ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ତାତିଲେ ମହିଳା ଭକ୍ତ | Nandighosha TV

  Рет қаралды 515,053

Nandighosha TV

Nandighosha TV

Күн бұрын

Пікірлер: 2 600
@bhabanisankardas8641
@bhabanisankardas8641 3 ай бұрын
ଏତେ ଦିନ ପରେ ଜଣେ ଭଦ୍ର ମହିଳା ଯାହାଙ୍କର ଜଗନ୍ନାଥ ମନ୍ଦିର ର ଅନୁଭୂତି ବିଷୟରେ ଏତେ ଧାରଣା ଶୁଣି ଯେତେ ଖୁସି ଲାଗିଲା, ସେତିକି ଦୁଃଖ ଲାଗିଲା ଜନତାଙ୍କ ଦୁଃଖ କେହି ବୁଝିଲେ ନାହିଁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ କି ଉପାୟ କରିବ, ଧନ୍ୟବାଦ ମାଡାମ
@hasteraho8563
@hasteraho8563 3 ай бұрын
ଯେତେ କହିଲେ କଣ ହବ,,,,ଚୋର ଯିଏ ଚୋର,,,ଭକୁଆ ଯିଏ ସିଏ ଭକୁଆ ହେଇ ରହିବେ
@SudhirPradhan-e2i
@SudhirPradhan-e2i 3 ай бұрын
ବ୍ୟସ୍ତ ହୁଏନି ବିଜେପି ସରକାର ତମକୁ ବସି ଖୁଆଇବ 😊😊😊
@roulvillagfarm
@roulvillagfarm 3 ай бұрын
ଜନତା ଅନ୍ଧ , ଏ ପରା କଳିଯୁଗ , ତୁମେ ଠିକ୍ କହିଲେ କହିବେ ଏହାର କିଛି ତ ଗୋଟେ ସ୍ବାର୍ଥ ଅଛି ,,
@RajaNayak-i3x
@RajaNayak-i3x 3 ай бұрын
Sabu rajniti
@comedyman1298
@comedyman1298 3 ай бұрын
👍🏻👍🏻👍🏻👍🏻👌🏻👌🏻👌🏻👌🏻
@narayansahoo4118
@narayansahoo4118 3 ай бұрын
ଭଉଣି ଆପଣଙ୍କୁ ଅଭିନନ୍ଦନ ଜୟ ଜଗନ୍ନାଥ
@sarojransingh710
@sarojransingh710 3 ай бұрын
ଅତି ଉତ୍ତମ କଥା କହିଥିବାରୁ ଧନ୍ୟବାଦ ଜୟ ଜଗନ୍ନାଥ!!
@SonuRana-o1m
@SonuRana-o1m 2 ай бұрын
ମିଡ଼ିଆ ଭାଇଙ୍କୁ ଅଶେଷ ଧନ୍ୟବାଦ କାରଣ ସଠିକ୍ ଲୋକର ବାଇଟ୍ ନେଇ ଥିବାରୁ
@RabindraBehera-z4t
@RabindraBehera-z4t 2 ай бұрын
ମଡାମ୍ ଆପଣଙ୍କ ବକ୍ତବ୍ୟ ସାରା ଓଡ଼ିଶା ବାସୀଙ୍କ ଅନ୍ତରର କଥାଟିକୁ ଅତି ସୁନ୍ଦର୍ ଭାବେ ମିଡ଼ିଆ ସାମ୍ନାରେ ପରିବେଷଣ କରିଥିବା ହେତୁ ଆପଣଙ୍କୁ ମୋର ଆଶିର୍ବାଦ ଏବଂ ବହୁତ ଧନ୍ୟବାଦ୍ ମଧ୍ୟ !!!
