News Fuse | Sura Routray talks with media after son joins BJD

  Рет қаралды 649,606

OTV

OTV

Күн бұрын

#ସୁର_ଭାଇଙ୍କ_ପୁତ୍ର_ଉବାଚ
ମୋ ପୁଅକୁ ଏମିତି ଟେମ୍ପଟେଡ କରିଦେଇଛନ୍ତି ସିଏ ତାକୁ ପୁରା ଉତ୍ସାହିତ କରିଦେିଛନ୍ତି ବିଜେଡି ବାଲା ତାକୁ ମୁଁ ବୁଝେଇ ବୁଝେଇ ....ସିଏ ସାତ ଆଠ ଦିନ ହେଲା ବିଜେଡିରେ ଜଏନ କରିସାରନ୍ତାଣି...ପୁଅ ହେଲେ ବି ଯଦି ଅନ୍ୟ ଦଳରୁ ଲଢିବ ତା ହେଲେ ମୋ ଭୋଟ୍ ଖଣ୍ଡକ କଂଗ୍ରେସକୁ ଯିବ...
#NewsFuse #Comedy #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndr...
iOS App: bit.ly/OTViOSApp
Watch Live: odishatv.in/li...
KZbin: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV

Пікірлер: 555
@srimayeemansingh6197
@srimayeemansingh6197 5 ай бұрын
ଏମାନେ congress କୁ ଖାଇଗଲେ
@niranjanpanda9430
@niranjanpanda9430 5 ай бұрын
ଏ ପୁରା ଟାଉଟର ମିଛୁଆ
@user-tw9le4mi8w
@user-tw9le4mi8w 5 ай бұрын
ଖୁର ଭାଇ କୁ ବିଶ୍ୱାସ ନାହିଁ କଂଗ୍ରେସ କୁ ଖୁର ଚଲେଇ ଦେଲା କେତେବେଳେ ତମ ବେକ କୁ ଖୁର ଚଲେଇ ଦବ
@akshayakumarbhol4132
@akshayakumarbhol4132 5 ай бұрын
ଅସରପା ଯେଉଁ ଦିନ ପକ୍ଷୀ ମାନ୍ୟତା ପାଇବ, ସୁର ରାଉତରାୟ ସେଇଦିନ ରାଜନେତା ମାନ୍ୟତା ପାଇବାରେ କିଛି ଅସୁବିଧା ନାହିଁ ,କାରଣ କୁମ୍ଭୀରର ମୁହଁ ଓ ମଳଦ୍ୱାର ମଧ୍ୟରେ ଯେମିତି ଫରକ୍ ନାହିଁ , ସୁର ରାଉତରାୟ ମୁହଁ ଓ ମଳଦ୍ୱାର ମଧ୍ୟରେ ସେମିତି ଫରକ୍ ନାହିଁ ।
@RanjanKumar-od5wi
@RanjanKumar-od5wi 5 ай бұрын
ଅଭିନେତା ମାନେ ଅଭିନୟ ଛାଡି ରାଜନୀତିରେ ଆଉ ...ରାଜନେତା ମାନେ ରାଜନୀତି ଛାଡି ଅଭିନୟରେ ..ଯେମିତି ସୁର ରାଉତରାୟ ଅଭିନୟ କରୁଛନ୍ତି ......ଆଜିର ନାଟକ ଘର ଭାଙ୍ଗିଗଲା ସୁର ଅଜାର 😂😂
@prabhatranjan3120
@prabhatranjan3120 5 ай бұрын
ସୁର ରାଉତ ରାୟ ଦୁଇ ମୁଖl ସାପ | ସେ କଂଗ୍ରେସର ଭୋଟ୍ ନଷ୍ଟ କରିବାକୁ ସମର୍ଥନ କରୁଛନ୍ତି। ଓଡିଶାର ଲୋକମାନେ ଦୟାକରି ଆଖି ଖୋଲନ୍ତୁ। ଉଭୟ ରାଉତ ରlୟ ଭାଇମାନେ ହେଉଛନ୍ତି ବିଜେପି ଟୁଲ୍କିଟ୍ | ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଂଗ୍ରେସ ଭୋଟ୍ ବଣ୍ଟନ ପାଇଁ ଉଭୟଙ୍କୁ ବହୁତ ଟଙ୍କା ଦିଆଯାଉଛି, ଯାହା ଦ୍ୱାରl ବିଜେପି ଜିତିବ। ଦୟାକରି କଂଗ୍ରେସ ପାଇଁ ଭୋଟ୍ ଦିଅନ୍ତୁ l 🙏💐❤️
@djhkr6355
@djhkr6355 5 ай бұрын
Pura 100% thik katha.
