News Fuse 06 FEB 2024

  Рет қаралды 87,107

OTV

OTV

Күн бұрын

Пікірлер: 111
@ManasRanjanMohanty-u2h
@ManasRanjanMohanty-u2h 8 ай бұрын
Satare bhala lagila Deepak sir nka patha padha 😊
@subhashreedas531
@subhashreedas531 9 ай бұрын
ଯଦି ଇଂରାଜୀକୁ ଏତେ ଗୁରୁତ୍ୱ ଦିଆଯାଇ ନଥାନ୍ତା , ତା'ହେଲେ ମୁଁ ଆଜି ଟପ୍ପର ହୋଇଥାନ୍ତି
@sanyasibehera7653
@sanyasibehera7653 9 ай бұрын
ଜୟ ଶ୍ରୀ ରାମ ହେରେ ଗିସ୍ 300ଏବେ 1200
@lijalinibhoi7617
@lijalinibhoi7617 9 ай бұрын
ଓଡ଼ିଶାର ଖାନ୍ ସାର୍ ଦୀପକ ସାର୍...... 🙏🏼🥰🙏🏼
@143Susanta
@143Susanta 9 ай бұрын
ଜୟ ଜଗନ୍ନାଥ ଏ ଗୁରୁଜୀଙ୍କୁ ଯେତେ ନମସ୍କାର କଲେବି କମ ପଡିବ ଏମିତି ଗୁରୁଙ୍କୁ ଭଗବାନ ଅଧିକରୁ ଅଧିକ ଆଶ୍ରୀବାଦ କରନ୍ତୁ 🙏🏼🙏 ଜୟ ଜଗନ୍ନାଥ
@SusantaNaik-u8r
@SusantaNaik-u8r 9 ай бұрын
ଜୟ ଜଗନ୍ନାଥ ଏ ଗୁରୁଜୀଙ୍କୁ
@baisakhipradhan4859
@baisakhipradhan4859 8 ай бұрын
ଯେଉଁଠି ଗଛ ର ମୂଳ ଠିକ୍ ନାହିଁ ସେଠି ଡାଳ ପତ୍ର କୁ ପଚାରେ କିଏ 😂ଯଦି ଘରର ନିଅ ଠିକ୍ ରହିବନି ସେଠି ଏମିତି ଅବସ୍ଥା ହେବ ଆଉ ଓଡ଼ିଆ ତଳକୁ ଖସି ଚାଲିବ ଘରର କାନ୍ଥ ଖସିବା ପରି😂😂
@sadashiva_khuntia
@sadashiva_khuntia 9 ай бұрын
ସମ୍ବଲପୁର ଝାରସୁଗୁଡା ସୁନ୍ଦରଗଡ ରେ ବହୁତ ଲୋକ ହିନ୍ଦୀ କଥାବାର୍ତ୍ତା କରନ୍ତି ଆଉ ବେଲଜ୍ୟା କିଛି ଅଛି
@laxminarayanrautray1412
@laxminarayanrautray1412 9 ай бұрын
ଦୀପକ ସାରେ ଆମ ଓଡ଼ିଶାର ଦ୍ୱତୀୟ ଖାନ ସାରେ
@soumyaranjanbarik4734
@soumyaranjanbarik4734 9 ай бұрын
ସରକାର ଯଦି ସବୁ ସରକାରୀ କାର୍ଯ୍ୟଳୟରେ ଓଡିଆ ଭାଷା ବାଧ୍ୟତାମୂଳକ କରିପାରନ୍ତେ ତାହେଲେ ବହୁତ ଖୁସୀ ଲାଗନ୍ତା
@kaliapanda3296
@kaliapanda3296 9 ай бұрын
Jay Jagannath. Sir nku mora 🙏🙏🙏🙏
@BaistnabaKanhar-qf7fl
@BaistnabaKanhar-qf7fl 9 ай бұрын
ସେଥିପାଇଁ ଓଡ଼ିଆ ଭାଷା ରେ ଲେକନ୍ତୁ ସରକାର 🙏🙏🙏
@143Susanta
@143Susanta 9 ай бұрын
କହି ଦଉଥାଈ ପରକୁ ବୁଧି ନ ଦୁଶଈ ଘରକୁ ହେ ଜଗନ୍ନାଥ ରକ୍ଷାକର ଏମାନଙ୍କୁ
@bapimishra-sv4oz
@bapimishra-sv4oz 9 ай бұрын
Jai shree jagannath 🙏
