ଏ ରସ ପାଇଛି ଯିଏ ଜାଣିଛି ସିଏ, କ’ଣ ଏ ରସ….| Hari Name Ki Rasa Achi | Jatra Comedy | Janata Rangamancha

  Рет қаралды 703,056

Nandighosha TV

Nandighosha TV

Күн бұрын

Пікірлер: 162
@anshumanbehera6307
@anshumanbehera6307 Жыл бұрын
ଯେଉଁମାନେ ଏଭଳି ଧାର୍ମିକ ନାମ ସକ୍ରିତନ କୁ କଦଯ୍ୟ କରି ଏପରି ଆଧୁନିକ କରଣ ରେ ଅଭଦ୍ର ନାଚ କରାଉଛନ୍ତି....ଦୟା ଭାଇଙ୍କର ସେହି ମହାପୁରୁଷ ମାନଙ୍କୁ ଭଲ ଭଦ୍ର ଅପମାନ କରିଛନ୍ତି ... ଦୟା ଭାଇ ତୁମକୁ ଆଉ ତୁମ ସକ୍ରୀତନ ମଣ୍ଡଳୀ କୁ ଅଶେଷ ଅଶେଷ ଧନ୍ୟବାଦ
@butuvai7365
@butuvai7365 Жыл бұрын
Vala message vai
@somanathpanda9389
@somanathpanda9389 Жыл бұрын
ଧନ୍ୟବାଦ କିନ୍ତୁ ହରିନାମ କରି ପଇସା ନେଲେ ଯେତିକି ପାପ ତାଠାରୁ ଅଧିକ ପାପ କଣ ଯାତ୍ରାରେ ତମେ ଯୋଉ ନିଲାମ ହଉଛ
@Lakiguru_nabarangpuria_nona
@Lakiguru_nabarangpuria_nona Жыл бұрын
ସାର୍ ଅତି ଉତ୍ତମ ,ମୁଁ ଭାବୁଛି ସଙ୍କୀର୍ତ୍ତନ ମଣ୍ଡଳୀ ତ ନୁହଁ, ଏହି ଯୁଗର ନାମ କୀର୍ତ୍ତନ ମଣ୍ଡଳୀଙ୍କ ପାଇଁ ଗୋଟେ ଶିକ୍ଷା ।
@SinuDasOdiaVlogs
@SinuDasOdiaVlogs Жыл бұрын
ହରି ନାମ ଧରି ଏମିତି ମଜା କରି ବା କଥା ନୁହେଁ
@jagadishpatra3067
@jagadishpatra3067 Жыл бұрын
ବଢିଆ ଏକଦମ ବଢିଆ
@sumakantapradhanpradhan4146
@sumakantapradhanpradhan4146 Жыл бұрын
ହରି ନାମ କୁ ଅପମାନ କରାଯାଉଛି, ଦୟା sir ଙ୍କ ଠାରୁ ଏ ସୁବୁ ଆଶା କରା ଯାଇନଥିଲା, ଜୟ ଜଗନ୍ନାଥ
@Lakiguru_nabarangpuria_nona
@Lakiguru_nabarangpuria_nona Жыл бұрын
ସାର୍ ଆପଣ ଟିକିଏ ଅନ୍ତର କୁ ଯାଆନ୍ତୁ ସବୁ ବୁଝି ପାରିବେ ।
@kamalakantachaini2460
@kamalakantachaini2460 Жыл бұрын
No way, it's a good initiative to give a message to them, those are..........
