News Point: Allegation Arises On, Are Educated Wives Hazardous For Their Husbands, Know The Details

  Рет қаралды 452,487

Kanak News

Kanak News

Күн бұрын

News Point: Allegation Arises On, Are Educated Wives Hazardous For Their Husbands, Know The Details
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
#KanakNews #EducatedWife

Пікірлер: 609
@mamatananda776
@mamatananda776 Жыл бұрын
Thanks
@ambikamajhi1141
@ambikamajhi1141 Жыл бұрын
Thank you so much sir this video pain
@Montu74
@Montu74 Жыл бұрын
ଝିଅ ଯଦି ପୁଅ ନା ରେ ଏପରି ଅଭିଯୋଗ ଆଣେ ତେବେ ଅଲଗା ରହିଲେ ବି ମେଣ୍ଟେନ୍ସ ଦେବାକୁ ପଡିଥାଏ ଏବେ ସେ ଝିଅ ପୁଅକୁ ତାର income ର ଅଧା ଟଙ୍କା ତା ସ୍ୱାମୀ କୁ ଦିଆଯାଉ ଆଇନ ସମସ୍ତଙ୍କୁ ସମାନ l ପୁଅ ଝିଅ ସବୁ ସମାନ ଅଧିକାର କୁହାଯାଉଛି ସବୁବେଳେ
@handerjhumarproduction
@handerjhumarproduction Жыл бұрын
True 👍👍
@prasantasahu1194
@prasantasahu1194 Жыл бұрын
Raite katha
@santoshroul2587
@santoshroul2587 Жыл бұрын
Right 👍
@Priya_life1221
@Priya_life1221 Жыл бұрын
Perfect 😊
@Arun.jmvlogs
@Arun.jmvlogs Жыл бұрын
Yes bro
@biswojittarai2155
@biswojittarai2155 Жыл бұрын
ଭଲ ନୁହେଁ ମୋ ଅନୁଭୂତି ରେ
@krushnakhilar
@krushnakhilar Жыл бұрын
ଆମ ଓଡ଼ିଶା ରେ ଗୋଟିଏ ନାରୀ ସିଦ୍ଧାନ୍ତ ସାର୍ ଙ୍କ ସ୍ତ୍ରୀ ମାମା ମିଶ୍ର ଦିଦି ଯିଏ କି ତାଙ୍କ ପରିବାର ପାଇଁ ତାଙ୍କ ଫିଲ୍ମ ଛାଡିଦେଲେ ଜୟ ଜଗନ୍ନାଥ
@bikashkalta34
@bikashkalta34 Жыл бұрын
So What😂
@kathaokabitabysunanda2136
@kathaokabitabysunanda2136 Жыл бұрын
That's a choice, should not be a pressure
@debrajmishra9978
@debrajmishra9978 Жыл бұрын
Latest sidhhant interview dekhichha bhai😁
@Karunakar-bc1xd
@Karunakar-bc1xd Жыл бұрын
Viregud
@thebeststudycenter7403
@thebeststudycenter7403 Жыл бұрын
Se ketebele jhia thile setebele bi movie pani chance pau nathile😮😮
@lilianaik5756
@lilianaik5756 Жыл бұрын
ସ୍ତ୍ରୀ ମିଛ କହୁଛି
@tapannayak9328
@tapannayak9328 Жыл бұрын
ତୁମେ ଯାହା ପିଲା ଡ଼ିଏ ପଇସା କମାଇଲେ ତାର ସ୍ତ୍ରୀ କୁ ଭଲ ରେ ରଖିବା ପାଇଁ ଚାହେଁ କିନ୍ତୁ ଝିଅ ପାଖରେ ପଇସା ହେଲେ ଏମିତି ହବ
@rahasmohanty3442
@rahasmohanty3442 Жыл бұрын
Man is a social animal but an woman is a dangerous and unfaithful animal, which is revealed from this example. Jyoti Mourya is responsible for entire drama. Please keep on observing one's life always. Regards.
@patitakumarchoudhury9855
@patitakumarchoudhury9855 Жыл бұрын
ପାଠୁଆ ସ୍ତ୍ରୀ ଭଲ, ହେଲେ ସୁପ୍ରିମକୋର୍ଟ ବେଧେଇ କରିଦେଲା ଦୁଇଟି ରାୟ, ପରକୀୟା ପ୍ରୀତି ଅପରାଧ ନୁହଁ. ଲିଭ ଏଣ୍ଡ ରିଲେସନ ,ସମାଜରେ ବାପା, ମା, ଶିକ୍ଷକ ଗୁରୁଜନ ଙ୍କ ଆବଶ୍ୟକତା ଆତ୍ମସମ୍ମାନ କିଛିବି ନାହିଁ, କୋର୍ଟ, ସରକାର ଅନୁଭବ କରୁଛନ୍ତି.
@prithvirajnaik6100
@prithvirajnaik6100 Жыл бұрын
Hmmm bhai kintu dukha ra saha kahibaku paduchhi kii aita justice Deepak Mishra era re heichhi Jia ki ama odisha... Raa....
@patitakumarchoudhury9855
@patitakumarchoudhury9855 Жыл бұрын
@@prithvirajnaik6100 ଦୀପକ ମିଶ୍ର ର ନାଳୁଆ ଅଂଶ ରହଛି 😄😄 ଭାରତୀୟ ମାନେ କୋଉ ଆଇନ ଗ୍ରହଣ କରିବା ଉଚିତ, କୋଉଟା ଅନୁଚିତ ଏଯାଏ ଶିଖିଲେଣି ?? ସମ୍ବିଧାନ କୁ ଏତେ ସମ୍ମାନ ଦିଅନ୍ତି, ନିଜକୁ କ୍ରୀତଦାସ ଭଳି ରଖିବାକୁ ଚାହାଁନ୍ତି. 🙏
@pradeepkumarbhoi8048
@pradeepkumarbhoi8048 Жыл бұрын
💯 true bhai
@subashdalai8893
@subashdalai8893 Жыл бұрын
Right 😁 sala Abe marriage Karibaku Dara laguchi wife au Kaha Saha affairs karideba boli
@patitakumarchoudhury9855
@patitakumarchoudhury9855 Жыл бұрын
@@subashdalai8893 ପୁଅ ଝିଅ କିଏ କାହାକୁ କମ ନୁହଁ.
