NEW ALLEGATIONS EMERGE Against Suspended Bharatpur Police Officer!

  Рет қаралды 106,216

OTV

OTV

Күн бұрын

ନିଲମ୍ବିତ ଭରତପୁର ଥାନା ଅଧିକାରୀଙ୍କ ବିରୋଧରେ ନୂଆ ଅଭିଯୋଗ
#IIC #Bharatpur #Police #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 303
@rupeshsha7099
@rupeshsha7099 Ай бұрын
ଏହି ଗୋଟିଏ ଥାନାର ଅଫିସର ଖରାପ ନୁହେଁ ' ସତରେ ଦେଖିବାକୁ ଗଲେ ଓଡ଼ିଶାର ପ୍ରତ୍ୟେକ ଥାନାରେ ପୋଲିସର ଏହିପରି ବ୍ୟବହାର ମିଳେ
@cuttackpegionclub5749
@cuttackpegionclub5749 Ай бұрын
💯true
@subasnayak1510
@subasnayak1510 Ай бұрын
ଏଭଳି ଗୋଟେ ଅଭଦ୍ର ଆଇ ଆଇ ସି କୁ କଣ ପାଇଁ ସପୋର୍ଟ କରୁଛି ମୋହନ ସରକାର
@_mr___rajput
@_mr___rajput Ай бұрын
New govt spt kala kete bele
@sudhirdas1311
@sudhirdas1311 Ай бұрын
ଭୁଲ କଥା
@amitt319
@amitt319 Ай бұрын
Arrest karaheini kana pain ? ​@@_mr___rajput
@taraprasadjena4489
@taraprasadjena4489 Ай бұрын
For party Fund..IIC is collecting money/bribe from illegally run businesses for party Fund...
@pkn7439
@pkn7439 Ай бұрын
Mahan sir IIC nku support Karu nahanti Odisha Police department nku support karuchhanti....
@jitendersahu8468
@jitendersahu8468 Ай бұрын
ମୋହନ ସରକାର IIC କୁ ଉଚିତ୍ ଦଣ୍ଡ ଦିଅନ୍ତୁ, ନହେଲେ ଜଣାଯିବ ମୋହନ ସରକାର ଅଯୋଗ୍ୟ
@bijaykumarbeheragoodmornin1637
@bijaykumarbeheragoodmornin1637 Ай бұрын
Right
@numerologistsannjoy5996
@numerologistsannjoy5996 Ай бұрын
100 % ସତ କଥା ଭାଇ 🙏
@salkhubaskey1706
@salkhubaskey1706 Ай бұрын
ଏ ହାରାମି ଦୀନକୃଷ ର ସମ୍ପତ୍ତି କୁ ଭିଜିଲାନ୍ସ ରେଡ ହେବା ଦରକାର
@srikanta671
@srikanta671 Ай бұрын
ଆଇଆଇସି ମାଗିଆ କୁ ଏନ୍ କାଉଣ୍ଟର କର ଏଇଟା ବାଣ୍ଡ ଅଫିସ ର,,,,ଲ
@sagar_khan5
@sagar_khan5 Ай бұрын
IIC ku ଲଙ୍ଗଳା କରି bbsr ରେ 2 ଘେରା ବୁଲାଇବା ଦରକାର
@rajlaxmimohapatra4233
@rajlaxmimohapatra4233 Ай бұрын
Right 👍
@BenudharMajhi-oj2dd
@BenudharMajhi-oj2dd Ай бұрын
ଦୀନ ପରେ ଦିନ ଦୀନକୃଷ୍ଣ ଙ୍କ ନାଁରେ ଶହ ଶହ ଲୋକ ଅଭିଯୋଗ ଆଣୁଛନ୍ତି। ତଥାପି ସେ ସୈତାନ୍ କୁ ବାନ୍ଧୁ ନାହାନ୍ତି କାହିଁକି?
