କେମିତି ପାଇବେ ସୁଭଦ୍ରା ଟଙ୍କା ? Subhadra Yojana Online Apply | How To Apply Subhadra Scheme| BJP Scheme

  Рет қаралды 2,594,117

News18 Odia

News18 Odia

Күн бұрын

କେମିତି ପାଇବେ ସୁଭଦ୍ରା ଟଙ୍କା ? Subhadra Yojana Online Apply | How To Apply Subhadra Scheme| BJP Scheme
The first cabinet meeting of the BJP government chaired by Chief Minister Mohan Charan Majhi on Wednesday took four major decisions that include opening of all the four gates of the Shree Jagannath Temple at Puri from June 13 (Thursday) to facilitate free flow of devotees into the shrine for seamless darshan of the Trinity. The BJP government felt that the schemes implemented by the previous government for empowerment of women through self help groups have failed to bring desired results. The cabinet approved the Subhadra Jojana under which cash voucher of Rs 50,000 will be provided to each women beneficiary which they can encash within two years.
#subhadrayojana #bjp #womanscheme #svadrayojana #subhadrascheme #mohanmajhi #odishacm #pmmodi #n arendramodi #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 884
@SonuMaharana-lf8pt
@SonuMaharana-lf8pt 3 ай бұрын
ଜଗ୍ୟ ହିତାଧିକାରୀ ମାନଙ୍କୁ ମିଳି ଲେ ଭଲ ହେବ ।କିନ୍ତୁ ଧନ ସମ୍ପତି ,ଚାକିରି ଥାଇ ମଧ୍ୟ ଅନେକ ଘରର ଧନୀ ବର୍ଗ ମହିଳା ମାନେ ରାସନ କାର୍ଡ କରିଛନ୍ତି ଏବଂ shg ରେ ସଭ୍ୟା ହୋଇଛନ୍ତି। ନବୀନ ସରକାରଙ୍କ ଶାସନ କାଳରେ ଏମିତି ଅନେକ ମହିଳା ଏହାର ଲାଭ ଉଠାଉ ଥିଲେ ଏବଂ ଦୁବାଇ ମଧ୍ୟ ଯାଇଥିଲେ ।ଘର ତଳ ,ଉପର କରି ଘର ଭଡ଼ା ଦେଉଛନ୍ତି, ସମ୍ପତି ପୂର୍ଣ୍ଣ ମହିଳା ମଧ୍ୟ ନିଜ କୁ ଗରିବ କହି ,ଭିତିରିଆ ଦଳର କର୍ମୀ ମାନଙ୍କୁ ଧରି ନିଜେ ରାସନ କାର୍ଡ ମଧ୍ୟ କରିଛନ୍ତି।ଜଣେ 2 ଟି ରାସନ କାର୍ଡ ମଧ୍ୟ ନାମ ଚେଞ୍ଜ କରି ,ସରକାରୀ ସୁବିଧା ପାଇଛନ୍ତି।କେହି କିଛି ବୁଝୁ ନାହାନ୍ତି , କୌଣସି ପଦକ୍ଷେପ ନେଉନାହାନ୍ତି, ସମସ୍ତେ ଚୁପ୍।ଏମାନଙ୍କୁ ଧରିବେ କେମିତି। ଅ ନେକେ ତ ଟଙ୍କା ରଖିବା ବ୍ୟାଙ୍କ ଖାତା ଅଲଗା ଏବଂ ସରକାରୀ ସୁବିଧା ପାଇଁ ଲାଗୁଥିବା bank ଖାତା ଅଲଗା ଜନ ଧନ ଖାତା କରିଛନ୍ତି। ଯେତେବେଳେ କରନା ହୋଇଥିଲା ସେତେବେଳେ ସେମାନେ ଜନ ଧନ ଖାତାରେ 500 ଟଙ୍କା 3 ଥର ପାଇଥିଲେ। ଏବଂ ଉଜ୍ଜଲା ଗ୍ୟାସ୍ ମଧ୍ୟ ନେଇଛନ୍ତି। ଏବେ ପୁଣି ଏଇ ଯୋଜନା ରେ ପ୍ରଥମେ ସେମାନେ ହିଁ ଆବେଦନ କରିବା ପାଇଁ ଅଣ୍ଟା ଭିଡି ଲେନି। ଦେଖିବା ମୋଦି ସରକାର କିପରି ଯୋଗ୍ୟ ହିତାଧିକାରୀ ଚୟନ କରିବେ। ଯଦି ପୁଣି ରାସନ କାର୍ଡ ଚୟନ ହିତାଧିକାରୀ ପ୍ରକ୍ରିୟା ଆରମ୍ଭ ହୁଅନ୍ତା ତେବେ ସବୁ ଠିକ୍ ହୁଅନ୍ତା।ଖାଇବାକୁ ନ ପାଇବା ଗରିବ ଲୋକଙ୍କୁ ସହାୟତା କରିବା ଠିକ୍ କିନ୍ତୁ ଧନ ସଂପତ୍ତି ଥିବା ଲୋକ ଯଦି ଏମିତି ଚୋରା କାରବାର କରିବେ ତେବେ ଓଡ଼ିଶା ର ହେବ କଣ। ମର ମୋଦୀ ସରକାରଙ୍କୁ ଏତିକି ଅନୁରୋଧ କି ସରକାରୀ ଚୟନ ପ୍ରକ୍ରିୟା ଠିକ୍ ରେ କରାଯାଉ।
@Twins_Lifestyle
@Twins_Lifestyle 3 ай бұрын
ଆପଣ ଠିକ କହିଛନ୍ତି 👍
@SanatanMadhei-u3t
@SanatanMadhei-u3t 3 ай бұрын
Chasa namo re epatu sepataru photo uthai Paisa pauchhanti
@SradhanjaliNayak-v3q
@SradhanjaliNayak-v3q 3 ай бұрын
100%right
@sunitapanigrahy7402
@sunitapanigrahy7402 3 ай бұрын
ପୁରାପୁରି ଠିକ୍ କଥା ଲେଖିଛନ୍ତି 👍👍
@SurprisedFlamingo-kk5jy
@SurprisedFlamingo-kk5jy 3 ай бұрын
ଐଈଟା ତ ଭୂଲ ଐକ୍ସନ୍ ହେଊ
@BanitaNanda-on9ld
@BanitaNanda-on9ld 3 ай бұрын
ଜଣେ ବିବାହିତ ମହିଳା ସୁଭଦ୍ରା ଯୋଜନା ରେ ସାମିଲ ହେଲେ। କିନ୍ତୁ ଜଣେ ଭିନ୍ନକ୍ଷମ ଅବିବାହିତ ଝିଅ ସୁଭଦ୍ରା ଯୋଜନା ରେ ସାମିଲ ହେବେକି
@Bhagi-s7s
@Bhagi-s7s 3 ай бұрын
Right ପ୍ରଶ୍ନ
@pamarout-j5h
@pamarout-j5h 3 ай бұрын
​@@anitapadhi325q
@KailashSanta-js5yl
@KailashSanta-js5yl 3 ай бұрын
No
@BanitaNanda-on9ld
@BanitaNanda-on9ld 3 ай бұрын
Why ?
