakumbharsusantakumbh8507 Жыл бұрын
Hii
@ranjitpradhan6643
@ranjitpradhan6643 Жыл бұрын
Bhai please kia naba
@rajeshpradhan5498
@rajeshpradhan5498 2 жыл бұрын
ଆପଣଙ୍କ ଚାନେଲ୍ କୁ ଲକମନେ ବିଶ୍ୱାସ କରିଛନ୍ତି କିନ୍ତୁ ଆପଣ ମିଛ ନିଉସ୍ ପ୍ରକାଶ କରିଛନ୍ତି
@user-dh7si8lz8m
@user-dh7si8lz8m 10 ай бұрын
କିଏ ଏ ସବୁ ଆପଣଂକୁ ଜଣେଇଛି ସେ ଲୋକ କିଏ. ଓଡ଼ିଶାରେ କିଏ ଏଭଳି ଜଣାଉଛନ୍ତି ନା ସୋସିଆଲ ମେଡିଆରେ ମିଛ କହୁଛନ୍ତି.
@BKMVODIA
@BKMVODIA Жыл бұрын
ଦିଦି thanks for information 🙏🙏🙏🥰🥰👍🏻👍🏻
@shankarbagail
@shankarbagail Жыл бұрын
Hii
@hritikroshanofficial7631
@hritikroshanofficial7631 2 жыл бұрын
ମୋ ବାଳ news ଛାଡୁଛୁ ତୁ ? ତତେ to ବିକିବାକୁ ଜଣା ନାହିଁ ତୁ କଣ news ରେ କହୁଚୁ ? ବେକାର କଥା ଲୋକଙ୍କୁ କହିକି time wast କରୁଛୁ ତୁ ?
@anandsahu3428
@anandsahu3428 2 жыл бұрын
🤣🤣🤣right
@santoshpatra9308
@santoshpatra9308 Жыл бұрын
ଆଜ୍ଞା ମୋ ପାଖରେ ୫ ଟି ଅଛି କିଏ ନେବ ୫୦ ଟଙ୍କା ଦେଇ ନିଅନ୍ତୁ।
@bijaypingua9571
@bijaypingua9571 2 ай бұрын
😂
@hackbot1430
@hackbot1430 2 ай бұрын
😂😂😂
@alokgopalodisha6799
@alokgopalodisha6799 Жыл бұрын
ଆପଣ ଆସିକି ନିଅନ୍ତୁ ନନ୍ଦିଘୋଷ ✍️😄😄😄
@Nabadhavhakti13
@Nabadhavhakti13 Жыл бұрын
କୋଉଠି କେମିତି ବିକ୍ରି କରି ହେବ କହିବେ ଆଉ କରାଇ ଦେବେ 20%ଆପଣ ନେବେ
@ranjani2359
@ranjani2359 Жыл бұрын
Coin exhibition mela re bikibe, mote % darkar nahi
@hritikroshanofficial7631
@hritikroshanofficial7631 2 жыл бұрын
ବିକି ହେବ nai a coin ଭାଇ ମାନେ mu ସତ କହୁଛି ?.. Coin ରେ ବାୟା ହୁଅ ନାହିଁ କିଛି ପୋଇଶା ମିଳିବ ନାହିଁ
@boyofmahakalpujari.9088
@boyofmahakalpujari.9088 2 жыл бұрын
Yes bhai.... A news bala neja neanta jadi... Huanta... Na kn
@apcreations694
@apcreations694 2 жыл бұрын
ଠିକ୍ କଥା ଭାଇ ଏମିତି ସବୁ ଫ୍ଲଡ news ଦେଖେଇକି
@babulalswain7958
@babulalswain7958 2 жыл бұрын
Tahele nandighosh news nare case karitha katha
@SanjayKumar-dy4bj
@SanjayKumar-dy4bj 2 жыл бұрын
Kete jana paileni paisa seita tike dekhauna ..he bekar katha
@rashmiranjandas9649
@rashmiranjandas9649 2 жыл бұрын
Bekar new
@simapradhan6437
@simapradhan6437 2 жыл бұрын
