Natia Comedy Part 436 || Matrubhasa

  Рет қаралды 3,086,270

utkal cartoonworld

utkal cartoonworld

2 ай бұрын

Upto 90% Scholarship for Class 8th to 12th Students.
Free Registration Link : 🔵👉bit.ly/3VRZEPs
Get upto 90% Scholarship on NEET & JEE preparation, All boards.
Benefits:-
ZERO Registration fee
🚀Instant online test
👨‍🎓Know your all India Ranking,
💻Duration- 60 Minutes
Steps to Register-
1. Click on above link to register
2. Fill your details, choose date & time for test as per your availability.
3. ⁠Login with your Mob. No. & participate in test
4. ⁠Know your ranking instantly

Пікірлер: 4 600
@PSCREATIONPAPUN
@PSCREATIONPAPUN 2 ай бұрын
ନିଜ ମାତୃ ଭାଷା କୁ ଭଲ ପାଉଥିଲେ ଲାଇକ ଗୋଟେ କର 😊😊
@jagannathbehera1122
@jagannathbehera1122 2 ай бұрын
Wownatiaverygood❤😊😂😅
@jagannathbehera1122
@jagannathbehera1122 2 ай бұрын
Yesnatiasobeautiful❤😂😅😊
@digambarmohanty6586
@digambarmohanty6586 2 ай бұрын
Yes sir my name is ok
@theanimal3153
@theanimal3153 2 ай бұрын
❤❤❤❤❤❤❤
@user-ij7lw3bp1j
@user-ij7lw3bp1j 2 ай бұрын
🎉​@@jagannathbehera1122
@manashdakualifestyle3640
@manashdakualifestyle3640 2 ай бұрын
ମାତୃ ଭାଷା ସାହିତ୍ୟ କୁ କିଏ କିଏ ଭଲ ପାଉଥିଲ ,❤ ଆମେ ଓଡ଼ିଆ ଭାରି ବଢିଆ ଜୟ ଜଗନ୍ନାଥ
@Ajitsahoo645
@Ajitsahoo645 2 ай бұрын
ଭାଇ ମୁଁ
@ritikroshanmohanty4704
@ritikroshanmohanty4704 2 ай бұрын
@ritikroshanmohanty4704
@ritikroshanmohanty4704 2 ай бұрын
@theanimal3153
@theanimal3153 2 ай бұрын
❤❤❤❤❤❤
@bikashlenka8828
@bikashlenka8828 2 ай бұрын
I love you.. odisha.. my language my odia.
@djchittacreation
@djchittacreation 2 ай бұрын
ଆଖିରୁ ଲୁହ ଆସିଗଲା❤ ଆମେ ଓଡିଆ ଭାରି ବଢିଆ❣️ ବନ୍ଦେ ଉତ୍କଳ ଜନନୀ🙏
@debasismohanty3889
@debasismohanty3889 2 ай бұрын
ମାତୃଭାଷା କୁ ନେଇ ଏ ଭଳିଆ ଗୋଟେ ସୁନ୍ଦର video କରିଥିବାରୁ ଧନ୍ୟବଦ୍ ସମସ୍ତେ ନିଜ ମାତୃଭାଷା କୁ ଭଲ ପାଇବା ଦରକାର ମୁଁ ଗର୍ବୀତ ଯେ ମୁଁ ଓଡ଼ିଆ❤ ନିଜ ମାତୃଭାଷା ଠାରୁ ଆଉ କିଛି ଭାଷା ଭଲ ନୁହ 😊😊
@ShasmitaMajhi-hy1jm
@ShasmitaMajhi-hy1jm 2 ай бұрын
Qosmdkdvvzmldudxnxmxrulfka NJlebsitbOwirsmofzarignz🥰🥰🥰😍😍🤩🤩😜😜💞💞💅💅🥸🤡🤡🌞🌞😾😾⭐⭐✨✨✨✨🌟🌟💫💫💯💯💯🎉❤️
@minatiprusty874
@minatiprusty874 2 ай бұрын
ସତରେ ଏହି ବ୍ୟାଖ୍ୟାନ ଦେଖିକି ଆଖି ରୁ ଲୁହ ଆସିଗଲା 🥲 ଅତ୍ୟନ୍ତ ହୃୟସ୍ପର୍ଶୀ ହୋଇଛି ଏହି ଭିଡିଓ ଟି । ଜୟ ଜଗନ୍ନାଥ ❤
@ganeswarmohanta4704
@ganeswarmohanta4704 2 ай бұрын
Good
@lalitkumardhar5622
@lalitkumardhar5622 26 күн бұрын
Y u didn't
@lalitkumardhar5622
@lalitkumardhar5622 26 күн бұрын
PR of😅😅 b🎉
@manashdakualifestyle3640
@manashdakualifestyle3640 2 ай бұрын
ଜନନୀ ଜନ୍ମ ଭୂମି ସ୍ୱରଗା ଦପି ଗରିଆସି, ଯେତେ ଇଂଲିଶ କହିଲେ କଣ, ଆମ ଓଡ଼ିଆ ଭାଷା, ସବୁଠୁ ବଡ଼, ଜୟ ଜଗନ୍ନାଥ
@gayatrisahoo3690
@gayatrisahoo3690 2 ай бұрын
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🕉️😊🚩🙌
@archanaranipattnaik9955
@archanaranipattnaik9955 2 ай бұрын
Jai Jagannath Bhai
@ranjangaming8311
@ranjangaming8311 2 ай бұрын
ସଠିକ ରେ ହଉଛି.. ଜନନୀ ଜନ୍ମଭୂମିସ୍ୟ ସ୍ବର୍ଗଦପି ଗରୀୟସି ✅✅
@indianjcboptrindianjcboptr6037
@indianjcboptrindianjcboptr6037 2 ай бұрын
❤❤❤❤❤❤❤❤❤❤❤❤❤❤
@user-dw6ec2jz5q
@user-dw6ec2jz5q 2 ай бұрын
​@@archanaranipattnaik9955hi.
@RabiPatra-mo2nn
@RabiPatra-mo2nn 2 ай бұрын
ମୁ ବହୁତ ଗର୍ବିତ କି ମୁ ଓଡ଼ିଆ I love india .💪✊🥺 ଯଦି ମାତୃ ଭାଷା କୁ ଭଲ ପାଉଛ ତା ହେଲେ like କର.❤️ ଜୟ ଜଗନ୍ନାଥ 🙏❤
@biswajits7994
@biswajits7994 2 ай бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା ଓଡ଼ିଆ ଭାରି ବଢିଆ ଗୋଟା ନଡ଼ିଆ❤❤❤❤👇👇👇👇👇👇
@Kalahandiavlogger
@Kalahandiavlogger 2 ай бұрын
କିଏ କିଏ ଆମ ଓଡ଼ିଆ ଭାଷା କୁ ଭଲ ପାଅ ଯଦି ❤️ ରୁ ଭଲ ପାଉଥିବା ତାହେଲେ ଗୋଟେ ଲାଇକ ହଉ 😊
@user-fj3dl5cy8t
@user-fj3dl5cy8t 2 ай бұрын
Uk
@swarnapriyasethyswarnapriy3085
@swarnapriyasethyswarnapriy3085 2 ай бұрын
ଓଡ଼ିଆ
@sitanshupriyadarshi6580
@sitanshupriyadarshi6580 2 ай бұрын
Channel delete kana paain heithila?
