ଚାଳ ଛପର ଘରୁ OAS ଅଫିସର | OPSC OAS Result | OAS Results 2023

  Рет қаралды 914,392

News18 Odia

News18 Odia

Күн бұрын

Пікірлер: 789
@Surya9827-s1j
@Surya9827-s1j Жыл бұрын
ସବୁ ଠିକ୍ ଅଛି କିନ୍ତୁ ପୁଅ କୁ ଗୋଟେ କଥା କହିବି ଆଗକୁ ଯେତେ ସଫଳତା ପାଇଲେ ମଧ୍ୟ ଏଇ ବାପା ମା ଙ୍କୁ ଭୁଲି ବେନି ଯେମିତି 🙏
@Ersanterra
@Ersanterra Жыл бұрын
@anonymous-cn2le
@anonymous-cn2le Жыл бұрын
dukhi aatma kouthu asila?
@liligamango1139
@liligamango1139 9 ай бұрын
Right 👍🎉
@NrusinghaCharanRatha
@NrusinghaCharanRatha Жыл бұрын
ଦୁଃଖ କଷ୍ଟର ଜୀବନ ହିଁ ପ୍ରକୃତ ଜୀବନ। ପୁଅ ହେବ ତ ଏମିତି। ବହୁତ ବହୁତ ଧନ୍ୟବାଦ।
@abhilashpatel6852
@abhilashpatel6852 Жыл бұрын
Bhagawan tamaku Buddhi diantu
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@kunaramsing2562
@kunaramsing2562 Жыл бұрын
ପିତା ମାତା ପରି ସୁନ୍ଦର ମଣିଷ ଧରା ଧାମରେ କେହି ନାହଁ, ପିତା ମାତା ଆମ ଚଳନ୍ତି ଠାକୁର ଏକଥା ଭୁଲିବା ନାହଁ l
@chakradharanayak2664
@chakradharanayak2664 Жыл бұрын
କଷ୍ଟ ନ କଲେ କୃଷ୍ଣ ଙ୍କଉ ଦେଖିବାକୁ ମିଳେ ନା ପିତାମାତାଙ୍କୁ ସେବା ନ କଲେ ଜୀବନ ଦୀର୍ଘାୟୁ ହୁଏ ନା ଜୟ ଜଗନ୍ନାଥ ମହାପ୍ରଭୁ Chakradhar Nayak Phulbani
@sankarshanpradhan6339
@sankarshanpradhan6339 Жыл бұрын
ଗରିବ ପରିବାରରେ କେବେବି ହାରିବେ ନାହିଁ , ଭଗବାନ ନିଶ୍ଚିତ ଭାବରେ ଆଶିର୍ବାଦ କରିଥାନ୍ତି , ବଡ଼ ଭାଇ ଙ୍କୁ ଅନେକ ଶୁଭେଚ୍ଛା ଶୁଭକାମନା 💐
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@sirishnaik2462
@sirishnaik2462 Жыл бұрын
ପ୍ରକୃତରେ ମଉସା ମାଉସୀ ଲକ୍ଷେ ଶିବ ପୁଜୀ ପାଇଛନ୍ତି ପୁଅ, 🇮🇳🙏🙏🙏🇮🇳
@debmohapatra4189
@debmohapatra4189 Жыл бұрын
ପୁଅ, ଡାକ ମୁନାସି ନ ହେଉ ।ପୁଅକୁ ସଶୁର କିଣିଲେ କଥା ସରିଲା ।ଜୟ ଜଗନାଥ ।
@lokanathjena1868
@lokanathjena1868 Жыл бұрын
ଆପଣ ଠିକ୍ କହିଛନ୍ତି ।
@entertainment4you...974
@entertainment4you...974 Жыл бұрын
Bahut Maram katha ti lekhichhanti aapana.....seita hele katha sarila...aajikali ta 90% pila seita karuchhanti
@mis.ai564
@mis.ai564 Жыл бұрын
