କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News

  Рет қаралды 598,641

News18 Odia

News18 Odia

Күн бұрын

କୁନି ବାବା NEWS18 ଷ୍ଟୁଡିଓରେ ମୁହାଁମୁହିଁ | Fraud Baba In Bhubaneswar | Bhubaneswar Fake Baba News | Controversial Kuni Baba in the capital. A controversial situation has arisen over a boy who sits on the throne and calls himself "Kalki Baba" with tulsi under his feet. This scene was found in Bharatpur area of ​​Bhubaneswar.
#bhubaneswarnews #fraudgodman ##bhubaneswar #kalkibaba
#OdiaNews #ଆଜିରନ୍ୟୁଜ #odishanews #oriyanews #news18odia
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - onelink.to/des...
Please visit our website bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe to our channel to get the latest news and updates tinyurl.com/y4...

Пікірлер: 2 400
@NaturalLoverAnil
@NaturalLoverAnil 2 ай бұрын
ଆମ ହେତୁବାଦୀ ଆଜ୍ଞା ପୁରା ଦବଙ୍ଗ ଷ୍ଟାଇଲ ରେ ଆଉ ମୁଁ ପ୍ରତାପ ରଥ sir ଙ୍କୁ support କରୁଛି
@dildostimuzic9137
@dildostimuzic9137 2 ай бұрын
Interesting
@gurumohanty8208
@gurumohanty8208 2 ай бұрын
Yes, I do
@laxmanpradhan632
@laxmanpradhan632 2 ай бұрын
Hetubadi nka jeje nka nam kou badi pachar.
@rajni_wellnesscoach6950
@rajni_wellnesscoach6950 2 ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@rajni_wellnesscoach6950
@rajni_wellnesscoach6950 2 ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@sbtdigal7459
@sbtdigal7459 2 ай бұрын
ସବୁ ପାଗଳ ହୋଇ ଗଲେ 😂😂😂 ଲୋକେ ମଣିଷକୁ ଭଗବାନ୍ କହୁଛନ୍ତି
@Amrita-tiffin
@Amrita-tiffin Ай бұрын
Right sir
@bijayakumarrout3755
@bijayakumarrout3755 2 ай бұрын
ତିନି ମୂର୍ଖ ମେଳି ହୋଇ ମଜା କରନ୍ତି ଯୁକ୍ତି ଥୋଇ 😊😊
@harekrushnabehera3138
@harekrushnabehera3138 2 ай бұрын
ରଥ ଙ୍କ ପାଇଁ ଥରହର ହେତୁ ବାଦୀଙ୍କ ସୁବିଚାର
@HrusikeshHansda
@HrusikeshHansda 2 ай бұрын
😅😅😅😅😅😅
@rs072109
@rs072109 2 ай бұрын
😂😂😂😂
@Humanity299
@Humanity299 2 ай бұрын
ମୁଁ ହିନ୍ଦୁ, କିନ୍ତୁ, ପ୍ରଥମେ କହିବି ଖାଲି ଯୁକ୍ତି କରିବା ଲୋକକୁ କାହିଁକି ଶାସ୍ତ୍ର କଥା ଶୁଣେଇ ଆଣିଛନ୍ତି? ୨ୟ କଥା ହେଲା ଏଇ ୧ମ ପାଣ୍ଡବ ବାବୁ ଜଣେ ଭଲ ଭଣ୍ଡ ଲୋକ😡😡😡 ଅସତ୍ୟ ର ସମ୍ମାନ କରୁଛନ୍ତି। ଏ ଲୋକ ଧର୍ମ କୁ ନିନ୍ଦା କରୁଛି। ୩ ଜଣ ମଧ୍ୟରୁ ସେ ବଡ଼ ମୂର୍ଖ
@Patnaik-m5d
@Patnaik-m5d 2 ай бұрын
😂😂
@OdiaFreshVlogs
@OdiaFreshVlogs 2 ай бұрын
ଏବେ ମୁଁ ବୁଝିଲି PK Movie କାହିଁକି ବାନାଯାଇଥିଲି 😂😂😂
@bahadurbabuofficial
@bahadurbabuofficial 2 ай бұрын
@Amrita-tiffin
@Amrita-tiffin Ай бұрын
Pk movie dekhiki bhi loke bujhiparunahanti sabu andha bhakta india re😁
@sarojpagad6343
@sarojpagad6343 2 ай бұрын
ବାବା ସ୍କୁଲ ଯାଉଥିଲା ସ୍କୁଲକୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ଆସୁଥିଲେ ବାବା, ସ୍କୁଲରେ ଅଣ୍ଡା ଭାତ ଖାଉଛି
@RationalOdia
@RationalOdia 2 ай бұрын
ବିଲକୁଲ୍ ଗାଲୁଗପ। ଲୋକେ କମେଡି ଭଳି ମନୋରଂଜନ କରନ୍ତୁ। ସିରିଏସ୍ ନେବା ଆବଶ୍ୟକ ନାହିଁ।
@pm.....9933
@pm.....9933 2 ай бұрын
Okay bro
@Jayashre566
@Jayashre566 2 ай бұрын
Thik katha
@Kalundia436
@Kalundia436 2 ай бұрын
କରୋନା ହେବା ଟା ବାବା କହିଲେ କଉ ମେଡିସିନ ରେ ଭଲ ହବ କହି ପାରିଲେନିତ କି ବାଳ ବାବା .
@ShashadharSahu-g1p
@ShashadharSahu-g1p 2 ай бұрын
😂😂
@rookballav2009
@rookballav2009 2 ай бұрын
Tu ja chatani kha ..Bala 😂😂
@Ox_Raj_kumar
@Ox_Raj_kumar 2 ай бұрын
😂😅😅😅
@nibedita2859
@nibedita2859 2 ай бұрын
😂😂😂
@PintuPintu-u6w
@PintuPintu-u6w 2 ай бұрын
Right katha
@mahendrakumar-hc3zx
@mahendrakumar-hc3zx 2 ай бұрын
କୁନି ଭଗବାନ କୁ ସିଧା ସାକ୍ଷାତ କରି ପ୍ରଚାରୁନ୍ତୁ l
@patitakumarchoudhury9855
@patitakumarchoudhury9855 2 ай бұрын
ଭଗବାନ ଙ୍କ ଲୀଳା କେତେ ସତ କେତେ ମିଛ ଭଗବାନ ଙ୍କୁ ହିଁ ଜଣା, 🙏ଆମେ ଜାଣୁ ଭଗବାନ ଶ୍ରୀଜଗନ୍ନାଥ ଚଳନ୍ତି ଠାକୁର 🙏
@KavitaSimran
@KavitaSimran 2 ай бұрын
ପ୍ରତାପ ବାବୁ ଭଣ୍ଡମି ର ସବୁ ପଲ ଖୋଲି ଦେଲେ 😂😂😂
@user-wf7og4el9m
@user-wf7og4el9m 2 ай бұрын
