Рет қаралды 104,428
Archana Padhi Full Christian Song /Shanti Na Thila Mo Jibane@timatmajhicreation Full HD Video
( ସଂପୂର୍ଣ୍ଣ ଗୀତ ଲେଖା )
*******************
ଶାନ୍ତି ନ ଥିଲା କେବେ .....ମୋ ଜୀବନେ
ଶାନ୍ତି ଆଣିଦେଲେ .....ଯୀଶୁ ମତେ
✝️
ହେ ମୋର ଯୀଶୁ ତୁମେ ମୁକ୍ତି ରାଜନ
ହେ ମୋର ପ୍ରଭୁ ତୁମେ ଶାନ୍ତି ରାଜନ ..2th..
ମୋର ଜୀବନେ ନ ଥିଲା ଶାନ୍ତି
ତମେ ଆଣିଦେଲ ମୋତେ ଶାନ୍ତି
ମୋର ପରାଣେ ନ ଥିଲା ମୁକ୍ତି
ତମେ ଆଣିଦେଲ ମତେ ମୁକ୍ତି
ହେ.. ହେ ମୋର ମୁକ୍ତି ରାଜନ.....
ହେ..ହେ ମୋର ଶାନ୍ତି ରାଜନ.........
✝️
ନିରାଶ ଅନ୍ଧାରେ ଥିଲି ଯେବେ ଜୀବନେ
ହାତ ଧରି ମୋତେ ନେଲେ ତାଙ୍କରି ପାଶେ
ଚାଲୁ ଚାଲୁ ଯାଇଥିଲି ମୁ ଅବାଟରେ
କଡ଼ାଇ ନେଲେସେ ନିଜେ ତାଙ୍କରି ପଥେ
ବୁଡ଼ି ଗଲି ଯୀଶୁ ପ୍ରେମେ ସେହି ଶାନ୍ତି ମୋ ଜୀବନେ.. 2th
ହେ.. ହେ ମୋର ମୁକ୍ତି ରାଜନ.......
ହେ.. ହେ ମୋର ଶାନ୍ତି ରାଜନ.........
✝️
ଦୟାର ସାଗର ଯୀଶୁ ମୋ ଜୀବନେ
ଖୁସି ଭରିଦେଲେ ଏତେ ମୋ ହୃଦୟେ
ପାଇନଥିଲି ଏ ସବୁ କେବେ ଜୀବନେ
ପ୍ରେମ କରି ସବୁ ଦେଲେ ସେ ନିଜ ହାତେ
ରହିବି ମୁଁ ଯୀଶୁ ପ୍ରେମେ ସେହି ସବୁ ମୋ ଜୀବନେ..2th..
ହେ.. ହେ ମୋର ମୁକ୍ତି ରାଜନ.....
ହେ.. ହେ ମୋର ଶାନ୍ତି ରାଜନ.........
***************************************
SINGER _ARCHANA PADHI & TIMAT MAJHI
LYRICS & MUSIC -SUNDAR KUMAR
ARRAGMENT -PRABHAT NUNDRUKA
RECORD _ MRR STUDIO CUTTACK
PRODUCER _ NEHURA MAJHI . JARALI MAJHI ( DAD & MOM )
CO. PRODUCER _ BIRENDRA PRADHAN.ABA MAJHI & LIPSON PRADHAN
SPECIAL TNX- PRASHANT GAGERANGA,SRABAN, NAMUEL MISHAL & PANKAJ
VIDEO EDIT- PK PRASANT . CUTTACK
FULL VIDEO LINK - • New Odia Christian So...
INSTAGRAM - www.instagram....
FACEBOOK - ▶️ Watch this reel
www.facebook.c...
#timatmajhicreation#archanapadhichriatiansong
#archanadhitimatmajhi
#timatmajhinewsong
#sundarkumarnewsong
#archanapadhichristiansong
#timatmajhiarchanapadhi
#newodiachristiansongarchanapadhi
#archanapadhichristiansong
#timatmajhiarchanapadhi
#archanapadhitimatmajhinewsong
#timatmajhikuisong
#prasadlimamusic
#gasamahatimatmajhi
#archanapadhiallsong
#archanapadhi
#archanapadhitimatmajhitrendingsong
#archanapadhitimatmajhi
#archanpadhifirstchristiansong
#kuisingertimatmajhi
CONTACT - 8763681656
***************************************
!!* ANTI PIRACY WARNING*!!
This Content Is Copyright To TIMAT MAJHI CREATION. Any Unauthorised Reproduction Redistribution, Re- Upload ( Audio or Video) Is Strictly Prohibited Of This Meterial .Legal Action Will Be Taken Against Those Who Violate This Copyright Meterial Presented.