ଡାକ ମୁନ୍ସି ନୁହଁ । ଅରୁଣ। ଅରୁଣ ଥିଲା ଡାକ ମୁମ୍ସି ର ପୁଅ ଯିଏ ଚାକିରି ପାଇଲା ପରେ ବାପା ର କଷ୍ଟ କୁ ଭୁଲିଗଲା।
@gitanjalitripathy3784
@gitanjalitripathy3784 Жыл бұрын
Pura tk
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@GotiMuktiAndolan_Odisha
@GotiMuktiAndolan_Odisha Жыл бұрын
ମୋର ଶୁଭେଚ୍ଛା। ତୁମେ ଯେଉଁ ଦ୍ବୀପରେ ଜନ୍ମ ହୋଇଛ ସେହି ନିପୀଡିତ ଦରିଦ୍ର ଦ୍ବୀପ ବାସୀଙ୍କୁ ଭୂଲିଯିବ ନାହିଁଁ।
@onlyonegod302
@onlyonegod302 Жыл бұрын
Bhai hurdaya chui gala😊
@deepkumarbeheramilu6089
@deepkumarbeheramilu6089 Жыл бұрын
Right bro
@ChhabilaMunda
@ChhabilaMunda Жыл бұрын
Congratulations 🎊 Daa, God Bless You Jay Jagarnath 🙏 ଆପଣ ଆଉ ଆପଣଙ୍କ ପରିବାର ସଦା ସର୍ବଦା ଏମିତି ଖୁସିରେ ରହି ଥାଅ, କର୍ମ ହିଁ ଭଗବାନ, ଯେମିତି କର୍ମ କରିବ ସେମିତି ପ୍ରଭୁ ତାକୁ ଭଲ ଦେବେ । ମତେ ବି ବହୁତ ଖୁସି ଲାଗୁଛି ।
@tapankumarpradhan-yr8uk
@tapankumarpradhan-yr8uk Жыл бұрын
ଗରିବ କାମ କରି କରି ମରିବ କିନ୍ତୁ କେବେ ହାରିବ ନାହିଁ l ବାବୁ ହାରି ନାହିଁ, ଭଗବାନ କେବେ କାହା ପ୍ରତି ନିଷ୍ଠୁର ହୁଅନ୍ତି ନାହିଁ l ଦିନେ ନା ଦିନେ ତା ଡାକ ଶୁଣନ୍ତି l ଗରିବ ପରିବାରରୁ ଆସିଛନ୍ତି ଗରିବଙ୍କୁ ନିଶ୍ଚୟ ଚିହ୍ନିବେ l ଏବେ ପଇସା ଥିଲା ଲୋକ ଚାକିରୀ ପାଉଛନ୍ତି କିନ୍ତୁ ଏହା ପ୍ରେରଣାର ଉତ୍ସ ହେଉ l ତାଙ୍କୁ ସମସ୍ତେ ଅନୁସରଣ କରନ୍ତୁ l ଭଗବାନଙ୍କ ଠାରେ ପ୍ରାର୍ଥନା🙏 ତାଙ୍କ ଚଲାପଥ କୁସୁମିତ ହେଉ 🌷🌷🌷💐💐💐
@sudhansusekhardash9010
@sudhansusekhardash9010 Жыл бұрын
ନିଷ୍ଟା, ଚେଷ୍ଟା, କଠିନ ପରିଶ୍ରମ ଆଗକୁ ବଢ଼ିବାକୁ ଦିଏ।
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@biplabsamal941
@biplabsamal941 Жыл бұрын
ସାନଭାଇ ମୋର ଗୋଟେ କଥା ରଖିବ.... ଏ ଭଳି ବାପା ମା ଭାଗ୍ୟ ରେ ଥିଲେ ମିଳିବେ... ତାଙ୍କ ମନ ରେ ବେକେ ଦୁଃଖ ଦବନି ଏତିକି ମୋର ଅନୁରୋଧ 🙏
@umajena5812
@umajena5812 Жыл бұрын
ବହୁତ୍ ବହୁତ୍ ଶୁଭେଚ୍ଛା ଓ ଅଭିନନ୍ଦନ। ଈଶ୍ବର ତୁମର ଚଲାପଥ କୁଶୁମିତ କରନ୍ତୁ। ସପରିବାର ଭଲରେ ରୁହନ୍ତୁ।🙏💐❤️
@chumkipatra8344
@chumkipatra8344 Жыл бұрын
Aita hin real inspiration for all OAS aspirant
@prabachakHariharpuri
@prabachakHariharpuri Жыл бұрын