@BanitaNanda-on9ld
@BanitaNanda-on9ld 3 ай бұрын
@@d.creation2.0 kn pain kahile spasta bhabare bujhi heba
@skumar7960
@skumar7960 3 ай бұрын
ଲୋକ ଏବେ ମଧ୍ୟ ରାସନ୍ କାର୍ଡ ପାଇ ନାହାନ୍ତି ପ୍ରଥମେ ଗରିବ ଲୋକଙ୍କୁ ରାସନ୍ କାର୍ଡ ପ୍ରଦାନ କରନ୍ତୁ, ଏହି ଗରିବ ଲୋକ ମାନେ କଣ କେବେ ରାସନ୍ କାର୍ଡ ପାଇବେ ନାହିଁ , ବିଜେଡି ସରକାର ଯେଉଁ ପରିବାର କୁ ରାସନ୍ କାର୍ଡ ପ୍ରଦାନ କରିଛନ୍ତି କଣ କେବଳ ସେହି ଲୋକ ମାନେ ସବୁଦିନ ପାଇବେ, ସରକାର୍ ଏଥି ପ୍ରତି ଧ୍ୟାନ ଦେବା ଉଚିତ୍
@lilimabargaon9376
@lilimabargaon9376 3 ай бұрын
Sir jeu ghare Un married jhiya Rahijaichhanti 30Age ru Above sehi mane paribar Maintains karuchhanti sehi mankara pai kana subhadra Yojana Kana Lagu hoipariba nahi ki
@AshokMalik-tu7vt
@AshokMalik-tu7vt 3 ай бұрын
ଆମ ଘରେ ଜନେବି ଚାକିରିଆ ନାାଁହାନ୍ତି, ଆମେ 8 ବର୍ଷ ହେଲାଣି ଲାଗିଲାନୁ ରାସନ୍ କାର୍ଡ କରିବା ପାଇଁ, କିନ୍ତୁ ଆମର ହେଇ ପାରୁନି, ଦୟା କରି ଆପଣ ପୁଣି ତଦାରଖ କରି ଉପୋଯୁକ୍ତ ଲୋକ ମାନକୁ ରାସନ କାର୍ଡ ଦିଆଯାଉ,
@msurbasi
@msurbasi 3 ай бұрын
ଆମର ରାଶନ କାର୍ଡ ନାହିଁ
@sanjubaba5944
@sanjubaba5944 3 ай бұрын
Bhai sarkar ku janaya.News channel balla kana jai tama naa kahiba
@Mama-chagala
@Mama-chagala 3 ай бұрын
Thiki kahicha amra bi sm kintu hauni rasan card😢😢😢😢
@anuskaranipadhy9797
@anuskaranipadhy9797 3 ай бұрын
Aama rabi aasubidha kintu rasankad nahi
@PradiptaParida-j2p
@PradiptaParida-j2p 3 ай бұрын
Same problem amar
@AnantBabu923
@AnantBabu923 3 ай бұрын
ସୁଭଦ୍ରା ଯୋଜନା ମାଗଣା ନା ଋଣ ପ୍ରଦାନ ଏ କଥା ସଠିକ୍ ଭାବରେ କାହିଁକି କହୁନ , ଖାଲି ସୁଭଦ୍ରା ଯୋଜନା ସୁଭଦ୍ରା ଯୋଜନା କହୁଛ .... ପ୍ରଚାର ସର୍ବ ସ୍ବ
@SubasBhuyan-lp8py
@SubasBhuyan-lp8py 3 ай бұрын
ଭାଇନା ସୁଭଦ୍ରା ଯୋଜନା ର ଲାଷ୍ଟକୁ ସୁଧ ମୂଳ ସହ ସବୁ ନେଇଯିବ ଇଏ ପରା ମୋଦି ର ପ୍ଲାନ
@sumantanayak-likun
@sumantanayak-likun 3 ай бұрын
Jojona deba magana khaebaku nuhe sudha mula pura chachiki nebr bjp sarkar ata kou magana jojona nuha vai
@swateesatpathy364
@swateesatpathy364 3 ай бұрын
Not a loan its free
@sumantanayak-likun
@sumantanayak-likun 3 ай бұрын
@@swateesatpathy364 tmku kia kahila didiii
@alibhanaik3487
@alibhanaik3487 3 ай бұрын
Widow manaku dia jiba na nahi
@nilayabeheravlogs535
@nilayabeheravlogs535 3 ай бұрын
କେନ୍ଦ୍ର ବିନା ଆମ ମୁଖ୍ୟମନ୍ତ୍ରୀ.. କିଛି କରିପାରିବେନି.. ଏ ନାମ କୁ ମାତ୍ର ମୁଖ୍ୟମନ୍ତ୍ରୀ.. ମୋଦିଙ୍କ ପାଖରେ ରିମୋଟ.. ସେ ଯେମିତି ଚଳେଇବେ.. ଆମ ମୁଖ୍ୟମନ୍ତ୍ରୀ ସେମିତି ଚାଲିବେ..ଏ ମୁଖ୍ୟମନ୍ତ୍ରୀ ମୋର ପସନ୍ଦ ନୁହେଁ.. ମୋର ନବୀନ ପଟନାୟକ ପସନ୍ଦ
@JitendraMajhi-py8yg
@JitendraMajhi-py8yg 3 ай бұрын
Psnd nhi jdi pe,,, lo chatunu
@bhagabanbehera3009
@bhagabanbehera3009 3 ай бұрын
Tik katha sar
@shiningsaloni7427
@shiningsaloni7427 3 ай бұрын
ସବୁ ତ ରାସନ କାର୍ଡ ଧାରୀ ପାଇଁ ଆଉ ଯୋଉ ଲୋକ ର ଚାକିରୀ ନାହିଁ କି ରାସନକାର୍ଡ ନାହିଁ , ତାକୁ କିଛି ବି ନାହିଁ , ମଧ୍ୟବିତ୍ତ ଲୋକଙ୍କ ପାଇଁ କିଛି ତସରକାର ସାହାଯ୍ୟ କରନ୍ତୁ, ସେମାନେ ବି ତ ଭୋଟ ଦେଉଛନ୍ତି.
@sanjibbbehera4804
@sanjibbbehera4804 3 ай бұрын
Sata Katha Bhai
@tbvideo-r2r
@tbvideo-r2r 3 ай бұрын
Madhyabit paribar barga dhana biki ki prachura tanka paibe
@B.Durgashaktee
@B.Durgashaktee 3 ай бұрын
ଶୋଇଲା ପୁଅ ର ଭାଗ ନଥାଏ... Tenu general category loka ସଂଘ ଗଠନ kara aw ରାଜଧାନୀ re ଗର୍ଜନ କରିବା ଆରମ୍ଭ କର
@raghunathdehuri4809
@raghunathdehuri4809 3 ай бұрын
Right 👍👍👍
@anandmarkeyvlogs4766
@anandmarkeyvlogs4766 3 ай бұрын
Bholo kotha kohile mam
@Bhagi-s7s
@Bhagi-s7s 3 ай бұрын
ଦେଖିବା ନବୀନ ବାବୁଙ୍କ କେତେଟା ଯାଜନର ଫେଲ ମାରିଚି ଆଉ ବିଜେପି କେତେଟା ଯଜନା କରୁଛି, ଜଣା ପଡିବ ବିଜେପି କଣ କରିବ 1ବର୍ଷାରେ ଜଣା ପଡିବ
@Dineshparida-sh1hb
@Dineshparida-sh1hb 3 ай бұрын
Sasana gadire basiba 48 ghantare sabu karibaku kahu rhile abe 100 dina
@Bhagi-s7s
@Bhagi-s7s 3 ай бұрын
@@Dineshparida-sh1hb ବିଜେପି ବାଲାଙ୍କ 48 ଘଣ୍ଟା ହଇନାହିଁ, ସେ କଣ କରିବ ଆଗକୁ ଆହୁରି ଦିନ ଅଛି, ଦେଖିବା କଣ କରିବ
@Leo_07_07
@Leo_07_07 3 ай бұрын
Naveen had gone to jail twice for breaking the leg of a girl in his farmhouse. What about that ?