@bhaktameher8992
@bhaktameher8992 Жыл бұрын
ତାର ସ୍ଵାମୀ ଏତେ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ାଇଲେ ଆଉ ତାଙ୍କୁ ଛାଡ଼ି ପୋଲିସ ସ୍ଵାମୀ ଯଦି ଦରକାର୍ । ଆଗରୁ କାହିଁକି ପୋଲିସ କୁ ଟଙ୍କା ମାଗି ନ ଥାନ୍ତା ।
@JitendraKumarNayak-ov2gl
@JitendraKumarNayak-ov2gl 5 ай бұрын
Good news
@kamalakantasahoo693
@kamalakantasahoo693 Жыл бұрын
ଗୋଟେ ଝିଅ ଉପରକୁ ଉଠିଗଲେ ସେ କାହାକୁ ଖାତିରି କରିବ ନାହିଁ କାହିଁକି ନା ଝିଅମାନଙ୍କ ego ବହୁତ ଥାଏ ।
@Debashis-m4z
@Debashis-m4z Жыл бұрын
100% sata katha
@davidpahad3
@davidpahad3 Жыл бұрын
ସେ ପାଠୁଆ ଅବା ଅପାଠୁଆ ସ୍ତ୍ରୀ ହେଉ, ସେ ରୋଜଗାର ବା ବେରୋଜଗାର ସ୍ତ୍ରୀ ହେଉ, ସେ କମ୍ ଦରମା ବା ଅଧିକ ଦରମା ଉପାର୍ଜନ କାରୀଣି ସ୍ତ୍ରୀ ହେଉ, ସେ ସୁନ୍ଦରୀ ଅବା ଅସୁନ୍ଦରୀ ସ୍ତ୍ରୀ ହେଉ, ସେ ଯେକୌଣସି ବଡ଼ ଅବା ସାନ ପଦବୀ ପ୍ରାପ୍ତ ସ୍ତ୍ରୀ ହେଉ, ସେ ଯେକୌଣସି ବି ହୋଇ ଥାଉ ନା କାହିଁକି। ସେ ଜଣେ ମାନବ ସମାଜର ପରିବାରର ବହୂ ଓ ଭାର୍ଯ୍ୟ। ସେ ଆମ ଭାରତର ସଂସ୍କୃତି ଓ ପରମ୍ପରା ଅନୁସାରେ ଶାଶୁ ଓ ଶ୍ୱଶୁର ପ୍ରତି ବହୂ ର କର୍ତ୍ତବ୍ୟ ଓ ଭୂମିକା ପୁଣି ସ୍ବାମୀ ପ୍ରତି ସ୍ତ୍ରୀ ର ଭୂମିକା ଏବଂ କର୍ତ୍ତବ୍ୟ ନିଭାଇବା ଉଚିତ୍, ଯାହା ଫଳରେ ପାରିବାରିକ ଓ ସାମାଜିକ ମାନ ମର୍ଯ୍ୟାଦା ର ଶୃଙ୍ଖଳା ହୋଇ ଥାଏ। ତାହାକୁ ଜ୍ୟୋତି ମୌର୍ଯ୍ୟ ଉଲଂଘନ କରି ପରିବାର ଏବଂ ନାରୀ ସମାଜ ପ୍ରତି କଳଙ୍କ ର ଉଦାହରଣ ଅଟନ୍ତି। କିନ୍ତୁ ସମସ୍ତ ନାରୀ ଜ୍ୟୋତି ମୌର୍ଯ୍ୟ ପରି ନୁହନ୍ତି।
@manojsahu2039
@manojsahu2039 Жыл бұрын
ବେଟି ପଢାଓ ଲେକିନ ବିବି ମତ୍ ପଢା ଓ ,ପତି ପତ୍ନୀଙ୍କ ମଧ୍ୟରୁ ପତି ରାଜା ହେଲେ ପତ୍ନୀ ରାଣୀ ହୋଇ ରହନ୍ତି କିନ୍ତୁ ପତ୍ନୀ ରାଣୀ ହେଲେ ପତି ଚାକର ହୋଇ ରହନ୍ତି
@pabitrameher8124
@pabitrameher8124 Жыл бұрын
Right bro 👍👍👍👍👍👍
@abm555
@abm555 Жыл бұрын
100
@biswadip
@biswadip Жыл бұрын
Kana naa kahilu re...
@GD1234jjk
@GD1234jjk Жыл бұрын
Ekdom tight
@sudarsanmohanty1774
@sudarsanmohanty1774 Жыл бұрын
Right
@JitendraKumarNayak-ov2gl
@JitendraKumarNayak-ov2gl 5 ай бұрын
Good voice
@shantanusingh5088
@shantanusingh5088 Жыл бұрын
ପାଠୁଆ ସ୍ତ୍ରୀ ଚାକିରିୟା ସ୍ତ୍ରୀ ଏହା ତ ଭାରି ଭଲ କିନ୍ତୁ ଘରେ ବାହାରେ oyo ରେ ଉପର officer ଙ୍କ ସାଙ୍ଗରେ ରାଶ ଲିଳା କରିବା ଏଇଟା ତ କାହାକୁ ଭଲ ଲାଗିବନି ?
@priyankanayak2378
@priyankanayak2378 Жыл бұрын
SDM ନା ରେ ତୁ କଳକଂ । ଧିକ ତୋ ମାଜିଷ୍ଟ୍ରେଟ ପଣ.....
@laxmidharpradhan6099
@laxmidharpradhan6099 Жыл бұрын
Thik ok
@anasuyasethi3622
@anasuyasethi3622 Жыл бұрын
ଝିଅ ମାନଙ୍କ ପାଖରେ କିଛି ଆଉ ବାହା ନା ନାହିଁ ତ ଆଉ ଖାଲି ଯୌତୁକ କଥା ବାହା ନା କରି ଦେଉଛନ୍ତି
@jajatidas530
@jajatidas530 Жыл бұрын
ଯଦି ଜଣେ ଝିୟ ବୋହୁ ହେଲା ପରେ ସରକାରୀ ଚାକିରୀ ପାୟେ ନିଛିନ୍ତ ମନରେ ଗର୍ବ ଆସେ, ଆଉ ସେ ଗର୍ବ ତା ସଂସାର ଭାଙ୍ଗି ଦିଏ, it's my own experience
@Cartoontoon645
@Cartoontoon645 Жыл бұрын
ପୁଅ ମାନେ ଚାକିରି କରିକି ନିଜ ସ୍ତ୍ରୀ ଙ୍କୁ ଛାଡ଼ିବା ଟା ସୁନିଥିବେ ନିଷ୍ଚିତ।। ଠିକ ସେଇ ଭଳି ଏବେ ଝିଅ ସେମିତି କରୁଛନ୍ତି ..... ହଁ ଟିକେ ନୁଆ ଲାଗିପାରେ ... ଏଟା ହେଲେ same ଆଖି ରେ ଦେଖାଯାଉ😅😅😅
@BikuCreations972
@BikuCreations972 Жыл бұрын
ଏଇଟା କିନ୍ତୁ ସତ ଯେ ସ୍ବାମୀ ଠାରୁ ସ୍ତ୍ରୀର ଅଧିକ ଶିକ୍ଷାଗତ ଯୋଗ୍ୟତା,ସ୍ବାମୀଠୁ higher ପୋଷ୍ଟ ରେ ଜବ୍ କରିଥିଲେ,ସ୍ତ୍ରୀ ମାନେ ସ୍ୱାମୀମାନଙ୍କୁ underestimate କରନ୍ତି। ସେମିତି କୋଉଠି ଯଦି ବହୁତ ଭଲ ସ୍ତ୍ରୀ(ପତିବ୍ରତା ସ୍ତ୍ରୀ) ଥିବେ,ସ୍ବାମୀ କୁ ସ୍ବାମୀ ଭଳିଆ ଦେଖନ୍ତି । ନହେଲେ କଣ ହୁଏ, ଯୋଉମାନେ ଅଙ୍ଗେ ଲିଭୋଉଥିବେ ,ସେମାନେ details ରେ କହି ପାରିବେ ।
@kathaokabitabysunanda2136
@kathaokabitabysunanda2136 Жыл бұрын
Eita bi sata je stree nijathu bada post ra Swami ku bhala pai seba କରିପାରେ କିନ୍ତୁ ସ୍ବାମୀ nijathu ବଡ଼ ପୋଷ୍ଟ ର ସ୍ତ୍ରୀ କୁ accept କରିପାରେ ନି
@BikuCreations972
@BikuCreations972 Жыл бұрын
@@kathaokabitabysunanda2136 Tame olta ta kahila...Gote pua nijathu bada post re job karithiba jhia ku accept kariparanti..But se jhia chhoto post ra pua ku accept kareni..