ଖାଲି ବଉଳପଦା କି ନିମାପଡା ନୁହେଁ ସମଗ୍ର ଓଡ଼ିଶାର ଗର୍ବ ଆଉ ଗୌରବ ହେଉଛନ୍ତି ପ୍ରକାଶ l ଏଇ ସଫଳତା ଆମ ପାଲା ଗାୟକ ବାବୁଙ୍କ ପାଇଁ l ତାଙ୍କର ପ୍ରେରଣା, ଶ୍ରୀଜଗନ୍ନାଥଙ୍କ ଉପରେ ଦୃଢ ବିଶ୍ୱାସ, କଠିନ ପରିଶ୍ରମ ଆଜି ପ୍ରକାଶକୁ କରିଛି OAS l ବହୁତ ଖୁସି ଲାଗିଲା l ଜୟ ଜଗନ୍ନାଥ 🙏🙏♥🙏🙏
@fakirmohansahoo2079
@fakirmohansahoo2079 Жыл бұрын
ଏଇ ହେଉଛି ଦୁଃଖ କଷ୍ଟ ରୁ ଜୀବନ,ସତରେ ଭାଇ ଆପଣଙ୍କୁ ହୃଦୟ ରୁ କୋଟି କୋଟି ପ୍ରଣାମ, ଜୟ ଜଗନ୍ନାଥ 🙏🙏🙏🥲🥲🥲
@amitdash1784
@amitdash1784 Жыл бұрын
God bless you beta❤❤ Jay jagannath🙏🙏🙏
@sudhansusekhardash9010
@sudhansusekhardash9010 Жыл бұрын
ମହାପ୍ରଭୁ ବଡଲୋକ୍। ଜଗନ୍ନାଥ ମହାପ୍ରଭୁ ଆଶୀର୍ବାଦ ସଦା ଥାଉ।
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@dailylifedeepak
@dailylifedeepak Жыл бұрын
ବହୁତ ଖୁସି ଲାଗିଲା ପ୍ରକାଶ ବାବୁ ଙ୍କ ପାଇଁ ଆଉ ତାଙ୍କ ପରିବାର ତଥା ଗ୍ରାମବାସୀ ପାଇଁ। ଭଗବାନ ତାଙ୍କୁ ଅନେକ ଅନେକ ଆଶୀର୍ବାଦ କରନ୍ତୁ। କିନ୍ତୁ ବିଶ୍ୱଜିତ୍ ବାବୁ ଆପଣ ଟିକେ ଆହୁରି ଭଲ ପରିବେଷଣ ନିମନ୍ତେ ଉତ୍ତମ ବ୍ୟବହାର ଯଥା କହୁଛ ନକହି କହୁଛନ୍ତି କହିବ ନକହି କହିବେ ଇତ୍ୟାଦି ବିଷୟରେ ଧ୍ୟାନ ଦେଲେ ବହୁତ ଭଲ ହେବ ହରିଓମ
@mindfreebizz4391
@mindfreebizz4391 Жыл бұрын
Lots of 🙏respect for great father and mother
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@GardeningisMyHobby-h8t
@GardeningisMyHobby-h8t 3 ай бұрын
ତୁ ଭୁଲିବିନି ରେ ଧନ।ଝିଅ ପଛରେ ପଡ଼ିବୁନି ।ମା ବାପାଙ୍କୁ ଶ୍ରେୟ ଦେବୁ।
@lizaraninayak9270
@lizaraninayak9270 Жыл бұрын
ପଙ୍କଜ ସର୍ବଦା ପଙ୍କରେ ଫୁଟେ। ଅଭାବ ହିଁ କିଛି ନୂଆ କରିବାକୁ ସାହସ ଓ ଉତ୍ସାହ ଦିଏ
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@cricbuzznewsodia
@cricbuzznewsodia Жыл бұрын
This is the Biggest Gift Ever for a father by any son specially for the middle family. Congratulations bro🎉
@umaprasadbehera4283
@umaprasadbehera4283 Жыл бұрын
ଖଡା ଖିଆ ରେପୋର୍ଟର ଟା, ତମେ କଣ ବା ଆପଣ ପାଟିରେ ପଶୁନି କି। ଅଭଦ୍ର ଟା। congratulations 🎉👏 ଧନ୍ୟ ସେ ପିତା ମାତା
@bibudhendusamal1906
@bibudhendusamal1906 Жыл бұрын
The reporter treat him as a matric pass student.
