News Fuse | Old Habits Die Hard, Report From Odisha Govt Office

  Рет қаралды 956,768

OTV

OTV

Күн бұрын

News Fuse | Old Habits Die Hard, Report From Odisha Govt Office
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 1 500
@deepakbhuyan72
@deepakbhuyan72 2 жыл бұрын
ଆଜ୍ଞା ଓଡ଼ିଶାର ସବୁ ଅଞ୍ଚଳର ଅଫିସର ମାନଙ୍କୁ ସମୟ ଟିକେ ଚେକ୍ କଲେ ଭଲ ହୁଅନ୍ତା
@srikhetradhal7972
@srikhetradhal7972 2 жыл бұрын
ସତକଥା ଭାଇ 👍🏻👍🏻👍🏻👍🏻
@srikhetradhal7972
@srikhetradhal7972 2 жыл бұрын
ଏ ମାଗିଆ ମାନକୁ ଚାକିରିରୁ କାଡିଦବାକଥା 🤔ଖାଲି ପଇସା ବଡାଅ ପଇସା ନ ବଡିଲେ ସଲେ ମରିଜିବେ , ଢିଉଟି ଆସିବେ ୧୧ ବେଳେ 😡😡ଏ ମାଗିଆ ମାନକପାଇିଁ ସାଦାରଣ ଲୁକ ହଇରାଣ୍ ହେଉଚନ୍ତି ? ସେଥୂପାଇିଁ ସରକାର ଦୁଷ୍ଟିଦିଅନ୍ତୁ ? 🙏🙏
@mayadharpadhan1686
@mayadharpadhan1686 2 жыл бұрын
ଥରେ ସାଧାରଣ ଲୋକ ହିସାବରେ ଯାଆନ୍ତୁ ତାଙ୍କ ବ୍ୟବହାର ଜାଣିବେ ଲୋକ । ଆପଣଙ୍କୁ ଦେଖିକି ଡରୁଛନ୍ତି ସେଥିପାଇଁ ଆପଣ କହୁଛନ୍ତି ନଚେତ୍ ସେମାନେ ସାଧାରଣ ଲୋକଙ୍କୁ ତୁ ତା ନିଚୟ କହନ୍ତି ।
@hariballavapatra3347
@hariballavapatra3347 2 жыл бұрын
Right vai.... Khali 5t naa ku..... Instant suspend bi nahi..... Every district re same problem.....
@manasamajhi8925
@manasamajhi8925 2 жыл бұрын
Right
@Fit-Mr.AnkitJena
@Fit-Mr.AnkitJena 2 жыл бұрын
Bhaak
@mayadharpadhan1686
@mayadharpadhan1686 2 жыл бұрын
@@Fit-Mr.AnkitJena apana jane sarakari karmachariki bhai
@sridharasahu1430
@sridharasahu1430 2 жыл бұрын
Right
@goodartitude.9917
@goodartitude.9917 2 жыл бұрын
ଏମାନଙ୍କୁ ସବୁ private sector ରେ ଗୋଧି ଭଳି ଖଟେଇବା କଥା... ☝️😡
@aswinkumarpadhi2737
@aswinkumarpadhi2737 2 жыл бұрын
ସବୁ ଠିକ୍ କଥା ଏମାନଙ୍କ ପାଇଁ ସରକାର କିଚି କରୁନି,ଲୋକେ ବହୁତଅସୁବିଧା ହେଉଛନ୍ତି
@diptisahoo4421
@diptisahoo4421 2 жыл бұрын
Jete bele Govt. Servant rati 8 ta re kama sariki jauchanti au chuti dina re bi kama karuchanti sete bele kete ta loka asiki video kariki praise karuchanti.
@miraparida6043
@miraparida6043 2 жыл бұрын
@@diptisahoo4421 thhik kathha sir hele duty ta thhik re maribaku padin na jou gov servant Sabu din r Sabu Kam uptodate na karibe siye ta rati 8ta Jaye rahibe na . Ame ta rahunu
@satya2145
@satya2145 2 жыл бұрын
@@diptisahoo4421 Job chhadi dea asa ama sangare hala kareba Evening 5 ta re ghara ku palaeba...
@chittaranjannayak8754
@chittaranjannayak8754 2 жыл бұрын
Aiemane sarkar au sarkar kia
@sanjeebmohanty616
@sanjeebmohanty616 2 жыл бұрын
@@diptisahoo4421 Check private sector employees work culture.