@ashokkumarsahoo7041
@ashokkumarsahoo7041 Ай бұрын
ସେ ବଦମାସ IIC କୁ ଚାକିରୀ ରୁ dismis କରାଯାଉ.
@BabulaSamal-d4p
@BabulaSamal-d4p Ай бұрын
Right
@judhisthiramohanta5862
@judhisthiramohanta5862 Ай бұрын
ଅଭିଯୁକ୍ତ ପୋଲିସ ମାନଙ୍କୁ ବହିଷ୍କାର ଭଳି କଠୋର ଦଣ୍ଡ ମିଳୁ, ଅଭିଯୁକ୍ତ ପୋଲିସ କୁ ସରକାର ସପୋର୍ଟ କଲେ ପୂର୍ବ ସରକାର ଭଳି 2029 ରେ ବିଦା ହେବେ
@ramakantaanimation
@ramakantaanimation Ай бұрын
Cooruption ରେ ODISHA POLICE ଏକ ନମ୍ବର। ପୋଲିସ ବାବୁ ମାନେ ଲାଞ୍ଚ ଖାଇ Late Night ପର୍ଯ୍ୟନ୍ତ ବାର୍ ଖୋଲିବାକୁ Permission ଦେଈ ପକେଟ ଗରମ୍ କରୁଛନ୍ତି, ଲାଞ୍ଚ ନେବାରେ ଛୋଟଟୁ ବଡ଼ ବାବୁମାନେ କେହି କମ୍ ନୁହଁନ୍ତି, Odisha Police G... ରେ ଏବେ ନିଆଁ ଲାଗିଛି ଆଉ ଖାଲି ପୋଡ଼ୁଛି।
@satyasankar1
@satyasankar1 Ай бұрын
ପ୍ରାୟ ଅଧିକାଂଶ police ବାଲା ଙ୍କ ବ୍ୟବହାର ଏହିପରି, Power ର ଅହଙ୍କାର ରେ ସେମାନେ ଅଭଦ୍ରାମି କରିବା , ସାହାଯ୍ୟ ନକରିବା,FIR ନ ରଖିବା ,ଲାଞ୍ଚ ମାଗିବା ପରି କାର୍ଯ କରନ୍ତି। ଖାଲି ସାଧାରଣ ଲୋକଙ୍କ ମତାମତ ନିଅନ୍ତୁ, ଜାଣି ପାରିବେ Police ପ୍ରତି ସେମାନଂକ ଘୃଣା କେତେ??? ତେଣୁ ସମଗ୍ର ଭାରତରେ POLICE SYSTEM ର ବହୁତ REFORMS ଜରୁରୀ ହୋଇପଡ଼ିଛି।
@rajlaxmimohapatra4233
@rajlaxmimohapatra4233 Ай бұрын
Right 👍 sir
@subashchandra5589
@subashchandra5589 Ай бұрын
100% correct
@dibya63
@dibya63 Ай бұрын
ନିଆଁ ଲଗେଇ ଦିଅ ଥାନା ରେ
@saraswatisahoo5171
@saraswatisahoo5171 Ай бұрын
ଏ ଦିନ କୃଷ୍ଣ ମିଶ୍ର ଏତେବଡ଼ ହାରାମି ବେଇମାନ୍।ହେ ପ୍ରଭୁ ୟାକୁ ଉଚିତ ଦଣ୍ଡ ଦିଅନ୍ତୁ।
@farah87456
@farah87456 Ай бұрын
ସାତ ପାଞ୍ଜିରୁ ଗଲା ବଡ ବଡ ରାଜା ମହାରାଜାଙ୍କର ଗର୍ବ ଅହଙ୍କାର ରହିଲା ନାହିଁ । ଦୀନକୃଷ୍ଣ କୋଉ କ୍ଷେତର ମୂଳା
@rajlaxmimohapatra4233
@rajlaxmimohapatra4233 Ай бұрын
Dismiss karajau chakiri ru
@biswaranjanbiswal7612
@biswaranjanbiswal7612 Ай бұрын
ଆରେ ହେ ଏ ଦିନ କୃଷ୍ଣ ତ international ଖେଳାଳି , ଆଗକୁ ଦେଖ ଆଉ ସବୁ କୋଉଠୁ complain ଆସୁଛି , ଧନ୍ୟ ଟା ଚାବିକି