ଭାଇ ମୋ ପାଖରେ କେତେ କି ଅଛି ନେବେକି ନମ୍ବର ଦେଉନ୍ତୁ ।
@kartikeswaradas9475
@kartikeswaradas9475 2 жыл бұрын
Hi
@sudhirakumarbehera4732
@sudhirakumarbehera4732 11 ай бұрын
ପାଗଳ ହୋଇ ଗଲାଣି ନନ୍ଦିଘୋଷ ଟି ଭି ତାକୁ ରାଞ୍ଚି ପ ଠା
@babitarana2377
@babitarana2377 2 ай бұрын
Jitenda rana baleswre
@babitarana2377
@babitarana2377 2 ай бұрын
Old cin he
@lipuprusty8550
@lipuprusty8550 2 жыл бұрын
ନନ୍ଦିଘୋଷ ଟିଭି ଗାଲୁଆଙ୍କର ଗୁରୁ
@dinakrushnamohanty2701
@dinakrushnamohanty2701 2 жыл бұрын
ତୁମ ର କିଛି କାମ ଧନ୍ଦା ନାହିଁ ବୋଧେ ବେକାର କଥା କହୁଛୁ
@user-td1om8zb1f
@user-td1om8zb1f 25 күн бұрын
Hindi BF film Adityanath sabse acchi Kavita Babita hot Sampark Kranti
@gopanabhoi4359
@gopanabhoi4359 Жыл бұрын
Yes
@santoshtipiria3378
@santoshtipiria3378 2 жыл бұрын
ବାଳ ନା ଆଉ। ଏ ସବୁ ମହା ମିଛ.... ତୋତେ ମିଛ କହିବା ର ପାପ ଲାଗିବରେ... । ମୋ ପାଖରେ 1000 ରୁ ଅଧିକ ଅଛି...
@papusenapati8257
@papusenapati8257 2 жыл бұрын
Uub
@lokesjhankarlokeshjhankar584
@lokesjhankarlokeshjhankar584 2 жыл бұрын
1985 କଏନ ମୋ ପାଖରେ ଅଛି
@itzsambhuofficial7999
@itzsambhuofficial7999 2 жыл бұрын
1985 Mo pakhare achi
@mdmofficialblog3323
@mdmofficialblog3323 Жыл бұрын
Mopakhre. 1818 ra. Hanuman paisa a6i ka tunebiki
@BenudharBehera-ph4re
@BenudharBehera-ph4re Ай бұрын
ଆମ ପାଖରେ ଅଛି ❤
@alekhameher2514
@alekhameher2514 Жыл бұрын
congratulations mam
@samirswain6996
@samirswain6996 Жыл бұрын
Nandi ghos. Madam... ମୁଁ ଆପଣଙ୍କୁ takna ଦେବି ମୋତେ ଦୟା କରି 1ଲକ୍ଷ୍ୟ ଟଙ୍କା ତିଆନ୍ତୁ ।।। ଯଦି ନ ପାରିବେ ଲୋକଙ୍କୁ ବୋକା ବନାନ୍ତୁ ନାହିଁ।। Main stream media ହେଇ ନିଜର ବୋକମି କାହିଁକି ପ୍ରଦଶନ କରୁଛନ୍ତି।।
@prakashnandi4224
@prakashnandi4224 2 жыл бұрын
ତମେ ଶଳା news ଛାଡି coin business କର କୋଟିପତି ହେବେ
@smjoldagamer4538
@smjoldagamer4538 Жыл бұрын
👍
@mrnayakbabu9629
@mrnayakbabu9629 Жыл бұрын
ଛି ମିଛୁଆ ନେଉଜ୍ ଲୋକମାନଙ୍କ ଠକିବା ଆଉ କିଛି ଉପାୟ ନାହିଁ ଛି ଛି ଲଜା
@adaityabiswal2238
@adaityabiswal2238 2 жыл бұрын
ଶଳା ଲୋକଙ୍କୁ ବୋକା ବନାଇ ଦେଇଛନ୍ତି ମିଡିଆ ବାଳ ମିଳିବ
@gyankstar