@devidattasisirkumarsabata6446
@devidattasisirkumarsabata6446 5 ай бұрын
କଂଗ୍ରେସକୁ ଭୋଟ ଦେଇ କିଏବା କାହିଁକି ନିଜ ଭୋଟର ମର୍ଯ୍ୟାଦା ନଷ୍ଟ କରିବ ?
@s_hityar9689
@s_hityar9689 5 ай бұрын
Mo bala na , Nahin bhul hela Tama bala na Khali deunchhi Vote pain 😅😅💪🏿
@manjilkumarkhamari6784
@manjilkumarkhamari6784 4 ай бұрын
Congress thu 💦
@BajenKumar2004
@BajenKumar2004 4 ай бұрын
Vote for congress❤❤
@user-pv4wn6fz4s
@user-pv4wn6fz4s 5 ай бұрын
କଂଗ୍ରେସ ରୁ ସବୁ ପାଇ ଆଜି ବେଇମାନି କରିଛନ୍ତି। ଏ ପରିବାର କ୍ଷମତା ପାଇଁ କାହାର ନୁହନ୍ତି।
@minkyangle1050
@minkyangle1050 5 ай бұрын
ସୁର ଭାଇ କହୁଥିଲେ ବିଜେପି ଆଉ ବିଜେଡି ଏକ.. ନାଇଁ ନାଇଁ କଂଗ୍ରେସ ବି ସାମିଲ୍ଲୀ
@SubhransuPandaOfficial
@SubhransuPandaOfficial 5 ай бұрын
ବାପ ପୁଅ ଦୁଇଟା ଯାକ ଗାଲୁଆ ଖାଲି ନାଟକ କରୁଛନ୍ତି ।
@guddy2002-np8bv
@guddy2002-np8bv 5 ай бұрын
😂😂
@biswajitmishra8339
@biswajitmishra8339 5 ай бұрын
🙂
@YajnaseneeRout
@YajnaseneeRout 5 ай бұрын
3ta jak
@odishasiksha3337
@odishasiksha3337 5 ай бұрын
ଭୁଲ ସୁର ଓ ତାର 2 ପୁଅ ସବୁ paga😂😂😂😂😂
@TheDebiprasadbehera
@TheDebiprasadbehera 3 ай бұрын
Right 🤣🤣🤣
@srimayeemansingh6197
@srimayeemansingh6197 5 ай бұрын
ଏ ଜୋକର ନୁହେଁ ତ ଆଉ କଣ ,ଏମାନଙ୍କୁ କୁହନ୍ତି ଦୋଜା , ଏ ସାନ ପୁଅକୁ ଜନ୍ମ କରିଛି ନା କୋଉଠୁ ଆଣିଛି
@jitendrakumarjitendrakumar2705
@jitendrakumarjitendrakumar2705 5 ай бұрын
Sura ajanatare nabin chhuaa
@sudhaldevsunani2817
@sudhaldevsunani2817 5 ай бұрын
ସବୁ ନାଟକ କରୁଛନ୍ତି
@bulukatual
@bulukatual 5 ай бұрын
🎉nasta.maan
@sudhirdas1311
@sudhirdas1311 5 ай бұрын
ଅଭିନୟ ମାନିବାକୁ ପଡ଼ିବ ଆଜିକାଲି କିଏ ବୋକା ନାହାଁନ୍ତି
@imdharampaul1109
@imdharampaul1109 5 ай бұрын
Sura Jeje bahut chalak 😅😅😅
@shashikantghadei4461
@shashikantghadei4461 5 ай бұрын
ଏମାନେ ସବୁ ରାଜନେତା ମାନେ ପକା ମାଗିହା ଏମାନଙ୍କୁ ଭରସା ବିଶ୍ବାସ କରିବା ଠିକ୍ ନୁହଁ
@salilkumar9703
@salilkumar9703 5 ай бұрын
ସୁର ରାଉତରାୟ ଏହି ଶତାବ୍ଦୀର ଶ୍ରେଷ୍ଠ ଟାଉଟର