@arjunnandi7778
@arjunnandi7778 Ай бұрын
ଏ ସବୁର କାରଣ ମାଇଚିଆ ମୋହନ ସରକାର। ଉତ୍ତରପ୍ରଦେଶ ସରକାର ଙ୍କ କାମ କୁ ଦେଖି।ଏ ମାଇଚିଆ ମୋହନ ସରକାର କୁ ଦେଖି
@bram7195
@bram7195 Ай бұрын
ଏ ପୋଲିସ ଅଫସର ଙ୍କୁ action ନେବା ଦରକାର
@pradeepkumarsinha803
@pradeepkumarsinha803 Ай бұрын
ଦୟାକରି ମୋହନ ମାଝି ସରକାର ନିଳମ୍ବିତ ହୋଇଥିବା 5ଜଣଙ୍କ ନାମରେ NEWS PAPERS AND NEWS CHANNEL ମାଧ୍ୟମରେ ଅଭିଯୋଗ ଆହ୍ବାନ କରାଯାଆନ୍ତା, ତାହେଲେ ପ୍ରକୃତରେ ଅଭିଯୋଗକାରୀଙ୍କର ସମସ୍ତ ପ୍ରମାଣ ସହିତ ଆଗକୁ ଆସିପାରିବେ ଏବଂ JUDICIARY ମାଧ୍ୟମରେ ସବୁକିଛି ଠିକଠାକ ହୁଅନ୍ତା।
@RanjanKumar-mx1ki
@RanjanKumar-mx1ki Ай бұрын
ମାଗିହା ଦିନା କୁ ସମସ୍ତେ ଓ ସବୁଆଡେ ଆକ୍ରମଣ କରାଯଉ Thank you O TV
@PradiptaDas-sy4jn
@PradiptaDas-sy4jn Ай бұрын
ମୋହନ ଶର୍କରାର ଏ ଦିନ କୃଷ୍ଣ llc ବିରୁଦ୍ଧରେ ବହୁତ ଲୋକକୁ ହଇରାଣି କରିଛି ଦିନ କୃଷ୍ଣକୁ ତୁରଂତ ଆରେଷ୍ଟେ କରାଜାଉ ନଚେତ ଆମେ ଭାଵିଵୁ ତମେ ଗୋଟେ ମାଇଚିଆ
@laxmidharmirror5500
@laxmidharmirror5500 Ай бұрын
ରାଜ୍ୟ ର ସମସ୍ତ ଥାନା ଫାଣ୍ଡି କୁ ଚେକ୍ କରାଯାଇ CCTV check ହେଉ ହଜାର ହଜାର ଏହି ଭଳି କେସ ଆସିବା
@suoli6421
@suoli6421 Ай бұрын
CCTV ରଖିଲେ ମଧ୍ୟ ଠିକ୍ time ରେ ସିସିଟିଭି କାମ କରିବନି
@Nomadic1988
@Nomadic1988 Ай бұрын
ଭାରତର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ଆମର ଭାରତୀୟ ସେନା ଯଥାସମ୍ଭବ ଚେଷ୍ଟା କରୁଛନ୍ତି,ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ପୋଲିସ୍ ଷ୍ଟେସନ ଭିତରେ ଓଡିଶାର ନାଗରିକ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।ଆଜିର ସମୟରେ ଯଦି ଜଣେ ନାଗରିକ ଆଶ୍ରୟସ୍ଥଳ ପାଇଁ ସେନା ଶିବିରକୁ ଯାଆନ୍ତି ତେବେ ସେ ନିଜକୁ ସୁରକ୍ଷିତ ଅନୁଭବ କରିବେ କିନ୍ତୁ ଦୁର୍ଭାଗ୍ୟବଶତ ଯଦି କେହି ପୋଲିସ ଷ୍ଟେସନକୁ ଯାଆନ୍ତି ତେବେ ତାଙ୍କ ଜୀବନ ବିପଦରେ ପଡ଼ିବ | ସେ ବିଲୁପ୍ତ ହୋଇପାରନ୍ତି |
@sandhyatara1993
@sandhyatara1993 Ай бұрын
ଏକଦମ ଠିକ କହିଲେ ଆଜ୍ଞା...
