ବର୍ଷିଲେ ନବୀନ,କାଉଣ୍ଟର କଲେ ଧର୍ମେନ୍ଦ୍ର|BJD Foundation Day|Naveen Patnaik|Dharmendra Pradhan Counter BJD

  Рет қаралды 188,934

News18 Odia

News18 Odia

Күн бұрын

ବର୍ଷିଲେ ନବୀନ,କାଉଣ୍ଟର କଲେ ଧର୍ମେନ୍ଦ୍ର|BJD Foundation Day|Naveen Patnaik|Dharmendra Pradhan Counter BJD #BJD #naveepatnaik #DharmendraPradhan #BJP #sankhahawan #bjdfoundationday #odishapolitical #foundationday #bhubaneswar #odianews #odishanews #todaynews #latestodianews #breakingnews #news18odia
In a recent address, BJD supremo Naveen Patnaik firmly stated that the party has neither lost the trust of the people nor its commitment to serve them. He accused the BJP of coming to power through false promises and misleading tactics, emphasizing that their mistake was not adequately countering BJP's lies. Dharmendra Pradhan Counter Naveen Patnaik On This.
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 565
@chandansahoo2464
@chandansahoo2464 Ай бұрын
ଧର୍ମେନ୍ଦ୍ର ବାବୁ ତୁମେ କହିବକି ଛାଡ଼ହୋ 300 ୟୁନିଟ ଗଲା କୁଆଡେ ତୁମେ କେବଳ କଥା କୁହା କପିଳା ତୁମର ଓକାତ ନାହିଁ ନବୀନ ବାବୁ ଙ୍କ ସମକକ୍ଷ ହେବା ଯେମିତି ଜାଲିଆତି କରି ତୁମେ ଜିତିଛ ଯଦି ଆଉ ଥରେ ନିର୍ବାଚନ ହୁଏ ତୁମର ସତା ରହିବନି ଅଲାଜୁକ ଭଳି ନବୀନକୁ କାଉଣ୍ଟର କରୁଚ ଲଜ୍ୟା ଲାଗୁନି
@sanjaykumarpatra465
@sanjaykumarpatra465 Ай бұрын
Bhai full Right
@rabindrasahu4316
@rabindrasahu4316 Ай бұрын
ଠିକ୍ ଠିକ୍ ସେହିପରି ଭାବେ ପରିଚିତ ଟାଉତର
@BJYOTIheheh
@BJYOTIheheh Ай бұрын
Right bhai
@crimefiles153
@crimefiles153 Ай бұрын
@@BJYOTIheheh jaha kahuthile seya dhire dhire purana heuchhi BJP ra ghosana patra dekh aau Naveen ta 24 barsa rahi sabu kariparileni aau BJP ku kahuch 6 masare sabu karidia wa wa
@RKD-h4j
@RKD-h4j Ай бұрын
​@@rabindrasahu4316 ମାଗଣା ଖିଆ ଖଟି ଖା ବେ
@anantaprasadmuduli5564
@anantaprasadmuduli5564 Ай бұрын
ଓଡ଼ିଶାର ଉନ୍ନତି କେବଳ bjd ପାଇଁ ହୋଇଛି। BJP ପାଇଁ ନୁହେଁ। ଯଦି ଉନ୍ନତି କୁ ୧୦୦% ଧରାଯାଏ,99% bjd ଦଳ କରିଛି। Bjp only subhadra। ଅନେକ ପ୍ରତିଶ୍ରୁତି ଦେଇଥିଲା BJP, କିନ୍ତୁ ସମସ୍ତ ଜିନିଷର ଦାମ୍ ବଢ଼ାଇ ଦେଇ କେବଳ ସୁଭଦ୍ରା ଯୋଜନା କୁ କାର୍ଯ୍ୟକାରୀ କରି ଓଡ଼ିଶାର ଜଣ ସାଧାରଣଙ୍କୁ ସୋଷିବାରେ ଲାଗିଛି।
@baidyanathnayak2761
@baidyanathnayak2761 Ай бұрын
govt knn sabu Tama ku magana deba ki
@RVLifestyle23
@RVLifestyle23 Ай бұрын
24 year thila development bjd karanta niki kn ta adhika karichhi
@sanjayakumar146
@sanjayakumar146 Ай бұрын
BJP ସରକାର ଙ୍କ ଖାଲି ମିଛ ପ୍ରତିଶ୍ରୁତି ଦିଅନ୍ତି
@Ranjankumar-fz8xj
@Ranjankumar-fz8xj Ай бұрын
ତାହାଲେ ପାକିସ୍ତାନ ପଳା
@SouravDhurua
@SouravDhurua Ай бұрын