@pramoddash4093
@pramoddash4093 Жыл бұрын
କୋଟି କୋଟି ନମଃ 🙇🏼‍♂️🙇🏼‍♂️🙇🏼‍♂️ ସାର ଙ୍କୁ
@ramaprasadnayak3769
@ramaprasadnayak3769 Жыл бұрын
ମଉସାଙ୍କ ମାଉସୀଙ୍କୁ🙏 congratulations🎉 bro❤
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@abhayamohanty9300
@abhayamohanty9300 Жыл бұрын
A Thik Result.Thik Patha Padha.Right Judgment.Right Thought.
@souravkumarmund3162
@souravkumarmund3162 Жыл бұрын
Great achievment... Pura real story bapa aau pua ra... Asuvidha re v jemti bapa cool hei ki tension na hei chali chanti pua ku support karichanti hats off to his father also
@rknanda7733
@rknanda7733 Жыл бұрын
ମା ବାପା ର ଆଶୀର୍ବାଦ ଯୋଗୁଁ ସବୁ ସଫଳ ହୁଏ
@amankousalya2730
@amankousalya2730 Жыл бұрын
First Salute To Your Parents !!! Then Congratulations To This Great Person Who Got OAS🎉
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@deepakswain3961
@deepakswain3961 Жыл бұрын
Real interviewer..reality...I know prakash ku.parida from youtube since last 2 years...Happy to see you on list opsc list...I am searching your last night.Luckily see you today💛💌❤
@susantakumarbehera4158
@susantakumarbehera4158 Жыл бұрын
thanks i am inspired you
@subranta4557
@subranta4557 Жыл бұрын
A bapa ye real journey re bapa No questions... only inspiration line❤❤❤
@neenamishra1986
@neenamishra1986 Жыл бұрын
ଜୀବନରେ ସଂଘର୍ଷ ନଥିଲେ ତାହା ପ୍ରକୃତ ଜୀବନ ନୁହେଁ,
@BharatBhua
@BharatBhua 3 ай бұрын
ଜଗତରନାଥ ଜଗନ୍ନାଥ ଚାହିଁଲେ ସବୁ ସମ୍ଭବ ହୋଇଥାଏ ଭଗବାନ ଆପଣ ଙ୍କୁ ଆହୁରି ଆଗକୁ ନିଅନ୍ତୁ🙏🌹🌹🌹🌹🌷🌷
@Eng-772
@Eng-772 Жыл бұрын
Hardworking.. self-confidence..make everything possible
@malayakumarbiswal5445
@malayakumarbiswal5445 9 ай бұрын
ମହାପ୍ରଭୁ ତୁମର ମଙ୍ଗଳ ମୟ କରନ୍ତ୍
@Bijayavailable
@Bijayavailable Жыл бұрын
This is called success. Success define as what u become after lots of struggle. It's need hard work, perseverance and dedication and lastly don't give up attitude. After all such problems u deserve...