@chittaranjanpanda8909
@chittaranjanpanda8909 Ай бұрын
IIC ନାଁ ରେ ଅଭିଯୋଗ ର ଲମ୍ବା ତାଲିକା। ଓଡିଶା ପୋଲିସ ର ଯୋଗ୍ୟ ଅଫିସର ଜଣେ ସେ IIC ବାବୁ । ତାଙ୍କ ପାଇଁ ଓଡିଶା ପୋଲିସ କୁ ଦେଶ ବିଦେଶର ଲୋକ ଜାଣିଲେ।
@amohapatra123
@amohapatra123 Ай бұрын
Tara lamba Hata
@kishorchandra2531
@kishorchandra2531 Ай бұрын
ଏଭଳି କିଛି ଚୂତିଆ ଅଫିସରଙ୍କ ପାଇଁ ଆଜି ସାରା ପୋଲିସ ବିଭାଗ ସହିତ ଓଡ଼ିଶା ବଦମାନ ହୋଇଛି।କିନ୍ତୁ ଓଡ଼ିଶା ପୋଲିସ ଏଭଳି ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ଘଣ୍ଟ ଘୋଡାଇବାକୁ ଯେଉଁ ପ୍ରୟାସ କରିଛନ୍ତି ତାହା ଘୋର ଲଜ୍ଜ୍ୟା ର ବିଷୟ।
@babipattnaik1363
@babipattnaik1363 Ай бұрын
ଏହିଭଳି ବହୁତ୍ ପୋଲିସ୍ ଅଧିକାରୀ କମିଶନ୍ ରେଟ୍ ପୋଲିସ୍ ରେ ରହି ଲୋକଙ୍କୁ କୁକୁର ଭଳି ବ୍ୟବହାର କରୁଛନ୍ତି ,ଏମାନଙ୍କୁ ତୁରନ୍ତ ନକ୍ସଲ ଏରିଆ କୁ ପଠାଯାଉ,ଭୂବନେଶ୍ଵର ରେ ରହି ତାଙ୍କର ଗାଣ୍ଡିରେ ଚେର ଲାଗିଲାଣି ତେଣୁ ଏହିମାନଙ୍କୁ କମିଶନ୍ ରେଟ୍ ପୁଲିସ୍ ରେ ତିନି ବର୍ଷରୁ ଅଧିକ ନ ରଖିବା ଭଲ ହେବ
@TechnoUncle-l6l
@TechnoUncle-l6l Ай бұрын
ଏଭଳି ଜଣେ ଲୋକ କୁ ମହାସଂଘ ଓ ନାରୀ ସଂଘ କିଭଳି ସମର୍ଥନ କରୁଛନ୍ତି କେଜାଣି
@suparfonyfamily
@suparfonyfamily Ай бұрын
ଏମିତି officer କୁ କିଏ ରଖିଚି ଘଣ୍ଟ ଘୋଡେ଼ଇ
@puspakhemundu6121
@puspakhemundu6121 Ай бұрын
iic ଙ୍କ ବିରୋଧ ରେ ଦୃଢ କାଯ୍ୟ ଅନୁଷ୍ଠାନ ନିଆଯାଉ
@chittaranjandas7140
@chittaranjandas7140 Ай бұрын
He is not fit to continue as police. Immediately dismiss IIC from service.