😂 ବିଜେପି ସରକାର ରହିଲେ ଭାରତ ଗରିବ ହେଇ ଯିବ​@@Ranjankumar-fz8xj
@kamalineemajhee
@kamalineemajhee Ай бұрын
Tame ete Dina thila ki sethi​@@Ranjankumar-fz8xj
@sanjayakumar146
@sanjayakumar146 13 күн бұрын
ତୋତେ ଯଦି ଖରାପ୍ ଲାଗୁଛି ତୁ ପଳl
@kamalineemajhee
@kamalineemajhee 13 күн бұрын
@@sanjayakumar146 ଏମିତି option ବି ଅଛି କି ମୁ ଜାଣି ନ ଥିଲି 😃
@ManojkumarPrusti-c2o
@ManojkumarPrusti-c2o Ай бұрын
ସେ କେନ୍ଦ୍ର ମନ୍ତ୍ରୀ ନା ଡହରା ମନ୍ତ୍ରୀ ନିଜେ କହିଥିବା କଥା କହୁନାହାନ୍ତି ସେ ଭାବୁଛନ୍ତି ଲୋକେ ଭୁଲି ସାରିଛନ୍ତି ସମୟ ଲୋକେ ଅପେକ୍ଷା କରିଛନ୍ତି
@Mindmeld_mysteries_
@Mindmeld_mysteries_ Ай бұрын
ନାବିନ୍ ବାବୁ ଜିନ୍ଦା ବାଦ୍❤️ |
@ranjitsahu4109
@ranjitsahu4109 Ай бұрын
ନବୀନ ବାବୁ ଜିନ୍ଦାବାଦ
@ashokmohanty3535
@ashokmohanty3535 Ай бұрын
Jay naveen sir Jay jagannath
@ranitapaswinipattanayak1076
@ranitapaswinipattanayak1076 Ай бұрын
କେନ୍ଦ୍ର ମନ୍ତ୍ରୀ ନା Tautar ମନ୍ତ୍ରୀ ....... ଧର୍ମେନ୍ଦ୍ର ପ୍ରଧାନ ଆପଣ କଣ Naveen sir nku କାଉଣ୍ଟର କରୁଛନ୍ତି ଆପଣ ଙ୍କର ଓକାତ ହେଲାଣି ନବୀନ ପଟ୍ଟନାୟକଙ୍କୁ କହିବାର। ସାତ ଜନ୍ମ ଗଲେବି ନବୀନ sir nka ଭଳି ହେଇ ପାରିବେନି
@LambuaMarndi
@LambuaMarndi Ай бұрын
ଯେତିକି ଯୋଜନା କହିଥିଲା ଗୋଟେ ବି ଠିକ ସେ ଦେଇପାରଲାନି ଛି ଆଉ ଜିତିପାରିବନି
@SanjaySethi-x9y
@SanjaySethi-x9y Ай бұрын
One and only king of odisha Sri naveen patanaik sir ❤❤
@jagannathswain5352
@jagannathswain5352 Ай бұрын
Navin jindabad ❤❤❤❤
@ranitapaswinipattanayak1076
@ranitapaswinipattanayak1076 Ай бұрын
ବିଜେପି କୁ ଲଜ୍ଜା ଲାଗୁନି ମିଛ କହି ଶାସନ କୁ ଆସିଛି
@firojparida5767
@firojparida5767 Ай бұрын
ପ୍ରଧାନ ଗାଲୁଆ ଗୋଟେ
@skpatra4431
@skpatra4431 Ай бұрын
ଛାଡ଼ ହୋ ମୋଦି ଦେବେ 300 ୟୁନିଟ୍ ବିଜୁଳି 😂😂😂
@SuryaBehera-o5o
@SuryaBehera-o5o Ай бұрын
Maha Galua D Pradhan
@AnilNaik-yw5fl
@AnilNaik-yw5fl Ай бұрын
ବି ଯେ ପି ଗ ଦା ରି ସ ର କର ଆମ ଓଡିଶା ନବୀନ ଓଡିଶା ଜିନ୍ଦାବାଦ
@pradiptakumarsahoo8589
@pradiptakumarsahoo8589 Ай бұрын
କେବଳ ଆଳୁ ଦର୍ ବଢେଇ କି ସୁଭଦ୍ରା ଟଙ୍କା ଦେଲା BJP
@pradiptakumarsahoo8589
@pradiptakumarsahoo8589 Ай бұрын
ନବୀନ ଜିନ୍ଦାବାଦ
@hemantadash6520
@hemantadash6520 Ай бұрын
300 unit ବିଜଳି କେବେ ଦବ Dharama 😅😅😅
@s_jshorts3470
@s_jshorts3470 Ай бұрын
Michhua
@biswaranjanpaikaray4833
@biswaranjanpaikaray4833 Ай бұрын
Michhua dharma daba 300 unit electric bill free miliba
@prakasrout2636
@prakasrout2636 Ай бұрын
Rajaniti nakari vai govt subsidy deuchi solar panel lagei 300 unit aramse electric unit milib
@kamalineemajhee
@kamalineemajhee Ай бұрын
​@@prakasrout2636eta kahibara thila
@hemantadash6520
@hemantadash6520 Ай бұрын