@bibhuadityaprasadsahoo5046
@bibhuadityaprasadsahoo5046 3 ай бұрын
​❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤@@Dineshparida-sh1hb
@Rajkumarr2022
@Rajkumarr2022 3 ай бұрын
BJD କୁ 25 ବର୍ଷ ଦିଆଗଲା, BJP କୁ 5 ବର୍ଷ ଦିଆଯାଉ ମୋଦୀ ମଧ୍ୟ୍ୟ କହିଥିଲେ, ଯଦି ତୁଳନା କରିବାର ଅଛି ତ 5 ବର୍ଷ ଦିଅ।
@santilatadas5755
@santilatadas5755 3 ай бұрын
ଜଣେ ମହିଳା ଗରିବ କିନ୍ତୁ କେତେ ଦୌଡ଼ି ଦୌଡ଼ି ବି ରାସନ କାର୍ଡ ଖଣ୍ଡେ ସରକାର ଦେଲେ ନାହିଁ, ସେମାନେ କଣ ଏହି ସୁଭଦ୍ରା ଯୋଜନା ରୁ ବଂଚିତ ହେବେ କି.
@trilochanpradhan7940
@trilochanpradhan7940 3 ай бұрын
Jay jaganatha kalikatare rahuchu anaku milibata❤
@ankitdas168
@ankitdas168 3 ай бұрын
ଆଶାଙ୍କୁ, ଅଙ୍ଗନବାଡି କର୍ମୀ, ଙ୍କୁ ମିଳିବ କିନ୍ତୁ ବିଧବାମାଙ୍କୁ, ମିଳିବନି ତ କେଉଁ ପ୍ରକାର ଗାଇଡିଲ।ଇନ୍‌😢
@SureshOjha-yd7xs
@SureshOjha-yd7xs 3 ай бұрын
ସରକାର ଙ୍କ ମର ଅନୁରୋଧ ପ୍ରଥମେ ବିଧବା ମା ମାନିକୁ ଦିଅନ୍ତି 🙏🙏🙏 Jay Jagannath 🙏🙏🙏
@NunuPatnaik
@NunuPatnaik 3 ай бұрын
, 3D
@DunabandhuHarijan
@DunabandhuHarijan 3 ай бұрын
Purushon Ko Pani ki Chennai ki😊
@DunabandhuHarijan
@DunabandhuHarijan 3 ай бұрын
Jhadu wife name
@DunabandhuHarijan
@DunabandhuHarijan 3 ай бұрын
Subodh Raj Yojana ke purushon
@DunabandhuHarijan
@DunabandhuHarijan 3 ай бұрын
Online shopping chalchitra accept kijiye coronavirus
@Untalented143Bgr
@Untalented143Bgr 3 ай бұрын
ଯଦି ଦବାର ଅଛି ମାଗଣା ଦିଅ କାରଣ,,, ସେମିତି ରେ ଘରେ ଘରେ ଲୋନ କରି ଲୋକ ମାନେ ସବୁ ମଲେଣି ଆଉ କଣ ପାଇଁ ଲୋନ ଦେଇ ଲୋକଙ୍କୁ ମାରୁଛ
@kishanswain5501
@kishanswain5501 3 ай бұрын
Eita loan nue
@babubabu9867
@babubabu9867 3 ай бұрын
Magia tate jadi darkar nai tu dhire rahunu
@mayadharsahoo2446
@mayadharsahoo2446 3 ай бұрын
Magana khaile charbi hai jiba
@abhicreation749
@abhicreation749 3 ай бұрын
​@@mayadharsahoo2446Han Bhai 👍 Mu sunichi subhadra jojana re loan dia haba
@ankitdas168
@ankitdas168 3 ай бұрын
ପ୍ରଥମେ ବିଧବା ମା'ଙ୍କୁ ଦିଅନ୍ତୁ ଦୟ। କରି😢
@nayanadash1223
@nayanadash1223 3 ай бұрын
ଭତା ବଢ଼େଇବା କଥା କହୁଥିଲେ, ଇଲେକଟ୍ରିବିଲ ଛାଡ଼ କରିବାକୁ କହିଥିଲେ.ଦୟାକରି ଏସବୁ ଉପରେ ଟିକେ ଧ୍ୟାନ ଦିଅନ୍ତୁ
@allinonetv4977
@allinonetv4977 3 ай бұрын
100 କଣ ପାଇଁ 10 ଦିନ ଭିତରେ କଣ ପାଇଁ ନୁଁହ. 15 ଲକ୍ଷ ଆମକୁ ବହୁତ ଜଲଦି 😂ମିଳିଲା ଆଉ ଏଇଟା 3 ମାସ
@BanitaNanda-on9ld
@BanitaNanda-on9ld 3 ай бұрын
କାହିଁକିନା ଭିନ୍ନକ୍ଷମ ଝିଅ ମାନେ SHG group ରେ ଉପକୃତ ହେଉଥିଲେ
@Ranasurabhi
@Ranasurabhi 3 ай бұрын
କିଛି ଭିନ୍ନ କ୍ଷମ ମହିଳା ମାନଙ୍କର ରାସନ କାର୍ଡ ହୋଇନାହିଁ, ସେମାନେ ପାଇବେକି ନାହିଁ, ଯଦି ପାଇବେ ନାହିଁ, ତାହେଲେ ସୁଭଦ୍ରା ଯୋଜନା ର ଭେଳୁ କିଛି ନାହିଁ
@Mama-chagala
@Mama-chagala 3 ай бұрын
Right 🙏 khali ସବୁଥିରେ ରାସନ୍ କାର୍ଡ jahar ଅଛି ସିଏ ସବୁ ପାଉଛି କିନ୍ତୁ ଆମେ କିଛିବି ପାଉନୁ
@adityaprasadtripathy8812
@adityaprasadtripathy8812 3 ай бұрын
ଆପଣଙ୍କ କଥା ସ୍ବାଗତ ଯୋଗ୍ୟ । ପ୍ରକୃତରେ ସବୁଠାରୁ ଅସହାୟ ।
@adityaprasadtripathy8812
@adityaprasadtripathy8812 3 ай бұрын
ଆପଣଙ୍କ କଥା ସ୍ବାଗତ ଯୋଗ୍ୟ । ପ୍ରକୃତରେ ସବୁଠାରୁ ଅସହାୟ ।
@bapubehera9467
@bapubehera9467 3 ай бұрын
Right kahailo bhai mu b Jane bikalanga bhirnakhyama Mora b rasan card Kai b Karu nahanit
@dibakarsethi4802
@dibakarsethi4802 2 ай бұрын
Right
@AshokMalik-tu7vt
@AshokMalik-tu7vt 3 ай бұрын
ଆମର ତ ରାସନ କାର୍ଡ ନାହିଁ,ଆମେ କଣ କରିବୁ
@motivationalmediakmgopi7247
@motivationalmediakmgopi7247 3 ай бұрын
Tumaku 100000😅😅😅
@PradeepkumarSahu-sm8qt
@PradeepkumarSahu-sm8qt 3 ай бұрын
Tanku vote Dio 😂
@ajaya6106
@ajaya6106 3 ай бұрын
ମାଗଣା ଯୋଜନା ବନ୍ଦ କରି ଲୋକ ମାନଙ୍କୁ କାମ ଦେବାର ବେବସ୍ତା କରନ୍ତୁ ଓଡ଼ିଶା ରେ ଇଣ୍ଡଷ୍ଟ୍ରି ସ୍ଥାପିତ କରନ୍ତୁ
@nilendripradhan5575
@nilendripradhan5575 3 ай бұрын
Right
@TensiMohanta
@TensiMohanta 3 ай бұрын
Right
@kl.gaming5816
@kl.gaming5816 3 ай бұрын
👍👍👍
@anusuyamahananda486