@prabhatranjan3120
@prabhatranjan3120 5 ай бұрын
ଓଡିଶାର ଲୋକମାନେ ଦୟାକରି ଆଖି ଖୋଲନ୍ତୁ। ଉଭୟ ରାଉତ ରlୟ ଭାଇମାନେ ହେଉଛନ୍ତି ବିଜେପି ଟୁଲ୍କିଟ୍ | ବିଜେଡି ଏବଂ କଂଗ୍ରେସ ମଧ୍ୟରେ କଂଗ୍ରେସ ଭୋଟ୍ ବଣ୍ଟନ ପାଇଁ ଉଭୟଙ୍କୁ ବହୁତ ଟଙ୍କା ଦିଆଯାଉଛି, ଯାହା ଦ୍ୱାରl ବିଜେପି ଜିତିବ। ଦୟାକରି କଂଗ୍ରେସ ପାଇଁ ଭୋଟ୍ ଦିଅନ୍ତୁ l 🙏💐❤️
@swayamprakash1157
@swayamprakash1157 5 ай бұрын
Semane Congress re thile aau BJD ra chakar sala loka nku boka banauchanti chhi thhu lajya lagiba katha congress karmi nku
@rakeshsamal4757
@rakeshsamal4757 5 ай бұрын
ଗୋଟେ ପରିବାର ରେ ଏମିତି ଦୁଃଖ ପଡିଛି ତମେ ଏମିତି ସମୟରେ ଏମିତି କହିବା ଠିକ ହଉନି.
@gurucharanbarik7817
@gurucharanbarik7817 5 ай бұрын
ରାଜଗାଦି ପାଇଁ ରାଜା ନିଜର ସମର୍ଥକଙ୍କୁ ଭୋଟ ପାଇଁ ଭିକାରୀ ବନେଇ ଥାଏ, କେତେ ଘର ନଷ୍ଠ କରିଥାଏ, ସମୟ ଆସିଲେ ତାଙ୍କୁ ବି ସମ ଦଶା ଭୋଗିବାକୁ ହୁଏ. 😢😢😢🤔🤔🤔🤔
@gyanabratamohanty4219
@gyanabratamohanty4219 5 ай бұрын
କୂଳ ବୁଡି ଗଲା ବେଳକୁ - ଘୋଡା ମୁହାଁ ପୁତ୍ର ଜାତ | ଯାହା କରୁଛ ପୁଅମାନେ କର, ହେଲେ ବାପାଙ୍କୁ ନାକ ଘଷେଇ କି ଲାଭ ପାଉଛ ? ଦାମ ବାବୁଙ୍କର ମଧ୍ୟ ସମଦଶା ହୋଇଥିଲା | ଧନ୍ୟରେ ପୁଅ ଝିଅ 🙏🙏🙏
@rajeshpradhan319
@rajeshpradhan319 5 ай бұрын
କେବଳ ବାହାର ଲୋକ ପାଇଁ ଘର ଭଙ୍ଗା କିନ୍ତୁ ସୁର ଅଜାଙ୍କ ଘର ସଜଡ଼ା ଚାଲିଛି
@lipanmallick1896
@lipanmallick1896 5 ай бұрын
ସବୁ ମାୟା ରେ ବାୟା 🤫🤫🤫
@guddy2002-np8bv
@guddy2002-np8bv 5 ай бұрын
😂😂
@srikantpattanaik7883
@srikantpattanaik7883 5 ай бұрын
ଖୁର ରାଜନୀତି ଛାଡି ଯାତ୍ରାରେ ମିଶିବା ଦରକାର। ଭଲ ଅଭିନୟ କରିପାରନ୍ତି। ଦଳ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ Draupadi Murmu ଙ୍କୁ ଭୋଟ୍ ଦେଲେନି। ଦଳ ଆଗ ହେଲା। ପୁଅ ପାଇଁ ଦଳ ପଛ ହେଲା। ଏହା ହିଁ ଆଜିର କଳୁଷିତ ରାଜନୀତି ଓ ରାଜନେତା ।
@gurucharanbarik7817
@gurucharanbarik7817 5 ай бұрын
👍👍👌👌
@rajahindustani2055
@rajahindustani2055 5 ай бұрын
Pura acting chalichi
@CheerfulCircuitBoard-ug5ln
@CheerfulCircuitBoard-ug5ln 5 ай бұрын
ସୁର ଭାଇ ପୁଅ ବିଭୀଶଣ ପାଲ ଟି ଗଲା ଏବେ କଂଗ୍ରେସ ଜିତିବ ତ
@deepakkumar-tg2cr