@dillipkumarbarik7161
@dillipkumarbarik7161 2 жыл бұрын
ଦରମା ମିଳୁନଥିବାରୁୁ ଡେରିରେ ଆସୁଛନ୍ତି, MG ଙ୍କୁ ପ୍ରବଳ pita time Jani ପାରିବେ
@satya2145
@satya2145 2 жыл бұрын
Mg nka gandire tala photoka puare daba katha
@Arabindaroutray123
@Arabindaroutray123 2 жыл бұрын
ନୟାଗଡ ବାସୀ ଟିକେ ସଚେତନ ହୁଅ ଏଠି ସମସ୍ୟା ଅନେକ କିନ୍ତୁ ଏହି ଭଳି ସରକାରୀ ଅଫିସର୍ ମାନେ ଏମିତି କେମିତି ହେବ ଯଦି ସରକାର ଚୁପ୍ ହୋଇ ବସିଛି ତାକୁ କିଏ support କରେ ଆମେ।ଠିକ୍ ଅଛି ଏମିତି ଚାଲିବ
@fakirmohansahoo2079
@fakirmohansahoo2079 2 жыл бұрын
ଯାହା ହେଉ ଆମ ନୟାଗଡ଼ ଏମାନଙ୍କ ପାଇଁ ଗର୍ବିତ, ଶଳା ଙ୍କୁ ଖାଲି ଗୋଡ଼େଇ ଗୋଡ଼େଇ ପିଟିବା କଥାରେ ନାରଣ,😄😄😄😄😭😭😭🤣🤣🤣😂😂😂😆😆😆😆🤭🤭🤭🤭🤫🤫🤫🤫🤫🤫🤫
@rjsgvlogs78
@rjsgvlogs78 2 жыл бұрын
OTV ଏମିତି ଅନେକ ସମୟ ରେ ସତର୍କ କରିଛି ହେଲେ ଏଯାଏଁ ସୁଧୁରି ନାହାନ୍ତି
@mkaimchannel6167
@mkaimchannel6167 2 жыл бұрын
ଏପରି ଯଦି ହେବ ଓଡ଼ିଶାର ଉନ୍ନତି ସଠିକ ହୋଇ ପାରିବ। ବାହା ବାହାରେ ସରକାର ବାହା ବାହାରେ ତା'ର ଉନ୍ନତି।
@baikunthabehera3971
@baikunthabehera3971 Жыл бұрын
Sadhhi dheichhanti .agami ku sankha sindhar dhei baha hebe .abe sabhaku dakara then 2024 pare golkundha ...jibe odissara sundhari mahilla.... KHANHI SARJIBA UPARE....A MENDHHA KANHA SUDHHURIBE
@mdk8234
@mdk8234 2 жыл бұрын
ଏମାନଙ୍କୁ ୟୋଗି ଆଦିତ୍ୟ ଭଳି ମୁଖ୍ୟ ମନ୍ତ୍ରୀ ଦରକାର
@niharkantabehera9776
@niharkantabehera9776 2 жыл бұрын
Right
@manasratha9751
@manasratha9751 2 жыл бұрын
ଜଉ ରାଜ୍ୟ ରେ CM ଦୁଇ ବର୍ଷ ପରେ ବିଧାନସଭା ଆସୁଛନ୍ତି, ସେଇଠି ଏଇ ସବୁ ଘଟିବା ସ୍ଵାଭାବିକ ।
@minuteshorts5880
@minuteshorts5880 2 жыл бұрын
ଏମାନଙ୍କୁ ପ୍ରଶାନ୍ତ ଜଗଦେବ ଭଳିଆ ଲୋକମାନଙ୍କଠୁ ମାଡ ଖାଇଲେ ସୁଧୁରିବେ । ସଳା ଏଡିଏମ ଆଗ ଖାଇବ, ନିଜ ଘର ଭାବୁଛି ବୋଧେ ।😠😠😠😠
@debashisabsingh9860
@debashisabsingh9860 2 жыл бұрын
2 thara khai sarileni
@papunibhoi8547
@papunibhoi8547 2 жыл бұрын
Really
@amiatking1131
@amiatking1131 2 жыл бұрын
Right sir. We want odisha youth loud against in violence then will odisha go to top in Indias state lavel in publics standard of living life.
@amiatking1131
@amiatking1131 2 жыл бұрын
Jadi odisha ra youth chahinbe ta hele gote dina re odisha change hoi jiba but youth mane sabu all over odisha re eek hebara achhi. Youth mane ta drinks re busy rahuchhanti kn odisha develop hoi paribaki? Please gote new party make kara odisha re aap type then will change odisha, jadi party make hoi paruni ta hele BJP ku public support milibara achhi.. Jadi bi possible houni ta hele USA, rush, chaina vali president government chaliba ra achhi all over India re.. Jay hind bande mataram.
@dksgkcet
@dksgkcet 2 жыл бұрын
@@amiatking1131 bhai ki English tmara
@tinyknowledge5492
@tinyknowledge5492 2 жыл бұрын
ସବୁ ସରକାରି କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ତ ଦୂରର କଥା ସେମାନେ ମଣିଷ କୁ ମଣିଷ ଭଳି ଦେଖୁ ନାହାନ୍ତି
@pgayatrirout2326
@pgayatrirout2326 2 жыл бұрын
Nai Bhai kichhi bhala loka acchanti. Jouthi pain duniya chalichi 👍
@arunjena366
@arunjena366 2 жыл бұрын
ସେ ମଉସା ଙ୍କ ଚାକିରୀ କଣ ପାଇଁ ବିପଦରେ ପକାଉଛ l 😡😡
@ranjankumarghadei9264
@ranjankumarghadei9264 2 жыл бұрын
Hn re bhai ta chakiri ta gala laguchi
@haraprasadmahanta4657
@haraprasadmahanta4657 2 жыл бұрын
ବିଜେଡି ସରକାର ଅଫିସର ମାନଙ୍କୁ ଆରାମ କରିବାକୁ ଦେଇଛନ୍ତି ଇଲେକସନ ସମୟରେ ବିଜେଡିର ବହୁତ କାମ କରିଛନ୍ତି
@kharpahansda2973
@kharpahansda2973 2 жыл бұрын
ଏମାନଙ୍କୁ ଚାକିରୀ ଟଙ୍କା ପିତା ଲାଗିଲା ! ଏମାନଙ୍କୁ କାମ ପଠାଯାଉ! ଯେଉଁ କାମ ସାଧାରଣ (ଗରିବ ଓ ଖଟିକିଆ)ଲୋକ କରନ୍ତି !