@HareKrushna-f3d
@HareKrushna-f3d 8 ай бұрын
ଓଡିଆ ଭାଷାରେ ଆମ ସାସନ ନହେଲେ ମୂଳରୁ ଜିବ ନବୀନ ।
@truptikantanayakvssrikant6912
@truptikantanayakvssrikant6912 9 ай бұрын
Good information Sir 🙏🏻🙏🏻🙏🏻🙏🏻🙏🏻❤❤❤❤💞💞
@rameshchandrakisan7228
@rameshchandrakisan7228 9 ай бұрын
ଓଡ଼ିଆ ଭାଷା ସଂପୁର୍ଣ୍ଣ ହଟାଇ ଦେବା ଦରକାର ଧନ୍ୟବାଦ ନବୀନ ପଟ୍ଟନାୟକ
@gaurangacharanasahu6033
@gaurangacharanasahu6033 9 ай бұрын
Jay jaganatha Jay odisha super news
@bantygaming9589
@bantygaming9589 9 ай бұрын
ଓଡ଼ିଆ ଭାଷା ବ________ ଗଞ୍ଜାମ ଭାଷା ମା_______ଆ
@bantygaming9589
@bantygaming9589 9 ай бұрын
❤❤❤❤❤😂😂😂🎉🎉🎉🎉
@AllhaSuarwala
@AllhaSuarwala 9 ай бұрын
ଓଡ଼ିଆ ଭାଷା ବଢ଼ିଆ ଗଞ୍ଜାମ ଭାଷା ମାନେଓଡ଼ିଆ
@Manas_panigrahi
@Manas_panigrahi 9 ай бұрын
ଓଡ଼ିଆ ଭାଷାକୁ ଆମେ ଭଲ ପାଉ ଏଇଟା କେବଳ କଥାରେ ଅଟକି ଯାଇଛି ଏବେ ସ୍କୁଲ ଯାଉ ଯାଉ ପିଲା ଇଂରାଜୀ ବାନ୍ତି କରୁଛନ୍ତି। ହେଲେ ମୁଁ ଓଡ଼ିଶା ଠାରୁ ଦୂରରେ ଅବସ୍ଥିତ ହେଲେ ବି ମାତ୍ରୁ ଭାଷାକୁ ଭଲପାଏ ବୋଲି ମୋର ସମସ୍ତ କମେଣ୍ଟ ସୁଦ୍ଧ ଓଡ଼ିଆ ହିଁ ହୋଇଥାଏ !!
@chittaranjansingh5129
@chittaranjansingh5129 9 ай бұрын
ଏବେ ଓଡ଼ିଶା ରେ ହିନ୍ଦୀ ଆଉ ଇଂଲିଶ ଭାଷା କୁ ବେଶି ପ୍ରଶୟ ଦେଲେଣି
@AMITKUMAR-vx7bx
@AMITKUMAR-vx7bx 9 ай бұрын
ଓଡିଶା ରେ ସରକାରି ଅଫିସ ରେ ବି ଓଡିଆ ଭାଶା ଫର୍ମ ଫିଲବ କରିବା କଥା ସବୁ ସରକାରି ଫର୍ମ ଓଡିଆ ରେ ଛପା ଜାଉ
@suryamahana9200
@suryamahana9200 9 ай бұрын
ପ୍ରଥମେ ନିଜେ ତ ଓଡ଼ିଆ ଲେଖ, ତା ପରେ ଅନ୍ୟ ର ଟିଭିରେ ଦେଖେଇବ । ଓ ଟିଭି
@RamdhanSingh-p7n
@RamdhanSingh-p7n 9 ай бұрын
ଅଯୋଧ୍ୟା ରାମଲାଲଙ୍କର ମନ୍ଦିର ର ଫଳକର ପ୍ରଥମ ରେ ଓଡ଼ିଆ ରେ ଲେଖା ଅଛି ହେଲେ ଓଡ଼ିଶାରେନାହିଁ
@AshokkumarSethi-q9e
@AshokkumarSethi-q9e 9 ай бұрын
ସାର୍ ଆପଣଙ୍କର ଯଦି😢 ଓଡ଼ିଆ ଭାଷା ପ୍ରତି ଏତେ ମମତା ରହିଛି ସତ ଆପଣଙ୍କ କାର୍ଯ୍ୟକ୍ରମ ର ନାମ କେଉଁ ଭାଷାରେ ନାମିତ କରିଛନ୍ତି
@pusparanijena7745
@pusparanijena7745 9 ай бұрын
Disuni tamaku ...odia re lekha heichi boli....