@anusuyamahananda486 3 ай бұрын
ସବୁ ଶିକ୍ଷାନୁଷଠାନଗୁଡ଼ିକୁ ଆଉ ସ୍ଵସ୍ଥ୍ୟାନୁଷ୍ଠାନ ସରକାରଙ୍କ ଅଧିନକୁ ଆନନ୍ତୁ ସବୁ ଥରେ ଅଧିକ ନିଯୁକ୍ତି ଦିଅନ୍ତୁ ଲୋକେ ଉପକୃତ ହେବେ❤
@Dineshparida-sh1hb
@Dineshparida-sh1hb 3 ай бұрын
Thik kahile aga bekari samasya ta pare swastya katha chinta kariba katha chari dyura khalile ki balaku
@BasantKumarMishra-ik8tb
@BasantKumarMishra-ik8tb 3 ай бұрын
ଆହାର କେନ୍ଦ୍ର ଚାଲୁ କରିବା ପାଇଁ ସରକାରଙ୍କୁ ଅନୁରୋଧ।
@citizenrayagada2037
@citizenrayagada2037 3 ай бұрын
Tu bodhe aahara Kendra re khau
@Diljaan864
@Diljaan864 3 ай бұрын
Ghare khana nei milbar kn
@Diljaan864
@Diljaan864 3 ай бұрын
😂😂😂😂
@khageswarbhoi4324
@khageswarbhoi4324 3 ай бұрын
Aaaaaa​@@Diljaan864
@kumaranil2399
@kumaranil2399 3 ай бұрын
Vi ନୂଆ ଯୋଜନା ବିଷୟରେ କେବଳ କୁହନ୍ତୁ,ଆଉ ସବୁ ଫାଲତୁ ,ଆପଣ ବେସୀ କହିନାହାନ୍ତି ଆପଣଙ୍କୁ ଲାଗୁଛି?
@balabhadraDigal-m1y
@balabhadraDigal-m1y 3 ай бұрын
ପ୍ରା ର୍ଥମିକ ଥରରେ ଓଡ଼ିଶା ଦାଦନ ପାଇଁ ପ୍ରଥମେ ଚାକିରି ଆବଶ୍ୟକ ରହିଚି ତାହାହେଲେ ଓଡ଼ିଶାବାସୀ ର ଦୁଃଖ ଦୁରହେବ ଆଉ ଏ ଯଜନାରେ କୋଣ ମିଲିବ ଦୟାକରି ଏଇଟା ଛାଡ଼ିଦିଅ ଥୁ
@dibakarsethi4802
@dibakarsethi4802 2 ай бұрын
Right answer thanks
@TILATAMAEXPRESS-yg4tj
@TILATAMAEXPRESS-yg4tj 3 ай бұрын
ରାସନ୍ କାର୍ଡ ନାହିଁ ରାସନ୍ କାର୍ଡ ଲାଗୁ କରାଯାଉ
@chandanlucky2080
@chandanlucky2080 3 ай бұрын
Manually apply for charges
@chandanlucky2080
@chandanlucky2080 3 ай бұрын
Right
@AnilRout-rm9lm
@AnilRout-rm9lm 3 ай бұрын
ମୋର ଗୋଟେ ଅନୁରୋଧ ସରକାର ପାଖରେ ପ୍ରାଇଭେଟ ସ୍କୁଲ ବନ୍ଦ କରିକି ଗମେଣ୍ଟ ସ୍କୁଲ ରେ ଭଲ ମାଷ୍ଟର ନିଯୁକ୍ତି କରନ୍ତୁ ଏବଂ ହସ୍ପିଟାଲ ରେ mri ct ସ୍କାନ ପ୍ରଭୁତି ବ୍ୟବସ୍ତା କରନ୍ତୁ ଯାଜପୁର
@TensiMohanta
@TensiMohanta 3 ай бұрын
Right
@sasmitapradhan1576
@sasmitapradhan1576 3 ай бұрын
ଆମ ଘରେ ଜଣେବି ଚାକିରୀଆ ନାହାଁନ୍ତି ଆମେ 9 year ହେଲାଣି ଲାଗିଲୁନି ରାସନ କାଡ କରିବା ପାଇଁ , କିନ୍ତୁ ଆମର ହେଇ ପାରୁନି ଦୟା କରି ଆପଣ ତଦାରକ କରି ଉପୋଯୁକ୍ତ ଲୋକମାନଙ୍କୁ ରାସନ କାଡ ଦିଅନ୍ତୁ।
@saritanayak8540
@saritanayak8540 3 ай бұрын
ଲୋକଙ୍କ ଠୁଁ tax ନେଇ ଅଯଥା ଖର୍ଚ୍ଚ ଘର ପିଛା study loan ଦେଲେ ବରଙ୍ଗ ଲାଭ ଅଛି ।
@EngineersChoiceAnyday
@EngineersChoiceAnyday 3 ай бұрын
👌
@d.creation2.0
@d.creation2.0 3 ай бұрын
Dia jauchhi peranare
@Rkdas1264
@Rkdas1264 3 ай бұрын
Bhai emane study loan re chhada karibeni but adani Ambani nka loan ku chhad karidebe
@A.Mohammad-c3j
@A.Mohammad-c3j 3 ай бұрын
Madhyam braga pai kichi krunahanti
@Dineshparida-sh1hb
@Dineshparida-sh1hb 3 ай бұрын
Mo bala yojana karucha loka kama dhanda chhadi tahasil daudi daudi maribe bahut hoiran hebe loka
@SubasBhuyan-lp8py
@SubasBhuyan-lp8py 3 ай бұрын
ନବୀନ sir ଙ୍କ କଉ ଯୋଜନା ବିଫଳ ହୋଇଛି ଆପଣ କୁହନ୍ତୁ cm sir ବରଙ୍ଗ ବିଜେପି ର ଯୋଜନା ବିଫଳ ହୋଇଛି ରାତି ରାତି ଲୋକେ ଲାଇନ ରେ ଠିଆ ହୋଇ ହଇରାଣ ହୋଇଛନ୍ତି କଣ ନା ଇଶ୍ରେମ କାର୍ଡ. କିସାନ କାର୍ଡ ଆହୁରି ଅନେକ ଯୋଜନା ବିଫଳ ହୋଇଛି ଆଉ ନବୀନ sir ଙ୍କ ଭଳିଆ ଆପଣ ହେବେନି
@sarojnalinimohanty67
@sarojnalinimohanty67 3 ай бұрын
Right sir
@SubasBhuyan-lp8py
@SubasBhuyan-lp8py 3 ай бұрын
Tq
@biswaranjan1314
@biswaranjan1314 3 ай бұрын
କାହିଁ ରାମଚନ୍ଦ୍ର, କାହିଁ ରାମ ଭଣ୍ଡାରି 😂😂😂😂
@କହୁକହୁକହିଦେଲି
@କହୁକହୁକହିଦେଲି 3 ай бұрын
ଆରେ ଭାଇ ତୁମେ ଲେଖିଛ କେମିତି ଓ କେଉଁ ମାନେ ପାଇବେ.ସେଇଟା ନ କହି ଖାଲି ଗପି ଚାଲିଛ
@LaxmidharBehera-re6qq
@LaxmidharBehera-re6qq 3 ай бұрын
Right bhai
@mantu9417
@mantu9417 3 ай бұрын
ପ୍ରଥମେ ରାସନ କାର୍ଡ ଦେବାର ବ୍ୟବସ୍ଥା କରନ୍ତୁ please
@Jotrimay
@Jotrimay 3 ай бұрын
ପ୍ରତେକ ଦୁଇ ବର୍ଷ ରେ ଥରେ ଦେବେ ନା ଗୋଟେ ଥର 🙏ଦଶ୍ୟକାରୀ ଦୁଇ ବର୍ଷ ରେ ଥରେ ଦେଲେ ସବୁ ଗରିବ ପରିବାର ଓ ମଧ୍ୟ ବିତି ପରିବାର ଗୁଡିକ ଉପକୃତ ହୋଇପାରନ୍ତେ 🙏ଦୟାକରି ରାସନ କଟି ଯାଇଥିବା ଲୋକ ଙ୍କର ସଂଯୋଗ କରନ୍ତୁ
@lkcreation1734
@lkcreation1734 3 ай бұрын
ଯେଉଁ ପିଲାମାନଙ୍କର ବାପା ମରିଯାଇଥିବେ. ସେଇ ପିଲାମାନଙ୍କ ପାଇଁ କିଛି ଯୋଜନା ଅଛି କି ହେ ଓଡିଶା ସରକାର.