@gyankstar 2 ай бұрын
ନନ୍ଦିଘୋଷ ନିୟୁଜ ଚାନେଲକୁ କିଛି ସତ୍ୟ ନିୟୁଜ ମିଳୁନାହିଁ ଏ ଚାନେଲକୁ ବନ୍ଦ କରିଦିଅନ୍ତୁ ଲୋକଙ୍କ ମଙ୍ଗଳ heb
@mahatmagond9126
@mahatmagond9126 Жыл бұрын
ଆମର ପାଖରେ ଅଛି ।
@shankarbehera2633
@shankarbehera2633 Жыл бұрын
Hello nandighosh TV 1985 h March Sikka Mona sankarshan Behera morooche Gujarat jila devbhumi Dwarka
@Rakeshdas-fw4uz
@Rakeshdas-fw4uz 2 жыл бұрын
ମୁଁ ସେ site କୁ ଅନୁସନ୍ଧାନ କଲି.... ଜାଣି ପାରିଲି କି ସେଇଟା ଠିକ୍ ନୂହେଁ.... ଦୟାକରି ଏ ଭୁଲ news ପଛରେ ସମୟ ଦିଅନ୍ତୁ ନାହିଁ... ଧନ୍ଯବାଦ୍
@santoshminyaka2889
@santoshminyaka2889 Жыл бұрын
ସବୁ ପୃଷ୍ଠା ଏହି ନାଆଁରେ ଆରମ୍ଭ ହେଉଥିବା ପୃଷ୍ଠାଗୁଡ଼ିକୁ ଦେଖାଇବେ ନାହିଁ କିନ୍ତୁ ଯଦି ଏହା ଦେଖିବାକୁ ମିଳିଥାଏ ଏହା ସବୁ କରିଛନ୍ତି ମିଛ କହନ୍ତି
@smjoldagamer4538
@smjoldagamer4538 Жыл бұрын
👍OK
@biswajitpati3418
@biswajitpati3418 Жыл бұрын
Biswageetpati
@biswajitpati3418
@biswajitpati3418 Жыл бұрын
Biswajittpati
@dhrentandi5179
@dhrentandi5179 2 жыл бұрын
ଏ ସବୁ ପୁରା ପୁରୀ ଫୁଲ ଫାଳ ତୁ କଥା 🤣😂🤪😊🤗ମେଡ଼ମ ବହୁତ ଭଳ ଏଙ୍କର କରୁଛନ୍ତି ...❤️ୟୁ 🤪🌹🌹🌹🌹🌹🌹🤣🤣🤣🤣
@ranjani2359
@ranjani2359 Жыл бұрын
Bhai madam phul galu maruchantima
@parshupujaexpress6151
@parshupujaexpress6151 Жыл бұрын
🤩🤩🤩
@GayathriPanda
@GayathriPanda Ай бұрын
Yes.ache
@kishorgoud2743
@kishorgoud2743 Жыл бұрын
ମୋ ପାଖରେ ଅଛି 1985 H ମାର୍କ ର କଣ ଆପଣ ନେଇ ପାରିବେ କି ,ସିଧା ମୋ ସହିତ କଥା ହୁଅନ୍ତୁ
@sonukhansonukhan8387
@sonukhansonukhan8387 Жыл бұрын
PLEASE. CONTCAT. NBR. DEANTU
@jamunajalbag1246
@jamunajalbag1246 Жыл бұрын
Dist ...barghra Name...jamuna jal bag Mo pakhare achii
@bireshgahan917
@bireshgahan917 Жыл бұрын
Bireshgahan
@ranjani2359
@ranjani2359 Жыл бұрын
Micha katha bhai
@sambhabanasevaparisad1793
@sambhabanasevaparisad1793 2 жыл бұрын
ମିଛ କହି ଲୋକଙ୍କୁ ଠକିବା ବେପାର କଣ ପାଣ୍ଡିୟାନ ସାର କହିଛନ୍ତି । ସକାଳ ପେପର ମାଧ୍ୟମରେ ଏହି coin କିଣାବିକା ପାଇଁ ଆଡ ଦିଅନ୍ତୁ ଏବଂ ନମ୍ବର ଦିଅନ୍ତୁ । news ର ଓ ସାମ୍ବାଦିକତାର ସମ୍ମାନ ରଖନ୍ତୁ ।
@saradacharanamohapatra9806
@saradacharanamohapatra9806 2 жыл бұрын
Sabu michha.
