News Fuse 26 JULY 2024

  Рет қаралды 185,415

OTV

OTV

Күн бұрын

Пікірлер: 162
@rabindrarath9474
@rabindrarath9474 4 ай бұрын
ଆପଣଙ୍କ କାର୍ଯ୍ୟକ୍ରମକୁ ଅନେକ ଅନେକ ଧନ୍ୟବାଦ ଆପଣ କାର୍ଯ୍ୟକ୍ରମ ଜାରି ରହୁ
@BhagyabantaAdbang
@BhagyabantaAdbang 4 ай бұрын
🙏🙏🙏🙏🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏🙏🙏🙏
@MarkandaNaik-wq7ni
@MarkandaNaik-wq7ni 4 ай бұрын
ଯାହା ହୋଉ ଓଟିଭି କୁ ଧନ୍ୟବାଦ ଓଟିଭି ଯାହା ଖବର ଆଣୁଛି ସବୁ ସତ ହେଉଛି ଆଉ ଏ news fews ku ମାନିବାକୁ ପଡିବ ଏ ଋଷିକେଶ ଭାଇ ତମେ ଭଗବାନ ଦେବ ରାଜ ଇନ୍ଦ୍ର ଙ୍କ ବି ନାମ ଦେଇ ପାରିବ 🙏
@PriyabrataBehera-f5w
@PriyabrataBehera-f5w 4 ай бұрын
କଥାରେ ଅଛି ଚାକିରି କରିବ ପୁଲିସ ମାଛ ଖାଇବ ଇଲିସ୍ . ସେଭଳି ଚାକିରି କରିବ ସରକାରୀ ଛୁଟି ପାଇବ ଅଧା ଦିନି . ଯେତେ ଯାହା ହେଲେ ବି ମା ଘିଆ ସରକାରୀ ଚାକିରୀ କରିଥିବା ଲୋକ କେବେ ବି ସୁଧୁରିବେ ନାହିଁ . ଧନ୍ଯ ସେମାନଙ୍କର ଜୀବନ .
@manjupravamishra8000
@manjupravamishra8000 4 ай бұрын
ଉତ୍କଳ ମଣି ଗୋପବନ୍ଧୁ ଦାସ ତଥା ଉତ୍କଳ ଗୌରବ ମଧୁସୂଦନ ଦାସ୍।
@RANJANROUTRAY-pr8qr
@RANJANROUTRAY-pr8qr 4 ай бұрын
ଧନ୍ୟବାଦ otv ଆମ ଅଂଚଳ ର କଥା ପରିବେଷଣ କରିଥିବାରୁ 24 ବର୍ଷ ର ଅଭ୍ୟାସ ଟା ରହିଯାଇଛି ପରିବର୍ତନ ହେବାକୁ ଟିକେ ସମୟ ଲାଗିବ ନୂଆ ସରକାର ଆସିଲେ ସବୁ ଆପେ ଆପେ ଠିକି ହେଇଯିବ ଜଗନ୍ନାଥ ତାଙ୍କୁ ସଦବୁଦ୍ଧି ଦିୟନ୍ତୁ 🙏
@143Susanta
@143Susanta 4 ай бұрын
ହଇରେ ନାରଣ ଏମିତିକା ଦୁସ୍ୟ ଦେଖି ମତେ ଲାଗୁଛି ଏଇ ସକ୍ସ ତିଆରି ମାଲିକ ବୋଧେ science ରେ Phd କରିଛି କାରଣ ସବୁ ଲୋକଙ୍କ ପେଟରେ ଯୋଉ ଭଳିଆ ଅଳିଆ ଅଛି ଏହାକୁ ଖାଇଲେ ଆମ ପେଟର ସବୁ ଅଳିଆ ସଫା ହେଇଯିବ 🙏🏿🙏🏿🙏🏿🙏🏿 ଅନୁରୋଧ କରୁଛି ଏମିତିକା କିଛି ପଇସା ପାଇଁ ମାନବ ସମାଜକୁ ବିପଦକୁ ଠେଲନି 🙏🏿🙏🏿🙏🏿🙏🏿
@Arman.2000
@Arman.2000 4 ай бұрын
ଆପଣଙ୍କ କାର୍ଯ୍ୟକ୍ରମ କୁ ଧନ୍ୟବାଦ
@manojkumarmohanta4145
@manojkumarmohanta4145 4 ай бұрын
Otv bhai dayakari ...bhadrak asantu
@mamatamohapatra8559
@mamatamohapatra8559 4 ай бұрын
Bhagavan apananku bhalare rakhantu, Jay shree Jagannath Jay
@satrughnamallicj8703
@satrughnamallicj8703 4 ай бұрын
ହେ ମହାପ୍ରଭୁ, ଶିକ୍ଷା ସ୍ତର କୁ ସୁଧାର କରନ୍ତୁ ନଚେତ ଶିକ୍ଷା ପ୍ରଗତି ବଦଳ ରେ ଭୁଶୁଡ଼ି ପଡ଼ିବ!