@Mama-chagala
@Mama-chagala 3 ай бұрын
ରାସନ୍ କାର୍ଡ jahar nahi sia kn kichi paebeni😢😢😢😢
@Ranasurabhi
@Ranasurabhi 3 ай бұрын
ଯେଉଁ ଅବିବାହିତା ଝିଅ ମାନେ study କରୁଛନ୍ତି, ସେମାନେ ବି ପାଇବା ଦରକାର
@Dineshparida-sh1hb
@Dineshparida-sh1hb 3 ай бұрын
Bhai aga bekari samasya chinta na kari chari dyura subhadra sabu faltu yojana
@sanvi5540
@sanvi5540 3 ай бұрын
jeumane bekar achanti bapa ku ki maa ku hareichanti semane bi paiba darkar
@JAYANTIMAHANTA-ev8kg
@JAYANTIMAHANTA-ev8kg 3 ай бұрын
ହଁ ଠିକ୍ କଥା
@SabinayaBarik
@SabinayaBarik 3 ай бұрын
Sir mu 6 yer bibaha hela ni maamar rasan kard nai ki vot ra I'd nai Mora 2 ti jhia aamar kichi income bi nai ki sag group bi nai bahut kasta re aame chaluchu ta sar Daya Kari aamku kichi hap karatu mu kichi rojgar Kari paribi please sir help me aapnaka sahaya mate unnati pathare neba mor dui jhia ku phatha padei paribi Jay shree Ram
@Dazling_Suriya
@Dazling_Suriya 3 ай бұрын
ଏକ ଲକ୍ଷ ଟଙ୍କା ମାସକରେ ସରି ଯାଉଛି ଆଉ କହୁଛନ୍ତି ୧ ବର୍ଷ 😂😂😂
@Madhav56785
@Madhav56785 3 ай бұрын
Bhai eka Barsha nuhe 2 yr 😂😂😂
@Simanchal1234
@Simanchal1234 3 ай бұрын
Jetiki income setiki kharcha
@Madhav56785
@Madhav56785 3 ай бұрын
@@Simanchal1234 seta thik je kintu jede pola sede baunsha Mane jete arjile b nianta se jete gariba hau ki dhani 50,000 tanka di barsha re Mane boka bhabichanti sarkar loka mananku😒😂
@bibhuti5999
@bibhuti5999 3 ай бұрын
Naveen 5 ବର୍ଷକୁ 500.00 ଦେଉଥିଲା । ଭଲ ଥିଲା । 😂😂
@skumar7960
@skumar7960 3 ай бұрын
ସରକାର୍ ଙ୍କୁ ଅନୁରୋଧ ପ୍ରଥମେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ପ୍ରଦାନ କରନ୍ତୁ କାରଣ ବିଜେଡି ସରକାର ଅନେକ ପରିବାରକୁ ରାସନ୍ ପାଇବାରୁ ବଞ୍ଚିତ ରଖିଛନ୍ତି, ତେଣୁ ନୂତନ ମୁଖ୍ୟ ମନ୍ତ୍ରୀ ଙ୍କୁ ଅନୁରୋଧ ଏହାର ସୁବିଚାର କଲେ ଉକ୍ତ ପରିବାର କୁ ରାସନ ମିଳି ପାରିବ
@BabyBaby-c7q
@BabyBaby-c7q 3 ай бұрын
Jay Jagannath 🙏🙏🙏 Bhai jeu Nari Mane 45 talaku bidhaba hoichhanti Daya kari semananku bidhaba bhata 2000 karajau tankara hasband nahanti se chalibe kemiti Jay Jagannath 🙏🙏🙏
@Dineshparida-sh1hb
@Dineshparida-sh1hb 3 ай бұрын
Are bhai 3000 kahuchi tume 2000 kahucha
@LaxmipriyaDenisa
@LaxmipriyaDenisa 3 ай бұрын
Plz, 🙏ଓଡିଶା ରୁ ମଦ ମୁକ୍ତ କରାଯାଉ, ଓଡିଶା ରେ ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ କିଛି କରାଯାଉ, ଘରର ପୁଅ ଝିଅ ମାନେ ଉଚ୍ଚ ଶିକ୍ଷିତ ହେଲାପରେ ସେମାନେ ବାହାର ରାଜ୍ୟରେ ଯାଇ ରୋଜଗାର ଗାର କରୁଛନ୍ତି ତାଙ୍କ ପରିବାର କୁ ଛାଡିକି, ଯଦି ଆମ ଓଡିଶା ରେ କିଛି କମ୍ପାନୀ ଖୋଲନ୍ତେ ବହୁତ ଭଲ ହୁଅନ୍ତା 🙏🙏🙏🙏
@PriyattamaAcharya
@PriyattamaAcharya 3 ай бұрын
ଆମ ଘରେ କେହିଁବି ଚାକିରିଆ ନାହାନ୍ତି ତଥାପି ସରକାରୀ ଯୋଜନା ନାରୁ ବଞ୍ଚିନ୍ତ କରାଯାଇଛି
@kameswarYouTubeExpress
@kameswarYouTubeExpress 3 ай бұрын
Thanks for information odisha first BJP Government new CM new decision 🎉🙏💝🥰
@saraswatisahu495
@saraswatisahu495 3 ай бұрын
Nabina sir abibahita jhia nku deuthile cm mohan sir kn pai debeni
@Madhav56785
@Madhav56785 3 ай бұрын
Bhai Khali stk nuha e sarkar asu asu puni SC st bhali pilanku Barsha ku 5000 miliba au general obc kn bhul karichanti semananku milibani e sarkar asu asu discrimination karisarilani au agaku Khali dekhiba baki rahila Kan kn discrimination karuchi bada bhul karidele odia asmita name re bjp ku vote. Dei agle baar Naveen sir 🥺🥺🙂
@prabinpanda924
@prabinpanda924 3 ай бұрын
@@Madhav56785 .