@prakasrout2636 ଆମେ ରାଜନୀତି କରୁନୁ କି ଆମେ କିଛି ମାଗଣା ଖାଉନୁ କି ପାଉନୁ ଟମେ solar ଜଳlଅ. Election ବେଳେ ନେତା ଙ୍କ କଥା ମନେପକାଇ ଦେଲି 😂😂😂
@s.kasinathreddy3883
@s.kasinathreddy3883 Ай бұрын
ଧର୍ମେନ୍ଦ୍ରବାବୁ କେନ୍ଦ୍ରମନ୍ତ୍ରୀ ଥିଲ ଗଞ୍ଜାମକୁ କଣ ଦେଇଛ ବିଜେପି କର୍ମୀ ନଥିଲେ କିହୋ,,,,
@crimefiles153
@crimefiles153 Ай бұрын
Naveen 24 barsa CM rahi kn dele Ganjam ku
@surjyanarayanpattnaik2837
@surjyanarayanpattnaik2837 Ай бұрын
କଦଳି ​@@crimefiles153
@BrundabanSahoo-ty6vq
@BrundabanSahoo-ty6vq Ай бұрын
ଧମେନ୍ଦ୍ର ପ୍ରଧାନ କୁ ଓଡିଶା ଵାସୀ ପଚାରୁଛନ୍ତି 300 ଇଉନିଟି ଵିଜୁଳି କେଉଦିନ ମିଳିଵ ଚିଟିଫଣ୍ଡ ଟଙ୍କା କେଵେ ଫେରେଇଵ 3000 ହଜାର ଭତା କେଵେଦଵ ପିଲାଙ୍କ ଭଵିଷତ ନଷ୍ଠକଲ ଦର ଦାମ ଆକାଶ ଛୁଆ କଲ ଜାତି ଜାତି ଭିତରେ ଦଙ୍ଗା ସୃଷ୍ଠକରୁଛ ଗରିଵଲୋକ କାନ୍ଦୁଛନ୍ତି ତମେ ଉତର ଦିଅ ଧମେନ୍ଦ୍ର ଵାଵୁ ଆଉ ରହିଲା ଆମର ଜମିଵାଡି ଆଦାନି ହାତକୁ ଟେକିଦବା ପାଈ
@Lucky-sk3lo
@Lucky-sk3lo Ай бұрын
ସବୁ ମାଗଣା ଖିଆ ଛାଡ଼ ,ବିଜୁଳି free conection କିଏ କହିଲା 2012-13ରେ bpl conection ଦେବା ଆଜି ପର୍ଜନ୍ତ 40ଟଙ୍କା ମିଟର ରେଣ୍ଟ ,fixses ଚାର୍ଜ 40ରୁ 60ଟଙ୍କା ମାସକୁ ଦେଉଛନ୍ତି ଯାହା 60ମାସ ଦେବକଥା
@Lucky-sk3lo
@Lucky-sk3lo Ай бұрын
ଏପଟେ ମାନ ସେପଟେ ଆଳୁ ,ପିଆଜ ଡାଲି ତେଲ ରିଫାଇନ ରେଟ ବଢ଼ି ବଢ଼ି ଚାଲିଛି ।ଘର, ବିଜୁଳି ପାଣି,ଚାଉଳ, କୃଷି ଯନ୍ତ୍ରପାତି ସବ୍ସିଡି,ବିହନ ଔଷଧ ମାଗଣା ,loan ଛାଡ଼ ମୋ ବାସ, ଲକ୍ଷ୍ମୀ ବସ ,ବିଜୁ ଗାଁ ଗାଡି ଏସବୁ ଆଣିବ କଉଠୁ ରିଫାଇନ90-100ରେ,ସୁରିସତେଲ 140-160ମିଳୁଥିଲା ଆଜି ରିଫାଇନ 140-50,ସୋରିଷ ତେଲ 200/ ଗଦରା ଗୋଡେ ଯେତେ ମାଡେ ସେତେ , ଖାଇବ ଯେତେ ହାଗିବ ସେତେ
@KunujaniKunujani
@KunujaniKunujani Ай бұрын
ଧର୍ମେନ୍ଦ୍ର ପ୍ରଧାନ, କହିଥିଲେ ଏଲେକ୍ଟ୍ରି ଚାଳ,3000, ଭତ୍ତା କୁଆଡେ ଗଲା ବିଜେଡି କୁ ଆଣିବୁ,।
@PrasantaBehera-y5o
@PrasantaBehera-y5o Ай бұрын
ଧର୍ମେନ୍ଦ୍ର ଗୋଟେ ମିଛୁଆ😭
@soumyashreebiswalsaina3065
@soumyashreebiswalsaina3065 Ай бұрын
କେବଳ ୫ ହଜାର ଟଙ୍କା ଦେଲେ ଓଡ଼ିଶା ର ବିକାଶ ହୋଇଯିବ କି
@daitariswain6103
@daitariswain6103 8 күн бұрын
Namo namoh Naveen Sir jay Naveen Bharat .
@allodiatech1913
@allodiatech1913 Ай бұрын
୩୦୦ ୟୁନିଟ କେବେ ମିଳିବ ହୋ ମିଛୁଆ ଧର୍ମେନ୍ଦ୍ର ବାବୁ
@ashishpattnaik1985
@ashishpattnaik1985 Ай бұрын
ଧର୍ମେନ୍ଦ୍ର ପ୍ରଧନ ଙ୍କ ଭାଷଣ ବେଶୀ
@SouravDhurua
@SouravDhurua Ай бұрын
ଓଡ଼ିଶା କଣ ସାରା ଦେଶ କଣ ଦେଶ ବାହାରେ ବୀ ଜାଣି ଛନ୍ତି । We want Naveen ❤
@karunakarsahoo7206
@karunakarsahoo7206 Ай бұрын
ଛାଡ ହୋ ମୋଦି ଦବ 300 ୟୁନିଟ ଦିଅ ଆଗ
@sudhansusekhardash9010
@sudhansusekhardash9010 Ай бұрын
ପ୍ରଧାନ ସାର, ଚବିଶ ବର୍ଷ ତଳେ ଓଡ଼ିଶା ର ଆର୍ଥିକ ପରିସ୍ଥିତି କଣ ଥିଲା ? ଦରମା କର୍ମଚାରୀ ମାନଙ୍କୁ ମିଳୁ ନଥିଲା, ଆପଣ ମାନେ ନ ବର୍ଷ ଧରି ଥିଲେ, ପ୍ରଧାନମନ୍ତ୍ରୀ ଙ୍କ ସହିତ ଅନେକ ବିଜେପି ନେତା ସଂସଦ ରେ ପ୍ରଶଂସା କାହିଁକି କରୁଥିଲେ।
@Anshu_777..