@BapiBhai207
@BapiBhai207 2 ай бұрын
TQ brother ❤❤
@gobindachapadi3042
@gobindachapadi3042 2 ай бұрын
ମୁଁ ଓଡ଼ିଆ ଭାଷାକୁ ଜୀବନରୁ ଅଧିକ ଭଲ ପାଏ ତେଣୁ କରି ମୁଁ ଓଡ଼ିଆ ହୋନରସ୍ ନେଇଛି
@chintubehera9189
@chintubehera9189 2 ай бұрын
ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା ଜୟ 🙏ଜଗନ୍ନାଥ 🙏
@basantibehura6013
@basantibehura6013 2 ай бұрын
ମୁଁ ଗର୍ବ କରେ କି ମୁଁ ଏହି ମହାନ୍ ସଂଗ୍ରାମୀ ମଧୁସୂଦନ ଦାସଙ୍କ ଗ୍ରାମ ର ଗ୍ରାମବାସୀ ❤😊
@PpnOwnLifeStyle
@PpnOwnLifeStyle 2 ай бұрын
ବହୁତ୍ ଦିନ ପରେ ଏମିତି ଗୋଟେ ବିଷୟ ରେ ଭିଡିଓ କରି ଥିବାରୁ , ମୋର ସମସ୍ତ ଉତ୍କଳ କାର୍ଟୁନ୍ ସଦସ୍ୟ ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ୍ ଜଣାଉଛି 🎉 , ଆମ ମାତୃଭାଷା ଆମର ଗୌରବ , ଆମର ପରିଚୟ 😊
@ranjangaming8311
@ranjangaming8311 2 ай бұрын
ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ 😊😊 ମୁଁ ମୋ ମାତୃଭାଷା ଓଡ଼ିଆ ପାଇଁ ଗର୍ବିତ 🤗🤗 ଜୟ ଜଗନ୍ନାଥ
@ranjangaming8311
@ranjangaming8311 2 ай бұрын
@donttalk7499 ଆଶା କରେ ମୋ ଲେଖା ରେ କିଛି ତ୍ରୁଟି ରହିପାରେ ମାତ୍ର ମୋତେ କହିପାରିବେ ଅଜ୍ଞାନ ନା ଅଜ୍ଞାନୀ.. ସାଧାରଣ ଭାଷା ରେ ବୁଝିବାକୁ ଗଲେ ଅଜ୍ଞାନ ଯାହା କୌଣସି ଲୋକ ବୁଝାଏନି ବାସ୍ତବ ରେ ଅଜ୍ଞାନୀ ସେମାନେ ଯାହା ସ୍ଵଭାଵ କବି ଗଙ୍ଗାଧର ମେହେର ଲେଖିଛନ୍ତି ଯାହାଙ୍କର ଜ୍ଞାନ ବୋଲି କିଛି ନଥାଏ ସେମାନେ ହେଉଛନ୍ତି ଅଜ୍ଞାନୀ ଆଶା କରେ ମୋ କହିବ କଥା ଆପଣ ବୁଝିପାରୁଥିବେ 🙏🙏
@ranjangaming8311
@ranjangaming8311 2 ай бұрын
@donttalk7499 ତାଙ୍କୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ସାରର୍ଥ ଅତି ସରଳ ଯାହା ସମ୍ପୂର୍ଣ ବୁଝାଉଛି ଜ୍ଞାନୀ ଆଉ ଅଜ୍ଞାନୀ... ଯୋଉ ମାନଙ୍କ ମନରେ ନିଜ ମାତୃଭୂମି ମାତୃଭାଷା ପ୍ରତି ଭଲ ପାଇବା ଜନ୍ମ ହୋଇନି ଯେଉଁ ମାନେ ନିଜ ମାତୃଭାଷା ର ଗୁରୁତ୍ୱ ଦିଅନ୍ତି ନାହିଁ.. ଯଦି ସେମାନଙ୍କୁ ଆମେ ଜ୍ଞାନୀ ଗଣ ମଣ୍ଡଳୀୟ ଲୋକ ଙ୍କ ସହ ସମାନ କରି ଜ୍ଞାନହୀନ ଲୋକ ଙ୍କୁ ଗଣନା କରିବା ତେବେ ଅଜ୍ଞାନୀ ମାନେ ମୂର୍ଖ ସେମାନେ କୁଆଡେ ଯିବେ ଆଶା କରେ ମୋ ଭୁଲ ଥିଲେ ତ୍ରୁଟି ସୁଧାରିବେ ❤️
@RasmitaMurudi
@RasmitaMurudi 2 ай бұрын
Satare
@Prahaladadbehera4710
@Prahaladadbehera4710 2 ай бұрын
ନାଇଁ ଭାଇ ସେଇଟା ଠିକ୍ ଅଛି
@ranjangaming8311
@ranjangaming8311 2 ай бұрын
@@Prahaladadbehera4710 ଧନ୍ୟବାଦ ଭାଇ ❤️❤️
@Anu-sc9hx
@Anu-sc9hx 2 ай бұрын
ମାତୂଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅ ଜ୍ଞାନ ରହିବେ କାହିଁ ଯୋଉ ମାନେ ମାତୂଭାଷା କୁ ଭଲପାଅ 👍👍 କର First time I got 100 likes thank you
@soumyaranjandehury9594
@soumyaranjandehury9594 2 ай бұрын
​@@ashutoshbalabantaray1845 ଆଛା ଏମିତି କଥା । ତୁ ଯାଉନୁ,,,,! ହିନ୍ଦୀ ଭାଷା ତେଲୁଗୁ ଭାଷା ତାମିଲ ଭାଷା ଗୁଜରାଟୀ, ମରାଠୀ, ପଞ୍ଜାବୀ , ଆସାମୀ,ବଙ୍ଗାଳୀ ଭାଷାରେ ଯେଉଁ ମାନେ ନିଜେ ନିଜ ମାତୃ ଭାଷାକୁ ଭଲ ପାଆନ୍ତି କଥା ହୁଅନ୍ତି। ଯା ସେହି ରାଜ୍ୟ ମାନଙ୍କୁ ଆଉ ସେଠିକାର ଅଞ୍ଚଳ ବାସୀ ଆଉ ସେମାନଙ୍କ ମୁଖ୍ୟ ମନ୍ତ୍ରୀ ମାନଙ୍କୁ କହିବୁ। ହିନ୍ଦୀ English ଶିଖିବା ଓ କହିବା ଭୁଲ ନୁହେଁ। ନିଜେ ନିଜ ମାତୃଭୂମି ମାତୃ ଭାଷାକୁ ଭଲ ପାଉଥିବାରୁ ନିଜ ମାତୃ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ଛୋଟ ପ୍ରାୟାସ 👍
@manojparida27
@manojparida27 2 ай бұрын
​@@ashutoshbalabantaray1845ଯଦି ବି କହୁଛ ତାହେଲେ ଏଇ ଯୋଉ ଶବ୍ଦ ଲେଖିଛ ତାକୁ ଆପଣ ହିନ୍ଦୀ ରେ ବି ଲେଖି ପାରିଥାନ୍ତେ ତାହେଲେ ୟାକୁ ଇଂରାଜୀ ରେ ଲେଖିବା କଣ ଦରକାର ଥିଲା..... କଥାରେ ଅଛି ଯେ ଦେଶ ଯାଏ ସେ ଫଳ ଖାଏ ସେମିତି ଆମ ଓଡ଼ିଆ ଭାଷା ବି ଗୋଟେ ଭାରତ ଦେଶ ର ଭାଷା ଆଉ ସେଇଟା ଓଡିଶା ରାଜ୍ୟ ପାଇଁ ସମ୍ଭବ ହୋଇପାରିଛି... ହିନ୍ଦୀ ଭାଷା ଆମ ରାଷ୍ଟ୍ର ଭାଷା ହୋଇପାରେ କିନ୍ତୁ ଆମ ଓଡ଼ିଶା ରାଜ୍ୟ ରେ ଯେଉଁ ଭାଷା ପ୍ରଚଳିତ ହେଉଛି ତାକୁ ଆମେ ସମ୍ମାନ ଦେବା କଥା.... ମୁଁ ମୋ ଓଡ଼ିଶା ରାଜ୍ୟ ଆଉ ଓଡ଼ିଆ ଭାଷା କୁ ଗର୍ବ କରେ..... ❤️🙏🏻👑🫡💯
@worldtechprojects9181
@worldtechprojects9181 2 ай бұрын
​​​@@ashutoshbalabantaray1845agar hum sab bharatiya hai hum sab sanskrit bolna chahiye sayad tumhe Kalinga rajya history ko thikse padha Nehi isliye ese bolrahe ho thikse padhkar aao sayad tum 1936 se Odisha ka born hua tumhe pata usse jyada Nehi aur hmm Bharat ko caste religion divide Kara Raha hai naa ki language ye sab caste system band hojana chahiye hum bharatiya hai humara yahan different culture hai jo bharatiya ko ekjut karke rakha hai