@ghareluzindegisubash1269
@ghareluzindegisubash1269 4 ай бұрын
ଏକ ମାତ୍ର ଗୋଟିଏ ପ୍ରୋଗ୍ରାମ ଯାହାକି । ନିର୍ଭୀକ ତାର ସହ ସମସ୍ତ ଙ୍କୁ ସମସ୍ତଙ୍କୁ ସୁଧୁରିବା ପାଇଁ ଏକ ପ୍ରୟାସ । ହାଇ ନରାନ ଭାଇ ବହୁତ୍ ଭଲ ।
@manashbehera414
@manashbehera414 4 ай бұрын
Dhanyavaad bjp sarakara au thanks education minister nityanand sir
@pratappatra8489
@pratappatra8489 4 ай бұрын
Jay jagannatha 🙏🙏🙏
@gourangasahu-sy1jk
@gourangasahu-sy1jk 4 ай бұрын
Super news and all odisha good morning 🌄🌄🌄🌄🌄
@sadanandamalik3569
@sadanandamalik3569 4 ай бұрын
ଆପଣ ଏମିତି ଅନେକ ବାର ଅଫିସ କାର୍ଯ୍ୟ ଦେଖାଇଛନ୍ତି, ସରକାରୀ କାର୍ଯ୍ୟ ସବୁ ଢିଲା, ପ୍ରାୟ ସେଥି ପାଇଁ ସରକାର ପ୍ରାଇଭେଟ୍ କରଣ କରୁଛନ୍ତି,
@kudmiodisha
@kudmiodisha 4 ай бұрын
Education department re 1 ବର୍ଷରେ 6 ମାସ ଛୁଟି👿👿 ପୁଣି ଛୁଟିରେ, Indian time Salary nela bele 😋😋😋😋
@143Susanta
@143Susanta 4 ай бұрын
ଏଇ ଅଫିସିରେ ସାର ମାନେ ସବୁ field କୁ ଯାଇଛନ୍ତି ଟିକେ ବୁଝିବନା ଆଉ ନାରଣ ବାବୁ ତମେ ବହୁତ ଖରାପ ସବୁ ସାର ମାନେ field କୁ ଯାଇଛନ୍ତି ସେ ଥିଲେ ଆସିବନା 🤣😂🤣😂
@Manas_panigrahi
@Manas_panigrahi 4 ай бұрын
ଭାରତର ଜନ ସଂଖ୍ୟା ଏବେ ଯେମିତି ବଢ଼ିବାରେ ଲାଗିଛି ତାକୁ ନଜରରେ ରଖି ଏ ସସ୍ କମ୍ପାନୀର ମାଲିକ ଛୋଟିଆ ପଦକ୍ଷେପ ନେଇଛନ୍ତି !!
@aditya__194
@aditya__194 4 ай бұрын
😂💀
@khaladiherel404
@khaladiherel404 4 ай бұрын
SSD office ବାଲା ବି ଏମିତି କରୁଥିବେ ସେଥିପାଇଁ SSD POST ୬/୭ ଥର DATE ଘୁଞ୍ଚାଇ ଚାଲିଛନ୍ତି
@143Susanta
@143Susanta 4 ай бұрын
ସାର ଆପଣ ସିନା ଭାଲୁ ଭାଇଙ୍କୁ ଧରିଛନ୍ତି ହେଲେ ଇଲେକ୍ସନ ସମୟରେ କେତେ ଗାଳି ଏଵେ ଆମର ପାଳି ନାନାକେ 🤣😂
@aswinikumar357
@aswinikumar357 4 ай бұрын
Cm ସାର୍ ଟିକେ over confidence ହେଇଗଲେ ତ ।।।। ଅନୁରୋଧ, ଆଗକୁ ଅନ୍ୟ ହାତ ଲେଖା ଚିଠା ନ ପଢ଼ି ଓଡ଼ିଆ ହଉ ପଛେ ନିଜ ମନରୁ ଦି ପଦ ଭାଷଣ ଦେବେ। ପୁର୍ବ ସରକାର ଙ୍କ ପରି ଆଉ କପି କରିବେନି
@tufanchandradas1060
@tufanchandradas1060 4 ай бұрын
ନୂଆ ସରକାରଙ୍କ ସମୟରେ ଠିକ୍ ହେବ କି ନାହିଁ, ନା ଆଗ bhalia ଚାଲିବ !