love u
@Amrita-tiffin
@Amrita-tiffin Ай бұрын
😁😁😁
@tariniartgalaxy
@tariniartgalaxy 2 ай бұрын
ଏମାନେ ସବୁ ମାନସିକ ରୋଗୀ😂😂
@thomasgamango6589
@thomasgamango6589 2 ай бұрын
ଏ ମାନେ ସବୁ ମାନସିକ ରୋଗୀ
@erashutoshswain8772
@erashutoshswain8772 2 ай бұрын
ନା ନା ସବୁ ଜାଣି ସିଆନିଆ ଲୋକ
@nirakarrout1973
@nirakarrout1973 2 ай бұрын
ଯୁଗ କୋଉଠି ପହଞ୍ଚିଲାଣି ଏମିତିକା ପାଗଳ ମାନେ ଏ ଯାଏ ଅଛନ୍ତି, ଏମାନଙ୍କୁ ଜେଲ୍ ପଠାଇ ବିଚରା ପିଲାଟିର ଭବିଷ୍ୟତ ଗଢ଼ିବା ପ୍ରୟାସ କରାଯାଉ
@Maneespareek
@Maneespareek 2 ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@choudhurilohar4811
@choudhurilohar4811 2 ай бұрын
ସତ କଣ ତମେ କହୁନ?​@@Maneespareek
@SonaliMishra-r2x
@SonaliMishra-r2x 2 ай бұрын
​@@Maneespareek Bhai Mate tike kahibeki Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@Amrita-tiffin
@Amrita-tiffin Ай бұрын
Right sir
@TapanKumarNaik-s7y
@TapanKumarNaik-s7y 2 ай бұрын
ସାଲାହେତୁବାଦୀ ମାନଙ୍କୁ ପ୍ରଥମେ ମାଡ଼ମାର ତାପରେ ଭଗବାନ ସାଜୁଥିବା ବାବାଙ୍କୁ
@ssmotivationalvideo2024
@ssmotivationalvideo2024 2 ай бұрын
ପଇସା ରୋଜଗାର କରିବା ପାଇଁ ଭଲ ଧନ୍ଦା
@Amrita-tiffin
@Amrita-tiffin Ай бұрын
Right
@vigyapantrack2881
@vigyapantrack2881 2 ай бұрын
ସବୁ ଏହି ଭାରତ ରେ ହିଁ କଳଙ୍କି ଭଗବାନ ଆଉ ସଂହାର କଥା,, ବିଦେଶ ରେ ଏ ସବୁ କିଛି ନାହିଁ,,, ତେଣୁ ଏଥି ଯେତେ emotional କାର୍ଡ ଖେଳି ଲୋକ ଙ୍କୁ ମୂର୍ଖ ବନାଇ ନିଜ ଆୟ ପନ୍ଥା,,
@bidyabhoi7661
@bidyabhoi7661 2 ай бұрын
ସତକଥା
@AmeOdia-u5c
@AmeOdia-u5c 2 ай бұрын
ବାବାଙ୍କ ଦାନ୍ତ ଗୁଡିକ ଦେଖ (ପାନ ଛାଡ଼ିବା କଥା କହୁଛନ୍ତି )
@SamirKumarSingh-s6l
@SamirKumarSingh-s6l 2 ай бұрын
Ajira manisa samaja sanatana dharma ku prachara karuthiba byakti ku support nakari gote papi hetubadi ku support karuchhanti...Dhanya ama manisa jibana ku...Jai Jagannath ❤❤❤
@bhagirathinayak9292
@bhagirathinayak9292 2 ай бұрын
​@@SamirKumarSingh-s6lTq bhai
@bhagirathinayak9292
@bhagirathinayak9292 2 ай бұрын
​@@SamirKumarSingh-s6lBapa Maa ku jahar Biswas nahi bhagaban nku bishwas karibe kn?
@ManojNayak-pq4ns
@ManojNayak-pq4ns 2 ай бұрын
ସାରଥି ପରେ ଆଉ ଏକ ନୂଆ ବିରତି 😂😂😂😂
@UmeshKumar-dx1zo
@UmeshKumar-dx1zo 2 ай бұрын
😂😂😂
@Pattnaik-Babu
@Pattnaik-Babu 2 ай бұрын
🤣
@KasamKumar-w4o
@KasamKumar-w4o 2 ай бұрын
😂
@Ganeshkumarbehera-i6x
@Ganeshkumarbehera-i6x 2 ай бұрын
ସେ ପାଗଳ ଲୋକ ଟା ସହିତ କାହିଁକି ଟାଇମ ଲସ କରୁଛନ୍ତି ଭାଇ
@Maneespareek
@Maneespareek 2 ай бұрын
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି, ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚାଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପ୍ରକାଶ କରିବା ପାଇଁ ଅନୁରୋଧ।
@chahuannayak6684
@chahuannayak6684 2 ай бұрын
Pandab Babu a mad man
@soumendalalnayak4234
@soumendalalnayak4234 2 ай бұрын
ସମୟକୁ ଅପେକ୍ଷା କର ସୁର ,ସାରଥୀ,ପରି ଅବସ୍ଥା ହେବ
@shivsankarnaik9679
@shivsankarnaik9679 2 ай бұрын
ଏତେ comedy show ଅଛି, ତମେମାନେ ଫାଲତୁ comedy😂 କରୁଛ😂 , ଗୋଟେ ପରିଶ୍ରମି ବ୍ୟକ୍ତିଙ୍କୁ ପଚାରନ୍ତୁ ଭଗବାନ କିଏ ? ସତ୍ କର୍ମ ହିଁ ଭଗବାନ 🙏ଜୟ ଜଗନ୍ନାଥ 🙏🕉🙏
@tapijethy9898
@tapijethy9898 2 ай бұрын
ସେ ସତରେ ହୁଅନ୍ତୁ କି ନ ହୁଅନ୍ତୁ ପରୋକ୍ଷରେ ପ୍ରଭୁଙ୍କର ନିନ୍ଦା ହେଉଛି ଦୟାକରି ଏଭଳି କରନ୍ତୁନାହିଁ
@baishnabcharansahoo9119
@baishnabcharansahoo9119 2 ай бұрын
@@tapijethy9898 ସବୁ ପ୍ରଭୁ ଗୁଡ଼ିକ ମଣିଷ ସମାଜ ପାଇଁ ବିପଦ ଅଟେ।ଏହା କେବଳ ଏକ ଗୋଷ୍ଠୀ ବ୍ୟତୀତ,ଅନ୍ୟ କାହାର ଲାଭ ହୁଏ ନାହିଁ।
@BipinBihariSahoo-y7z
@BipinBihariSahoo-y7z 2 ай бұрын
Se bhagawan 2 or pro😂
@Lucynath-kh2df
@Lucynath-kh2df 2 ай бұрын
right
@rameshchandrabhoi5385
@rameshchandrabhoi5385 2 ай бұрын
ବାବା ତ ସମୁଦ୍ର ଠାରୁ 40 ପୁଟ ଦୂରରେ ରହିଲେ କିନ୍ତୁ ପ୍ରତ୍ୟକ ଦିନ ବେଳାଭୂମିରେ ହଜାର ହଜାର ଯାତ୍ରୀ ବସି ବେଳାଭୂମି ଆଉ ସମୁଦ୍ରର ସୌନ୍ଦର୍ଯ୍ୟ ଉପଭୋଗ କରନ୍ତି ଯଦି ବାବାଙ୍କ ପାଦ ପର୍ଯ୍ୟନ୍ତ ସମୁଦ୍ର ଆସିଲା ତେବେ ସେଦିନ ତ ବହୁ ଯାତ୍ରୀ ସମୁଦ୍ରରେ ଭାସି ଯାଇ ଜୀବନ ହାରିଥିବେ .