@ashrumochansenapati6278
@ashrumochansenapati6278 Жыл бұрын
Tame sabu sadhu natak just chill
@ashrumochansenapati6278
@ashrumochansenapati6278 Жыл бұрын
Odia goda taniba chada au kichi Janina hala
@jamudolicreation3721
@jamudolicreation3721 Жыл бұрын
Full video dekha bhai
@bapunpritieshanvlogs1991
@bapunpritieshanvlogs1991 Жыл бұрын
ଯେଉଁ ବ୍ୟକ୍ତି ମାନେ ହରିନାମ କୁ ବିକ୍ରି କରି ପଇସା ଆଣୁଛ କଣପାଇଁ ଏ ସବୁ ପାପ ବୋଲି କହି cmt ଦେଉଛନ୍ତି ,ସେ ମାନଙ୍କୁ ଗୋଟିଏ ପ୍ରଶ୍ନ ମୁ ମାନୁଛି ଏବେ ଯେଉଁ ଭଳି ନାମ ହଉଛି ତାହା ଯୋଗ୍ୟ ନୁହେଁ. କିନ୍ତୁ ସେହି ବ୍ୟକ୍ତି ମାନେ ଥରେ କହିବେକି ସେ ମାଗଣା ରେ କେତେଟା ଅଷ୍ଟମପ୍ରହରି ରେ ନାମ ଧରିଛନ୍ତି.ଆଉ ମାଗଣା ରେ କାହା ଘରେ ଯାଇ କୀର୍ତନ କରିଛନ୍ତି.ଆଉ ଗୋଟେ କଥା ଯଦି ହରିନାମ ଧରିଲା ବାଲା ପଇସା ନେଉଛନ୍ତି ତାହେଲେ ଆପଣ ମାନେ ଟେଂଟ, ମାଇକି,ତେଜରାତି ବାଲା ଙ୍କୁ ମଧ୍ୟ କୁହନ୍ତୁ ଆଜ୍ଞା ଠାକୁର କାମଟେ କରୁଛି ମାଗଣା ରେ ସବୁ ଦିଅନ୍ତୁ.ପ୍ରକୃତରେ ସେ ମାନଙ୍କର କିଛି ଭୁଲ ନୁହ ସବୁ ଭୁଲ ଆମ ସମାଜ ର.ଆଉ ଆମ ପ୍ରକୃତିର.ଆମେ ଯେମିତି ଚାଁହୁଛନ୍ତି ସେମାନେ ସେମିତି କରୁଛନ୍ତି.ନିଜେ କେବେ ଆମେ ବି ଭାବି ନାହାନ୍ତି ଆମ ଗାଁ ରେ ଆଉ ସେମିତି ସଂକୀର୍ତନ ଦଳ ଅଛି କି ନାହିଁ.ଆମର ପଇସା ଅଛି ଆମେ କାମ ଟେ କଲେ କିନ୍ତୁ ଯେଉଁ ମାନେ ଆମ ଘରକୁ ଆସନ୍ତି ତିନି ଦିନ ଧରି ଆମ ଘରେ ରୁହନ୍ତି ସେମାନଙ୍କ ପରିବାର କେମିତି ଚଳିବ.ଆଛା ଠିକ ଅଛି ଯେଉଁ ମାନେ ଏବେ ପଇସା ନେଉଛନ୍ତି ସେଇ ମାନେ ମାଗଣା ରେ ଆସି ଆପଣ ଙ୍କ ର କାମଟି କରିକି ଯିବେ.ଆପଣ ସେଇ ମାନଙ୍କ ଘରକୁ ମାଗଣା ରେ ଯିବେତ.jouthhi ଶୋଇବାକୁ କହିବେ ଶୋଇବେ.ନିଜର tolet use କରିବାକୁ ଦେବେନି .ଆଉ ଜଉମାନେ cmt ଦେଲେ ସେମାନେ କେତେଟା କୀର୍ତନ ଶିଖିଛନ୍ତି କହିବେ ଆଉ ନିଜ ଅନ୍ତର ଆତ୍ମା ରୁ କହିବେ.ଖାଲି phone ଟା ଧରିକି.type କଲେ ହବନି..