@Anshu_777.. Ай бұрын
ଗାଲୁଆ ଶିକ୍ଷାମନ୍ତ୍ରୀ
@kaushalbhoi3180
@kaushalbhoi3180 Ай бұрын
ନବୀନ ବାବୁ ଜାହା ଲେଖା ହୋଇଛି ତାହା ପଢ଼ି ସୁଣାଉ ଛନ୍ତି ଧନ୍ୟବାଦ୍
@BANITANAYAK-r6q
@BANITANAYAK-r6q Ай бұрын
Mohan majhi dekhike kahuniki aau baharaku gale hindi re katha hoe paruchhanti na
@DusasanDwari
@DusasanDwari Ай бұрын
D pradhan ଗୋଟେ ଦେଶ ଦଲାଳି, ଛାଡ଼ହ ମୋଦି ଦେବ 300 ୟୁନିଟ.
@SuryaNarayan-k5y
@SuryaNarayan-k5y Ай бұрын
ଧର୍ମେନ୍ଦ୍ର ବାବୁ, ଛାଡ଼ହୋ ମୋଦୀ ଙ୍କ ଗ୍ୟାରେଣ୍ଟି। ବାଦାମବାଡି ଫୁଟ ପାଥ ଗ୍ୟାରେଣ୍ଟି ସହିତ ସମାନ। ଲାଜ ମାଡୁନାହିଁ?
@RamanaSisa333
@RamanaSisa333 Ай бұрын
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 300ୟୁନିଟ ବିଜୁଳି କେବେ ଦେବେ ?
@sudhansusekhardash9010
@sudhansusekhardash9010 Ай бұрын
ପ୍ରଧାନ ସାର, ନିର୍ବାଚନ ରେ PM କଣ ମିଛ କହି ନାହାଁନ୍ତି,
@pradipsingh-f9b6y
@pradipsingh-f9b6y Ай бұрын
ପାଞ୍ଚ ବର୍ଷ ଧର୍ଯ୍ୟ ଧରନ୍ତୁ ।
@ebanitadas7234
@ebanitadas7234 Ай бұрын
🙏
@comfortable2164
@comfortable2164 Ай бұрын
ଜୟ ନବୀନ
@pkraut1550
@pkraut1550 Ай бұрын
ମିଛୁଆ ଙ୍କୁ ଗୁରୁତ୍ୱ ଦେବା ଅନୁଚିତ
@Debeti
@Debeti Ай бұрын
ଛାଡ଼ ହୋ 300 ୟୁନିଟ ଫ୍ରୀ
@hemantabhoi7800
@hemantabhoi7800 Ай бұрын
ବିଜେପି, ବାଲା, ତମକଥାରେ, ଟିକେବି, ସତନାହି
@pk5993
@pk5993 Ай бұрын
ପୂର୍ବତନ ମୁଖ୍ୟ ମାନ୍ତ୍ରୀ କହିଲେ ଓଡ଼ିଶା କୃଷିରେ ସମୃଦ୍ଧି ଲାଭ କରିଛି, ତେଣୁ ବାହାରକୁ ରପ୍ତାନି କରୁଛି, ତେଣୁ ଆଳୁ ଦର ଓଡିଶାରେ ବୃଦ୍ଧି ପାଉଛି 😂😂😂
@BenudharMohanty-on2hv
@BenudharMohanty-on2hv Ай бұрын
Dharmendra ବୋଧେ ଭୁଲିଗଲେ କେନ୍ଦ୍ର ସରକାର ଓଡ଼ିଶାକୁ ପାଣି panchayat ପାଇଁ ପୁରସ୍କାର ଦେଇଛନ୍ତି ସେତେବେଳେ ଶୋଇ ଥିଲେ ବୋଧେ ମିଛ ପ୍ରତିଶ୍ରୁତି ପାହାଡ଼ ଥୋଇ ତମେ ଶାସନ କୁ ଆସିଲ ପ୍ରତିଶ୍ରୁତି ପାଳନ ରେ fail ହେବାରୁ କହିଥିଲେ ନା ଆମେ ଜାଣି ନଥିଲୁ ଜିତିବୁଁ ବୋଲି ତେଣୁ ଅନେକ ପ୍ରତିଶ୍ରୁତି ଦେଇ ଥିଲୁଁ ଜାଣିବେ କେମିତି ଉପର ବାଲା EVM jaliati କରିଥିଲେ ଭୋଟ ଗଣତିରେ ପ୍ରକୃତ ଭୋଟ ଠୁଁ ଲକ୍ଷ ଲକ୍ଷ ଭୋଟ ଅଧିକ ଦେଖା ଯାଉଛି Election commissioner pocketre ରହିଛନ୍ତି😂 F
@soumyashreebiswalsaina3065
@soumyashreebiswalsaina3065 Ай бұрын
ହଇଓ ଧରମା ସୁଭଦ୍ରା ଯୋଜନା ରେ ସବୁ ମହିଳା ଙ୍କୁ ୫୦ ହଜାର ଦବ କହିଥିଲ ନା ୫ ହଜାର