@GopalBaral-cj8rl
@GopalBaral-cj8rl Ай бұрын
❤maa
@akshayasahoo8251
@akshayasahoo8251 3 ай бұрын
ଭଉଣୀ ଆପଣ ଏକଦମ ସଠିକ୍ କହିଛନ୍ତି 👏👏👏
@swainsurendra4683
@swainsurendra4683 3 ай бұрын
ଅତି ସୁନ୍ଦର କଥା କହି ଛନ୍ତି ଏ ଭଉଣୀ ହେ ପୁରି ପ୍ରଶାସନ ଆପଣଙ୍କ ନିଦ କେବେ ଭାଙ୍ଗିବ ହେ ସରକାର ଆଉ କେତେ ଲୁଟିବ।
@babunamallick5594
@babunamallick5594 3 ай бұрын
ଆପଣ ଠିକ୍ କଥା କହୁଛନ୍ତି ଭଉଣୀ, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ
@babudalai2856
@babudalai2856 3 ай бұрын
Pura thik katha bhauni😢😢
@madanmohanbhuyan7283
@madanmohanbhuyan7283 3 ай бұрын
Chora
@astaragadehury8091
@astaragadehury8091 3 ай бұрын
🙏🏼🙏🏼🙏🏼 Jay Jagannath
@mkpal985
@mkpal985 3 ай бұрын
ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ
@babunamallick5594
@babunamallick5594 3 ай бұрын
@@mkpal985 କାମ ସିନା ଭିତରେ ଚାଲିଛି କିନ୍ତୁ, ବ୍ହକ୍ତ ବାହାରେ ଖରାରେ ବର୍ଷା ରେ ହନ୍ତ ସନ୍ତ ହେଉଛନ୍ତି ସେଇଟା ବୋଧେ ତମକୁ ଜଣାନାଇଁ ଜିଏ ଠିକ୍ କଥା ଲୋକ ଲୋଚନକୁ ଆଣିଲେ ସିଏ ଖରାପ କି ଗପ କହୁଛ ତମେ
@_Pikachu001
@_Pikachu001 2 ай бұрын
ଏଇ ମା କଥା ଜଉମାନେ ବୁଝି ପାରିଲେ, ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ 🙏🥺❤
@ashokmeher9357
@ashokmeher9357 2 ай бұрын
ଧନ୍ୟବାଦ୍ ଭଉଣୀ ଆପଣକଂ ସାହସିକ ବକ୍ତବ୍ୟକୁ
@malayadas4486
@malayadas4486 3 ай бұрын
ବହୁତ ବଢିଆ ଲାଗିଲା ଭଉଣୀ ଠିକ କଥା କହୁ ଛନ୍ତି ଏ ସରକାର ନିଶ୍ଚୟ ଧ୍ୟାନ ଦେବେ ଜୟ ଜଗନ୍ନାଥ
@I.N.D.I.Ajitega
@I.N.D.I.Ajitega 3 ай бұрын
Kebe dhyana debe....abe ta kebala ranta bhandar
@kamalnayak706
@kamalnayak706 3 ай бұрын
କିଛି ବେଇମାନ ଲୋକଙ୍କ ପାଇଁ ଆଜିର ଏ ଅବ୍ୟବସ୍ଥା।
@shivasankar6104
@shivasankar6104 3 ай бұрын
Sia hin Naveen Babu nka pai, 24 year bithare gote subidha kari parileni aji loka Hairan hauchanti
@mkpal985
@mkpal985 3 ай бұрын
ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ
@shivasankar6104
@shivasankar6104 3 ай бұрын
@@mkpal985 etk kama kariba pai 24 + year lagi galani 😂😂😂😂
@zzzz-k1f
@zzzz-k1f 2 ай бұрын
​@@shivasankar6104😂
@zzzz-k1f
@zzzz-k1f 2 ай бұрын
​​@@shivasankar61041:55
@BishwaRanjanDas-wn1ru
@BishwaRanjanDas-wn1ru 3 ай бұрын
ଠିକ୍ କହିଲେ ମୂର୍ଖ ସରକାର
@pravatisahoo4803
@pravatisahoo4803 2 ай бұрын
Murkha manisa sarkar nuhe
@NLrakesh
@NLrakesh 2 ай бұрын
ଜୟ ଜଗନ୍ନାଥ।। ଖୁବ୍ ସୁନ୍ଦର କଥା ଆଉ ସଚେତନତା ମୁଳକ ବିଚାରଧାରା ।। ସବୁ ସରକାରୀ ଏଠି ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି ।। ଆରେ ଭାଇ ,,, ଜନତା ଙ୍କ ପାଇଁ ସୁବ୍ୟବସ୍ଥା ନିହାତି ଦରକାର ।।
@biranchimahakur.6476
@biranchimahakur.6476 3 ай бұрын