@ashutoshbalabantaray1845
@ashutoshbalabantaray1845 2 ай бұрын
@@worldtechprojects9181 bhai mu Sanskrit katha kahuni rashtra bhasa Hindi katha kahuchi are ebe ta tame bhasa pai odisha dui bhaga karibaku lagicha au kahucha laguange re kichi mane nahi are west odisha kahuchi tanku alga state darkar ei bhasa pai au baki Rahila pura bharat nijaku odia Bengali Marathi Punjabi esabu kahi sabu divide heijaichanti
@ashutoshbalabantaray1845
@ashutoshbalabantaray1845 2 ай бұрын
@@worldtechprojects9181 eita bi sata Katha je amaku ama matrubhasa odia Priya but jouta sata seita kahuchi
@anitapriyadarshini429
@anitapriyadarshini429 2 ай бұрын
ମାତୃଭୂମି ମାତୃ ଭାଷାରେ ମମତା ଭ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନି ରହିବେ କାହିଁ 👈👈🙏🙏
@mrutyu816
@mrutyu816 2 ай бұрын
ମଧୁ ବାବୁ, ଗୋପବନ୍ଧୁ ଦାସ, ବ୍ୟାସକବି ଫକୀରମୋହନ ସେନାପତି,ରାଧାନାଥ ରାୟ,ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ସୁରେନ୍ଦ୍ର ସାଏ,ହରେକୃଷ୍ଣ ମହତାବ ଏମାନେ ସବୁ ଆମ ରାଜ୍ୟ କୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ , ଆମ ଭାଷା କୁ ବଞ୍ଚାଇବା ପାଇଁ ,ଓଡ଼ିଆ ଜାତି କୁ ବଞ୍ଚାଇ ରଖିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଏମାନଙ୍କର ଅବଦାନ ମହାନ୍ ଉତ୍କଳ ପାଇଁ କଣ ଥିଲା ପ୍ରତ୍ୟେକ ଓଡ଼ିଆ ଜାଣିବା ଦରକାର । ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ ଏପରି ଏକ ପ୍ରୟାସ କରିଥିବା ରୁ । ଜୟ ଜଗନ୍ନାଥ , ବନ୍ଦେ ଉତ୍କଳ ଜନନୀ 🙏🏻
@Bikrambehera121
@Bikrambehera121 2 ай бұрын
ମାତୃ ଭୂମି ମାତୃ ଭାଷା ର ମମତା ଯା ହୃଦେ ଜନମି ନାହିଁ !! ତାଙ୍କୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ !! ମୋ ଓଡ଼ିଆ ଭାଷା ମୋତେ ପ୍ରାଣ ଠୁ ବି ପ୍ରିୟ କେତେ ମଧୁର ମୋ ମା ର ଭାଷା ❤ ବନ୍ଦେ ଉତ୍କଳ ଜନନୀ 🙏🙏🙏
@alokbeheraap
@alokbeheraap 2 ай бұрын
Bande utkal janani ❤
@alokbeheraap
@alokbeheraap 2 ай бұрын
Bohut Sundar katha te kahila Bhai ❤
@user-fk5ei7tn1c
@user-fk5ei7tn1c 2 ай бұрын
ବନ୍ଧେ ଉତ୍କଳ ଜନନୀ ❤❤❤❤❤
@Soumyacncdunia86884
@Soumyacncdunia86884 2 ай бұрын
Eha ku Mahatma Gandhi kahithile
@k.ogamer4092
@k.ogamer4092 2 ай бұрын
Gagadhara meher
@ssenapati8854
@ssenapati8854 2 ай бұрын
ହୃଦୟସ୍ପର୍ଶୀ କାହାଣୀ 😢 ଧନ୍ୟବାଦ sir 🙏 ଆମ ଓଡ଼ିଆ ମାନଙ୍କୁ ଠିକ୍ ରାସ୍ତା କୁ ଆଣିହେବ ଏଇ କାହାଣୀ ମାଧ୍ୟମରେ
@BGclips369
@BGclips369 2 ай бұрын
ଅନିହେବ ନୁହେଁ ଆଣିହେବ
@selfstudy2975
@selfstudy2975 2 ай бұрын
ହୃଦୟକୁ ଥରେଇଦେଲା ଭଳି voice... ସତେ ମଧୁବାବୁ ଆମ ସମସ୍ତଙ୍କୁ ପ୍ରଶ୍ନ କରୁଛନ୍ତି.. ଚେତେଇ ଦଉଛନ୍ତି... ତାଙ୍କର ଅବଦାନ କୁ ଆମେ ଭୁଲିଯାଇଛେ.. ତାଙ୍କର ବଳିଦାନ କୁ ଆମେ ଭୁଲିଯାଇଛେ 🥺🥺
@cbcreation8853
@cbcreation8853 2 ай бұрын
Puri ru kou bhai bhauni dekhucha like kar dekhiba kete jana puri malike achanti 🙏🏽
@s_b_satya_45
@s_b_satya_45 2 ай бұрын
ଆମେ ଓଡିଆ ଆମ ଭାଷା ଆମ ପାଇଁ ଭାରି ବଢିଆ❤👌 I love you odisha 🥰 from Bhadrak ❤ 🙏🙏ଜୟ ଜଗନ୍ନାଥ🙏🙏
@dmktytdipubabu4K
@dmktytdipubabu4K 2 ай бұрын
Me Be Cuttack ❤❤
@Subhankar-vlogs-Comedy
@Subhankar-vlogs-Comedy 2 ай бұрын
I am from bhadrak
@RupashreeParidaParida
@RupashreeParidaParida 2 ай бұрын
😂😂😂
@ManasRout-nf7en
@ManasRout-nf7en 2 ай бұрын
I am from bhadrak❤I love my odisha
@user-bm3qo6mm1k
@user-bm3qo6mm1k 2 ай бұрын
XX
@binodinibehera6146
@binodinibehera6146 2 ай бұрын
ସତରେ ବହୁତ ସୁନ୍ଦର ଭାବ ରେ ଓଡ଼ିଆ ଭାଷା ର ମହତ୍ତ୍ଵ ବିଷୟ ରେ ବୁଝାଇଛନ୍ତି❤❤ ❤
@SriyaPanigrahy
@SriyaPanigrahy 2 ай бұрын
ଏହି ଭିଡିଓ କୁ ଦେଖିକି ମୋ ଆଖି ରେ ଲୁହ ଆସିଗଲା।ସବୁ ଓଡ଼ିଶା ବସି ଗର୍ବ କରିବା କଥା କି ଆମେ ମାନେ ଓଡ଼ିଆ ବୋଲି। ସେଇଥି ପାଇଁ ଆମେ ସମସ୍ତ ଶପଥ କରିବା ଯେ ଓଡ଼ିଶା ବାହାରକୁ ଗଲେ ଭି ଆମେ ମାନେ ଆମ ଓଡ଼ିଆ କୁ ଭୂଳିବ ନାହିଁ।ମୁ ଶପଥ କରି କହୁଚି ଯେ ମୁଁ ଯତେ ଦୂର କୁ ଗଲେ ଭି ମୋ ଓଡ଼ିଆ ମାତୃଭାଷା କୁ କେବେ ଭି ଅସମ୍ମାନ କରିବି ନାହିଁ। ଜୟ ଜଗନ୍ନାଥ⭕❗⭕🙏
@subhamsubhajitpradhan173
@subhamsubhajitpradhan173 2 ай бұрын
Ucha heba pain kara jebeasha ucha kara age nija matrubhasa ❤
@user-ws9np1vb8s
@user-ws9np1vb8s 2 ай бұрын