@rajendraacharya6701
@rajendraacharya6701 2 ай бұрын
It (aloukikataa) is limited to the bare minimum ( to sri Pandab parida) as a discretion( necessary evil)
@hippoplife3565
@hippoplife3565 2 ай бұрын
😂😂😂😂😂😂😂
@minatibehera7399
@minatibehera7399 2 ай бұрын
,😂
@pm.....9933
@pm.....9933 2 ай бұрын
😁😁😁
@rambhabatipradhan3095
@rambhabatipradhan3095 2 ай бұрын
😊😊😊😊😊😅😅😅😅😅😂😂😂😂😂😂😁😁😁😁😁
@Jkb36
@Jkb36 2 ай бұрын
ପାଣ୍ଡବ ବାବୁ କଳ୍କୀ ଅବତାର ଙ୍କୁ କୁହନ୍ତୁ କାଲି ଓଡ଼ିଶାରେ କ'ଣ ହବ। #allOdishanewschannel
@gyanabratamohanty4219
@gyanabratamohanty4219 2 ай бұрын
ମାନସ ବାବୁ, ମଜା ଦେଖନ୍ତୁ ନାହିଁ, ବିତର୍କରେ ହସ୍ତକ୍ଷେପ କରନ୍ତୁ | ତଥା କଥିତ ମହାଜ୍ଞାନୀ - ହେତୁବାଦୀଙ୍କୁ ଏ ମହାନ ଦେଶ ଓ ଦେଶବାସୀ ଗନ୍ଧାନ୍ତି ପଶ୍ଚିମ ଦେଶ - ବାସନ୍ତି | ସେମାନେ ଏ ଦେଶ ଛାଡିବା ଉଚିତ 🙏🙏🙏
@bijayakumarrout3755
@bijayakumarrout3755 2 ай бұрын
@@gyanabratamohanty4219 କଥାଟି ଆପଣଙ୍କର ହୃଦୟସ୍ପର୍ଶୀ
@DESIPAPA1991
@DESIPAPA1991 2 ай бұрын
Jou hetu badi loka ku tuma bhagban kichi kariparuni tume kan karipariba
@Shree00113
@Shree00113 2 ай бұрын
ମୁହଁ କୁ ୫ ପଇସା ରେ ଲାଜ ଥିଲେ ଏମିତି କହିନଥାନ୍ତ
@SUJEET-m3c
@SUJEET-m3c 2 ай бұрын
ଏ ବାବା ଙ୍କୁ ତ ଖାଲି ମାଡ଼ ଦରକାର, ତୋଳେ ଯେମିତି ଗୋଟେ ବି ପଡ଼ିବନି😂😂
@KasamKumar-w4o
@KasamKumar-w4o 2 ай бұрын
ରାଇଟ
@Amrita-tiffin
@Amrita-tiffin Ай бұрын
Right sir
@DeepakSwain-dh8zw
@DeepakSwain-dh8zw 2 ай бұрын
ଭାଈ ଏହି କାରଣରୁ ମୁଁ ଧର୍ମକୁ ପରିତ୍ୟାଗ କରି ଦେଇଛି। ମୁଁ ମାନବିକତା ଉପରେ ବିଶ୍ବାସ କରେ❤❤ ଜୟ ମାନବିକତା 😡😡😡😡 ମତେ ଭାରି ଯୋରେ ହସଲାଗୁଚି😂😂😂
@surjyalilabatiDhabalpurg-nh5lg
@surjyalilabatiDhabalpurg-nh5lg 2 ай бұрын
thik .mubi darmsku chadi deichei. kerala manabikata ku dekhe
@hariananta563
@hariananta563 2 ай бұрын
Serf 10 days Shree ram/krishna naam jap le Pata chaeta.. God/bhagwan Hai ki nehi...tab bolna ..beta ..me dharm ko nehi Manti...
@DeepakSwain-dh8zw
@DeepakSwain-dh8zw 2 ай бұрын
@@hariananta563 ଭାଇ ମୁଁ କୌଣସି ଧର୍ମ କୁ ମାନୁନି କିନ୍ତୁ ଉପରବଲା ଙ୍କୁ ମାନୁଚି ମୋ ପାଇଁ ସେ ଗୋଟିଏ ଆଉ ସବୁ ଅନ୍ଧବିଶ୍ୱାସ ମୁଁ ଗୀତା , କୁରାନ୍,ବାଇବେଲ,ଇତ୍ୟାଦି ପଢୁଛି ମଧ୍ୟ ଆଉ ମଣିଷ ହୋଇ ବଞ୍ଚିବାକୁ ଚାହେଁ ଜୟ ମାନବିକତା 🥰🥰😡😡
@soumyaranjansethi6664
@soumyaranjansethi6664 2 ай бұрын
ମାନବ ଜନ୍ମ ର ମୂଳ ଧର୍ମ ହେଉଛି ମାନବିକତା । ଏହା ବ୍ୟତିତ କଳି ଯୁଗରେ ସବୁ ମିଛ ।
@Amrita-tiffin
@Amrita-tiffin Ай бұрын
@@surjyalilabatiDhabalpurg-nh5lg mubi
@_Mishra556
@_Mishra556 2 ай бұрын
ପ୍ରଥମେ ବାବା କହିବା ବନ୍ଦ କରନ୍ତୁ । ସନାତନ ଧର୍ମ ଲେଖା ଯାଇନି! ଏପରି ଭି ଲୋକ ଅଛନ୍ତି ।।
@Gramyajiban
@Gramyajiban 2 ай бұрын
🤣😂🤣😂🤣😂
@SRP23
@SRP23 2 ай бұрын
Bahut badiya news18 nice video
@Kanhei..8
@Kanhei..8 2 ай бұрын
ଏଇଟା କଳିଯୁଗ ଆଜ୍ଞା ଏଠି ସତ୍ଯ କୁ କେହିବି ବିଶ୍ବାସ କରିବେନି ❤
@basantasahu3719
@basantasahu3719 2 ай бұрын
ହିନ୍ଦୁ ମାନଙ୍କ ପାଇଁ ୩୩କୋ ଟି ଦେବତା ଅଭାଵ ହେ଼ଲାଯେ ଆହୁ ରି ବାବା ଦରକାର ପଡ଼ିଲା?😂
@baishnabcharansahoo9119
@baishnabcharansahoo9119 2 ай бұрын
@@basantasahu3719 ହିନ୍ଦୁ କିଏ? ବ୍ରାହ୍ମଣ ହିନ୍ଦୁ? କ୍ଷତ୍ରିୟ ହିନ୍ଦୁ? ବୈଶ୍ୟ ହିନ୍ଦୁ? ଶୁଦ୍ର ହିନ୍ଦୁ? ଯଦି ସମସ୍ତେ ହିନ୍ଦୁ,ତାହାହେଲେ ହିନ୍ଦୁ ମାନଙ୍କ ପରସ୍ପର ମଧ୍ୟରେ ପୁଅ, ଝିଅ ମାନଙ୍କର ସାମାଜିକ ରୂପେ ବାହାଘର କେବେଠାରୁ ଆରମ୍ଭ କରିବେ?