@ସୁନାପିଲା
@ସୁନାପିଲା Жыл бұрын
ate gudae lekhibaku kie kahila tamku 😂😂😂😂😂😂 Abe b achha tame talaku
@narendrakumarmahakur8604
@narendrakumarmahakur8604 Жыл бұрын
ଦୟା ଭାଇ ଏମିତି କମେଡି ଭଲ ଲାଗିଲା । ପ୍ରତି କମେଡି ପଛରେ ଏକ ସାମାଜିକ ବାର୍ତ୍ତା ଅଛି । ଏହି ସାମାଜିକ ବାର୍ତ୍ତା ଟି ଅତି ଉତ୍ତମ । ସମସ୍ତ କଳାକାର ଙ୍କୁ ଧନ୍ୟବାଦ ଜଣାଉଛି ।
@sinumahapatra6428
@sinumahapatra6428 Жыл бұрын
ß
@tapanpanda5554
@tapanpanda5554 Жыл бұрын
ଆପଣକଥାଟାକୁ ବୁଝିଚନ୍ତି
@baijantimalamishra8543
@baijantimalamishra8543 10 ай бұрын
@bhubananandaswain7361
@bhubananandaswain7361 Жыл бұрын
ଯେତିକି ଆଗକୁ ବଢ଼ିଥିଲ , ଏହି ଠାରୁ ପତନ ଆରମ୍ଭ ।
@tarunkantmohanty-pe4rt
@tarunkantmohanty-pe4rt Жыл бұрын
ହଁ ହରିନାମ ସସ୍ତା ପଡିଛି।
@barshadash2230
@barshadash2230 Жыл бұрын
ହାସ୍ୟ ରସର ଏକ ଉଚ୍ଚକୋଟୀର ଚିନ୍ତନ କୁ ଧନ୍ୟବାଦ
@SusantaPatra-mc1or
@SusantaPatra-mc1or Жыл бұрын
Good luck
@surendramallik8749
@surendramallik8749 Жыл бұрын
ହରି ନାମ ସତ ନାମ ପାବିତ୍ର ନାମ ଏହାକୁ ଅପମାନ କରନାହିଁ
@AnnoyedBrain-hj6fo
@AnnoyedBrain-hj6fo 9 ай бұрын
❤a %
@truptiranjan9091
@truptiranjan9091 Жыл бұрын
Daya Bhai and jina madam khub sundar kirtan paribesan
@khageswarpatra4954
@khageswarpatra4954 Жыл бұрын
ଦୟା ଭାଇ ଙ୍କ video ସବୁ ବେଳେ ଭଲ ଲାଗି ଆସିଚି ଆଜି କିନ୍ତୁ ଏ ଭିଡିଓ ଦେଖିଲା କୁ ମନ୍ ଭାଙ୍ଗି ଗଲା ସତରେ ଆପଣ ମାନେ ଭଲ କଲେ ନାହି ଜୟ ଜଗନ୍ନାଥ
@SambhuBehera126
@SambhuBehera126 Жыл бұрын
Super daya bhai
@dileswargaranayaklipungara6076
@dileswargaranayaklipungara6076 Жыл бұрын
Samaj pain bahut bada upadesh bujhila loka bujhiba.. best of luck ❤❤❤❤
@RanjitPanda-dc2yt
@RanjitPanda-dc2yt Жыл бұрын
Jay Jagannath nice sankritran
@bhabagrahibarik9639
@bhabagrahibarik9639 Жыл бұрын
Daya bhai your thought is really very nice.bane ro bhai.well come
@RUKMINIMISHRA-bf1fd
@RUKMINIMISHRA-bf1fd Ай бұрын
Beautiful performance best presentation thanks from RUKMINI PRODUCTION Bijaya kumar Mishra Gitikar Puri Jai jagannath jai 🙏🕉️🙏
@tapanpanda5554
@tapanpanda5554 Жыл бұрын
Good message
@dhirendradas5631
@dhirendradas5631 Жыл бұрын
ମାଉସୀଙ୍କ ନଦିଆ କୀର୍ତନ ଭଲ ଲଗିଲା
@hi-yx8fc
@hi-yx8fc Жыл бұрын
Jeena tame kalisi lagila Vali laguchha but mind blowing ❤❤❤❤❤❤❤
@lambodarmohanty01
@lambodarmohanty01 4 ай бұрын
କମେଡ଼ିଟି ନିଶ୍ଚିତ ଶିକ୍ଷଣିୟ ସହ ମନଛୁଆଁ ହୋଇଛି...