@143Susanta
@143Susanta 4 ай бұрын
ଯାହା ହଉ ଏମିତିକା କେଇ କେବେ କହିନଥିଲେ ସାରଦା ଭାଇଙ୍କର ଏଇ ଭାଷଣ ଶୁଣି ଲୋକେ ବହୁତ ଖୁସି ହେଇଯାଇଥିବେ ଶାରଦା ଭାଇ କିଛି ବଡ ଉପହାର ଦେବେ ବୋଧେ
@satyamcreation463
@satyamcreation463 4 ай бұрын
medam pura puri satya kahu chanti dil se🙏
@ranjayarout4523
@ranjayarout4523 4 ай бұрын
Jay Shree Ram Jay Shree Ram
@soumyaranjanbarik4734
@soumyaranjanbarik4734 4 ай бұрын
ଲାଗୁଚି ଶିକ୍ଷାବିଭାଗର ଅଫିସର୍ ମାନଙ୍କ ପୂର୍ବ ଅଭ୍ୟାସ ଯାଇନି କର୍ମଚାରୀ ମାନଙ୍କୁ ଅଫିସ୍ ଆଡକୁ ଆକୃଷ୍ଟ କରିବାପାଇଁ ସରକାର ଅଫିସରେ ମଧ୍ୟ୍ୟନ୍ନ ଭୋଜନ ଯୋଜନା ଲାଗୁକରିବା ଉଚିତ୍ ଅଣ୍ଡା,ପନିର୍,ଚିକେନ୍,ମଟନ୍ ଇତ୍ୟାଦି
@soumyaranjanbarik4734
@soumyaranjanbarik4734 4 ай бұрын
ଏ କାନ କଣ ନ ଶୁଣିଲା ଯିଏ ଓଡିଆ ଅସ୍ମିତା କଥା କହିକହି ଆମ ଶିରାପ୍ରସିରାରେ ଭର୍ତୀକଲେ ଶେଷରେ ସିଏ‌ ଛାଡ ଏମିତି ଛୋଟମୋଟ ଭୁଲହୁଏ ଚଳେଇ ନବାଆଉ
@purnakar3844
@purnakar3844 4 ай бұрын
ମଝିରେ ମଝିରେ ଏଭଳି ସବୁ କାର୍ଯ୍ୟାଳୟରେ ହବା
@krishnanaikbrothers6459
@krishnanaikbrothers6459 4 ай бұрын
Super news sir Jay Jagannath 🙏
@jai_jaganatha
@jai_jaganatha 4 ай бұрын
ବାଳ ସରକାର ଥିଲା ବାଳ ସରକାର ଆସିଲା।
@surendranathrath4711
@surendranathrath4711 4 ай бұрын
ସସ ତିଆରି ମାଲିକ ଓ କର୍ମଚାରୀ ଙ୍କୁ କୋର୍ଟ ଚାଲାଣ କରି ଉପଯୁକ୍ତ ଦଣ୍ଡ ମିଳିଲେ ଠିକ ହେବ. ଆଉ ତିଆରି ହେଇଥିବା ସସ ସେହି ଦୋଷୀ ମାନଙ୍କୁ ତଥା ସେମାନଙ୍କ ପିଲା ଛୁଆଙ୍କୁ ଖାଇବାକୁ ଓ ଖୁଆଇବାକୁ କୋର୍ଟ ଆଦେଶ କଲେ ଉଚିତ ହୁଅନ୍ତା. ଜୟ ଜଗନ୍ନାଥ
@icitechnicalodia
@icitechnicalodia 4 ай бұрын
ଆଜ୍ଞା ଏବେ sauce ହଉଚି କଳି ଯୁଗ ର jama raj
@sudhansukumarbal3419
@sudhansukumarbal3419 4 ай бұрын
Many many thanks
@amarsethy-z4t
@amarsethy-z4t 4 ай бұрын
ସତ୍ୟ ର ସନ୍ଧାନ
@FATEGARHTOKA
@FATEGARHTOKA 4 ай бұрын
ସତ୍ୟ ର ସନ୍ଧାନ Argus ଷଣ୍ଢ ନା 😂😂
@ConfusedIslandRetreat-dr2ju
@ConfusedIslandRetreat-dr2ju 4 ай бұрын
Sir 🙏🙏🙏
@suklalmunda1789
@suklalmunda1789 4 ай бұрын
Wao. What a Comment? Thanks a lot Sir.