@sarbaswarsamal3494
@sarbaswarsamal3494 2 жыл бұрын
cllme
@Dibakorbiswal
@Dibakorbiswal Жыл бұрын
It is very funny 😄 😆 🤣 😂 😀 😁 😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😝😛😛😛🤔🤔🤔🤔🙄🙄
@bhimakathar5621
@bhimakathar5621 Ай бұрын
Purna ta bahut acche
@jaymahakal719
@jaymahakal719 2 жыл бұрын
Mor pakhe achhe 💞👑👑
@rabinarayandash6716
@rabinarayandash6716 Жыл бұрын
Mopakhre achi kininebe ki
@trailoknathkhatua6995
@trailoknathkhatua6995 2 жыл бұрын
ଗାଲୁଆ କଥା
@user-kp1mt1om4g
@user-kp1mt1om4g Жыл бұрын
ହନୁମାନ ପଇସାରେ ବୁଲିବୁଲି ଲୋକସବୁ ବର୍ବାଦ ହେଇ ନିଜ ଘର ଦ୍ୱାର. ଜମି ବିକ୍ରି କରି ବାଳ ଖାଉଛନ୍ତି.
@rinkunahak3715
@rinkunahak3715 2 жыл бұрын
And please don’t disappoint me once you receive your payment kindly courier the item to the address given to you friend
@jharanamallik5549
@jharanamallik5549 2 жыл бұрын
Mere pas coin hai
@suryakumarjena4622
@suryakumarjena4622 2 жыл бұрын
କାହିଁକି ଲୋକଙ୍କୁ ଭୁଆଁ ବାଣ ଦେଖ ଉଛ ।ଖାଲୁଆ କଥା ଼
@biswajitnayak9370
@biswajitnayak9370 2 жыл бұрын
Achi ..
@sukantamohanty5392
@sukantamohanty5392 10 ай бұрын
Thankyou
@odishahacker8712
@odishahacker8712 2 жыл бұрын
ଏମିତି ରେ ତ ସବୁ କୋଟି ପତି ହୋଇଜିବେ ।।। ।।।। ବାଳନା ବୋକା ବନଉଚ ।।।
@balaramsethy5527
@balaramsethy5527 2 жыл бұрын
ଏସବୁ, ଫାଲତୁ new,,,, ମୋ ପାଖରେ ଏସବୁ ଅଛି
@GaganDas-xf9cn
@GaganDas-xf9cn 8 ай бұрын
Hii
@RashmitaBehera-yy2yf
@RashmitaBehera-yy2yf Ай бұрын
@rahuldigal7103
@rahuldigal7103 2 жыл бұрын
If Anyone have H Mint.mark coin They they will get arround 200000-3lakh but remember one thing i.e - It should be Only Cuper coin which is 7.15 g.m which is very rare, It is made in England in city of Helton .. H... Mark.. But guys Cuper Nikel coin H mint mark, coin which is 6. gm is not costly only It's value 3-4 Rupies only REMEMBER.... ITS IMPORTANT NEWS... ITS RIGHT INFORMATION GUYS
@r.ppanda5079
@r.ppanda5079 2 жыл бұрын
I have lot of old coins how I tell sell please if you are really buyer
@sandeepkumarnayak3569
@sandeepkumarnayak3569 2 жыл бұрын
ଆଜି କାଲି news channel sabu ପରମ ହାରାମଯାଦା ଆଉ tauter ଚୋର ହେଇଗଲାଣି, ସବୁ ଚୋର
@rkdas3860
@rkdas3860 5 ай бұрын
RABINDRA MAHALIK 🙏🏽🤝🏾🙏🏽
@user-pi6zv7ov2s
@user-pi6zv7ov2s 10 ай бұрын
ଅଛି
@laxminarayansahoo6752
@laxminarayansahoo6752 Жыл бұрын
ମୋ ପାଖରେ ବହୁତ ଅଛି ସେମିତି କିଏ ମାଗଣା ରେ ନବ ଆସ‌.😜