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@JayshreeBarik-nh4du
@JayshreeBarik-nh4du 9 ай бұрын
Jay Jagnnath 🙏🏻❤️⭕‼️⭕❤️🙏🏻
@balakrushnamohanty4633
@balakrushnamohanty4633 Жыл бұрын
Bohut khusi laguchi, prakash bhai nku success habara dekhi❤❤❤
@satrughnachhatar4575
@satrughnachhatar4575 Жыл бұрын
God bless you brother
@balakrushnamohanty4633
@balakrushnamohanty4633 Жыл бұрын
@@satrughnachhatar4575 thank you❤🙏
@subhadrasahoo4979
@subhadrasahoo4979 Жыл бұрын
Bhai kouthi rahi prepare hauthile
@balakrushnamohanty4633
@balakrushnamohanty4633 Жыл бұрын
@@subhadrasahoo4979 I don't know sister, mu tanku KZbin re follow kare
@niranjannayak5751
@niranjannayak5751 Жыл бұрын
ପୁଅ ଏବେ ସବୁ ଠିକ କହୁଚୁ କିନ୍ତୁ ଶଶୁର କିଣିକି ନେଇଯିବନିତ, ଯେବେ ଶଶୁର ନେବ ମାଆ ବାପା ଙ୍କୁ ଭୁଲି ଯିବୁ
@smrutisudhamishra911
@smrutisudhamishra911 Жыл бұрын
🙏.... I'm really happy for you...❤️❤️❤️ seriously great.... ଆପଣ ଯାହା ବି ଦେଖିଛନ୍ତି,,, ସେଇଟା ହିଁ ଆପଣଙ୍କୁ ଗୋଟେ ପରିଚୟ ଦେଇଚି ସେଇଟା ହିଁ ଆପଣଙ୍କ କ୍ୱାଲିଟି 😊 best regards to you
@lokanathdas5246
@lokanathdas5246 Жыл бұрын
ବହୁତ ଭଲ ଲାଗୁଛି ଈଶ୍ୱର ମଂଗଳ ମୟ ଧନ୍ୟବାଦ ❤
@saidutta6626
@saidutta6626 Жыл бұрын
ପୁଅର ପରିବର୍ତ୍ତନ ନଆସୁ। ଜଗନ୍ନାଥ ଦୟା କରିବା ସହ ଦଣ୍ଡ ମଧ୍ୟ ଦିଅନ୍ତି
@lipanbiswal387
@lipanbiswal387 Жыл бұрын
Prakash sir🙏🙏🎉Best GS teacher🙏
@lp2802
@lp2802 Жыл бұрын
Iye sei prakash sir na? 😮
@lipanbiswal387
@lipanbiswal387 Жыл бұрын
@@lp2802 hnm bhai
@srikantaharichandan1464
@srikantaharichandan1464 Жыл бұрын
ସବୁ ଠିକ୍ । କିନ୍ତୁ ଗାଁ ଆଉ ବାପା ମା ଙ୍କୁ ଭୁଲିବିନି ଯେମିତି। ବାସ୍ ଆଉ କିଛି ଦରକାର ନାହଁ
@kabirparida1412
@kabirparida1412 Жыл бұрын
Jaha hau bhagaban kahara dukha bujhu chanti🤗🕉🔱
@RajendraNaik-cm1oy
@RajendraNaik-cm1oy Жыл бұрын
Congratulation 🎉 ଭାଇ। ଆପଣଙ୍କୁ ଭଗବାନ ଭଲରେ ରଖିଥାନ୍ତୁ ।
@saradamallick1983
@saradamallick1983 Жыл бұрын
ଚାଳ ଛପର ନଥାଇ କଣ ପାଠ ପଢି ବେନି ପିଲା।ପାଠ କୁ ସନମାନ ଦିଅ । ଘରକୁ ଛୋଟକରନା ।ସାମ୍ବାଦିକ ଭାଇମାନଙ୍କୁ ଅନୁରୋଧ
@409BSM
@409BSM Жыл бұрын
Congratulations brother 🙏🙏🙏🙏🙏🙏bhai tume poor pilanko pain gote example....jie bhabuchi moro ate kosto mu paribini....god bless you brother 🙏🙏🙏🙏and god bless your parents🙏🙏🙏🙏🙏sobubele khusire ruho brother 🙏🙏🙏bapa maanko naan rokho...Jay Ganapati Bappa Moriya🙏🙏🙏🙏🙏🙏
@trikalingasanskruti
@trikalingasanskruti Жыл бұрын
ସାମ୍ବାଦିକ ଭାଇ ଟିକେ ଶାଳୀନତା ରକ୍ଷା କରି ପଚାରନ୍ତୁ l ସେ ଚାଳ ଛପର ଘରୁ ବୋଲି ତାଙ୍କୁ ତମେ ତମେ ବୋଲି ସମ୍ବୋଧନ କରୁଛନ୍ତି ନା କଣ??? ଆପଣ ଭୁଲିଯାଉଛନ୍ତି ଯେ ସେ OAS ପାଇଛନ୍ତି l ଆସନ୍ତା କାଲି ସେ ଜଣେ ସରକାରୀ ଅଧିକାରୀ ନିଶ୍ଚୟ ହେବେ l ନିଜର ଯୋଗ୍ୟତା କେତେ ଜଣାପଡିଯାଉଛି l ନିଜକୁ କଣ ବୋଲି ଭାବୁଛନ୍ତି ଏମାନେ କେଜାଣି???
