ଟେନସନରେ ମିନିଷ୍ଟର କାଲି ଆପ୍ରାଇଜଲ୍ | Odisha Reporter

  Рет қаралды 8,105

Odisha Reporter

Odisha Reporter

Күн бұрын

Пікірлер: 36
@sasikantkant4780
@sasikantkant4780 2 сағат бұрын
ଏ ମନ୍ତ୍ରୀ ମାନେ କାମ ରେ ନିଲ, ଏ ମାନେ ମୋଦି ନାମ କୁ ଅପବିତ୍ର କରୁଛନ୍ତି
@କଳ୍କୀ
@କଳ୍କୀ 2 сағат бұрын
୧) ରଥ ଯାତ୍ରାରେ ଲାଠି ମାଡ଼ ୨) ବଳଭଦ୍ର ରଥରୁ ପଡ଼ିଗଲେ ୩) ରାଜ୍ୟପାଳ ପୁଅ ଅଫିସର ବୈକୁଣ୍ଠ ପ୍ରଧାନକୁ ମାରି ଲୋହୁ ଲୁହାଣ କଲା ୪) ମୂଖ୍ୟ ଶାସନ ସଚିବ ହେଲେ ଅଣ ଓଡିଆ ୫) ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନକୁ ମୂଖ୍ୟମନ୍ତ୍ରୀ ଭଣଜା ମାଡ଼ ମାରିଲେ ୬) ୧୭ ଖଣି, ଦୁଇ ବନ୍ଦର ଏବଂ ଗୋଟିଏ ବିମାନ ବନ୍ଦର ବିକ୍ରି ହେଲା ୭) ଆର ଆଇ ପରୀକ୍ଷାରେ ମହା ଦୁର୍ନୀତି । ରାଜ ରାସ୍ତାରେ ଛାତ୍ର ଛାତ୍ରୀ । ୮) ରାଜ ରାସ୍ତାରେ ମିଶନ ଶକ୍ତିର ମା' ମାନେ ୯) ଆମ୍ବୁଲାନ୍ସ ଡ଼୍ରାଇଭର ରାଜ ରାସ୍ତାରେ ୧୦) ସରକାରି ନର୍ସ ମାନେ ରାଜ ରାସ୍ତାରେ ୧୧) ହବିଶ୍ୟାଳି ମା ମାନେ ଭୋକ ଉପାସରେ ବଡ଼ ଦାଣ୍ଡରେ ୧୨) ରାସନ୍ ଚାଉଳ ୩ ମାସ ହେଲା ବନ୍ଦ ଆମ୍ବ ଟାକୁଆ ଖାଇ ଦୁଇ ମୃତ । ୧୩) ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ମିଳୁଛି ଭାତ ସାଥିରେ ଲୁଣ ଲଙ୍କା । ୧୪) ନବରଙ୍ଗପୁର, ରାଉରକେଲା, ଢେଙ୍କାନାଳ, ମୟୂର ଭଞ୍ଜ, ଭଦ୍ରକ, ରାଜଧାନୀ ଭୁବନେଶ୍ୱରରେ ବଢ଼ି ଚାଲିଛି ଗଣ ଧର୍ଷଣ । ଏଇ ମାତ୍ର ଚାରି ମାସରେ ଦର ଦାମ ବୃଦ୍ଧି ଯୋଗୁଁ ଓଡିଆ ଅଣ ନିଶ୍ୱାସି ହେଇଗଲାଣି ଆଜ୍ଞା । ଓଡିଆ ବଞ୍ଚିଲେ ସିନା ଅସ୍ମିତା ବଞ୍ଚିବ ଏଇଟା କଣ ଓଡିଆ ଅସ୍ମିତା…. ? ରଙ୍ଗ ପରିବର୍ତ୍ତନ, ନାମ ପରିବର୍ତ୍ତନର ନାମ ଓଡ଼ିଆ ଅସ୍ମିତା ନୁହେଁ ।
@pabitranath5075
@pabitranath5075 2 сағат бұрын
A sabu bjd pae heichi bujhilu thakuraku jau bulei bulei vika magei ghara ghara kala
@BhajaharidasDas-h6u
@BhajaharidasDas-h6u Сағат бұрын
Bjd kete lutichi Tara hisab haba kebe vitara ku jibe 😂😂😂
@sagarnayak1601
@sagarnayak1601 Сағат бұрын
ପ୍ରକଳ୍ପ ନାମରେ ୪୨୦୦ କୋଟି, ଝୋଟ ବ୍ୟାଗ ୧୩୦୦ କୋଟି, ନୂଆଁ ଓ କାର୍ଯ୍ୟ କରି ହଜାର ହଜାର କୋଟି ସ୍ଵାହା, ହେଲିକାପ୍ଟରେ ୩୦୦୦ କୋଟି ଓ 5T SCAM ପୃଥିବୀର ବଡ଼ ଲୁଟପାଟ ( ପାଣ୍ଡ୍ୟା ତାମିଲର 7 ତମ ଧନୀ ) ଓଡ଼ିଶାର କୋଣସି ସାମ୍ବିଧାନିକ ପଦ ପଦବୀ ନଥାଇ ରାଜସ୍ଵ ଖୋଳ କଲା ଅଣହିନ୍ଦୁ, ... ସଚୋଟ ଓଡିଆ ହିସାବ ରେ କେବେ ଭାବିଛ କି ପ୍ରଶ୍ନ କରିଛ ? ଇତିଶ୍ରୀ, ମମିତା, ବେବିନା, ପରି ଏମିତି ଆହୁରି କେତେ ଅଛନ୍ତି, ସେମାନଙ୍କ ଜାଗାରେ ନିଜ ଝିଅ ଭଉଣି ଙ୍କୁ ରଖିକି କେବେ ନ୍ୟାୟ ଦାବି କରିଛ, ସେ ପରିବାର କୁ ନ୍ୟାୟ ମିଳୁ ବୋଲି କେବେ ରାଜରାସ୍ତା କୁ ଆସିଛ ? ଭଗବାନ କରନ୍ତୁ ତୁମ ପରିବାର କ୍ଷେତ୍ରରେ ସେମିତି କିଛି ନ ଘଟୁ।