@suraimurmu3128
@suraimurmu3128 9 ай бұрын
ଆମେ ଓଡ଼ିଆ ଭାରି ଘଟିଆ
@batratv420
@batratv420 9 ай бұрын
ପାଠ ପଢି କି ପିଲା ଜ୍ଞାନୀ ହେଇ ଯାଇଛନ୍ତି ତେଣୁ ସେମାନଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି
@suraimurmu3128
@suraimurmu3128 9 ай бұрын
କିଛି ଦିନ ଅପେକ୍ଷା କର ଓଡ଼ିଆ ଟା ଓରିୟା ହୋଇଯିବ,,, ମୁଖିଆ କଥା କହୁଛ,, ଆଗ ନିଜ ଅଖ ଚକ ରେ ତେଲ ଦିୟ.............
@prasanta-jg1vd
@prasanta-jg1vd 9 ай бұрын
ଆମେ ଓଡିଆ, ନବୀନ୍‌ ଶାସନ ରେ ମଦ ପି ପି ହେଲ୍ମ କୋଢିଆ
@sms4480
@sms4480 8 ай бұрын
Ama cm ku odia asuni😂 auhuri odia lekhile cm reding kariparibay nahi
@tulujena3817
@tulujena3817 9 ай бұрын
ଜୟ ଜଗନ୍ନାଥ ଓଟିଭି /otv
@rinadalei-cv6jq
@rinadalei-cv6jq 9 ай бұрын
Bhai thik kahile election pain emiti heuchi
@debakrushnajena3258
@debakrushnajena3258 9 ай бұрын
Teacher ❤
@sudhirbehera4876
@sudhirbehera4876 9 ай бұрын
ଭାଇ ଆପଣ ଯେଉଁ କହିଲେ same situation, bilding, last piece ଏଇ ସବୁ କେଉଁ ଆଡୁ ଓଡିଆ ପରିକା ଲାଗୁଛି ମୋତେ ଜଣା ପଡୁନି ଭାଇ ମୋର ତମକୁ ନିଚ ଦେଖେଇବା ଉଦେଶ୍ୟ ନୁହଁ ମୋର କହିବା ଅର୍ଥ ଆମେ ସମସ୍ତେ ଓଡିଆ ୯୦ ଭାଗ କହିଲେ ଆଉ ୧୦ ଭାଗ ଅନ୍ୟ ଭାଷାରେ କଥା ହେଉ ମୋର କଥା ଆପଣଙ୍କୁ କଷ୍ଟ ଦେଇଥିଲେ ଖ୍ୟମା ମାଗୁଛି
@manbodrana5313
@manbodrana5313 9 ай бұрын
ଆମ ଓଡିଶା କିଛି କଥାକୁ ନାହଁ ଭରଷା ।
@HareKrushna-f3d
@HareKrushna-f3d 8 ай бұрын
ଏଇ ଭାଷା ଲାଗି କଳା ପତକା ଉଡୁଛି ଉଡିବ ଜାଣିଥା ଏକା ।
@santoshtimepass9173
@santoshtimepass9173 9 ай бұрын
ସାର୍ ଓଡିଆ ରେ ଲେଖି ବାକୁ ଲେଖୁଥିବା ଭାଈ ମାନକୁ ଭାରି ପଡିବ । କେତେଜେ ମାତ୍ରା ଭୁଲ୍ ହେବ ତାହା ନାରାଣ କୁ ଜନା
@sahoojyotirmayeejaisitaram6307
@sahoojyotirmayeejaisitaram6307 9 ай бұрын
କିନ୍ତୁ ଏବେ ସେ ଭୁଲ ଆଉ ହେବ ନାହିଁ। କାରଣ ଯେଉଁ ମାତ୍ରା ରେ ବର୍ତ୍ତମାନ ଓଡ଼ିଆ ଭାଷା ସମ୍ମିଳନୀ ହେଉଛି ଆମ ସରକାର ବଦଳି ଯିବ ନାଇଁ ମ ସରକାରଙ୍କ ଭାଷା... 😅