@deepakkumar-tg2cr 5 ай бұрын
ଏ ଅ ଲାଯୁ ଲୋକ ର ବାଇଟ ଶୁଣିବାକୁ ବିରକ୍ତ ଲାଗୁଛି
@bhagabatkathapratapnanda6308
@bhagabatkathapratapnanda6308 5 ай бұрын
ଜୟ ଶ୍ରୀରାମ ❤️❤️🙏
@ajaybadjena6799
@ajaybadjena6799 5 ай бұрын
ସେ କାଳ ପଖାଳ ଆଉ ନାହିଁ,ସୁର ଭ କଥା ରେ ତାଳ ମେଳ ରହୁ ନା ହିଁ, କି ଲଜ୍ଜ୍ୟା ଲଜ୍ୟା ଲଜ୍ୟା, ସୁରେଶ ରାଉତରାୟ ୧୯୭୯ରେ ଜନତା ଦଳ ସହ ଵେଇମାନ କରି କଙ୍ଗେସ ଦଳକୁ ଆସି ଥିଲେ,ଦଳ ଵଦଳ ତାଙ୍କର ବଂସ ଗତ ଅଧିକାର,ସୁର ଭ ପୁଅ କୁ ତୁରନ୍ତ କୁହ ଅର୍ଚ୍ଚନା ନାଗ କୁ ସାଙ୍ଗରେ ଧରି ପ୍ରଚାର କରୁ,
@FunnyDrone-ut7oh
@FunnyDrone-ut7oh 5 ай бұрын
ଏ ବିଷୟରେ ସବୁ କଥା ସୂର୍ ବାଇ ଜାଣି ତୀ ଲେ
@user-fh5jm3by3h
@user-fh5jm3by3h 5 ай бұрын
ସୁର ଭାଇନା ଆପଣ ଅତିତରେ ଥରେ କହିଥିଲେ ଯେ ମୋର ଗୋଟେ ପୁଅ ବିଜେଡି ରୁ ଠିଆହେବ ଆଉ ଜଣେ କଂଗ୍ରେସରେ ରହି ନିର୍ବାଚନ ଲଢ଼ିବ
@krushnamohanprusty2728
@krushnamohanprusty2728 5 ай бұрын
ସୁର ଭାଈ, ଆପଣଙ୍କ କାଳ ବେଳ/ପତିଆରା ଆଜି ରାଜନୀତିରେ କାମ ଦେଉନାହିଁ ।ଘର ସୁରକ୍ଷା ଦୃଷ୍ଟିରୁ ନୀରବ ଦ୍ରଷ୍ଟା ସାଜିବା ଉଚିତ ହେବ !
@tumbinn
@tumbinn 5 ай бұрын
Pua ku patha padhei thila hele Sikhya dei nathila ki
@Pradeepsahoo-s8l
@Pradeepsahoo-s8l 5 ай бұрын
ଉପସ୍ଥାପନା ଟା ବହୁତ୍ ସୁନ୍ଦର ହୋଇଛି। I can't stop my laughing 😊😊😊😊.
@bisuddhakhandagiri4430
@bisuddhakhandagiri4430 5 ай бұрын
ଟାଉଟର ବୁଢା
@guddy2002-np8bv
@guddy2002-np8bv 5 ай бұрын
😂😂
@Ttyilojg
@Ttyilojg 5 ай бұрын
Comedy king 🤣
@guddy2002-np8bv
@guddy2002-np8bv 5 ай бұрын
😂
@manashnayak2794
@manashnayak2794 5 ай бұрын
ନିୟୁଜ ଫିଉଜୁ ତୁ ନିଜ ଘର କଥା ନିଜେ ଦେଖେ ପରେ ଅନ୍ୟ ଙ୍କୁ କହିବୁ 😡😡😡
@Nomatters99
@Nomatters99 5 ай бұрын
ଜୀବନରେ politician ଆଉ actor ମାନଙ୍କୁ କେବେ ବିଶ୍ଵାସ କରନ୍ତୁ ନାହିଁ
@lalitamohanmallick5779
@lalitamohanmallick5779 3 ай бұрын
ଏ ସୁର ମଉସା ରୋଲ୍ କରୁଛି.ସବୁ ଜାଣିଛି. ଭବିଷ୍ୟତ ରେ ଏ ଲୋକ କେଉଁ କୂଳରୁ ହେବନି
@gopalkrishnapattnaik5313
@gopalkrishnapattnaik5313 4 ай бұрын
Sura Bhai , namaskar. House is all right. You have taken right decision. ....jay jagannatha.