@gopinathakisku7804
@gopinathakisku7804 Ай бұрын
ପୋଲିସ ଥାନା ରେ ଲୋକଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରେ, ତା ପାଇଁ ପୋଲିସ ଙ୍କୁ କିଛି ଦଣ୍ଡ ଦେବା ଦରକାର
@ambikaprasadsamantaray3650
@ambikaprasadsamantaray3650 Ай бұрын
Why Dinakrushna is not dismissed in spite of number of allegations against him
@snbbariha251
@snbbariha251 Ай бұрын
ମୋହନ ସରକାର ଯଦି ଭଳ ନ୍ୟାୟ ନ ମିଳିଲା ଜାଣିଲୁ ତମେ କେତେ ମହାନ୍ ଯେ ନବୀନ ତମ ଭିତରେ କଣ ଫରକ ଆମେ କେମିତି ଜାଣିବୁ dauble ଇଞ୍ଜିନ ଏ କଣ laaja କଥା ସବୁ ମହଲ ରେ ନିନ୍ଦନୀୟ😢
@santoshkumarmishra2620
@santoshkumarmishra2620 Ай бұрын
ଅଯୋଗ୍ଯ ଓ ଦୁର୍ନତି ଗ୍ରସ୍ତ ଅଫିସରଟାକୁ ବିଚ୍ ରାସ୍ତାରେ ମାଡ ନମାରି ତା ଘରେ ପଶି ମାଡ ଦିଆଯାଉ
@niranjanpradhan4800
@niranjanpradhan4800 Ай бұрын
ଏ Iic କୁ କଣ ପାଇଁ ଆରେଷ୍ଟ୍ରେ କରାଜାଉନି
@ashokkumarmuduli5659
@ashokkumarmuduli5659 Ай бұрын
CM sir immediately se iic aganist re action niantu
@shriramearthmoving1128
@shriramearthmoving1128 Ай бұрын
ଏ ଥାନା ଅଧିକାରୀ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯାହା ଜଣା ପଡୁଛି।
@haraprasannajena7909
@haraprasannajena7909 Ай бұрын
Ea magia ,harad magia janapaduchhhi.
@MaheswarNayak-dh5jc
@MaheswarNayak-dh5jc Ай бұрын
ଦୀନକୃଷ୍ଣ***କୁଫାଶୀଦିଅ
@mitalinayak779
@mitalinayak779 Ай бұрын
Right kia
@dr.rangadharkar5314
@dr.rangadharkar5314 Ай бұрын
Ei IIC ku terminate kara jau suspend kariba jathesta nuhen !
@fakirmohansahoo2079
@fakirmohansahoo2079 Ай бұрын
ଏ ମାଗିଆ ପୋଲିସର ପୂରା କାଟିଦିଅ,😂😂😂😂😂😂😅😅😅😅😅😅😅😊😊😊😊😊😊
@PRAKASHMOHANTY-x1x
@PRAKASHMOHANTY-x1x Ай бұрын
ବିଶ୍ୱଜିତଙ୍କ ବୟାନକୁ IIC ଙ୍କର କିର୍ତ୍ତୀ କଳାପ ପାଇଁ ଏକ ଦୁର୍ନୀତି ପରାୟଣତାର ପ୍ରମାଣ ଭାବରେ ନିଆଯିବା ଉଚିତ୍।
@RatanakarPadhi-wu3vz
@RatanakarPadhi-wu3vz Ай бұрын
Yes
@prafullamohanta583
@prafullamohanta583 Ай бұрын
SABU THANA, SP ,OFFICE DG, IG, DIG OFFICE RE EMITI HIN 24YR HELANI CHALICHHI AAJI B CHALICHHI. TAKU DISMISS KARI EXAMPLE NIAJAU AAU EMITI HEBO NAI
@amitt319
@amitt319 Ай бұрын
Arrest karibeni ? Au Vigilance?