@-ManasKumar
@-ManasKumar 9 ай бұрын
ଓଡ଼ିଶାର ସରକାର ତ ଠିକ୍ ରେ ଓଡିଆ କହିପାରୁନାହାନ୍ତି l
@baikunthabehera3971
@baikunthabehera3971 9 ай бұрын
Setikire 22 barsa helanhi . MADHA CHIKEN TANKA TA BANTA CHALICHI .BODHHO HUA 100 BARASA RAHIBE .MAHILLA DADHHI PAICHHANTI ABE BJP BJD MENTAHELE BHADARE JIBE
@icitechnicalodia
@icitechnicalodia 9 ай бұрын
ଏଇଠି fuse କରିବ ଆମ school ର lucky master କୁ ଯିଏ କି ତା tution ରେ କିଛି ପାଠ ପଢ଼ାଏନି ଖାଲି ପିଲାଙ୍କୁ ବାଦାଏ ଆଉ ସିଥି ବହୁତ୍ ପିଲା ଜକୁ ଠିକ୍ ସେ ବସିବାକୁ ଜାଗା ମିଳେନି କିଛି ପିଲା gate ବାହାରେ ବସନ୍ତି କିନ୍ତୁ ମାସ ଶେଷ କୁ ପଇସା ସୋଷିକି ନିଏ ପିଲାଙ୍କ guardian ଙ୍କ ଠାରୁ।
@HaldharSuna-b1q
@HaldharSuna-b1q 9 ай бұрын
Pranam sir dist balangir
@Pradipsahu1234
@Pradipsahu1234 9 ай бұрын
Right
@prasantapattanaik862
@prasantapattanaik862 9 ай бұрын
ଓଡ଼ିଆ ଯଦି ଷ୍ଟାଇଲ ରେ କୁହାଯାଏ ତେବେ ତାର ପ୍ରଭାବ ଅତି ମଧୁର ଓ ପ୍ରଭାବଶାଳୀ।ସତ କଥା।କହି ଜାଣିଲେ କଥା ସୁନ୍ଦର।
@rubisethia6839
@rubisethia6839 9 ай бұрын
❤😂
@itishreebhoi
@itishreebhoi 9 ай бұрын
Newest..Top
@santoshkumarsahu6815
@santoshkumarsahu6815 9 ай бұрын
❤❤❤ Really good description dada
@kartikeshwar-hz8ih
@kartikeshwar-hz8ih 9 ай бұрын
Jay jagannath
@deepakkumarsahoo9920
@deepakkumarsahoo9920 9 ай бұрын
Bhasa naa re rajaniti re odisha Karnataka ku tapi jiba🔥
@subhashreedas531
@subhashreedas531 9 ай бұрын
ଓଡିଆ ଭାଷା ଯଦି ଆମର ଭବିଷ୍ୟତ ହୋଇଥାନ୍ତା ତା'ହେଲେ ସ୍କୁଲରେ ଇଂରାଜୀ ଆସୁ ନଥିଲା ବୋଲି ମାଡ଼ ଖାଇ ନଥାନ୍ତି। ଆଉ ଏବେ କଲେଜ କଥାତ ନ କହିଲେ ଭଲ । ସବୁ ଆଡେତ ଇଂଲିଶ ଓଡ଼ିଆ ଖାଲି କହୁଛୁ , ସେ ପୁଣି କେବଳ ଘରେ ବୋଉ ଆଗରେ । ଆଉ ସବୁଠି ଓଡ଼ିଆ ଚଳୁନି । ଆଉ ୯ବିନ୍ ଏବଂ ପାଣ୍ଡୁ ବେଟା ଏତେ ରୋଲ କଣ କାଢୁଛନ୍ତି 😂
@narendrarout6186
@narendrarout6186 9 ай бұрын
🙏
@143Susanta