@santanupradhan7652
@santanupradhan7652 4 ай бұрын
Well done ✅
@swetaswetasoni3936
@swetaswetasoni3936 4 ай бұрын
Emiti sikshya pain ta aji tarin accedent 😢upare upare hei chalichi emananku vagwan bharasa😢 emananka pain ame samaste voguchhanti
@KasturiSanta
@KasturiSanta 4 ай бұрын
Alert came to koraput district news fuse sir
@mahammadmajhi8697
@mahammadmajhi8697 4 ай бұрын
Good job
@DubrajSoren-fd2gm
@DubrajSoren-fd2gm 4 ай бұрын
😊😊😊😊😊
@Annu72830
@Annu72830 4 ай бұрын
He bhagaban dekha dio
@soumyaranjanswain8855
@soumyaranjanswain8855 4 ай бұрын
ଆଲୋ ଆଲୋ ଆମେ ଭାବୁଥିଲୁ ଆମ ଆଡ଼ିକା ବୋଲି କିନ୍ତୁ ଏ ଟ ରଜଧାନିଆ ମାଲ 😅 ପୁରା ସେଣ୍ଟର୍ ଜାଗା ରେ ଖେଳ ହଉ ଥିଲା😂
@MadhabananadaSahoo
@MadhabananadaSahoo 4 ай бұрын
Very good news
@basantinayak1660
@basantinayak1660 4 ай бұрын
Very nice.Jay shree ram
@rabindrarath9474
@rabindrarath9474 4 ай бұрын
ମତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ ଏମାନଙ୍କ ପୁରୁ ନା ଅଭ୍ୟାସ ଯାଇନି
@purnakar3844
@purnakar3844 4 ай бұрын
ମଝିରେ ମଝିରେ ଏଭଳ.ଚଢ଼ାଇ ହେବା ନିହାତ ଦରକାର
@Blogbazarodia
@Blogbazarodia 4 ай бұрын
Sabu ଠକ
@purnakar3844
@purnakar3844 4 ай бұрын
ଏଭଳି ଶିକ୍ଷିତ। ମହିଳାଙ୍କୁ BEO କଲେ କିଏ ?
@UGyanVloggers
@UGyanVloggers 4 ай бұрын
ଏ୧୯ଜଣଙ୍କୁ ଗୋଟେଘରେ ପୁରେଇକି ଲଙ୍କା ଧୂଆଁ ଦେଇଦିଅ ପୁରା ବାଟକୁ ଆସିଯିବେ
@Sanjaybabu220
@Sanjaybabu220 4 ай бұрын
Super 😊
@143Susanta
@143Susanta 4 ай бұрын
ମାଡାମ ଏମିତିକା ହସିବାରୁ ସବୁ ଷ୍ଟାଫ ଏମିତି ସେ ଯଦି ଟାଣ ହେଲେ ଏମିତିକା ହୁଅନ୍ତା ନାହିଁ
@sudarshnpradhan7736
@sudarshnpradhan7736 4 ай бұрын
Ok
@Biswa143-10
@Biswa143-10 4 ай бұрын
ବିଜେପି ଲାଗୁନି 5 ବର୍ଷ ପରେ ଆଉ ରହିବ. ଏମାନେ ଯେମିତି ହଉଛନ୍ତି. କିଛି ଜାଣି ନାହାଁନ୍ତି. 😂
@anilbariha-nk2og
@anilbariha-nk2og 4 ай бұрын
Office hebata amiti
@whatisthis1900
@whatisthis1900 4 ай бұрын
ye first sene bala Abeo ra documents janch karajau.... 10th nei doubt houchi ho😮, 50% salary cut saha pension cancel karajau .jehetu salary chuaaa chuaaaa nkanpai nuhe .
@143Susanta
@143Susanta 4 ай бұрын
ହଇରେ ନାରଣ ଟିକେ ଭିତରୀ ବୁଝିବନା ସେ କେମିତିକା ଜାଣିବେ ମାଡାମ ସେ ନୂଆ ନୂଆ ପ୍ରମୋସନ ହେଇକି ହେଇଛନ୍ତି ଆଉ ସେଇ ବୋର୍ଡ଼ କୁ କିଏ ଦେଖେ 🤣😂
@TREE-WATER_SR
@TREE-WATER_SR 4 ай бұрын
କେବେ ଓଟିଭି ଜଙ୍ଗଲ ତିଆରି ହେବ କି?