@rajendrakumarbehera6116
@rajendrakumarbehera6116 9 ай бұрын
ପାଖରେ ପଇସା ନଥିଲେ ମଧ୍ୟ ଏମିତି ଏମିତି ଈଶ୍ୱର ବିଶ୍ୱାସୀ ଓ ଦୃଢ଼ ମନବଳ ଥିବା ବାପାଙ୍କୁ ମୋର ହୃଦୟଭରା ପ୍ରଣାମ। ଧନ୍ୟ କହିବି ସେଇ ପୁଅକୁ ଯିଏକି ସରକାରୀ ବିଦ୍ୟାଳୟରେ ପଢ଼ି ମଧ୍ୟ ନିଜର ଏକାଗ୍ରତା ମାନସିକତା ପାଇଁ ଆଜି ଏଇ ଗୌରବର ଅଧିକାରୀ ହୋଇପାରିଲା। ବାବୁ ଝିଅ ପ୍ରେମ କିମ୍ବା ସ୍ତ୍ରୀ ପ୍ରେମରେ ପଡି ଏଭଳି ପରିବାର ଠାରୁ ଯୋଉ ଦିନ ଦୁରେଇବୁ, ସେଦିନ ତୋର ସତ୍ୟାନାସ ହେବ।
@tarakiranpatnaik1049
@tarakiranpatnaik1049 Жыл бұрын
Congratrulation bhai... May lord Jagannath will help you a lot in future also
@raghunathparaja4001
@raghunathparaja4001 Жыл бұрын
ମୋର ଅନେକ ଅନେକ ଶୁଭେଚ୍ଛା 💐💐💐💐💐🥳ଭାଈ ଆମ ଗରିବ ଘର ଲକ ତ ବାପା କୁ କେବେ ବୁଲି ବୁ ନାହି
@rahulrahul5531
@rahulrahul5531 Жыл бұрын
kzbin.info/www/bejne/aZjdfWuEYqtprck
@bikasmitabagharay4489
@bikasmitabagharay4489 Жыл бұрын
ଭଗବାନ ତୁମର ମଂଗଳ କରନ୍ତୁ ଜୟ ଜଗନ୍ନାଥ
@nilayabeheravlogs535
@nilayabeheravlogs535 Жыл бұрын
ଆମେ ସମସ୍ତେ ବହୁତ ଖୁଶି ଆମ ପଂଚାୟତ ର ଗର୍ବ
@Dineshkumarsamal-zi7nl
@Dineshkumarsamal-zi7nl Жыл бұрын
Very nice prakesh bhai❤❤❤❤
@tahasildipa9675
@tahasildipa9675 Жыл бұрын
Ty
@bijayrout3629
@bijayrout3629 Жыл бұрын
This would be O.A.S officer should look after the enrichment of others than Self interest as it can't be avoided at all and this feelings now you are expressing must be remembered for all time to come. On the whole May the Almighty May the Almighty bless you for bright future.