@prasannakumarrout8842
@prasannakumarrout8842 Жыл бұрын
Very nice message...wow
@bhaktacharanpatra5917
@bhaktacharanpatra5917 Жыл бұрын
ପତନ ସମୟ ତମର ନିକଟ ହୋଇ ଆସୁଛି
@kumarsoumya3151
@kumarsoumya3151 Жыл бұрын
ଆରେ ହରି ନାମ କୁ ଭୁଲ ଗାଉଛ । ମୂର୍ଖ ଲୋକ ର କୋଉଠି କର । ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ । ଏଇଟା ହଉଚି ଠିକ ହରି ନାମ । କୀର୍ତନ କଣ ଜାଣିଛ
@ranjanpradhan6877
@ranjanpradhan6877 Жыл бұрын
ସାର ଆପଣ ଯାତ୍ରା ପାର୍ଟିର ଲୋକ କମେଡି କଲ ଓଡ଼ିଶାର କର୍ତ୍ତନ ମଣ୍ଡଳିକୁ ଶିକ୍ଷା ଦେଲ କିଛି କିର୍ତ୍ତନ ମଣ୍ଡଳି ଅଛନ୍ତି ତ୍ରିନ୍ନାଥ ମେଳା ( ପିଲା ର ନାମକରଣ) କଲେ Chicken କରିବ ବୋଲି ବରାଦ କରୁଛିନ୍ସି
@hadibandhusethy5399
@hadibandhusethy5399 Жыл бұрын
Super 🎉🎉🎉🎉🎉🎉
@sarojpanda6447
@sarojpanda6447 Жыл бұрын
ସଂକୀର୍ତନ କୁ ବଦନାମ କରିଦେଲୁ, ମା କୁ ବିକି ଦେଵେବୁତ
@sunilvidio6703
@sunilvidio6703 Жыл бұрын
Good idea👍
@PramilaKumari-ly5nj
@PramilaKumari-ly5nj Жыл бұрын
❤❤ 5:24 The new Zealand 5:55
@nrusinghbehera3574
@nrusinghbehera3574 Жыл бұрын
Jina action is super bbbb❤❤❤❤❤❤🎉🎉🎉🎉
@SantoshKumar-e7q2q
@SantoshKumar-e7q2q 2 ай бұрын
😂😂 excellent 😂😂
@MohanMadan-tv6en
@MohanMadan-tv6en 10 ай бұрын
ଅତି ଆଗେଇ ଗଲ ଦୟାନିଧି ନନା
@mtutyunjaya3186
@mtutyunjaya3186 Жыл бұрын
ବହୂତ ବହୂତ ଧନ୍ଯବାଦ🚩🚩🪔🪔🙏🙏❤️🌹😃😃😃😃👌👍✋
@jaysrirambulurakhal
@jaysrirambulurakhal Жыл бұрын
ଜୟ ଶ୍ରୀ ରାମ ଜୟ 🙏💞💐🌹🌺🚩
@rabinarayansamal6521
@rabinarayansamal6521 Жыл бұрын
Days bhai best comedian
@gaganpatel2665
@gaganpatel2665 Жыл бұрын
❤Super❤
@GadadharaMohanty-hq4hu
@GadadharaMohanty-hq4hu Жыл бұрын
ଉତ୍ତମ ଶିକ୍ଷା ସମାଜପାଇ଼
@susantakumardas198
@susantakumardas198 Жыл бұрын
ହଇରେ ଦୟା ତୋତେ ଆଉ କିଛି କମେଡି ମିଳିଲାନି ଶେଷରେ ହରିନାମକୁ ଆପମାନ କରିଲୁ... ଏ ଘୋର କଳିକାଳ
@dasdas416
@dasdas416 Жыл бұрын
Eha para tankara gotie vala prayas.Harinama re udhhatata kimba sasta byanga uchit rahiba nuhen........eha tankara lakhya.....