ଧନ୍ୟବାଦ୍ ଦିଦି। ବହୁତ ଭଲ ଲାଗିଲା ତୁମର କଥା ଶୁଣି। ଯାହାବି କହିଲ ଶତ ପ୍ରତିଶତ ସତ
@satyajitsamantray2266
@satyajitsamantray2266 3 ай бұрын
Right 👍👍👍👍👌👌✔✔✔ ପରିବର୍ତ୍ତନ ସରକାର ଅଟେ ତଣ୍ଟିଚିପା ସରକାର,ଉଚ୍ଚ ଶିକ୍ଷିତ,ଲୋଭୀ ଏବଂ ଟଙ୍କାରେ ବନ୍ଧା ସାଧାରଣ ଜନତା ଅନ୍ଧ ଭକ୍ତଙ୍କ ପାଇଁ ବର୍ତ୍ତମାନର ପରିସ୍ଥିତି
@dileswarkisan3138
@dileswarkisan3138 2 ай бұрын
Good mam
@tapankumarsahoo9302
@tapankumarsahoo9302 3 ай бұрын
ଭଉଣୀ ତମେ ଠିକ୍ କଥା କହିଲ ଜୟ ଜଗନ୍ନାଥ 🙏🙏🙏
@Rhahulnaik1449
@Rhahulnaik1449 3 ай бұрын
ବହୁତ ସୁନ୍ଦର କଥା କହିଛନ୍ତି ଭଉଣୀ ଜୟ ଜଗନ୍ନାଥ
@rtbhai9921
@rtbhai9921 Ай бұрын
ବହୁତ ବହୁତ ଧନ୍ୟବାଦ ଦିଦି ଜୟ ଜଗନ୍ନାଥ 👏
@manojmohapatra798
@manojmohapatra798 Ай бұрын
ନମସ୍କାର ବହୁତ ବଢିଆ ଏବଂ ଉଚିତ୍ କଥା ସବୁଶଳା ଟାଉଟର ସାମାନ୍ଯ ତମ ସୁବିଧା ନାହିଁ ପାଣି ନାହିଁ ମୂତି ଯିବାକୁ ବି ସୁବିଧା ନାହିଁ ଆପଣ ଜନତାଙ୍କ ଆଖି ଖୋଲିଛନ୍ତି କୋଟି ନମସ୍କାର
@DhadubandhuLenka
@DhadubandhuLenka 3 ай бұрын
ଇଏ ମିଛୁଆ ରାଧୁଆ ସରକାର ଭଉଣୀ ତୁମକୁ ଧନ୍ୟବାଦ ଆପଣଙ୍କର ପ୍ରଭୂ ଜଗନ୍ନାଥ ମଙ୍ଗଳ କରନ୍ତ ପ୍ରଣାମ କରୁଚୁ
@gopabandhubehera269
@gopabandhubehera269 3 ай бұрын
ଏ ସବୁ ଜଗନ୍ନାଥ ଙ୍କ ଲୀଳା ପାଇଁ ଆଜି ଆପଣ ଆମ ଜନସାଧାରଣଙ୍କ ପାଇଁ ସ୍ବର ଉଠେଇଥିବାରୁ ଧନ୍ୟବାଦ ମାଡାମ .ଏସବୁ ପାଇଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆହୁରି ସାହସ ମିଳୁ .ଜୟ ଜଗନ୍ନାଥ ❤🙏
@gudubadajenagudu8750
@gudubadajenagudu8750 3 ай бұрын
ମୁଁ ଏ କଥା କହିବି ବୋଲି ଆଗରୁ ଜାଣିଚି ଯାହା ହଉ ଏ ଭଉଣୀ କହିଲେ ଠିକ୍ କଥା ସରକାର ଆସିକି ଖାଲି ଚାରିଦୁଆର ଖୋଲି ଛନ୍ତି ସରକାର ଙ୍କର ସେଇ କାମ ପାଇଁ ଭାରି ନଜର ଥିଲା ଆଉ ରଙ୍ଗ ମାର ସରକାରଙ୍କୁ ଛଡ଼ା ହେ ଆଗରୁ ଠିକ୍ ଦର୍ଶନ ଦେଉଥିଲେ ପ୍ରଭୁ 🙏🙏🙏ଏବେ କିନ୍ତୁ ଲୋକେ ବୋହୁତ ଭିଡ଼ ହଉଚି ସରକାର ନା ଅଛି electric ନା ଭତା ନା ୫୦ କିଛି କରେଇଦେବିନି ଆଉ ଓଡ଼ିଶା କୁ ଖାଇଯିବେ ରତ୍ନ ଭଣ୍ଡାର କୁ ସୁରୁଖେତରେ ରଖା ଯାଇ ଜୟ ଶ୍ରୀ ଜଗନ୍ନାଥ 🙏🙏🙏 2/୩ ମାସ ହେଲା ଲୋକେ ଜାଣନ୍ତୁ କେମିତି ଅଛି ଓଡ଼ିଶା ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@mkpal985
@mkpal985 3 ай бұрын
ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ
@sunilmahakud2859
@sunilmahakud2859 3 ай бұрын
Are bhai jia sarakar sia Raja ea Kalani se Kalani kuhani
@Fiftyshadesoffood
@Fiftyshadesoffood 3 ай бұрын
Aau achhi je banchiba kichhi. Aau emti 24 yrs re jaha heiparini seita 3-4 masa re heijiba boli aasha Kariba ta ama murkhami 5 yrs at least dekha
@zzzz-k1f
@zzzz-k1f 2 ай бұрын
​@@mkpal985 thik achhi barse pare katha barta😂
@SubasaNayak-qf2md
@SubasaNayak-qf2md Ай бұрын
ଅତି ସୁନ୍ଦର କଥା କହିଲ ଭଉଣୀ ଆପଣଂକୁ ଧନ୍ୟବାଦ
@harabaral2440
@harabaral2440 3 ай бұрын