@କଳ୍କୀ
@କଳ୍କୀ Сағат бұрын
@BhajaharidasDas-h6u ଗଲେ ଭଲ ହେବ ରେ... ଯିଏ ଭୁଲ୍ କରିଛି ଦଣ୍ଡ ମିଳୁ, ଆଉ ଏ ସରକାର ଯାହା କରିଛି କରୁଛି କହ ନା...
@monojsabar3171
@monojsabar3171 3 сағат бұрын
3500 ଭତ୍ତା କଲେ ବହୁତ ଖୁସି ହେବୁ!!!
@PRAFULLALAL
@PRAFULLALAL 3 сағат бұрын
ପୁରୁଣା କାମ କରିବା ପାଇଁ ଅନୁମତି ଦିଅ ଜଲଦୀ ସର୍ପୂର୍ଣ୍ଣ କର
@skbbamanda2498
@skbbamanda2498 2 сағат бұрын
କାମ ଭଲ କେହି କରୁନାହାନ୍ତି କି କଥା କହି ଜାଣିନାହାନ୍ତି ଏମାନେ ଖାଲି MLA ହେବା ପାଇଁ ଯୋଗିୟ ତେଣୁ PM ସାର ମୋଦି ଜି ନୂଆ ମନ୍ତ୍ରୀ କରନ୍ତୁ
@reporterbibhuti4376
@reporterbibhuti4376 48 минут бұрын
ବିଜେପି ଦଳ ରେ ଗୋଷ୍ଟୀକନ୍ଦଳ ଯୋଗୁଁ ମୋହନ ସରକାର ଠିକ ରେ ଚାଲି ପାରୁନାହିଁ ତାହା ମୋଦିଜୀ ଦେଖିବା ଉଚିତ, ଯାହା ଦ୍ୱାରା ଓଡିଶା ବିକାଶ ହୋଇ ପାରୁନି
@MunaPradhaan-q8u
@MunaPradhaan-q8u Сағат бұрын
Jemiti sasan chalichhi panchayat election re bjp floop heba
@DebendraNaik-pn9gp
@DebendraNaik-pn9gp Сағат бұрын
Good 👍 BJP sarkar Modi ji
@jagabandhugiri6980
@jagabandhugiri6980 53 минут бұрын
Jay Hind Modi Jay Hind Modi 😊😊😊
@jagabandhugiri6980
@jagabandhugiri6980 54 минут бұрын
Good evening sir odisha Jay Jagannath 🙏🙏🙏🙏🙏🙏 Happy New year 2024
@debiprasadpanda6241
@debiprasadpanda6241 Сағат бұрын
Modi sir papa ji Welcome welcome But Mohan sir Sathik hishab re kama karunahanti Pilaliami tanka ra jaini Loke samaste na pasand karuchhanti Plz take papa strong action CM change karantu Prithiraj sir or Dharmendra sir
@jagabandhugiri6980
@jagabandhugiri6980 53 минут бұрын
Jay Hind 🇮🇳🇮🇳🙏🙏🔥🔥😅
@ajaysahoo2009
@ajaysahoo2009 3 сағат бұрын
banda kichi kama hauni khali gapu chanti
@SantunuMahanty-e8c
@SantunuMahanty-e8c Сағат бұрын
❤❤❤❤❤❤❤❤. Bjp. Pm. Modig. ❤❤❤❤❤
@jagannathmartha2677
@jagannathmartha2677 Сағат бұрын
300 unit bijuli kuade gala
@muktikantabehera3939
@muktikantabehera3939 Сағат бұрын
Bala heba sabu nataka
@pradeepkumarpati4257
@pradeepkumarpati4257 42 минут бұрын
Puruna kamare nua photo chhada kichhi heini,
@ambarishswain3233
@ambarishswain3233 3 сағат бұрын
New ration Card daba daba September ru kahichalichha