@SibaniDasPuja-em1or
@SibaniDasPuja-em1or 2 ай бұрын
୩୩ କୋଟି ପରେ ବି ଗଛ ଲତା ରେ ଛିଟ ସିନ୍ଦୂର ଲଗେଇ ପୂଜା କରି ଶେଷ କୁ ଏ ଭଣ୍ଡ ମାନଙ୍କୁ ପୂଜୁ ଚନ୍ତି କାଠ, ପାଶାଣ,ତରୁ ,ଲତା ଏ ଚାରି ନୁହନ୍ତି ଦେବତା 🤨🤨🤨🤨🤨
@funnyOneVideos
@funnyOneVideos 2 ай бұрын
Bokachoda not 33koti it's 33 koti.. I mean 33 type of devata
@baishnabcharansahoo9119
@baishnabcharansahoo9119 2 ай бұрын
@@basantasahu3719 କେବେ ଏକ ଭଗବାନ କୁ ଏକ ଟଙ୍କା ମାଗ।ଦେଖିବ ଶୀଘ୍ର ତୁମ ପାଖରେ ୩୩ କରୋଡ ଟଙ୍କା ହୋଇଯିବ। ଯଦି ଭଗବାନଙ୍କୁ ଭକ୍ତି କରୁଛ,ସେ ନିଶ୍ଚୟ ଗୋଟିଏ ଟଙ୍କା ଦେଇ ପାରିବେ।
@baishnabcharansahoo9119
@baishnabcharansahoo9119 2 ай бұрын
@@basantasahu3719 ୩୩ କୋଟି ଭଗବାନଙ୍କୁ ଯଦି ଏକ ଏକ ଟଙ୍କା ମାଗିବ,ତୁମେ ୩୩ କରୋଡ୍ ଟଙ୍କା ର ମାଲିକ ହୋଇ ପାରିବ।
@debasistripathy9563
@debasistripathy9563 2 ай бұрын
ପୁରା ଭାରତ ରେ କେତେ ବାବା ଧରାପଡି ଜେଲ ରେ ବି ଅଛନ୍ତି ସବୁ ଲୋକଙ୍କର ଭୁଲ, ପୁଣି ସେମାନେ ଠକେଇ ରେ ପଡୁଛନ୍ତି, ଅନ୍ଧବିଶ୍ୱାସ ର ସୀମା ନାହିଁ
@Amrita-tiffin
@Amrita-tiffin Ай бұрын
Right sir
@DillipBhatra-tm2pd
@DillipBhatra-tm2pd 2 ай бұрын
ପ୍ରତାପ ରଥ sir ଏମିତି ଭିତ୍ତି ହିନ ପ୍ରସଙ୍ଗ ରେ ବସିବା ଯୋଗ୍ୟ ନୁହେଁ
@Amrita-tiffin
@Amrita-tiffin Ай бұрын
Right sir
@jaumaninaik3457
@jaumaninaik3457 Ай бұрын
Jay.jagannatha❤❤
@AlokMohanty-e2g
@AlokMohanty-e2g 2 ай бұрын
ସେ କୁନିବାବା ଏମିତି କ'ଣ କରିଛନ୍ତି ଯେ, ଆମେ ଓଡ଼ିଶାବାସୀ ଅଥବା ଭାରତୀୟ ମାନେ ତାଙ୍କୁ ଦଶାବତାର ର କଳକୀ ଅବତାର ବୋଲି ଗ୍ରହଣ କରିବା।
@prafullanayak8859
@prafullanayak8859 2 ай бұрын
ଏପରି ପାଗଳ ର interview ନିଅନ୍ତୁ ନାହିଁ. ଶୁଣିଲେ ଖରାପ ଲାଗୁଚି
@satya__18
@satya__18 2 ай бұрын
Interview nele hi se bhal se expose hebe sethipai niajauchhi😂
@Karunamallik6739
@Karunamallik6739 2 ай бұрын
ମାନସ ବାବୁ ବିଭା ହୋଇନାହାନ୍ତି ତାଙ୍କ ପାଈଁ ଝିଅଟିଏ ଦେଖନ୍ତୁ
@shravankumarmishra5513
@shravankumarmishra5513 2 ай бұрын
😂😂😂😂😂😂😂
@rishithesimpleguy
@rishithesimpleguy 2 ай бұрын
😅
@lovelysona2971
@lovelysona2971 2 ай бұрын
😂😂😂
@sanjayaKumar-tj4rw
@sanjayaKumar-tj4rw 2 ай бұрын
ସମୁଦ୍ର 40 ଫୁଟ ଆସିଲା ଯେଉଁ ମାନେ ଆଗରେ ଥିଲେ ଭାସି ଗଲେ ନି କାହିଁକି
@Msstudy143
@Msstudy143 2 ай бұрын
News ବାଲା ତମକୁ ଏମିତି ଗୋଟେ ଗୋଟେ news ମିଳିଗଲେ ତମକୁ ଭାରି ଖୁସି
@GaneshSethi-n9d
@GaneshSethi-n9d Ай бұрын
ଧର୍ମ ଭଗବାନଙ୍କୁ ନେଇକି ବିଜନେସ କରୁଛନ୍ତି 😂😂👌👌
@bhaskarailobira668
@bhaskarailobira668 2 ай бұрын
ମାଥିଉ-24:4-ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ଭ୍ରାନ୍ତ ନ କରେ।🙏🙏ଯୀଶୁ ପ୍ରଭୁ ହିଁ ସତ୍ୟ ଅଟେ
@jayantagamanga8265
@jayantagamanga8265 2 ай бұрын
ହିନ୍ଦୁ ହିନ୍ଦୁ ମଧ୍ୟରେ ଖଣ୍ଡା ଯୁଦ୍ଧ ହେଲେ ମଝା ଉଅନ୍ତା 😊😊😊😊
@bkarankumar8952
@bkarankumar8952 2 ай бұрын
Amen
@TravellwithChinmay
@TravellwithChinmay 2 ай бұрын
ଖାଲି ମାଡ ଆଉ କିଛି ନାହିଁ
@jagabandhu6503
@jagabandhu6503 2 ай бұрын
Pratap sir i always respect 🙏
@Amrita-tiffin
@Amrita-tiffin Ай бұрын
Pratap Sir right
@RabindraBehera-z4t
@RabindraBehera-z4t 2 ай бұрын
ଵର୍ତ୍ତମାନର ଯୁଗ ଚୋର ଚୋଠାଙ୍କ ଯୁଗ ଚାଲିଛି ଯିଏ ଯାହା ଏକାନରେ ପୁରାଇ ସେକାନରେ ଵାହାର କରି ନିଜ କର୍ମରେ ବ୍ୟସ୍ତ ରହିବା ଆବଶ୍ୟକ! ଯାହା ଯେତେବେଳେ ହେବାକୁ ଥିବ ହୋଇ ଚାଲିଯିଵ ! ମୃତ୍ୟୁ କାହାକୁ କହିକି ଆସେ ନାହିଁ, ତେଣୁ ଏଭଳି ଵେକାର କଥା ଆଲୋଚନାର କିଛି ମୂଲ୍ୟ ନାହିଁ! ସବୁ ପ୍ରଭୁ ଜଗନ୍ନାଥଙ୍କ ଇଛା। ଜୟ ଜଗନ୍ନାଥ!!!
@ManojsujanParsuram
@ManojsujanParsuram 2 ай бұрын
ପିତାନାମ କାଶୀନାଥ ମାତା ଯେ ଯଶୋଦା ତମ ମୁହଁକୁ ସରମ ନାହିଁ 😅😅😅😂😂😂😂 ପ୍ରଭୁ ଜଗନ୍ନାଥ ଘୋର କଳିକାଳ ବାସୁଦେବ ବାସୁଦେବ 😅😅
@arunchandrahota9072
@arunchandrahota9072 2 ай бұрын
ପ୍ରଭୂଙ୍କ ଆବିର୍ଭାବ ଖବର, (କଳକି ଅବତାର ) ପାଇଁ ଜନସାଧାରଣ ଉତ୍ସାହିତ। ଏବେ ବାଳ ଅବତାର ରେ ଅଛନ୍ତି ।ପରେ ପେଳ ଅବତାର ନେବେ । ଏ ପାଣ୍ଡବ କେତେ ଗଞ୍ଜେଇ ପିଏ ?