@143Susanta 9 ай бұрын
ଇଏ ପା ଆମ 24 ବର୍ଷର ଓଡିଆ ସବୁ ଧବଧବଳିଆ କରୁଛନ୍ତି ଅଳିଆ
@sahoojyotirmayeejaisitaram6307
@sahoojyotirmayeejaisitaram6307 9 ай бұрын
ଆମେ ଖାଲି "ଓଡ଼ିଆ" ଶବ୍ଦ ଟା କୁ ଠିକ୍ ଓଡ଼ିଆରେ କହୁଛେ। କିନ୍ତୁ ଆମ ଓଡ଼ିଆ ଭାଷା ରେ ଅନେକ ବିଦେଶୀ ମଦ ଏ କ୍ଷମା କରିବେ 😅ବିଦେଶୀ ଇଂଲିଶ୍ ଶବ୍ଦ କୁ ଓଡ଼ିଆ ରେ କହିଦେଉଛେ । 😁
@geetanjaliacharya6079
@geetanjaliacharya6079 9 ай бұрын
God bless you to your family sir 🙏
@SurendraMishara-h1p
@SurendraMishara-h1p 9 ай бұрын
ପାଣ୍ଡୁ ସରକାର "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ " କରୁଥିଲେ ନାଁ ସର୍ବସାଧାରଣରେ ଓଡ଼ିଆ ଭାଷାର ବସ୍ତ୍ର ହରଣ କରୁଥିଲେ...???
@k.kamaleswarighatal7347
@k.kamaleswarighatal7347 9 ай бұрын
Bonde utkal janani🙏🙏🙏
@sahoosonu48
@sahoosonu48 9 ай бұрын
Salute sir ❤❤❤❤
@santoshparida887
@santoshparida887 9 ай бұрын
Aama odisha re kebala odia chaliba jadi jete office school college ki sarakari office re odia re fromfilop karante tahele odia tikia agyanta ame ama nija deshare nija kama Kariba kintu nija bhashare Mari ba ta hele thik heba apan dekhantu tamilnadu re apana jekaunasi office ku janthu dekhibe Tamil,au English re hi sabu office kama heuthiba jay jaganatha❤❤❤❤ news fuse mu regular dekhe sir
@binodsamal2643
@binodsamal2643 8 ай бұрын
ସବୁ ସରକାରଙ୍କ ଦୋଷ 😂😂😂
@rameshwarsingh9995
@rameshwarsingh9995 9 ай бұрын
All in one...
@ranjanbehera8745
@ranjanbehera8745 9 ай бұрын
Good morning Sare 🙏🙏 JILA. PURI ❤
@DILIP-h6e
@DILIP-h6e 9 ай бұрын
iam.praund.of.sir
@kpsinghadv9798
@kpsinghadv9798 9 ай бұрын
Bhasaku nei ame nijaku nije dai, amanku sarkar bhuan bulauchhi kintu ame bujhiparunu.Uthare uthare utkal santan.......
