Naveen Patnaik Biography | ଚୁପ୍-ଚାପ୍ ରେକର୍ଡ କଲେ ନବୀନ ? 2nd Longest Serving CM Naveen | Odia News

  Рет қаралды 780,419

News18 Odia

News18 Odia

Күн бұрын

Naveen Patnaik Biography | ଚୁପ୍-ଚାପ୍ ରେକର୍ଡ କଲେ ନବୀନ ? 2nd Longest Serving CM Naveen | Odia News
Chief Minister of Odisha and Biju Janata Dal (BJD) president Naveen Patnaik has achieved another milestone in his political journey today. Setting aside West Bengal’s former Chief Minister Jyoti Basu’s record, Patnaik has become the second such Chief Minister who has completed the highest number of terms as serving chief minister of a state. #naveenpatnaik #odishacm #naveenpatnaiknews #jyotibasu #bijujantadal #bijujanatadal #bjd #bjdnews #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...

Пікірлер: 347
@surathachandrajena9514
@surathachandrajena9514 5 ай бұрын
ନବୀନ ଜଣେ ଶାନ୍ତ ସରଳ ଚାଲାକ୍ ମୁଖ୍ୟମନ୍ତ୍ରୀ ଏକଥା ରେ ଦ୍ୱିମତ ନାହିଁ । ପୁରୁଖା ରାଜନେତାଙ୍କ ଠାରୁ ସୂତ୍ର ,କୈ।ଶଳ କ୍ରମେ କ୍ରମେ ଶିକ୍ଷା କରି ସେ ଅଭିଜ୍ଞତା ହାସଲ କରି ଶାସନ କାର୍ଯ୍ୟ ଏ ପର୍ଯ୍ୟନ୍ତ ନିର୍ବିଶେଷରେ ଚଲାଇ ଆସିଛନ୍ତି ।ଲୋକେ ତାଙ୍କୁ ନଂ୧ ବୋଲି ମଧ୍ୟ କହନ୍ତି । ନବୀନ ଶାସନ ଭଲ ଓ ମନ୍ଦ ଉଭୟର ସମିଶ୍ରଣ । ରାଜ୍ୟ ଉନ୍ନତି ବି କରିଛି।ଅବନ୍ନତି ମଧ୍ୟ କମ୍ ନୁହେଁ ।ଆମେ ସେ ଆଡ଼କୁ ଯିବା ନାହିଁ ।କାରଣ ତାଙ୍କର ବିକଳ୍ପ ନାହିଁ। ନାହିଁ ମାମୁଠାରୁ କଣା ମାମୁଁ କ'ଣ ଭଲ ନୁହେଁ କି ??🎉🎉🎉
@narayanjena5190
@narayanjena5190 4 ай бұрын
Hero of Disaster Management ODRAF in the state after that Govt. of India NDRF born our country. Women's power Missan Sakti another achievement of NP Govt. Mining Corruption I3MS first state implementation. After that our growth double and surplus states in our Country.
@PuspanjaliNayak-pz7sz
@PuspanjaliNayak-pz7sz 3 ай бұрын
😢
@BimbadharBarik-un1bn
@BimbadharBarik-un1bn 3 ай бұрын
Nkñk😮
@abhiramnaik6990
@abhiramnaik6990 Ай бұрын
0:09
@santoshjena7018
@santoshjena7018 4 ай бұрын
ଜୟ ନବିନ୍ ଜୟ ଓଡିଶା, ଆମେ ବହୁତ ଗର୍ବ ଯେକି ଆମର ମୁଖ୍ୟ ମନ୍ତ୍ରୀ ନବିନ୍ ପଟନାୟକ।
@JayakrushnaNayak-v2s
@JayakrushnaNayak-v2s 5 ай бұрын
ନବୀନ ବାବୁ 🐚🐚🐚🐚💚💚💚💚💚💚💚 ନମ୍ବର -1
@chhabibrana9341
@chhabibrana9341 5 ай бұрын
ଜୟ ଜଗନ୍ନାଥ ଆମ ଓଡ଼ିଶା ର ଭଗବାନ ସେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ❤❤
@arunapatro7300
@arunapatro7300 4 ай бұрын
Bahoot Bhala Kathati Kahile.