@vijaysahoo3346
@vijaysahoo3346 Ай бұрын
Chhada ho aame 300 unit 🆓 re debu kuade gala ho dharama
@sidheswarpattnaik7209
@sidheswarpattnaik7209 Ай бұрын
ବାକ୍ୟ ବୀର ସରକାର ଖାଲି ଭାଷଣ, ଲୋକେ ଠିକ୍ ଚିହ୍ନ ଗଲେଣି,
@ebanitadas7234
@ebanitadas7234 Ай бұрын
Navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin navin ❤❤❤❤❤❤❤❤❤❤❤❤❤❤❤❤❤❤
@pradeepjena3595
@pradeepjena3595 Ай бұрын
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ବିଜେଡି ଜିନ୍ଦାବାଦ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏❤️💎🌹🚩
@satyanandabarik1164
@satyanandabarik1164 Ай бұрын
Pm shree school କୁଆଡେ ଗଲା Mr Dharmendra Pradhan ମିଛୁଆ ରାଧୁଆ🎉😊😅😂
@jagabandhughadia2736
@jagabandhughadia2736 Ай бұрын
ଛାଡ଼ ହୋ ବର୍ତ୍ତମାନ କିପରି ଶିକ୍ଷିତ ବେକରୀଙ୍କୁ ସରକାରୀ ନିଯୁକ୍ତି ଦେବ ସେହି କଥା ଚିନ୍ତା କରନ୍ତୁ ଜଣେ 24 ବର୍ଷ ନେଲ। ଆଉ ଜଣେ 5ବର୍ଷ ନଉ ଦେଖିବା କଣ କରୁଛି କେତେ ବେକରୀଙ୍କୁ ନିଯୁକ୍ତି ଦଉଛି ।କେତେ ଓଡ଼ିଶା ର ଉନ୍ନତି ହଉଚି ଦେଖିବା ଯଦି 5 ବର୍ଷ ଭିତରେ 24 ବର୍ଷକୁ ଟପି ଗଲେ ପୁଣି ଲୋକ ଚାହିବେ ଏହି ସରକାର ଆସୁ ବୋଲି । ବର୍ତ୍ତମାନ କଥା ହେଲାକି ଓଡ଼ିଶାରେ ସବୁ ସ୍କୁଲ୍ କଲେଜରେ ସବୁ ପ୍ରକାରର ଶିକ୍ଷକ ନିଯୁକ୍ତି ଦରକାର ।ପ୍ରଥମେ ଶିକ୍ଷା ସ୍ବାସ୍ଥ୍ୟ, କୃଷି, ବିଜ୍ଞାନ ଏହି ଚାରି ଟା ଆଗ ସର ଓଡ଼ିଶାରେ ଭାରତ ବର୍ଷରେ ଆଗରେ ରହିବା ଦରକାର । ବେଶୀଦିନ ଶାସନରେ ସରକାର ରହିଲେ ଏମିତି ପରିସ୍ଥିତି ହୁଏ ଯେତେ ଭଲ କଲେ ମଧ୍ୟ ଲୋକ ଯେତେବେଳେ ପରିବର୍ତ୍ତନ କରିବାକୁ ଚାହିବେ ତାକୁ କେହି ଅଟକାଇ ପାରିବେନି ଏମିତି ଦୁଇ ଦଳ କଳି କଜିଆ ଲାଗିଲେ କିଛି ହେବନାହିଁ ।ଯିଏ ଗଲାଣି ତାକୁ ପଛକୁ ପକାଇ ଦିଅ ଯିଏ ଶାସନରେ ଅଛି ତାକୁ ନେଇ ଚାଲ।କେହି ରହି ନାହିଁ ରହିବନାହିଁ ଟି ଭବରଙ୍ଗ ଭୂମି ତଳେ ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କ।ଳବଳେ ।
@abhijitnanda40
@abhijitnanda40 Ай бұрын
ନବୀନ ତ ଓଡିଶା ବିଜେପି ସରକାର ଉପରେ ଟିପିଣୀ ଦେଇଥିଲେ. ଓଡିଶା ବିଜେପି ସରକାର ତରଫରୁ କେହି ଉତ୍ତର ଦେଇ ପାରିଥାନ୍ତେ. କିନ୍ତୁ କପିଳା ଉତ୍ତର ଦେଇ ନିଜକୁ ଓଡିଶା ବିଜେପି ର ଶକୁନି ବୋଲି ଜଣେଇ ହେଉଛି ନା କଣ
@daitariswain6103
@daitariswain6103 8 күн бұрын
Jay B.J D . Utkal Jannee . Jay Naveen Bharat .