@satyaranjangangai9662
@satyaranjangangai9662 4 ай бұрын
Mo hisaba re ama desa re democracy uthei deba darkar au MLA MP chose pai exam system Kariba darkar jaha phalare ye MLA MP Mane ama odia mahapurusanku insult karibe nahi
@jagannathbisnayak5061
@jagannathbisnayak5061 4 ай бұрын
OMG 👁️👄👁️ kya ho rha hai odisha mein I AM NOT SATISFIED BJP😢😢😢😢😢
@JagannathNath-xz3zv
@JagannathNath-xz3zv 4 ай бұрын
😊😊😊😊😊😊😊😊😊😊😊😊😊
@nishikantabirabar1385
@nishikantabirabar1385 4 ай бұрын
ସାମ୍ବାଦିକ ଭାଇ ଙ୍କୁ ଅନୁରୋଧ ଟମାଟୋ ସସ୍,ଚିଲି ସସ୍ ସେ ଫେକ୍ଟରି ମାଲିକ କେଉଁ ଠିକି ପଠାଉ ଛନ୍ତି ସେଠିକି ଯାଇକି ତଦାରଖ କରନ୍ତୁ ,ଓଡ଼ିଶା ରେ ଯେତେ ଫାଷ୍ଟଫୁଡ ଦୋକାନ କୁ ଚେକ୍ କରାନ୍ତୁ ।
@Searching-q1n
@Searching-q1n 4 ай бұрын
Please step into our ganjam district also, like govt office...
@Searching-q1n
@Searching-q1n 4 ай бұрын
Each and every beo office is in the same situation..
@muktikantabehera1479
@muktikantabehera1479 4 ай бұрын
❤❤
@Tunapradhan-i1e
@Tunapradhan-i1e 4 ай бұрын
ଭାଇ କ'ଣ କହୁଛ ସରକାରବାବୁ
@bindasboybitubrokenheart1189
@bindasboybitubrokenheart1189 4 ай бұрын
Narana plz every day tika news fuse talicast kara dakhiba pie bhala laguchi au kichi janiba pie miluchi plz
@kirankumarlenka827
@kirankumarlenka827 4 ай бұрын
indian oil refinery paradeep re officer mane new posting re worker mananka tharu 2 ru 3 lakh nauchanti, 3 ru 4 manth salary bi miluni apanaku anurodh apana tike a bisayare tike kuhantu 🙏JAY JAGANNATH🙏
@rideranexOD05
@rideranexOD05 4 ай бұрын
Sarakari office re private bhali biometric system laga jau
@sanatansahoo6526
@sanatansahoo6526 4 ай бұрын
À abdo mahodya ku chakiriru bahar kariba katha
@BholeswaeBehera
@BholeswaeBehera 4 ай бұрын
Tame Bala janicha
@Preetilifestyle143
@Preetilifestyle143 4 ай бұрын
Kou bhali teacher heithile jana paduchi 😂😂😂😂😂😂
@chatasali8231
@chatasali8231 4 ай бұрын
ମୁଖ୍ୟମନ୍ତ୍ରୀ ଙ୍କୁ ଶିଖିବାକୁ ସମୟ ଲାଗିବ । ଅପେକ୍ଷା କରନ୍ତୁ । ରଙ୍ଗ ମରା ସରକାରରେ କିଏ ଜାଣେ କେତେବେଳେ କୋଉ ଉପାଧି ବଦଳିବ😂😂😂😂
@crazylady4833
@crazylady4833 4 ай бұрын
Ye badhiya tha guru 😂
@KhojiniSwain-v5u
@KhojiniSwain-v5u 4 ай бұрын
Ethi prati Sarkar besi padekhepa neba darkar delhile Dara laguchi sata katha Sir British Sarkar Madhya emiti karinathibe emane Sabu Manisa nuhanti paisa pain emane bahu lonka jibane neijibe Ebe ta manisara manabapania hajigalani
@JPPnewslive
@JPPnewslive 4 ай бұрын
Pattamundai beo office asantu dekhibe ehi abasta
@dhaneshwar.hembram995hembr5
@dhaneshwar.hembram995hembr5 4 ай бұрын
A madam ko v ota nua staff appointment Kara jaoo
@hariharasethy1819
@hariharasethy1819 4 ай бұрын
Eita odiya asmita
@sishirrout9026
@sishirrout9026 4 ай бұрын
Sabu fresh talent pilanku rakha jau,emanaku kadhi dia jau Competitive exam kari vala pilanku rakhajau
@adityacreative1005