@SanjaySanjay-qi2pf
@SanjaySanjay-qi2pf 3 ай бұрын
Han han au jagarna tanka sebaka nuhan vagban ra artha Jana na Amiti kahi daucha😡😡😡😡😡😡
@DebasishNayak-h3m
@DebasishNayak-h3m 3 ай бұрын
ଆଜି ପ୍ରମାଣ କରିଦେଲୁ ଆମେ କଳି ଯୁଗ ର ମଣିଷ,,, ନହେଲେ କଣ ଭଲ କୁ ଭୁଲ୍ ବୁଝି ଥାଆନ୍ତୁ? କିଛି ଧୋକେବାଜ୍ ଲୋକ ଙ୍କ ପାଇଁ ସବୁ ଓଲଟି ଗଲା 😢
@mithunabhoi8732
@mithunabhoi8732 3 ай бұрын
ନବିନ୍ ବାବୁ ସୁପର ଫାଷ୍ଟ ସରକାର ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏🙏🙏🙏🙏🙏❤❤❤❤❤❤❤❤
@deepaknaik9947
@deepaknaik9947 Жыл бұрын
୨୪ ରେ ସବୁ ରେକର୍ଡ ଭାଙ୍ଗିବ ନବୀନ ପଟ୍ଟନାୟକ
@Dineshparida-sh1hb
@Dineshparida-sh1hb Жыл бұрын
Record vangiba kintu Navin na thiba thiba pandian
@MamataSahoo-sm6zb
@MamataSahoo-sm6zb 4 ай бұрын
BJD କଦଳୀ କରିବ
@RameshBarik-z6b
@RameshBarik-z6b Жыл бұрын
ଆଉରି କେତେ, ଗୁଡିଏ, ବାକି,ରହିଲା, ଆଗେ ପ୍ରଥମ ଥର ପାଇଁ, ସରକାରୀ କର୍ମଚାରୀ ମାନଙ୍କର, ଦରମା,କମାଇ,ଦିଆଯାଉ, କାରଣ ସେମାନେ ସବୁ ଆମ ଗରିବ ଲୋକଙ୍କ ପେଟରେ ନାତ ମାରୁଛନ୍ତି ସେଥିପାଇଁ ଚୋର ବ୍ଲକର ରେ ଚୋର ଆଗେ ପ୍ରଥମ ଧରିବା ଦରକାର, ଏବଂ ସରକାରୀ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରା ନିଲମ୍ବିତ କର୍ମଚାରୀ ମାନେ ଚୋର ଡକାୟତ ଅଛନ୍ତି ଯେଉଁମାନେ ଦିନ ମଜୁରୀଆ ଭାବେ କାମ କରୁଥିବା ଲୋକ ମାନଙ୍କ ଲୁହରେ ଭସାଇ ଦେଲ ତେଣୁ, ଆଗେ ସରକାର କର୍ମଚାରୀ ମାନଙ୍କର, ଦରମା, କମାଇବା ପାଇଁ, ନିହାତି ଜରୁରୀ ଆଖିଦୃଶିଆ କାମ, ଏହାକୁ ଏକ ଲାଭକାରୀ, ଗରିବ ଲୋକଙ୍କ ଠାରୁ ହଡ଼ପ କରୁଅଛି ବୋଧହୁଏ,ଏହା,ରାମବାଣ, ଭାବେ କାମ,କରିବ
@sadiyafatima289
@sadiyafatima289 5 ай бұрын
One only cm naveen sarkar odisha ro saan
@karunakarmallick5854
@karunakarmallick5854 5 ай бұрын
ଜୟ ଜଗନ୍ନାଥ
@sakarsansarafsankar9235
@sakarsansarafsankar9235 4 ай бұрын
JAY nabin ok 👍🏿 ଜିତିବା ଲକ୍ଷ୍ୟରେ ସବୁବେଳେ ଆଗ୍ରହ ଲୋକଙ୍କୁ
@debasistripathy9563
@debasistripathy9563 3 ай бұрын
ଆଉଥରେ ମୁଖ୍ୟ ମନ୍ତ୍ରୀ ଭାବରେ ଦେଖିବାକୁ ଚାଁହୁଛୁ 🙏
@Ongsri-iu1jk
@Ongsri-iu1jk 3 ай бұрын
ମୋକ୍ଷ ମନ୍ତ୍ରୀ ହେଲେ ପୁଣି ଥରେ ନବୀନ ବାବୁ. ବହୁତ. ଭଲ ହେବ. ବଲାଙ୍ଗୀର. ସର୍ଗୁଲ.. ଶ୍ରୀ କୃଷ୍ଣ ଚନ୍ଦ୍ର ଭାନୁ. ହାତୀ ଖୁଜିଆ
@RajatDas-dn7pp
@RajatDas-dn7pp 5 ай бұрын
Jay ho BJD Jay ho Naveen 🌹🌹🌹
@ConfusedCardinal-gp3dr
@ConfusedCardinal-gp3dr 5 ай бұрын
Naveen Babu aapana Dabata❤🙏
@MamataSahoo-sm6zb
@MamataSahoo-sm6zb 4 ай бұрын
ବାଳ ନା.....