@deben22
@deben22 2 жыл бұрын
ଦୁଖଃଦ.. ସରକାରୀ କର୍ମଚାରିଙ୍କ ଟିପଚିହ୍ନ ଦେଖି ସମୟ ଅନୁସାରେ ଦରମା ଟଙ୍କା କଟାଯାଉ. ମୋଦୀ ଜି ଏଥିରେ କହୁଛନ୍ତି overtime ପାଇଁ ଅଧିକ ଦରମା ଦିଆଯିବ 😂 5T କିଛି କାମ ଦେଉନି
@Learn2unlearn
@Learn2unlearn 2 жыл бұрын
ଲୋକଙ୍କ ସେବା କଣ କରିବେ ଏମାନେ ଲୋକଣ୍ଠୁ ସେବା ନେଉଛନ୍ତି
@binayakpatra9001
@binayakpatra9001 2 жыл бұрын
Election duty ବେଳେ ରାତି 11.00 କେବେ ରାତି 12.00କେବେ ରାତି 1.00 କାମ ସାରି ସବୁ ସରକାରୀ ଚାକିରିଆ ଘରକୁ ଯାଆନ୍ତି. ତମେ କି ବାଳ news ଦେଖେଁଉଛୋ. ନୟାଗଡ ଓଟିଭି repoter ଙ୍କୁ ଏ ବର୍ଷ collector ଅଫିସ ରୁ ଦଶହରା ବଟି ମିଳିନି ବୋଧେ. ସେଥିପାଇଁ ଗୋଟେ news କରିଦେଇଛଅନ୍ତି.......2023 ଦଶହରା କୁ ମିଳିବ ବଟି ଅପେକ୍ଷା କରନ୍ତୁ ଆଜ୍ଞା. ରିପୋର୍ଟର sir ଆପଣ ଙ୍କୁ ମୋର ବିନୀତ ଅନୁରୋଧ ଯାହା news ଦେଖେଇବେ ଦୟାକରି ସତ୍ୟ news ଦେଖନ୍ତୁ ଭଗବାନ ଆପଣ ଙ୍କୁ ମଙ୍ଗଳ କରିବେ. ପଞ୍ଚାୟତ ଭୋଟ count ବେଳେ. ସବୁ ସରକାରୀ କର୍ମଚାରି କେତେବେଳେ ଘରକୁ ଫେରୁଥିଲେ ଆପଣ ଜାଣିନାହାନ୍ତି କି. ସେ ବିଷୟରେ ଗୋଟେ news କଲେନି. ଆପଣ ଦେଖି ନ ଥିବେ କାହିଁକି ରାତିରେ ନଘଡ ନିଦରେ ଶୋଇପଡ଼ିଥିବେ..... ଧନ୍ୟବାଦ ଓଟିଭି.....ନିଜର ଓଜନ ନିଜେ ରଖନ୍ତୁ....... ଜୟ ଜଗନ୍ନାଥ...
@kodandapanimajhi
@kodandapanimajhi 2 жыл бұрын
ଦୁନିଆରେ ଏ ମିଡିଆ ବନ୍ଧୁ ମାନେ ଅଛନ୍ତି ବୋଲି କିଛି ବଦଳୁଛି ନ ହେଲେ ଲୋକ ମାନେ କେତେ ହଇରାଣ ହୁଅନ୍ତି ସରକାରୀ କର୍ମଚାରୀ ମାନେ ସବୁ ବିଭାଗରେ ଏମିତି ମନମୁଖୀ କାମ କରନ୍ତି l ଯାହା ଭିଡିଓ ରୁ ଜଣାପଡୁଛି ଏମାନେ ସବୁଦିନ ଏମିତି ଲେଟେ ରେ ଆସୁଛନ୍ତି l sir ବଡ଼ବଡ଼ ଅଫିସର ମାନେ ମନମୁଖୀ କାମ କରନ୍ତି l ଏମାନେ ତ ଠିକ ସମୟ ଆସିଲେ ଲୋକମାନେ ହଇରାନ କାହିଁକି ହେବେ l thanks for a OTV
@swapnakumarsahoo5264
@swapnakumarsahoo5264 2 жыл бұрын
ଧନ୍ୟବାଦ ବନ୍ଧୁ
@ahuman5934
@ahuman5934 2 жыл бұрын
ଥରେ ଅଫିସ୍ ଛୁଟି ପରର ଦୃଶ୍ୟ ଦେଖାଅ, ଜନତା ଜାଣନ୍ତୁ କର୍ମଚାରୀ ମାନେ ଆଗରୁ ଯାଉଛନ୍ତି ନା ଡେରିରେ ।
@charan6699
@charan6699 2 жыл бұрын
ଏମାନଙ୍କ ଭଳିଆ ଅଫିସର ମାନଙ୍କୁ ଟିକେ ଔଷଧୀୟ ମାଡ଼ ଦରକାର
@piyushrajkumar15
@piyushrajkumar15 2 жыл бұрын
ଇଏ କି ନୂଆ କଥା ଦେଶ ସ୍ୱାଧୀନ ହେଲା ଦିନରୁ ଏହିପରି ଆମ ଦେଶକୁ ଏଇ ତଥାକଥିତ ସରକାରୀ କର୍ମଚାରୀ ଆଉ ନେତା ବ୍ରିଟିଶ ଠାରୁ ଆହୁରି କଦର୍ଯ୍ୟ ଭାବରେ ଠକିଦେଲେ. କେବଳ ସରକାର ଖବରକାଗଜ, ସୋସିଆଲ ମିଡ଼ିଆ, ବୈଦ୍ୟୁତିକ ଗଣମାଧ୍ୟମ ରେ ଯେତେ ସୁଶାନ ର ଡିମ୍ବିମ ପିଟିଲେ ପିଟିଲେ କଣ ହେବ. ବାସ୍ତବ ସ୍ଥିତି କଣ ସମସ୍ତେ ଜାଣତି କିନ୍ତ ନିରୁପାୟ କିଛି କରିପାରିବେ ନାହିଁ. କାରଣ ଏଠି ସମ୍ବିଧାନ ଭୁଲ. ନାମକୁମାତ୍ର ମୌଳିକ ଅଧିକାର କେତେଜଣ ଭାରତୀୟ ଛାତିରେ ହାତରଖି କହିପାରିବେ ଏଇ ଭାରତୀୟ ସାଶନ ବ୍ୟବସ୍ଥା ରେ ସେମାନେ କେତେମାତ୍ରାରେ( 1950 ରୁ 2022 ) ସନ୍ତୁଷ୍ଟ. ଏହା ମୋର ବୈକ୍ତିଗତ ଅନୁଭୂତି. "ସମ୍ଭିଧାନ ସଂଶୋଧନ ଆବଶ୍ୟକ ନା ନାହିଁ " Please comment
@anildeep1234