@pankaj1558
@pankaj1558 Жыл бұрын
Sir ଇଟା ହେଉଛି ନୂଆ ସୂରିୟା ବଂଶ ମୋଭି ଚାଲିଛି ଆପଣ ପୁରୁଣା ସୂରିଆ ବଂଶ କଥା କହୁଛନ୍ତି
@benudharmajhi6468
@benudharmajhi6468 Жыл бұрын
ସେଇଟା ହେଉଛି ଫିଲ୍ମ୍ ,, ଏଇଟା ହେଉଚି ସତ୍ୟତା ଘଟଣା ଏହା ଭିତରେ ବହୁତ୍ ଫରକ
@kandarpapatra5531
@kandarpapatra5531 Жыл бұрын
ଫିଲ୍ମ୍ କଣ ପାଇଁ ଦେଖନ୍ତି କିଛି ଶିଖିବା ପାଇଁ
@kandarpapatra5531
@kandarpapatra5531 Жыл бұрын
ତାନୁହେ କୀ total ଫିଲ୍ମ୍ ଶିଖିଯାଓ
@dhananjayabal6820
@dhananjayabal6820 Жыл бұрын
Family First
@GopabandhuSahu-nv8ym
@GopabandhuSahu-nv8ym 3 ай бұрын
ସେ ସ୍ତ୍ରୀ ର ଜାଣିବା କଥା, ମୁଁ ଆଜି ଏତେ ବଡ଼ ସିଟ୍ ରେ ଵସି ପାରିଛି କାହାପାଇଁ । ସ୍ୱାର୍ଥ ଵାଦୀ ସ୍ତ୍ରୀର ମାନବିକତା ଅଭାବ , ଯାହା ପାଇଁ ଆଜି ମଣିଷ ହେଇଛି, ସେହି ସ୍ତ୍ରୀ ଆଜି ସ୍ୱାମୀ ତଣ୍ଟି ରେ ଛୁରୀ ଚଲାଇବା ପାଇଁ ପଶ୍ଚାଦ୍ ପଦ ହେଉ ନାହିଁ । ଯୁଗେ ଯୁଗେ କଥାରେ ଅଛି , ଅବିଶ୍ୱାସୀ ନାରୀ ଏଭଳି ନାରୀ କୁ ବିଷ ଦେଇ ମାରିଦେବା କଥା , ନହେଲେ ତା ସ୍ୱାର୍ଥ ପାଇଁ ତୁମକୁ ବି ମାରିବା ପାଇଁ ପଶ୍ଚାଦ୍ ପଦ ହେବନାହିଁ। ଵିଭାଘର ପରେ ସ୍ତ୍ରୀ କୁ ପାଠ ପଢାଇ ଚାକିରୀ କରେଇବା ଟା ପୁରୁଷ ସବୁଠାରୁ ଵଡ ଭୁଲ୍।
@jitendrasahoo4975
@jitendrasahoo4975 Жыл бұрын
ବର୍ତମାନ ଟଙ୍କା ସର୍ବସ୍ବ ଏହା ଆଗରେ ସମ୍ପର୍କର ମାନେ କିଛି ନାହିଁ ଏହା ବାସ୍ତବତା
@dibyalochan9542
@dibyalochan9542 Жыл бұрын
ସ୍ୱାମୀ ମାନେ ସପୋର୍ଟ ନ କରନ୍ତୁ, ସ୍ତ୍ରୀ ମାନେ willpower ରେ ପଢ଼ି ପକାନ୍ତୁ
@umakantabehera1707
@umakantabehera1707 Жыл бұрын
Right sir 🙏👍
@manojkumarnath1913
@manojkumarnath1913 Жыл бұрын
Han ok
@marandiram8728
@marandiram8728 Жыл бұрын
ଆରେ ଭାଇ ବେକାର bakwaas ...It is 100% true. ଯଦି ଯାହା ମନକୁ ପାଉନି ଅଙ୍ଗେ ଲିଭାଇ ଥିବା ଲୋକଙ୍କ ଠୁ ପଚାରି ବୁଝ ।ସ୍ତ୍ରୀ ମାନେ ବଡ ଚାକିରି କଲେ ଚର୍ବି ବଢିଯାଏ । ଯିଏ ବୁଝିବିଚାରି ନ କରିବ ସବୁ ଦିନ ୧୦୦-୧୦୦ ନେବ ନାମ ।ଯଦି ବିଶ୍ୱାସ ନାହିଁ କରିକି ଦେଖ ।
@mr.akshayakumar7385
@mr.akshayakumar7385 Жыл бұрын
ଏହି ଝିଅ ଟି ଝିଅ ନୁହେଁ ସେଇଟା ଗୋଟିଏ ବେଶ୍ୟା
@sudamcharanhaiburu5327
@sudamcharanhaiburu5327 Жыл бұрын
ସାର୍,ଏହା ନିଶ୍ଚିତ ଅଟେ:
@gopalakrushna1877
@gopalakrushna1877 Жыл бұрын
Bilkul nuhen
@rakeshkumarrsm65
@rakeshkumarrsm65 Жыл бұрын
ଝିଅ ଛୋଟ ଥିଲା ବେଳେ ତାକୁ ପାଠ ପଢାଅ ହେଲେ ଶଳା ସେ ମାକିନିଆ ହେଲା ପରେ କେବେ ପଢାଅନି. ନହେଲେ ସେ ହିଁ ପ୍ରଥମେ ତମକୁ ଗୋଇଠା ମାରିବ. ଅଲଗା ଟୋକା ସହ ଫେରାର ତା lvl ଦେଖି.
@GhanashyamBiswal-pg6en
@GhanashyamBiswal-pg6en Жыл бұрын
Purba re bhala thila matric paddile jathesta ghare basi cooking sikh.