@mahendrajayasingh6221
@mahendrajayasingh6221 6 ай бұрын
Jay nabin sir
@MamataSahoo-sm6zb
@MamataSahoo-sm6zb 4 ай бұрын
କଦଳୀ ସାର୍
@manashnayak2794
@manashnayak2794 3 ай бұрын
ନବୀନ ଜଣେ ସରଳ ଲୋକଟିଏ ତାଙ୍କ ଭଳି ମୁଖ୍ୟମନ୍ତ୍ରୀ ଓଡିଶା ରେ ମିଳିବେନି 🇮🇳💯💯🇮🇳🇮🇳
@chhabindramansingh73
@chhabindramansingh73 Жыл бұрын
News 18ତମେଶଳେ ପଇସା ଖାଇ ଦାମିକିଆ cm ନବିନା ଚାମଚା ଗୁଣ ଗାଉଛ ଶଳେ ରାଜ୍ୟ ଅବସ୍ଥା ଦେଖାଯାଉନି ନବିନା ଚୁପ ରହିବାରେ ଏକ କାରଣ ସେ ରାଜ୍ୟ ବିଷୟରେ କିଛି ଜାଣିନି ଓଡ଼ିଆ ଙ୍କୁ ଘୃଣା କରେ ବିଜୁପୁଅ ହୋଇ ଓଡ଼ିଆ ଜାଣେନି ଭାଗ୍ୟରେ ଥିଲାମଦୁ ଆ ଭୋଗ କରୁଚି ମେଣ୍ଢା vote ଦଉଛନ୍ତି ତମେ ଶଳେ ଚାଟୁକାର ବାଳ କହିବ
@BalaramSahoo-v2z
@BalaramSahoo-v2z 4 ай бұрын
Are shebhali gote loka dekhai deba ki bharat?
@sudiptacharles5174
@sudiptacharles5174 3 ай бұрын
World No one cm pm Naveen pattinik sir 🙏 I shail console my 💜 heart . Take care of your self.is it your heart 💜 or mine ❤❤❤❤❤............. I miss...
@akashnayak554
@akashnayak554 3 ай бұрын
ନବୀନ ପଟ୍ଟନାୟକ ନମ୍ବର 1 ମୁଖ୍ୟ ମନ୍ତ୍ରୀ
@Amaodishanabinodisha-y5r
@Amaodishanabinodisha-y5r 5 ай бұрын
ଜୟ ନବିନ ❤❤❤❤❤❤🎉🎉🎉🎉
@manoj-Lifestyle
@manoj-Lifestyle Жыл бұрын
Nanithare Bhai ae 23 barsha odisha ra gote kalankita adyaya strusti karichhi
@prabhatswain3792
@prabhatswain3792 Жыл бұрын
ବିଜୁ ବାବୁ ପାଇଁ ନବିନ୍ ବାବୁ ଫେମସ୍🙏 ଅତିତ କୁ ଛାଡ ଏବର କଥା କୁହ ତୁମର ତାକତ୍ ଅଛିତ। 😆😆😆
@rajanjena8958
@rajanjena8958 Жыл бұрын
ମୁଖ୍ୟମନ୍ତ୍ରୀ ର ପଦ ମର୍ଯ୍ୟାଦା ର ମୋହ ସବୁକିଛି ତୁଚ୍ଛ ଏକଥା ଭଲ ଭାବରେ ଜାଣି ପାରିଲେ ତାପରେ ତାଙ୍କ ର hobby lobby ସବୁକିଛି ରାଜନୀତି ରେ ଲଗେଇ ଦେଇଛନ୍ତି। ଚେର କାଟିବା ରେ ମାହିର।
@chandankumarprusty3893
@chandankumarprusty3893 Жыл бұрын
A news publish pain BJD ru kete neichi news odia
@presanmallik1494
@presanmallik1494 3 ай бұрын
Tu neunu kia manakaruchhi
@alekhajena3218
@alekhajena3218 4 ай бұрын
Naveen Babu jindabad❤❤❤
@Funworld-yv9rj
@Funworld-yv9rj 3 ай бұрын
ତମେତ ଖବର ପଢିବ , ଏତେ ଝୁଲୁଛ କିଆଁ ଏପଟ ସେପଟ😂😂😂😂
@binayakaparida7297
@binayakaparida7297 Жыл бұрын
Ame Naveen Babu Nku Respect Karu... Bt Tanka Chamcha Nku Nuha...