@anildeep1234 2 жыл бұрын
_ଆମର ଦେଶରେ ସବୁ ସରକାରୀ ଅଫିସ ରେ ଏ ସମସ୍ୟା ବହୁତ ହଉଛି ହେଲେ କରିବା କଣ , ଏଥିର ଲାଗି ସରକାର ଦାୟୀ ନା ଜଣସାଧାରଣ ଦାୟୀ ?......_
@krishnaitipurivlogs6962
@krishnaitipurivlogs6962 2 жыл бұрын
ସାଧୁବାଦ୍ ଦେଇକି ମଉସା ଙ୍କୁ ବି ବିପଦ ରେ ପକେଇବାକୁ ପଚେଇଲେନି କାହିଁକି ନା ଆପଣ ବା news fuse କରୁଛନ୍ତି ହେଲେ ସେ ମଉସା ଙ୍କ ଅବସ୍ଥା କଣ ହେବ ଆପଣ ବୋଧେ ଜାଣି ନାହାନ୍ତି,
@arjunbarik4564
@arjunbarik4564 2 жыл бұрын
Right
@sidhantabehera6875
@sidhantabehera6875 2 жыл бұрын
ସତ କଥା।
@sbchanel1295
@sbchanel1295 2 жыл бұрын
Sir please ବାଲେଶ୍ୱର ଜିଲ୍ଲାରେ ସୋର ବ୍ଲକ୍ କୁ ଥରେ ଆସନ୍ତୁ 🙏
@nanakchannel
@nanakchannel 2 жыл бұрын
ଏ ପରା ଓଡ଼ିଶା ମନ୍ତ୍ରୀ ଏରିଆ ସରକାରୀ ବଡ଼ ବାବୁ
@sbchanel1295
@sbchanel1295 2 жыл бұрын
Sir please ବାଲେଶ୍ୱର ଜିଲ୍ଲାରେ ସୋର ବ୍ଲକ୍ କୁ ଥରେ ଆସନ୍ତୁ 🙏
@mayadharpadhan1686
@mayadharpadhan1686 2 жыл бұрын
ମୋର ଆଜକୁ ନଅବର୍ଷ ହେଇଗଲାଣି ମୋର ନିଜ ଜମିର ପଟ୍ଟା ହୋଇପାରୁନି ବ୍ଲକ ଅଫିସ୍କୁଗଲେ ଆମକୁ କହୁଛନ୍ତି , sir ଆସିନାହାନ୍ତି କାଲି ଆସନ୍ତୁ , କାଲି ଗଲେ sir ବ୍ୟସ୍ତ ଅଛନ୍ତି ଅପେକ୍ଷା କରନ୍ତୁ , ୧୨ ଟା ୧ ହେଲା ପରେ sir ଘରକୁ ଗଲେଣି କାଲି ଆସିବେ । ଏମିତି କହୁଛନ୍ତି । ଜିଲ୍ଲା ଢେ୍କାନାଳ ଆମ ବ୍ଲକ ଗନ୍ଦିଆ
@dr.sujitmohapatradrstar5470
@dr.sujitmohapatradrstar5470 2 жыл бұрын
Nadia phatei media daka nahele facebook live kari semanaku ans maga bhai 1 day re kama haba.. Try
@piyushrajkumar15
@piyushrajkumar15 2 жыл бұрын
ଭାଇ ଦୀର୍ଘ 70 ବର୍ଷ ହେଲା ମୋର ପୈତୃକରେ ମୁ ରହିଆସୁଛି ହଠାତ ମୋ ଜମିପଟ୍ଟାକୁ ଏ ଟାଉଟର ତହସିଲଦାର ଆଉ ରେଭିନ୍ୟୁ ଡିପାର୍ଟମେଣ୍ଟ ର କର୍ମଚାରୀ ବେନିୟମ ଭାବରେ ଅନ୍ୟ ଜଣକ ନାମରେ କରିଦେଇଛନ୍ତି. ଗନ୍ଦିଆ ବ୍ଲକ ଢେଙ୍କାନାଳ
@dr.sujitmohapatradrstar5470
@dr.sujitmohapatradrstar5470 2 жыл бұрын
@@piyushrajkumar15 bhai jama chadani matter ta samaste janiba darkar, dm sir ku gote mail karantu tapare jete sighra heba media re janatu, sabu press ku aue electronics media ku janeideantu
@smilingbuddha1435
@smilingbuddha1435 2 жыл бұрын
Ayushi Mohapatra OAS topper of 2018😲😨!! My goodness 😑
@trilochanpatnaik6321
@trilochanpatnaik6321 2 жыл бұрын
ଯେଉଁଠି High FY ମନ୍ତ୍ରୀ ସରକାରୀ କର୍ମଚାରୀ ମାନଙ୍କ ରକ୍ଷା କର୍ତ୍ତା ସେଠି ଏହିପରି ଭାବରେ ଅଫିସ କାର୍ଯ୍ୟ ଚାଲେ। ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
@Sagarkumar-eh2of
@Sagarkumar-eh2of 2 жыл бұрын
ମଉସା ଙ୍କୁ ମୋର ପ୍ରଣାମ 🙏🙏 He is a very good human 🙏🙏🙏
@smitapradhan9179
@smitapradhan9179 2 жыл бұрын
Jaiki dekhithila naii...se bhala loka ki kharap?