@chaitanyabiswal2832
@chaitanyabiswal2832 5 ай бұрын
ଓଟିଭି ସବୁବେଳେ ବିଜେଡି ବିରୁଦ୍ଧରେ କହୁଛି ।ବିଜେପି ସପକ୍ଷରେ କହୁଛି ।ଗୋଟିଏ ଦାମି ଚେନାଲ ହୋଇଚି ।
@kiranmeher5824
@kiranmeher5824 5 ай бұрын
Pandu bjd hatao.. Kritadas pratha hatao.. Swabhimani hua..
@narendramohapatra6376
@narendramohapatra6376 5 ай бұрын
Wel come i proud of you this family ❤
@srikantpattanaik7883
@srikantpattanaik7883 5 ай бұрын
ବାପ ସୁର ଓ ବଡପୁଅ Congress ସାନପୁଅ ଵିଜେଡି। ସ୍ତ୍ରୀ ଙ୍କୁ BJP party କୁ ପଠାଅ ଟିକେଟ୍ ଆଣିବାକୁ ।ପୁରା ଲାଭରେ ରହିଵ।
@PradhandeepakDeepak
@PradhandeepakDeepak 5 ай бұрын
ଛି ଏ ଗୁଡା ଲଜ୍ଜ୍ୟା 😁😁
@mahendrakumar4687
@mahendrakumar4687 5 ай бұрын
Right bro
@user-vo6bp8zj7l
@user-vo6bp8zj7l 5 ай бұрын
ସୁରଭାଇ ସାରୁପରିବା ସେସବୁଥିରେ ମିସିବେ
@rajibkumarjena9090
@rajibkumarjena9090 5 ай бұрын
Neta mantri katha aameta janata sabu Jani suni khela karucha sura bhai JAI HOOOOOO
@Sbbaboo6679
@Sbbaboo6679 5 ай бұрын
Sabu sura bhai ra dosa...
@rayagadalocalcomedy3848
@rayagadalocalcomedy3848 5 ай бұрын
ନାଟ
@Politics120
@Politics120 5 ай бұрын
Otv ବାଲା ବୟସ୍କ ଲୋକଟିର ମଜାକ ଉଡଉଛନ୍ତି ପଦେ ବିଜେପି କର୍ମୀଙ୍କୁ ପଚାରନ୍ତୁ କଣ ପାଇଁ ପାଣ୍ଡିଆନ ଙ୍କୁ ବବି ଦାସ ଙ୍କୁ ଦିଲ୍ଲୀ ଡକେଇଥିଲେ ମିଛ ଟାରେ ବିଜେପି ବାଲା କହୁଛନ୍ତି ମେଣ୍ଟ ପାଇଁ ଆମେ ରାଜି ହେଲୁନୁ ଲୋକ ମାନେ ଜାଣିଛନ୍ତି ଭିତିରିଆ ସମ୍ପର୍କ ଅଛି କାହିଁକି ନା ନରେନ୍ଦ୍ର ମୋଦୀ ଯେତେଥର ଆସିଛନ୍ତି ଓଡ଼ିଶାକୁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି
@MRShark7
@MRShark7 5 ай бұрын
ବୟସ୍କ ହେଲେ କଣ ତା ଅସୁବିଧା ହେଇଗଲା 😂😂 ସେ ଜଣେ ଲୋକ ପ୍ରତିନିଧି ବିଧାୟକ ରାଜନୀତି ରେ ବୟସ ଦେଖା ଯାଏନି ଯିଏ ଯେମିତି କାମ କରିବ ତାକୁ ଭର୍ସନ କରାଯିବା
@BatakrushnaSwain-hj8qr
@BatakrushnaSwain-hj8qr 5 ай бұрын
Sura Bhai,the greatest political joker of the year.