@ranjanapanda6538
@ranjanapanda6538 Жыл бұрын
ପାଠୁଆ ସ୍ତ୍ରୀ ଏବଂ ଚାକିରିଆ ସ୍ତ୍ରୀ ବହୁତ ଭଲ ଯଦି ପରସ୍ପର ମଧ୍ଯରେ ପ୍ରେମ ତ୍ଯାଗ ବିଶ୍ୱାସ ଆଉ ସହଯୋଗ,ବୁଝାବଣା,କର୍ତ୍ତବ୍ୟ ରହିବ।
@prava330
@prava330 Жыл бұрын
Apanananka katha thik but chakiri equal hei thile khusi nahele 1 parsent kauthi bi dekhi ni mu
@subashdalai8893
@subashdalai8893 Жыл бұрын
@@prava330 eta different jadi Gote pua Chakiri Kala jhia sethi rahiba kichi problem Nahi hele jadi Gote jhia tike bi agaku badhi gala se au swami pariwar Indra Chandra Mani Bani eta mu Bahut jagare dekhichi Abe Gote case pingua re heichi
@Debashis-m4z
@Debashis-m4z Жыл бұрын
​@@subashdalai8893ha Bhai husband - wife,equal ,na hele only husband jyada successful hele family chalithaA,wife adhika income kale pati ku au pachare nahi,nija thu kam sucess jhia hi baha hua
@divyajyotisahoo4649
@divyajyotisahoo4649 Жыл бұрын
Right
@diptisahoo4421
@diptisahoo4421 Жыл бұрын
Mo bala na
@knowledgeisgod3652
@knowledgeisgod3652 Жыл бұрын
ସେ ନାରୀ କୁ ଶିକ୍ଷା ସହ ସଂସ୍କାର ମଧ୍ୟ ଦେବାର ଆବଶ୍ୟକ ଥିଲା, ଭାଇ ଖାଲି ଶିକ୍ଷା ଦେଇ ଭୁଲ କଲେ
@bindashmusic143
@bindashmusic143 Жыл бұрын
Right
@prava330
@prava330 Жыл бұрын
😂😂😂😂😂😂
@Debashis-m4z
@Debashis-m4z Жыл бұрын
​@@prava330same category
@Dkfamily546
@Dkfamily546 Жыл бұрын
Bspa maa sanskar jhia taku thik bhabe tulae
@jitendrahembram5893
@jitendrahembram5893 Жыл бұрын
କିଛି ଭୁଲ ନାହିଁ ସେ ବେଧେଇ ଟା
@mrsameshlifestyle
@mrsameshlifestyle Жыл бұрын
Because of this type women society are getting inspired to teach not to women .
@maniramsabar4263
@maniramsabar4263 Жыл бұрын
କଳି ଯୁଗର ସ୍ତ୍ରୀ ମାନେ ଫିଲ୍ମ ସୂର୍ଯ୍ୟବଂଶମ ଭଳି ଚରିତ୍ର ଦେଖେଇ ପାରିବେ ନାହିଁ
@jayramsanta
@jayramsanta Жыл бұрын
ମୁଁ ବି ଗୁଟେ ଝିଅକୁ +3 final ପର୍ଯ୍ୟନ୍ତ ପଡେଇ ଲି sir..ହେଲେ ସେ ଝିଅ ଆଉ ଜଣଙ୍କୁ lova କଲା... ଏଇଟା ଜାଣିଲା ପରେ ବାହା ହେବାକୁ ମନା କଲି ଏବେ ସେ ମୋ ନାଁ ରେ. Appair କରିଛି,,, 🙏🙏🙏
@chittaranjanmohanta111
@chittaranjanmohanta111 Жыл бұрын
A female is high educated she never give resect to her husband. Really it is truth. No doubt.
@YashRaj-qu7gu
@YashRaj-qu7gu Жыл бұрын
Give women power and they will show you their reality 😊
@GopabandhuSahu-nv8ym
@GopabandhuSahu-nv8ym 10 ай бұрын
ଏ ଯେଉଁ ବିବାଦୀୟ ଘଟଣା ଉପରେ ସନ୍ସ୍କାର ଏବଂ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେତେବେଳେ ସୃଷ୍ଟି ସ୍ରଷ୍ଟା ଏତେବଡ଼ ବିଶାଳ ଜଗତ ସୃଷ୍ଟି କରିିଛନ୍ତି , ସେ ସୃଷ୍ଟିରେ ପ୍ରାଣୀ ମଧ୍ୟ ସୃଷ୍ଟି ହୋଇଛନ୍ତି। ପ୍ରାଣୀଙ୍କ ମଧ୍ୟରେ ପୁରୁଷ ପ୍ରାଣୀ , ମହିଳା ପ୍ରାଣୀ, ପୁରୁଷ ହେଲା ଆଉଟ୍ ଡୋର , ମହିଳ ଇନ୍ ଡୋର , ଘର ହେଲା ଘରଣୀର , ପୁରୁଷର କର୍ତ୍ତବ୍ୟ ହେଲା ବାହାରୁ ଜିନିଷ ପତ୍ର ଆଣି ଘରେ ଦେବ , ମହିଳାର କର୍ତ୍ତବ୍ୟ ହେଲା, ପୁରୁଷ ଆଣିଥିବ ଜିନିଷକୁ କାର୍ଯ୍ୟରେ ଲଗାଇବା । କିଏ କେଉଁ ଜାଗାରେ ରହିବ, ଆଉ ତାର କର୍ତ୍ତବ୍ୟ କଣ । ସେସବୁ ଭଗବାନ ନିର୍ଣ୍ଣୟ କରିଛନ୍ତି। ମହିଳା ଯଦି ଘର କାମ ଛାଡି ଚାକିରୀ କରିବ ତାହେଲେ ଘର ଦ୍ୱାର ଶାଶୁ ଶ୍ୱଶୁର ପିଲା ଛୁଆ ମାନଙ୍କୁ କିଏ ଦେଖିବ । ଆଉ ସେ ପୁଅଟି ବାହା ହୋଇଥିଲା କାହିଁକି। ଯଦି ସମାଜରେ ନିୟମ ଅନୁଯାୟୀ ଚଳି ନ ପାରିବ , ତା'ହେଲେ ସେ ଝୀଅ ଵାପା ମାଁ ଙ୍କୁ ମନା କରିଦେବା କଥା। ଅଯଥାରେ ପୁଅକୁ ବାହାହେଇ ହଇରାଣ କରିବା ଉଚିତ୍ ନୁହେଁ। ଚାକିରୀଆ ବୋହୁ , ବଜାର କିଣା ମହୁ , ଜପାନୀ କୋଉ। , ପାଚିଲା ଓଉ , ଏ ଚାରୋଟି ଙ୍କର ନାହିଁ ଭାଉ । ମହିଳା ଘଇତା ହେଲା ପୁରୁଷ, ପୁରୁଷର ଘଇତା ହେଲା ଟଙ୍କା । ଯେଉଁ ମହିଳା ଟଙ୍କାକୁ ଘଇତା କରିବ , ସିଏ ତା ଘଇତାକୁ କାହିଁକି ପଚାରିବ । ମହିଳାଙ୍କ ହାତରେ ଟଙ୍କା ପଡେ ସେମାନେ ଭାବନ୍ତି , ଡେଣା ଲାଗିଗଲା ଏଥର ମୁଁ ଉଡିବି । ଏସବୁ ବାହାହେବା ପୂର୍ବରୁ କରୁନ । ରକ୍ତ ମାନ୍ସ ଦେହ ବହିବଟି ଯିଏ , କାମ ଦେବ ପାଲେ ପଡିବଟି ସିଏ , ଏଥିରୁ କେହି ବଞ୍ଚିତ କେହି ଯାଇନାହାନ୍ତି, ମୁନି ଋଷି ବି ବାଦ୍ ପଡି ନାହାନ୍ତି। ଆଉ ଆମ ଆଇନ୍ କରିଦେଇଛି ପରକୀୟା ପ୍ରୀତି ଅପରାଧ ନୁହେଁ। କୁଚିଆକୁ ଗୋଳିଆ ପାଣି ସୁବିଧା। ମହିଳା ହେଉଛନ୍ତି ଘରର ମାନ ସମ୍ମାନ , ଇଜ୍ଜତ , ଧନ ସମ୍ପତ୍ତି, ଲୋଭନୀୟକ ଜିନିଷ , ଏଇଥି ମହିଳା ମାନଙ୍କୁ କଳା ପରଦା ଭିତରେ ରଖିବା କଥା। ମୁସ୍ଲିମ ଧର୍ମରେ ଦେଖ ତାଙ୍କ ଝୀଅ , ବୋହୁ ମହିଳା ସନ୍ସ୍କାରର କଳା ପର୍ଦ୍ଦା ଭିତରେ ରହିଛନ୍ତି। କୁଳ ବନ୍ଶ ପଛେ ବୁଡିଯାଉ , ଏଭଳି ନକରାତ୍ମକ ଚିନ୍ତାଧାରାର ବିଷ ବୋତଲ ପାଖରୁ ଦୁରେଇ ରହିବା ଉଚିତ୍ । ଏଭଳି ଚିନ୍ତାଧାରାର ଲୋକଙ୍କୁ ବିଧାତା କ୍ଷମା କରିବେ ନାହିଁ। , ହରେକୃଷ୍ଣ ,
@pramilaminz5209
@pramilaminz5209 Жыл бұрын
ଏବେଠୁ ସବୁ ଦାମ୍ପତ୍ଯ ସହିତ ତାଙ୍କ ପରିବାର ମାନେ ବି ବୁଝିଯିବା ଉଚିତ୍। ସମସ୍ତେ ଗୋଟିଏ ପ୍ରକାର ହୋଇ ନ ଥାନ୍ତି।
@DUSMANTMAHAKUDA
@DUSMANTMAHAKUDA Жыл бұрын
ଯିଏ ବଡ଼ ଅଫିସର୍ ହେଇ ଯିବାକୁ ଚାହେଁ ତାକୁ ଯିବାକୁ ଦେବା ଦରକାର୍। କାହିଁକି ନା ସେ ଅଫିସର୍ ହେଇ ପାରେ କିନ୍ତୁ ଭଲ ମଣିଷ ନ ହୋଇପାରେ। ତେଣୁ ଅସଲ ଚେହେରା ସାମ୍ନାକୁ ଆସିଲା ପରେ ତାକୁ ଯିବାକୁ ଦିଅନ୍ତୁ।
@shankarjhodia5181
@shankarjhodia5181 Жыл бұрын
ରାମ ଓ ସୀତାଙ୍କ ଯୋଡ଼ି ପରି ଆଉ କେହି ହୋଇପାରିବେ ନାହିଁ। ଉଭୟଙ୍କର ବୁଯିବା ଶକ୍ତି ହିଁ ସମାଧାନର ବାଟ। ଅନ୍ୟର ପ୍ରୀତି ବା ପ୍ରେମ ଲାଳସା ହେଲେ ଏହା ହିଁ ହେବ।
@kathaokabitabysunanda2136
@kathaokabitabysunanda2136 Жыл бұрын
ଏତେ ବିଶ୍ୱାସ ଥିଲା ଯେ ରାମ ସୀତାଙ୍କର ଅଗ୍ନି ପରୀକ୍ଷା ନେଇଥିଲେ ।
@religionofpeace782
@religionofpeace782 Жыл бұрын
​@@kathaokabitabysunanda2136 Aau Allah Jesus kaha parikhya nauthile? Sanatan Dharma upare kataksh ta bahut karidele..ebe tk baaki dharma ku prashna karibara sahas dekhantu.
@sorensoubhagya9000
@sorensoubhagya9000 Жыл бұрын
​@@kathaokabitabysunanda2136rama vagban thile se sabu janithile tathapi agni pariksa neithile tamane vagban kan pain emiti kale kichhi to message thibo
@santoshineekarmi6805
@santoshineekarmi6805 Жыл бұрын
ବେଟି ପଢାଓ ବିବି ମତ ପଢାଓ ବିବି ଚାକିରୀ କରିବା ସହିତ ବାହାରେ ଳଭ କରୁଛନ ଅଫୀସ ବାଲକର ସାଙ୍ଗରେ ସମସ୍ତ ନୁହଁ ୯୦ ମହିଲା ନାରି ମାୟା ଭଗବାନ କୋ ବି ଆଗୋଚର
@kumudinipuria9683
@kumudinipuria9683 Жыл бұрын
Nic kotha
@Experimentagent
@Experimentagent Жыл бұрын
ନାରୀ ଜାତି ଖରାପ ପାଦ ତଳର ଜିନିଷ କୁ ମୁଣ୍ଡ ରେ ରଖିଲେ ଯାହା ହବ ଆପଣମାନେ ଜାଣିଥିବ 😜😜😜
@mithunjena7450
@mithunjena7450 Жыл бұрын
ଆରେ ଭାଇ ନାରୀ ଜାତି ପାଁଇ କଳଙ୍କ ଏ ମାଇକିନା 🙏🙏🙏🙏
@barshapriyadarshinipanda1019
@barshapriyadarshinipanda1019 Жыл бұрын
Tahale jhia mane baha na hele sabuthu bhala
@rabindranathbehera9848
@rabindranathbehera9848 Жыл бұрын
Manas babu! ବହୁତ୍ ବହୁତ ସୁନ୍ଦର ବିତର୍କ ଟିଏ ରଖିଛନ୍ତି। ଘଟଣା ନେଇ କିଛି ସ୍ପଷ୍ଟ ଜାଣି ନାହୁଁ, ମନ୍ତବ୍ୟ ଦେବା ଉଚିତ ନୁହେଁ। କିନ୍ତୁ ପାରିପାର୍ଶ୍ବିକ ସ୍ଥିତି କୁ ଅନୁଧ୍ୟାନ କରି ମହିଳା ଜଣଙ୍କ କିଛି ଭୁଲ ତଥ୍ୟ ଦେଉ ଥିବାର ଜଣା ପଡୁଛି। କିନ୍ତୁ ଅଧିକାଂଶ କ୍ଷେତ୍ରରେ ପୁରୁଷ ମାନସିକତା ନିଷ୍ଟୁର ଜଣା ପଡ଼େ। ବିବାହ ଟା ଉଭୟଙ୍କ ପାଇଁ ସମାନ ଆବଶ୍ୟକତା ଅଛି, କିନ୍ତୁ ପୁରୁଷ ମାନସିକତା ଘୃଣା କଲାଭଳି ଅଟେ। ଉଚ୍ଚ ଚାକିରୀ କରୁଥିବା ମହିଳା ମାନେ ମଧ୍ୟ ସେମାନଙ୍କ ମାନସିକତା କୁ ସନ୍ତୁଳିତ ରଖିବା ଆବଶ୍ୟକ। ଏସବୁ ଖୁବ୍ କମ ଦେଖାଯାଏ।
@RAMRAM-iz2cp
@RAMRAM-iz2cp Жыл бұрын
ଆମ ହିନ୍ଦୁ ପୁରାଣରେ କଉଠି ଲେଖା ହେଇଚି ଗୋଟେ ଘଇତା ଛଡା ନାରୀ ମାନେ ଆଉ 10 ଟା ବି କରିପାରିବେ ସରକାର ତ ଶିକ୍ଷିତ ନୁହେଁ ଜନତା କଥା କିଏ ପଚାରେ
@gugunduniya3194
@gugunduniya3194 Жыл бұрын
The lady is not eligible for an officer. She has not morality. She should be dismissed from her job by government.