@mrbikash3194
@mrbikash3194 Ай бұрын
Samste bujhiba darkar je bhartpur gote demand area au seithu adhika illegal money asipariba sethipai epari officer ku janisuni rakhajaichi
@MangalPande-y9b
@MangalPande-y9b Ай бұрын
ମାଗିହା ମନ୍ତ୍ରୀ ମାନେ ହିଁ.. ଖରାପ
@pradiptarout4070
@pradiptarout4070 Ай бұрын
ୟେ କୁକୁର ସବୁ ଥାନାରେ ପଇସା ନଉଛନ୍ତି
@gugunduniya3194
@gugunduniya3194 Ай бұрын
Immediately suspend to IIC Dinakrushna Mishra then start investigation.
@nimainmajhi3776
@nimainmajhi3776 Ай бұрын
ପୋଲିସ,,ର,,ପାପ,କଳସି,ଭରି,,ଉଛୁଳି,,ମାଆ,,,ମାଟିରେ,,ଲାଗିଲା,,,, ଏବେ ପ୍ରଳୟ,,,,,
@khageswarlenka9190
@khageswarlenka9190 Ай бұрын
ଦୀନକୃଷ୍ଣ ନାମ କିଏ ଦେଇଛି ,
@odia_serial_duniaa
@odia_serial_duniaa Ай бұрын
କଲଙ୍ଗ ପୋଲିସ ଅଧିକାରୀ
@shansdah1077
@shansdah1077 Ай бұрын
ତାକୁ Encounter ଦରକାର
@tofanbehera5915
@tofanbehera5915 Ай бұрын
Right
@shesdevpanda250
@shesdevpanda250 Ай бұрын
Eita ku pura terminate kara jau
@asububu
@asububu Ай бұрын
Police ku contol Kariba pain auu gote investigating agency from karajau.
@murildhar2463
@murildhar2463 Ай бұрын
Bhai police ra Gali aau bhasa kahile na sare pura high bp heijiba
@KamakshiPatro
@KamakshiPatro Ай бұрын
D. K. Mishra. On. Criminal
@ashokmallick3087
@ashokmallick3087 Ай бұрын
Stringent action is required for IIC
@charansebaksatpathy9041
@charansebaksatpathy9041 Ай бұрын
Police Sangha e abhijog upare kan khiba??
@sasankabiswasray
@sasankabiswasray Ай бұрын
The government should take against the culprits.
@motilalnayak1428
@motilalnayak1428 Ай бұрын
Right point
@JagannathBehera-g8o
@JagannathBehera-g8o Ай бұрын
Ea police officer pai sabu police officer dharana deuchanti . thare chinta karantu sabu police officer kemiti eamane heuchanti gote gote kalanka police department pi
@amitt319
@amitt319 Ай бұрын
,ସେମାନେ ବେଲଜ୍ୟା ଗୁଡା.... ସବୁ ଗୋଟେ ଲାଉର ମଞ୍ଜି
@pratyushmohanty8788
@pratyushmohanty8788 Ай бұрын
Real face of perpetual defaulters in Odisha Police..! The entire Police force is getting disgraced because of these defaulters and what is worse, entire police people are supporting them. Feels as if everyone is involved.