@bijaydas5353
@bijaydas5353 Жыл бұрын
Jay Jagannath Swami 🙏
@MohanMadan-tv6en
@MohanMadan-tv6en 10 ай бұрын
ଅତି ସୁଦଂର କିନ୍ତୁ ହରିନାମକୁ ବିକ୍ରି କରନି
@SurendraBisoyi-tl6gn
@SurendraBisoyi-tl6gn Жыл бұрын
Aita gote New message karana ajikali jou dance Kari kirtan ku badalam karuchhanti. Semananka pain cheta Bani tenu daya bhai good job
@ramsudarshan2163
@ramsudarshan2163 Жыл бұрын
Soo heart touching 😢😢😢😢❤❤❤❤
@mrgopinathmedia1528
@mrgopinathmedia1528 Жыл бұрын
ଓଁ ଜୟ ଜଗନ୍ନାଥ🙏 ସ୍ୱାମୀ ନୟନ ପଥଗାମୀ ଭବତୁ ମେ
@manasranjanmohanty3270
@manasranjanmohanty3270 4 ай бұрын
କର୍ତ୍ତନିଆ ଦେଖିକି ମରିଯିବେ 😄
@chittaranjansau2295
@chittaranjansau2295 Жыл бұрын
Very nice 😢
@sanjeebpatel3471
@sanjeebpatel3471 Жыл бұрын
Wonderful message......For our Society & Kirtan Party's
@babudeogarh3752
@babudeogarh3752 Жыл бұрын
କମେଡି କର ମନା ନାହିଁ କିନ୍ତୁ ହରି ନାମ ନେଇକି ଏମିତି କମିଡି କରନାହିଁ । ଏହା ଠାକୁରଙ୍କ ପ୍ରତି ଘର ଅ ପମାନ ।
@chakadolasing-bl4be
@chakadolasing-bl4be Жыл бұрын
Very nice
@hrushikeshpradhan3900
@hrushikeshpradhan3900 Жыл бұрын
ଦୟା ଭାଇ ହରି ନାମ ମହାମନ୍ତ୍ର ୩୨ଅକ୍ଷର ବିଶିଷ୍ଟ ତା ଠାରୁ କମ୍ ହେଲେ ଅପମାନ, ଥରେ ଭଲରେ ଶୁଣନ୍ତୁ କେତେ ଅକ୍ଷର ବିଶିଷ୍ଟ ପରିବେଷଣ କରୁଛନ୍ତି, ମୁଁ ଆପଣଙ୍କର ଜଣେ ସୁଚିନ୍ତକ ବୋଲି ବେଶି କିଛି କହି ପାରୁନି
@ManashiDadh
@ManashiDadh 5 ай бұрын
Good blose you
@surendramallik8749
@surendramallik8749 Жыл бұрын
ହରି ନାମ କୁ ଏମିତି କଦାକରା କରନାହିଁ
@PapunaNayak-cq5gq
@PapunaNayak-cq5gq 9 ай бұрын
❤️❤️❤️❤️❤️❤️
@dasdas416
@dasdas416 Жыл бұрын
Verygood....ee bayojestha mahila bodhe Lata Mandal.......sankirtan tara purba madhura dhara re heba uchit.....
@sharatnayak5181
@sharatnayak5181 Жыл бұрын
Hariom
@saheedkumar6317
@saheedkumar6317 Жыл бұрын
ଜମାରୁ ଭଲ ଲାଗିଲାନି ଦୟାଭାଇ କିନ୍ତୁ ମନଖରାପ ହୋଇଗଲା.