@prafulladash748
@prafulladash748 Жыл бұрын
ଉଚ୍ଚ ଶିକ୍ଷିତା କିମ୍ବା ବଡ ଚାକିରୀ କରୁଥିବା ସ୍ତ୍ରୀ ତାର ମନରେ ଆତ୍ମ ଗର୍ବ ଆସିଯିବ ଯଦି ସେ ସଂସ୍କାରିତ ନୁହେଁ ତାପରେ ସରକାର ଙ୍କ ଯେଉଁ ପ୍ରକାର ଆଇନ ଅଛି ଯେ ସ୍ତ୍ରୀ କୁ ପରପୁରୁଷ ସାଙ୍ଗେ ମିଶିବା ପାଇଁ କେହି ରୋକ ଲଗାଇ ପାରିବେ ନାହିଁ ତେବେ ସୁବିଧା ବାଦୀ ସ୍ତ୍ରୀ ପାଇଁ ସୋନେ ମେ ସୁହାଗା.. ତେଣୁ ସମୟ କୁ ପରଖିବା ମଣିଷ ଶକ୍ତି ବାହାରେ
@kathaokabitabysunanda2136
@kathaokabitabysunanda2136 Жыл бұрын
ଉଚ୍ଚ ଶିକ୍ଷିତ o ବଡ଼ ଚାକିରି କରୁଥିବା ସ୍ବାମୀ ମନରେ ବୋଧେ ଆଦଉଁ ଗର୍ବ ଓ ଅହଙ୍କାର ନଥାଏ। ସ୍ବାମୀ ଙ୍କୁ ସଂସ୍କାର ଦରକାର ନା ନାହିଁ ? ସ୍ତ୍ରୀ ଟେ ଯେତେବେଳେ ପୁରୁଷ ସହ ମିସେ ଟା ମାନେ ପୁରୁଷ ଟେ ବି involve ଥାଏ। ଆଉ ଯୁଗ ଯୁଗ ଧରି ପୁରୁଷ ଯେତେ ପର କିୟ ପ୍ରୀତି କରିଛି ଆଉ ରାଜା ପରି ଅନେକ ପତ ରାଣୀ କରିବାର ଲାଳସା ରଖିଛି ସେଥିପାଇଁ କିଛି ଆଇନ ବିଷୟରେ କହିପାରିବେ ?
@samratpradhan6013
@samratpradhan6013 Жыл бұрын
ସୂର୍ଯ୍ୟବଂଶୀ ସେତେବେଳେ ସେମିତିକା ସ୍ତ୍ରୀ ଥିଲେ ବର୍ତମାନ ସବୁ ଓଲଟା
@pramilaminz5209
@pramilaminz5209 Жыл бұрын
ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ଉଦାହରଣ suryaboonsam.
@arunkar1654
@arunkar1654 Жыл бұрын
Kaliyug
@Manasteacher
@Manasteacher Жыл бұрын
ବିଦ୍ୟା ଭାରତୀ ପଣ୍ଡା ମାରିଦେଲା କାଳେ ତା ସ୍ବାମୀ ଙ୍କୁ
@padmanabhabhattamishra1944
@padmanabhabhattamishra1944 Жыл бұрын
ଏ ଯୁଗକୁ ଆଖି ଆଗରେ ରଖି ସୁପ୍ରିମ କୋର୍ଟ ରାୟ ଦେବାଟା ଠିକ
@ManmathRout-qs7dj
@ManmathRout-qs7dj Жыл бұрын
Hi
@bijanmishra5021
@bijanmishra5021 Жыл бұрын
ଏଇଟା ଠିକ ପଏଣ୍ଟ,,ଖାଲି ପାଠ ରେ ନୁହଁ,ବହୁତ ସ୍ଥାନରେ ଦେଖାଯାଉଛି ଝିଅ ବଡଲୋକ ଓ ପୁଅ ଟିକେ କମ ଚଳଣିର ସେ କ୍ଷେତ୍ର ରେ ମଧ୍ଯ ଏପରି ଘଟଣା ଦେଖାଯାଏ।
@tmdbabulitechnical9451
@tmdbabulitechnical9451 Жыл бұрын
100%corret
@SarathiYT490
@SarathiYT490 Жыл бұрын
ନାହିଁ ନାହିଁ ନାହିଁ ନାହିଁ ନାହିଁ ନାହିଁ ନାହିଁ ନାହିଁ ନାହିଁ ନାହିଁ
@trilochanmuna8345
@trilochanmuna8345 Жыл бұрын
ଏ ସବୁ ପାଇଁ ସୁପ୍ରିମ କୋର୍ଟ ଦାୟୀ
@anantakumarbaral1371
@anantakumarbaral1371 Жыл бұрын
Right pray AMITI hue stri badachakirikale
@nbcreation1880
@nbcreation1880 Жыл бұрын
No
@RCMDURGACHARANMOHANTY-zx4ot
@RCMDURGACHARANMOHANTY-zx4ot Жыл бұрын
1000 percent right
@monalisapriyadarsini370
@monalisapriyadarsini370 Жыл бұрын
କଣ ଏଇ ଗୋଟେ ସ୍ତ୍ରୀ ଲୋକ ଚାକିରି କଲା ବୋଲି ଦୁନିଆ ଟା ଓଲଟି ପଡିଲା .. ଆଉ ଯେଉଁ ସବୁ house wife ଗୁଡା ..extra maritial affairs ରେ ରହୁଛନ୍ତି ସେମାନେ ବି ସ୍ଵାମୀ ରୋଜଗାର ରେ ଚଳିକି. ବି ଏମିତି ହଉଛନ୍ତି...ସେକଥା ତ କହୁନ.... ଯାହାର ଇଚ୍ଛା ହବ extra maritial affair ରେ ରହିବାକୁ ସେ ରହିବ ଏଥିରେ ଚାକିରିଆ ସ୍ତ୍ରୀ କି house wife ସ୍ତ୍ରୀ ହବାର କୌଣସି ପ୍ରତି ବନ୍ଧକ ନାହିଁ... ସବୁରି ମୂଳରେ ନିଜର ମାନସିକତା ନିର୍ଭର କରୁଛି... news ବାଲା ଏସବୁ ପ୍ରହସନ ବନ୍ଦ କଲେ ଭଲ ହୁଅନ୍ତା... ଯାହାର ଯାହା requirement ସେ ସେଇ ଅନୁସାରେ ହିଁ କାମ କରିବ... ତମେ ସବୁ news ରେ ଖାଲି ବଜାଇବା ଛଡା ଆଉ ଅଧିକା କିଛ଼ି ଓପାଡ଼ି ପାରିବନି... ଏତେ ଯଦି news ବାଲା ଙ୍କର ଦମ୍ ଅଛି ତାହେଲେ supreme court କୁ challenge କରି extra maritial affairs କୁ ବନ୍ଦ କରା ଯାଉ.... ଯିଏ ଯାହା କଲା ତମେ ଖାଲି ଅଚ୍ଛ news ବଜାଇବାକୁ ଆଉ କିଛି କ୍ଷମତା ନାହିଁ ତମର। ଏଇ ଘରଭଙ୍ଗା news ପାଇଁ ତମେ ମାନେ ପୁରା ଯୋଗ୍ୟ।
@pratapsm6909
@pratapsm6909 Жыл бұрын
ଭାଇ ମାନେ ମନେରଖ ଯାହାକୁ ବାହା hoba ସେ ତମ ଲେବୁଲ୍ ଠୁ କମ୍ ହୋଇଥିବ ଲାଇଫ ଝିଙ୍ଗlଲାଲା ହୋବ
@rabindranathbehera9848
@rabindranathbehera9848 Жыл бұрын
13:37 13:37
@madhabpradhan9333
@madhabpradhan9333 Жыл бұрын
I also stoped my wife's study
@ranjitkisan5208
@ranjitkisan5208 Жыл бұрын
Yes
@santoshroul2587
@santoshroul2587 Жыл бұрын
ଏତେ ଶିକ୍ଷିତ ହୋଇ ଅଶିକ୍ଷିତ କାମ କେମିତି କରନ୍ତି ଏମାନେ। ଚଳଚ୍ଚିତ୍ର କୁ ଦେଖି କିଛି ନହେଲେ ଶିଖ। ସମାଜ ପାଇଁ ଏମାନେ କଳଙ୍କ।
@Debashis-m4z
@Debashis-m4z Жыл бұрын
Bhai emane jyada freedom pai janti,bhabanti ame to job karuchhu kehi kichhi kahibani,jeu sala parakiya Priti aparadh nuhe kahichhi ta wife ku pelile taku khusi lagiba
@bhaktameher8992
@bhaktameher8992 Жыл бұрын
​@@Debashis-m4zଏମିତି ସ୍ତ୍ରୀ ହେଉ କିମ୍ବା ପୁରୁଷ ହେଉ ଧୋକେ ବାଜ୍ ମାନଂକୁ ଚାକିରିରୁ ବାହାରକରି ଦେଲେ ମଜା ବାହାରି ଯାଆନ୍ତା
@bhagabanpradhan7500
@bhagabanpradhan7500 Жыл бұрын
ସବୁ ନାରୀମାନେ ଏପରି ନୁହଁନ୍ତି ଏପରି ମହିଳା ମାନଙ୍କ ପାଇଁ ନାରୀ ଯାତି ନିନ୍ଦିତ ଏହା ଶିଖିତା ନାରୀ ପାଇଁ ଶୋଭନିୟ ନୁହେଁ
@prakashmeher1767
@prakashmeher1767 Жыл бұрын
ନାରୀ ମାୟା ନଇ ବଢି ପାଣି ବିଷ୍ଣୁ ନପାରିଲେ ଜାଣି ସାଧାରଣ ମଣିଷ କଣ ଜାଣିପାରିବ
@biswajitbarik5675
@biswajitbarik5675 Жыл бұрын
They have done right . Most of the women do so.