@basudevjena2132
@basudevjena2132 Жыл бұрын
ମନବଳ ସବୁବେଳେ ଦୃଢ ରଖିବ ଆଗକୁ ବଢିଚାଲ
@goribenia9146
@goribenia9146 Жыл бұрын
Bahut khusi,laguchi, Bhai OAS hebaru,au,baba,ku,deki,👏👏👏👏🙏🙏🙏🙏🙏💐💐💐
@sandiptamohapatra4405
@sandiptamohapatra4405 Жыл бұрын
ସାମ୍ବାଦିକ ଭାଇ ଟିକେ ଦୟା କରି ତୁମେ ପରିବର୍ତ୍ତେ ଆପଣ ସମ୍ବୋଧନ କଲେ ଭଲ ହୁଅନ୍ତା
@ganeshcreation7770
@ganeshcreation7770 Жыл бұрын
Game change kar diya😮
@lakshmanmohapatra7148
@lakshmanmohapatra7148 Жыл бұрын
Congratulations for your success.
@pintupangi9291
@pintupangi9291 Жыл бұрын
Congratulations 🎉🎉🎉🎉
@khusirajalaxmidiptiexpress5041
@khusirajalaxmidiptiexpress5041 Жыл бұрын
ମହାପ୍ରଭୁ ସୁବୁ ଇଚ୍ଛା 🙌ଜୟ ଜଗନ୍ନାଥ 🙏
@ranjit2k23
@ranjit2k23 Жыл бұрын
This is actually Inspired me 😢
@kanha0225
@kanha0225 Жыл бұрын
Every parents should gets such kind baby🙏🏼🙏🏼 Jai Jagannath❤🙏🏼🙏🏼
@Soloni_life_styel_143
@Soloni_life_styel_143 9 ай бұрын
Jay Jaganathan 🙏🙏 mangala karichanti bahuta Khushi🎉🎉🎉🎉🎉
@Newlyviral223
@Newlyviral223 Жыл бұрын
Congratulations 👏🎉 & Many more......jai bholenath...
@lalitbag6841
@lalitbag6841 Жыл бұрын
ପଙ୍କ ରୁ ପଦ୍ମ ଫୁଟେ ।ଏହି କଥା କୁ ସାକାର କରି ଥିବାରୁ ଅଶେଷ ଧନ୍ୟବାଦ୍
@subhamdas1338
@subhamdas1338 9 ай бұрын
Congrats 🎉❤
@educationsonali3443
@educationsonali3443 Жыл бұрын
ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏
@anupambehera9987
@anupambehera9987 Жыл бұрын
Jay shree jagannath 🙏🌼‼️🌼🙏... congratulations bro 🙏🎉🎉
@abeshtripathy4511
@abeshtripathy4511 Жыл бұрын
❤❤🎉🎉😮Sabu pila sikhiva katha...it's a lesson
@143...7
@143...7 Жыл бұрын
Wa bhai bahut bhala god bless you ❤agaku ahuri bhala kama kara ame ta patha satha padhiki bi kichhi karipariluni 😢 patha ta hauni au tume tuma family khsui re ruha ❤
@laxmankumarsoren8635
@laxmankumarsoren8635 Жыл бұрын
Excellent excellent 👌 Hard work and confidence and patience he possesses.