ବନ୍ଦେ ଉତ୍କଳଜନନୀ ❤ ଯୋଉ ମାନେ ଓଡ଼ିଆ ସେମାନେ ଲାଇକ କରନ୍ତୁ କମେଟ କରନ୍ତୁ
@theanimal3153
@theanimal3153 2 ай бұрын
❤❤❤❤❤❤❤
@user-ws9np1vb8s
@user-ws9np1vb8s 2 ай бұрын
@@theanimal3153 😀😀😀😀
@RakhiRani-fb3qn
@RakhiRani-fb3qn 2 ай бұрын
ଯିଏ ଯିଏ ଓଡ଼ିଆ ସମସ୍ତେ Like କର ❤❤❤ ଆମେ ଓଡ଼ିଆ ଭାରି ବଢିଆ😊😊
@SANTOSHKUMARBARIK-tr6gp
@SANTOSHKUMARBARIK-tr6gp 2 ай бұрын
Nice ❤😂🎉😢😮😅😊❤❤❤❤❤❤❤❤❤❤❤❤😂😂😂😂😂😂😂😂😂😂😂😂😂🎉🎉🎉🎉🎉🎉🎉🎉🎉😢😢😢😢😢😢😢😢😢😢😮😮😮😮😮😮😮😮😮😅😅😅😅😅😅😅😅😅😊😊😊😊😊😊😊😊😊😊😊😊
@keshaba3540
@keshaba3540 2 ай бұрын
Bhai mu bi odia
@user-pv4it5id6g
@user-pv4it5id6g 2 ай бұрын
ଧନ୍ୟବାଦ୍ ଭାଇ 😢😮😢
@monalisadash8716
@monalisadash8716 2 ай бұрын
😊😊😊😊😊😊😊😊😊😊😊😊😊vala hai chi
@monalisadash8716
@monalisadash8716 2 ай бұрын
​@@user-pv4it5id6gueyyyuyeyyyyuyeuuuy3yy374y
@prasantamandal-ql2ds
@prasantamandal-ql2ds 2 ай бұрын
ଆମେ ଓଡ଼ିଆ ଭାରି ବଢିଆ❤❤ । ଯେଉମାନେ ଓଡ଼ିଆ like କର
@user-mv8uk8mu3e
@user-mv8uk8mu3e 2 ай бұрын
ବହୁତ ସୁନ୍ଦର ପ୍ରୟାସ। ଚିର ନିଦ୍ରା ରେ ସୋଇଥିବା ଓଡ଼ିଆଙ୍କୁ ଜାଗ୍ରତ କରିବାର ସୁନ୍ଦର ପ୍ରୟାସ। ଏମିତି ଏ ମାଟିର ର ଭାଷା, ସଂସ୍କୃତି କୁ ଜୀବିତ ରଖିବାର ର ଏହା ହିଁ ଉତ୍କୃଷ୍ଟ ମାଧ୍ୟମ। ଧନ୍ୟବାଦ ବନ୍ଦେ ଉତ୍କଳ ଜନନୀ
@lkpjeetkant
@lkpjeetkant 2 ай бұрын
ଅତି ସୁନ୍ଦର ବ୍ୟାଖ୍ୟାନ। ଅନେକ କୃତଜ୍ଞତା ଆପଣଙ୍କ ଦଳ କୁ । ଆମେ ଓଡ଼ିଆ ଆମ ଭାଷା ବହୁତ୍ ବଢିଆ।ଧିକ ସେମାନଙ୍କୁ ଯିଏ ନିଜ ମାତୃ ଭାଷା ମାତୃ ମାଟି ପାଇଁ ଶ୍ରଦ୍ଧା ଆଉ ସ୍ନେହ ମନରେ ନାହିଁ । ବନ୍ଦେ ଉତ୍କଳ ଜନନୀ।❤ ଜୟ ଜଗନ୍ନାଥ ମହାପ୍ରଭୁ।🪔
@arpitasahooarpitasahoo2610
@arpitasahooarpitasahoo2610 2 ай бұрын
Sgsvgjjfs kkdgkoo🎉😂😮 16:19
@sameersamy4204
@sameersamy4204 2 ай бұрын
ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଅବଦାନ କୁ ଭୁଲିଗଲେ କି ଭାଇନା , ଆମର ଅଞ୍ଚଳ ଆନ୍ଧ୍ର ରେ ଥାଆନ୍ତା ଯଦି ମହାରାଜା ନଥାନ୍ତେ ( from ପାରଳାଖେମୁଣ୍ଡି) ଜୟ ଉତ୍କଳ 🚩 ମୋର ପୂର୍ବ ପୁରୁଷ ଆନ୍ଧ୍ର ରୁ ମୁଁ ମଧ୍ୟ ତେଲୁଗୁ ଜାଣେ, ଆମ ଗ୍ରାମ ରେ ତେଲୁଗୁ ନୋ ଜାଣିଲେ ଚଳି ହେବନି କିନ୍ତୁ ମୁ ସବୁଠି ଓଡ଼ିଆ ରେ କଥା ହୁଏ।
@Prahaladadbehera4710
@Prahaladadbehera4710 2 ай бұрын
ଦୟା କରି ଓଡ଼ିଆ ରେ ସମସ୍ତ ଙ୍କୁ ଓଡ଼ିଆ ରେ କଥା କହିବା ଶିଖାନ୍ତୁ
@Prahaladadbehera4710
@Prahaladadbehera4710 2 ай бұрын
ଧନ୍ୟବାଦ
@sameersamy4204
@sameersamy4204 2 ай бұрын
@@Prahaladadbehera4710 nischay bhai
@rohitmajhi5565
@rohitmajhi5565 2 ай бұрын
ମୁଁ ପାରଳାଖେମୁଣ୍ଡି ର ନିବାସୀ ❤❤❤
@namitamandal5573
@namitamandal5573 2 ай бұрын
Hindi rastriya bhasa he aap bolrehe he ki bhasa Hindi hona chahiye to ustarha hamare rashtriya pita to Gandhi he na to aap to Gandhi ko pitaji bolo na tum apne pita ko kiu pita bolrehe ho
@laxmanpatra3193
@laxmanpatra3193 2 ай бұрын
ମାତୃଭୂମି ମାତୃଭଷା ମମତା ଯାହା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ❤❤❤ ମୋ ମାତୃଭଷା ମୋତେ ଶ୍ରେଷ୍ଠ 😊😊ଏହି ଅଧ୍ୟାୟ ଟି ସବୁଠାରୁ ସୁନ୍ଦର ଲାଗିଲା ମୋତେ ଆଜି❤❤❤
@AmaToka0
@AmaToka0 2 ай бұрын
ମୋ ଭାଷା ଓଡ଼ିଆ ମୁଁ ଓଡ଼ିଆ ଆଉ ମୋ ଭଗବାନ୍ ଜଗନ୍ନାଥ ମୋ କାଳିଆ ମୋ ପାଇଁ ମୋ କାଳିଆ ବଢିଆ PlZ ନିଜ ଭାଷା କୁ କେବେ ହରାନ୍ତୁ ନାହିଁ ଜୟ ଜଗନ୍ନାଥ 🙏🙏🙏 ମୋ କଥା ଯଦି ତମକୁ ଠିକ୍ ଲାଗୁଚି ତାହେଲେ like kara comment box re ଉତ୍ତର ଦିଅ ❤❤❤❤
@SujitSahoo-tj7rs
@SujitSahoo-tj7rs 2 ай бұрын
ଉଚ୍ଚ ହେବା ପାଇ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃଭାଷା
@sanu943gamer9
@sanu943gamer9 2 ай бұрын
Class 8 udbodhana Kavita 😢
@RanjanNaik-rz7tr
@RanjanNaik-rz7tr 2 ай бұрын
Good comment 👏👏
@santanukumar5791
@santanukumar5791 Ай бұрын
❤❤❤
@soumyasocialvoicer2873
@soumyasocialvoicer2873 2 ай бұрын
ଓଡ଼ିଆ ଆମ ମାତୃ ଭାଷା। ଗୋଟେ ମଜା କଥା ଜାଣିଛ ଯୋଉ ଇଂରେଜ ମାନେ ଆମ ଦେଶ କୁ ଇଂରାଜୀ ଆଣି ଥିଲେ ସେମାନେ ଆମ ଦେଶ ର ସବୁ ରାଜ୍ୟ ର ରାଜା ଙ୍କୁ ହରାଇ ରାଜ୍ୟ ରେ ରେ ରାଜୁତି କରୁଥିଲେ କିନ୍ତୁ ଏଇ ଓଡ଼ିଆ ରାଜ୍ୟ କୁ କେବେ ହତିଆର କରି ପାରିନଥିଲେ। ସେଇ ପାଇଁ ଆମ ରାଜ୍ୟ ଓଡ଼ିଶା ଓ ଆମ ମାତୃ ଭାଷା ଓଡ଼ିଆ କୁ ସମ୍ମାନ ଦେଇ ❤ ଟେ କରି ଦିଅ ❤❤❤❤
@geetikrishna788
@geetikrishna788 2 ай бұрын
Bhul.. Odia huchi ama vasa... Ta ame odia hni khiba... Ame English, Hindi jniba... Kintu odia hni khiba...