@hemantasagar6771
@hemantasagar6771 Жыл бұрын
ସବୁ ସ୍ତ୍ରୀ ସମାନ ନଥାନ୍ତି କି ସବୁ ସ୍ବାମୀ ସମାନ ନ ଥାନ୍ତି ଗୋଟିଏ ଗୋଟିଏ ଲକ ସ୍ବାର୍ଥପର ଥାନ୍ତି ସବୁ ସହିବ କିନ୍ତୁ ଧର୍ମ ସହିବନାହି ତାଙ୍କର ପରିଣାମ ଭୟଙ୍କର ହବ ଦିନ ଆଶିଲେ ଧର୍ଯ କରନ୍ତୁ
@TheLifeVibes
@TheLifeVibes Жыл бұрын
Tume kahi deucha samaste saman nuhanti kintu abhali case heba nahi boli kichhi garenti dei pariba ki jadi na tahele bekar katha kuha nahi tanka swami bujhibe se padheibe ki nahi tume bujha nahi
@ranjanapanda6538
@ranjanapanda6538 Жыл бұрын
ସ୍ତ୍ରୀ ଯେଉଁଠି ମନମୁଖୀ ସ୍ୱାମୀ ଯେଉଁଠି ମନମୁଖୀ।ସେଠି ପାଠୁଆ ଚାକିରିଆ ନୁହଁ କି ଅପାଠୁଆ ବେକାରିଆ ନୁହେଁ।ବହୁତ ଭଲ 2 ଜଣ ଚାକିରି କଲେ। ପରିବାରରେ ଆର୍ଥିକ ସ୍ୱଚ୍ଛଳଚା ରହିବ ପରିବାର ଭଲରେ ଚାଲିବ। ରୋଗ ବଇରାଗ ସମୟକୁ ଭଲରେ ଫେସ୍‌ କରିପାରିବ।❤❤
@ranjanapanda6538
@ranjanapanda6538 Жыл бұрын
ସ୍ତ୍ରୀ ସଂପୂର୍ଣ ମିଛ କଥା କହୁଚି
@Sahityabahi
@Sahityabahi Жыл бұрын
ଝିଅକୁ ପଢାଅ, ମାଇକିନାକୁ ନୁହେଁ। ନିଜ ଠାରୁ ବଡ ଚାକିରି କରିଥିବା ଝିଅ କୁ ବିବାହ କର ନାହିଁ। ନହେଲେ ଭଲକି କୀଳା ନବ।
@lalitnaik7352
@lalitnaik7352 Жыл бұрын
Totally job kala jhio ku marriage karani
@srb1797
@srb1797 Жыл бұрын
Ete topic achii odisha re jautaa serious attention darkar media ra, sethi dhyana na dei aapanaka media ye topic ku kain ete importance dauchanti!! Sabu jagare situation semiti hueni je yaa upare debate ki media attention darkar. Ganatantra ra 4th pillar heichaa ganatantra ra development pain ta kichii steps nia 🤷‍♀️
@seemapatra1514
@seemapatra1514 Жыл бұрын
Pathua jhia bhala,but jebethe supreme court order karichhi parakiya priti kharap nuha sebe tharu ebhali ghatana ghatuchi,jhia nkara manare au bhaya rahuni ki khahu khatiri karunahanti,sabu bhule jai para purusa sathire matuchhanti .sethipai supreme court dai ,jhia mane sabubele maa thu sanskara sikhi thanti ,samaj agaku ahuji kharap digaku jiba karana nari ame sabu emiti heleni tanka jhia pua au thik batare rahibe nahi.suprem court agare basi ki sabu bhai bhauni dharana dia parakiya priti uthiba pai .
@kathaokabitabysunanda2136
@kathaokabitabysunanda2136 Жыл бұрын
ସୁପ୍ରିମ କୋର୍ଟ order Kariba ପୂର୍ବରୁ ଯୁଗ ଯୁଗ ଧରି ପୁରୁଷ ଙ୍କର ଯେଉଁ ପର କିୟା ପ୍ରୀତି ଆଉ ସ୍ତ୍ରୀ କୁ property boli manasikata ରହିଛି ସେଥିପ୍ରତି କେବେ object କରିଛନ୍ତି ନା ନାରୀ ର ର swecha charita ta କେବଳ ବାଧୁଛି?
@abhimanyuswain4489
@abhimanyuswain4489 Жыл бұрын
I like an educated lady but not any servant lady. Because, after getting money and power they may forget all past things such as love, and affection.
@harekrushnahotta2072
@harekrushnahotta2072 Жыл бұрын
ଅଳ୍ପ ଦିନ ଜଗନ୍ତୁ ଆଉ କେହି ନିଜ ଝିଅ କୁ ପାଠ ପଢେଇବା କୁ ସହେ ଥର ଭାବିବେ।
@kanheihial514
@kanheihial514 Жыл бұрын
Gotie pua jadi chakiri/rojogar kare se bhane ki mo paribara kemiti khusire rahibe. Kintu jadi jane stree chakiri/rojogar kare se bhabe ki taku au swami darakaranahi. It's true.