ଠିକ୍ କହିଛନ୍ତି ମାଡନ୍ତି ଧନ୍ଯବାଦ
@susantabinasm9314
@susantabinasm9314 3 ай бұрын
ନିହାତି ସତ କଥା 💯👍
@SapanSankar
@SapanSankar 3 ай бұрын
ଧନ୍ୟ ବାଦ୍ ଭଉଣୀ
@smrutiranjanbarikgudu8451
@smrutiranjanbarikgudu8451 3 ай бұрын
Dhanyabad kahile bhai kn haba apna kahaki vote deuchnti
@RabinarayanJena-p3h
@RabinarayanJena-p3h 3 ай бұрын
ସବୁ ଅନ୍ଧ ଭକ୍ତ madam
@rajanikanta7504
@rajanikanta7504 3 ай бұрын
ବହୁତ ବହୁତ ଧନ୍ୟବାଦ ଭଉଣୀ ତମକୁ ପୁରା ଠିକ୍ କଥା କହୁଛନ୍ତି
@AshisPattnaik07
@AshisPattnaik07 2 ай бұрын
Bahut badhiya katha kahile ae bhauni... Bahut bahut respect apana nku 🙏🙏🥰
@SanjayDas-ip1yd
@SanjayDas-ip1yd 3 ай бұрын
ଯାହା ହେଉ ଏହି ଦିଦିଙ୍କୁ ମାନିବାକୁ ପଡ଼ିବ...🫡🙏🙏🙏
@aloksahu5659
@aloksahu5659 3 ай бұрын
ଆମେ ୬ ମାସ ଆଗରୁ ଯାଇଥିଲୁ କେତେ ଆରାମ ରେ ମହାପ୍ରଭୁଙ୍କ ଦର୍ଶନ କଲୁ । କିନ୍ତୁ ଏବେ ଯାଇଥିଲୁ ଶ୍ରୀମନ୍ଦିର ମରୁ ମରୁ ଆସିଛୁ । ଧିକ ତମ ଚାରିଦ୍ବାର ଖୋଲିବା ନିଷ୍ପତ୍ତି ଆଉ ଧିକ ତମ ସରକାର। କୈାଣସି ବ୍ୟବସ୍ଥା ନାହିଁ ଖରାରେ ଠିଆ ହୋଇ ପାଦ ପୋଡ଼ି ଯିବ
@mitunadas7052
@mitunadas7052 3 ай бұрын
🙏🙏🙏Bahuta sunder Katha kahila mo geli bhauni ❤️❤️❤️❤️
@KhageswarPradhan-os4mg
@KhageswarPradhan-os4mg 3 ай бұрын
Bahuta Sundar Katha kahila geli bhuni good bless you Jay jagannath
@sumantabiswal3918
@sumantabiswal3918 2 ай бұрын
ଧନ୍ୟବାଦ ଭଉଣୀ
@eraofknowledge986
@eraofknowledge986 2 ай бұрын
Perfect question and answer session. Everyone should be like this respected and educated woman❤
@khirodrashmilenka6937
@khirodrashmilenka6937 3 ай бұрын
ଭଉଣୀ ଆପଣ ଙ୍କୁ ଧନ୍ୟବାଦ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ
@NITYANANDAMALLICK_111.
@NITYANANDAMALLICK_111. 3 ай бұрын
You are right madam
@sudhansusahoo1646
@sudhansusahoo1646 3 ай бұрын
ବହୁତ ସୁନ୍ଦର କଥା କହିଲେ ଭଉଣୀ. 🙏
@sportsbiker2125
@sportsbiker2125 2 ай бұрын
ଜଗନ୍ନାଥ ସବୁ କରିଛି
@dineshbarik3481
@dineshbarik3481 Ай бұрын
ଅତି ସୁନ୍ଦର୍ ଦିଦି
@rammishra5781
@rammishra5781 3 ай бұрын
ଯାହା ବ୍ୟବସ୍ଥା ଆଗରୁ ଥିଲା, ଠିକ୍ ଥିଲା। ଏବେ ଅପହଂଚ ଆମ ଭଗବାନ।
@Byasadev232
@Byasadev232 3 ай бұрын
ମନକୁ ଛୁଇଁଲା ଭଳି ଖବର ଟିଏ ଆଜି ଦେଖିବାକୁ ପାଇଲି।
@bibhutigampai9229
@bibhutigampai9229 3 ай бұрын
Same here dear ❤❤❤
@thecablewala3015
@thecablewala3015 3 ай бұрын
nandi tv dekha sabubele miliba
@SrrrttDas
@SrrrttDas 3 ай бұрын
BJP ଦଳରେ ଜଣେ ମୂର୍ଖ ନାହାନ୍ତି ସମସ୍ତେ ମୂର୍ଖ ଆମେ ତାଙ୍କୁ ଭୋଟ ଦେଇ ବଡ଼ ଭୁଲ୍ କରିଛେ
@partha2218
@partha2218 3 ай бұрын
Vai amme vote dei ne se ECI ku dhari 12% vote chori Kari jitichhi.