@Gramyajiban
@Gramyajiban 2 ай бұрын
🤣😂🤣😂😅
@salgehembram2137
@salgehembram2137 2 ай бұрын
💯😂🤣😂🤣😂🤣😂🤣Kn kotha mo😂🤣😂🤣😂🤣
@bhubanajena2782
@bhubanajena2782 2 ай бұрын
😅😂😅😅😅😅
@sunilkumarpradhan3644
@sunilkumarpradhan3644 2 ай бұрын
😂😂😂😂
@TheCreativeBiology
@TheCreativeBiology 2 ай бұрын
😂😂😂
@SanjuYadav-lb9dj
@SanjuYadav-lb9dj 2 ай бұрын
पांडव भाई सत्य को निडरता से दृढ़ता से मीडिया और विरोधियों के समक्ष रखने के लिए आपको बहुत बहुत प्रणाम है!सत्य की ही जीत होगी! सत्य परेशान हो सकता है पराजित नहीं!सत्य और धर्म की जीत होगी!🙏 जय श्री माधव 🙏
@dkcreation7280
@dkcreation7280 2 ай бұрын
Right👍
@factconscious1
@factconscious1 2 ай бұрын
मूर्ख, सत्य ये है की ऐसे ही लोगों को भगवान के नाम से लूटने का धंधा ये कर रहेंहे। तुम भी Sarathi Baba की तरह जेल जाओगे
@bahadurbabuofficial
@bahadurbabuofficial 2 ай бұрын
Bap re ​@@factconscious1
@gurumohanty8208
@gurumohanty8208 2 ай бұрын
ବାବା ସରକାରୀ ଜାଗା କାଇଁ ମାଡ଼ିବସିଲେ ଆଉ KTM bike ଚଳେଇଲେ??? କୁଡ଼ିଆ କୁଟୀର ରେ ବି ପ୍ରବଚନ ହେଇ ପାରିଥାନ୍ତା!!!😂😮😅😊😢
@sandeepbaliarsingh8463
@sandeepbaliarsingh8463 2 ай бұрын
Bujhila bandhu sehita khela. Dacoit mane sadhu besa re achanti. Ghor kali yuga re kalki avatar ete papi lokanku pura khola kholi darsan deuchanti. Ama hindu lokanku bhuan buleiba bhari sahaja boli emiti chalichi.
@overpowergamer5724
@overpowergamer5724 6 күн бұрын
Manisa sir nka upastapana. Bahut sundar laguchhi Manas sir nku. Bahut bahut dhanyawad
@krishnapradhank8570
@krishnapradhank8570 2 ай бұрын
ବାବା ପୁରାହାରାମୀ ସଲା
@jitendra33453
@jitendra33453 2 ай бұрын
ପ୍ରତାପ ରଥ sir 😂fire 🔥🚒 look beautiful ମାଡ଼ି ଚାଲ ,direct attack 😂
@SudamBariha-ck7ic
@SudamBariha-ck7ic 2 ай бұрын
Jay jaganath Jay Pancha Sakha Malika satya satya 🙏🙏🙏🇮🇳
@delighteddebadutta7987
@delighteddebadutta7987 2 ай бұрын
A big salute to Rath Sir.Ten sons(tension) 😂 ହସି ହସି ପେଟ ଦରଜ ହେଲା।
@PulinSuna6408
@PulinSuna6408 2 ай бұрын
Pranam pravu jay jaganath
@amantiwari456
@amantiwari456 2 ай бұрын
Yes ,he is right,who ever is devottee they all have his anubhuti❤❤😊😊
@chittaranjankar3971
@chittaranjankar3971 2 ай бұрын
ସତ୍ୟ ନିନ୍ଦା ପାଇଲେ ଭି ସତ୍ୟ ସତ୍ୟ ହୋଇ ରହେ.... ନିନ୍ଦା କଲେ କଣ ଏଇ ହେତୁବାଦୀ ଜ୍ଞାନୀ ଗଣ ରେ ଗଣା ହୋଇଯିବେ???? ରହିଲା ଭବିଷ୍ୟମାଳିକା କୁ ଏଇ ଦୁନିଆ ର ସତ୍ୟଜ୍ଞାନୀ କେହି ମିଛ ବୋଲି ପ୍ରମାଣ କରି ପାରିବେ କି ??? ଯଦି ନାହିଁ.. ତା ହେଲେ ନିଜ ମୂର୍ଖାମୀ ଛାଡ଼ି ଭଲଭାବେ ଅନୁଧ୍ୟାନ କରି ସମସ୍ତେ ସତ୍ୟ ର ଅନୁସନ୍ଧାନ କରନ୍ତୁ...
@belimalik143
@belimalik143 2 ай бұрын
Wo ସୁନ୍ଦର୍ ଲେଖା
@anantadaharua5458
@anantadaharua5458 2 ай бұрын
Right
@tarunkumarsingh675
@tarunkumarsingh675 2 ай бұрын
ସଵୁ ମିଛ କାହାଣୀ । ଜୟ ଆଦିବାସୀ ଶାର୍ନା ଧର୍ମ ଆମେ ସବୁ ଗଛକୁ ଏବଂ ପଥର କୁ ପୂଜା କରୁଛେ।
@GunusuGamango
@GunusuGamango 2 ай бұрын
ଆଉ ଗୋଟେ ମୂର୍ଖ
@learningcentre8549
@learningcentre8549 2 ай бұрын
ଯେଉଁଠି ବ୍ରହ୍ମା, ଶଙ୍କର , ମହାପ୍ରଭୁଙ୍କ ମାୟାର ଆଦି ଅନ୍ତ ପାଇ ନାହାଁନ୍ତି ସେଇଠି ଆପଣମାନେ କ'ଣ ଜାଣିବେ/କ'ଣ ପାଇବେ ମହାପ୍ରଭୁଙ୍କ ମାୟା ବିଷୟରେ । ତେଣୁ କାହିଁକି ମହାପ୍ରଭୁଙ୍କ ପଛରେ ଲାଗିଛନ୍ତି, ସମୟ ଆସିଲେ ସବୁ ଜାଣିବେ, କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବହି ଯାଇ ଥିବ । କାରଣ ତରକି ଥିବୁ ତେରକୁ ଚଉଦ ପନ୍ଦର ଲାଗିବ ହନ୍ଦର ଆଉ ସତ ଉପୁଯିବ ସତରକୁ ଆଉ ସତକୁ ସତ ସେୟା ମଧ୍ୟ ହେଉଛି। ମହାପ୍ରଭୁଙ୍କ 13 ଅଙ୍କରେ ବିଶ୍ଵସାରା ସମସ୍ତେ ତରକି ଥିଲେ ଆଉ ବର୍ତ୍ତମାନ ହନ୍ଦର ଲାଗୁଛି ତେଣୁ ସତ ଉପୁଜିବ ସତରକୁ । ତେଣୁ ହେ ସୁଧିଜନ ବାଟବଣା ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଓ ମାଧବ ନାମକୁ ନିରନ୍ତର ଜପ କରୁ ଥାନ୍ତୁ । ଜୟଶ୍ରୀ ମାଧବ ।
@baishnabcharansahoo9119
@baishnabcharansahoo9119 2 ай бұрын
@@learningcentre8549 ଆଜିର ଖବର ଦେଖିଲ କି ନାହିଁ ?
@baishnabcharansahoo9119
@baishnabcharansahoo9119 2 ай бұрын
@@learningcentre8549 ମଣିଷ କେବଳ ମାୟା ରେ ବାୟା।ନଦୀ ନ ଦେଖୁଣୁ ହୁଏ ଛାନିଆ।
@NiranjanOram-fu1qt
@NiranjanOram-fu1qt Ай бұрын
ଆମ ପଶ୍ଚିମ ଓଡ଼ିଶାରେ ପ୍ରତିବର୍ଷ କମ୍ ବର୍ଷା ଯୋଗୁଁ ମରୁଡି ସମସ୍ୟା ରହିଛି,ଯଦି ବାବାଙ୍କ ଦ୍ଵାରା ବର୍ଷା କରାଗଲେ ବହୁତ୍ ଚାଷୀ ଉପକୃତ ହୁଅନ୍ତେ । ସମାଜ କୁ କେତେ ଅନ୍ଧାର ଭିତରେ ରଖିବେ ଏ ମାନେ ରଖିବେ ।ଦୟାକରି ୟେ ସବୁ ମିଡିଆରେ ନ ଦେଖାଇଲେ ଭଲ ହୁଅନ୍ତେ ।
@basantabehera8466
@basantabehera8466 2 ай бұрын
ଧର୍ମାନ୍ଧତା ଏମାନଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିସାରିଛି
@yuvrajsinhjadeja184
@yuvrajsinhjadeja184 2 ай бұрын
Pandit Kashinath Mishra ji is absolutely right, no one becomes wrong by what someone says, whatever is true remains the truth. जय जगन्नाथ 🙏🏻❣️
@baishnabcharansahoo9119
@baishnabcharansahoo9119 2 ай бұрын
@@yuvrajsinhjadeja184 Did you watch the odia news today about Pandit Kashinath Mishra?