@abhimanyurout4574
@abhimanyurout4574 Жыл бұрын
ସବୁଠାରୁ,ଖରାପ,ମୂଖ୍ୟ ମନ୍ତ୍ର,ଓଡ଼ିଶାରେ, ନବୀନ ପଟ୍ଟନାୟକଙ୍କ
@biswamberbhutia3280
@biswamberbhutia3280 6 ай бұрын
ତମେ କହିଦେଲ ମୋଦି ବିଲଗେଟ୍ସ ସଵୁ ୟାକୁ ଦେଖା କରିବାକୁ ଆସନ୍ତି ଏଇ ତ ଫରକ
@Akmkjjjhg
@Akmkjjjhg 5 ай бұрын
Tu habu . visit other state see
@bhaganathkumar7021
@bhaganathkumar7021 3 ай бұрын
Great cm Naveen pattanayak
@rajkishorsahoo8263
@rajkishorsahoo8263 3 ай бұрын
Naveen sir 🙏Jagannath apanku dirghayu karantu💚
@damodardash1273
@damodardash1273 Жыл бұрын
ଲୋକଙ୍କ ଅର୍ଥ ବେମତଲବ ବାଣ୍ଟି power ରେ ଅଛନ୍ତି
@ALOKPAITAL-j7x
@ALOKPAITAL-j7x 5 ай бұрын
Jay nabin sir , you are a great man in odisha in or all worlds great sir ,,god bless you sir ,,, Jay Jagannath
@RashmitaSahoo-om9zw
@RashmitaSahoo-om9zw 3 ай бұрын
Jay Jagannath,Jay nabeen odissa
@SukmarMishra
@SukmarMishra 3 ай бұрын
Nabin sir welcome ❤❤❤❤❤❤❤❤❤❤❤BJP go back ମିଛୁଆ ମୋଦୀ ଓ ତାଙ୍କ BJP
@minatibarik395
@minatibarik395 5 ай бұрын
Nabin patnayak jindabad
@brajakishorepadhi4022
@brajakishorepadhi4022 5 ай бұрын
ଗାଂଡି ମରା ପଲିସ ରେ ଓସତାଦ।
@chikunranieatingshow9199
@chikunranieatingshow9199 3 ай бұрын
ନବିନ Sar number one❤
@ArjuncharanMaharana-mt8qm
@ArjuncharanMaharana-mt8qm 3 ай бұрын
,ମରିବେ ଓଡ଼ିଶା ବାସୀ, କେମିତି ହରେଇଲ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଜବାବ୍ ଦିଅ ଓଡ଼ିଶା ବାସୀ,ତମ କୁ ଜବାବ୍ ଦବାକୁ ପଡିବ,ଆମ ହିରୋ କୁ ହରେଇଲ,
@chandrasekharsamal9176
@chandrasekharsamal9176 Жыл бұрын
Jay jagarnath
@user-sport588
@user-sport588 Жыл бұрын
Odisa pahni amiti loka hi Dara kar sarakaar heba ku sir 👍
@SudhansuSwain-cm4gi
@SudhansuSwain-cm4gi 4 ай бұрын
ଆମକୁ ଏ କଥା ରେ କଣ ମିଳିବ, ଆମେ ଦାଦନ ଯାଉଛୁ, ତାଙ୍କ ଶାସନ କାଳରେ,,, ନୂଆଯୁଗ ନୁହେଁ ବରଂ କୁହ ଓଡିଶା କାଙ୍ଗାଳ ହେଵାକୁଲାଗିଲା
@gangadharpatel6878
@gangadharpatel6878 3 ай бұрын
ଆମେ ନବୀନ ବାବୁ କୁ ହରେଇ ବହୁତ ଦୁଃଖ ଅନୁଭବ କରୁଛୁ ଆମେ 5t କବଳ ରୁ ମୁକ୍ତି ପାଇବା ପାଇଁ ବାଧ୍ୟ ହେଲୁ Welcome ନବୀନ ବାବୁ. Bye bye ପାଣ୍ଡୁ ତାମିଲ
@suryanarayanrath1561
@suryanarayanrath1561 Ай бұрын
Lokavote kahaki delanahi dust bina ra ଫିଙ୍ଗିଦେଲା