@kishorkumarsahoo7877
@kishorkumarsahoo7877 2 ай бұрын
ଠିକ୍ କହିଛ ଭଉଣୀ​@@geetikrishna788
@kishorkumarsahoo7877
@kishorkumarsahoo7877 2 ай бұрын
​@@ashutoshbalabantaray1845ଆମେ ଆମ ରାଷ୍ଟ୍ରଭାଷା କୁ ସମ୍ମାନ ଦଉଛୁ ଏବଂ ଦଉଥିବୁ ମଧ୍ୟ । କିନ୍ତୁ ଆମେ ଯେତେବେଳେ ପ୍ରଥମେ କଥା କହିବା ଶିଖିଲୁ ଆମ ପାଟିରେ ଆମ ମାତୃଭାଷା ଓଡ଼ିଆ ହିଁ ଥିଲା। ଯେତେବେଳେ ଯାଏ କୌଣସି ଦରକାର୍ ନପଢ଼ିଛି ଆମେ ଅନ୍ୟ ଭାଷା କଣ ପାଇଁ ବ୍ୟବହାର କରିବା,ନିଜ ମାତୃଭାଷା କୁ ଛାଡ଼ିକି।ଆମ ପାଇଁ ଆମ ମାତୃଭାଷା ମହାନ୍ । ଜୟ ଓଡ଼ିଆ ଜୟ ଓଡ଼ିଶା ଜୟ ଜଗନ୍ନାଥ 🙏🙏🙏
@nigamnigam983
@nigamnigam983 5 күн бұрын
ସତରେ ଏ ଭିଡିଉଦେଖି ଆଖିରୁ 😢😢😢 ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ କର ଭାରି ବଢିଆ ଆଗେନିଜ ମାତୃ ଭାଷା ଓଡ଼ିଆ ଯଦି ମାତୃଭାଷା ଭଲ ପାଉଛ ତା ହେଲେ like କର
@siba7591
@siba7591 2 ай бұрын
ନିଜ ମାତୃ ଭାଷା ଓ ମାତୃଭୂମି ଉତ୍କଳ କିଏ ଭଲ ପାଅ 😢
@AlokBhoi-ke4qt
@AlokBhoi-ke4qt 2 ай бұрын
ଜୟ ଭାରତ 🇮🇳 ଜୟ ମାତୃଭୂମି ❤️🇮🇳 ଜେଉ ମାନେ ମାତୃଭାଷା କୁ ସମ୍ମାନ କର ସେଇ ମାନେ ଲାଇକ କର🙏 ❤❤❤❤❤❤
@smita563
@smita563 2 ай бұрын
ସତରେ ଆଖି ରୁ ଲୁହ ଆସିଗଲା ...ଏହି ଉଠରେ ଉଠରେ ଉତ୍କଳ ସନ୍ତାନ ଗୀତ ଟି ଶୁଣିକି... ସତରେ ଆମେ ଓଡିଆ ବୋଲି ଗର୍ବିତ ❤❤
@user-ju2hf2kk8g
@user-ju2hf2kk8g 2 ай бұрын
ଆମ ଭାଷା ଭାରି ବଢିଆ ତେଣୁ ଆମେ ପାଠ ପଢିଲେ ବୋଲି ଆମ ଭାଷା କୁ ଭୁଲିଵା ନାହି ଯାହାକୁ ଭଲ ଲାଗିବ like ଗୋଟିଏ କର
@allof.gameplay
@allof.gameplay 2 ай бұрын
RCB fan like Kara only Virat Kohli fan ❤
@rajanikantasethy9090
@rajanikantasethy9090 Күн бұрын
Kuade asichu ja t 20 match dekhibu
@AswaniMajhi
@AswaniMajhi 2 ай бұрын
ନିଜ ମାତୃଭାଷା କୁ ଭଲ ପାଉଥିଲେ ଗୋଟେ like କର Jay Jagannath
@Bhakti.14886
@Bhakti.14886 2 ай бұрын
ଏଇ ଭିଡିଓ ଦେଖିଲା ପରେ ଦେହରେ goosebumps ଆସିଗଲା।ନଟିଆ ଟିମ୍ ଙ୍କୁ ବହୁତ୍ ବହୁତ ଧନ୍ୟବାଦ।
@writetapan1
@writetapan1 2 ай бұрын
ଭାଇ ଲୋମ ଟାଙ୍କୁରି ଉଠିଲା କହୁନ ।
@aratinayak4235
@aratinayak4235 Ай бұрын
Hmmm
@ibookscpy-sw3wx
@ibookscpy-sw3wx 2 ай бұрын
ମୁଁ ମଧ୍ୟ ଓଡ଼ିଶାବାସୀ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି।
@K.KrushnaChandraPatro-cx3mi
@K.KrushnaChandraPatro-cx3mi 2 ай бұрын
ଜୟ ଜଗନ୍ନାଥ 🙏🏻 ମାତୃଭୂମିକୁ ସର୍ବଦା ସମ୍ମାନ ଦେବା ମାତୃଭାଷାକୁ ସର୍ବଦା ସମ୍ମାନ ଦେବା.. ଏବଂ ଗର୍ବର ସହିତ କହିବା ଆମ ଭାଷା ଓଡିଆ ସବୁଠୁ ବଢିଆ 👏🏻👏🏻👏🏻
@Soubhagyasahu-er3sg
@Soubhagyasahu-er3sg 2 ай бұрын
ଯଉ ଯଉ ମାନେ ମାତୃଭାଷା ଓଡ଼ିଆ କୁ ଭଲ ପାଉଥିଲେ ଗୋଟିଏ like ❤ ନିଶ୍ଚିତ କରିବେ
@foreverrs4377
@foreverrs4377 2 ай бұрын
Like ra odia aga lekhe doudi asila dekhei habaku
@Krishnadasbls180
@Krishnadasbls180 2 ай бұрын
କଣ ମାନେ ଯେ ମୂର୍ଖ ମାନେ ହିଁ କେବଳ ଓଡ଼ିଆ କୁହନ୍ତି🙄ଯୋଉ ଜନ୍ମ ମାଟିରେ ଜନ୍ମ ନେଲେ ତାଙ୍କୁହିଁ ଭୁଲିଗଲେ😞ବୁଝେଇତେ ପଡିବ ଆମେ ଓଡ଼ିଆ ଆମ ଭାଷା ଭାରି ବଢିଆ🙂😃ଭଗବାନ ଙ୍କୁ କୋଟି କୋଟି ଧନ୍ୟବାଦ ମୋତେ ଏଇ ଭଳି ରାଜ୍ୟରେ ଜନ୍ମ ଦେଇଥିବା ରୁ😇🥰ଜୟ ଜଗନ୍ନାଥ🙏
@trilochanpatro899
@trilochanpatro899 2 ай бұрын
Bahut Dina pare .. gote khas episode ti dekhibaku Milila ❤❤❤❤
@PRTswayamjit
@PRTswayamjit 2 ай бұрын
Thanks natia comedy. ଏଟା ଆମ ଓଡ଼ିଆ ବାସି ଙ୍କ ପାଇଁ ବଡ଼ ଶିକ୍ଷ୍ୟା
@ashucredit2004
@ashucredit2004 2 ай бұрын
ଆମେ ବାଲେଶ୍ୱରିଆ ଆମ ଓଡ଼ିଆ ଭାଷା ଭାରି ବଢିଆ। ବାଲେଶ୍ଵରିଆ ବସୀ ଟିକେ like ହଉ ❤
@PadmanavaBaral-qh5ml
@PadmanavaBaral-qh5ml 2 ай бұрын
Sata Katha bhai ❤❤❤ From balesore
@munapatra5020
@munapatra5020 2 ай бұрын
Bhai kuha ame odia,bhari badhia
@user-nb1gs5gn6z
@user-nb1gs5gn6z 2 ай бұрын
Right katha balasoer no 1
@ytgaming7944
@ytgaming7944 2 ай бұрын
ମାତୃଭୂମି ମାତୃଭାଷା ରେ ଯା ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ଆମେ ଓଡ଼ିଆ ଭାରି ବଢିଆ ବନ୍ଦେ ଉତ୍କଳଜନନୀ 🙏🏼🙏🏼
@user-xb5qd4qz2v
@user-xb5qd4qz2v 2 ай бұрын
ଯିଏ ମାତୃଭାଷା କୁ ଭଲ ପାଉଚ ଗୋଟେ ଲାଇକ କର
@riyaofficial2.0
@riyaofficial2.0 2 ай бұрын