@Loveyouanuraagbhai
@Loveyouanuraagbhai Жыл бұрын
Saei ladies ku bisa dai mari daba uchit 😡😡😡
@anuswayachanda5883
@anuswayachanda5883 Жыл бұрын
Prativa devi sing rastrapati hela pare kana tanka swami chadidethile ki?? Tenu samste saman. Nuhantii
@anuswayachanda5883
@anuswayachanda5883 Жыл бұрын
Se ekutia nuhanti aneka jhia ba stree loka achhanti jeumane job karuchhanti sema ne kana sabu tank husband ku kana chhadidechhanti
@PanchamiMahananda-t6x
@PanchamiMahananda-t6x Жыл бұрын
Husband,wife bada job karntu ki chota job karantu jadi semananka vitare understanding bhal thiba ta hele asabu problem asiba ny Sabu relation re understanding bhala thile se samparka keve bhange ny. Gote jhia baha n heba agaru taku sabu prakar freedom milithae kintu baha hela pare se gote gharar r bohu hoithae. Bohu r duty ku jadi se bujhi pariba tahele kebe asubidha heba ny. Jadi gote jhia baha hela pare v job karuchi ta hele taku gote katha ta mind re set Kariba darkar j se gotia jhia,wife,bohu,maa jadi se sabu responsibility bhala bhabare nivei parila tahele se paribar kebe bhangiba ny.
@MrutyunjayaNaik-cz7to
@MrutyunjayaNaik-cz7to Жыл бұрын
Mora b sehivali heichi Kalahandi Bhawani Patana Nakati Guda W No -13 Bhawani patana
@lembamajhi3155
@lembamajhi3155 Жыл бұрын
Hmmm somoste Soman nuhonti but odhikanso case taha hin baha ruchhi
@lpy4150
@lpy4150 Жыл бұрын
Tuma prashna ku dho..... Jaha ku udibara thiba se udiba, kehi atakeiparibeni... Relation strong nathile bhangiba reason kichhi bi heu.... Relation strong thile kehi bhangiparibeni reason kichi bi heu. Jete control re rakhiba, sete bhangiba .... Many things happen in the sorrounding, Don't think you own her. If she wants to make a career nothing can stop her. Gote jhia nija ku pura sacrifice karidie swami ra paribara ra seva jatna re? What's that? 24*7 service without pay ? Just with food and accommodation?
@Mr.Murmubabu
@Mr.Murmubabu Жыл бұрын
ସବୁ ସ୍ତ୍ରୀ ସମାନ ନୁହନ୍ତି, କିଛି ଭଲ ସ୍ତ୍ରୀଲୋକମାନେ ମଧ୍ୟ ଅଛନ୍ତି ଯେଉ ମାନେ କି ସମ୍ପର୍କ ର ମୂଲ୍ୟ ବୁଝନ୍ତି, ଆଉ କିଛି ଅଗାଡ଼ି ଅଛନ୍ତି ଯେଉଁମାନେ ତାଙ୍କ ବିଚାର , ହିଁ ଶ୍ରେଷ୍ଟ ବୋଲି ଭାବନ୍ତି ସେଇ ଭଳିଆ ସ୍ତ୍ରୀ ମାନେ ଏମିତିକା କାଣ୍ଡ କରନ୍ତି, ଆଉ ଏଇମାନେ ହିଁ ଆମ ସମାଜର କଳଙ୍କ।
@hemantaberiha9346
@hemantaberiha9346 Жыл бұрын
Apana jaha kahile thik But 95percent stri amiti
@dambarudharhans770
@dambarudharhans770 Жыл бұрын
ତାଚାକିରିରୁ ଅଧା ପ ଇଶା ଦ ଉ ତାସୃମିକୁ ଶପରପିରତିରେ ଵାୟା😂
@pramilaminz5209
@pramilaminz5209 Жыл бұрын
ଧନ୍ଯବାଦ୍ କନକ ନିଉଜସ୍
@srabanasahoo2871
@srabanasahoo2871 Жыл бұрын
Right
@basantdash7064
@basantdash7064 Жыл бұрын
ନିଶ୍ଚିତ, ସ୍ତ୍ରୀ ବଡ଼ ଚାକିରି କଲେ, ସେ ଛୋଟ ଚାକିରି ସହିତ ଚଳି ପାରିବନି ।
@amiya19277
@amiya19277 Жыл бұрын
Aatma garva tanka ajikali jhiamanku kharap rastare neuchhi. Jou swami jete tanka rojagar karuthiba ta stree taku sete bhala pauthiba., tanka kami gale chhadi paleijiba.
@GD1234jjk
@GD1234jjk Жыл бұрын
ସଂସ୍କୃତି କହୁଛି ଭାରତରେ ଥିବା ରାଜା ଅମଳର କଥା 🆗 ନାରୀ ମାନେ ସୁନ୍ଦର ରୂପ ଚର୍ଯ୍ୟା ରେ ପରି ପୂର୍ଣ୍ଣ ଘର ର ମା ସିଏ ସିଏ ହଉଛି ପ୍ରକୃତ ବହୁ 😍ଝିଅ ମାନେ ପାଠ ପଢ଼ିବେ କିଛି ଜ୍ଞାନ ଶିଖିବା ପାଈଁ ଏବଂ ସଂସ୍କୃତି, ଭାଷା, ସଂସ୍କାର, ଏଗୁଡ଼ିକ ଶିକ୍ଷା ପାଇଁ 🤣But ଆମ ଗାଁ Village ରେ ନାରୀ ମାନେ ବହୁ ପୁରା khanti ବହୁ 🥰ଆଉ ଗୋଟିଏ କଥା ଝିଅ ଠିକ ଥିଲେ ପୁରୁଷ ଠିକ୍ 🤣 ଅର୍ଥ ବୁଝ ରେ ଭାଇ ମାନେ SANTAL ଭାଷା ରେ କୁହା ଯାଏ କୁଳି ଯୁଗ ଅର୍ଥ.... କୁଳି - ଝିଅ ଏବଂ ଯୁଗ - ଯୁଗ,,,, ଅର୍ଥ ଝିଅ ମାନଙ୍କର ଯୁଗ ଚାଲିଛି 🆗 ଆଉ କିଛି ଦିନ ଯାଉ total ଝିଅ ମାନେ ଶାସନ କରିବେ ଭାରତରେ ଆଉ ପୁଅ ମାନେ ବେଲା ମାଜିବେ, ବସନ ମାଯିବେ, ଋଷେଇ କରିବେ 💯💯💯💯
@pramilaminz5209
@pramilaminz5209 Жыл бұрын
You are correct, thank you Monalisa mam.
Шаурма с сюрпризом
00:16
Новостной Гусь
Рет қаралды 6 МЛН
На ЭТО можно смотреть БЕСКОНЕЧНО 👌👌👌
01:00
БЕЗУМНЫЙ СПОРТ
Рет қаралды 4,4 МЛН
Сигма бой не стал морожкой
00:30
КРУТОЙ ПАПА на
Рет қаралды 10 МЛН
News Point: Government To Prevent Divorces! | Discussion
26:53
‘ସ୍ୱାମୀ ମୁହଁ ଚାହିଁବିନି’
8:39
OTV Infotainment
Рет қаралды 378 М.
Process of Making Beautiful Korean-Style House. Skilled Korean Carpenter
16:00
프로세스 케이 Process K
Рет қаралды 27 МЛН
Шаурма с сюрпризом
00:16
Новостной Гусь
Рет қаралды 6 МЛН