EMRS ଏବଂ KMRS Selection Test ପ୍ରସ୍ତୁତି ପାଇଁ Guide Book ନିଅନ୍ତୁ ଆଜି l ଏଣ୍ଟ୍ରାନ୍ସ ପରୀକ୍ଷା :4 ଅଗଷ୍ଟ 2023 l Postal Order for Guide book- 7978346911(Whatsapp sms only)
Sir mu ehi scool re mo chua ku dei kichi bhulkori ni to ? Hostel re bed dia heimi ,safa sutura katha no kahile bhala. Hostel re pilanka asubidha bujhiba kiye. Kahaku kahiba. Kahile puni chua upare kichi asubidha hebanita? Piba Pani,gadhoiba Pani ete problem. Laguchi mu bhul decision neli.
@NT-re3ty5 ай бұрын
1.Sir, ଆମେ ଯେତେବେଳେ form ଟିକୁ download କରିବା ତାପରେ ଆମେ ନିଜେ ପୂରଣ କରିବା ନା ପିଲାଟି ବର୍ତମାନ ଯୋଉ ବିଦ୍ୟାଳୟ ରେ ପଢୁଛନ୍ତି, ସେଠିକାର ପ୍ରଧାନମନ୍ତ୍ରୀ ଶିକ୍ଷକ ଙ୍କ Under ରେ form ଟି ପୂରଣ କରାଯିବ?. 2. Form କୁ ପୂରଣ କରିବା ପରେ ସେଇ form କୁ କୋଉଠି ଦାଖଲ କରିବା?. 3.Sir, ଦୟାକରି Form କୁ କିପରି ପୂରଣ କରିବା ସେ ବିଷୟରେ ଆପଣା ସୁମ୍ପୂର୍ଣ ଭାବରେ ଗୋଟିଏ video ବନାନ୍ତୁ .Please. . . ଆପଣ ଆମ ମାନଙ୍କୁ ସୂଚନା ଦେଉଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ.🎉🎉🎉
@tribalimprovementmission30705 ай бұрын
ନିଜେ fill up କରିବେ... ଯୋଉ ସ୍କୁଲରେ ପଢୁଛି ସେଇଠୁ bonafied certificate ଆଣିବେ... Form DWO or ନିଜ block re ଦାଖଲ ହେବ(ଭିଡ଼ିଓରେ କହିଛି )... Form fill up ଉପରେ already video କରିଛି ଦେଖନ୍ତୁ... ଧନ୍ୟବାଦ 🙏