@yesbasanta
@yesbasanta 3 ай бұрын
25 ବର୍ଷ ରେ କେତେ ଟା ପ୍ଲାଣ୍ଟ କରିଛ । କେନ୍ଦ୍ର ସରକାର ଯୋଜନା କୁ ନିଜ ଯୋଜନା କହି ନାମ ନେଲ ।କେବଳ ଫ୍ରୀ ମାଗଣା ର cm ।
@Sayed-20
@Sayed-20 4 ай бұрын
Respect for Mr Naveen 🫡
@mjharanaa4580
@mjharanaa4580 3 ай бұрын
Jay nabin sir 🙏🙏🙏💚💚
@PitbashJani-u6t
@PitbashJani-u6t 4 ай бұрын
Jay jagannath jay bjd
@hariharmoharana6176
@hariharmoharana6176 Ай бұрын
ଯିଏ ଯାହା କହିଲେ ବି କାହା ବିରୁଦ୍ଧରେ ନବୀନ ବାବୁ ପଦେ ବି ମୁହଁ ଖୋଲି କଟୁ କଥା କୁହନ୍ତି ନାହିଁ.ଏହା ହିଁ ମହାନତା
@RameshBhol-i6l
@RameshBhol-i6l 3 ай бұрын
Navin Babu nkar padaku koti koti pranam estapa delebi tankar a jaga kehi neipari eni Odisha। ବାସୀଙ୍କର। Hhudayre ସବୁଦିନ ପାଇଁ ଅଛନ୍ତି Jay Jagannath
@BhagirathiMohanty-e7z
@BhagirathiMohanty-e7z 6 ай бұрын
ଦାଗ bahut😊 ଲାଗିଛି କିନ୍ତୁ Bjp😂 ବଞ୍ଚାଇ ଦେଇଛି, ତାଙ୍କ ଅନ୍ତେ ଜଣାପଡିବ
@rajendraswainswain6878
@rajendraswainswain6878 Жыл бұрын
Leaders should have minimum food shelter clothes like that of Nabin Pattabaik.Leader should mot worry r family but for state nation like that of neglecting own brother in BPL least.There is not any option for Nabin to be listed in BPL.But his brother had penssion.
@KabitaBarik-kw6bn
@KabitaBarik-kw6bn 3 ай бұрын
Naveen babu ame tama fan 🙏
@sudashransahoo975
@sudashransahoo975 4 ай бұрын
ଜୟ ଜଗନ୍ନାଥ ଜୟ ବିଜେଡି
@RakeshJena-f1t
@RakeshJena-f1t Жыл бұрын
Mukhya mantriy 10 thara helebi, thare Pradhan mantriy haipariba nahi
@jullysamal6626
@jullysamal6626 5 ай бұрын
To bopa heba cm tu hebu pm
@Dasdehuri
@Dasdehuri 3 ай бұрын
Thanks you sir apana Naveen NK bishayare alachana karithibaru
@MandakiniPradhan7
@MandakiniPradhan7 3 ай бұрын
Great personality 🙏🙏🙏🙏🙏
@debabratasamanta5270
@debabratasamanta5270 3 ай бұрын
Nabeen Sir is our best 👍👍💯💯 chief minister💕💕. God bless❤❤ you. Always keep smiling😊😊
@KameswarBhuyan-m6c
@KameswarBhuyan-m6c 3 ай бұрын
Jay Naveen ❤
@madhusmitamohanty2332
@madhusmitamohanty2332 4 ай бұрын