@BikashkumarPradhan-y9u
@BikashkumarPradhan-y9u Ай бұрын
ଜଳ ହିଁ ଜୀବନ,ଜଳ ହେଲା ବିଜେଡି ପାଇଁ କାଳ।
@umeshchandrajena228
@umeshchandrajena228 Ай бұрын
Dhamendra oil malish politics
@SailabihariKhatua
@SailabihariKhatua Ай бұрын
ଏ ବଡ଼ ପାଗଳ 40 ବର୍ଷ ତଳକୁ ନେଇଯାଇଛି ନବୀନ ଓଡିଶା କୁ ଏବେ ସୁଧା ହାରିବା କାରଣ ର କାରଣ ଓଡିଶା ବାସୀଙ୍କୁ କହି ପାରୁନାହିଁ,
@prahaladanatakalakshmipur1177
@prahaladanatakalakshmipur1177 Ай бұрын
ଧର୍ମେନ୍ଦ୍ର ପ୍ରଧାନ ଗୋଟେ ମିଛୁଆ ନବୀନ ପଟ୍ଟନାୟକ ଓଡ଼ିଶା ର ହୀରା
@SuryaNarayan-k5y
@SuryaNarayan-k5y Ай бұрын
କେନ୍ଦ୍ର ରେ ଠେକ ଖସିଲାଣି। ସେ ପଟକୁ ଟିକେ ନଜର ଦିଅ, ବିରନଚିବାବୁ।
@pratapkumarjena1310
@pratapkumarjena1310 Ай бұрын
Bjp ସରକାର ମିଛୁଆ ସରକାର, ସୁଭଦ୍ରା ଦେଉଛନ୍ତି ବୋଲି bjpଆଜି ଅତିଆବଶ୍ୟକ ସାମଗ୍ରୀର ଆକାଶଛୁଆଁ, bjp ଓଡିଶାପାଇଁ ବିପଦ
@bijaysahoo2341
@bijaysahoo2341 Ай бұрын
Laja laguni micha pratisruti daucha 300unit electric bill free👎👎
@rabindrasahu4316
@rabindrasahu4316 Ай бұрын
300 unit ଆଉ 3000 ଭର୍ତା କୁଆଡ଼େ ଗଲା ମନଛୁଆଁ BJP ନୁହେଁ ତ ଆଉ କଣ ଟାଉତର BJP
@RKD-h4j
@RKD-h4j Ай бұрын
ପେଲେଇପୁଅ ମାଗଣା ଖିଆ
@allodiatech1913
@allodiatech1913 Ай бұрын
ନୂଆ ବର୍ଷରୁ ୩୦୦ ୟୁନିଟ ବିଜୁଳି ମୁଁ ଦେବି ମୁଁ ଅଲାଜୁକ ମୁଁ ଠକ
@akshayakumarpani2477
@akshayakumarpani2477 Ай бұрын
Aparajita next ❤
@jakubabhuyan4360
@jakubabhuyan4360 Ай бұрын
ଭାରତୀୟ ଯାତ୍ରା ପାର୍ଟି BJP ଶାସନ କରି ପାରୁନି ବୋଲି କେବଳ ଅନ୍ୟ ଦଳକୁ ସମାଲୋଚନା କରିଛନ୍ତି
@DhirendraPal-z6f
@DhirendraPal-z6f Ай бұрын
ଛାଡ଼ ହୋ, ନବିନ ୧୦୦ୟୁନିଟ୍ ବିଦ୍ୟୁତ ମାଗଣା ଦେବେ,ଆମେ ବାହାପିଆ 300 ୟୁନିଟ୍ ଦେବୁ, ହଁ ,!
@NishankaMallick
@NishankaMallick Ай бұрын
ଆଉ କେବେ ?
@Binodkumarpanigrahi2187
@Binodkumarpanigrahi2187 Ай бұрын
ତୁମ୍ଭର ଚ୍ୟାନେଲ ବିଜେପି ଚ୍ୟାନେଲ, ତେଣୁ ତୁମେମାନେ ବିଜେପି ର ଚାଟୁକାର ହୋଇଛ l
@ramakantadash7982
@ramakantadash7982 Ай бұрын
2029 କୁ ଅପେକ୍ଷା କର କିଏ କାଚ ଓ କିଏ ମଣି ଜଣା ପଡିବ। କଥା କୁହା କପିଳା **ଜୁମୁଲା ପାର୍ଟି ସତା ହରାଇବ ***
@FAKIRJENA-du2zs
@FAKIRJENA-du2zs Ай бұрын
ଆରେ ଲୁଟେରା ଗ୍ୟାଙ୍ଗ ପାଣ୍ଡୁ ନବୀନ ଯୋଡ଼ି ଓଡ଼ିଶା ରାଜ କୋଷ ଖୋଳ କରି ଥିବାରୁ ଦର ଦାମ ବୃଦ୍ଧି ହେଲା।
@RanjanBehera-ge1kf
@RanjanBehera-ge1kf Ай бұрын
☀️ ଧନ୍ୟବାଦ୍ 👌👌🌷 ଜେନା ବାବୁ.. 👍
@BANITANAYAK-r6q
@BANITANAYAK-r6q Ай бұрын
Tu bjp thu kete khaechhu tu bhala na be
@pk5993
@pk5993 Ай бұрын
ପନି ପରିବା ସବୁ ବର୍ଷ ଭଳି ଏ ବର୍ଷ ବଢିଛି, ଏଥିରେ କିଛି doubt ନାହିଁ
@BJYOTIheheh
@BJYOTIheheh Ай бұрын
ଆଳୁ କେବେ 60 hei thila ki au oil 140 hei thila ki
@santanumalik1269
@santanumalik1269 Ай бұрын
ଚୁଡ଼ା କିଲୋ ୫୦ ଟଙ୍କା 😢
@BANITANAYAK-r6q
@BANITANAYAK-r6q Ай бұрын
Tumara adhika paesa achhhue pune tike ama gaan asi dekha khaebaku pau nahanti