@thecablewala3015
@thecablewala3015 3 ай бұрын
tame vote deina y\tame genda ku deichha
@SrrrttDas
@SrrrttDas 3 ай бұрын
@@thecablewala3015 ତୋ ବୋଉ ଵିଆ ରେ ଦେଇଛି
@sudhansusekharjena806
@sudhansusekharjena806 3 ай бұрын
Bjp hata odisha bancha bjd dala odisha basi kna pain vala thila
@akashkumarsinha6924
@akashkumarsinha6924 3 ай бұрын
Balo BJP sarkar Chi Chi😂
@sibaranjansahu9405
@sibaranjansahu9405 2 ай бұрын
ଭଉଣୀ 100% ଠିକ୍ କଥା କହୁଛନ୍ତି, ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନା କରିଛନ୍ତି ସବୁ ଅସୁବିଧା ଗୁଡ଼ିକୁ
@abhipsasahoo3636
@abhipsasahoo3636 Ай бұрын
Nicely and confidently said... All the people of odisha should understand and be like this 👍
@SandharRout-ey2sz
@SandharRout-ey2sz 3 ай бұрын
ଭ‌ଉଣୀ ଆପଣଙ୍କୁ ଅଭିନନ୍ଦନ ଜୟ ଜଗନ୍ନାଥ
@chaitanyamandika3246
@chaitanyamandika3246 3 ай бұрын
Right kahicha madam 👍
@pradipkumarswain5667
@pradipkumarswain5667 3 ай бұрын
ଜୟ ଜଗନ୍ନାଥ
@saraswatisahoo5171
@saraswatisahoo5171 2 ай бұрын
ଭଉଣୀ ଆପଣଙ୍କୁ ଧନ୍ୟବାଦ ❤❤❤❤
@MrSUKANTA-po1yw
@MrSUKANTA-po1yw 2 ай бұрын
ବହୁତ୍ ବଢ଼ିଆ କଥା କହିଚ ଦିଦି ❤
@JagdishSahoo-j3s
@JagdishSahoo-j3s 3 ай бұрын
ଜୟ ଜଗନ୍ନାଥ 🙏🙏🙏🎉🎉🎉
@Rudransh4949
@Rudransh4949 3 ай бұрын
ଭଉଣୀ ବହୁତ ଭଲ କଥା କହିଛନ୍ତି କିନ୍ତୁ ଆଗରୁ ନନ୍ଦିଘୋଷ ଟିଭି ଏ ବିଷୟରେ ଦେଖେଇ ଥିଲେ ଭଲ ହେଇଥାନ୍ତା
@dhadanarendra
@dhadanarendra 2 ай бұрын
Right
@TanmayaBabool
@TanmayaBabool 3 ай бұрын
ଭଉଣୀ ତମକୁ ଧନ୍ୟବାଦ୍
@drawingweb7649
@drawingweb7649 2 ай бұрын
ବହୁତ ସୁନ୍ଦର କଥା କହୁଛନ୍ତି 🎉🎉🎉
@SashankaSekharPatel00
@SashankaSekharPatel00 2 ай бұрын
ଏକମତ 👍
@jitendrasahu9073
@jitendrasahu9073 3 ай бұрын
ଠିକ୍ କଥା କହିଲ ମ୍ୟାଡମ
@sureshbehera9682
@sureshbehera9682 3 ай бұрын
ଆପଣଙ୍କ ମତା ମତ ସ୍ଵାଗତ ଯୋଗ୍ୟ ଧନ୍ୟବାଦ୍
@ajitkumarsejpada9223
@ajitkumarsejpada9223 3 ай бұрын
ଭଉଣୀ ଆପଣଙ୍କୁ ଧନ୍ୟ ବାଦ ସତ୍ୟ କହି ଥିବାରୁ, ତେବେ ଠାକୁରଙ୍କୁ ଥରେ ଅଭିଯୋଗ କରକି ସରକାରଙ୍କୁ ସାବା ଡ୍ କରନ୍ତୁ
@Poonam-fu6pc
@Poonam-fu6pc Ай бұрын
Pura ak number kohilo
@babulkumarswain1227
@babulkumarswain1227 2 ай бұрын
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@GhanaMahananda-q1t
@GhanaMahananda-q1t 3 ай бұрын
ବହୁତ ଭଲ mdm 🙏🙏🙏
@dibakarpollai3679
@dibakarpollai3679 3 ай бұрын
ସତ କହିଲ ଭଉଣୀ । 90% ରାଜନେତା ନିଜ ପାଇଁ ବ୍ଯସ୍ତ। ସାଧାରଣଲୋକଙ୍କ ସମସ୍ଯା ପାଇଁ ଦରଦ ନ ଥାଏ। ନିଜ ଦରକାର ପାଇଁ ଆଜି ଏ ଦଳ ରେ ତ କାଲି ସେ ଦଳରେ।
@MunaBhai-qh9fl
@MunaBhai-qh9fl 3 ай бұрын