@Sagarkumar-eh2of
@Sagarkumar-eh2of 2 жыл бұрын
@@smitapradhan9179 kan madam samaste janiparuchhanti ମଉସା ଜଣଙ୍କ ସତ୍ୟବାଦୀ କଣ ଆପଣ janiparunahanti କି
@amajhi0218
@amajhi0218 2 жыл бұрын
Uttar Pradesh YOGI bhali CM hele sabu thik hei jiba.
@digalmahananda9928
@digalmahananda9928 2 жыл бұрын
Unfit odisha govt so unfit employees
@basudevsahoo2029
@basudevsahoo2029 2 жыл бұрын
ଓଡ଼ିଶାର ସମସ୍ତ ବ୍ଲକ/ତହସିଲ/ଥାନାରେ ସମାନ ଅବସ୍ଥା 🥺
@ranjannayak7703
@ranjannayak7703 2 жыл бұрын
Odisha government should strict to the Odisha employees
@anilpatra6092
@anilpatra6092 2 жыл бұрын
Sabu pati mara eakaa mu 2din upas rahichi 2 months pare kaama hela
@Poojaranii-t2b
@Poojaranii-t2b 2 жыл бұрын
Exactly 👍
@Priyaranjandash327
@Priyaranjandash327 2 жыл бұрын
But Odisha govt akhi kholile sina,
@sainikpattnaik2410
@sainikpattnaik2410 2 жыл бұрын
@@anilpatra6092 àq
@pikulpikul6159
@pikulpikul6159 2 жыл бұрын
Kichi strict kariheiparibani bhai🙏 kharap bhabibani kila sthaniya janata deipariba onspot...ebe kahiki kichi labha nahin🥺🙏🇮🇳🌍
@AUDI639
@AUDI639 2 жыл бұрын
ନବିନ ପଟ୍ଟନାୟକ ୩ ବର୍ଷ ହେଲା ବିଧାନ ସଭା କୁ ଯାଇନାହିଁ। ତାକୁ ଯାଇ ପଚାର
@swapnakumarsahoo5264
@swapnakumarsahoo5264 2 жыл бұрын
ଧନ୍ୟବାଦ
@shreemadhabacreation8648
@shreemadhabacreation8648 2 жыл бұрын
ମୁଁ ଓଟିଭି କୁ ଅନୁରୋଧ କରି କହୁଛି କି ଥରେ ଆମ ଖୋର୍ଦ୍ଧା ଜିଲ୍ଲା ପାଳ office bulia asantu please
@sidhantabehera6875
@sidhantabehera6875 2 жыл бұрын
ମୁଁ ବି ସେଇୟା ଚାହୁଁଥିଲି। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ଓଟିଭି ଥରେ ଆସି ବୁଲିଗଲେ ଭଲ ହେବ।
@dipti...5606
@dipti...5606 2 жыл бұрын
Hmm bhai
@krutibasnayak975
@krutibasnayak975 2 жыл бұрын
Government job କରୁଛନ୍ତି , ସେଥିପାଇଁ ବଡ଼ ଅହଂକାର ଅଛି । ଟିକେ ADM ର ବ୍ୟବହାର କୁ ଦେଖ । ଇଏ କାଳେ public ସେବା କରିବ !!! ସରକାରୀ ଅଫିସ କୁ ନିଜ ବୋପା ର ଘର ଭାବିକି ଅଛନ୍ତି । ଏଗୁଡାଙ୍କୁ କିଭଳି ସରକାରୀ ଚାକିରୀ ମିଳିଲା କେଜାଣି । ଖାଲି ବସି ବସି ସରକାର ତଥା public ଟଙ୍କା କୁ ଖାଉଛନ୍ତି ଏ ମାଗଣା ଖିଆ ଲୋକେ। ଏମାନଙ୍କ କଥା ଯମ ବୁଝିବେ ।
@amiatking1131
@amiatking1131 2 жыл бұрын
Otv is no 1 media channel for odisha fight for truth. Please guide to this situation immediately with take action by odisha CM..
@sangramkeshariswain9924
@sangramkeshariswain9924 2 жыл бұрын
Naveen Patnaik jindabad... 😀😀 Bahut bhala.. Vote delabele tikie bhabithile, lokmane kasta painnathante.
@mainomirusystems
@mainomirusystems 2 жыл бұрын
🤣🤣🤣🤣🤣👍👍
@srikrushnabehera888
@srikrushnabehera888 2 жыл бұрын
ସବୁ ସରକାରୀ ଅଫିସରେ ଏମି ଘଟଣା ଘଟୁଛି ଓଡିଶାରେ ଗଞାମ ଜିଲା ଶେରଗଡ ରେ ବି ଏମିତି ହେଉଛି
@govindadas1281
@govindadas1281 2 жыл бұрын
4.00 ଟା ବେଳେ ଆସିକି 4.30 ରେ ପଳାଅ.. Good job😆😆😆
@murmujhakash8496
@murmujhakash8496 2 жыл бұрын
🙏ଓଟିଭି ଚ୍ୟାନେଲ 👍👍👍
@balaramsethy5527
@balaramsethy5527 2 жыл бұрын
ସରକାରୀ ଚାକିରି,ପରା, ପ୍ରାଇଭେଟ୍, ନୁହେଁ,
@chakradharasahoo5948
@chakradharasahoo5948 2 жыл бұрын
Strong legal action needed
@jagannathpanda1055
@jagannathpanda1055 2 жыл бұрын
Bhai odisha govt ra aukat nanhi na hele tv re prachar hela pare bi no action
@Fit-Mr.AnkitJena
@Fit-Mr.AnkitJena 2 жыл бұрын
Haire.. tu kn krchu ete bhasana maruchu.. to aukat ru besi katha kahuchu.. ja sala sukhua poda khaiki soibu
@abhijitdas2768
@abhijitdas2768 2 жыл бұрын
ଆରେ ଭାଇ (Ankit jena)ତମର କଣ ହେଲା ଯେ ରାଗୁଚ,12 ଟା ବେଳେ ଆସୁଛନ୍ତି ବାବୁ ମାନେ ସେ ଏଇଟା କହିଲେ ଏଥିରେ ଭାଷଣ କଣ ବା?