@pradeepkumarmohanty8855
@pradeepkumarmohanty8855 Ай бұрын
300 unit electricity free😂😢😢😅 Jumla dharmendra
@pinakdas5663
@pinakdas5663 Ай бұрын
BJD ଖାଲି ଲୁଟ୍ କରି ଖାଇବା ଛଡ଼ା କିଛି କରିନି। BJD ଆଉ ଲୋକଙ୍କ ଭରଷା ଜିତି ପାରିବ ନାହିଁ 👍
@pradiptakumarsahoo8589
@pradiptakumarsahoo8589 Ай бұрын
BJP ଖାଲି କଥା କୁହା ସରକାର।ଖାଲି ହସି ହସି ପଦେ କଥା କହିଲେ କଣ ହେବ।
@pinakdas5663
@pinakdas5663 Ай бұрын
BJD ଆଉ ରହିବ ନାହିଁ, BJP ଯେମିତି କାମ କରୁଛି ଲୋକେ ଜାଣି ଗଲେଣି ଯେ BJP is the best
@pradiptakumarsahoo8589
@pradiptakumarsahoo8589 Ай бұрын
ଧର୍ମେନ୍ଦ୍ର ପ୍ରଧାନ ଧପାବାଜି ଲୋକ
@santanumalik1269
@santanumalik1269 Ай бұрын
କୁନୁ ବାବୁ ମିଛୁଆ ରାଧୁଆ
@rajarampanda6876
@rajarampanda6876 Ай бұрын
ସରକାର ଙ୍କ ଅମୃତ ଧାରା ପାଣି ଯୋଜନା ର ପାଣି ଆମ ପଞ୍ଚାୟତ ଏରିଆ ଗାଁ ମାନଙ୍କରେ ଏ ପର୍ଯ୍ୟନ୍ତ ପହୁଞ୍ଚି ନାହିଁ । ଜିଲ୍ଲା ସୁନ୍ଦରଗଡ଼ , ବ୍ଲକ ଟାଙ୍ଗରପାଲି, ଗ୍ରାମ ପଞ୍ଚାୟତ ମଙ୍ଗସ ପୁର
@ManojKumarDash-hm1se
@ManojKumarDash-hm1se Ай бұрын
ଧର୍ମେଦ୍ର ବାବୁ ନିଜ ଜନ୍ମମାଟି ପାଇଁ କଣ କରିଛନ୍ତି ଓ ନିଜ ବ୍ଲକ ପାଇଁ କଣ କରିଛନ୍ତି
@PanchananPanda-q5e
@PanchananPanda-q5e Ай бұрын
Bjp ନେତା ପାର୍ଲିଆମେଣ୍ଟ ରେ କହୁଛନ୍ତି ନବୀନ ପଟନାୟକ ଙ୍କୁ ଭାରତରତ୍ନ ଦେବାକୁ। ସେତେବେଳେ ଧରମା ନବୀନ ବାବୁ ଙ୍କୁ କାଉଣ୍ଟର କରୁଛି। 😄😄😄😄🙏
@kiran9388
@kiran9388 Ай бұрын
Great CM Nabin Sir always in everyone's heart ❤️ Jay BJD
@gyanaranjanmohanty3637
@gyanaranjanmohanty3637 Ай бұрын
Very nice information and valuable arguments 👍🏻
@MUSIC77-pd
@MUSIC77-pd Ай бұрын
ଗଳା ଫାଟି ଯିବ ପଇସା ପାଇଁ ❤❤ ନିଜ ଜୀବନ କୁ ଦେଖ
@allodiatech1913
@allodiatech1913 Ай бұрын
କଟନୀ ଛଟନୀ ବନ୍ଦ ହେଲାକି ବଜେପି କହୁ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଳା କେନ୍ଦୁଝର ରେ ୪ କିଲୋ କଟନୀ ଛଟନୀ ହେଉଛି
@GANESHMURMU8260
@GANESHMURMU8260 Ай бұрын
Real dharmandar pardhan muyurbhanj re bi nahi
@kailashjani1867
@kailashjani1867 Ай бұрын
ମଦୁଆ ନମ୍ବର ଏକ ନବୀନ ପଟ୍ଟନାୟକ
@reemamaohapatra9821
@reemamaohapatra9821 Ай бұрын
D pradhan gota bala mp
@KartikbeheraKartikBehera-r5k
@KartikbeheraKartikBehera-r5k Ай бұрын
ପରମ ମିଛୁଆ b j p
@KanhuDakua-u5k
@KanhuDakua-u5k 21 күн бұрын
Jaynavin
@sanjayakumarsethy1762
@sanjayakumarsethy1762 Ай бұрын
ବର୍ତ୍ତମାନ ନିର୍ବାଚନ କମିଶନଙ୍କୁ evm ରେ ହୋଇଥିବା ମତଦାନରେ ଅସମାନତା ଉପରେ ପ୍ରଶ୍ନ କଲେ ବିଜେପିର ରାଜ୍ୟ ସଭାପତିଙ୍କ ଠାରୁ ସମସ୍ତ ଭକ୍ତମାନେ ନିର୍ବାଚନ କମିଶନଙ୍କ ପ୍ରବକ୍ତା ବା ଏଜେଣ୍ଟ ଭଳି ଭାଷଣ ମାରୁଛନ୍ତି.. ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ମିଛ ଆଊ ଅପପ୍ରଚାରରେ ଅକସ୍ମାତ କ୍ଷମତାକୁ ଆସିଥିବା ବିଜେପି ଦେଶରେ 5କୋଟିରୁ ଉର୍ଧ୍ଵ ଭୋଟ ହାତେଇଛି.. ଆଗାମୀ ଦିନରେ 400ନାରା ଦେଇ 250ସିଟ ପାଇଥିବା ବିଜେପି ଦେଶ ତଥା ରାଜ୍ୟରୁ ଲୋପ ପାଇଯିବ ଖାଲି ମିଛ ଆଉ ଅପପ୍ରଚାର ପାଇଁ..