ଜୟ ଜଗନ୍ନାଥ 🙏🏻ବହୁତ୍ ସୁନ୍ଦର କଥା କହିଲେ ଦିଦି ବିଜେପି ସରକାର ଖାଲି ବିଜେପି ସରକାର ଓଡ଼ିଶାରୁ ହଟାଅ 🤚🏻😭😭😭
@SanjeevMohanty-vh9uo
@SanjeevMohanty-vh9uo 3 ай бұрын
Bjp hatao desh bacao
@mkpal985
@mkpal985 3 ай бұрын
ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ
@chinmayagamingff5656
@chinmayagamingff5656 3 ай бұрын
@@mkpal985 Sri Jagannath office re AC kaha pani lagichi......lokamanka pani.... Stupid Andhbhakt🤡
@sunilmahakud2859
@sunilmahakud2859 3 ай бұрын
Bjd 25 barsa thila kn karichi kete Dina heichi nua sarkar hebara chania hei paducha
@VikashKumar-zl4ql
@VikashKumar-zl4ql 3 ай бұрын
ତୁ ଶଳାଟି କଣ ବୁଝିଲୁ ... ଦିଦି କହୁଛନ୍ତି govt ଚୋର ବୋଲି ... ତୁ bjd କର୍ମୀ 😅
@jaykrushnasahoo6384
@jaykrushnasahoo6384 3 ай бұрын
ପୁରା ଠିକ୍ କହିଲେ ଭଉଣୀ ଆପଣ , ଜୟ ଜଗନ୍ନାଥ
@Pragalva1974
@Pragalva1974 3 ай бұрын
TRUTH HAS BEEN SPOKEN 🙏🏻 Thank you for your courage and honesty in speaking out about the issues within the system, government, and temple pandas. Your voice is truly appreciated.🙌
@priyadarsinirautray4686
@priyadarsinirautray4686 2 ай бұрын
After this i had to subscribe thus channel.. Hope to look forward to have good & fair interviews like this 🙏jaya Jagannath
@jagannathmalik5654
@jagannathmalik5654 3 ай бұрын
Very good madam
@chinmayagamingff5656
@chinmayagamingff5656 3 ай бұрын
MOST EDUCATED WOMEN OF ODISHA❤️❤️❤️
@SunilKumar-zs9uk
@SunilKumar-zs9uk 3 ай бұрын
ଠିକ୍ ଠିକ୍.......
@sidhnsidh1
@sidhnsidh1 2 ай бұрын
ବହୁତ୍ ଭଲ କଥା କହିଛନ୍ତି ଭଉଣୀ. ଯାହା ସବୁ ଅବ୍ୟବସ୍ଥା ରହୁଛି ତା ପାଇଁ ସରକାର କିଛି କରିବା ଉଚିତ୍. ଭକ୍ତ ଙ୍କ ପାଇ କଣ କଣ ସୁବିଧା ହେବାକଥା ତା ପ୍ରତି ଧ୍ୟାନ ଦେଲେ ବହୁତ୍ ଭଲ ହେବ. କିଛି ଜ୍ଞାନ ଦରକାର ହେଲେ ବିଶେଷଜ୍ଞ ମତ ନିଅନ୍ତୁ ଅଥବା ବାହାର ରାଜ୍ୟ ରେ ଥିବା ମନ୍ଦିର ର ବ୍ୟବସ୍ଥା ଦେଖି ତାକୁ ଶ୍ରୀମନ୍ଦିର ରେ ଉପଯୋଗ କରିବାକୁ ମୋର ସରକାର ଙ୍କୁ ନିବେଦନ.
@MrSUKANTA-po1yw
@MrSUKANTA-po1yw 2 ай бұрын
ଆପଣଙ୍କୁ ଜଗନ୍ନାଥ ଙ୍କର ଆଶୀର୍ବାଦ ହେଉ 🙏🏿🙏🏿🙏🏿🙏🏿🙏🏿🙏🏿
@AnilKumar-f4h1y
@AnilKumar-f4h1y 3 ай бұрын
Bahut bhala katha kahuchhanti ma'am
@manasranjanmohanty3270
@manasranjanmohanty3270 3 ай бұрын
ମାଝୀ ଶାସନ 😄 କେହି ପୁରୀକୁ ଆସନ୍ତୁ ନାହିଁ 🙏 ଦୟା କରି ଗରିବ ରାଜ୍ୟ କୁ 😄😄😄
@chunuramhansdah2525
@chunuramhansdah2525 3 ай бұрын
Majhi ro pelo dhoribaku podibo
@prangya9428
@prangya9428 2 ай бұрын