@dullabhasa5371
@dullabhasa5371 2 ай бұрын
ଆମେ ପଣ୍ଡିତ କାଶୀନାଥ ମିଶ୍ର ଏବଂ ମହାପ୍ରଭୁଙ୍କୁ ଭଳ ଭାବରେ ଜାଣିଛୁ, ମେଡିଆ ଯାହା ପ୍ରଚାର କରୁଛି ସମ୍ପୂର୍ଣ୍ଣ ମିଥ୍ୟା ଏହା ର କୋୖଣସି ସତ୍ୟତା ନାହିଁ ମେଡିଆ ମୋହ ରେ ପଢ଼ି ମିଥ୍ୟା ପ୍ରଚାର କରୁଛି ମେଡିଆ ସତ୍ୟତା ଜାଣିବାକୁ ଚେଷ୍ଟା କରୁ ନାହିଁ ମେଡିଆ କୁ ଅନୁରୋଧ ସତ୍ୟ କୁ ଖୋଜି ସତ୍ୟ ର ପରି ପ୍ରକାଶ କରନ୍ତୁ
@manojsahu2039
@manojsahu2039 2 ай бұрын
ମଣିଷ କେବେ ଭଗବାନ ହେଇ ପାରେନା ,ତୁଳସୀ ସର୍ବଦା ଭଗବାନଙ୍କ ପାଖରେ ଲାଗିଥାଏ ,ଚମଡା ତିଆରି ମଣିଷ ପାଖରେ ନୁହଁ , ଏ ପାଗଳ କହୁଛି କଳ୍କୀ ଅବତାର ତେବେ ଛତିଆ ରେ ବଳଭଦ୍ର କଣ ପାଇଁ ବସିଛନ୍ତି ଖଣ୍ଡା ଧରି ?, comment ଯଦି ପଢୁଛ ତେବେ ଉତ୍ତର ଦିଅ
@baishnabcharansahoo9119
@baishnabcharansahoo9119 2 ай бұрын
@@manojsahu2039 ତୁଳସୀ ପତ୍ର ରେ ଔଷଧୀୟ ଗୁଣ ଥିବାରୁ ଏହା ଆଦର ସମସ୍ତେ କରିଥାନ୍ତି।ଠିକ ସେହି ପରି ବେଲ ପତ୍ରରେ ମଧ୍ୟ ଔଷଧର ଗୁଣ ଅଛି।ତୁଳସୀ ପତ୍ର କଫ ନାଶକ ଅଟେ।ବେଲ ପତ୍ର ପାକ ସ୍ଥଳୀ ର ବେମାର କୁ ଠିକ କରେ।ତେଣୁ ଏହାକୁ ଦରକାରୀ ଜିନିଷରେ ବ୍ୟବହାର କରାଯାଏ। ଯେତେବେଳେ ପୂଜା ରେ ଲଗାଇ ଦିଆ ଯାଇଥାଏ,ଏହାର ମୂଲ୍ୟ ବଢ଼ି ଯାଇଥାଏ।
@bibhendumohanty7556
@bibhendumohanty7556 2 ай бұрын
ଠାକୁର ଓ ବାବାଙ୍କ ମଧ୍ଯରେ ଆକାଶ ପାତାଳର ଫରକ ।ନୂନି ଓ ଜୋନି ର ସମ୍ପର୍କ ଜେମିତି, ଏ ବିତର୍କ ସେମିତି କେତେବେଳେ ଲାଗି ଓ ଛାଡିବ,ଆମେ ଭକୂଆ ଏ ବାଳ ଡିବେଟ ଦେଖିବା ଠିକ ନୁହେଁ ।ସବୁ ଠିକ ସବୁ ଭୁଲ.....
@gyanaranjankhandei1921
@gyanaranjankhandei1921 2 ай бұрын
​@@baishnabcharansahoo9119tuma address tike kuha....prasasana tuma nikata ku jiba ....
@baishnabcharansahoo9119
@baishnabcharansahoo9119 2 ай бұрын
@bibhendumohanty7556 ଠାକୁରଙ୍କୁ ଧରି ହିଁ ବାବା ମାନେ ଲୋକ ମାନଙ୍କୁ ଲୁଟନ୍ତି।ଆପଣଙ୍କ ଉଦାହରଣ ଭଳି ନୁନି ଓ ଯୋନି,ଏହାର ମିଳନ ବହୁତ କିଛି ସମ୍ଭବ।
@ଓଡ଼ିଆଭଜନପୁଣିଥରେ
@ଓଡ଼ିଆଭଜନପୁଣିଥରେ 2 ай бұрын
👌good
@Travel_Buddy
@Travel_Buddy 2 ай бұрын
ଆଙ୍କୁ ଖାଲି ବିଛୁଆତି ଛାଟ ଦରକାର😅
@a.santoshpatra1157
@a.santoshpatra1157 2 ай бұрын
ସମସ୍ତ ଚ୍ୟାନେଲ ବାଲାଙ୍କୁ ଅନୁରୋଧ ସେମାନେ ଖୋଳତାଡ କରି ସତ୍ୟର ପରିପ୍ରକାଶ ହେବା ନିହାତି ଆବଶ୍ୟକ ।
@kalandiinstagramvideo5569
@kalandiinstagramvideo5569 2 ай бұрын
ପ୍ରତାପ sir ଜଣେ ଏତେବଡ ମନ୍ୟଗନ୍ ବେକ୍ତି ତାଙ୍କୁ ଏ ମାମୁଲି ଲୋକ ମାନଙ୍କ ସହିତ ବିତର୍କ୍ କରିବା "ମାନସ" ବାବୁ ଠିକ୍ ଲାଗୁନି ❤❤❤❤
@hadibandhurout1319
@hadibandhurout1319 2 ай бұрын
ପ୍ରତାପ ହେଲା ଗୋଟିଏ ନାସ୍ତିକ। ଯିଏ ମହାପ୍ରଭୁଂକ ଗୁଣଗାନ କରନ୍ତି ସେମାନେ ସବୁବେଳେ ବଡ। ଏ ହେତୁବାଦୀ ମୂର୍ଖଂକ ସହିତ ପାଣ୍ଡବ ବାବୁ ଯୁକ୍ତି ନ କରିବା ଭଲ।
@madhukhillo7894
@madhukhillo7894 2 ай бұрын
😂🤣ମୋ ଭାଇର ପୁଅ ବି ୧୨ ମାସ ରେ ଜନ୍ମ ହେଇଛି ତା ମାନେ ସିଏ ବି ଭଗବାନ
@parsurambhoi8518
@parsurambhoi8518 2 ай бұрын
Ri8🙏
@tapankumarsahu5223
@tapankumarsahu5223 2 ай бұрын
ଖାଲି ଦେଖ ପାଖରେ ଯାଉଁଳି ପୋଖରୀ ଅଛି କି ନାହିଁ 😂😂😂
@Orn35thj
@Orn35thj 2 ай бұрын
କୋଉଠୁ ଏଭଳି ଲୋକ ସବୁ ଆସୁଛନ୍ତି କେଜାଣି
@Bluerlame
@Bluerlame 2 ай бұрын
ବାବା ବେପାର ରେ ଭଲ ପଇସା ଅଛି। ଲୋକ ଯେତେବେଳ ଯାଏ ସମାଜ ସରଳ ଓ ଅନ୍ଧବିଶ୍ୱାସୀ ରହିବେ ଏ ଭଣ୍ଡ ଓ ଠକ୍ ବାବା ଓ ମାତା ଲୁଟି ଚାଲିଥିବେ। ଏମାନେ କେତେ ଟଙ୍କା କେମିତି ମିଳିବ ତା ଉପରେ ସକାଳ ସନ୍ଧ୍ୟା ଧ୍ୟାନ କରନ୍ତି।
@jubeldalabehera7630
@jubeldalabehera7630 2 ай бұрын
ଛି ଲଜ୍ୟା କି ବାବା ଅନ୍ଧ ବିଶ୍ବାସ , ହିନ୍ଦୁ ଧର୍ମକୁ କୁ
@KishanSingh-bl6ey
@KishanSingh-bl6ey 2 ай бұрын
ବାବା ଚାହିଁଥିଲେ ଦାନା ଆଶିନଥାନ୍ତା
@ashokkumarsahoo7041
@ashokkumarsahoo7041 2 ай бұрын
Studio ଭିତରେ ଏ ଶଳାକୁ 2 ଟା ଚାପଡ଼ା ଦେବାକୁ ଇଛା ହେଉଛି. Permission ଦେବେ କି?