@rajanayak7778
@rajanayak7778 Жыл бұрын
Satarejadi. Coina. Bikri. Heochhi. Tahale. Lokamananka. Ghareasi. Jadi Neiparante. Tahale. Lokamanankara. Biswasahuanta. Amejanantu. Nadighosa Niyaju. Chanala. Tivi. Lokamananku Opagarakaruchhi. Jayahinda
@bibhudanandapattanayak5125
@bibhudanandapattanayak5125 Жыл бұрын
🙏 Kindly provide true information , No 1 it's not ffs it's copper nikel coin
@srinibaspadhy5828
@srinibaspadhy5828 2 жыл бұрын
ଗୋଟେ କାଇନ୍ କୁ 100 ଲେଖାଏଁ ଦିଆଯାଉ ।।।।ଅଧିକ ଆଶା କରିବା ନିର୍ବୋଧତା ଛଡ଼ା ଆଉ କିଛି ନାହିଁ
@bijayalaxmisethi1249
@bijayalaxmisethi1249 2 жыл бұрын
P
@bijayalaxmisethi1249
@bijayalaxmisethi1249 2 жыл бұрын
Po
@SCHOOLEXERCISES
@SCHOOLEXERCISES Жыл бұрын
ମୋ ପାଖରେ 2 ବସ୍ତା ଅଛି କେତେ ଟଙ୍କା ହେବ ହିସାବ କରି କହିବେ ,,,😜
@manoramachinu986
@manoramachinu986 Жыл бұрын
Mu nebi dia 👍👍
@ranjanpal7842
@ranjanpal7842 11 ай бұрын
Mu nebi sobu
@dhisem8314
@dhisem8314 10 ай бұрын
❤❤❤❤❤❤
@susantsethy5769
@susantsethy5769 Жыл бұрын
କେତେ ନେବ ମୋ ପାଖରେ ଅଛି
@wswcom
@wswcom 2 ай бұрын
Phone number please
@prasannakumarnayak2278
@prasannakumarnayak2278 2 жыл бұрын
ଅଛି ବିକି ଦେଲେ ଖୁସି ହେବି,,,
@hariharbehera5957
@hariharbehera5957 2 жыл бұрын
Sir Good afternoon Sir mo pakhare 3ta coins achhi
@AshokPradhan-ch1ob
@AshokPradhan-ch1ob 10 ай бұрын
🙏🙏
@sonypupuna2887
@sonypupuna2887 Жыл бұрын
Yes achhi
@help9907
@help9907 2 жыл бұрын
Like ଓ comment ପାଇଁ. Nandighosh news ଲୋକ ମାନଙ୍କୁ ଭୁଆ ବୁଲାଉଛି,, ମୋ ପାଖରେ 1ଟଙ୍କା coin H Mark ବହୁତ୍ ଅଛି , ଯଦି ନନ୍ଦିଘୋଷ ଟିଭି ମୋତେ ପ୍ରତି coin ବାବତ 10,000 ଦବ ତାହାଲେ ଜାଣିବି ଏଇଟା ବେଷ୍ଟ୍ news channel,,, ନହେଲେ ଟାଉଟର ଓ ଗ!ଲୁଆ channel,,
@benudharpradhan7915
@benudharpradhan7915 2 жыл бұрын
ମୋ ପାଖରେ ଅଛି, 1985ର H mint coin, ବିକ୍ରି କରିବାର ବ୍ୟବସ୍ଥା କରି ଦିଅନ୍ତୁ
@rcpcreationjajpur
@rcpcreationjajpur Жыл бұрын
achhi kali 2.5 lakh neiki asa
@jitendrakumarpallei4377
@jitendrakumarpallei4377 2 жыл бұрын
Coin coin bhabi bhabi samaya sarijiba,sesara F A K E baharile kemiti lagiba setebele bhabiba
@Pabitraodiatv
@Pabitraodiatv 2 жыл бұрын
Nandigosh tv tame neba ki 2.5 lac darkar nai 50k re debi. Tame 2.5L re sell kariba. Tamar 2L profit heba
@pritampradhan2868
@pritampradhan2868 Жыл бұрын
1985 copper H mint mark 1 rupee coin weighing 7.15gm which is very rare.