@padmacharanbarad8731
@padmacharanbarad8731 3 ай бұрын
ସୁର ଭାଇ ବଞ୍ଚିଛନ୍ତି
@sbrundabanreddy5685
@sbrundabanreddy5685 5 ай бұрын
ଅଲାଜୁକ ମୁହଁ କୁ ହସ ସୁନ୍ଦର ।
@manojkumamuduli8823
@manojkumamuduli8823 3 ай бұрын
ହଇରେ ସୁରଭାଇ ଡାମରା କାଉ କାହିଁକି ହେଉଛୁ ରାଉ ରାଉ
@ratiswain2189
@ratiswain2189 5 ай бұрын
Bhala roast kala bhai 😂😂😂
@alphahoodkalingatoday5927
@alphahoodkalingatoday5927 5 ай бұрын
ଏ ବାପା ପୁଅ ୩ଟା ଯାକ ଗାଲୁଆ
@niranjanacharya1204
@niranjanacharya1204 5 ай бұрын
ସୁର ରାଉତଙ୍କ ଏ କୁମ୍ଭୀର କାନ୍ଦଣା ସମସ୍ତେ ଜାଣନ୍ତି l ନିଜେ ସେ ଏ ସବୁର ଗୁରୁ l ଓଡିଶାବାସୀଙ୍କୁ ବୋକା ଭାବିଛନ୍ତି l ନିର୍ଲ୍ଲଜତାର ଗୋଟାଏ ସୀମା ଥାଏ l
@kbenglishacademy7531
@kbenglishacademy7531 5 ай бұрын
ଦଳ ଭାଙ୍ଗିଦେଲା ସୁନା ସଂସାର
@sadanandabarik5722
@sadanandabarik5722 5 ай бұрын
Sura chora.
@ooo-odiaoutodisha5174
@ooo-odiaoutodisha5174 5 ай бұрын
Bjp and OTV is like - we will have fun by gharke kalesh..😂. Karo
@sanjaykumarbasantia5653
@sanjaykumarbasantia5653 5 ай бұрын
Surabhai tame gota dala karuna Vote ajadi hoijiba
@sureshpadhan2298
@sureshpadhan2298 5 ай бұрын
କହିବ ବ୍ରହ୍ମ ଲୋକ ଯାଏ କରିବ‌଼଼଼଼ଉପାୟୈ ଏମାନେ କଂଗ୍ରେସ ବୁଡାଇ ଦେଲେ
@nirmalkumarparida4645
@nirmalkumarparida4645 5 ай бұрын
bahut sundar upastapana
@jbstudycentre9950
@jbstudycentre9950 4 ай бұрын
Sura sir remind karidele cl9 ra Trunk of Ganesha ra puanka kataa....😅😅😅😅😅😅
@JayakrushnaDehury-es4hb
@JayakrushnaDehury-es4hb 2 ай бұрын
ଦୁଇ ନାବ ରେ ଗୋଡ଼ ଦେଇ -ବାଟରେ ପ୍ରାଣ ଯାଇ. ସୁର ବାବୁ ବହୁତ ସିଆଣିଆ. ତାଙ୍କ ବାପର ତ ବିଧାନ ସଭା ର ଆସନ. ପୁଅ ବାପ ସ୍ତ୍ରୀ ବୋହୁ ହେବ. ଆମ ପିଲା କେନ ଆଡେ ଯିବେ. ତୁମଙ୍କୁ ଲଜ୍ୟା ଲାଗୁନି ଛି ଛି ଥୁ ଥୁ.
@Sunilkumar-kn8df
@Sunilkumar-kn8df 5 ай бұрын
ha ha ha background is op 😂😂😂
@manaromaswain9328
@manaromaswain9328 5 ай бұрын
ନାରଣ କହିଲୁ ଦେଖି , ଦେହ କଂଗ୍ରେସ ମନ ______ ଆପଣ ମାନେ ପୂରଣ କରନ୍ତୁ
@SKRSANGUDIMAHA
@SKRSANGUDIMAHA 5 ай бұрын
ସୁର ନାଇ ସେ ଚୂର୍ ମୁଣ୍ଡା ତାକୁ କଂଗ୍ରେସ ରୁ କଡ଼ିଦିଆ
@BasudevNayak-in1si
@BasudevNayak-in1si 5 ай бұрын
ଅହସେଇଠାରୁ ହୀନଆରମ୍ଭ ହେବ ବାପପୁଅ ହାରିବେ.
@sarojmohanty1350
@sarojmohanty1350 5 ай бұрын
Comedy before media.