@satya2145
@satya2145 2 жыл бұрын
Job chhadi dea asa ama sangare hala kareba Jete bele echha haba jeba aseba kou magia otv tama ku kichhi kahibani Full bindas....
@achutsamal6227
@achutsamal6227 2 жыл бұрын
ଚାକିରୀ ପାଇଲେ ଏମିତି ହୁଏ, ଆଉ ମୁଖିଆ କିମିତି ଥିବେ ବୁଝିବାକୁ ହେବ,
@BharatKumar-vj5yy
@BharatKumar-vj5yy 2 жыл бұрын
How sad our governance system....All offices & employee need to be accountable to public services.
@ajith9811
@ajith9811 2 жыл бұрын
Do you know the working condition of Government employees? Stop targetting the Government employees. Government employees works till late hours in office without overtime. Some government employees even work in field.
@aswinikumarpratihari8898
@aswinikumarpratihari8898 2 жыл бұрын
This is the reality of all over odisha , correct reflection of 5T.
@Fit-Mr.AnkitJena
@Fit-Mr.AnkitJena 2 жыл бұрын
To to ghare dekh aga kn hauchi.. tapare question krbu odisha reality
@kartikmalli923
@kartikmalli923 2 жыл бұрын
Hi
@Ayush25058
@Ayush25058 2 жыл бұрын
Only odisha re nuha whole india ra same situation.
@crazybankira
@crazybankira 2 жыл бұрын
@@Fit-Mr.AnkitJena kon joligola ki 🤣🤣🤣🤣
@jyotiranjanbaliarsingh5596
@jyotiranjanbaliarsingh5596 2 жыл бұрын
@@crazybankira hmm bodhe kn bhai nku ta bahut baadhuchi sata taa
@amitgaranayak1524
@amitgaranayak1524 2 жыл бұрын
Jay Odisha sarakar 🙏 I love Odisha sarakar ❤️ 🤣🤣🤣🤣🤣🤣🤣🤣🤣🤣
@amiatking1131
@amiatking1131 2 жыл бұрын
I am always with otv for ever..
@amiatking1131
@amiatking1131 2 жыл бұрын
@@RadhaRani-ov8lk strovery
@priyabratabeheradipu
@priyabratabeheradipu 2 жыл бұрын
ଦେଖିବା ଆମ ଦେଶ ର ବଡ ବଡ ମୁଣ୍ଡି ମାନେ କଣ ପଦକ୍ଷପ ନେଉଛନ୍ତି । ଯଦି ଆପଣ ମାନେ ପଦକ୍ଷପ ନେଇ ପାରୁନାହାନ୍ତି , ଆମେ ଆଇନି କୁ ହାତ କୁ ନେବାକୁ ବାଧ୍ୟ ହେବୁ ।
@ranjitarani7766
@ranjitarani7766 2 жыл бұрын
Right ,,samaste misichanti au samaste eka voli to semane kn pni kahaku birodh karibe ,kichi kehi padokhepo nebeni dekhibo ,,,bas khali video dekhibe ,,emiti bht school, clg, office, sabuthire semiti houchi hospital re bi emiti houchi doctors ku jagiki kete loko maruchanti but kehi kichi karunahanti ,,loko mane bi abaj uthaunahanti ..
@priyabratabeheradipu
@priyabratabeheradipu 2 жыл бұрын
@@ranjitarani7766 Correct Madam....
@Mr_Sarbeswar2024
@Mr_Sarbeswar2024 2 жыл бұрын
Same situation in balasore RTO office..
@r.m91short19
@r.m91short19 2 жыл бұрын
ସେମାନେ ସବୁ ପୁଷ୍ପା ରାଜ 😄😄😄😄😄
@rajeshbabu413
@rajeshbabu413 2 жыл бұрын
These employees should be punished by odisha govt and implement them their jobs
@RLOVERS10
@RLOVERS10 2 жыл бұрын
bhai which office re job karucha.
@prasanjitmishra6818
@prasanjitmishra6818 2 жыл бұрын
@@RLOVERS10 puri thana
@deepakdas5380
@deepakdas5380 2 жыл бұрын
Tame thile saman
@bekartoka7461
@bekartoka7461 2 жыл бұрын
bala haba🤬
@prasanjitmishra6818
@prasanjitmishra6818 2 жыл бұрын
@@deepakdas5380 tame kouthi karucha ki
@lokanathbehera8577
@lokanathbehera8577 2 жыл бұрын
ବାଣ୍ଡ 💄 5T😁 ସରକାର ନବୀନ ବୋଉ ବି. 🤪
@samirdas6132
@samirdas6132 2 жыл бұрын
Same situation in all districts .
@bhagirathimuduli4263
@bhagirathimuduli4263 2 жыл бұрын
ନବୀନ ସରକାର ଲୋକ ପରା । କିଛି କୁହନ୍ତୁନି ......
@pabitrabehera2692
@pabitrabehera2692 2 жыл бұрын
Most Important Topic Salute To News Fuse
@agreeculturelifestyle7298
@agreeculturelifestyle7298 2 жыл бұрын
ବିଭୀଷଣ ମଉସା ଙ୍କ ଚାକିରି ଗଲା
@jm5535
@jm5535 2 жыл бұрын
Please show it to the CM as well, no end to the no of T's , but whether government services has really improved at ground level...