@Pvlogs1998
@Pvlogs1998 Жыл бұрын
Mo pakhare achhi
@KartikeswaraSwain
@KartikeswaraSwain 29 күн бұрын
Achi
@sibendranathmukharjee8298
@sibendranathmukharjee8298 2 жыл бұрын
Madam , Namaskar. The coin Rs.1/- having ' H ' mint has already posted by me in the exact Wave site by me. What to speak about Rs.2.5 lakhs as you said in your Video, my suggested cost was Rs.36.9 thausand but sorry no reply since been received ofcourse the details of Coin & myself has been Posted yesterday for which I hope I may wait for some time. Thank U very much for giving detail information. Praying the ALLMIGHTY to bless you for ever.
@laxmidharrout1467
@laxmidharrout1467 Жыл бұрын
Ama pakhare achi debi
@laxmidharrout1467
@laxmidharrout1467 Жыл бұрын
Kuhatu please
@mkshinningstar
@mkshinningstar 2 жыл бұрын
Same 1985 Wala achi but kemiti Ame Biswas koribu tome actually Lakanku bhondoucho
@rameshchandrapalrameshchan7843
@rameshchandrapalrameshchan7843 Жыл бұрын
Yas
@SanatanDalai-rs8di
@SanatanDalai-rs8di 2 ай бұрын
ଏ କଇନ୍ କିଏ ନଉଛି ଏହାର ପ୍ରମାଣ ଦିଅନ୍ତୁ ତାହାହେଲେ ଆମେ ବିଶ୍ଵାସ କରିବୁ ଏବଂମ୍ କଇନ୍ ଦେବୁ ନହେଲେ ତୁମକୁ ମିଛୁଆ ଟାଉଟର୍ ମିଡିୟ୍ଯା ବୋଲି କହିବୁ ଧନ୍ୟବାଦ୍
@satyabhau69
@satyabhau69 2 жыл бұрын
ମୋ ପାଖରେ ଅଛି ଏ ସବୁ ଟଙ୍କାକିଆ କଏନ, ଯଦି ନେବ ତାହେଲେ ଏଇଠି କମେଣ୍ଟ କର, ଶସ୍ତା ରେ ଦେବି
@bailochanrout3148
@bailochanrout3148 2 жыл бұрын
More achi
@budhiasahoo3207
@budhiasahoo3207 Жыл бұрын
I agree I have collected coin then show money any site please gave the formula in this coin
@budhiasahoo3207
@budhiasahoo3207 Жыл бұрын
So plz response
@MohanRao-gb5eh
@MohanRao-gb5eh 3 ай бұрын
ମୋ ପାଖରେ ୨୦ ଟି ଅଛି ୧୦୦୦ ରେ ଦେଇଦେଵି
@then_im_subha_bls6765
@then_im_subha_bls6765 2 жыл бұрын
ନନ୍ଦିଘୋଷ ଆପଣ ନଜେ ନେବେ ଯଦି କୁହନ୍ତୁ ମୋ ପାଖରେ 10 ଟି 1₹ଅଛି
@ashokjane6851
@ashokjane6851 2 жыл бұрын
Hm
@sumanthnaik7866
@sumanthnaik7866 Жыл бұрын
Mo pakhare sem coin achhi 👍
@RumaRani797
@RumaRani797 2 ай бұрын
❤️❤️👍♥️💜💯
@tanmaybehera4361
@tanmaybehera4361 11 ай бұрын
Hm achhi
He sees meat everywhere 😄🥩
00:11
AngLova
Рет қаралды 11 МЛН
Became invisible for one day!  #funny #wednesday #memes
00:25
Watch Me
Рет қаралды 54 МЛН
Smart Sigma Kid #funny #sigma #comedy
00:25
CRAZY GREAPA
Рет қаралды 17 МЛН
Did Modi really kill black money in India? : Economic case study
27:40
Heritage of the Golden Age: Metal detectors discover priceless objects!
8:05
He sees meat everywhere 😄🥩
00:11
AngLova
Рет қаралды 11 МЛН