@rabirajcreatar
@rabirajcreatar 3 ай бұрын
ଭାଈ ମାନେ ଏମିତି ମିଛ କଥା କହି channel ବାଲା ବହୁତ ପଇସା income karidouchi ବର୍ତ୍ତମାନେ କୌଣସି ଡକ୍ୟୁମେଣ୍ଟ ପାଇଁ ସରକାର ଘୋଷଣା କରିନାହାନ୍ତି ମିଛ ଭିଡ଼ିଓ ଅପଲୋଡ଼ କର ନାହିଁ
@NSkantKumar
@NSkantKumar 3 ай бұрын
ସରକାରୀ ଯୋଜନାକୁ ଧର୍ମ ସହ କାହିଁକି ଯୋଡ଼ା ଯାଉଛି ?? ଏଇଟା ସର୍ବ ଧର୍ମ ସମାନ ଦେଶ !! ଏ କାଳିଆ ଯୋଜନା ସୁଭଦ୍ରା ଯୋଜନା ଏ ସବୁ ନାଟକ କାହିଁକି ?? ଖ୍ରୀଷ୍ଟିଆନ ଦେଶରୁ ସବୁ ଜିନିଷ ଆଣିବ ଆଉ ଏଠି ଗୋବର ଲେମ୍ବୁ ଲଗାଇବ !? ତାହେଲେ ସବୁ ଧର୍ମ ନାଁ ରେ ଯୋଜନା ବାହାର କରାଯାଉ !!
@ralupal
@ralupal 3 ай бұрын
ଟଙା ଦେଲେ କଣ୍ ହବ ଓଡିଶାର ସମସ୍ତଙ ମୁଁହଁରେ ଖୁସି ଦେଇପାରିବ ପାରିବନି କେହି ପାରିବନି ଶବୁ ପାଗଳ
@krisantamajhi367
@krisantamajhi367 3 ай бұрын
Retoin card ନ ଥିଲେ ପାଇବେ କି ନାହିଁ
@BalaramKhilar-m9m
@BalaramKhilar-m9m 3 ай бұрын
ଯେତିକି ଡକ୍ୟୁମେଣ୍ଟ କହିଲ ସବୁ ଦରକାର ନା ଯାହା ବି ଗୋଟେ ହେଲେ ଚଳିବ
@MoDhana-h1p
@MoDhana-h1p 3 ай бұрын
Teacher and lectures ମାନଙ୍କୁ grantinate fold ku ଆଣିବା ବ୍ୟବସ୍ଥା କରନ୍ତୁ ,ଦୀର୍ଘ ୨୦ ବର୍ଷ ହେଲା ସେମାନେ କାମ କରି ସରିଲା ପରେ ବି ସେମାନଙ୍କୁ ଏଯାଏ ସଂରକ୍ଷଣ ମିଳି ପାରିଲାନି, bjd govt ସେମାନଙ୍କୁ ଠକି ଠକି ଆଜି ସର୍ବ ହରା କରି ସାରିଲାଣି ,ଆଉ କେତେ ଦିନ ସେମାନେ ନିର୍ଯାତନା ସହିବେ ? Pm ମହାଶୟ ଦୟା କରି ଦୃଷ୍ଟି ଦିଅନ୍ତୁ ଶିକ୍ଷା ବିଭାଗ ର ଏଇ ଦୃବଲ ସ୍ଥିତି ଉପରେ
@harapriyapradhan-7905
@harapriyapradhan-7905 3 ай бұрын
ଆମର ରାସନ କାର୍ଡ ଦୟା 🙏କରି କରିଦିୟନ୍ତୁ plz ବିଜେପି ଙ୍କୁ ମୋର ଅନୁରୋଧ 🙏🙏
@krupapatel513
@krupapatel513 3 ай бұрын
Tume ୫୦୦୦୦ ଦେଇଦେଲେ b mahila mane ସୁଦୃଢ hebenahi jadi ଓଡ଼ିଶାର ଉନ୍ନତି କରିବାର ଅଛି ତେବେ ପ୍ରତି ଗରୁ ଗୋଟିଏ ଗୋଟିଏ ଉଦ୍ୟୋଗୀ କରାଅ
@aarushworldyoutubechannel9217
@aarushworldyoutubechannel9217 3 ай бұрын
Gotie ration card re Jane mahila paibe ki ghara ra Sabu mahila mane paibe...
@nilayabeheravlogs535
@nilayabeheravlogs535 3 ай бұрын
ମୋଦିଜୀଙ୍କୁ ଅନୁରୋଧ କରିବି.. ମୋ ଘରକୁ ରାସ୍ତା ନାହିଁ.. ଘରୁ ବାହାରିଲେ ଅନ୍ୟ ର ଜାଗାରେ ଯିବାକୁ ପଡ଼ୁଚି.. ସେମାନେ ଆମକୁ ଧମକେଇକି ଡରେଇକି ରଖିଛନ୍ତି.. Plz ମୋର ଏତିକି request ମୋ ଘରକୁ ରାସ୍ତା ଟିଏ କରନ୍ତୁ..
@kanharnilambar
@kanharnilambar 3 ай бұрын
କରିବେକିନାହି ଗ୍ୟାରେଣ୍ଟି ନାହିଁ
@dibyahiranaik9097
@dibyahiranaik9097 3 ай бұрын
Bhai tuma GP ra revenue officer kimba Tahasil re application diantu. Jadi semane kichhi step nanele collector nku Grievance janantu.
@Nayak9988
@Nayak9988 3 ай бұрын
ନିୟମ କାନୁନ୍ କହୁନ ବୁଲେଇ ବଙ୍କେଇ ghantuchha କାହିଁକି
@jagannathpatnaik8409
@jagannathpatnaik8409 3 ай бұрын
ପ୍ରତି ୨ବର୍ଷ ରେ ମହିଳା କୁ ଯଦି ୫୦୦୦୦ଦେବେ କେତେ ମହିଳା କୁ ଦେବେ ଏଥିରେ ମହିଳା ସଶକ୍ତିକରଣ ହେବ ନି ବରଂ ମାଗଣା ଚାଉଳ ଦେଇ ପୁରୁଷ କୁ ଅଳସୁଆ କଲାପରେ ମହିଳା ଘରେ ଅଶାନ୍ତ ହେବ, ପୂର୍ବରୁ ଯେଉଁ ଯୋଜନା ହୋଇଥିଲା ତାହା ବିଫଳ ନୁହେଁ ,ଲକ୍ଷ ଲକ୍ଷ ମହିଳା ଆତ୍ମନିର୍ଭରଶୀଳ ସୋଇପାରିଛନ୍ତି। ପୂର୍ବରୁ ସରକାର ଜଣେ ମହିଳା କୁ ବର୍ଷ କୁ ଲକ୍ଷେ ଟଙ୍କା ବିନା ସୁଧରେ ଦେଇ ଥିଲେ ସେଥିରେ ସେମାନେ ବ୍ୟବସାୟ କରିପାରିଥିଲେ।
@kabirajkunda222
@kabirajkunda222 3 ай бұрын
Sir please collage upare b tk dhyna diantu🙏🙏
@SaumyaDehuri
@SaumyaDehuri 3 ай бұрын
Right 👍👍
@MadanSethi-k9y
@MadanSethi-k9y 3 ай бұрын
ବାରମ୍ବାର ଗୋଟିଏ କଥା କହି ନେଟ କାହିଁ ଆମର ସାରୁଛ.. ଯାହା ତଥ୍ୟ ଦେବା କଥା ସିଧା ଦିଅନ୍ତୁ.. Hindi News ଦେଖ ଟିକେ ପରିଵର୍ତ୍ତ ଆଣ.. 👏🏿👏🏿
@pramodkumarbarik8678
@pramodkumarbarik8678 3 ай бұрын
kintu aabu online re hau panchayat madhhyamare na hau.karan panchayat dwara impliment karagale dalalgiri chaliba previously dalalnka dwara
@padminibankara8222
@padminibankara8222 3 ай бұрын
Au jau Mane merege karini boli se paiba ni ତାହେଲେ ତାର ବଞ୍ଚିବାର ଅଧିକାର ନାହିଁ କି
@sunilkumarmohanty4172
@sunilkumarmohanty4172 3 ай бұрын
ଏତେ ଟଙ୍କା ଆସିବ କୁଆଡୁ ? କାହାଠାରୁ ଏବଂ କେଉଁସୂତ୍ରରୁ ଏହି ଟଙ୍କା ଆସିବ I ମଧ୍ୟବିତ୍ତ ଶ୍ରେଣୀର ଲୋକେ ଭାସିଗଲେ ! ପ୍ରଭୁ , ଉଦ୍ଧାର କର I
@trailokyanathbehera802
@trailokyanathbehera802 3 ай бұрын
ସେଇ ଗୋଟାଏ କଥା କୁ କେତେ ବୁଲେଇ ବଙ୍କେଇ କହୁଛ ଭାଇ...ତମ ନିଉଜ ଦବା ଇଷ୍ଟାଇଲ ମାନିବାକୁ ହବ😅
@awwanimalsfunnycats1083
@awwanimalsfunnycats1083 3 ай бұрын
300 unit free electricity kouade galani mane achhai to...