@prasanta871
@prasanta871 Жыл бұрын
God bless you
@ashrumochansenapati6278
@ashrumochansenapati6278 Жыл бұрын
Nice acting osm
@narayanswain5259
@narayanswain5259 Жыл бұрын
ଆଉ ରଚାର୍ଜ କରିବିନି ଯେବେ ନନ୍ଦିଘୋଷ ଚାନେଲ ରେ ଏଇ ଭଳିଆ ଝାଟିଆ ପୋଗ୍ରାମ ଆସୁଥିବ ସେ ପର୍ଯ୍ୟନ୍ତ ରଚାର୍ଜ କରିବିନି ସେ ବେଧ ଏମିତି ଡେଉଁଛି ଯେମିତି ତଳ ଆଡେ 4/6 କିଳା ପଶି ଯାଇଚି
@ramchandrabahinipati703
@ramchandrabahinipati703 Жыл бұрын
ହରିବୋଲ
@worldallcartoon226
@worldallcartoon226 Жыл бұрын
Nice
@prananilayapanda7586
@prananilayapanda7586 Жыл бұрын
Harinamku parihas karile bhalalaguni,
@jayantasena1087
@jayantasena1087 Жыл бұрын
Right
@mallickmallick4172
@mallickmallick4172 Жыл бұрын
😅😅😅😅😅😅
@VOLGSPRASANNA
@VOLGSPRASANNA Жыл бұрын
R8 katha
@barshadash2230
@barshadash2230 Жыл бұрын
ଉପଭୋଗ୍ୟ ଆମେ ପାପ କରି ନାହ୍ନୁ
@chaitanyasahoo1799
@chaitanyasahoo1799 2 ай бұрын
Mora gote Katha manantu phula Mala beka re paka ntuni 😊😊😊😊
@PravatnayakPravat-b5d
@PravatnayakPravat-b5d Жыл бұрын
ଜିନା କୁ ଖୋରାକି ଅଭାବ
@ParshuramMohapatra
@ParshuramMohapatra Жыл бұрын
Jaijagannath
@jayaprakashmohapatra5644
@jayaprakashmohapatra5644 Жыл бұрын
ମାଉସୀ ଙ୍କର ପ୍ରବଳ ଗରମ
@manoranjansinghm
@manoranjansinghm 10 ай бұрын
Hare Krishna sequence bhul heuchi
@tlgstatusdigital2840
@tlgstatusdigital2840 Жыл бұрын
Jina 😂
@hi-yx8fc
@hi-yx8fc Жыл бұрын
Daya bhai au team yeh hare Krishna nama sahita apa sanskruti vand kara Tumaku dharma sahibani.😂😂😂😂😂😂😂😂.
@Firefightervlog12
@Firefightervlog12 Жыл бұрын
Nice hertly kahuchi
@HuntarKing
@HuntarKing 4 ай бұрын
Tu Bala kahuchu
@Raja443.
@Raja443. Жыл бұрын
❤❤❤
@ramabhai2226
@ramabhai2226 Жыл бұрын
Harinamku emiti kariba ghor apradh ate
@debasisacharya8954
@debasisacharya8954 Жыл бұрын
ପ୍ରଭାକର ବାବୁଙ୍କୁ ରଖନ୍ତୁ.
@indramanipradhan5916
@indramanipradhan5916 Жыл бұрын
😂😂😂
@rabindranathpanda8943
@rabindranathpanda8943 Жыл бұрын
ହରି ନାମ କୁ କଦର୍ଯ୍ୟ କରା ଯାଏନା। ହରି ନାମ ଏକ ପବିତ୍ର ନାମ। ତାକୁ ନେଇ ଏମିତି କମେଡି ଦୟାକରି କରନ୍ତୁ ନାହିଁ। କମେଡିର ଅନ୍ୟ ଦିଗ ଅଛି ସେଥିରେ ମାତନ୍ତୁ। ନହେଲେ ଆମ ହିନ୍ଦୁ ଦେବତା ଙ୍କୁ ବଦନାମ। ଏହା ଭଲ ନୁହେଁ।
@rabatipatra6589
@rabatipatra6589 Жыл бұрын
Right
@DibakarMuduli-wl1lv
@DibakarMuduli-wl1lv Жыл бұрын
Jyada jyada hi ...............................................binachaya chatruskruta dharma sanstapanarthaya sambhar bami yuge yuge .....sethi Pai Bhai he .....bela thau bala bandha na hele Sabu matire misijiba hela
@RRODIABHAKTI
@RRODIABHAKTI Жыл бұрын
ସତ କଥା