ସତରେ ମନକୁ ଛୁଇଁଲା ଭଳି ଭିଡିଓ ଟିଏ।ଯେଉଁମାନେ ନିଜ ମାତୃଭୂମିକୁ ଭଲ ପାଉଥିବ ଗୋଟିଏ ଲାଇକ୍ କର।🙏🙏ଜୟ ଜଗନ୍ନାଥ 🙏🙏
@rajabagha6523
@rajabagha6523 2 ай бұрын
ମଣିଷ ଏ ପୃଥିବୀ ପୁଷ୍ଟ ରେ ଯେମିତି ଚଲିବା ପାଇଁ ଖାଦ୍ୟ, ବସ୍ତ୍ର, ଓ ବାସଗୃହ ରିହାତି ଆବଶ୍ୟକ ସେମିତି ଆମ ଭାଷା ମଧ୍ୟ ଆବଶ୍ୟକ ❤❤
@Kabirnayak054
@Kabirnayak054 2 ай бұрын
Jie comments like koriba taro maa bopa nku bhagawan 100 years khushi re rokhontu❤😊😊😊
@Prahaladadbehera4710
@Prahaladadbehera4710 2 ай бұрын
ଦୟା କରି ଓଡ଼ିଆ ରେ କମେଣ୍ଟ କରନ୍ତୁ
@nscreation4293
@nscreation4293 2 ай бұрын
ମାତୃଭୂମି ମାତୃଭାଷା ର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ।
@user-uc9es6sx3f
@user-uc9es6sx3f 10 күн бұрын
I like natia comedy very much. Jia natia comedy ku like karuthiba gote like kariba please🙏❤
@DJRAKESHNAYAK99
@DJRAKESHNAYAK99 2 ай бұрын
ଓପି କାଟୁନ ❤️❤️❤️❤️❤️❤️❤️❤️❤️ ନଟିଆ କୁ ଯିଏ ଭଲ ପାଓ ସି ଏ ଲାକି କର ❤️
@GAMING89897
@GAMING89897 2 ай бұрын
@manojbabu6690
@manojbabu6690 2 ай бұрын
ଖୁବ ସୁନ୍ଦର ଭିଡ଼ିଓ👈🙏ବନ୍ଦେ ଉତ୍କଳ ଜନନୀ🙏ଆଉ ମୁଁ ବି ସବୁକଥା ଓଡ଼ିଆରେ କୁହେ ଏବଂ ଆମ ଘର ପାଖ କମ୍ଫାନୀ ରେ କିଛି ଓଡ଼ିଆ ଜାଣିନଥିବା ବାହାର ଲୋକ କାମ କରନ୍ତି ତାଙ୍କୁବି ଓଡ଼ିଆ ଶିଖେଇ ସାରିଲିନେ😀😂
@priyachinu8434
@priyachinu8434 2 ай бұрын
Ame odia ama ranga odia ama dhanga odia Jay odia Jay like hau❤❤❤❤
@pallakprajnabarik239
@pallakprajnabarik239 2 ай бұрын
ମାତୃଭାଷା ମାତୃଭୂମି ରେ ମମତା ଯା ହୃଦେ ଜନମି ନାହିଁ.... ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ..... ସତରେ.... ଆଜି ଆମର ଭାଷା, ସାହିତ୍ୟ ବିପଦ ରେ... ଜାଗ ରେ ଓଡ଼ିଆ ଜାଗ 🥺🥺
@_Mr_Odisha
@_Mr_Odisha 2 ай бұрын
Pallak Prajna Hii
@raghunathrana8821
@raghunathrana8821 2 ай бұрын
ମୁଁ ଓଡ଼ିଆ, ମୋ ଜାତି ଓଡ଼ିଆ, ମୋ ମାତୃଭାଷା ଓଡ଼ିଆ । ମୋ ଓଡ଼ିଶା ପାଇଁ ମୁଁ ଗର୍ବିତ । 🙏🙏🙏🙏🙏 ଏ ଗପ ନ ଥିଲା ଏ ସତ ଥିଲା। ଏ ଗପ ମାଧ୍ୟମ ରେ ଓଡ଼ିଶାର ଲୋକ ହୋଇ ଇଗ୍ରାଜୀ କହୁଥିବା ଲୋକମାନଙ୍କୁ ସଚେତନ କରାଗଲା,,👌👌👌 ଆମ ଓଡ଼ିଆ କେତେ ବଢିଆ ,👌👌
@pragatikabisoyi
@pragatikabisoyi 2 ай бұрын
ମାତୃ ଭୂମି ମାତୃ ଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ । ❤️🙏👍
@lokanathnayak3710
@lokanathnayak3710 2 ай бұрын
Agyani boli kaunasi sabda nathae " agyana '' kuhajae...dhanyabad...❤
@Humanity299
@Humanity299 2 ай бұрын
କାହିଁ ପରେ ପ୍ରଶ୍ନ ବାଚକ ଚିହ୍ନ (?)
@mamatamuduli8040
@mamatamuduli8040 2 ай бұрын
FC
@rajamohanty5228
@rajamohanty5228 Ай бұрын
CSK 💛 like ସବୁ ଭାଷା ଜାଣିବା ଦରକାର ଓଡ଼ିଆ ହିନ୍ଦୀ ପରେ English ସିକିବା କିନ୍ତୁ ଓଡ଼ିଆ ଫାଷ୍ଟ CSK 💛 like kara
@ChandanGhadai-pz8jv
@ChandanGhadai-pz8jv Ай бұрын
Au telugu Gujarati bhi
@aishanayak4310
@aishanayak4310 2 ай бұрын
ନିଜ ମାତୃଭାଷାକୁ ଭଲ ପାଉଥିଲେ ଗୋଟେ ଲାଇକ ହେଉ
@4PM384
@4PM384 2 ай бұрын
ରାଜନୀତି ସମୟରେ ଏଇ ଭିଡିଓ ବହୁତ୍ ମାତ୍ରା ରେ କମ ଦେବ । ଆମ ଓଡ଼ିଶା ବାସୀ ପାଇ । ଏହା ଏକ ଭଲ ପ୍ରୟାସ କରିଛନ୍ତି । Thank u ଉତ୍କଳ କାର୍ଟୁନ୍ youtub channel । ଉତ୍କଳ ନାମ ରହି ବହୁତ୍ ଭଲ କରିଛନ୍ତି ।
@ashokkumarsahoo7707
@ashokkumarsahoo7707 2 ай бұрын
ବହୁତ ସୁନ୍ଦର ଓ ଶିକ୍ଷଣୀୟ ଏହି କମେଡି ଧାରାବାହିକଟି ପ୍ରସ୍ତୁତ କରିଥିବାରୁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଶୁଭେଚ୍ଛା। ଉତ୍କଳ ଗୌରବ ମଧୁ ବାବୁଙ୍କ ସେହି ଉକ୍ତିଟି ମନେପଡେ ମାତୃଭାଷା ମାତୃଭୂମି ଯା'ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନି ଗଣରେ ଗଣିବା,ଅଜ୍ଞାନି ରହିବେ କାହିଁ।
@SushilKumar-hm7cz
@SushilKumar-hm7cz 2 ай бұрын
ଆମ ମାନଙ୍କର ଗର୍ବ ❤ଆମେ ଓଡିଆ ❤ ଆମ ଭାଷା ବଢିଆ ❤❤ ଜୟ ଜଗନ୍ନାଥ ❤❤
@santoshnaik8140
@santoshnaik8140 2 ай бұрын
ନିଜ ମାତୃଭାଷା କୁ ଭର ପାଉଥିଲା ଲାଇକ ଗୋଟିଏ କର
@pujavlogs01
@pujavlogs01 2 ай бұрын
ଆମ ମାତୃ ଭାଷା ଓଡ଼ିଆ ,ଶୁଣିବାକୁ ଯେତେ ମଧୁର ,ଲେଖିବାକୁ ଯେତେ ସୁନ୍ଦର, ଅନ୍ୟ ଏକ ପରିଚୟ ଆମ ଗୌରବର, ବିଦେଶୀ ଭାଷା ପାଈଁ ମାତୃ ଭାଷା ଅଧୁନା ଦୁର୍ବଳ ହେବାକୁ ଲାଗୁଚି , ଯାହା ଓଡ଼ିଆ ଙ୍କ ପାଈଁ ଦୁଃଖର ବିଷୟ । ଧନ୍ୟବାଦ୍ ଉତ୍କଳ କାର୍ଟୁନ୍ channel ଏତେ ସୁନ୍ଦର ଭିଡିଓ ମାତୃଭାଷା କୁ ନେଇ କରିଥିବାରୁ।❤️