@amitt319
@amitt319 Ай бұрын
Perpetual Defaulters ....😂😅👍
@flyboysandy
@flyboysandy Ай бұрын
Nothing less to be expected from the corrupt Odisha Police
@healtydiatary6588
@healtydiatary6588 Ай бұрын
Odisha police nkar one work ki public and common people nku lutiba kam odisha police
@rameshsatpathy8631
@rameshsatpathy8631 Ай бұрын
ରାଜନୈତିକ ତଥା ଉପରିସ୍ଥ ଅଧିକାରୀଙ୍କ ଅଜାଣତ ରେ କଣ ଏସବୁ ସମ୍ଭବ। ଏତ ଦିନକର କଥା ନୁହେଁ ବର୍ଷ ବର୍ଷ ଧରି ଚାଲିଛି।ପଇସା ରାଜନୈତିକ ଚାପ ରେ ବଦଳି ପୋଷ୍ଟିଙ୍ଗ୍ ହୁଏ ଯାହା ହେବାକଥା ହଉଛି।
@MotilalSwain-r9m
@MotilalSwain-r9m Ай бұрын
Why,govt. don't Dismiss police iic and other.
@Majhibro
@Majhibro Ай бұрын
Odisha police khorap hele thana band kor media police ro kam korib
@msoriginal4733
@msoriginal4733 Ай бұрын
Aji kali investigation bi media karuchhi. Kichhi din pare court re trial bi media Kariba.
@debasishnayak5826
@debasishnayak5826 Ай бұрын
yes sir mu janichi police kanasi v katha sunanti nahi khali compromise karidebe.. au kahibe se dosi nuhe...
@bijayakumarmohanty8180
@bijayakumarmohanty8180 Ай бұрын
ଆଗକୁ ବହୁତ ଆସିବ ଏ ଭରତପୁର ଥାନା ବିରଧରେ ଅପେକ୍ଷା କର
@asububu
@asububu Ай бұрын
Auu kete proof hele emanku dismiss karajiba??
@mitalinayak779
@mitalinayak779 Ай бұрын
Mo complane ku bi nela ni
@pramodkumardas-d2v
@pramodkumardas-d2v Ай бұрын
Dismiss habe supreme Court karidebe. Sir faith rakhantu langucha officer
@Majhibro
@Majhibro Ай бұрын
Odisha ro sabu police ku jail purai dia tumar sapna pura hebo
@jayanarayanmohapatra263
@jayanarayanmohapatra263 Ай бұрын
Should be given punishment.
@feelmydil
@feelmydil Ай бұрын
This iic is a habitual criminal
@PriyabrataRay-pc6mc
@PriyabrataRay-pc6mc Ай бұрын
Ehi byte ku se jeun police bhai mane strick re basichhanti semananku send karajau
@rajlaxmimohapatra4233
@rajlaxmimohapatra4233 Ай бұрын
Thik kahila ❤❤❤
@PriyabrataRay-pc6mc
@PriyabrataRay-pc6mc Ай бұрын
@@rajlaxmimohapatra4233 Thank you
@jagannathsarangitravelblog7018
@jagannathsarangitravelblog7018 Ай бұрын
Homeguards karideantu
@santanushaan4870
@santanushaan4870 Ай бұрын
Foolish mananka sadharan lokanku bhala byabahar karunahanti, seithi paiin kehi emananka support re baharibeni.
@jugajyotimahanta3096
@jugajyotimahanta3096 Ай бұрын
There should be revenue official or clerks to receive FIR.