@nirakarmahakud1304
@nirakarmahakud1304 Жыл бұрын
🙏🙏🙏🙏
@gopalpodili1341
@gopalpodili1341 Жыл бұрын
Sir Hari Naam ku apaman heuchi
@alekhanayak6215
@alekhanayak6215 Жыл бұрын
Shakuntala
@satyabratabehera6490
@satyabratabehera6490 Жыл бұрын
ଭାଇ କ୍ରିତନ ହଉଚି ନା କଣ ତମ ପାଇଁ କ୍ରୀତନ ନିଧା ହଉଚି
@sirftumDKs
@sirftumDKs Жыл бұрын
କଣ nagin dance କଲେଣି
@Bholenath1322
@Bholenath1322 Жыл бұрын
Mile stone in jollywood Daya n Jina
@debashishdutta6067
@debashishdutta6067 Жыл бұрын
Hari Naam ku abamanana Kara jauchhi ghore aparadha heba sadhu sabadhan
@jagannathnayak990
@jagannathnayak990 3 ай бұрын
Go to. Jatra. Pandal
@santoshkumarnayak2398
@santoshkumarnayak2398 Жыл бұрын
😭😭😭😭😭
@bulupolai1063
@bulupolai1063 Жыл бұрын
Asavy abhadra channel ra asavy abhadra sankirtan mandali
@HuntarKing
@HuntarKing 4 ай бұрын
Bhai ea kn mana icha video karucha Kichi ta mana Kain emite houcha
@aswinibiswal3375
@aswinibiswal3375 5 ай бұрын
Piz ... 😢
@ranjankumarshethy2429
@ranjankumarshethy2429 10 ай бұрын
Jeena besidena banchibunahi
@purnabrahmamusica8184
@purnabrahmamusica8184 Жыл бұрын
ସଂକୀର୍ତ୍ତନ ରେ ଅବଶ୍ୟ ଏଇପରି ନୃତ୍ୟ ଧୀରେ ଧୀରେ ପରିବେଷଣ କରୁଛନ୍ତି, ସେଥିପାଇଁ ଆପଣମାନେ କମେଡିରେ ବୁଝେଇ ଦେଇଛନ୍ତି,, ok.. କିନ୍ତୁ ଆପଣଙ୍କ ପରି ନାମୀ ଦାମୀ କଳାକାର ମାନେ ଏପରି ପରିବେଷଣ କରିବାଟା ଉଚିତ ହେଇନି,, ଅନେକ ଥର....ରାନୀ... ନିଶା.. ଆପଣ ମାନଙ୍କୁ ଶୋଧି ସାରିଛନ୍ତି...ଓଡିଶା ର ଅନେକ ନିଶା ମହାରଣା ଅଛନ୍ତି ଯିଏକି ଶୋଧିବାକୁ ବି ପଛେଇବେନି.. ଆଉ କିଛି ପରିବେଷଣ କଲେ ଚଳିବ, କିନ୍ତୁ ଭଗବାନ ଙ୍କ ନାମ କୁ ନେଇ ଯିଏବି କଦର୍ଯ୍ୟ କରି ପରିବେଷଣ କରିବ,, ସାଢେ ଚାରିକୋଟି ଲୋକଙ୍କ ଠାରୁ ଶୋଧା ଖାଇବାକୁ ପ୍ରସ୍ତୁତ ଥିବ... 👍
@bijayapurty7621
@bijayapurty7621 Жыл бұрын
In kaliyug there is no path other talking the name of Shree Hari which alone is my life.🙏🙏🙏
@SukantOjha-zu6cb
@SukantOjha-zu6cb Жыл бұрын
,,, in 😊
@abinassahoo6543
@abinassahoo6543 Жыл бұрын
Harinku ninda sarbanasr karana
@SurendraBisoyi-tl6gn
@SurendraBisoyi-tl6gn Жыл бұрын
Aithu sikha bhakti bhara maha Mantra ku badalam karani dance karani
@SatyajitLenkaa
@SatyajitLenkaa 9 ай бұрын
Bhai sabu kahiba niali Katha kahibani niali re bahut kichhi famous
Sigma girl VS Sigma Error girl 2  #shorts #sigma
0:27
Jin and Hattie
Рет қаралды 124 МЛН
Какой я клей? | CLEX #shorts
0:59
CLEX
Рет қаралды 1,9 МЛН
ODIA PALA COMEDY||PALA COLLECTION||CULTURAL||PART-5
22:40
B R MOVIES
Рет қаралды 3,9 МЛН
Sigma girl VS Sigma Error girl 2  #shorts #sigma
0:27
Jin and Hattie
Рет қаралды 124 МЛН