@ManojKumarMishra-z2m
@ManojKumarMishra-z2m 2 ай бұрын
ଏଯେଉଁ ସୁଭଦ୍ରା ଯୋଜନା ଟଙ୍କା refundable କି nonrefunda bless ?
@JAYANTIMAHANTA-ev8kg
@JAYANTIMAHANTA-ev8kg 3 ай бұрын
ଜଉ ପିଲା ମାନଙ୍କ ମା ନାହାନ୍ତି ସେମାନେ କେମିତି ଉପକୃତ ହେବେ
@lilygarden.456
@lilygarden.456 3 ай бұрын
Sabu mahilanku subhadra jojana miliba uchit kebal karm jibi mahilanku bada dei anya sabu mahilanku miliba uchit
@damayantinaik9259
@damayantinaik9259 3 ай бұрын
ପଚାଶ ହଜାର ଟଙ୍କା କଣ ତମ ପରିବାର ଦୁଇ ବର୍ଷ ରେ ହେଇ ଯିବ ଲୋକ ମାନଙ୍କୁ ଖାଲି ହଇରାଣ କର ଆଉ କିଛି କାମ ନୁହ
@babitachhadia8076
@babitachhadia8076 3 ай бұрын
ଜଉ ଘରେ ମା ନଥିବେ ଆଉ ଝିଅ ଯଦି ପରିବାର ଚଳାଉଥିବା ତାହାଲେ ସେ ପରିବାର ପାଇଁ କଣ ପାଇଁ ମିଳିବ ନାହିଁ ସେ ପରିବାବର୍ କେମିତି ଚଲେଇବ ।
@RABISHANKARGhosh-z5e
@RABISHANKARGhosh-z5e 3 ай бұрын
WHAT ABOUT HIKE OF EPF MINIMUM PENSION OF RETIRED GOVERNMENT OWNED CORPORATION EMPLOYEES EPF PENSIONERS FROM RS 1000.PER MONTH TO RS9000 PLUS DA PLUS MEDICINES FROM DATE OF RETIREMENT PLEASE
@TheVillagegirlsumi
@TheVillagegirlsumi 3 ай бұрын
ସୁଭଦ୍ରା ଯୋଜନା ରେ ଭାଉଚ୍ଚର୍ ର କାମ କଣ କୁହନ୍ତୁ
@panisahanicreation
@panisahanicreation 3 ай бұрын
ବିଜେଡି ଅମଳରେ ୨୪ ବର୍ଷ ଶାସନରେ, ରାସନ୍ କାର୍ଡ ଥିବା Family ର ଜଣେ member କୁ ଚାକିରି ଦେଇପାରିଲେନି, ଯାହା ଅନ୍ୟ ରାଜ୍ୟ ରେ Cm ଗରିବ family ର ଜଣଙ୍କୁ ଚାକିରି ଦେଇଛନ୍ତି, ଏଇଟା କରିଥିଲେ ବଡ଼ ନିଷ୍ପତି ହେଇଥାନ୍ତା | ବିଜେଡି ସିନା ୨୪ ବର୍ଷରେ ୨୪ କ୍ୟାରେଟ୍ Gold ହୋଇପାରିଲାନି | Tame ye ୫ Year ୨୪ Carret Gold Habaku ଚେଷ୍ଟା କର | ଯଦି ମୁଁ ଭୁଲ୍ କହୁଥାଏ, ସମସ୍ତଙ୍କ ଠୁ କ୍ଷମା ଚାହୁଁଛି, Media Vai ମାନଙ୍କୁ Request ki Ye ପ୍ରସଙ୍ଗ ଟିକେ ଉଠାନ୍ତୁ |
@kanakpadhan8513
@kanakpadhan8513 3 ай бұрын
କହିଥିଲେ ଜିତିଲେ ମହିଳାଙ୍କୁ 1000ଟଙ୍କା ଦେବେ କୁହାଡେ ଗଲା ପ୍ରତିଶ୍ରୁତି
@susamaprusti-o3x
@susamaprusti-o3x 3 ай бұрын
କିମିତି ମିଳିବ କୋଉଠି ବ୍ୟଙ୍କ ରେନା ଆଉ କୋଉଠି ସଠି କରି କହତୁ ଆଜ୍ଞା ଖାଲି କହୁଛ ତିନା ମିଛ,, ଆମେ ବ୍ୟଙ୍କ ରେନବୁ ଆମର ଖାତା ଅଛି
@pramodsahoo8972
@pramodsahoo8972 3 ай бұрын
ଏ ଟଙ୍କା ଆସିବ କୋଉଠୁ ଡାଲି. ତେଲ ଆଳୁ ରେ କେତେ ନେବେ... ରାଜ୍ୟରେ କେତେ ମହିଳା
@binodinisamantaray535
@binodinisamantaray535 3 ай бұрын
ମାସିକ କିମ୍ବା ବାର୍ଷିକ ଆୟ କେତେ ହେଲେ ସୁଭଦ୍ରା ଯୋଜନା ରେ ଅନ୍ତର୍ଭୁକ୍ତ ହେବ?