Bhai....se ଭଉଣୀ କୌଣସି ରାଜନୀତି ଗ୍ରୁପ support ରେ କହି ନାହାନ୍ତି......ତଥାପି ଆପଣ ତାଙ୍କ କଥା ନା ବୁଝି ସେଇ ରାଜନୀତି କୁ ଧରି ବସିଛନ୍ତି....ଆପଣ ମାନେ ଜଉ ରାଜନୀତିଆ ଲୋକ ଙ୍କ ପାଇଁ ଏତେ ଲଢେଇ କରୁଛନ୍ତି....ସେମାନେ କେବେ ଆପଣଙ୍କ ଦୁଃଖରେ ଠିଆ ହେଇଛନ୍ତି 😂😂..?? Election ପରେ ପା ସେମାନେ ଭୁଲିଯିବେ ଆପଣ ମାନଙ୍କୁ😂...ଆଉ ଆପଣ ସେମାନଙ୍କ ପାଇଁ ଲଢ଼ୁଛନ୍ତି ଲୋକ ଙ୍କ ସହ 😂....ନିଜ ଅଧିକାର ପାଇଁ ଲଢ଼ ଭାଇ .....😊
@sangramkesharisahu8055
@sangramkesharisahu8055 3 ай бұрын
Right 👍 katha
@ilukumar579
@ilukumar579 2 ай бұрын
Jay Jagannath ❤️❤️❤️❤️❤️❤️❤️❤️
@prakashmaharana8445
@prakashmaharana8445 2 ай бұрын
Jay Jagannath Jay Navin ❤
@sambhunathajena-e5q
@sambhunathajena-e5q 3 ай бұрын
Right katha didi
@CreationOdia1234
@CreationOdia1234 3 ай бұрын
ମୂର୍ଖ ମାନଙ୍କ ଦଳ BJP ଦଳ ଚାହା ବାଲା ଯଦି ପ୍ରଧାନମନ୍ତ୍ରୀ ହେବ ତେବେ ଭାରତ ର ଅବସ୍ଥା ଏମିତି ହେବ ଆମ ପ୍ରଧାନମନ୍ତ୍ରୀ ଯିଏ ହେଇଛି ସେ ନିଜେ ତ ଗୋଟେ ପରମ ମୂର୍ଖ ସେ ଭାରତ କୁ ଓଡ଼ିଶା କୁ କଣ ସମ୍ଭାଳିବ ସବୁ ଗୋଟେ ଗୋଟେ ଚର BJP ଦଳ ର ସବୁ ଗୋଟେ ଗୋଟେ ଚୋର
@prakashbehera5515
@prakashbehera5515 3 ай бұрын
Tate gaan re kukura tia pachare na
@gangaeventsrahitacolony7th999
@gangaeventsrahitacolony7th999 3 ай бұрын
Bhai amo odisa ra loko lagua sale tame india ku kahiki poloucha odisa bahara dunia dekhino bodhe sethi pai a katha kahucha
@kalebdigal7202
@kalebdigal7202 3 ай бұрын
ଭାଇ ଠିକ୍ କଥା କହିଛ । BJP Sarkar Chor
@tunanayak2514
@tunanayak2514 3 ай бұрын
Bhai right answer
@lonewolf-qe6wf
@lonewolf-qe6wf 2 ай бұрын
Au BJD tahale BJP thu better na tate vote dele tu kama karibu ... Cha bala hele kan hela je emti re bhi India re kou practical knowledge ta achi je padhua pakhare Khali jaha gote paile ghosichala
@pratapkumarbaral9791
@pratapkumarbaral9791 3 ай бұрын
Bahut sundar katha kahile dhanyavaad
@anathswain6521
@anathswain6521 2 ай бұрын
Very good and appropriate. Arguments. Every public should realise it
@sanjeebsahuGabbar
@sanjeebsahuGabbar 2 ай бұрын
ବହୁତ ଭଲ କଥା କହୁଛନ୍ତି ସବୁ ଏମିତି ହିଁ ଚାଲିଛି., ଚାଲିଥିବ ସବୁ ଶଳା ଚୋର 20 years ପଛେ ଆମର ଓଡିଶା 😡😡😡
@ganeshdhal135
@ganeshdhal135 3 ай бұрын
Right 👍
@ujjwalrana6063
@ujjwalrana6063 3 ай бұрын
Right
@MamataSwain-f4d
@MamataSwain-f4d 3 ай бұрын
ଭଉଣୀ ବହୁତ୍ ବଢିଆ କଥା କହିଲ କୋଉ ଆମର ଗୋଟିଏ ଓଡ଼ିଆ ଢଗ ଥିଲା ତୁ ଯେତ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ ଏଠିକାର ସରକାରୀ ବେବନ୍ତା ଏଇଆ ଜୟ ଜଗନ୍ନାଥ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@SKumar-rb1tz
@SKumar-rb1tz 2 ай бұрын
Tume jete gapile bi khicchi hebara nahi. 5 Barsha pare chinta Kari vote diya.