Satare kan n8ja paisa nija dumre sasan kale?vari kastha karichnti tenu cm hei mada pee aram karuchanti.lokamane e neta thu adhika kastha kama karantu tenu faltu katha band kara
@shantilatamohanty6380
@shantilatamohanty6380 3 ай бұрын
Jai Jagnnathha 💐💐🙏🙏
@kalpanadas2194
@kalpanadas2194 3 ай бұрын
Se ama hrudayare sabubale rahichhanti
@AurunMishra
@AurunMishra 3 ай бұрын
ସେହି ରେକର୍ଡ ରେ କଣ କଣ କଳଙ୍କିତ ସ୍ଥାନିତ ହୋଇଛି କି
@charitrakumarbai6301
@charitrakumarbai6301 Жыл бұрын
ନବୀନ ପଟ୍ଟନାୟକ ଭାରତ ର ଅଦ୍ୱିତୀୟ ମୁଖ୍ୟମନ୍ତ୍ରୀ. ଓଡିଶା ର ମୋଉଡ଼ମଣି
@rajanjena8958
@rajanjena8958 Жыл бұрын
ଅଦିତିଅ ନୁହେଁ ଅପାରାଜୟ କାହିଁକି ନା ଓଡ଼ିଶାବାସି ବହୁତ୍ ସରଳ ସେହି ବିଶ୍ଵାସରେ ବିଶ ଦେଇ ଏମାନେ ଅପାରଜୟ ର ଆଖ୍ୟା ପାଇ ପାରିଥାନ୍ତି କିନ୍ତୁ ଏହା ଓଡ଼ିଶାର ଭୋଟରଙ୍କ କଲ୍ୟାଣ ରେ ହବା କଥା। କିନ୍ତୁ ତାହା କେବେ ହେଇ ନାହିଁ mentor ସାଜି ଥିବା ବିଜୟ ମହାପାତ୍ର ଆଉ ନଳିନୀ ଭଳି ଲୋକମାନେ ଯେମିତି ବାୟା ହେଇଥିଲେ ଓଡ଼ିଶା ଲୋକେ ଭି ଠିକ୍ ସେମିତି ବାୟା ହୋଇଯାଇଛନ୍ତି ସେଥିପାଇଁ ଏ news ନହେଲେ Democracy ର ପରମ୍ପରା ରେ ଏଇଭଳି ଲୋକ ଙ୍କର କିଛି ମାନେ ନଥାଏ।
@sibapanigrahi6153
@sibapanigrahi6153 5 ай бұрын
Ashwini Vaishnaw କାହା mp
@NarayanDas-x7f
@NarayanDas-x7f Ай бұрын
ଅଧା କହିଲେ, ଦୁର୍ନୀତି କଥା କହିଲେନି
@Pks20246
@Pks20246 3 ай бұрын
ନବୀନ ସରକାର ଦୁର୍ନୀତି ବି no.1😅
@jyotiranjanmishra101
@jyotiranjanmishra101 5 ай бұрын
ନବୀନ ପଟ୍ଟନାୟକ ଜିନ୍ଦାବାଦ
@sohanisahu193
@sohanisahu193 5 ай бұрын
Nabin sir jay
@srabantireddy6690
@srabantireddy6690 4 ай бұрын
Amara CM Odisha ra second prabhu shree jagannath kahile chale 🙏🙏🙏😃
@basumandal6209
@basumandal6209 6 ай бұрын
Joyguru NOBINBABU
@grammartia1234
@grammartia1234 5 ай бұрын
ଏହା ନୀଳବର୍ଣ୍ଣଶୃଗାଳର ଶତପୋଷାକ, l
@rabindranathsahoo-nn1qp
@rabindranathsahoo-nn1qp Жыл бұрын
ବିଜେପି ଭିତିରି ମେଣ୍ଟ ଓ କଂଗ୍ରେସ ମୁକ୍ତ ଓଡ଼ିଶା ପାଇଁ ଏହା ସମ୍ଭବ।
@santoshswain4664
@santoshswain4664 6 ай бұрын
Not
@simanchalajena4641
@simanchalajena4641 Жыл бұрын
Bala haba.
@ganapatibhatra3796
@ganapatibhatra3796 Ай бұрын
ଜୟ ନବୀନ ପଟ୍ଟନାୟକ ଜୟ ଓଡ଼ିଶା
@pradipkumardasdas7184
@pradipkumardasdas7184 Жыл бұрын
Our CM our hero 🙏
@Yours642
@Yours642 Жыл бұрын
Nabin is ok but need to change his PA.