@belimalik143
@belimalik143 2 ай бұрын
ସବୁ ଅନ୍ଧ ବିଶ୍ୱାସ 😂😂😂
@bijaymalik2965
@bijaymalik2965 2 ай бұрын
🎉
@subashsahu5062
@subashsahu5062 2 ай бұрын
ମା ଶ୍ରୀ ଅରବିନ୍ଦଙ୍କୁ ଗ୍ରହଣ କର ସବୁଯାଣି ପା ରିବ
@santoshbehera2295
@santoshbehera2295 10 күн бұрын
ଲୋକ ମାନଙ୍କ ଲୋଭ,ଭୟ . ସରଳ ବିଶ୍ୱାସ ଯୋଗୁ ଏ ବାବା ଙ୍କ ସୃଷ୍ଟି
@SantoshKumar-mx8rq
@SantoshKumar-mx8rq 2 ай бұрын
କୁନିବାବାର 10th Mark କେତେଥିଲ।
@kumarpradeep2785
@kumarpradeep2785 2 ай бұрын
Se topper heba kata
@nirupamamishra7931
@nirupamamishra7931 2 ай бұрын
😂😂😂😂
@Shrabana68
@Shrabana68 2 ай бұрын
56%
@_Mishra556
@_Mishra556 2 ай бұрын
ଶାସ୍ତ୍ର ର କିଛି ଜ୍ଞାନ ନାହିଁ । କିନ୍ତୁ ଯୁକ୍ତି କରୁଛନ୍ତି । କି ପ୍ରକାର ର ଲୋକ !!
@manojsahu2039
@manojsahu2039 2 ай бұрын
ବିରାଟ ପାଗଳ ଟା , ବିଛୁଆତି ଘସିଲେ ଠିକ୍ ହେଇଯିବ
@Akp530
@Akp530 2 ай бұрын
Ptatap sir is a revolutionary person.... May the Almighty help him❤❤
@a.santoshpatra1157
@a.santoshpatra1157 2 ай бұрын
ଚ୍ୟାନେଲ ବାଲା ତ ହିନ୍ଦୁ ଶାସ୍ତ୍ରର ମଜାକ ଉଡାଉଛନ୍ତି ।
@samuelsahoo5796
@samuelsahoo5796 2 ай бұрын
ପଣ୍ଡିତ କାଶିନାଥ ମିଶ୍ର ଏବଂ ବୈକୁଣ୍ଠ ଧାମ ଆଶ୍ରମ ବିରୁଦ୍ଧରେ ହୋଇଥ‌ିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସଂପୂର୍ଣ ସତ୍ୟ ଏହା ନୁହଁ । ମିଡିଆ ନିଜର ପ୍ରଚାର ପାଇଁ ମିଥ୍ୟା ନ ଦେଖାଇ । ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@1XSamir70
@1XSamir70 2 ай бұрын
Thik katha
@1XSamir70
@1XSamir70 2 ай бұрын
Jay Shree Madhaba 🙏
@jibanjyotiparida892
@jibanjyotiparida892 2 ай бұрын
Magia tamaku kie gandi marunahanti magia baba
@bsn8527
@bsn8527 2 ай бұрын
Sabu Thik😂Hele Bhanda Kalki😂😂Eita 2024 re Hajam Houni😂Baba Business Technique Samaste Jani galeni😂😂
@SonaliMishra-r2x
@SonaliMishra-r2x 2 ай бұрын
Bhai Mane Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@KumarDas-wx2th
@KumarDas-wx2th 2 ай бұрын
Comedy of the year 😂😂😂😂😂😂😂😂😂
@BhubanMohan-pt1dl
@BhubanMohan-pt1dl 2 ай бұрын
ଇଏ ପାଗଳ ସହିତ କାହିଁକି ଆଲୋଚନା କରୁଛନ୍ତି, କୁରା ଖାଇଲେ ସବୁ ଠିକ ହେଇଯିବ
@Bijayakumarpradhan899
@Bijayakumarpradhan899 2 ай бұрын
👌👌👌👌👌👌👌👍👍👍👍👍👍
@BarasharaniMohapatra
@BarasharaniMohapatra 2 ай бұрын
ଜଣେ ହି କଳ୍କୀ ସେ ହେଉ ଛନ୍ତି ମୋ ଜଗା କାଳିଆ ଠାକୁର 🙏
@MadhavDas-n9c
@MadhavDas-n9c 2 ай бұрын
Absolutely false.... I have been following pandit kashinath ji from a very long time and i have attended some of his bhagwat sabhas also but no one asked for money even they offered us free food and stay in bhagwat katha ସମ୍ପୂର୍ଣ୍ଣ ମିଥ୍ଯ଼ା... ମୁଁ ଦୀର୍ଘ ସମଯ଼ ଧରି ପଣ୍ଡିତ କାଶୀନାଥ ଜୀଙ୍କୁ ଅନୁସରଣ କରିଆସୁଛି ଏବଂ ମୁଁ ତାଙ୍କର କିଛି ଭାଗବତ ସଭାରେ ମଧ୍ଯ଼ ଯୋଗ ଦେଇଥିଲି, କିନ୍ତୁ କେହି ଟଙ୍କା ମାଗି ନଥିଲେ, ଏପରିକି ସେମାନେ ଆମକୁ ମାଗଣା ଖାଦ୍ଯ଼ ଏବଂ ଭାଗବତ କଥାରେ ରହିବାର ପ୍ରସ୍ତାବ ଦେଇଥିଲେ।
@Akp530
@Akp530 2 ай бұрын
Se jaha heu pache pratap sir pura hero😂😂
@baishnabcharansahoo9119
@baishnabcharansahoo9119 2 ай бұрын
@@Akp530 ଆଜିର ସମାଚାର ଦେଖିଲ କି?