@adarshkumarmohapatra2214
@adarshkumarmohapatra2214 Ай бұрын
ପୁରା ଟାଉଟାରୀ 300 unit ବିଜୁଳି free କାଇ ,ଆଉ କିଛି ଦିନ ପରେ ବିଜୁଳି ରେଟ ପୁଣି ବଢିବ ,ଯେମିତି jio free ଏବେ 800 ସବୁ ସେମିତି
@BasantaPujari-m9v
@BasantaPujari-m9v Ай бұрын
300ୟୁନିଟ କରେଣ୍ଟ ଆଉ ମାମାନଙ୍କ 1000ଟଙ୍କା
@FAKIRJENA-du2zs
@FAKIRJENA-du2zs Ай бұрын
ଆରେ ନବି ନାହାକ କୁ ରତ୍ନ ଭାରତ ପୁରସ୍କାର ଦବା କଥା କଣ ହେଲା?
@manabbpd
@manabbpd Ай бұрын
300 ୟୁନିଟ ଇଲେକ୍ଟ୍ରି bill କେବେ ଛାଡ଼ ହବ
@mrutyunjayanayak7233
@mrutyunjayanayak7233 Ай бұрын
ତୁମେ ଯଦି ଖାଦ୍ୟ ଅନ୍ୟ ରାଜ୍ୟକୁ ପଠାଉଛ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛ କାହିଁକି ?
@ajitsahu7423
@ajitsahu7423 Ай бұрын
ଡ୍ରାମା ପ୍ରଧାନ
@kailashjani1867
@kailashjani1867 Ай бұрын
ନବୀନ ପଟ୍ଟନାୟକ କଣ ମଦ ପିଇ ଶୋଇ ପଡ଼ି ଥିଲା ।
@jagabandhugiri6980
@jagabandhugiri6980 Ай бұрын
Good evening sir 🇮🇳🇮🇳🙏 good evening sir odisha Jay Jagannath
@dilipkujur5206
@dilipkujur5206 Ай бұрын
BJP 2029 କୁ ଅପେକ୍ଷା କରିଛି ବିଜେପି 0000000000
@BhanjakishorPatra
@BhanjakishorPatra Ай бұрын
ବିଜେପି ପେଳଚଟା ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର କୁ ପାଣି ଆସୁନି କଣ କହୁଛୁ ବେ ସଳା 300 ୟୁନିଟ୍ ବିଜୁଳି ମାଗଣା କୁଆଡେ ଗଲାବେ ଧର୍ମେନ୍ଦ୍ର କଣ ତୋ ମାଇକିନା ପାଖକୁ କଣ ତତେ ଆଉ ତୋ ମାଇକିନା କୁ ଦିସୁନଥିଲା ଆଉ
@laxmansahoo4681
@laxmansahoo4681 Ай бұрын
ତମେ ଅଧିକ କହୁଛ, ମଦ କଥା ଟିକିଏ କୁହ 🎉
@SanatanMahalik-k3f
@SanatanMahalik-k3f Ай бұрын
Jay jagannath Naveen sir BJD no1 cm I love you Naveen sir
@pradeepnayak2914
@pradeepnayak2914 Ай бұрын
ଗାଲୁଆଙ୍କ ଗୁରୁ ହେଉଛି ଧର୍ମେନ୍ଦ୍ର ପ୍ରଧାନ
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН
The evil clown plays a prank on the angel
00:39
超人夫妇
Рет қаралды 53 МЛН
СИНИЙ ИНЕЙ УЖЕ ВЫШЕЛ!❄️
01:01
DO$HIK
Рет қаралды 3,3 МЛН
Правильный подход к детям
00:18
Beatrise
Рет қаралды 11 МЛН
She made herself an ear of corn from his marmalade candies🌽🌽🌽
00:38
Valja & Maxim Family
Рет қаралды 18 МЛН