@adityacreative1005 4 ай бұрын
Mana mohan sir. Tike Patha padha prati dhyan diyantu
@DebendraNaik-yt3ud
@DebendraNaik-yt3ud 4 ай бұрын
😮😮😮😊😊😊
@chatasali8231
@chatasali8231 4 ай бұрын
Full bobal
@NathilaNaik
@NathilaNaik 3 ай бұрын
ହ ଇ ଓ ନାରଣ ଭାଇ ସୁର ବୁଢା ର ଖବର କଣ ତାକୁ ଟିକେ ଧର🤣
@SujitkuSamantraya
@SujitkuSamantraya 4 ай бұрын
Sos re tamatar asida kuadu tamatar kila ta80
@ajayakumarsahoo7508
@ajayakumarsahoo7508 4 ай бұрын
😢
@nightngvlog
@nightngvlog 4 ай бұрын
ଭାଇ ରେ
@bindasboybitubrokenheart1189
@bindasboybitubrokenheart1189 4 ай бұрын
Narana halamat au beg thoeki field ki jae chanti boli kahiba tala karmachari
@SarojBehera-p3y
@SarojBehera-p3y 4 ай бұрын
News patheile ta news fuse re dekhaunahanti
@sumantkumarmuduli9431
@sumantkumarmuduli9431 4 ай бұрын
Govt job dia jau, hele kaam pura private type ra heba darkar
@shubhamrout992
@shubhamrout992 3 ай бұрын
Need to suspend them then only they will understand
@superduperduper7924
@superduperduper7924 4 ай бұрын
Sas godam ko seez karo
@bindasboybitubrokenheart1189
@bindasboybitubrokenheart1189 4 ай бұрын
Bo madam dakha field ku jaethiba
@kishoremarbal
@kishoremarbal 4 ай бұрын
Mohon sir dakhucha ti
@investraja
@investraja 4 ай бұрын
Tali chabi badhijaichhi 😂 excercise karibaku jaichanti
@kpsinghadv9798
@kpsinghadv9798 4 ай бұрын
News fews thau thau jadi office staff nka dhila, news fews nathile kan huanta sahajare anumeya.
@assenbly
@assenbly 4 ай бұрын
Suspended kara jao
@hari-r1310
@hari-r1310 4 ай бұрын
ଏ କିଛି ଜାଣିନି, ତେବେ ଚାକିରି କିଏ ଦେଲ। ୟାକୁ
@debidipali8549
@debidipali8549 4 ай бұрын
jadi school manankare amiti janch ta huanta sayed patha padhare teacher mane kohal karante nahi
@rakeshsethy2529
@rakeshsethy2529 4 ай бұрын
please visit drug control office, bhubaneswar
@AmbikaSa-hj5lc
@AmbikaSa-hj5lc 3 ай бұрын
Sarakari re abahela kari ashuchanti
@KhojiniSwain-v5u
@KhojiniSwain-v5u 4 ай бұрын
Sasural ghara bulibaku jaichanti ethi Sabu emiti malila hi rahile Sabu think kama heba dekhila ta medam hi achanti au Sabu Sir nali pain piibaku jauchanti
News Fuse 11 DEC 2024
21:35
OTV
Рет қаралды 76 М.
VIP ACCESS
00:47
Natan por Aí
Рет қаралды 23 МЛН
To Brawl AND BEYOND!
00:51
Brawl Stars
Рет қаралды 16 МЛН
Tuna 🍣 ​⁠@patrickzeinali ​⁠@ChefRush
00:48
albert_cancook
Рет қаралды 117 МЛН
It works #beatbox #tiktok
00:34
BeatboxJCOP
Рет қаралды 8 МЛН
News Fuse 18 Oct 2024
21:06
OTV
Рет қаралды 101 М.
News Fuse 30 AUG 2024
18:13
OTV
Рет қаралды 150 М.
News Fuse 09 DEC 2024
22:44
OTV
Рет қаралды 48 М.
News Fuse 16 SEPT 2024
21:59
OTV
Рет қаралды 101 М.
News Fuse 16 FEB 2024
24:01
OTV
Рет қаралды 116 М.
News Fuse 11 NOV 2024
21:16
OTV
Рет қаралды 64 М.
VIP ACCESS
00:47
Natan por Aí
Рет қаралды 23 МЛН