@yuvrajsinhjadeja184
@yuvrajsinhjadeja184 2 ай бұрын
ତାଙ୍କର ଯାହା ବି ହେଉ ତାହା କରିବା ଉଚିତ୍ ଗଣମାଧ୍ୟମର କାମ ହେଉଛି ସମାଜର ମନ୍ଦତାକୁ ସାମ୍ନାକୁ ଆଣିବା ଏବଂ ଏହାର ଉନ୍ନତି ଦିଗରେ କାର୍ଯ୍ୟ କରିବା | ଏଥିସହ, ସମାଜକୁ ମାର୍ଗଦର୍ଶନ କରିବାକୁ ପଡିବ ଏବଂ କାହାକୁ ଭୁଲ୍ ପ୍ରମାଣ କରିବାକୁ ପଡିବ ନାହିଁ ଦୟାକରି ଗଣମାଧ୍ୟମର କାର୍ଯ୍ୟ ଯାହା କରନ୍ତୁ ତାହା କରନ୍ତୁ | ଟିକିଏ TRP ପାଇଁ ଏତେ କମ୍ ଆଣ୍ଠୁଏ ନାହିଁ |
@allhadinipatel1655
@allhadinipatel1655 2 ай бұрын
କେତେ ବାବା ଆସିଲେଣି au ଗଲେଣି , ବାବା ଫାବା ସବୁ ବେକାର, କାହାକୁ ବିଶ୍ୱାସ କର ନାହିଁ
@rajupatamajhi3334
@rajupatamajhi3334 2 ай бұрын
ଏସବୁ ମୂର୍ଖ ମାନେ କେବେ ବୁଝିବେ ଯୁଗ ବର୍ତ୍ତମାନ କୋଟି ପହଞ୍ଚିଲାଣି ଏ ମୂର୍ଖ ସବୁ କାଟି ଅଛନ୍ତି
@jetendramajhiofficial6405
@jetendramajhiofficial6405 2 ай бұрын
ଭାଇ ଏ ଅନ୍ଧ ବିଶ୍ୱାସ ରେ କାହିଁକି ପଡୁଛ ଭାଇ
@GaganbihariBalabantaray
@GaganbihariBalabantaray 2 ай бұрын
ସୁପର tautar
@kamalinimohanta9961
@kamalinimohanta9961 2 ай бұрын
Bhanda baba
@MADHABA-k1o
@MADHABA-k1o 2 ай бұрын
HUM MAHAPRABHU SE 2020 SE JUDE H HUME MADAV MAHAPRABHU BAHUT ANUBHAV DIYA H JO BHAKT H WAHI JAAN PAYENGE
@madhusmitarout9333
@madhusmitarout9333 2 ай бұрын
Aaau besi nali marena daha vandua gapa.tori Vali kichhi Sarathi bhakta b eeivali gaputhile..tate nihati mada darkar pagala
@elinapradhan8480
@elinapradhan8480 2 ай бұрын
ହାରିବା ନାହିଁ କି ଡରିବାର ନାହିଁ ପ୍ରଭୂ ଆମ ସାଥିରେ ସବୁବେଳେ
@allhadinipatel1655
@allhadinipatel1655 2 ай бұрын
ଯେ ଭଗବାନ ସେ କେବେବି କହିବନି ମୁଁ ଭଗବାନ boli
@_Mishra556
@_Mishra556 2 ай бұрын
ପଣ୍ଡିତ କାଶିନାଥ ମିଶ୍ର ଏବଂ ତାଙ୍କ ପରିବାର ଏବଂ ବୈକୁଣ୍ଠ ଧାମ ଆଶ୍ରମ ବିରୁଦ୍ଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ସଂପୂର୍ଣ୍ଣ ସତ୍ୟ ଏହା ନୁହଁ । ମିଡିଆ ନିଜର ପ୍ରଚାର ପାଇଁ ମିଥ୍ୟା ନ ଦେଖାଇ । ସତ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ ।
@saikrishnadailyvlogs3412
@saikrishnadailyvlogs3412 2 ай бұрын
Sate na kn
@satyasagarpadhipapana1410
@satyasagarpadhipapana1410 2 ай бұрын
ପ୍ରଭୁ କଳ୍କୀ ଯେବେ ଜନ୍ମ ନେବେ ସେ ସମ୍ଭାଲା ଗ୍ରାମ ରେ ଜନ୍ମ ନେବେ ଆଉ ମାତା ଙ୍କ ନାମ ରହିବ ସୁମତି, ଆଉ ପିତା ଙ୍କ ନାମ ରହିବ ବିଷ୍ଣୁୟସ ସେ ବ୍ରାହ୍ମଣ ପରିବାର ରେ ଜନ୍ମ ନେବେ ଜୟ ଜଗନ୍ନାଥ ଆଉ ସନାତନ ଧର୍ମ ଭଗବତ ଗୀତା, ବେଦ, ପୁରାଣ ରେ ଲେଖା ଯାଇଛି କି ସନାତନ ମାନେ ଏହାର ଅନ୍ତ ନାହିଁ ଏ ଯଉ ଅଜ୍ଞାନୀ ରଥ ବାବୁ ବସି ଚନ୍ତି ତାଙ୍କୁ କୁହ ଟିକେ ଶାସ୍ତ୍ର ପଢିବେ ଏ ଖ୍ରୀଷ୍ଟିଆନ ଙ୍କ ସହିତ ମିଶି ଯାଇ ଛନ୍ତି ଆଉ ଯଉ ବ୍ରାହ୍ମଣ surname ଟା ରଖି ଚନ୍ତି ତାକୁ change କରି ଅଲଗା କରି ଦିଅନ୍ତୁ Christian surname କିଛି ରଖି ଦିଅନ୍ତୁ
@SonaliMishra-r2x
@SonaliMishra-r2x 2 ай бұрын
Bhai Mane Bhagaban Kalki Mahaprabhu ta Uttarpradesh ra Sambhal Grama re Janma nebe aau Odisha re kemiti Janma nele tike kahibe ki
@satyasagarpadhipapana1410
@satyasagarpadhipapana1410 2 ай бұрын
@SonaliMishra-r2x Utar Pradesh nuha Sambhala gotie secret place ta kauthi eta mention hei nahin je eta kauthi abastita
@seriesofmylife5799
@seriesofmylife5799 2 ай бұрын
True
@debasisswain3335
@debasisswain3335 2 ай бұрын
Kebe ଜନ୍ମ ନେବେ ଲେଖା ହେଇନି କି
@biswa378
@biswa378 2 ай бұрын
ଅଲୌକିକ ସମସ୍ତେ ଦେଖିବାକୁ ଯୋଗ୍ୟ ହେବା ଦରକାର। ଆମେ ଜାଣିଚୁ କି ସବୁ ସମୟ ରେ ରାବଣ ସମ୍ପର୍କୀୟ ମାନେ ଶାସ୍ତ୍ର କୁ ମାନନ୍ତି ନାହିଁ। ଯୁକ୍ତି କରନ୍ତି।
@muralidharnaik1865
@muralidharnaik1865 2 ай бұрын
ହେତୁବାଦୀମାନେ ପ୍ରକୃତ ଭକ୍ତ ❤❤
@guddy6729
@guddy6729 2 ай бұрын
Great Professor Pratap Rath Sir
@ArvindSahani344
@ArvindSahani344 2 ай бұрын
Bhai aap log apne binash ko mt bulao... Kashinath ji ke putra hi. Kalki hain wahi jagarnath ji hain.. Prabhu har kisi se samne prakash nai hote... Kai janmo ka punya chahiye.. Prabhu ko pahchanne ke liye.. Jai jagarnath.
@hippoplife3565
@hippoplife3565 2 ай бұрын
Eai reporter ashal khalanayakkk😂😂😂😂😂😂
요즘유행 찍는법
0:34
오마이비키 OMV
Рет қаралды 12 МЛН
Air Sigma Girl #sigma
0:32
Jin and Hattie
Рет қаралды 45 МЛН
Self-Proclaimed Baba Controversy | Baba Owned KTM Bike
5:47
Kanak News
Рет қаралды 221 М.
요즘유행 찍는법
0:34
오마이비키 OMV
Рет қаралды 12 МЛН