@VbvvVvvv-d8p
@VbvvVvvv-d8p 9 ай бұрын
Good morning sir
@sambitkumarbag7427
@sambitkumarbag7427 9 ай бұрын
ଆପଣ ମାନେ ଖୁସି ତ ଏତିକି ହିଁ ମୁଖିଆ ଜାଣିଛନ୍ତି 😅
@mitubhatta7269
@mitubhatta7269 9 ай бұрын
Super
@sudhansukumarbal3419
@sudhansukumarbal3419 9 ай бұрын
Excellent
@skpatalaproduction6265
@skpatalaproduction6265 9 ай бұрын
MAA giha Odia Sola
@ersridharsahoo5723
@ersridharsahoo5723 9 ай бұрын
Deepak sir bhalia pulanku chance daba katha teacher ship pain au ye sarkar Lancha neiki jahaku na tahaku job dei douchi 😢
@anitapadhan879
@anitapadhan879 9 ай бұрын
ସମଲପୁରୀ ରେ କହ ଇଂରାଜୀ ବାହାରିବ ନାହି
@gautampradhan3182
@gautampradhan3182 9 ай бұрын
ଇଂରାଜୀ ନଅ ବାହାରୁ ହିନ୍ଦୀ ତ ବାହାରୁଛି।
@prakashchandrapattnaik9214
@prakashchandrapattnaik9214 9 ай бұрын
Supar. 👍🌹
@DusmantaKandi-j8h
@DusmantaKandi-j8h 8 ай бұрын
Tk ap ru asa
@arjunajuanga3100
@arjunajuanga3100 9 ай бұрын
English ଯିଏ କହିବ fine ଲାଗିବ। correct low😢😢
@jayramraj6074
@jayramraj6074 9 ай бұрын
He pravu jagannatha premananda ye kiya hua. Narana
@prasannabaiyari8805
@prasannabaiyari8805 8 ай бұрын
ମଣି କଣ କହିଲ ମ ଛି
@jayramraj6074
@jayramraj6074 9 ай бұрын
Deepak sir nka patha padha dekhi moor bahut ichha hauchi Aau thare patha padhibaku Narana tora ichha hauni.
@Sonalispeaks
@Sonalispeaks 9 ай бұрын
4.00 min.😂😂😂 ସେ ଭଉଣୀ whatsapp college ଆଉ instagram universityରୁ ପଢ଼ିଛନ୍ତି 😂😂
@jayramraj6074
@jayramraj6074 9 ай бұрын
Bidya Dana karibara aka new formula. Mana hajigala Deepak sir nka thare.
@manojrana-jv2oj
@manojrana-jv2oj 9 ай бұрын
Pila mananku murkha kariba pain 5t school , na hele school re class room adhika hele sikhyaka kahin . english medium ku badheiba pain ehi jojana .
@DebendraKumarpradhan-g2w
@DebendraKumarpradhan-g2w 9 ай бұрын
Narana satakuha
@DILIP-h6e
@DILIP-h6e 9 ай бұрын
Sir.knu.thanks
@narayansahoo1312
@narayansahoo1312 9 ай бұрын
Mo matareea matali teacher nku service vrs dei depak sir nku apotment diajau
@BINODMIRDHA-t4k
@BINODMIRDHA-t4k 9 ай бұрын
Without Odia Private Job Badhia
@RudraprasanBiswal
@RudraprasanBiswal 8 ай бұрын
Bhai jadi sabu sarakari kagaj Patra odia re haba derkar tahale Jai oda bhasa aga ku jiba
@kumarprincepradeep182
@kumarprincepradeep182 9 ай бұрын
Kana juga hela😢😂
@rajkishorerout5648
@rajkishorerout5648 9 ай бұрын
English hi sikha jodi dunia dekhibara achi
@OdiaVloggerRahul_99
@OdiaVloggerRahul_99 9 ай бұрын
0tv live taku bi odia re lekha😅🤣👍🤣🤣
@Mohini-i2m
@Mohini-i2m 9 ай бұрын
Sir amara mukhia sangare odiare katha heithile
@MarksuMunda
@MarksuMunda 9 ай бұрын
Matrabhasha koi Sharda kotha koi Leni Odia
@OdJagu
@OdJagu 9 ай бұрын
ଓଡିଶାଭାଷାସମିଳନିରେନବିନବାବୁଵର୍ଣ୍ଣସଙ୍କରଉପାଧିପାଇବେ
@KhojiniSwain-v5u
@KhojiniSwain-v5u 9 ай бұрын
Sir jane odia re pandita hele taku kana job miluchi ki jahabi kara english ta bekare kn pain ehi sabu program karuchanti dekheiheba pain
@MehtasaabSaab
@MehtasaabSaab 9 ай бұрын
Odisare. English. Punch. Karikahile. Vala. Odia. Hauchi ,. English. Ra. Prakrutare. Odia. Kana. Kahaku. Jananahiñ. Sabu. Sinenord. Re. Odiata. Lekhanahin. Sarakari. Karjyalayare. Odisare. Darakhasta. Dianiata. Hauni. Agyan. Gotie. Prasna. Agaru. Linenathilajetebele. Setebele. Lantrin. Byabahara. Heuthila. Tara. Prakrutare. Odiare Kanakuhajiba.