@GopalMarndi-oh1qc
@GopalMarndi-oh1qc 2 ай бұрын
ଓଡ଼ିଶା ହଉଛି ଭାରତର ସବୁଠାରୁ ଲୋକପ୍ରିୟ ରାଜ୍ୟ ଏବଂ ଓଡ଼ିଶାକୁ ସମସ୍ତେ ଭଲପାଆନ୍ତି ଓଡ଼ିଶା ପାଇଁ ସମସ୍ତେ ଗୋଟେ ଗୋଟେ ଲାଏକ୍ କରନ୍ତୁ❤❤❤❤
@Bkpstatus-ri5km
@Bkpstatus-ri5km 2 ай бұрын
ଆମ ମାତୃଭାଷା କୁ ଆମେ ବଜ୍ଞାଇ ରଖିବା ଦରକାର ❤❤❤
@gouravchandra
@gouravchandra 2 ай бұрын
"ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା " I ❤ My ଓଡ଼ିଶା, ଆମେ ଓଡ଼ିଆ ଭାରି ବଡିଆ. 😊 Like କର 👍
@mohannayak6168
@mohannayak6168 2 ай бұрын
ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇଁ ଏକ ସୁନ୍ଦର ପ୍ରୟାସ 🙏 ଧନ୍ୟବାଦ 🙏
@muktikanta1237
@muktikanta1237 2 ай бұрын
❤❤
@siprabehera9475
@siprabehera9475 2 ай бұрын
ବହୁତ୍ ଭଲ କାହାଣୀ ଟିଏ। ଆମ ମାତୃ ଭାଷା ଉପରେ❤ ବନ୍ଦେଉତ୍କଳ ଜନନୀ । ଜୟ ଜଗନ୍ନାଥ 🙏🙏
@Abhijeetkar143
@Abhijeetkar143 2 ай бұрын
ଗୀତିନାଟ୍ୟ, ହାସ୍ୟାତ୍ମକ (କାର୍ଟୁନ୍) ହୋଇପାରେ କିନ୍ତୁ ଶିକ୍ଷଣୀୟ ଓ ସଚେତନତା ରହିଛି, ଦେଖିବକୁ ଅନୁରୋଧ 🙏
@Adityaeditz_12345
@Adityaeditz_12345 2 ай бұрын
ବାନର ସେନା ପାଇଁ ଗୋଟେ ଲାଇକ କରନ୍ତୁ ❤👇
@bishnupriyanayak2787
@bishnupriyanayak2787 2 ай бұрын
ମାତୃ ଭୂମି ମାତୃ ଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନୀ ରହିବେ କାହିଁ ସେଥିପାଇଁ ମୁଁ ଓଡ଼ିଆ ଭାରି ବଢିଆ ❤🎉🎊🥳
@Ranjanmallick1999-tr1ih
@Ranjanmallick1999-tr1ih 2 ай бұрын
ମାତୃଭାଷା ରେ ଅଧିକରୁ ଅଧିକ କଥାବାର୍ତ୍ତା ହେବା ଦରକାର, ଏହା ଦ୍ବାରା ଆମ ଓଡ଼ିଶା ଏବଂ ତାର ସଂସ୍କୃତି ପରମ୍ପରାକୁ ବଞ୍ଚାଇ ପାରିବା।
@amulyabishoyi70
@amulyabishoyi70 2 ай бұрын
ଆମ ମାତୃଭାଷା ଓଡ଼ିଆ
@amritapradhan7828
@amritapradhan7828 2 ай бұрын
ଆମେ ଓଡ଼ିଆ ଆମ ଭାଷା ବଢିଆ ଓଡ଼ିଆ ଭାଷା କୁ ଭଲ ପାଉଥିଲେ ଲାଇକ କରନ୍ତୁ ଆଉ ଆମ ଓଡ଼ିଶା କୁ ବି🙏🙏🙏🙏❤❤❤❤❤❤❤❤❤❤❤❤❤
@Tugxvbn
@Tugxvbn 2 ай бұрын
Odisha wale like kare ❤❤❤nija matrubhasa pain
@kalyaniswain1941
@kalyaniswain1941 2 ай бұрын
ଜୟ ଜଗନ୍ନାଥ 🙏 ବହୁତ୍ ସୁନ୍ଦର ଉପଦେଶ ଓଡ଼ିଆ ଭାଷା ଉପରେ ଧନ୍ୟବାଦ୍ ❤
@Madhaba_Dora
@Madhaba_Dora 2 ай бұрын
ମନୁଷ୍ୟ ଏହି ପୃଥିବୀ ପୃଷ୍ଠରେ ଯେମିତି ଚଳିବା ପାଇଁ ଖାଦ୍ୟ, ବସ୍ତ୍ର, ଏବଂ ବାସଗୃହ ଏକାନ୍ତ ଆବଶ୍ୟକ, ସେମିତି ଆମ ଭାଷା ମଧ୍ୟ ସେତିକି ଆବଶ୍ୟକ ! ଉଚ୍ଚ ହେବାପାଇଁ କର ଯେବେ ଆଶା , ଉଚ୍ଚ କର ଆଗ ନିଜ ମାତୃଭାଷା ❤🙏
@Abhijeet_Panda
@Abhijeet_Panda 2 ай бұрын
ତୁ ପରା ନିଜେ comment ରେ ହିନ୍ଦୀ ଆଉ English add କରୁଚୁ ଶଳା 😡😡
@Madhaba_Dora
@Madhaba_Dora 2 ай бұрын
@@Abhijeet_Panda mg
@Abhijeet_Panda
@Abhijeet_Panda 2 ай бұрын
@@Madhaba_Dora kn kire mgh ଶୋଧୁଚୁ.. ଶୁଣୁ ମୁଁ ସେଇ ପିଲା ଯିଏ ଉତ୍କଳ sir ଙ୍କୁ request କରିଥିଲା ନନ୍ଦନକାନନ episode Kariba pain... ଆଉ mgh tu ଗୋଟେ bedha chhua te bujhilu
@Madhaba_Dora
@Madhaba_Dora 2 ай бұрын
@@Abhijeet_Panda Kia aga sodila kahuna
@sushantdas7525
@sushantdas7525 2 ай бұрын
Right
@DNS_17_Bargadia_Pila
@DNS_17_Bargadia_Pila 2 ай бұрын
ଆମ ମାତୃଭାଷା ଓଡ଼ିଆ ହେଲେ ଆମର୍ ମାତୃଭାଷା ସମ୍ବଲପୁରୀ ❤️ I love ❤️ସମ୍ବଲପୁରୀ 🙏ଜୟ ମା ସମଲେଶ୍ଵରୀ🙏
@user-su1sz8tj8v
@user-su1sz8tj8v 2 ай бұрын
ବହୁତ ଭଲ ଲାଗିଲା ଏମିତି ଆମେ ଆମ ଓଡ଼ିଶା କୁ ଓ ଆମ ଓଡ଼ିଆ ଭାଷାକୁ ବହୁତ ଭଲ ପାଇବା ❤❤❤❤
@satyajeetmohapatra8132
@satyajeetmohapatra8132 2 ай бұрын
ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ , ଆମ୍ଭ ମାନଙ୍କୁ ଆମ ମାତୃ ଭାଷା ପ୍ରତି ସଚେତନ କରାଇବା ପାଇଁ l ପୁଣି ଥରେ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ l🙏🏻
@9861
@9861 2 ай бұрын
ଗୋଟେ like mate bi milu , First comment କରିଥିବାରୁ
@chandanbehera9329
@chandanbehera9329 2 ай бұрын
ହଁ
@Xiaoqi481
@Xiaoqi481 2 ай бұрын
English is important for us but !! England, Americans, korean, sabu Hindi au Odia language sikhuchnti .... We just proud for our us as odia I love my Odisha (sorry for this English typing) ବନ୍ଦେ ଉତ୍କଳ ଜନନୀ !! 💜✨