@banitajena-523
@banitajena-523 5 ай бұрын
Sura jemiti kichi janini
@khantinayagadia7591
@khantinayagadia7591 5 ай бұрын
ସବୁ ଅଭିନୟ
@pintuvillagetour
@pintuvillagetour 5 ай бұрын
ରାଜନେତାଙ୍କ ଠାରୁ ବଡ଼ ଅଭିନେତା ଆଉ କେହି ନାହାଁନ୍ତି 🤣🤪😁😜👍👍
@iJagannath
@iJagannath 5 ай бұрын
Anchor ଭାଇ ଆରମ୍ଭରୁ ଦେଖୁଛି ତମ ଏ show କେବେ ପସନ୍ଦ ଆସେନି ତମ ଏ ଢଙ୍ଗ ରଙ୍ଗ ଆଜି କିନ୍ତୁ ତମେ ... Something Something 😂😂😂❤❤❤
@khantinayagadia7591
@khantinayagadia7591 5 ай бұрын
ସାନ ପୁଅ କଣ ମୂର୍ଖ କି ସାର୍ ସବୁ ଅଭିନୟ😅
@prasantchinara9911
@prasantchinara9911 5 ай бұрын
Sura pagal
@pbsamal
@pbsamal 5 ай бұрын
😂Setting + Getting😂
@hulashmajhi7571
@hulashmajhi7571 3 ай бұрын
ସୁର ଭାଇ ଙ୍କୁ ଜଟଣୀ ମେଡିକାଲ ପଠାଯାଉ
@studywithme1961
@studywithme1961 5 ай бұрын
ମାଗିଆ ସଳେ ଓଡିଶାକୁ ଲୁଟି ପୁଅକୁ ବିଦେଶରେ ପଢ଼ାଇଛନ୍ତି, ଏମାଗିଆ ଙ୍କ ପରେ ପୁଅ ମାନେ ବି ଲୁଟିବେ, ମୋର ଅନୁରୋଧ, ଯୋଉ MLA, MP ର ପୁଅ ଝିଅ ଭୋଟ ରେ ଛିଡା ହେଉଛନ୍ତି ସେମାନଙ୍କୁ ଭୋଟ ଦିଅନ୍ତୁ ନାହିଁ l
@sarojkumarbindhani3144
@sarojkumarbindhani3144 5 ай бұрын
Best April fool from suro oja sabu acting kichi problem nahi family're.
@NIHARNAYAK-cx3cl
@NIHARNAYAK-cx3cl 4 ай бұрын
Nice
@katakiatoka
@katakiatoka 5 ай бұрын
ସବୁ ମିଛ ଅଭିନୟ, କିଛି ଦିନ ପରେ ବଡ଼ ପୁଅ ବି ମିଶିଯିବ । ସବୁ କ୍ଷମତା ଲୋଭୀ
@user-nq4bf9uu3m
@user-nq4bf9uu3m 5 ай бұрын
Misi thanta je Bhai sabu khela bigidi gala, se jou rate re BJD ku sodhu chi BJD Kan taku neba.