@susamaprusti-o3x
@susamaprusti-o3x 3 ай бұрын
ଆମେ ବ୍ୟଙ୍କ ରେ ମାଗିଲେ ମନା କରୁଛତି ଆମର ଖାତା ଥାଇ କୀ କଣ ନାଭ ଅଛି ଅସମୟ ରେ ଦରକାର ହେଲେ ମାଗିଲେ ମନା କରୁଛତି ଜନ ଥନ ଖାତା ଅଛି ଆମର
@udhdufuudhdu2236
@udhdufuudhdu2236 3 ай бұрын
ଏଇଯୋଜନା ଭି ପିଏମ କିସାନ ଯୋଯନା ଭଲିଆ ଅଧା ପାଇଵେ ଅଧାରହିଯିଵେ ଭୁମିହୀନ କୁ ମିଲିଵ ନାହି ସେଭଲିଆ କଥା
@GaneshSahu-ts7tu
@GaneshSahu-ts7tu 3 ай бұрын
ଅଵିଵାହିତା ଝିଅମାେନ ସୁଭାଦଯେ।ଜନାରହିପାରିଵେକି
@Dineshparida-sh1hb
@Dineshparida-sh1hb 3 ай бұрын
only bibahita kahuchi jani parunaki
@harapriyapradhan-7905
@harapriyapradhan-7905 3 ай бұрын
ସରକାର କଣ ରାସନ କାର୍ଡ ଯାହାର ନାହିଁ ତାଙ୍କୁ ଶୁଭଦ୍ରା ଯୋଜନା ରେ ପଇସା ମିଳିବ ନି ଆଧାର କାର୍ଡ ଭୋଟ ର କାର୍ଡ ରେ ହବନି
@nabi607
@nabi607 3 ай бұрын
Bhai ki6i development heba naahi mahilaa maankara...2 year 50000 maane monthly 2000.....Congress monthly 8500 debaa pai kathaa daithilaa.
@DurgeshShikha
@DurgeshShikha 3 ай бұрын
ଗୋଟିଏ ପାରିବର୍ ର ମହିଳାଙ୍କ ମୃତ୍ୟୁ ହୋଇଥିବା ସେ ପରିବାର କେମିତି କରିବେ
@nareshbarik6880
@nareshbarik6880 3 ай бұрын
Kichi Bi fale hini abe sabu fale hobo. gotiy family masoku 10,000 ru adhiko kharcho huchi. 50.000 kn habo. hospital re gote thro re sabu gola. au 2yer kn habo
@priyabratasahu5
@priyabratasahu5 3 ай бұрын
Ancor ଭାଇଙ୍କୁ ମୋର ଅନୁରୋଧ ଓଡ଼ିଶା ସରକାର କୁହନ୍ତୁ ମୋହନ ସରକାର କଣ?
@tapankumarmohanty2696
@tapankumarmohanty2696 3 ай бұрын
ଆମର ଦିନ ମଜୁରିଆ ଆମର ଖଟିଲେ ଖାଇବୁ ତଥାପି a bjd ସରକାର ନେତା ଆମକୁ ରାସନ କାର୍ଡ କରୁ ନାହାନ୍ତି
@anandmarkeyvlogs4766
@anandmarkeyvlogs4766 3 ай бұрын
Tomo sorkar only 50,000 kebolo dei paruchi Purbotono Nobin sorkar besi deuthile lone 3 luck deuthile seg group ku
@bibhuprasada3293
@bibhuprasada3293 3 ай бұрын
E jojana ra kichi mulya nahi kahiki na jou mane job kari tanka parents nku pacharunahanti tanka parents kn karibe
@jayjagannath2569
@jayjagannath2569 3 ай бұрын
ଗୋଟେ କଥା କୁ କେତେ ଘୋସୁଚି, ଆଉ କିଛି ନାହିଁ କି, ଭଡ଼ୁଆ
@gitapacer-hm2dw
@gitapacer-hm2dw 3 ай бұрын
Bjd thila bele party sapakhya re card dela . apply Kari thaki gali .rasan card mililani .karana aame BJP thilu. Bartaman subhadra jojana ru bi banchhi ta .eithi pain pa khara re sambalpur ru daudi ki gali vote debapain .tahara inam eina paibi .sata Katha next election re mu ghare rahili kahaku vote debini .
@goriiamsorry5757
@goriiamsorry5757 3 ай бұрын
ଓଡିଶା ର ସବୁ ମହିଳା ମାନେ ପାଇଁ ବା ଦରକାର ଏବଂ ସବୁ ଭଣ୍ଡକାରୀ କୁ ଯାଞ୍ଚ କରିବେ ସାର 😔🪷💯🚩🙏🏻
@Sibaram12370
@Sibaram12370 3 ай бұрын
ବହୁତ ଭଲ କଥା ଧନ୍ଯବାଦ❤❤❤👍
@deepasingh9133
@deepasingh9133 3 ай бұрын
E guda sabu vote paiba cakara re hauchi.ame middle class family.sme b vote dauchu.kintu ama paieen kichi nahi.jie paiba katha paibeni.joumane na paiba katha semane paibe
@prabhuoram9878
@prabhuoram9878 3 ай бұрын
ଲୋନ ଦେଈ ଗରିବକୁ ଭିକାରି କରନ୍ତୁ ନାହିଁ ଦବାର ଅଛି ତ ଫ୍ରୀ ରେ ଦିଅ ।
@BinayJayapuria
@BinayJayapuria 3 ай бұрын
Jou. Mishan. Sakti. Group. Election. Re. Tanka. Bantibara. Risk. Nei. Thile. Se. Group. Manaku. Prathamesh. Samil. Kara. Jau
@jujharyswain4458
@jujharyswain4458 3 ай бұрын
BJD walo dekh am mukhyamantri kahuchhanti puni odia bhasare....... Tumar mukhyamantri to kahi bahar chhad odia bhi kahi parunathile..... Dhikar..... O jo 24 years CM rahigala.....
@monalisapadhi8817
@monalisapadhi8817 3 ай бұрын
Sir aame ete ete padhiki achu na kia money debo na kan aame job lagi pagal heluni middle class lagi kichi tike kara bjp sarkar na hele sabu same bjd ki BJP 😢😢😢
@sohan8475
@sohan8475 3 ай бұрын
Sir sikhito bekari mahila mane subhadra jojonare samil hebe ki nahi . Semanonkor kichhicard nahi. Tanku milile semane business kori gujran mentai thante. Ehar kan ans achhi sir?
@chocolategirltiki5137
@chocolategirltiki5137 3 ай бұрын
ଆୟ ପ୍ରମାଣ ପତ୍ର କାହାର ହେବ ଯେ ସ୍ତ୍ରୀ ଲୋକ ଙ୍କର ନ ତାଙ୍କ ସ୍ବାମୀ ଙ୍କର ? ?
@srisudarshangiri6551
@srisudarshangiri6551 3 ай бұрын
କେମିତି ହବ ବିଜେଡି ସରପଞ୍ଚ ବ୍ଲକ ହାତରେ ଅଛି କେମିତି ହବ ବିଜେଡି ସରଞ୍ଚ ଦେବ କାହାକୁ ମିଳିବ
@sasmitaranguli3963
@sasmitaranguli3963 2 ай бұрын
Kebolo SAG mohila mane hi sobu subidha pauchonti au kehi nuho sobu micho ame a subidha kichi paunu mo sango tankoro kehi job jahi ki moro bi kehi nuho jab bala tothapi ame kichi jojona ro subidha paunu
@ADASFUN
@ADASFUN 3 ай бұрын
Gute Anuradha ,Naveen sir jau 5T ,jau scheme work karichhanti seta chalu rakhantu nahele odisha no 1 nuhna no 28 re padhithiba ,jadi ichha achhi new scheme kichhi ana but Anya govt jauta karijaechhanti kn 5 years re Khali seta close kari kari jibe 😂😂
@sanjaysanju230
@sanjaysanju230 3 ай бұрын
Ration card apply koribaku link nai ahu suplayar notibo to ration card kuadu apply korbe link deuno apply obo kuadu😂😂😂😂😂
Electric Flying Bird with Hanging Wire Automatic for Ceiling Parrot
00:15
Help Me Celebrate! 😍🙏
00:35
Alan Chikin Chow
Рет қаралды 42 МЛН
Пришёл к другу на ночёвку 😂
01:00
Cadrol&Fatich
Рет қаралды 11 МЛН