@manassahu3660
@manassahu3660 2 жыл бұрын
Imitiya government employees jaku suspend koriki job ru kadiba kotha.
@pramodkumarrout7641
@pramodkumarrout7641 2 жыл бұрын
Thanks to OTV. But you go to this Office after 5PM and observe how many officers and staffs are working beyond Office hours.Even officers and staffs are working in Govt.holidays during urgency.
@jagaranaodisha4163
@jagaranaodisha4163 2 жыл бұрын
Cover up kariba kichhi darkar nahni asiba samaya nirdharana karajaichhi ta taku manibaku padiba aau jiba time office time re jao
@efromodisha3549
@efromodisha3549 2 жыл бұрын
@@jagaranaodisha4163 exactly,Kichi rules aau regulations achi aau amane aate bada officer heiki sadharna gyana nhi ,Chii
@sisirakumarbiswal1112
@sisirakumarbiswal1112 2 жыл бұрын
ଓଡିଶା ରେ ଏମିତି ଚାଲିବ,,,,ନମ୍ବର 1 ମୁଖ୍ୟମନ୍ତ୍ରୀ ବା ଓଡିଶା ରେ,,, ଯୋଗୀ ସରକାର ଆମର ଦରକାର
@rsunilbag8221
@rsunilbag8221 2 жыл бұрын
Very nice OTV
@aswinisethi573
@aswinisethi573 2 жыл бұрын
ତମ ମାନେ ଯାଣିପାରୁନ....ଇଏ ପରା ସରକାରୀ ଅଫିସ୍ ...ଡେରିହେଲେ ସବୁ ଚଳିବ....ଦରମା ତ ମିଳିବ ଗରିବ ନିଜ କଥା ନିଜେ ବୁଝିବ... ଏଠି ପୁରା system ହିଁ ଗଡବଡ କହାକୁ ଦୋଷଦେବୁ...🤔
@InterNetworkInsights
@InterNetworkInsights 2 жыл бұрын
Reality of every government office in odisha😡
@anilkumarjena104
@anilkumarjena104 2 жыл бұрын
ଏମାନଙ୍କୁ ଚାକିରୀ ରୁ ସସପେଣ୍ଡ କରିବା କଥା, ଓଡ଼ିଶା ରେ ଵହୁତ students ସିଖିତ ବେକାରୀ ହେଇଛି ଵଲୁଛନ୍ତୀ,,,
@kc-cl9ki
@kc-cl9ki 2 жыл бұрын
Just reminding to those govt. Officers, that they are there for only public service and their salary which is indirectly funded by our people of odisha through taxes, they must be punish for such type of negligence.
@meghanadhembram5510
@meghanadhembram5510 2 жыл бұрын
ତମ ଫୋଟ clear ଆସୁନିତ ସେଥିପାଇଁ ଉଠାଉଛି
@rameshbehera8260
@rameshbehera8260 2 жыл бұрын
Collector should taken action against all 7th pay commission salary holder
@sunilkumarprusty1100
@sunilkumarprusty1100 2 жыл бұрын
Collector dina 10 ta re nidaru uthanti
@anupparamguru6170
@anupparamguru6170 2 жыл бұрын
@@sunilkumarprusty1100 becz she works till 1 AM late night .
@CHANDAN38590
@CHANDAN38590 2 жыл бұрын
ADM SIR କଣ ତୁ କଣ ବା........ ମୁଣ୍ଡି କିରେ ତୋତେ ଖାଲି ବାଇଢଙ୍କ ଅଭାବ ରେ ପେଲେଇ ପୁଅ
@IamCs-ot9tj
@IamCs-ot9tj 2 жыл бұрын
OTV sir, you are only asking but not complain to any concern authority, may be to CM office. Do something against them otherwise don't ask, no benefit.......
@trinathjena9309
@trinathjena9309 2 жыл бұрын
ADMଙ୍କ ଗଣମାଧ୍ୟମଙ୍କୁ ବ୍ୟବହାର ଦେଖି ଭାରି ଖରାପ ଲାଗିଲା
@Jai_jagganath
@Jai_jagganath 2 жыл бұрын
In pvt company if we come delay by 1 mins also,then it will half day. The same rules should implement here also.
@friendshiprocks8673
@friendshiprocks8673 2 жыл бұрын
Kebe habani sethipai ta govt job dream job😄
@JayJagannath-km8ob
@JayJagannath-km8ob 2 жыл бұрын
You are right bro
@anupparamguru6170
@anupparamguru6170 2 жыл бұрын
Does private company pay for working overtime ?? If then , then govt should pay .. have u ever visited govt office at 7 pm / 8 pm .. and observed how these officers work till late night . Half truth is dangerous , always ...
@law.clarity5161
@law.clarity5161 Жыл бұрын
ଏହିଟା ଟେଲିକାଷ୍ଟ ପରେ ମଉସାଙ୍କ ଅବସ୍ଥା କଣ ହେଲା ଓଟିଭି ଟିକେ ପଚାରି ବୁଝୁ.... Please.. 🙏🙏🙏🙏🙏
@sjprakash8327
@sjprakash8327 2 жыл бұрын
Thank You OTV for Ur courageous Effort. Staffs of Collectorate, Block, Forest Department & Judicial always neglect their own work but they roam around showing their power in other offices. "Mandamus" writ should be issued against them. Which obliges them to act on such duties.
