Рет қаралды 65,890
#amitpaniofficial #amitpanisong #amitpanichristiansong #amitbadanayakchristiansongs
NEW ODIA CHRISTIAN SONG | MANONITA DASA(ମନୋନୀତ ଦାସ) | AMIT PANI | GABRIEL BALIARSING |STUDIO VERSION
ସର୍ବପ୍ରଥମେ GS Music Official ତରଫରୁ ସମସ୍ତ ଖ୍ରୀଷ୍ଟପ୍ରେମୀ ଭାଇ ଭଉଣୀଙ୍କୁ Prasie the Lord. ପ୍ରଭୁଙ୍କ ଅନୁଗ୍ରହରୁ GS Music official ଆଉ ଏକ ଗୀତ ଭେଟି ନେଇ ଆସିଛି, ଯାହାର Official Studio Version ଆମ channel ରେ ଉନ୍ମୋଚନ ହୋଇଛି । ଶୀର୍ଷକଟି 'ମନୋନୀତ ଦାସ' କଣ୍ଠ ଦାନ କରିଛନ୍ତି ସୁସମାଚାର ଗାୟକ ଭାଇ ଅମିତ ପାଣି, ରଚନା ଓ ସ୍ୱର ସଂଯୋଜନା କରିଛନ୍ତି ଭାଇ ଗାବ୍ରିଏଲ ବଳିଆରସିଂ ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାଇ ଶୁଭମ ସାମଲ । ଗୀତଟି ଯଦି ଭଲ ଲାଗେ ତେବେ ଗୀତକୁ Like, Share, Comment କରି Channel କୁ Subscribe କରନ୍ତୁ । May God Bless You ।
(ଧନ୍ୟବାଦ)
Lyrics of the song
ମୁଁ ଦୀନହୀନ ମନୋନୀତ ତୁମଦାସ
ଆସିଅଛି ତବ ପୁଣ୍ୟ ଚରଣକୁ
ଅରପୁ ଅଛି ମୋ ଆତ୍ମା ଜୀବନକୁ
ଭୂଜତଳେ ମୋତେ ରଖ
ମୁଁ ଦୀନହୀନ ମନୋନୀତ ତୁମଦାସ
ଖୋଜି ଖୋଜି ଯିଶୁ ମୋତେ
ଶରଗୁ ତୁମେ ଆସିଲ
ଏ ଦୁର୍ବଳ ଅଧମକୁ
ପ୍ରେମେ ମନୋନୀତ କଲ
ହୋ କରିଲ ଅସୀମ ପ୍ରେମ
ମୋପାଇଁ ଦେଲ ଜୀବନ
ନୀତି ସେବିବୀ ତୁମକୁ
ଭଜି ତୁମରିସେ ନାମ
କେବଳ ମୋମନ ଚାହୁଁଛି ତୁମକୁ
ଭୁଲିବନି ପ୍ରଭୁ ଅଧମ ଦାସକୁ
ଜୀବନ ପୁସ୍ତକେ ରଖ
ମୁଁ ଦୀନହୀନ ମନୋନୀତ ତୁମଦାସ
ମୂଲ୍ୟହୀନ ନିରର୍ଥକ
ତୁମ ବିନା ଏ ଜୀବନ
ବଞ୍ଚିଥିବୀ ଯେତେ ଦିନ
ମୁଖେ ଥାଉ ତୁମନାମ
ଆସିବ ଦୁଃଖ ଅନେକ
ଭାଙ୍ଗିନ କହୁ ମୋ ମୁଖ
ମାଗୁନାହିଁ କିଛି ପ୍ରଭୁ
ତୁମେହିଁ ମୋ ଆବଶ୍ୟକ
ଅଳି କରୁଅଛି ହେ ପ୍ରଭୁ ତୁମକୁ
ସ୍ମରଣରେ ରଖ ଏ ଧୂଳି ଦାସକୁ
ତୁମରାଜ୍ୟେ ସ୍ଥାନ ଦିଅ
ମୁଁ ଦୀନହୀନ ମନୋନୀତ ତୁମଦାସ
ଶେଷ
Video Song Credits***
*Singer-Gospel Singer Amit Pani
*Lyrics & Composition- Bro Gabriel Baliarsing
*Music Arrangements- Bro Subham Samal
*Producer- Sis Sara Baliarsing
*Special Thanks- Evg Pitar Baliarsing & Puni Baliarsing
*Recording Mixing and Mastered at MRR Studio, Cuttack
*DOP & Edit- Ambram Ganta
*Thumbnail-Sangram Parichha
*Technical Assistance-Kishan Singh
ANTI-PIRACY WARNING * Unauthorized reproduction, redistribution, or re-upload is strictly prohibited from this material. All rights reserve with GS MUSIC OFFICIAL.