@DILIP-h6e
@DILIP-h6e 9 ай бұрын
Ei.odiapilla.auo.jhiapilla.bhabiswatt.khaijibe.amankupacharntu.denga.gachh.chenga.mschha.ta.parekon.ta.pare.lekhahaichi.pacharntu
@KhojiniSwain-v5u
@KhojiniSwain-v5u 9 ай бұрын
Sir ame msg kala bele bi odia lekhibare kasta heuchi lekhiheuni Sabu bhul Sarkar nka Anya desare prathame tanka bhasare padhu pare exam Hua kintu Amara ethi kn heuchi sabuthire english
@AllhaSuarwala
@AllhaSuarwala 9 ай бұрын
ତୋ ମୁହଁରେ ଲଜ୍ଯା ନାହିଁ ??? ଓଡ଼ିଆ ଲିପିରେ ଓଡ଼ିଆ ଲେଖ। ଅନ୍ତତଃ ଓଡ଼ିଆ ଭିଡ଼ିଓ ଗୁଡ଼ିକର କମେଣ୍ଟ ସେକ୍ସନରେ ଓଡ଼ିଆ ଲେଖ ରେ ଅପାରଗ ।
@debasishdas6709
@debasishdas6709 9 ай бұрын
Naveena 😂😂😂 bandian😂😂😂
@InjBhonjDisomKola
@InjBhonjDisomKola 9 ай бұрын
𝐍𝐢𝐣𝐨 𝐤𝐮 𝐚𝐠𝐞 𝐛𝐨𝐝𝐚𝐥𝐚𝐨.......𝐡𝐞𝐥𝐚....
@pravashbehera2521
@pravashbehera2521 9 ай бұрын
English nahi ta kitchi nahi.
@kumudasethi6875
@kumudasethi6875 9 ай бұрын
Aaga mukhiaa ku kuhantu se odia kahile aame odia kahimu nahele jemiti English re chalichhi semiti chalu thiba
@KhojiniSwain-v5u
@KhojiniSwain-v5u 9 ай бұрын
Ethi jie odia bhala janichi sie murkha au garba keu katha ku nei karubu khali kahiba katha
@OdiaVloggerRahul_99
@OdiaVloggerRahul_99 9 ай бұрын
Vai age tama o tv news symbol taku odia re lekha taa pare Anya ku gyana daba... Dekhibaku gale tamebi on odia.🤣🤣🤣
@OdiaVloggerRahul_99
@OdiaVloggerRahul_99 9 ай бұрын
Vai nije fuse heigala ki??
@Pradeepkumar-rr1vl
@Pradeepkumar-rr1vl 9 ай бұрын
Mr. Presenter yourself not speaking proper odia, why do you comment. You rectify yourself first
@gagansoren7474
@gagansoren7474 9 ай бұрын
😂😂😂
News Fuse 08 JAN 2024
19:06
OTV
Рет қаралды 64 М.
News Fuse 6 MAR 2024
20:34
OTV
Рет қаралды 67 М.
CAN YOU DO THIS ?
00:23
STORROR
Рет қаралды 48 МЛН
Trapped by the Machine, Saved by Kind Strangers! #shorts
00:21
Fabiosa Best Lifehacks
Рет қаралды 26 МЛН
Trick-or-Treating in a Rush. Part 2
00:37
Daniel LaBelle
Рет қаралды 38 МЛН
News Fuse 05 JAN 2024
23:53
OTV
Рет қаралды 66 М.
Bhagirathi jhua bhaigis // Mr Gulua Comedy // Odia comedy
36:05
Mr. GULUA Comedy
Рет қаралды 1,5 МЛН
News Fuse 5 MAR 2024
22:22
OTV
Рет қаралды 97 М.
News Fuse 19 FEB 2024
19:25
OTV
Рет қаралды 157 М.
CAN YOU DO THIS ?
00:23
STORROR
Рет қаралды 48 МЛН