@snkarasaivlogchannel
@snkarasaivlogchannel 2 ай бұрын
ଧନ୍ୟ ବାଦ ଅପା ତୁମ କଥା ଠିକ୍ 2018ରେ ଯାଇ ଥିଲି ବହୁତ ଭଲ ଲାଗିଲା କିନ୍ତୁ 2024ରେ ବହୁତ କଷ୍ଟ ପିଲା ମାନଙ୍କୁ ଧରି🙏🏻 ଦୟା କରି ସରକାର କିଛି ସାହାଯ୍ୟ କରିବା ପାଇଁ ମୋର ଅନୁରୋଧ 🙏🏻🤱🤱
@knowledgetrend2803
@knowledgetrend2803 2 ай бұрын
💯 all the points should be noted
@mitunadas7052
@mitunadas7052 3 ай бұрын
Jay Jagannath 🙏🙏🙏🙏
@pravatkumarpanda9053
@pravatkumarpanda9053 3 ай бұрын
Right katha
@ranjitdigal4887
@ranjitdigal4887 13 күн бұрын
ବହୁତ ସୁନଦର ମତାମତ ଦେଇଛନି
@sankhasahu4714
@sankhasahu4714 2 ай бұрын
ଶୁଣ ବୋ ମୋହନ ମାଝି,She is right
@jyostnaranipanda8266
@jyostnaranipanda8266 3 ай бұрын
ଭଉଣୀ ଆପଣଙ୍କୁ ଅଭିନନ୍ଦନ. ଜୟ ଜଗନ୍ନାଥ🙏🙏🙏
@AnsaraParween
@AnsaraParween 2 ай бұрын
Verey good madam Bjp sale ko hatayo des bachao
@asifnazmi2478
@asifnazmi2478 3 ай бұрын
Very very very good
@MadhabBhola-oo9ud
@MadhabBhola-oo9ud 3 ай бұрын
Right khala sister jai jagannath
@pradeepsahu8646
@pradeepsahu8646 2 ай бұрын
Good yes❤
@SunilMisra-z1x
@SunilMisra-z1x 2 ай бұрын
ଭଉଣି ଠିକ୍ କଥା କହିଚ ଧନ୍ୟବାଦ
@getanjalidash6514
@getanjalidash6514 3 ай бұрын
Ek dum thik katha
@akashdas477
@akashdas477 3 ай бұрын
ଅତି ସୁନ୍ଦର କଥା କହିଛ ଭଉଣୀ 🙏🙏🙏
@Pardip_Raj88
@Pardip_Raj88 2 ай бұрын
Madam bhaut ଭଲ କଥାଟିଏ କହିଲେ I salut you
@badalbhr18
@badalbhr18 3 ай бұрын
ଜନତା ଙ୍କ ପାଈଁ ଶୃଙ୍ଖଳିତ ଦର୍ଶନ କଲେ ଭଲ ହୁଅନ୍ତା ସରକାର ଏଥିରେ ବିଚାର କରନ୍ତୁ
@tapankumarbal399
@tapankumarbal399 3 ай бұрын
Thank you madam
@pradhanashok5005
@pradhanashok5005 3 ай бұрын
ୟେ ଭଉଣୀ ଜଣେ ଶିକ୍ଷିତ ମହିଳା, ସେଥି ପାଇଁ ସେ ଵୁଝି ପାରୁଛନ୍ତି ପ୍ରକୃତ ସମସ୍ୟା କଣ । କିନ୍ତୁ ଆମ ଓଡ଼ିଆ ଲୋକ ଆଧା ପାଠୁଆ, ୱାଟସପ୍ ଇଉନିଭର୍ଶିଟି ରୁ ଯାହା ବୁଝିଲେ, ସେଥି ରୁ ସେମାନେ ମହା ପଣ୍ଡିତ ହେଇଗଲେ । ଯଦି ଆମେ ଓଡ଼ିଆ ଆଗକୁ ବି ସଚେତନ ନ ହେବା, ଆଜି ତ ଓଡ଼ିଆ ଲୋକ କେବଳ ଦାଦନ ଖଟୁଚୁ, ସମୟ ଆସିବ ଓଡ଼ିଆ ଲୋକ ନିଜ ଓଡ଼ିଶା ରେ ଅଣଓଡ଼ିଆ ଲୋକ ଙ୍କ ଘରେ କ୍ରୀତଦାସ ହେଇ ରହିବା । କାରଣ ଓଡ଼ିଆ ଲୋକ ଭାରି ସରଳ, ଆମକୁ ବୋକା ବନେଇବା ବହୁତ୍ ସହଜ । କିଏ ଆସି ଓଡ଼ିଆ ଅସ୍ମିତା ନାଁ ରେ, କିଏ ଆସି ରାମ ଙ୍କ ନାଁ ରେ, କିଏ ଆସି ଜଗନ୍ନାଥ ଙ୍କ ନାଁ ରେ, କିଏ ହିନ୍ଦୁ ବିପଦ ରେ ଅଛି କହି ଓଡିଆ ଙ୍କୁ ବୋକା ବାନାଏ । ଅନ୍ୟ କୁ ଦୋଷ ଦେଇ କିଛି ଲାଭ ନାହିଁ, ଆମେ ଓଡ଼ିଆ ଜେଉଦିନ ଆଖି ଖୋଲିବା, ସେଦିନ ଓଡ଼ିଶା ପାଇଁ ସକାଳ ହବ । ଜୟ ଜଗନ୍ନାଥ, ଜୟ ଓଡ଼ିଶା🚩
@tapankumarbehura740
@tapankumarbehura740 3 ай бұрын
Bala na Congress premi
Long Nails 💅🏻 #shorts
00:50
Mr DegrEE
Рет қаралды 17 МЛН
Noodles Eating Challenge, So Magical! So Much Fun#Funnyfamily #Partygames #Funny
00:33
Can You Find Hulk's True Love? Real vs Fake Girlfriend Challenge | Roblox 3D
00:24
How to Fight a Gross Man 😡
00:19
Alan Chikin Chow
Рет қаралды 18 МЛН
Naveen Patnaik Biography Video | 24 Years Journey Of Naveen Patnaik
17:44
Long Nails 💅🏻 #shorts
00:50
Mr DegrEE
Рет қаралды 17 МЛН