@madhusudanchhachhan7405
@madhusudanchhachhan7405 2 сағат бұрын
3000 tanka bhatta jaldi dia
@SatyaRanjanMohanty-gs6xd
@SatyaRanjanMohanty-gs6xd 2 сағат бұрын
Odisha ku bikiba ku asile
@debiprasadpanda6241
@debiprasadpanda6241 Сағат бұрын
Gote photo uthaiba pain ki gote dahi bara plate khaiba pain bikalia hauchanti ama Mohan sir,, Papa ji our future only BJP But Mohan sir kama ku nuhan, We are villagers,, Sathik bhaba re tathya nei papa decesion niantu Na hele ame samaste thaki jiba
@a-135
@a-135 Сағат бұрын
BJP cm mohon majhi 6i 6i ete candidate Thai Suresh pujari ki suryawanshi Suraj ku 6adi ki mohon majhi 😂
@nilakanthabehera2367
@nilakanthabehera2367 Сағат бұрын
Kichi karinahnti ki kariparibeni
@SibaBehera-ur1nc
@SibaBehera-ur1nc 39 минут бұрын
15.lakh.keba.milibo
@OMMPRAKASH-fr3bb
@OMMPRAKASH-fr3bb Сағат бұрын
Only vasana
@binodkumarmahanta3251
@binodkumarmahanta3251 2 сағат бұрын
Kahari katha suni nahanti,choro guda sabu,hairan karuchhanti lokonku
@Foodsecurities
@Foodsecurities 2 сағат бұрын
jojana mala mala gariba..vote pare sabu bele mariba.. kalia tanka , balia tanka, subhdra tanka, free chaula dei samastanku karma kudhi karisarilani ..
@pradeepkumarpati4257
@pradeepkumarpati4257 38 минут бұрын
Mada band karichhanti, chitfund tanka phereichhanti, jagannath nka alankara ganati b karichhanti sabu kahidebe modinka agare,
@AmiyaKumar-hy1yq
@AmiyaKumar-hy1yq Сағат бұрын
BJP kujineta sabu PWD kama karibe ame kn karibu
@sarojkumarmohanty6139
@sarojkumarmohanty6139 Сағат бұрын
Kichhi bi samashya samadhan nahin ,Sadharana janata tharu chakia gosthimanankra hajar hajar samshya lagi rahichi , katha prabala kintu kama ati durbala ,
@pabitranath5075
@pabitranath5075 2 сағат бұрын
Ed cbi tadant kari bjd choro dala ku bandha fst bjp ra ae kama auu sabu pare
Thank you Santa
00:13
Nadir Show
Рет қаралды 38 МЛН
How Much Tape To Stop A Lamborghini?
00:15
MrBeast
Рет қаралды 238 МЛН
Thank you Santa
00:13
Nadir Show
Рет қаралды 38 МЛН