@BangaloreVibes786
@BangaloreVibes786 5 ай бұрын
Social media ରେ highlight ହେବାର ଡ୍ରାମା.....hot news ରେ ରହିଲେ ସିନା ଜିତିବେ
@user-eh1kq8ew5s
@user-eh1kq8ew5s 5 ай бұрын
ରାଜନୀତି ରେ ଏମିତି ଖେଳ ଆଗରୁ ଚାଲି ଆସୁଛି ଭୁଟ୍ ସରିଲା ପରେ ଜେଝା ବାଟରେ ଚାଲିବା । ଜନତା ସେବା ପାଇଁ ପଦବୀ ଜରୁରୀ ନୁହେଁ ସେବା ମନବଳ ଦରକାର୍ । ଏଠି ସେବା ନା ରେ ନେବାର ମନବଳ ଚାଲିଛି । ତେଣୁ କାହାକୁ ଦୋଷ ନ ଦେଇ ନେତା ଜେମିତି ପରିବର୍ତ୍ତନ ହେଉଛନ୍ତି ନିଜକୁ ମଧ୍ୟ ସେହିପରି ପରିବର୍ତ୍ତନ ହେବାକୁ ପଡିବ
@surathachandrajena9514
@surathachandrajena9514 5 ай бұрын
ସାନପୁଅ କଣ ଚକଲେଟ୍ ଖିଆ ପିଲା? ଲୋକ ବୋକା ।କଛି ଜାଣିପାରୁ ନାହାନ୍ତି। ନାଟକବାଜି ବନ୍ଦ କରନ୍ତୁ ।। ନିଜର ପୂର୍ବ ପ୍ରତିଷ୍ଠାକୁ ସମ୍ଭାଳି ରଖନ୍ତୁ ।ଭଲହେବ।।
@rakeshsamal4757
@rakeshsamal4757 5 ай бұрын
ଏ ସମୟରେ ଏମିତି କହିବା ଠିକ ନୁହେଁ 😔😔😔😔
@narendrabarik9855
@narendrabarik9855 5 ай бұрын
Thikhela
@anilrout4620
@anilrout4620 4 ай бұрын
ଶଳା ନିଜ ଘର ସମ୍ଭାଳି ପାରୁନି ସିଏ ଜଟଣୀ ସମ୍ଭାଳିଵ
@duryodhankar4509
@duryodhankar4509 5 ай бұрын
କଂଗ୍ରେସ ର ରହିଲେ ପୁଅକୁ ଭୋଟ ଡାଇଭଟ କରି ହେଵ । କଂଗ୍ରେସ ଛାଡିଲେ ଭୋଟ ଡାଇଭଟ କରି ହେଵ ନାହିଁ ଜଵର ଦସ୍ତ କଂଗ୍ରେସ ରେ ରହ ।
@subashchandra7563
@subashchandra7563 5 ай бұрын
ସୁର ଅଜା କଂଗ୍ରେସ ଦଳ ପାଇଁ କଳଙ୍କ 😂😂
@SudarshanDas-hb1mp
@SudarshanDas-hb1mp 5 ай бұрын
ଶୂର ବାବୁ ହଁ। କି କଥା ଏ ପିଲା ମାନଙ୍କୁ ଆଉ ପାରି ହେବନି ଶୁର ବାବୁ ଗୋଟେ କିସ୍ କର ୨ପୁଅ ଆପଣ ଆଉ ମାଡ୍ରାସ ୪ ଦଳ ହେଇ ଯାଅ ଓଡ଼ିଶା କୁ ପୁରା ଘାଣ୍ଟି ଦବ ହଁ
@sujitkumarbehera7359
@sujitkumarbehera7359 5 ай бұрын
ପୁଅ ପାଇଁ ଯୋଗ୍ୟ ନୁହେଁ ସୁରଙ୍କ ସାନ ପୁଅ
@subratkumar2253
@subratkumar2253 5 ай бұрын
Sura bhai ghare vidhan sava kariba nije CM heba
@user-ue9xx9hb7d
@user-ue9xx9hb7d 5 ай бұрын
Sura Rautray done what an ideal father should do .
@SatrughanNayak-qf1rt
@SatrughanNayak-qf1rt 5 ай бұрын
ସୁର ଭାଇ ପୁଅ ମାନଙ୍କୁ ସଂସସ୍କାର ଶିଖେଇ ନ ଥିଲେକି?
@user-ng5op5dk6o
@user-ng5op5dk6o 5 ай бұрын
ରାଜନୀତି ଟଙ୍କା ଉପରେ ଲୋଭ job kariki ହେଲାନାହିଁ ବସ୍ତା ବସ୍ତା ଟଙ୍କା ରାଜନୀତିରେ ଖାଇଯା
@ranjitamishra4538
@ranjitamishra4538 5 ай бұрын
Jay Jagannath
@mimiadhikarii2097
@mimiadhikarii2097 5 ай бұрын
Best actor
@sibaprasaddash4386
@sibaprasaddash4386 5 ай бұрын
Beautiful
@ommprasadpradhan8278
@ommprasadpradhan8278 5 ай бұрын
ତାରିଖ -26/03/24
@himansupatra9717
@himansupatra9717 5 ай бұрын
Subhidabadi the greatest
@panchananabehera2188
@panchananabehera2188 5 ай бұрын
100 ...........😂 100 .............😂
Will A Guitar Boat Hold My Weight?
00:20
MrBeast
Рет қаралды 153 МЛН
escape in roblox in real life
00:13
Kan Andrey
Рет қаралды 41 МЛН
ISRO Warning | Large asteroid heading towards earth
3:46