@sipunvideoworld2024
@sipunvideoworld2024 Ай бұрын
ଏତେଦିନ ପରେ ଗୋଟେ ସୁନ୍ଦର ଅଧ୍ୟାୟ ଦେଖିବାକୁ ମିଳିଲା ଏବଂ ଓଡ଼ିଆ ସମାଜକୁ ଏକ ପ୍ରେରଣାତ୍ମକ ବାର୍ତ୍ତା ମିଳିଲା...ଓଡିଆ ମାତୃଭାଷାର ସମୃଦ୍ଧି ଦିଗରେ ଏହି ଅଧ୍ୟାୟ ଏକ ସୁନ୍ଦର ପଦକ୍ଷେପ।
@santanukumar3575
@santanukumar3575 2 ай бұрын
ଜୟ ଜୱlନ୍ ଜୟ କିଶlନ ଯେଉଁ ମାନେ ଓଡ଼ିଶା କୁ ଭଲ ପାଉଛନ୍ତି ସେମାନେ ଓଡ଼ିଆ ରେ ମନ୍ତବ୍ୟ ଦିଅନ୍ତୁ ଜୟ ଜଗନ୍ନାଥ 😔😔🇮🇳
@jeetprasadrout8097
@jeetprasadrout8097 2 ай бұрын
ବନ୍ଦେ ଉତ୍କଳ ଜନନୀ 🙏🏻 ବନ୍ଦେ ମୋ ଓଡ଼ିଆ, ବନ୍ଦେ ମୋ ଉତ୍କଳ ,,,,,,,,,,😊❤
@subhashreemahapatra9227
@subhashreemahapatra9227 2 ай бұрын
ମାତୃଭୂମି ମାତୃଭାଷା ରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବ ଅଜ୍ଞାନ ରହିବେ କାହିଁ❤
@bobby07-ej2mc
@bobby07-ej2mc 6 күн бұрын
ଏହା ଏକ ଅତ୍ୟନ୍ତ ଆଦୃତ ବାର୍ତ୍ତା ଆମର ଓଡ଼ିଶା ବାସୀ ଙ୍କ ପାଇଁ👌👌👌👌
@SantoshKhatem
@SantoshKhatem 5 күн бұрын
U po🫛qfhgapshu 1:45 1:45 1:46 1:46 1:47 1:48
@SantoshKhatem
@SantoshKhatem 5 күн бұрын
Hog ip 2:13 2:14 2:14 2:14 2:15 2:15 2:16 2:17 2:17
@SantoshKhatem
@SantoshKhatem 5 күн бұрын
Hog y 2:25 2:25 2:25 2:26 2:27 2:27 2:28 2:28 2:29 2:29 2:30
@Om_Bm
@Om_Bm 2 ай бұрын
ବଢ଼ିଆ ହେଇଚି। ସତ୍ୟବାଦୀ ବନ ବିଦ୍ୟାଳୟ ଏବଂ ଅନ୍ୟ ମହାପୁରୁଷ ମାନଙ୍କ ଜୀବନୀ ଉପରେ ବି ବନାଇବାକୁ ଅନୁରୋଧ🙏
@jyotsnaranisingh5722
@jyotsnaranisingh5722 2 ай бұрын
ମୁଁ ଓଡ଼ିଶାର ସନ୍ତାନ ହୋଇଥିବାରୁ ନିଜକୁ ଗର୍ବ ମନେ କରୁଅଛି 🥹 ଜୟ ଜଗନ୍ନାଥ 🙏🙏🙏 ମୁଁ ଓଡ଼ିଆ ମୋ ଭାଷା ଓଡିଆ 🤗
@_Mr_Odisha
@_Mr_Odisha 2 ай бұрын
Jyotsna Rani Hii
@user-ed5dk8sy7o
@user-ed5dk8sy7o 28 күн бұрын
ମାତୃଭାଷା ସାହିତ୍ୟ କୁକିଏକିଏଭଲପାଉଥିଲ,❤ ଆମେ ଓଡିଆ ଭାରିବଢିଜୟଜଗନନ୍ନାଥ❤❤❤❤❤❤🎉
@sandipnayak-gw3ot
@sandipnayak-gw3ot Ай бұрын
ଭାଈ ଗୀତଟା ମନ ଛୁଇଁ ଦେଉଛି ଭାଈ 😊😊😊
@user-hi5zj3zf3t
@user-hi5zj3zf3t 2 ай бұрын
Odisha Rajya pain Bahut badhiya Barta.Bahut khusi lagila 💯💯💯
@subhadra_123
@subhadra_123 2 ай бұрын
ଯେଉଁମାନେ ଆମ ମାତ୍ରୁଭାଷା କୁ ଭଲପାଆନ୍ତି ଜଣାନ୍ତୁ👍 ଜୟ ଜଗନ୍ନାଥ🙏❤ଆମେ ଓଡିଆ ଭାରି ବଢିଆ❤
@user-tu6no9ip6k
@user-tu6no9ip6k 2 ай бұрын
ମୁଁ
@sujitpattanayak
@sujitpattanayak 2 ай бұрын
Mu
@bhaktabandhunayak-ib7xv
@bhaktabandhunayak-ib7xv 2 ай бұрын
ଜୟ ଜଗନ୍ନାଥ ପାର୍ଟ 2କେବେ ଆସିବ ଉନିଭାର୍ସ ର ଜଲଦି ଦେଖାଅ 😮😮😮🥸🥸🥸🥸😆😆😆⭕‼️⭕
@itsSatyajeet__
@itsSatyajeet__ 2 ай бұрын
ପଢ଼ିଲି ନାନା ଦେଶ ଭାଷା କାହିଁ ତ ନ ପୁରିଲା ଆଶା ହେଉ ପଛକେ ନିକୃଷ୍ଠ ମୋ ମାତୃଭାଷା ମୋତେ ଶ୍ରେଷ୍ଠ। ❤️❤️❤️❤️
Natia Comedy 429 || Natia Ra Nisha Dadhi
14:09
utkal cartoonworld
Рет қаралды 3,1 МЛН
Natia Comedy Part 447 || Tuta Tara
18:25
utkal cartoonworld
Рет қаралды 2,8 МЛН
Жайдарман | Туған күн 2024 | Алматы
2:22:55
Jaidarman OFFICIAL / JCI
Рет қаралды 1,6 МЛН
Каха ограбил банк
01:00
К-Media
Рет қаралды 11 МЛН
Survival skills: A great idea with duct tape #survival #lifehacks #camping
00:27
Dhanushara pratijogita //odia comedy//babuna comedy part 162
14:55
Cartoon Odisha TV
Рет қаралды 77 М.
Natia Comedy Part 437 || Parallel Universe || The rich world
23:19
utkal cartoonworld
Рет қаралды 6 МЛН
Natia Comedy part 409 || January 26
13:34
utkal cartoonworld
Рет қаралды 5 МЛН
Natia Comedy Part 439 || Khusi Jiba Anganwadi
14:27
utkal cartoonworld
Рет қаралды 4,8 МЛН
Natia Comedy Part 449 || Parallel Universe Part 2
27:14
utkal cartoonworld
Рет қаралды 5 МЛН
Natia Comedy part 425 || Reels nisa
22:13
utkal cartoonworld
Рет қаралды 4 МЛН
ନାମ ନେଲି🤪 // NAMA NELI // ODIA COMEDY //ASHUDEV
14:47
Kaluri Benta || Tuan Tuin part 47
12:30
Cartoon Capsule
Рет қаралды 1,7 МЛН