@AkshayaAkshayaswain
@AkshayaAkshayaswain Ай бұрын
💯
@sibapati8437
@sibapati8437 Ай бұрын
Right sir
@suoli6421
@suoli6421 Ай бұрын
ସବୁ ପୋଲିସ ଙ୍କ fitness check କରାଯାଉ | ଯିଏ unfit ଥିବ ତାକୁ ଚାକିରି ରୁ ନିଲମ୍ବିତ କରାଯାଉ
@BratatiSamal
@BratatiSamal Ай бұрын
ଆମ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ରେ ଥିବା ଜଖପୁରା ଥାନାର ଆଇଆଇସି ଦେଖା କରିବେନି
@manasranjanbiswal6998
@manasranjanbiswal6998 Ай бұрын
Sabu thana ra staff gotie nau ra manji, paisa juadu miliba siye siade rahibe. Abhijoga Kari ku thaana hajata re purai kahi debe ame tadanta karuchu. Emane sadharana loka ku bahut hairana karanti au emanaku rakhya karibaku pura police association bahari jiba kahinki na semane bhi semiti
@Game-K-g4i
@Game-K-g4i Ай бұрын
Right maximum area re emite problem hauchi
@ajaykumarmangaraj6338
@ajaykumarmangaraj6338 Ай бұрын
Faltu sarkar
@rabinarayannayak7951
@rabinarayannayak7951 Ай бұрын
Hn bhai sethire aamar kete bhai bhauni kahuchhanti police kuade sati sabitri
@NabkishorBarik
@NabkishorBarik Ай бұрын
All police who United against suspended on IIC Dinakrusna, please see this video
@manashnayak2794
@manashnayak2794 Ай бұрын
ଏ ଶଳା ବଡ଼ ନାଚୁଆ 💯
@bimanbehura4181
@bimanbehura4181 Ай бұрын
Army should deploy in odisha.
@Dhakadrwa9345
@Dhakadrwa9345 Ай бұрын
Cheers ru choro laguchhi
@SAJHU7890
@SAJHU7890 Ай бұрын
Cctv thana re rahile taa nije police babu Mane dhara padi jibe sethi pain se darare cctv lagau nahanti ..au ratire puni bardi kholi ki half pain nighty re duty karibe puni bhitara patu lock kari ki ...waha re 😂😂😂😂😂
@PPtv-w2t
@PPtv-w2t Ай бұрын
Maximum place re thana re bahutt kichi chalichi ..
@kalyanirout7764
@kalyanirout7764 Ай бұрын
Yes police are enjoying the Govt lad.some police persons are admirable but most of Police harassing people.
@kushmusics133
@kushmusics133 Ай бұрын
ରକ୍ଷକ ହେଲେ ଭକ୍ଷକ😢
@sanjaykumishra5186
@sanjaykumishra5186 Ай бұрын
ସବୁ ପୋଲିସ ଖରାପ ନୁହଁ କିଛି କମ ପୋଲିସ ନିଶ୍ଚୟ ଖରାପ
@pramodjhankar9720
@pramodjhankar9720 Ай бұрын
ଏମିତି ପୋଲିସ ସମାଜ ପାଇଁ କ୍ଷତିକାରକ
@bijayakumarmohanty8180
@bijayakumarmohanty8180 Ай бұрын
Bjd ସମୟରେ ଯେହତୁ ଟଙ୍କା ଆଉ ଡ୍ଯାସ ଦେଖେଇ ଚାକିରି କରିଛନ୍ ତାର ସୁଧମୁଳତ ଉଠିବ ନା ନାହିଁ
@kalandilenka1667
@kalandilenka1667 Ай бұрын
ଓଡିଶା ପୋଲିସ ଓଡିଶା ଅସ୍ମିତା ଜିନ୍ଦାବାଦ
@proudKGF112
@proudKGF112 Ай бұрын
Sir apana Germany ra citizen hoijantu India saara governance bahut poor hoigalani
'ଟଚ୍ କଣ କରୁଛୁ ବେ'
14:34
OTV
Рет қаралды 2,9 МЛН
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 14 МЛН
PRANK😂 rate Mark’s kick 1-10 🤕
00:14
Diana Belitskay
Рет қаралды 7 МЛН
Elza love to eat chiken🍗⚡ #dog #pets
00:17
ElzaDog
Рет қаралды 25 МЛН
Triple kill😹
00:18
GG Animation
Рет қаралды 18 МЛН
Lady IPS Faces Heat 😡 - HC,  Suspended All And FIR || Atrocities of Police |
16:13
Collector, Don't Scare a HC Judge, IAS Suspended #lawchakra #law
12:48
Amazing remote control#devil  #lilith #funny #shorts
00:30
Devil Lilith
Рет қаралды 14 МЛН