@lifeofsoonita2451
@lifeofsoonita2451 2 жыл бұрын
Polity and law only educated people jaichntii , shoude be take ligale action .....againts ADM
@finaldestination1454
@finaldestination1454 2 жыл бұрын
0
@finaldestination1454
@finaldestination1454 2 жыл бұрын
To
@finaldestination1454
@finaldestination1454 2 жыл бұрын
To
@finaldestination1454
@finaldestination1454 2 жыл бұрын
To the
@pitabastarai9963
@pitabastarai9963 2 жыл бұрын
ତାପରେ ଖବର ଆସିବ ତମ news ପାଇଁ ମଉସା ଙ୍କ ଚାକିରୀ ଆଉ ନାହିଁ 😁😁😁😁
@rohitff3536
@rohitff3536 2 жыл бұрын
Otv very good👍
@sbchanel1295
@sbchanel1295 2 жыл бұрын
Sir please ବାଲେଶ୍ୱର ଜିଲ୍ଲାରେ ସୋର ବ୍ଲକ୍ କୁ ଥରେ ଆସନ୍ତୁ 🙏
@abhijitsingh374
@abhijitsingh374 2 жыл бұрын
This is nothing man, i have seen many govt. Officials who never goes to duty.
@sbchanel1295
@sbchanel1295 2 жыл бұрын
Sir please ବାଲେଶ୍ୱର ଜିଲ୍ଲାରେ ସୋର ବ୍ଲକ୍ କୁ ଥରେ ଆସନ୍ତୁ 🙏
@soumyaranjansahoo9881
@soumyaranjansahoo9881 2 жыл бұрын
If Odisha govt should not do anything then we have select another govt like kejriwal...
@hariballavapatra3347
@hariballavapatra3347 2 жыл бұрын
Yes....Best Government is AAP
@sbchanel1295
@sbchanel1295 2 жыл бұрын
Sir please ବାଲେଶ୍ୱର ଜିଲ୍ଲାରେ ସୋର ବ୍ଲକ୍ କୁ ଥରେ ଆସନ୍ତୁ 🙏
@boka_gidra_1217
@boka_gidra_1217 2 жыл бұрын
Thank you Otv for this
@sanjoykumarnaik5847
@sanjoykumarnaik5847 2 жыл бұрын
ଚାକିରି ଛାଡ଼ି ଗାଁ ରେ ରହି ଚାଷ କରନ୍ତୁ, ତାପରେ ଜାଣିବେ ସମୟ କ'ଣ ? 😎😎 ନାରଣ ପୁରା ଘାଣ୍ଟିଦେଲୁରେ😀😀😀😀😀😀
@lalachandrakantray9792
@lalachandrakantray9792 2 жыл бұрын
Love You OTV Good work, carry on
@jagannathbisoi6718
@jagannathbisoi6718 2 жыл бұрын
ତମେ ହେଉଛି ଓଡ଼ିଶାର ଏକମାତ୍ର news channel ଯିଏ ଗୋଟାପଣେ ତୁଳସୀ । ତମେ ରିପୋର୍ଟର ଭାଇମାନେ ପଇସା ଖାଉ ନାହାଁନ୍ତି ?
@sujeetkumarkarjee4446
@sujeetkumarkarjee4446 2 жыл бұрын
If you delay in coming office, the works to finish with be delay, simultaneously the development of a state and country will also be delayed.
@Exp_Babun
@Exp_Babun 2 жыл бұрын
ସମସ୍ତଙ୍କୁ ସଜା ଦିଆ ଯାଉ!!!😡😡😡 Satya meva jayate 🙏
@sandipmohanty350
@sandipmohanty350 2 жыл бұрын
Great Odisha government employees thanks otv
@littlequeenrakhi
@littlequeenrakhi 2 жыл бұрын
Private company re let hele bahara କରି ଦେବାର୍ vaya ହେଲେ ଗୋମେଣ୍ଟ ଚକିରୀରେ ଡର ନାହି
@prasantakumarnayak2253
@prasantakumarnayak2253 2 жыл бұрын
OTV👍👍
@r.m91short19
@r.m91short19 2 жыл бұрын
Odisha re ଏମିତି ହୁଏ ସାଲା କମ୍ ସେ କମ୍ ପାଇସା ନେଉଚ time re ଆସ
@pradipbarik7861
@pradipbarik7861 2 жыл бұрын
They are the servants,the master has no proper guide. So they are careless....Govt employees has no care about the Govt,they are not responsible...poor governance
@ramakantakhatua2646
@ramakantakhatua2646 Жыл бұрын
ଅକର୍ମା ନବୀନ ସରକାରରେ ସବୁ ସମ୍ଭବ.. ଏଗୁଡ଼ାଙ୍କୁ କେବଳ ଯୋଗୀ ଶାସନ ଦରକାର.
@RahulKumar-bg3qg
@RahulKumar-bg3qg 2 жыл бұрын
This is the power of media....hope this type of action should be done against ministers also and hold them accountable
@SanjayKumar-mi1in
@SanjayKumar-mi1in 2 жыл бұрын
Ekre ta chori, puni senachori. Lajja laguni mousa, chakiri karuchhanti
@pritiranjanrout2101
@pritiranjanrout2101 2 жыл бұрын
I think this type initiative is good for for our state people
@ACTIVE_BOY_
@ACTIVE_BOY_ Жыл бұрын
ସବୁ ଜିଲ୍ଲା ରେ ଏମିତି ଟିକେ ଯାଇ ଚେକ କରନ୍ତୁ 🙄 ଆପଣଙ୍କୁ ଆମର ଅନୁରୋଧ
Как мы играем в игры 😂
00:20
МЯТНАЯ ФАНТА
Рет қаралды 3,2 МЛН
Punctuality Of Govt Officials-Watch News Fuse
13:41
OTV
Рет қаралды 1,6 МЛН
News Fuse On Occassion Of Durga Puja
9:52
OTV
Рет қаралды 1,4 МЛН