@sarojkumarpattanayak2871
@sarojkumarpattanayak2871 3 ай бұрын
INDIA NO ONE CM NAVEEN PATTANAYAK
@PadmaRo-j3j
@PadmaRo-j3j Ай бұрын
❤❤❤❤❤❤❤❤❤❤❤❤❤❤❤❤❤ ଜୟ ହେଉ ଆମ ମନ୍ତ୍ରୀ ନବୀନ 🙏
@pprabhashpprabhash1883
@pprabhashpprabhash1883 5 ай бұрын
Naveen.sarakar..Again..darakar.jay.jagannath
@hadibandhusamal3924
@hadibandhusamal3924 3 ай бұрын
ନବିନଜୟ
@jitendrakumarjena5175
@jitendrakumarjena5175 5 ай бұрын
ଏବେ ମୋଘର ମୋସରକାର ର ଶେଷ ମିଛ
@KamalRana-j4s
@KamalRana-j4s 5 ай бұрын
Jay nabin jay0disha
@jahankumarmallick3952
@jahankumarmallick3952 5 ай бұрын
Jaya nabini🐚🐚🐚👌👌👌
@binayakaparida7297
@binayakaparida7297 Жыл бұрын
Are Nabin Babu Ebe Kua Jaichhanti... Se Pandian Ete Gana Tantra Ku Hata Ku Nebaku Kie...
@minaketanmohapatra5213
@minaketanmohapatra5213 3 ай бұрын
❤ ki has Hi
@sibaprasaddash4386
@sibaprasaddash4386 Жыл бұрын
Birsa munda stadium undoubtedly world famous stadium but leaking water from with in 6 months
@pratapnaik8114
@pratapnaik8114 Жыл бұрын
News chhapibapai Naveen ketedeichhi
@subhakantabehera26
@subhakantabehera26 4 ай бұрын
Life ending odisha cm naveen
@bharatiparida1536
@bharatiparida1536 3 ай бұрын
Amar babu navin babu navin babu Jinda baje
@padmabatidash6115
@padmabatidash6115 3 ай бұрын
Naveen.kara.sabu.kama.kahiba.agaru.karisaruthile.bijli.bill.julaire.90.parsent.loka.chhada.paithànte.odissa.hasiba.badalare.kandiba.all.india
@sashikantasahoo9585
@sashikantasahoo9585 5 ай бұрын
Jay Navin Sarkar
@Akmkjjjhg
@Akmkjjjhg 5 ай бұрын
Our cm our hero
@Ajaya.creation
@Ajaya.creation 2 ай бұрын
ତାହାପରେ ଗଲୁ ମରିଗଲା
@BabitaDash-n4l
@BabitaDash-n4l 3 ай бұрын
❤❤❤❤❤❤❤😭😭😭😭😭😭😭😭😭😭😭
@sheikhsalim3155
@sheikhsalim3155 3 ай бұрын
Naveen Patnaik best hero. ❤❤❤❤❤ 🙏🏼🙏🏼🙏🏼🙏🏼🙏🏼
@KandarpakumarsahuSahu
@KandarpakumarsahuSahu Жыл бұрын
Sir, mo bapa ku 80 + helani mo maa ku 74 + helani vata dei parileni ate barsa sasana kala pare sir, vata bisayare kuhantu sir, mo bapa maankar pari aneka loka bata pai nahanti
@debendranarayandash9040
@debendranarayandash9040 Ай бұрын
ଭଦ୍ର ଡକାୟତ ନବୀନ
@NEPALMALI
@NEPALMALI Жыл бұрын
ବାୟା ନିଉଜ ଚ୍ୟାନେଲ
@Jayjagannath2199
@Jayjagannath2199 4 ай бұрын
👍👍👍
Minecraft Creeper Family is back! #minecraft #funny #memes
00:26
SHAPALAQ 6 серия / 3 часть #aminkavitaminka #aminak #aminokka #расулшоу
00:59
Аминка Витаминка
Рет қаралды 2,1 МЛН
БЕЛКА СЬЕЛА КОТЕНКА?#cat
00:13
Лайки Like
Рет қаралды 2,7 МЛН
Minecraft Creeper Family is back! #minecraft #funny #memes
00:26