@pradipkumarbhuyan1991
@pradipkumarbhuyan1991 Жыл бұрын
Best example for society, congratulations 🎉
@harekrushnahotta2072
@harekrushnahotta2072 Жыл бұрын
ଶିକ୍ଷା ପାଇଁ ଧାନ ଅପେକ୍ଷା ମନର ଆବଶ୍ୟକତା ବେଶିଦରକାର ମୁ ଭାବୁଛି ପ୍ରକାଶ ବାବୁ ସଚ୍ଚୋଟ ଭାବରେ ଦେଶସେବା କରିବେ ବୋଲି ମୋର ଆଶା। ପ୍ରଭୂ ତାଙ୍କର ମଙ୍ଗଳ କରନ୍ତୁ।ପୁଣି ଏହା ଏଭଳି ଏକ ପରୀକ୍ଷା ସମସ୍ତେ ଏକାଥରେ ଉନ୍ନତୀ ହୋଇପାରନ୍ତି ନାହିଁ ତଥାପି ସଫଳ ହୁଅନ୍ତି ତେଣୁ ମନବଳ ସବୁଠାରୁ ମୁଖ୍ୟ।
@prabirkumar9107
@prabirkumar9107 Жыл бұрын
ଅଭିନନ୍ଦନ 🙏🙏
@sukantadash3070
@sukantadash3070 Жыл бұрын
ଜୟ ଜଗନ୍ନାଥ । 🙏🙏🙏🙏🙏
@suvendupradhan4055
@suvendupradhan4055 Жыл бұрын
Heartly appreciate your hard work and family support... Finally u reached in ur destination ❤😍😍 But bro try to become a honest OAS officers ....
@subhasispradhan6621
@subhasispradhan6621 Жыл бұрын
Really feel happy🎉🎉 congratulations sir🎉
@sunilkumarswain125
@sunilkumarswain125 Жыл бұрын
ବିବାହ ହେଲେ ବାପା ଙ୍କ କଥା ସରିବ
@badaljena6618
@badaljena6618 Жыл бұрын
You are inspiring to our youth.. what a difficulty journey...
@sudarsanpradhan6782
@sudarsanpradhan6782 Жыл бұрын
ଜୟ ଜଗନ୍ନାଥ ଜଗନ୍ନାଥ ମଙ୍ଗଳ କରନ୍ତୁ
@monalisamohanty809
@monalisamohanty809 Жыл бұрын
Congratulations brother 🙏🙏
@SanjayaSahoo-t4j
@SanjayaSahoo-t4j 4 ай бұрын
ଜୟ ଜଗନ୍ନାଥ, ❤🎉
@monalisha314
@monalisha314 Жыл бұрын
Jay jagannath ❤your success paid 📴
@akashkumarpagad8741
@akashkumarpagad8741 5 ай бұрын
This is real success 👏. Many many congratulations bhai
@abhishekkar67
@abhishekkar67 Жыл бұрын
Congratulations agyan ❤ sundargarh ru bhut subhakamana au ashirbad
@lijadas1547
@lijadas1547 Жыл бұрын
Lots of respect to father n mother for your sacrifice❤️
@mr.bariki511
@mr.bariki511 4 ай бұрын
A bright example of inspiration for poor family students.
@kumudapradhan8864
@kumudapradhan8864 Жыл бұрын
Congratulations.
@haripriyamahapatra8295
@haripriyamahapatra8295 9 ай бұрын
Congratulations God bless you mummy papa ko kabhi nahi bhulna
@ArunSahoo-t1f
@ArunSahoo-t1f Жыл бұрын
Hey Prabhu Jagannath hey Prabhu narayan abhali gariba lokanku sahaya hoa
@PradipKumarSa
@PradipKumarSa Жыл бұрын
God is great ....Jay jaganath
@Tapan7752
@Tapan7752 Жыл бұрын
Really I wait your result , finally I see that,Today I am very happy bro.❤️
@mamataghadei83
@mamataghadei83 Жыл бұрын
Bhagaban nka asribadaru emiti agaku jau jay Jagannath🙏🙏🙏🙏🙏
@nirjarapradhansweety6
@nirjarapradhansweety6 9 ай бұрын
Jay jaganatha bhae tuma jibana sukhamaya heu❤❤❤❤❤❤❤❤❤
@chhabiraninayak4633
@chhabiraninayak4633 Жыл бұрын
Prakash tume aagei jaa,Prabhu Jagannatha achhanti👍
Что-что Мурсдей говорит? 💭 #симбочка #симба #мурсдей
00:19
How to treat Acne💉
00:31
ISSEI / いっせい
Рет қаралды 108 МЛН
My scorpion was taken away from me 😢
00:55
TyphoonFast 5
Рет қаралды 2,7 МЛН
Что-что Мурсдей говорит? 💭 #симбочка #симба #мурсдей
00:19